୩୫୫ କ୍ବିଣ୍ଟାଲ ମାଣ୍ଡିଆ ଜବତ

ନବରଙ୍ଗପୁର: ୩୫୫ କ୍ବିଣ୍ଟାଲ ମାଣ୍ଡିଆ ସହ ଟ୍ରକ ଜବତ କରାଯାଇଛି। କୃଷକ ସହାୟକ ସଂସ୍ଥାର ଏକ ଗୋଦାମରେ ଅନଲୋଡବେଳେ ଯୋଗାଣ ବିଭାଗ ଦ୍ବାରା ୩୫୫ କ୍ବିଣ୍ଟାଲ ମାଣ୍ଡିଆ ସହ ଟ୍ରକ ଜବତ କରାଯାଇଛି। କର୍ଣ୍ଣାଟକରୁ ଓଡ଼ିଶାକୁ ଏହି ମାଣ୍ଡିଆ ବେଆଇନ ଚାଲାଣ ହୋଇଥିବା ଖବର ପାଇ ଯୋଗାଣ ବିଭାଗ ଅଚାନକ ଚଢ଼ାଉ କରିଥିଲା।

Comments are closed.