ସ୍ବାମୀର ଏସିଡ ମାଡ଼ରେ ସ୍ତ୍ରୀ ଓ ଶାଶୁ ଗୁୁରୁତର

ପିପିଲି: ବଳାଙ୍ଗା ଥାନା ବଡ଼ତୋଟା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀର ଏସିଡ ମାଡ଼ରେ ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ଏସିଡ ମାଡ଼ ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।

Comments are closed.