୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’

ମାଲକାନଗିରି: କାଳିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’। ନିଶାଶକ୍ତ ଅବସ୍ଥାରେ ମହିଳା ଜଣକ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି। ଶିଶୁଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣକୁ କାଳିମେଳା ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

Comments are closed.