www.samajalive.in
Friday, December 5, 2025
26.1 C
Bhubaneswar

ଯୋଗ ଓ ଆୟୁର୍ବେଦ ପ୍ରଚାର ପ୍ରସାର ପାଇଁ ସଂକଳ୍ପ

ବୌଦ୍ଧ: ପବିତ୍ର ରାମ ନବମୀ ଠାରୁ ପତଞ୍ଜଳି ଯୋଗପୀଠ ହରିଦ୍ବାରରେ ଯୋଗ ଓ ଆୟୁର୍ବେଦର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବୌଦ୍ଧଜିଲା ଶାଖା ତରଫରୁ ମହାନଦୀ ଆଳତି ଘାଟ ଯୋଗ କେନ୍ଦ୍ର ଠାରେ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଯୋଗ ଓ ଆୟୁର୍ବେଦର ବିଶେଷାଙ୍କ ପୁସ୍ତିକା ଯୋଗ ସନ୍ଦେଶ ପତ୍ରିକା ଓ ପତଞ୍ଜଳି ଯୋଗପୀଠର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା।

ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲା ପ୍ରଭାରୀ ଯୋଜନାର ରୂପରେଖ ସମ୍ପର୍କରେ ଆଲୋଚନା କରିଥଲେ। ପ୍ରତ୍ୟେକ ଯୋଗାଭ୍ୟାସ କରୁଥିବା ଭାଇ ଭଉଣୀ ଘରକୁ ଘର ଯାଇ ଯୋଗ ସମ୍ପର୍କରେ ଧାରଣା ଦେବା ସହିତ ଆୟୁର୍ବେଦ ଚିକିତ୍ସାକୁ ପ୍ରାଧାନ୍ୟ ଦେବାପାଇଁ ସଚେତନତା ସୃଷ୍ଟି କରିବେ। ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ମିଶ୍ର, ଲିଙ୍ଗରାଜ ମେହେର, ରାଜେନ୍ଦ୍ର କୁମାର ମିଶ୍ର, ସ୍ନେହଲତା ପୁରୋହିତ, କଲ୍ୟାଣୀ ଶତପଥି, ବିଜୟଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଯୋଗଦାନ କରିଥଲେ। ଏହି ଅବସରରେ ସ୍ବତନ୍ତ୍ର ଯୋଗ ଶିବିର, ବିଶ୍ବଶାନ୍ତି ଯଜ୍ଞ ଓ ମହାନଦୀ ଆଳତି ଅନୁଷ୍ଠିତ ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories