mission shakti banner

କୁମାରପୁରରେ ମା ବାସନ୍ତୀଦୂର୍ଗାଙ୍କ ପୂଜା

nua o banner

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ମା ବାସନ୍ତୀ ଦୂର୍ଗାଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଛି। ଶାସ୍ତ୍ରୀୟ ବିଧି ମୁତାବକ ମାଆଙ୍କ ଚକ୍ଷୁଦାନ ,ସପ୍ତମୀପୂଜା, ମହାଷ୍ଟମୀ,ନବମୀ ଓ ବାସନ୍ତୀକ ଦଶହରା ଅନୁଷ୍ଠିତ ହୋଇଛି। ଗାଁର ଆବାଳ ବୃଦ୍ଧ ବନିତା ଓ ସ୍ଥାନୀୟ ପଞ୍ଚାୟତର ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା ପାଇଁ ପୀଠରେ ଭିଡ ଜମାଇଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ଆଳତୀ ପାଇଁ ଅହେତୁକ ଭିଡ ଅନୁଷ୍ଠିତ ହେଉଛି। ପୂଜା କମିଟିର ମୁରବୀ ତଥା ଗାଁର ବୟୋଜ୍ୟେଷ୍ଠ ଓ ଯୁବକମାନେ ଉପସ୍ଥିତ ରହି ପୂଜା ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।

Comments are closed.