ପୋଖରୀରେ ବୁଡି ଯୁବକ ମୃତ Samaja Digital (RM) Apr 21, 2024 ପାଟଣା : ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଅନ୍ତର୍ଗତ ବାଲିତୋଟା ଗ୍ରାମର ଭରତ ନାଏକଙ୍କ ପୁଅ ଅଜୟ ନାଏକ (୨୬) ଗତକାଲି ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ବହୁ ବିଳମ୍ବ ହେବାରୁ ଘର ଲୋକେ ପୋଖରୀକୁ ଯାଇ… Read More...
ଡ. ସଦାଶିବ ତ୍ରିପାଠୀ ଥିଲେ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ… Samaja Digital (RM) Apr 21, 2024 ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା… Read More...
‘ଯୋଗିନୀ’ ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି Samaja Digital (RM) Apr 21, 2024 ଭୁବନେଶ୍ବର: ‘ଯୋଗିନୀ’ ଏକ ପରୀକ୍ଷାମୂଳକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଯାହା ଓଡ଼ିଆ ସିନେମା ଇତିହାସରେ କେବଳ ପ୍ରଥମ ନୁହେଁ ବରଂ ଭାରତୀୟ ସିନେମା ଦୁନିଆରେ ଏପରି ସିନେମା ଆଗରୁ ତିଆରି ହୋଇନାହିଁ। ଦଶମ/ଏକାଦଶ… Read More...
ଭାରତୀୟ ପ୍ରଶାସନିକ ସେବା ଶିକ୍ଷା ନବିଶମାନଙ୍କର ଯୋଜନା ଓ ସଂଯୋଜନ ବିଭାଗ ପରିଦର୍ଶନ Samaja Digital (RM) Apr 21, 2024 ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୨ ବ୍ୟାଚର ୬ଜଣ ଓ ୨୦୨୩ ବ୍ୟାଚର ୮ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏଏସ ପ୍ରୋବେସନର) ଶନିବାର ଲୋକ ସେବା ଭବନରେ ଉନ୍ନୟନ… Read More...
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ… Samaja Digital (RM) Apr 21, 2024 ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।… Read More...
ଖଣିଜ ପାଣ୍ଠିରୁ ନେଇଗଲେ ୯ କୋଟି, ଥାନାରେ ମାମଲା Samaja Digital (RM) Apr 21, 2024 ବାରିପଦା: ମୟୂରଭଞ୍ଜ ଜିଲା ଖଣିଜ ପାଣ୍ଠିରେ ଘୋଟଲା ହୋଇଥିବା ଅଭିଯୋଗ ଆସିଛି। ପାଣ୍ଠି ଆକାଉଣ୍ଟରୁ ୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସନ୍ଦଗ୍ଧ କାରବାର ଅଭିଯୋଗ ହୋଇଛି। ମୋଟ ୯ କୋଟି ୫୬ଲକ୍ଷ ୭୬ ହଜାର ଟଙ୍କାର ସନ୍ଦିଗ୍ଧ… Read More...
ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ Samaja Digital (RM) Apr 21, 2024 ଉମରକୋଟ: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ୨… Read More...
ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଆଜିଠୁ ଖରାଛୁଟି, ଜୁନ ୧୯ରେ ଖୋଲିବ Samaja Digital (RM) Apr 21, 2024 ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବଡ଼ ଘୋଷଣା। ଆଜିଠାରୁ ଅନୁସୂଚିତ ଜାତି(ଏସସି) ଓ ଅନୁସୂଚିତ ଜନଜାତି(ଏସଟି) ଆବାସିକ ବିଦ୍ୟାଳୟରେ ଖରା ଛୁଟି ଘୋଷଣା କରାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି… Read More...
କଣ୍ଟାବାଞ୍ଜିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପାରଦ ଛୁଁଇଲା ୪୩ Samaja Digital (RM) Apr 20, 2024 କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଓ ଆଖ ପାଖ ଗ୍ରାମାଞ୍ଚଳରେ ଗତ ୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ଅନୁଭୂତ ହେଉଛି। ଗତ ସପ୍ତାହେ ହେଲା ପାରଦ ୪୦ଡିଗ୍ରୀ ଉପରେ ରହୁଥିବା ବେଳେ, ଗତକାଲି ଠାରୁ ପାରଦ ୪୩ଡିଗ୍ରୀରେ… Read More...
ରାତ୍ରି ପାଟ୍ରୋଲିଂ ବେଳେ ଦୁଇଲକ୍ଷରୁ ଅଧିକ ଟଙ୍କା ଜବତ Samaja Digital (RM) Apr 20, 2024 ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ପୁଲିସ ତରଫରୁ ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ରାତ୍ରି କାଳୀନ ପାଟ୍ରୋଲିଂ ଏବଂ ଯାନ ବାହାନ ଯାଞ୍ଚ ମଧ୍ୟ… Read More...
ତୁରେକେଲା ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ Samaja Digital (RM) Apr 20, 2024 କଣ୍ଟାବାଞ୍ଜି : ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା ବ୍ଲକ ହେଡ଼କ୍ଵାଟର, ଲର୍କି ଗ୍ରାମ ଏବଂ ଝରଣୀ ଗ୍ରାମ ପଂଚାୟତର ତେତେଲଖୁଣ୍ଟି ଓ ଝରଣୀ ଗାଁରେ ଆଜି ଅବାଧ ନିର୍ବାଚନ ସହିତ ଅସାମାଜିକ ତତ୍ତ୍ୱ କାର୍ଯ୍ୟକଳାପରୁ… Read More...
ନୂତନ ଯୁବ ଭୋଟରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ନାଗରିକଙ୍କୁ ‘ମତଦାତାଙ୍କ ସଂକଳ୍ପ’ ପାଠ Samaja Digital (RM) Apr 20, 2024 ଭୁବନେଶ୍ଵର : ‘ମଇ ୨୫ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି’ । ‘ଗଣତନ୍ତ୍ରର ଏ ମହାନ ପର୍ବ, ଭୋଟ ଦେଇ ମୁଁ କରିବି ଗର୍ବ’ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନଛକଠାରୁ ବାହାରି… Read More...
ମହୁମାଛି ଆକ୍ରମଣରେ ଆଇ-ନାତୁଣୀ ଗୁରୁତର Samaja Digital (RM) Apr 20, 2024 ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତର ତୁର୍କା ଗାଁରେ ଆଇ-ନାତୁଣୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଦୁହିଁଙ୍କୁ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ… Read More...
ପଦ୍ମପୁରରେ ଘଡ଼ଘଡ଼ି ସହ ବର୍ଷା, ଉପୁଡ଼ି ପଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ Samaja Digital (RM) Apr 20, 2024 ପଦ୍ମପୁର : ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । ଆଜି ସନ୍ଧ୍ୟା ସମୟରେ ବର୍ଷା ହେବା ଯୋଗୁଁ ଲୋକଙ୍କୁ କିଛିଟା ଆଶ୍ବସ୍ତି ଆଣିଦେଇଛି। କଲେ କାଳବୈଶାଖି ପ୍ରଭାବରେ ପଦ୍ମପୁରର ବିଭିନ୍ନ ସ୍ଥାନରେ ବହୁ ସମୟ ଧରି… Read More...
ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି, ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ୪୦ଜଣଙ୍କ ନାଁ Samaja Digital (RM) Apr 20, 2024 ଭୁବନେଶ୍ବର : ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏହି ପ୍ରଚାର ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ… Read More...
ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ରୋଚକ ମୋଡ ନେଉଛି ରାଜନୀତି, ନିର୍ଣ୍ଣାୟକ ଭୂମିକା ନେବ ଧାମରା ୮ପଞ୍ଚାୟତ Samaja Digital (RM) Apr 20, 2024 ଧାମରା: ୨୦୦୯ ମସିହାରେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ହୋଇଥିଲା। ଏହା ପୂର୍ବରୁ ଧାମରା ୮ପଞ୍ଚାୟତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ବେଳେ ୨୦୦୯ ମସିହାରେ ଏହାର… Read More...
ଡାକ୍ତରଖାନା ନିକଟରେ ଗଦା ହେଉଛି କୁଢ଼ କୁଢ଼ ମଇଳା, ସୃଷ୍ଟି ହେଉଛି ପୁତିଗନ୍ଧମୟ ପରିବେଶ Samaja Digital (RM) Apr 20, 2024 ଭବାନୀପାଟଣା: ସ୍ଥାନୀୟ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଛକରୁ ବଡପଡା ଯିବା ରାସ୍ତାରେ ଗତ କିଛିଦିନ ଧରି ପ୍ରବଳ ଦୁର୍ଗନ୍ଧ ହେଉଛି। ଏହି ରାସ୍ତାରେ ଡାକ୍ତରଖାନାର ଶଵ ବ୍ୟବଚ୍ଛେଦ ଗୃହ… Read More...
ପତନିରେ ଜମୁଛି ପ୍ରସିଦ୍ଧ ରାମଲୀଳା ନାଟକ Samaja Digital (RM) Apr 20, 2024 କଳାପଥର(ବାଙ୍କୀ)):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ରଘୁନାଥ ନାଟ୍ୟମଣ୍ଡପରେ ଅନଙ୍ଗ ନରେନ୍ଦ୍ର ରଚିତ ରାମାୟଣ ଚଳିତ ବର୍ଷ ରାମନବମୀ ରୁ ଆରମ୍ଭ ହୋଇଛି। ଏଠାରେ ପ୍ରସିଦ୍ଧ ରାମଲୀଲା ନାଟକ ୩ ଦିନଧରି… Read More...
ଯୋଗ ଓ ଆୟୁର୍ବେଦ ପ୍ରଚାର ପ୍ରସାର ପାଇଁ ସଂକଳ୍ପ Samaja Digital (RM) Apr 20, 2024 ବୌଦ୍ଧ: ପବିତ୍ର ରାମ ନବମୀ ଠାରୁ ପତଞ୍ଜଳି ଯୋଗପୀଠ ହରିଦ୍ବାରରେ ଯୋଗ ଓ ଆୟୁର୍ବେଦର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବୌଦ୍ଧଜିଲା ଶାଖା ତରଫରୁ ମହାନଦୀ ଆଳତି ଘାଟ ଯୋଗ କେନ୍ଦ୍ର ଠାରେ ଏହି ଯୋଜନାର… Read More...
ଭୋଟର ସଚେତନତା ଅଭିଯାନ Samaja Digital (RM) Apr 20, 2024 ବୌଦ୍ଧ : ଆସନ୍ତା ସାଧାରଣ ନିର୍ବାଚନର ଭୋଟ ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲାରେ ଆସନ୍ତା ମେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବୌଦ୍ଧ ଜିଲାର ପ୍ରତ୍ୟେକ… Read More...
ଭଲ ଲୋକଙ୍କ ସହ ମିଶି ଭଲ ଲୋକ ହେବାକୁ ଚେଷ୍ଟା କରନ୍ତୁ Samaja Digital (RM) Apr 20, 2024 ଭୁବନେଶ୍ୱର: ଉତ୍କୃଷ୍ଟ ଶିକ୍ଷା ପ୍ରଦାନ ଏବଂ ଦାୟିତ୍ୱ ସମ୍ପନ୍ନ ହେବା ସହ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସରେ ଥିବା ଅଡିଟୋରିୟମରେ ଏକ ସ୍ନାତକୋତ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।… Read More...
ମଦ ଦୋକାନ ଉଚ୍ଛେଦ ଦାବିରେ ଶୋଭାଯାତ୍ରା Samaja Digital (RM) Apr 20, 2024 ଫୁଲବାଣୀ ,: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଭୃଙ୍ଗିଯୋଡି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଦୀର୍ଘ ଦିନ ହେବ ଅଞ୍ଚଳର ମହିଳାମାନେ ଏବଂ ଅଞ୍ଚଳ ବାସୀ ଦାବି କରିଆସୁଥିଲେ ମଧ୍ୟ ବନ୍ଦ… Read More...
ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ହାରଲୁଟ, ଦେଶୀ ବନ୍ଧୁକ ସହ ଜଣେ ଗିରଫ Samaja Digital (RM) Apr 19, 2024 କେଶଦୁରାପାଳ : ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ହାରଲୁଟ ଘଟଣାରେ ଘଷିପୁରା ପୁଲିସ୍ ଜଣକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଗତ ୨୯/୩ ତା ରିଖରେ ଘଟଗାଁ ଥାନା ଅନ୍ତର୍ଗତ… Read More...
୩୫୫ କ୍ବିଣ୍ଟାଲ ମାଣ୍ଡିଆ ଜବତ Samaja Digital (RM) Apr 19, 2024 ନବରଙ୍ଗପୁର: ୩୫୫ କ୍ବିଣ୍ଟାଲ ମାଣ୍ଡିଆ ସହ ଟ୍ରକ ଜବତ କରାଯାଇଛି। କୃଷକ ସହାୟକ ସଂସ୍ଥାର ଏକ ଗୋଦାମରେ ଅନଲୋଡବେଳେ ଯୋଗାଣ ବିଭାଗ ଦ୍ବାରା ୩୫୫ କ୍ବିଣ୍ଟାଲ ମାଣ୍ଡିଆ ସହ ଟ୍ରକ ଜବତ କରାଯାଇଛି। କର୍ଣ୍ଣାଟକରୁ ଓଡ଼ିଶାକୁ… Read More...
ସ୍ବାମୀର ଏସିଡ ମାଡ଼ରେ ସ୍ତ୍ରୀ ଓ ଶାଶୁ ଗୁୁରୁତର Samaja Digital (RM) Apr 19, 2024 ପିପିଲି: ବଳାଙ୍ଗା ଥାନା ବଡ଼ତୋଟା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀର ଏସିଡ ମାଡ଼ରେ ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ଏସିଡ ମାଡ଼… Read More...
ବାଇକକୁ ଧକ୍କା ଦେଲା ବୋଲେରୋ: ବାଇକ ଆରୋହୀ ମୃତ , ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ Samaja Digital (RM) Apr 19, 2024 ବୌଦ୍ଧ:ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତଗର୍ତ୍ତ ଗାନ୍ଧୀନଗର ନିକଟରେ ଏକ ବୋଲେରୋ ବାଇକକୁ ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହାପରେ… Read More...
ବୌଦ୍ଧରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ-ବିଏସଏଫର ମିଳିତ ଫ୍ଲାଗ ମାର୍ଚ୍ଚ Samaja Digital (RM) Apr 19, 2024 ବୌଦ୍ଧ : ଓଡ଼ିଶାରେ ଏକାସଙ୍ଗେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ତାରିଖ ପାଖେଇ ଆସୁଥିବା ବେଳେ ବୌଦ୍ଧ ଜିଲାରେ ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ପୁଲିସ ପ୍ରଶାସନ ତତ୍ପର ରହିଛି । ଏହାରି ମଧ୍ୟରେ… Read More...
ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ-ଶାହା Samaja Digital (RM) Apr 19, 2024 ନୂଆଦିଲ୍ଲୀ: ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ। ଓଡ଼ିଆ ଭାଷା, ସଂସ୍କୃତ ଓ ରାଜ୍ୟର ଗର୍ବ ପାଇଁ ଏକାକୀ ଲଢ଼ିବାକୁ ସ୍ଥିର କରିଛୁ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଆଧାରରେ ଏହି ନିଷ୍ପତ୍ତି… Read More...
ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ କଲେ ନିର୍ବାଚନ ଆୟୋଗ Samaja Digital (RM) Apr 19, 2024 ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଆଜିଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଏକଜିଟ ପୋଲକୁ ନିଷିଦ୍ଧ ହୋଇଛି। ଜୁନ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଏକଜିଟ… Read More...
ରାଜନୈତିକ ଦଳମାନଙ୍କ ଦ୍ୱାରା ଆକାଶବାଣୀ ଓ ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଚିରକୁଟ ଉଠାଣ ମାଧ୍ୟମରେ ସମୟ… Samaja Digital (RM) Apr 19, 2024 ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ ଓ ରାଜ୍ୟ ରାଜନୈତିକ ଦଳମାନେ ଦେୟମୁକ୍ତ ନିର୍ବାଚନ ପ୍ରଚାରର ସମୟ ନିର୍ଘଣ୍ଟ ଆଜି ମୁଖ୍ୟ… Read More...
ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ତାଲିମ କର୍ମଶାଳା Samaja Digital (RM) Apr 19, 2024 ଭୁବନେଶ୍ଵର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାମାନଙ୍କରେ କାର୍ଯ୍ୟ କରୁଥିବା ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ନିମନ୍ତେ ଏକ… Read More...
ଡ୍ରେନ ପୁନଃରୁଦ୍ଧାର ଓ ଉନ୍ନତିକରଣ ଦାବି Samaja Digital (RM) Apr 19, 2024 କେନ୍ଦୁଝରଗଡ଼: ମାଷ୍ଟରପ୍ଲାନ ବୀହିନ କେନ୍ଦୁଝର ସହରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାରେ ସହରବାସୀ ଆତଙ୍କିତ ହେବା କିଛି ନୂଆକଥା ନୁହେଁ। ବିଶେଷକରି ଯେଉଁ ସବୁ ଅଞ୍ଚଳରେ କିଛି… Read More...
ଏମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ପରାମର୍ଶ ପାଇଁ ଆସୁଛନ୍ତି ମାସିକ ପ୍ରାୟ ୧୫ଶହ ଯକୃତ ରୋଗୀ Samaja Digital (RM) Apr 19, 2024 ଭୁବନେଶ୍ୱର: ଆଜି ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ ରୋଗ ଏବଂ ଏକ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍ପରିକ ଭାବବିନିମୟ… Read More...
ପଳାଶପଙ୍ଗା ଅଞ୍ଚଳରେ ପାନୀୟଜଳର ଘୋର ଅଭାବ Samaja Digital (RM) Apr 19, 2024 କେନ୍ଦୁଝରଗଡ଼: ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଓ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଗତ କିଛିବର୍ଷ ଧରି ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ପଳାଶପଙ୍ଗା ଅଞ୍ଚଳରେ ୩ଟି ସ୍ପଞ୍ଜ ଲୁହାକାରଖାନା ଓ ୪ଟି କ୍ରସର… Read More...
ଜିଲାପାଳଙ୍କୁ ଅଭିଯୋଗ କଲେ ମହିଳା, କହିଲେ ନିମ୍ନମାନର ହୋଇଛି ଶିକୁଳାପଦା-ମୁଣ୍ଡୁଳା ରାସ୍ତା ଉନ୍ନତିକରଣ Samaja Digital (RM) Apr 19, 2024 କେନ୍ଦୁଝରଗଡ଼: ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଶିକୁଳାପଦାରୁ ମୁଣ୍ଡୁଳା ପର୍ଯ୍ୟନ୍ତ ଦେଢ଼ କିମି ରାସ୍ତା ଉନ୍ନତିକରଣ ପାଇଁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୋନାସିକା ଗସ୍ତ ଅବସରରେ ସ୍ଥାନୀୟ ଶିକୁଳାପଦା… Read More...
ଲଖନପୁର ନୌକା ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ Samaja Digital (RM) Apr 19, 2024 ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ନୌକାରେ ୫୦ ଯାତ୍ରୀ ଥିଲେ,… Read More...
ଅବକାରୀ ଚଢାଉ: ୪୩୪୦ ଲିଟର ଦେଶୀ ମଦ ଜବତ,୫୩୨୦ପୋଚ ନଷ୍ଟ Samaja Digital (RM) Apr 18, 2024 ଗୁରୁଡ଼ିଝାଟିଆ : ଅବକାରୀ ବିଭାଗ ପକ୍ଷରୁ ଆଜି ଭଗୁଆ ଓ ସାନ ଭାଗୁଆ ଗାଁ ନିକଟବର୍ତ୍ତୀ ଜଙ୍ଗଲ ରେ ଚଢାଉ କରାଯାଇ ବିପୁଳ ପରିମାଣ ର ଦେଶୀ ରନ୍ଧା ମଦ ଜଗତ କରାଯିବ ସହ ପୋଚ଼ ନଷ୍ଟ କରାଯାଇଛି।ଜିଲ୍ଲା ଅବକାରୀ ଅଧିକ୍ଷକ… Read More...
ବୀମାସ୍ୱାସ୍ଥ୍ୟ ଅଧିକାରୀମାନଙ୍କଏକ ଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଉଦଘାଟିତ Samaja Digital (RM) Apr 18, 2024 ଭୁବନେଶ୍ୱର: ଶ୍ରମ ବିଭାଗ ଦ୍ୱାରା କ୍ରମାଗତ ଭାବେ ଆୟୋଜିତ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାର ବୀମାସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ନିମନ୍ତେ ଏକ ଦିନିକିଆ… Read More...
ନିଆଁ ଳାଗି ଜଳିଗଲା ବକ୍ସାଇଟ ଟଲର ଗାଡି Samaja Digital (RM) Apr 18, 2024 ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ନର୍ଲା ଥାନା ସିଜେରକୁପା ଫାଣ୍ଡି ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଳକ ଭବାନୀପାଟଣା-ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ୬ନଂ ରାଜ ପଥର କିଡିଙ୍ଗ ଗାଁ ନିକଟରେ ଆଜି ସନ୍ଧ୍ୟା ସମୟରେ… Read More...
ସମସ୍ୟା ସମାଧାନ ନ ହେଲେ ଭୋଟ୍ ବର୍ଜନ Samaja Digital (RM) Apr 18, 2024 କଲ୍ୟାଣସିଂହପୁର: ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁ ଏଭଳି ବୈଠକର କରି କିଛି ଚରମ ବାଣୀ ଶୁଣାଇଛନ୍ତି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡ଼ ଗ୍ରାମବାସୀ। ଆମ ଗାଁ କୁ ରାସ୍ତା… Read More...
ନର୍ଲା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ Samaja Digital (RM) Apr 18, 2024 ନର୍ଲା:କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଞ୍ଚଳ ରେ ଆଜି ନର୍ଲା ପୋଲିସ ପକ୍ଷରୁ ଆଇଆଇସି ମମତା ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ନର୍ଲାରୁ ତୁଲାଗାଁ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇ ଥିଲା । ଆଗାମୀ ସାଧାରଣ ନିର୍ବାଚନକୁ… Read More...
ଚେକପୋଷ୍ଟରେ ଲାଗିବ ସିସିଟିଭି, ଶୃଙ୍ଖଳିତ ମତଦାନ ଉପରେ ଗୁରୁତ୍ବ Samaja Digital (RM) Apr 18, 2024 ଫୁଲବାଣୀ: କନ୍ଧମାଳ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍ ଆଜି ସଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।… Read More...
ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍, ୧୦ହଜାର ଟଙ୍କା ଜୋରିମାନା Samaja Digital (RM) Apr 18, 2024 କେନ୍ଦୁଝରଗଡ଼: ବାପ ମା’ ଛେଉଣ୍ଡ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ପେଶାଲ କୋର୍ଟ (ପୋକ୍ସୋ) କେନ୍ଦୁଝର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ୍… Read More...
କୁମାରପୁରରେ ମା ବାସନ୍ତୀଦୂର୍ଗାଙ୍କ ପୂଜା Samaja Digital (RM) Apr 18, 2024 ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ମା ବାସନ୍ତୀ ଦୂର୍ଗାଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଛି। ଶାସ୍ତ୍ରୀୟ ବିଧି ମୁତାବକ ମାଆଙ୍କ ଚକ୍ଷୁଦାନ ,ସପ୍ତମୀପୂଜା, ମହାଷ୍ଟମୀ,ନବମୀ ଓ ବାସନ୍ତୀକ ଦଶହରା… Read More...
ଅଶୋକାଷ୍ଟମୀ ଯାତ୍ରା ପାଇଁ ଖୁଣ୍ଟୁଣୀ-ରମ୍ପେଇଗ୍ରାମ ଉତ୍ସବମୁଖର Samaja Digital (RM) Apr 18, 2024 ଗୁରୁଡିଝାଟିଆ: ଅଶୋକାଷ୍ଟମୀ ଯାତ୍ରା ପାଇଁ ଖୁଣ୍ଟୁଣୀ-ରମ୍ପେଇଗ୍ରାମ ଉତ୍ସବମୁଖର ହୋଇଛି। ଗ୍ରାମ୍ୟ କମିଟି ପକ୍ଷରୁ ଇଷ୍ଟଦେବ ବାଲୁଙ୍କେଶ୍ୱର ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମୀ ନାରାୟଣଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମ… Read More...
ଧାନକୁଟାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯଜ୍ଞ ଗୃହରେ ଘଟ ସ୍ଥାପନା Samaja Digital (RM) Apr 18, 2024 ଧାମରା: ଧାମରା ନିକଟସ୍ଥ କରଞମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୧୦୮ ନାରୀ ନିକଟସ୍ଥ ମୁନିପଦା ଠାରେ ଥିବା ପୋଖରୀରୁ ୧୦୮ କଳସ… Read More...
ପୁରୀରେ ଚାଲିଛି ପାରମ୍ପରିକ ସାହିଯାତ Samaja Digital (RM) Apr 18, 2024 ପୁରୀ: ପୁରୀରେ ଚାଲିଛି ପାରମ୍ପରିକ ସାହିଯାତ। ଶ୍ରୀରାମ ନବମୀ ତିଥିରେ ବୁଧବାର ଠାରୁ ଆରମ୍ଭ ହୋଇଛି। ବିଭିନ୍ନ ଯାଗା ଆଖଡ଼ା ପକ୍ଷରୁ ପ୍ରଭୁ ଶ୍ରୀ ରାମଙ୍କ ଲୀଳା ପରିବେଷଣ କରାଯାଉଛି। ଏହାଛଡା ନାଗା, ମେଢ଼, ହନୁମାନ ଏବଂ… Read More...
ଯୁବକକୁ ହତ୍ୟା, ଜଣେ ଅଟକ Samaja Digital (RM) Apr 18, 2024 କେନ୍ଦୁଝରଗଡ଼: ମଦ ପାଇଁ ଟଙ୍କା ନେଇ ଫେରସ୍ତ ନକରିବାରୁ ଯୁବକକୁ ଘରୁ ଡାକି ଅତି ନୃଶଂସ ଭାବେ ହତ୍ୟା କରିବା ଘଟଣା କେନ୍ଦୁଝର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାଶୀପୁର ଗ୍ରାମର ଅକ୍ଷୟ ନାଏକ (୩୦) କାଶୀପୁର ମୁଣ୍ଡା… Read More...
ପିତୃହନ୍ତା ଓ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ Samaja Digital (RM) Apr 18, 2024 କେନ୍ଦୁଝରଗଡ଼: ଟଙ୍କା ନଦେବାରୁ ବାପାକୁ କିରାସିନି ଢ଼ାଳି ହତ୍ୟା କରିଥିବା ଅଭିଯୋଗରେ ଅତିରିକ୍ତ ଜିଲା ଓ ଦୌରାଜଜ୍ କେନ୍ଦୁଝର ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ କରିଛନ୍ତି। କେନ୍ଦୁଝର ଟାଉନ ଥାନା… Read More...
ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳ ଲକ୍ଷ୍ୟ Samaja Digital (RM) Apr 18, 2024 ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ… Read More...
ଧରାପଡ଼ିଲା ୩ ବାଇକ ଚୋର ଗ୍ୟାଙ୍ଗ, ୪ ଚୋରା ବାଇକ ଉଦ୍ଧାର Samaja Digital (RM) Apr 15, 2024 କଣ୍ଟାବାଞ୍ଜି: ଆଜି ସନ୍ଧ୍ୟାରେ କଣ୍ଟାବାଞ୍ଜି ପୁଲିସ ଏସଡ଼ିପି ଓ ଗୌରାଙ୍ଗ ଚରଣ ସାହୁ, ଏକ ଖବରଦାତା ସମ୍ମିଳନୀରେ ଏକ ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କରିଛନ୍ତି। ତୁରେକେଲା ଥାନା ଅଞ୍ଚଳରେ ଗତ ୧୩ଏପ୍ରିଲ ତାରିଖରେ… Read More...
ମଇ ୨୦ରୁ ରବି ଧାନ କିଣା ଆରମ୍ଭ Samaja Digital (RM) Apr 15, 2024 ଭବାନିପାଟଣା: ଆସନ୍ତା ମଇ ୨୦ ତାରିଖରୁ ଜିଲାରେ ରବି ଧାନ କିଣା ଆରମ୍ଭ ହେବ। ଏଥିରେ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ବୋଲି ଆଜି ଅନୁଷ୍ଠିତ ଜିଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଜିଲା ଯୋଗାଣ ବିଭାଗ… Read More...
ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼, ୬ ଗୁରୁତର Samaja Digital (RM) Apr 15, 2024 ବାଙ୍କୀ: ବାଙ୍କୀର ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ବୋମାମାଡ଼ରେ ୬ଜଣ ଗୁରୁତର ହୋଇଛନ୍ତି। ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ… Read More...
ବିଜେଡ଼ିରୁ ଇସ୍ତଫା ଦେଲେ୨ ପୂର୍ବତନ ବିଧାୟକ Samaja Digital (RM) Apr 15, 2024 ବ୍ରହ୍ମପୁର: ପୁଣି ବିଜେଡିରୁ ଇସ୍ତଫା ଦେଲେ ୨ଜଣ ପୂର୍ବତନ ବିଧାୟକ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ସେହିପରି ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ ମଧ୍ୟ ଦଳ… Read More...
ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ, ହଜାର ହଜାର ଭକ୍ତଙ୍କ ସମାଗମ Samaja Digital (RM) Apr 15, 2024 ଫୁଲବାଣୀ: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ଷଷ୍ଠ ବିଂଶ ତମ ଯାତ୍ରାର ଶୁଉଖୁଣ୍ଟି ସ୍ଥାପନ ପାଇଁ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ… Read More...
ବୌଦ୍ଧର ନିଆରା ଖାଦ୍ୟ ‘ବହଳ କଢ’, ବଜାରରେ ବଢୁଛି ଚାହିଦା Samaja Digital (RM) Apr 15, 2024 ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ତରୁଲତା ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି 'ବହଳ କଢ' । ମହାନଦୀ ଅବବାହିକାରେ ରହିଛି… Read More...
କିମ୍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର Samaja Digital (RM) Apr 15, 2024 ଭୁବନେଶ୍ୱର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସୋମବାର… Read More...
ନୃତ୍ୟ ବିଦ୍ୟାଳୟ ଉଦଘାଟିତ Samaja Digital (RM) Apr 15, 2024 ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁଦା ଅରେଇ ମୁଖ୍ୟ ରାସ୍ତା ପାଶ୍ୱରେ ଏକ ନୂତନ ନୃତ୍ୟ ବିଦ୍ୟାଳୟ ତପସ୍ୱନୀ ଡ୍ୟାନ୍ସ ସ୍କୁଲ କୁ ବିଧାୟିକା ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ… Read More...
ପୁଲିସ ସବ-ଇନ୍ସପେକ୍ଟରଙ୍କ ମା’ଙ୍କୁ ହତ୍ୟା, ତଦନ୍ତ ଆରମ୍ଭ Samaja Digital (RM) Apr 15, 2024 ବିଞ୍ଝାରପୁର: ନୟାଗଡ ଟାଉନ ଥାନା ସବ-ଇନ୍ସପେକ୍ଟରଙ୍କ ମା’ଙ୍କୁ ହତ୍ୟା କରାଯାଇଛି। ତାଙ୍କର ମୃତଦେହକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସୁନାଗହଣା ଲୁଟ ପାଇଁ… Read More...
ଜିଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେଇଛନ୍ତି ୩୨ଟି ଦଳ Samaja Digital (RM) Apr 15, 2024 କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପଡ଼ିଆରେ ଜୟ ଦୁର୍ଗା କ୍ଳବ ପକ୍ଷରୁ ଜିଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ନୀଳମାଧଵ ହିକକା,… Read More...
ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ Samaja Digital (RM) Apr 15, 2024 ଭୁବନେଶ୍ବର: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ସେ… Read More...
ଜୟ ବଜରଙ୍ଗବାଲି ମନ୍ଦିର ପ୍ରତିଷ୍ଠା ଉତ୍ସବ, କଳସ ଶୋଭାଯାତ୍ରା ସହ ଘଟ ସ୍ଥାପନ Samaja Digital (RM) Apr 15, 2024 ଭୁବନେଶ୍ୱର: ନୀଳାଦ୍ରି ବିହାର ସେକ୍ଟର ତିନି ଛକ ସ୍ଥିତ ଜୟ ବଜରଙ୍ଗବାଲି ମନ୍ଦିରର ୨୩ତମ ପ୍ରତିଷ୍ଠା ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବ ଅବସରରେ କଳସ… Read More...
ଉତ୍କଳର କଳା, ସଂସ୍କୃତି ଓଐତିହ୍ୟ ବିଶ୍ୱରେ ଅନନ୍ୟ Samaja Digital (RM) Apr 15, 2024 ଭୁବନେଶ୍ୱର: ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ନମାମୀ ମନ୍ଦାକିନୀ, ଓଡ଼ିଶା ନାଗରିକ ମହାମଞ୍ଚ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଆ ନବବର୍ଷ,… Read More...
ଭୀମ ଆର୍ମି ଓ ବଜରଙ୍ଗ ଦଳର ଶୋଭାଯାତ୍ରା Samaja Digital (RM) Apr 14, 2024 ରେଙ୍ଗାଲିକ୍ୟାମ୍ପ: ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ଅତାବିରାରେ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି ଆମ୍ବେଦକର ଜୟନ୍ତୀ ଓ ହନୁମାନ ଜୟନ୍ତୀ । ଏଥିପାଇଁ ପୂର୍ବରୁ ଗଠିତ ଶାନ୍ତି କମିଟି… Read More...
ପଞ୍ଚମୁଖୀ ହନୁମାନ ମନ୍ଦିରରେ ଜୟନ୍ତୀ, ବାଡି ଓ ଗଦା ଖେଳ ପ୍ରଦର୍ଶିତ Samaja Digital (RM) Apr 14, 2024 ସମ୍ବଲପୁର: ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ହର୍ଷ ଉଲ୍ଲାସରେ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ପହଡ ଖୋଲାଯିବା ସହିତ ମଙ୍ଗଳ ଆଳତି… Read More...
ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ Samaja Digital (RM) Apr 14, 2024 ପଦ୍ମପୁର: ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି। ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି l ଭିନ୍ନ ଭିନ୍ନ ଜାତିର ଲୋକ ଭିନ୍ନ ପ୍ରକାର ପାଳନ କରନ୍ତି ଓଡ଼ିଆଙ୍କ ନବ ବର୍ଷ।ହିନ୍ଦୁଙ୍କ ଯୁଗାଦ୍ଧ… Read More...
ହନୁମାନ ଚାଳିଶା ପଠନ ସହ ୧୦୦୮ ଦ୍ବୀପ ଜାଳିଲେ ଶ୍ରଦ୍ଧାଳୁ Samaja Digital (RM) Apr 14, 2024 ବାଉଁଶୁଣି :ବାଉଁଶୁଣି ଅଞ୍ଚଳରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି। ବିଶେଷ କରି ବୌଦ୍ଧ ବ୍ଲକ୍ ବାଉଁଶୁଣି ଛକ ସ୍ଥିତ ହନୁମାନ ମନ୍ଦିର ଠାରେ ମହା ଆଡ଼ମ୍ବରରେ ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ… Read More...
ଚୌଦ୍ୱାରରେ ଆମ୍ବେଦକରଙ୍କ ଜୟନ୍ତୀ Samaja Digital (RM) Apr 14, 2024 ଚୌଦ୍ୱାର: ଭାରତୀୟ ଜନତା ପାର୍ଟିର ଚୌଦ୍ୱାର ମଣ୍ଡଳ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଦଳର କଟକ ଜିଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନଙ୍କ… Read More...
ନୂଆ ଭୋଟରଙ୍କ ପାଇଁ ସଚେତନତା ଓ ସଂକଳ୍ପ ପାଠ Samaja Digital (RM) Apr 14, 2024 ଆଠଗଡ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କିପରି ଅଧିକରୁ ଅଧିକ ଭୋଟର ବୁଥକୁ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ବ୍ୟାପକ ସଚେତନା ସୃଷ୍ଟି କରିବା ପାଇଁ ଭାରତର ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ… Read More...
ଜୟଶ୍ରୀରାମ ଧ୍ୱନୀରେ କମ୍ପିଲା ବୌଦ୍ଧ ସହର Samaja Digital (RM) Apr 14, 2024 ବୌଦ୍ଧ : ବୌଦ୍ଧରେ ବଜରଙ୍ଗ ଦଳ ପକ୍ଷରୁ ରବିବାର ଦିନ ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସକାଳେ ସହରର ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ… Read More...
ପରମ୍ପରା ଓ ସଂସ୍କୃତିକୁ ବଜାୟ ଦଣ୍ଡଯାତ୍ରା Samaja Digital (RM) Apr 14, 2024 ବୌଦ୍ଧ : ଚୈତ୍ର ମାସରେ ବୌଦ୍ଧ ଜିଲାରେ ଏକ ମୁଖ୍ୟ ପର୍ବ ହେଲା ଦଣ୍ଡ ପର୍ବ। ଏହି ଦଣ୍ଡ ପର୍ବ ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ସାରା ଜିଲାରେ ଆନନ୍ଦ ଉହ୍ଲାସରେ ସଂପନ୍ନ ହୋଇଛି । ଜିଲାରେ ବିଭିନ୍ନ ପର୍ବପର୍ବାଣୀ… Read More...
ମା’ ଦକ୍ଷିଣ ଚଣ୍ଡୀ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା, ମଧ୍ୟାହ୍ନରେ ଲାଗି ହେଲା ଶଙ୍ଖୁଡ଼ି ଭୋଗ Samaja Digital (RM) Apr 14, 2024 ଆଠଗଡ: ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲସ୍ଥିତ ଆରାଧ୍ୟା ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜାରାଜୁଡା ଅମଳରୁ ଚାଲିଆସିଥିବା… Read More...
ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ, ପୋଖରୀବନ୍ଧ ହନୁମାନ ବାଟିକା ଠାରେ ପଞ୍ଚ ହାଣ୍ଡି ପଣା Samaja Digital (RM) Apr 14, 2024 ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ପୋଖରିବନ୍ଧ ହନୁମାନ ବାଟିକା ପରିସର ଠାରେ ମାଁ ହିରାନୀଲା ଷ୍ଟୋନ କ୍ରୋଶର ତରଫରୁ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଞ୍ଚ ହାଣ୍ଡି ପଣା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ… Read More...
ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା Samaja Digital (RM) Apr 14, 2024 ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ବୁଗୁବୁଗା ପଞ୍ଚାୟତ ଅନ୍ତର୍ଗତ ଭୁତଟିକ୍ରାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନଳିଆରୁ କଳସ ଆବାହନ କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ହୋଇଥିଲା।… Read More...
ଶେଷ ହେଲା କଳାପଥର ଝାମୁଁ ଯାତ୍ରା: ନିଆଁରେ ଚାଲିଲେ ଦଣ୍ଡୁଆ Samaja Digital (RM) Apr 14, 2024 କଳାପଥର (ବାଙ୍କୀ ):କଳାପଥର ଗ୍ରାମର ବଡ଼ ସାହିସ୍ଥ ରାଧାମୋହନ ବିଜେ ପରିସରରେ ପଣା ସଂକ୍ରାନ୍ତି ଉପଲକ୍ଷେ ମା' କାଲିକା ଝାମୁଁ ଅନୁଷ୍ଠିତ ହୋଇଥିଲା। ରାତ୍ରିରେ ମା 'ମଙ୍ଗଳା ଙ୍କ ଝାମୁଁ ମୁଖ୍ୟ ବଜାରରେ କାଳେଶୀମାନେ… Read More...
ଓଡ଼ିଶାର ଗ୍ରାମାଞ୍ଚଳରେ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ Samaja Digital (RM) Apr 14, 2024 ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ ଜିଲାରେ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରିବା ଖବର ଏବଂ କେନ୍ଦ୍ରାପଡାରେ ପାଣି ନାହିଁ ତ ଭୋଟ ନାହିଁ ଶୀର୍ଷକ ପୃଥକ ଖବର ନେଇ… Read More...
ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନର ଅନନ୍ୟ ରୂପକାର Samaja Digital (RM) Apr 14, 2024 ଭୁବନେଶ୍ୱର: ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ସ୍ୱତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲ। ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ… Read More...
ପଦ୍ମପୁରରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ Samaja Digital (RM) Apr 14, 2024 ପଦ୍ମପୁର : ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି । ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ଭିନ୍ନ ଭିନ୍ନ ଜାତିର ଲୋକ ଭିନ୍ନ ପ୍ରକାର ପାଳନ କରନ୍ତି ଓଡ଼ିଆଙ୍କ ନବ ବର୍ଷ।ହିନ୍ଦୁଙ୍କ… Read More...
ଲୋକାର୍ପିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ, ୨୬ ଏପ୍ରିଲରେ ଶୁଭମୁକ୍ତି Samaja Digital (RM) Apr 14, 2024 ଭୁବନେଶ୍ବର:ଶ୍ରଦ୍ଧା ସବୁରୀ ପ୍ରଡ଼କସନ ର ପ୍ରଥମ ଅବଦାନ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ ଲୋକାର୍ପଣ ହୋଇଛି। ବର୍ତ୍ତମାନ ଜମାନାରେ ବିଭିନ୍ନ ମୌଳିକ କାହାଣୀ କୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବା ବେଳେ… Read More...
ଗୋପାଳପୁର ବେଳାଭୂମିରେ ବଢୁଛି ପର୍ଯ୍ୟଟକଙ୍କ ମୋବାଇଲ ଚୋରି Samaja Digital (RM) Apr 14, 2024 ଗୋପାଳପୁର: ଓଡ଼ିଶାର ପ୍ରମୁଖ ବେଳାଭୂମି ପର୍ଯଟନ ସ୍ଥଳ ମଧ୍ୟରୁ ଗୋପାଳପୁର ବେଳାଭୂମି ଏକ ଅନନ୍ୟ ପର୍ଯଟନ ସ୍ଥଳ। ପ୍ରତିଦିନ ଦେଶବିଦେଶ ପର୍ଯ୍ୟଟକଙ୍କ ସହ ଓଡ଼ିଶାର ବିଭିନ୍ନ ଜିଲାର ପର୍ଯ୍ୟଟକଙ୍କ ଭିଡ ଏଠାରେ ଜମିଥାଏ।… Read More...
ଜିଲା ପ୍ରଶାସନ ପକ୍ଷରୁ ଦେଓମାଳି ଶିଖରରେ ଭୋଟର ସଚେତନତା ଅଭିଯାନ Samaja Digital (RM) Apr 14, 2024 ପଟାଙ୍ଗି: ଗଣତନ୍ତ୍ରର ମହାବର୍ବ ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ ଭୋଟ ର ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଭି କିର୍ତ୍ତୀଭାସନ ସମସ୍ତଙ୍କୁ… Read More...
ବାବା ସାହେବ ଭାରତରତ୍ନ ଡଃ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ Samaja Digital (RM) Apr 14, 2024 ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ସଦର ମହକୁମାରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।… Read More...
କଖଡିରେ ଝାମୁ ଯାତ୍ରା Samaja Digital (RM) Apr 14, 2024 ଗୁରୁଡିଝାଟିଆ: ଟାଙ୍ଗି-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଘାଟକୂଳ ଠାରେ ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ବ୍ରଚାଚାରୀମାନେ ଶୁଦ୍ଧପୂତ… Read More...
ଓକେଏସ ଗ୍ରାମ ପକ୍ଷରୁ ମହାବୀର ଜୟନ୍ତୀ Samaja Digital (RM) Apr 14, 2024 ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଓରନ୍ଦା, କପୁରସିଂହ ଓ ସୀତାରାମପୁର ଗ୍ରାମ ପକ୍ଷରୁ ୫୫ନଂ ଜାତୀୟ ରାଜପଥ ନିକଟରେ ଅଧିଷ୍ଠିତ ମହାବୀରଙ୍କ ପୂଜାଉତ୍ସବ ତଥା ଜୟନ୍ତୀ ଶାସ୍ତ୍ରୀୟ ବିଧିମୁତାବକ ପାଳନ କରାଯାଇଛି।… Read More...
ଆରତୀ କାରଖାନାରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ପରିବାରର ଜଣଙ୍କୁ ମିଳିବ ଚାକିରି, ୨୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା Samaja Digital (RM) Apr 14, 2024 ଗୁରୁଡିଝାଟିଆ: ଆରତୀ କାରଖାନାରେ କାର୍ଯ୍ୟରତ ଥିବା ସମୟରେ ଗତକାଲି ଠିକା ଶ୍ରମିକ ସନାତନ ପାଢି(୫୫)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବା ସହ ୨୧ ଲକ୍ଷ ଟଙ୍କାର ଆର୍ଥିକ… Read More...
ବୌଦ୍ଧ ଜିଲା: ୧୯୬୦ଶହ ହେକ୍ଟର ଚାଷ ଜମିରେ ହେବ ରବିଧାନ ଚାଷ Samaja Digital (RM) Apr 14, 2024 ବୌଦ୍ଧ : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲା ହୋଇଥିବା ବେଳେ ଜିଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ… Read More...
କୁଶାସରୁ ପାହାଡ଼ରେ ହନୁମାନ ଜୟନ୍ତୀ, ଆକର୍ଷଣ ସାଜିଛି ଚନ୍ଦନ ବନ ସହ ୨୪ ଫୁଟ ଉଚ୍ଚତା ହନୁମାନ ମୂର୍ତ୍ତି Samaja Digital (RM) Apr 14, 2024 ଫୁଲବାଣୀ : କନ୍ଧମାଳ ଜିଲା କୁଶାସରୁ ପାହାଡ଼ ଉପରେ ହନୁମାନ ମନ୍ଦିର ରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅତି ଧୁମ ଧାମରେ ପାଳିତ ହୋଇଛି। ଏହି କୁଶାସରୁ ପାହାଡ଼ର ଏକ ବିଶେଷତ୍ୱ ହେଉଛି ପୂର୍ବରୁ… Read More...
ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ Samaja Digital (RM) Apr 14, 2024 କେନ୍ଦୁଝରଗଡ଼ : କେନ୍ଦୁଝର ସହର ମଣ୍ଡୁଆ ନିକଟସ୍ଥ ବଡଡେରା ତାରିଣୀ ମନ୍ଦିର ପୀଠରେ ୩୫ତମ ମହାବିଷୁବ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ରବିବାର ପାଳିତ ହୋଇଯାଇଛି। ଭୋରରୁ ମା’ଙ୍କ ଯଥାରୀତି ପୂଜାର୍ଚ୍ଚନା ପରେ ମାରୱାଡି… Read More...
ସୁନାବେଶରେ ମା’ଙ୍କ ଦର୍ଶନ ପାଇ ଭକ୍ତ ଅଭିଭୂତ Samaja Digital (RM) Apr 14, 2024 କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତିପର୍ବର ଷଷ୍ଠଦିନରେ ରବିବାର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି। ଚଳିତମାସ ୯ ତାରିଖରୁ ମା’ଙ୍କ ପ୍ରସିଦ୍ଧ ଚଇତିପର୍ବ… Read More...
୧୩୧ ତମ ଆମ୍ବେଦକର ଜୟନ୍ତୀ ପାଳିତ Samaja Digital (RM) Apr 14, 2024 କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ଶିକରପାଇ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡ଼.ବାବା ସାହେବ ଆମ୍ବେଦକରଙ୍କ ଫୋଟ ଅନୁସୂଚିତ ଜାତି ତରଫରୁ ୧୩୩ତମ ଆମ୍ବେଦକର ଜୟନ୍ତୀ… Read More...
ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ Samaja Digital (RM) Apr 14, 2024 କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଠାରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂ କ୍ରାନ୍ତି ମହା ସମାରୋହରେ… Read More...
୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’ Samaja Digital (RM) Apr 14, 2024 ମାଲକାନଗିରି: କାଳିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’। ନିଶାଶକ୍ତ ଅବସ୍ଥାରେ ମହିଳା ଜଣକ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି। ଶିଶୁଙ୍କ ବାପାଙ୍କ ଅଭିଯୋଗ… Read More...
ରେଳ ଧକ୍କାରେ ଯୁବକଙ୍କ ମୃତ Samaja Digital (RM) Apr 13, 2024 ସମ୍ବଲପୁର: ସମ୍ବଲପୁର ଜିଆରପି ଅର୍ନ୍ତଗତ ରେଙ୍ଗାଲି ଷ୍ଟେସନରୁ ଲପଙ୍ଗା ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଜିଆରପିର ସୂଚନାନୁଯାୟୀ, ଝାରସୁଗୁଡା ଜିିଲା ବଡମାଳ ପତ୍ରାପାଲି ନିବାସୀ… Read More...
ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର, ଜଣେ ମୃତ Samaja Digital (RM) Apr 13, 2024 ଠାକୁରମୁଣ୍ଡା: ଚାଉଳ ନେଇ ଟ୍ରାକ୍ଟର ରେ ଘରକୁ ଫେରୁଥିବା ବେଳେ ରାସ୍ତା କଡକୁ ଓଲଟି ପଡ଼ିଲା ଟ୍ରାକ୍ଟର। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ… Read More...
କୋରଙ୍ଗାରେ ଅବକାରୀ ଚଢାଉ: ୭୭୦୦ ଲିଟର ମଦ ଓ ୮୬୮୦ ଲିଟର ପୋଚ ଜବତ Samaja Digital (RM) Apr 13, 2024 ଆଠଗଡ: ନିର୍ବାଚନ ସମୟରେ ମଦ ସମେତ ଅନ୍ୟ ନିଶା କାରବାରକୁ ଳୋକିବାକୁ ଅବକାରୀ ଆୟୁକ୍ତଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ଆଠଗଡ ଓ ତିଗିରିଆ ଅଞ୍ଚଳରେ ନିୟମିତ ଚଢାଉ ଜାରି ରହିଛି । ତେବେ ଯେତେ ଚଢାଉ ଏବଂ ମଦ ଓ ପୋଚ ଜବତ ହେଲେ… Read More...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ Samaja Digital (RM) Apr 13, 2024 ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ପାଟିତୁଣ୍ଡ ପରେ ଟାଙ୍ଗିଆରେ ଆକ୍ରମଣ ଭଳି ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ… Read More...
କେନ୍ଦୁପଲ୍ଲୀ ଦୁଲଣା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟରେ ଜୁମିଲେ ଦର୍ଶକ Samaja Digital (RM) Apr 13, 2024 କଳାପଥର (ବାଙ୍କୀ):କେନ୍ଦୁପଲ୍ଲୀ ଦୁଲଣା ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ସାହିତ୍ୟିକ କୌଶିକ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା ଅବସରରେ … Read More...
ଗର୍ଭବତୀଙ୍କ ଆସ୍ଥାଭାଜନ ହୋଇପାରିଛି କଟ୍ରିଙ୍ଗିଆ ମାତୃଗୃହ Samaja Digital (RM) Apr 13, 2024 ଫୁଲବାଣୀ:ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କାର୍ୟ୍ୟକାରୀ କରି ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ଶେବା ଯୋଗାଇବା ପାଇଁ ଚେଷ୍ଟା ଜାରିରଖିଥିବା ବେଳେ ଓଡ଼ିଶାରେ… Read More...
ଅତାବିରାରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ Samaja Digital (RM) Apr 13, 2024 ରେଙ୍ଗାଲିକ୍ୟାମ୍ପ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନୀ କ୍ଷେତ୍ରରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି ପଡିଛନ୍ତି ନେତା। ସରଗରମ ହୋଇ ଉଠିଛି ରାଜନୀତି… Read More...
୫ ବର୍ଷ ପରେ ଫୁଟିଲା ବ୍ରହ୍ମ କମଳ Samaja Digital (RM) Apr 13, 2024 ବାଉଁଶୁଣି:ଦୀର୍ଘ ୫ ବର୍ଷ ପ୍ରତୀକ୍ଷାର ଅନ୍ତପରେ ବାଡ଼ିରେ ଫୁଟିଲା ବ୍ରହ୍ମ କମଳ ଫୁଲ। ଯାହାକୁ ନେଇ ବୌଦ୍ଧ ବ୍ଲକ ଯମଘାଟି ଗ୍ରାମର ମୁକେଶ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ… Read More...