www.samajalive.in
Tuesday, December 9, 2025
16.1 C
Bhubaneswar

ଅବକାରୀ ଚଢାଉ: ୪୩୪୦ ଲିଟର ଦେଶୀ ମଦ ଜବତ,୫୩୨୦ପୋଚ ନଷ୍ଟ 

ଗୁରୁଡ଼ିଝାଟିଆ : ଅବକାରୀ ବିଭାଗ ପକ୍ଷରୁ ଆଜି ଭଗୁଆ ଓ ସାନ ଭାଗୁଆ ଗାଁ ନିକଟବର୍ତ୍ତୀ ଜଙ୍ଗଲ ରେ ଚଢାଉ କରାଯାଇ ବିପୁଳ ପରିମାଣ ର ଦେଶୀ ରନ୍ଧା ମଦ ଜଗତ କରାଯିବ ସହ ପୋଚ଼ ନଷ୍ଟ କରାଯାଇଛି।ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂଙ୍କ ଉପସ୍ଥିତିରେ ଚଢାଉ କରାଯାଇ ୫୩୨୦ଲିଟର ପୋଚ୍ ନଷ୍ଟ କରାଯାଇଥିବା ବେଳେ ୪୩୪୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚଢାଉ ରେ ଅବକାରୀ ନିରୀକ୍ଷକ ଅଭିରାମ ସାହୁ,ହେମନ୍ତ ମହାନଦିଆ,ରଙ୍କନିଧି ମଲ୍ଲିକ, କମଳ ଲୋଚନ ପାଇକରାୟ ,ଅରୁଣ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories