www.samajalive.in
Wednesday, December 10, 2025
16.1 C
Bhubaneswar

ନର୍ଲା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ନର୍ଲା:କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଞ୍ଚଳ ରେ ଆଜି ନର୍ଲା ପୋଲିସ ପକ୍ଷରୁ ଆଇଆଇସି ମମତା ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ନର୍ଲାରୁ ତୁଲାଗାଁ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇ ଥିଲା । ଆଗାମୀ ସାଧାରଣ ନିର୍ବାଚନକୁ ଲୋକେ କେମିତି ନିରପେକ୍ଷ ଅବାଧ ଓ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ଜନସଚେତନତା ଉଦ୍ଦେଶ୍ୟ ରେ ଫ୍ଲାଗ ମାର୍ଚ୍ଚ କରାଯାଇ ଥିଲା ।
ଏହି କାର୍ଯ୍ୟକ୍ରମ ଆଜିଠାରୁ ରୁ ୨୯ ତାରିଖ ପର୍ଯ୍ୟନ୍ତ  ଚାଲୁ ରହିବ ବୋଲି ସୂଚନା ମିଳିଛି । ଏଥିରେ ଏଏସ୍ଆଇ ମୀନାରାଓ ଶବର, ଗଜାନନ ପଟ୍ଟନାୟକ, ଏସ୍ଆଇ ମଳୟ ରଣା, ମହିଳା କନେଷ୍ଟ ବଳ, ବଇମତି ମାଝୀ, ଡମ୍ବରୁ ମାଝୀ ଓ ସମସ୍ତ ସିଆରପିଏଫ୍ ଯବାନ ସାମିଲ ହୋଇ ନର୍ଲା ଅଞ୍ଚଳ ପରିକ୍ରମା କରି ଫ୍ଲାଗ ମାର୍ଚ୍ଚ କରିଥିଲେ ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories