www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍କଳ କନିକା ଗ୍ୟାଲେରିଆକୁ ଶ୍ରେଷ୍ଠ ରିଟେଲ୍ ପ୍ରୋଜେକ୍ଟ ଆୱାର୍ଡ଼

ଭୁବନେଶ୍ୱର : ପୂର୍ବାଞ୍ଚଳ ମଲ୍ ଭିତରେ ଭୁବନେଶ୍ୱର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଭିନ୍ନ ସ୍ଥାନ ଅଧିକାର କରିଛି। କୋଲକାତାରେ ଅନୁଷ୍ଠିତ ୧୪ତମ ସିଏନ୍ବିସି ଆୱାଜ୍ ରିୟଲ ଇଷ୍ଟେଟ୍ ଆୱାର୍ଡ଼ସ ସୋରେ ପୂର୍ବାଞ୍ଚଳ ଭିତରେ ସବୁ ମଲକୁ ପଛରେ ପକାଇ ଶ୍ରେଷ୍ଠ ରିଟେଲ୍ ପ୍ରୋଜେକ୍ଟ ଆୱାର୍ଡ଼ରେ ସମ୍ମାନିତ ହୋଇଛି। ଏହି ସମ୍ମାନ ଉତ୍କଳ ବିଲ୍ଡ଼ର୍ସର ରିୟଲ ଇଷ୍ଟେଟ୍ ପ୍ରତି ଥିବା ୩୪ ବର୍ଷର ଉତ୍କର୍ଷତା ଓ ଅଦମ୍ୟ ପ୍ରତିବଦ୍ଧତାକୁ ସୂଚିତ କରୁଛି।

ପ୍ରତ୍ୟେକ ପ୍ରକଳ୍ପରେ ଗୁଣବତ୍ତା ଏବଂ ନୂତନତ୍ୱ ପ୍ରଦାନ ପାଇଁ ଏହା କମ୍ପାନୀର ଉତ୍ସର୍ଗୀକୃତତାକୁ ଏହି ସମ୍ମାନ ପ୍ରମାଣିତ କରୁଛି। ଶିଳ୍ପ କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ସି.ଏନ୍ବିସି ଆୱାର୍ଡ଼ ରିୟଲ ଇଷ୍ଟେଟ ପୁରସ୍କାର ଦିଆଯାଇଥାଏ। ଶ୍ରେଷ୍ଠ ରିଟେଲ ପ୍ରୋଜେକ୍ଟ ବର୍ଗରେ ଉତ୍କଳ କନିକା ଗ୍ୟାଲେରିଆର କାର୍ଯ୍ୟକାରୀ କରିବାରେ ଏହାର ଅପାର ସମ୍ଭାବନାକୁ ପ୍ରକାଶ କରୁଛି। ଯାହା ଗ୍ରାହକଙ୍କୁ ଏକ ନୂଆ ଅନୁଭୂତି ଆଣିଦେଇଛି।

- Advertisement -

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories