www.samajalive.in
Friday, December 12, 2025
14.1 C
Bhubaneswar

ଖଣିଜ ପାଣ୍ଠିରୁ ନେଇଗଲେ ୯ କୋଟି, ଥାନାରେ ମାମଲା

ବାରିପଦା: ମୟୂରଭଞ୍ଜ ଜିଲା ଖଣିଜ ପାଣ୍ଠିରେ ଘୋଟଲା ହୋଇଥିବା ଅଭିଯୋଗ ଆସିଛି। ପାଣ୍ଠି ଆକାଉଣ୍ଟରୁ ୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସନ୍ଦଗ୍ଧ କାରବାର ଅଭିଯୋଗ ହୋଇଛି। ମୋଟ ୯ କୋଟି ୫୬ଲକ୍ଷ ୭୬ ହଜାର ଟଙ୍କାର ସନ୍ଦିଗ୍ଧ କାରବାର କରାଯାଇଛି। ଗତ ୧୦ରୁ ୧୮ ତାରିଖ ମଧ୍ୟରେ ୪ଟି ଚେକରେ ଏହି ଟଙ୍କା କାରବାର କରାଯାଇଛି। ବିଭିନ୍ନ କମ୍ପାନୀ ଆକାଉଣ୍ଟସକୁ ଟଙ୍କା ପଠାଯାଇଥିବା ଅଭିଯୋଗ ହୋଇଛି।

ବେଆଇନ ଟଙ୍କା କାରବାର ନେଇ ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ କରାଯାଇଛି। ବାରିପଦା ଭଞ୍ଜପୁର ଥାନାରେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ମୁଖ୍ୟ ପରିଚାଳକ ଅଭିଯୋଗ କରିଥିବା ସୂଚନା ମିଳିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories