www.samajalive.in
Saturday, December 6, 2025
16.1 C
Bhubaneswar

ବହୁଚରା ମାତାଙ୍କ ଷୋହଳ ପୂଜା 

ନର୍ଲା:ସେବାକାରୀ କିନ୍ନର ସଂଘ ତରଫରୁ ନର୍ଲାରୋଡ଼ ଶିବ ମନ୍ଦିର ନିକଟରେ କିନ୍ନର ମାନଙ୍କ ଇଷ୍ଟଦେବୀ ବହୁତରା ମାତାଙ୍କ ଷୋହଳ ପୂଜା ଅନୁଷ୍ଟିତ ହୋଇଯାଇଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି,ବଲାଙ୍ଗିର, ରାୟଗଡ଼ା, ଖୋର୍ଦ୍ଧା,ସମ୍ବଲପୁର ତଥା ଓଡ଼ିଶା ବାହାରୁ ରାୟପୁର,ବମ୍ବେ,ଦିଲ୍ଲୀରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ କିନ୍ନର ଯୋଗଦେଇଥିବା ରାୟପୁର କିନ୍ନର ସଂଘର ଗୁରୁ ନାଗୀନାହାଜି ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୮ତାରିଖ ଦିନ ଅଧିବାସ ଅନୁଷ୍ଠିତ ହୋଇଥିଲା। ୯ତାରିଖ ମଙ୍ଗଳ ବାର ଦିନ ପୂଜା ଆରମ୍ଭ, ଚଣ୍ଡୀପାଠ ଓ ୧୦ ତାରିଖ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୂତି ସହ  ଶୁଭ କଳସକୁ ନଗର ପରିକ୍ରମା କରାଯାଇଥିବା କାମିନୀ କିନ୍ନର ପ୍ରକାଶ କରିଛନ୍ତି । ଏହି ପୂଜନୋତ୍ସବରେ ନର୍ଲାରୋଡ ପ୍ରବଳ ଭିଡ ହୋଇଥିଲା।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories