ରାଇରଙ୍ଗପୁର: ୯ବର୍ଷର ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳକ ମୃତଦେହ ଖଡ଼ଖାଇ ନଦୀରୁ ଉଦ୍ଧାର କରାଯାଇଛି। ୧୧ ନଂ ୱାର୍ଡ ଇଚ୍ଚିଣ୍ଡା ଅଞ୍ଚଳର ୯ ବର୍ଷୀୟ ବାଳକର ମୃତଦେହ ଉଦ୍ଧାର ହୋଇଛି। ଥାନାରେ ପରିବାରର ଅଭିଯୋଗ ପରେ ନଦୀରୁ ମୃତଦେହ ଉଦ୍ଧାର ହୋଇଥିଲା। ବେକରେ କଟା ଦାଗ ଥିବାରୁ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ୨ଜଣଙ୍କୁ ଅଟକ
Popular Categories



