ମହିଳା ସୁରକ୍ଷା ପାଇଁ ଯୌନ ଅପରାଧୀଙ୍କ ଅନଲାଇନ୍ ଡାଟାବେସ୍‍ ପ୍ରସ୍ତୁତ

ନୂଆଦିଲ୍ଲୀ : ଯୌନ ଅପରାଧ ଏବଂ ମହିଳା ବିରୋଧୀ ଉତ୍ପୀଡ଼ନକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ଯୌନ ଅପରାଧୀଙ୍କ ଏକ ଅନଲାଇନ୍ ଡାଟାବେସ୍‍ ‘ନ୍ୟାସନାଲ ଡାଟାବେସ୍‍ ଅଫ ସେକ୍‍ସୁଆଲ…
Read More...

ଜାମ୍ମୁ-କାଶ୍ମୀର ଡିଜିପି ରହିବେ ଦିଲବାଗ ସିଂହ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପୁଲିସ ମହାନିର୍ଦେଶକ (ଡିଜିପି) ଦିଲ୍‍ବାଗ ସିଂହ ତାଙ୍କ ପଦ ବଜାୟ ରଖିବେ ବୋଲି ସୁପ୍ରିମକୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି। ଡିଜିପି ନିଯୁକ୍ତି…
Read More...

ଛତିଶଗଡ଼ରେ କଂଗ୍ରେସଙ୍କୁ ମାୟାବତୀଙ୍କ ଝଟକା, ଅଜିତ ଯୋଗୀଙ୍କ ସହ କଲେ ମେଣ୍ଟ

ନୂଆଦିଲ୍ଲୀ : ଛତିଶଗଡ଼ରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‍ପି) ଓ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବ ବୋଲି ଉଭୟ ଗୁରୁବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀର ଘୋଷଣା କରିଛନ୍ତି। ଉଭୟ…
Read More...

ରାହୁଲ ଗାନ୍ଧିଙ୍କ ସମସ୍ତ କଥା ମିଛ: ଅରୁଣ ଜେଟଲୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ରାଜିନାମା ଏବଂ ନନ ପରଫରମିଂ ଆସେଟ୍‍ସ (ଏନ୍‍ପିଏ)କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିବା ସହ ‘ମୁର୍ଖ ରାଜକୁମାର (କ୍ଲାଇନ…
Read More...

ପାଣ୍ଡିଆ ଆଉଟ ଚାହର ଇନ୍‍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଆହତ ହେବା କାରଣରୁ ଏସିଆ କପରୁ ବାହାର ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଦୀପକ ଚାହରଙ୍କୁ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଏସିଆକପରେ ବୁଧବାର…
Read More...

ଶାନ୍ତି କଥାବାର୍ତ୍ତା ପାଇଁ ମୋଦୀଙ୍କୁ ପତ୍ର ଲେଖିଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୁଇ ଦେଶ ମଧ୍ୟରେ ପୁନଃ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ମିଳିତ…
Read More...

ଭୀମା-କୋରେଗାଓଁ ହିଂସା ମାମଲା: ସାମାଜିକ କର୍ମୀଙ୍କ ଗିରଫଦାରୀ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଭୀମା-କୋରେଗାଓଁ ହିଂସା ମାମଲାରେ ୫ ଜଣ ସାମାଜିକ କର୍ମୀ ତଥା ବାମପନ୍ଥୀ ବିଚାରକଙ୍କ ଗିରଫଦାରୀ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସର୍ବୋଚ୍ଚ ଅଦାଲତର ପ୍ରଧାନ…
Read More...

ଖୁବଶୀଘ୍ର ଗାଈ ତାମିଲ ଓ ସଂସ୍କୃତରେ କଥା ହେବେ : ସ୍ୱାମୀ ନିତ୍ୟାନନ୍ଦ

ନୂଆଦିଲ୍ଲୀ : କିଛି ବର୍ଷ ହେବ ଯୌନ କେଳେଙ୍କାରୀ ଅଭିଯୋଗରେ ଛନ୍ଦି ହୋଇ ରହିଥିବା ଦକ୍ଷିଣ ଭାରତର ଆତ୍ମଘୋଷିତ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ପୁଣି ଏକ ଅଜବ ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ନିତ୍ୟାନନ୍ଦଙ୍କ ଏହି…
Read More...

ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ

କେନ୍ଦୁଝରଗଡ଼ : ଚଳିତ ମାସ ୬ ତାରିଖରେ ଘସିପୁରା ବସ୍‍ଷ୍ଟାଣ୍ଡରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକଙ୍କୁ ଆକ୍ରମଣ ଏବଂ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନାରେ ପଶି ପୁଲିସ ଆକ୍ରମଣ ସହ ଗିରଫ ଅଭିଯୁକ୍ତକୁ…
Read More...

ସମୟାନୁବର୍ତ୍ତିତାରେ ଆଇଜିଆଇ ଶ୍ରେଷ୍ଠ ବିମାନବନ୍ଦର

ନୂଆଦିଲ୍ଲୀ :ସମୟାନୁବର୍ତ୍ତିତା ହିସାବରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (ଆଇଜିଆଇ) ବିମାନବନ୍ଦର ବିଶ୍ବର ସବୁଠାରୁ ଶ୍ରେଷ୍ଠ ବିମାନବନ୍ଦର ଭାବେ ପରିଗଣିତ ହୋଇଛି। ବ୍ରିଟେନସ୍ଥିତ ବିମାନ ଯାତ୍ରା ଗୁଇନ୍ଦା କମ୍ପାନୀ…
Read More...

ଆସାମ ଏନଆରସି : ବାଦ ନାଗରିକଙ୍କଠାରୁ ଅଭିଯୋଗ ଗ୍ରହଣ ନିର୍ଦେଶ

ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ର ଚିଠା ତାଲିକାରୁ ବାଦ୍‌ ପଡିଥିବା ନାଗରିକଙ୍କ ଠାରୁ ଅଭିଯୋଗ ଓ ଦାବି ପତ୍ର ଗ୍ରହଣ ଲାଗି ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି। ବିଚାରପତି ରଞ୍ଜନ ଗୋଗଇ…
Read More...

ରେଭେନ୍ସା ଛାତ୍ରର ସନ୍ଦେହଜନକ ମୃତ୍ୟୁ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଜଗନ୍ନାଥ ଛାତ୍ରାବାସ (ଜେସି)ର ଜଣେ ଅନ୍ତେବାସୀଙ୍କ ବୁଧବାର ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକର ନାମ ସୌରଭ ନାୟକ ଓ ଘର ଫୁଲବାଣିରେ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଯୁକ୍ତ…
Read More...

ଅବପାତ ରୂପ ନେଉଛି ଲଘୁଚାପ; ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୧୨ଘଣ୍ଟାରେ ତୀବ୍ର ଅବପାତର ରୂପ ନେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ…
Read More...

ରାମ ମନ୍ଦିର, ସଂଖ୍ୟାଲଘୁ ଓ ଧାରା ୩୭୦ ସମେତ ଅନେକ ପ୍ରସଙ୍ଗରେ ମତ ରଖିଲେ ମୋହନ ଭାଗବତ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ବାଖ୍ୟାନମାଳା କାର୍ଯ୍ୟକ୍ରମ ‘ଭାରତର ଭବିଷ୍ୟତ’ର ଅନ୍ତିମ ଦିନରେ ସରସଂଘଚାଳକ ମୋହନ ଭାଗବତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ମୋହନ ଭାଗବତ ବିଶେଷ କରି…
Read More...

ଗାଈକୁ ରାଷ୍ଟ୍ରମାତା ଘୋଷଣା ପାଇଁ ଉତ୍ତରାଖଣ୍ଡ ବିଧାନସଭାରେ ସଂକଳ୍ପ ପାରିତ

ଡେରାଡୁନ୍‍ : ଉତ୍ତରାଖଣ୍ଡ ବିଧାନସଭାରେ ବୁଧବାର ଗାଈକୁ ରାଷ୍ଟ୍ରମାତା (ଜାତୀୟ ମାତା) ଘୋଷିତ କରିବାକୁ ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପକୁ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ଉତ୍ତରାଖଣ୍ଡ…
Read More...

ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ଦୁବାଇ : ଚଳିତ ଏସିଆ କପ୍‍ରେ ପ୍ରତିପକ୍ଷ ବଦଳିବା ସହ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଛି। ଦିନକ ତଳେ ଦୁର୍ବଳ ହଂକଂ ବିପକ୍ଷରେ ପ୍ରଭାବହୀନ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ଚିର…
Read More...

ଗୁରୁବାର ରାଶିଫଳ

ମେଷ: ଲାଗି ରହିଥବା ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମଚଞ୍ଚଳ ରହିପାରନ୍ତି। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ବୃଷ: ପିଙ୍ଗି…
Read More...

ହାଇଦରାବାଦରେ ପୁଣି ଅନର କିଲିଂ ଉଦ୍ୟମ

ହାଇଦାରାବାଦ : ଦଳିତ ବର୍ଗର ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ହତ୍ୟା ଘଟଣାର ୫ ଦିନ ପରେ ହାଇଦରାବାଦରେ ପୁଣି ସମ୍ମାନ ଆଳରେ ହତ୍ୟା (ଅନର କିଲିଂ) ଉଦ୍ୟମ ହୋଇଛି। ନବଦମ୍ପତିଙ୍କ ଉପରେ ଏକ ଦାଆରେ…
Read More...

ଜଳନ୍ଧର ବିଶପ୍‍ଙ୍କୁ ପୁଲିସର ୭ଘଣ୍ଟା ଜେରା

କୋଚି : କେରଳୀ ନନ୍‍ଙ୍କ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ କେରଳ ପୁଲିସ ବୁଧବାର ୭ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଏଥିପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି)ର…
Read More...

ସୁଷମାଙ୍କ ସହାୟତା ଲୋଡିଲେ ହ୍ୱାଟସ ଆପରେ ତିନି ତଲାକ ପାଇଥିବା ମହିଳା

ହାଇଦରାବାଦ : ସାମାଜିକ ଗଣମାଧ୍ୟମ ହ୍ୱାଟସ ଆପ୍‍ ମାଧ୍ୟମରେ ଓମାନ ନିବାସୀ ସ୍ୱାମୀଙ୍କଠାରୁ ତିନି ତଲାକ ପାଇଥିବା ଜଣେ ମୁସଲମାନ ମହିଳା ନ୍ୟାୟ ପାଇଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଲୋଡିଛନ୍ତି। ୨୦୧୭…
Read More...

ମୋଦୀଙ୍କ ସମ୍ପତ୍ତି କମିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ କେତେ? ଦେଶର ‘ପ୍ରଥମ ସେବକ’ଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବାର ଆଗ୍ରହ ସମସ୍ତଙ୍କର ରହିବା ସ୍ୱାଭାବିକ; ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ…
Read More...

ତିନି ତଲାକ ଅଧ୍ୟାଦେଶ ସ୍ୱାଗତଯୋଗ୍ୟ: ଇଶରତ୍‍

ନୂଆଦିଲ୍ଲୀ : ତିନି ତଲାକକୁ ଅପରାଧ ଦର୍ଶାଇ ସରକାର ଆଣିଥିବା ଅଧ୍ୟାଦେଶ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତିନି ତଲାକକୁ ଦଣ୍ଡନୀୟ ଅପରାଧ ଘୋଷଣା କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଖୁବ୍‍…
Read More...

ସ୍ୱାମୀ ପରିତ୍ୟକ୍ତାଙ୍କ ପାଇଁ ମଧ୍ୟ ଆଇନ ଆସୁ: ଓୱେସୀ

ହାଇଦରାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନି ତଲାକ ବିରୋଧୀ ଅଧ୍ୟାଦେଶ ସମ୍ପୂର୍ଣ୍ଣ ଭାବେ ମୁସଲମାନ ମହିଳା ବିରୋଧୀ ବୋଲି ଏଆଇଏମ୍‍ଆଇଏମ୍‍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ କହିଛନ୍ତି। ଏହା ମୁସଲମାନ…
Read More...

ତିନି ତଲାକକୁ ନେଇ ମୋଦୀ ସରକାର ରାଜନୀତି କରୁଛି: କଂଗ୍ରେସ

ନୂଆଦିଲ୍ଲୀ : ତିନି ତଲାକ ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ଭୋଟ୍‍ ବ୍ୟାଙ୍କ ରାଜନୀତି କରୁଥିବା ନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଅଭିଯୋଗ ଆଣିବା ପରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ତିନି ତଲାକ…
Read More...

ଆଗୁସ୍ତା ମଧ୍ୟସ୍ଥ ମିସେଲ ନିଖୋଜ!

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତିରେ ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‍ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ ଅଦାଲତ ମଙ୍ଗଳବାର ନିର୍ଦେଶ ଦେବା ପରଠାରୁ ମିସେଲ ନାଟକୀୟ ଭାବେ ନିଖୋଜ…
Read More...

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ହକି ଶିବିର; ଖେଳାଳିଙ୍କ ଫିଟ୍‍ନେସ ପରୀକ୍ଷା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ନୂତନ ସିନ୍ଥେଟିକ୍‍ ହକି ଟର୍ଫରେ ଆରମ୍ଭ ହୋଇଛି ଜାତୀୟ ସିନିୟର ପୁରୁଷ ହକି ଶିବିର। ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ଓମାନର ମସ୍କଟ୍‍ରେ ଖେଳାଯିବାକୁ ଥିବା ଏସିଆନ ଚମ୍ପିଆନସ୍‍ ଟ୍ରଫି…
Read More...

ଚାଇନା ଓପନ୍‍ ବ୍ୟାଡମିଣ୍ଟନ : ପ୍ରିକ୍ୱାର୍ଟରରେ ଶ୍ରୀକାନ୍ତ

ଚାଙ୍ଗଝୌ(ଚୀନ୍‍) : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ବିଭାଗ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ରାଉଣ୍ଡରେ…
Read More...

ଭାରତୀୟ ବଜାରକୁ ଆସିଲା ଜିଓମି ଏମଆଇ ଏ-୨ର ରେଡ୍ ଏଡିସନ

ନୂଆଦିଲ୍ଲୀ : ଜିଓମି କମ୍ପାନୀ ଏମଆଇ ଏ-୨ର ରେଡ୍ ଏଡିସନ୍ ଭାରତରେ ଲଞ୍ଚ କରିଛି। ଏହି ଫୋନର ବିକ୍ରି ସେପ୍ଟେମ୍ବର ମାସ ୨୦ତାରିଖରୁ ଆମାଜନ୍ ଏବଂ ଏମ୍ଆଇ ଡଟ କମରେ ହବ। ଏହି ଫୋନ୍ ପ୍ରଥମେ କଳା, ସୂନେଲି, ନୀଳ ରଙ୍ଗରେ…
Read More...

ଲଡୁଗାଁ : ଡେଙ୍ଗୁ ରୋଗରେ ମହିଳା ମୃତ

କୋକସରା : କୋକସରା ବ୍ଳକ ଲଡୁଗାଁରେ ପୁଣି ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଡେଙ୍ଗୁରେ ଏହି ଗାଁର ସୁଭାସିନି ପଣ୍ଡା (୪୭)ନାମ୍ନି ଜନୈକା ମହିଳାଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ମିଳିଥିବା ସୂଚନାନୁଯାୟୀ ଲଡୁଗାଁର…
Read More...

ମୋହନାର ବିଭିନ୍ନ ସ୍ଥାନରେ ଗଜାନନଙ୍କ ଭଶାଣି ଉତ୍ସବ

ମୋହନା : ମୋହନାର ବିିଭିନ୍ନ ସ୍ଥାନରେ ଗଜାନନଙ୍କର ଧୁମଧାମରେ ଭଶାଣି ଉତ୍ସବ ପାଳିତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ଚାଲିଥିବା ଗଜାନନଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ବିଭିନ୍ନ ସଂଗଠନର କର୍ମକର୍ତାମାନେ ବିଭିନ୍ନ…
Read More...

ବଡ଼ସାହି ଓ ବେତନଟୀରେ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମ  

ବଡ଼ସାହି : ‘ଯୁବପିଢୀ ସମାଜର ଆଗାମୀ ଭବିଷ୍ୟତ’ ବିଜୁ ଯୁବ ବାହିନୀ ପକ୍ଷରୁ ବୁଧବାର ସ୍ଥାନୀୟ କଲେଜରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ବିଜୁ ଯୁବ ବାହିନୀର…
Read More...

ଡିପ୍ଲୋମା ଇଞ୍ଜିନିୟରଙ୍କ ସମୂହ ଛୁଟି : ବଡ଼ସାହି ଓ ବେତନଟୀ ବ୍ଲକରେ ଉନ୍ନୟନ କାର୍ଯ୍ୟ ପ୍ରଭାବିତ

ବଡ଼ସାହି : ରାଜ୍ୟ ଡ଼ିପ୍ଲୋମା ଇଞ୍ଜିନିୟର ସେବା ସଂଘର ଆହ୍ୱାନ କ୍ରମେ ୯ଦଫା ଦାବି ନେଇ କାର୍ଯ୍ୟରତ ଇଞ୍ଜିନିୟର ମାନେ ବିଶ୍ୱକ୍ରମା ପୂଜା ପରଠାରୁ ସମୂହ ଛୁଟିରେ ଯାଇଛନ୍ତି। ଫଳରେ ବଡ଼ସାହି ଓ ବେତନଟୀ ବ୍ଲକରେ ଉନ୍ନୟନ…
Read More...

ଶ୍ମଶାନଘର ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ଘଟଣା : ମହିଳା ସରପଞ୍ଚ ନିଲମ୍ବିତ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଖାନୁଆ ପଞ୍ଚାୟତର ଶ୍ମଶାନଘର ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ଘଟଣାରେ ସରପଞ୍ଚ ଗୀତାରାଣୀ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପଞ୍ଚାୟତିରାଜ ଓ…
Read More...

ଦିବ୍ୟାଙ୍ଗଜନ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ପ୍ରଶିକ୍ଷଣ ଶିବିର ଶେଷ

ସମ୍ବଲପୁର : ଭାରତ ସରକାରଙ୍କ ଜାତୀୟ ଅନୁଷ୍ଠାନ ନେସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମପାୱାରମେଣ୍ଟ ଅଫ ପରସନ ୱିଥ ଇନଟେଲେକଟ୍ୟୁଆଲ ଡିସାବିଲିଟୀ (ନିପିଡ) ସିକନ୍ଦରାବାଦ, ତେଲେଙ୍ଗାନା ଓ ସମ୍ବଲପୁର ଜିଲା ପ୍ରଶାସନର ମିଳିତ…
Read More...

ପ୍ରଥମ ପତ୍ନୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ବୁଢାଡିହ ଗାଁରେ ପ୍ରଥମ ପତ୍ନୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି। ଏନେଇ ସ୍ବାମୀ ମିଟୁ ମଣ୍ଡଳକୁ ବୁଧବାର କୋର୍ଟଚାଲାଣ…
Read More...

ପାକିସ୍ତାନ ବିପକ୍ଷ ମ୍ୟାଚରେ ଧୋନିଙ୍କୁ ଆଗରେ ଆସିବା ଆବଶ୍ୟକ : ଜାହିର ଖାନ୍‍

ନୂଆଦିଲ୍ଲୀ : ବୁଧବାର ଭାରତ-ପାକିସ୍ତାନ ମ୍ୟାଚରେ ଧୋନିଙ୍କୁ ଆଗରେ ଆସିବା ଅ।।ବଶ୍ୟକ ବୋଲି ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ କହିଛନ୍ତି। ସେ କହିଛନ୍ତି ଅନୁଭବକୁ ଦେଖିଲେ ବୁଧବାର ମ୍ୟାଚରେ ଧୋନିଙ୍କୁ ଚତୁର୍ଥ…
Read More...

କାଜଲଙ୍କ କଡ଼ା ନିଷ୍ପତ୍ତି

ବଲିଉଡର ଅନ୍ୟତମ ସୁଖୀ ଦମ୍ପତି ଭାବେ କାଜଲ୍-ଅଜୟ ଦେବଗନ୍ ଜଣାଯାନ୍ତି। ସିନେଜଗତ କଳାକାରମାନେ ଭଲଭାବେ ଅବଗତ ଯେ ଅଜୟ ବିବାହ ପରେ ଅନେକ ଥର ବାଟବଣା ହୋଇଛନ୍ତି, କିନ୍ତୁ କାଜଲ ପ୍ରତିଥର ତାଙ୍କୁ କ୍ଷମା କରିବା ସହ ଢାଲ…
Read More...

ହିନ୍ଦୁ ରାଷ୍ଟ୍ରର ଅର୍ଥ ମୁସଲମାନଙ୍କୁ ଛାଡ଼ି ନୁହଁ : ମୋହନ ଭାଗବତ

ନୂଆଦିଲ୍ଲୀ : ହିନ୍ଦୁ ରାଷ୍ଟ୍ରର ଅର୍ଥ ନୁହେଁ ଯେ ମୁସଲମାନଙ୍କ ପାଇଁ ସ୍ଥାନ ନାହିଁ। ହିନ୍ଦୁ ରାଷ୍ଟ୍ର ଅର୍ଥ ସମସ୍ତ ଧର୍ମ ଏବଂ ଆସ୍ଥାର ସମ୍ମିଳନ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‍ଏସ୍‍) ମୁଖ୍ୟ ମୋହନ ଭାଗବତ…
Read More...

ଜେଏନ୍‍ୟୁର କିଛି ଶକ୍ତି ଭାରତ ବିରୋଧରେ ଯୁଦ୍ଧ ଚଳାଇଛନ୍ତି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ)ର କେତେକ ଶକ୍ତି ଭାରତ ବିରୋଧରେ ଯୁଦ୍ଧ ଚଳାଇଛନ୍ତି ଓ ସେମାନଙ୍କୁ ଛାତ୍ର ସଂସଦର ନବନିର୍ବାଚିତ ପ୍ରତିନିଧିଙ୍କ ସହ ଦେଖିବାକୁ ମିଳିଛି ବୋଲି ମଙ୍ଗଳବାର…
Read More...

ହାରିବା ସତ୍ତ୍ବେ ହୃଦୟ ଜିତିଲା ହଂକଂ; ସୁପର ଫୋର୍‌ରେ ଭାରତ

ଦୁବାଇ : ଚଳିତ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତଠାରୁ କ୍ରିକେଟ ଦୁନିଆର ଶିଶୁ ହଂକଂ ପରାସ୍ତ ହୋଇଥିଲେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ପାରିଛି। ଏହାସହ ହଂକଂର ଅଧିନାୟକ ଓଡ଼ିଆ ଖେଳାଳି ଅଂଶୁମାନ ରଥ ମଧ୍ୟ ଲଢ଼ୁଆ…
Read More...

ମୁମ୍ବଇ-ଅହମଦାବାଦ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପକୁ ୧,୦୦୦ କୃଷକଙ୍କ ବିରୋଧ

ଅହମଦାବାଦ : ପ୍ରସ୍ତାବିତ ମୁମ୍ବଇ-ଅହମଦାବାଦ ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ୧,୦୦୦ରୁ ଊର୍ଦ୍ଧ୍ବ ଚାଷୀ ଏହି ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ସତ୍ୟପାଠ ଦାଖଲ…
Read More...

ନିମ୍ନ ଅଦାଲତରେ ୧୦ବର୍ଷରୁ ଊର୍ଦ୍ଧ୍ବ କାଳଧରି ପଡ଼ିରହିଛି ୨୨ଲକ୍ଷ ମାମଲା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ନିମ୍ନ ଅଦାଲତରେ ବର୍ଷବର୍ଷ ଧରି ପଡ଼ିରହିଛି ୨୨ଲକ୍ଷରୁ ଅଧିକ ମାମଲା। ସୁପ୍ରିମକୋର୍ଟ ଦ୍ୱାରା ଗଠିତ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍‍(ଏନ୍‍ଜେଡିଜି) ତଥ୍ୟ ଅନୁସାରେ ଚଳିତ ମାସ ୧୭ତାରିଖ…
Read More...

ଛାଡ଼ପତ୍ର ଆବେଦନ କଲେ ଇନ୍ଦ୍ରାଣୀ-ପିଟର ମୁଖାର୍ଜୀ

ମୁମ୍ବଇ : ଝିଅ ସିନା ବୋରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଓ ସ୍ୱାମୀ ପିଟର ମୁଖାର୍ଜୀ ୧୬ବର୍ଷର ସମ୍ପର୍କ ତୁଟାଇବାକୁ ଯାଉଛନ୍ତି। ମଙ୍ଗଳବାର ଉଭୟ ସ୍ଥାନୀୟ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ…
Read More...

ଅଗୁସ୍ତା ୱେଷ୍ଟଲାଣ୍ଡ ମାମଲାରେ ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକ୍‍ପଟର କ୍ରୟ ମାମଲାରେ ଭାରତ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛି। ଏହି ଦୁର୍ନୀତିପୂର୍ଣ୍ଣ କାରବାରର ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‍ ମିସେଲଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ…
Read More...

ବିଜେପି ନେତା ବଳାତ୍କାର ପାଇଁ ରାଜି ହେଲେ ୨୦ଲକ୍ଷ ଟଙ୍କା ଦେବି: ଆପ୍‍ ବିଧାୟକ

ଚଣ୍ଡିଗଡ଼ : ହରିୟାଣାରେ ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାକୁ ନିନ୍ଦା କରିବାକୁ ଯାଇ ରାଜ୍ୟର ଆମ୍‍ ଆଦ୍‍ମୀ ପାର୍ଟି(ଆପ୍‍) ବିଧାୟକ ନବୀନ ଜୟହିନ୍ଦ୍‍ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣାରେ ରାଜ୍ୟର ବିଜେପି…
Read More...

ବୁଧବାର ରାଶିଫଳ

ମେଷ: ସହକର୍ମୀମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି। ସନ୍‍ମାର୍ଗୀ ହେବେ। ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। କର୍ତ୍ତବ୍ୟ ପରାୟଣ ହେବେ। ମାନବୃଦ୍ଧି ହୋଇପାରେ। ବୃଷ:…
Read More...

ସିଇସିଙ୍କୁ ଏନ୍‍ସିପିସିଆର୍‍ଙ୍କ ସୁପାରିସ; ଏକକାଳୀନ ନିର୍ବାଚନ ହେଲେ ଶିକ୍ଷାଦାନ ପାଇଁ ସମୟ ପାଇବେ ଶିକ୍ଷକ…

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସମୟରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରାଯାଉଛି। ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ସେମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହୁ ଥିବାରୁ…
Read More...

କାର୍‍ ଅପେକ୍ଷା ହେଲିକପ୍ଟର ବ୍ୟବହାରରେ ଖର୍ଚ୍ଚ କମ୍‍ : ପାକିସ୍ତାନ ସୂଚନା ମନ୍ତ୍ରୀ

ଇସଲାମାବାଦ : କାର୍‍ ବ୍ୟବହାର ଅପେକ୍ଷା ହେଲିକପ୍ଟର ବ୍ୟବହାର ଶସ୍ତା। ମୋଟର ସାଇକଲଠାରୁ ମଧ୍ୟ ଏଥିରେ କମ୍‍ ତେଲ ଖର୍ଚ୍ଚ ହୁଏ। ଗୋଟିଏ କିଲୋମିଟରକୁ ମାତ୍ର ୫୦ଟଙ୍କାର ତେଲ ପୋଡ଼ିଥାଏ। ପାକିସ୍ତାନର ସୂଚନା ଓ ପ୍ରସାରଣ…
Read More...

ରୁଷିଆ ବିମାନ ଉପରେ କ୍ଷେପଣାସ୍ତ୍ର ମାଡ଼: ୧୫ମୃତ

ମସ୍କୋ : ସିରିଆ କ୍ଷେପଣାସ୍ତ୍ର ମାଡ଼କରି ରୁଷିଆର ଏକ ଆଇଏଲ-୨୦ଏମ୍‍ ବିମାନ ଖାସାଇଦେବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଭୂମଧ୍ୟସାଗର ଅଞ୍ଚଳ ଲାଟାକିଆଠାରେ ଏହି ଘଟଣା ଘଟିଛି। ଏଥିପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…
Read More...

ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍ତର ଓ ଦକ୍ଷିଣ କୋରିଆ ମୁଖ୍ୟଙ୍କ ଆଲୋଚନା

ପ୍ୟୋଙ୍ଗୟାଙ୍ଗ୍‍ : ବର୍ଷକ ମଧ୍ୟରେ ଉତ୍ତର ଓ ଦକ୍ଷିଣ କୋରିଆ ରାଷ୍ଟ୍ରମୁଖ୍ୟ ପରସ୍ପରଙ୍କୁ ତୃତୀୟ ଥର ପାଇଁ ସାକ୍ଷାତ କରିଛନ୍ତି। ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍…
Read More...

୯,୧୦୦ କୋଟିର ପ୍ରତିରକ୍ଷା କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଆକାଶ କ୍ଷେପଣାସ୍ତ୍ର ସମେତ ୯,୧୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ଯୋଜନାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ମଙ୍ଗଳବାର…
Read More...

ଡେରାଡୁନ୍‍ ବୋର୍ଡିଂ ସ୍କୁଲରେ ନାବାଳିକାଙ୍କୁ ଗଣବଳାତ୍କାର

ଡେରାଡୁନ୍‍ : ହରିୟାଣାରେ ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ନେଇ ସୃଷ୍ଟ ଉତ୍ତେଜନା ଥମି ନ ଥିବାବେଳେ ପୁଣି ଏକ ଲଜ୍ଜାଜନକ ଖବର ପଦାକୁ ଆସିଛି। ଡେରାଡୁନର ଏକ ଘରୋଇ ଆବାସିକ(ବୋର୍ଡିଂ) ସ୍କୁଲର ଜଣେ ୧୬…
Read More...

ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ୪ ବର୍ଷ ବୟସ୍କା ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରହିତାଦେଶ ଲାଗୁ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଜବଲପୁର…
Read More...

ମୁଜାଫରପୁର ଆଶ୍ରୟସ୍ଥଳ ମାମଲା: ଗଠନ ହେବନାହିଁ ନୂଆ ତଦନ୍ତକାରୀ ଦଳ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ତଦନ୍ତ ନିମନ୍ତେ କୌଣସି ନୂତନ ତଦନ୍ତକାରୀ ଦଳ ଗଠନ ହେବ ନାହିଁ। ସିବିଆଇ ସ୍ୱତନ୍ତ୍ର ନିର୍ଦେଶକଙ୍କ ନେତୃତ୍ୱରେ ଗଠିତ ତଦନ୍ତକାରୀ ଦଳ ହିଁ…
Read More...

ପାକିସ୍ତାନ ଏସିଆ କପ୍‍ ଜିତିବା ସମ୍ଭାବନା ଅଧିକ: ମଞ୍ଜରେକର

ମୁମ୍ବଇ : ୟୁଏଇରେ ଚାଲିଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଚମ୍ପିଆନ୍‍ ହେବା ସମ୍ଭାବନା ଅଧିକ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‍ ସଞ୍ଜୟ ମଞ୍ଜରେକର। ପାକିସ୍ତାନ ଏସିଆ…
Read More...

ପାକ୍‍ ସେନାମୁଖ୍ୟଙ୍କୁ ଆଲିଙ୍ଗନ ପ୍ରସଙ୍ଗ: ସିଧୁଙ୍କୁ ସୀତାରମଣ, ସୁଷମାଙ୍କ ସମାଲୋଚନା

ନୂଆଦିଲ୍ଲୀ : ପାକିସ୍ତାନରେ ସେଠାକାର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ ପୂର୍ବତନ କ୍ରିକେଟ୍‍ ଖେଳାଳୀ ତଥା ସିରୋମଣି ଅକାଳୀ ଦଳ ନେତା ନବଜ୍ୟୋତ ସିଂହ ସିଧୁଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା…
Read More...

ନାଦାଲ ୧ନଂ ସ୍ଥାନ ବଜାୟ ରଖିଲେ

ମାଦ୍ରିଦ୍‍ : ସ୍ପେନ୍‍ର ରାଫେଲ ନାଦାଲ ପୁରୁଷ ଟେନିସ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏଟିପି ମାନ୍ୟତାରେ ୧ନଂ ସିଙ୍ଗଲ୍‍ସ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି। ବାମହାତି ନାଦାଲ ୮୭୬୦ ପଏଣ୍ଟ ପାଇଛନ୍ତି। ଆଣ୍ଠୁରେ ଆଘାତ ପାଇ…
Read More...

ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍‍ଙ୍କ ପରଲୋକ

ମୁମ୍ବାଇ : ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍‍ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀ ଆନ୍ନା ରାଜମ୍‍ ମଲହୋତ୍ରାଙ୍କର ସୋମବାର ପରଲୋକ ଘଟିଛି। ୯୧ ବର୍ଷ ବୟସ୍କା ଆନ୍ନା ମହାରାଷ୍ଟ୍ରର ଅନେ୍ଧରୀ ଉପକଣ୍ଠସ୍ଥିତ ତାଙ୍କ…
Read More...

ଦୂତିଙ୍କ ଜୀବନୀ ଉପରେ ପୁସ୍ତକ

ନୂଆଦିଲ୍ଲୀ : ଓଡ଼ିଶାର ଧାବିକା ଦୂତି ଚାନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ଆସନ୍ତାବର୍ଷ ପ୍ରକାଶ ପାଇବ। ଏହି ପୁସ୍ତକ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପ୍ରିଣ୍ଟର ‘ଯାଜପୁର ଏକ୍ସପ୍ରେସ୍‍’ ଦୂତିଙ୍କ ସଂଘର୍ଷର କାହାଣୀ…
Read More...

ଜୁନିୟର ବିଶ୍ୱ କୁସ୍ତି ଚମ୍ପିଆନସିପ୍‍: ଫାଇନାଲରେ ଭାନ୍‍ୱାଲ

ନୂଆଦିଲ୍ଲୀ : ଭାରତର ସଜନ ଭାନ୍‍ୱାଲ ସ୍ଲୋଭାକିଆରେ ଚାଲିଥିବା ଜୁନିୟର ବିଶ୍ୱ କୁସ୍ତି ଚମ୍ପିଆନସିପ୍‍ର ୭୭ କିଗ୍ରା ବର୍ଗ ଗ୍ରୀକୋ-ରୋମାନ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଏହି ଇଭେଣ୍ଟର ସେମିଫାଇନାଲରେ…
Read More...

ସାଇନା ପରାସ୍ତ; ପ୍ରିକ୍ୱାର୍ଟରରେ ସିନ୍ଧୁ

ଚାଙ୍ଗ୍‍ଝୌ(ଚୀନ) : ମଙ୍ଗଳବାରଠାରୁ ଏଠାରେ ଚାଇନା ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ମହିଳା ସିଙ୍ଗଲ୍‍ସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ…
Read More...

’ସମାଜ’ ଆମ ପାଇଁ…

ତୃତୀୟରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ‘ସମାଜ’ରେ ନିୟମିତ ପ୍ରକାଶ ପାଉଥିବା ଆଦର୍ଶ ପ୍ରଶ୍ନୋତ୍ତର ‘ସମାଜ’ ପ୍ରଶ୍ନ ପ୍ରସୂନକୁ ବ୍ରହ୍ମପୁର ସିଟି ହାଇସ୍କୁଲର ପିଲାମାନେ ସ୍ବାଗତ ଜଣାଉଛନ୍ତି
Read More...

କୌଶଳ ବିକାଶ ଯୋଜନାର ବ୍ରାଣ୍ଡ ଆମ୍ବାସାଡର ହେଲେ ବରୁଣ ଓ ଅନୁଷ୍କା

ଭୁବନେଶ୍ୱର : ବଲିଉଡ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କୌଶଳ ବିକାଶ ଯୋଜନାର(ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନ)ର ବ୍ରାଣ୍ଡ ଆମ୍ବାସାଡର ହେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଖୁବଶୀଘ୍ର…
Read More...

ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଗଲା

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ ଦାସ ବିଦ୍ୟଧର ପୁର ପଞ୍ଚାୟତର ଭିମପୁର ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ପୋଡି ଯାଇଛି । ଘଟଣାରୁ ପ୍ରକାଶ ଏହି ଗ୍ରାମର ହାଡିଆ ଭୋଇଙ୍କର ଦୁଇ ବଖରା ଓ ଡୁଗୁନା…
Read More...

ଝାରସୁଗୁଡା ବିମାନବନ୍ଦରର ନାମସଂକଳ୍ପ ପାରିତ ପ୍ରସ୍ତାବକୁ ସ୍ବାଗତ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନନଶ୍ୱର : ସୋମବାର ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନେଭାର ସଂକଳ୍ପକୁ ଟ୍ବିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ…
Read More...

ପ୍ରେମ ହେଲା କାଳ, ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ପାଣିଗଂଡା ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢାଡିହରେ ଶୋଇଥିବା ଅବସ୍ଥାରେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ରାତ୍ର ପ୍ରାୟ ୩ଟା…
Read More...

ଏସିଆ କପ : ଭାରତ -ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇପାରନ୍ତି ଇମରାନ୍‍ ଖାନ୍‍

କରାଚି : ଚଳିତ ଏସିଆ କପରେ ଭାରତ ପ୍ରଥମ ମ୍ୟାଚ ମଙ୍ଗଳବାର ହଂକଂ ସହ ଖେଳିଛି। ବୁଧବାର ଦିନ ଦ୍ୱିତୀୟ ମ୍ୟାଚରେ ଭାରତ ତାର ଚିରପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହର ସହ…
Read More...

ସାକ୍ଷୀଗୋପାଳରେ ଶ୍ରୀରାଧା ଜନ୍ମୋତ୍ସବ ଉଜ୍ଜାପନୀ ସଭା

ସୁଆଣ୍ଡୋ : ପୁରୀଜିଲାର ସାକ୍ଷୀଗୋପାଳ ମନ୍ଦିରରେ ତିନିଦିନ ଧରି ଚାଲିଥିବା ଶ୍ରୀରାଧା ଜନ୍ମୋତ୍ସବର ଉଜ୍ଜାପନୀ ସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ…
Read More...

‘ନାସା’ ଯିବେ ଖିଲାଡ଼ି କୁମାର

ବଲିଉଡର ଖିଲାଡି କୁମାର ଭାବେ ଅକ୍ଷୟ କୁମାରଙ୍କ ହାତରେ ଏବେ ପୁଣି ଏକ ଦମ୍‌ଦାର୍‌ ପ୍ରୋଜେକ୍ଟ। ମିଳିଥିବା ଖବର ଅନୁସାରେ, ଆର୍‌.ବାଲକୀଙ୍କ ଆଗାମୀ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଦେଖାଦେବେ। ମହାକାଶଚାରୀ…
Read More...

ଅମିର କହୁଛନ୍ତି ‘ଅଲ୍ ଇଜ୍‌ ୱେଲ୍’

ଅମିର ଖାନ୍ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ନଭେମ୍ବର ୭ରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ନିର୍ଦେଶିତ ଓ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିଗ୍ ବି…
Read More...

କର୍ଣ୍ଣାଟକ ବିଧାୟକଙ୍କ ଆୟ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ

ନୂଆଦିଲ୍ଲୀ : ଜନପ୍ରତିନିଧିଙ୍କ ଆୟ ମାମଲାରେ କର୍ଣ୍ଣାଟକ ବିଧାୟକମାନେ ସର୍ବାଗେ ରହିଥିବାବେଳେ ଛତିଶଗଡ଼ ବିଧାୟକ ସର୍ବନିମ୍ନରେ ଅଛନ୍ତି। କର୍ଣ୍ଣାଟକ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୧ କୋଟି ଟଙ୍କାରୁ ଅଧିକ ଓ…
Read More...

ପୁଲିସ-ଆଇନଜୀବୀ ବିବାଦ: କ୍ରାଇମବ୍ରାଞ୍ଚ ଡିଆଇଜି କରିବେ ତଦନ୍ତ

କଟକ : ଆଇନଜୀବୀ-ପୁଲିସ ବିବାଦର ତଦନ୍ତ କ୍ରାଇମବ୍ରାଞ୍ଚ ଡିଆଇଜି କରିବେ। ମଙ୍ଗଳବାର ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।…
Read More...

ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଚୀନର ପାଦୁର୍ଭାବକୁ ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଭାରତ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏହି କ୍ରମରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଶ୍ରୀଲଙ୍କାର ପାଲାଲୟ ବିମାନ…
Read More...

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଗାଡ଼ି ଉପରକୁ ଢେଲା ମାଡ଼

କଲକାତା : ପଶ୍ଚିମବଙ୍ଗ ଭ।।ରତୀୟ ଜନତା ପାର୍ଟି (ବିଜେପି) ସଭାପତି ଦିଲ୍ଲୀପ ଘୋଷଙ୍କ କାର ଉପରକୁ ସୋମବାର ଆକ୍ରମଣ ହୋଇଛି। ମିଦନାପୁରଠାରେ ପଶ୍ଚିମବଙ୍ଗ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପକ୍ଷରୁ ଘୋଷଙ୍କ ଗାଡ଼ି…
Read More...

ଶିବରାଜଙ୍କୁ ଘୋଷଣା ଯନ୍ତ୍ର କହିଲେ ରାହୁଲ ଗାନ୍ଧି

ଭୋପାଳ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟପ୍ରଦେଶ ବିଧାନଭା ନିର୍ବାଚନ ପାଇଁ ସୋମବାରଠାରୁ ଭୋପାଳଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ରାହୁଲ ୧୨ କିଲୋମିଟର ଦୀର୍ଘ ଏକ ଶୋଭାଯାତ୍ରା କରିଥିଲେ।…
Read More...

ମଣିପୁର ଗୋଷ୍ଠୀବଦ୍ଧ ହିଂସା ଘଟଣାରେ ୪ପୁଲିସ ନିଲମ୍ବିତ

ଇମ୍ଫାଲ : ମୋଟର ସାଇକଲ ଚୋରି ସନ୍ଦେହରେ ଜଣେ ଏମ୍‍ବିଏ ଛାତ୍ର ଫାରୁକ ଖାଁ ଗୋଷ୍ଠୀବନ୍ଧ ହିଂସାର ଶିକାର ହେବା ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ଉପସ୍ଥିତିରେ ମଣିପୁରର…
Read More...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ପୀଡ଼ିତଙ୍କ ପରିବାରର ଆବେଦନ ଶୁଣିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ : ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୭ଜଣଙ୍କ ଦଣ୍ଡ ରିଆତି ମାମଲା ପ୍ରତିବାଦରେ ଆଗତ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ଆବେଦନକାରୀ, ରାଜୀବଙ୍କୁ ହତ୍ୟା ପାଇଁ ହୋଇଥିବା…
Read More...

୭୧ହଜାର ବର୍ଗଫୁଟରେ ମାୟାବତୀଙ୍କ ନୂଆ ଘର

ଲକ୍ଷ୍ନୌ : ଦଳିତଙ୍କ ତ୍ରାଣକର୍ତ୍ତା ବୋଲି ଦାବି କରୁଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ନିଜସ୍ୱ ବାସଗୃହର ଝଲମଲ ଚିତ୍ର ଜନତାଙ୍କୁ ବିସ୍ମିତ କରିଛି। ଲକ୍ଷ୍ନୌର…
Read More...

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବେ ସରକାର

ନୂଆଦିଲ୍ଲୀ : ବ୍ୟାଙ୍କିଂ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଦୃଢ କରିବା ନିମେନ୍ତ ପଦକ୍ଷେପ ସ୍ୱରୁପ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ସେମାବାର ଘୋଷଣା କରିଛନ୍ତି। ଏହି ୩ ବ୍ୟାଙ୍କ…
Read More...

ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଆଜିଠାରୁ

ଚାଙ୍ଗଝାଉ : ମଙ୍ଗଳବାରରୁ ଚାଇନା ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗରେ ଖେଳିବେ ତାରକା ଭାରତୀୟ ଖେଳାଳି ପିଭି ସିନ୍ଧୁ। ସିନ୍ଧୁ ଗତ…
Read More...

ଏସିଆ କପ୍‍ କ୍ରିକେଟ୍‍ : ଭାରତ-ହଂକଂ ମ୍ୟାଚ୍‍ ଆଜି

ଦୁବାଇ : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଭାରତର ମୁକାବିଲା ନବାଗତ ହଂକଂ ଦଳ ସହ ହେବ। ବୁଧବାର ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମଙ୍ଗଳବାର…
Read More...

ମଙ୍ଗଳବାର ରାଶିଫଳ

ମେଷ: ଅନ୍ୟ କଥାରେ ପରିଚାଳିତ ହୋଇପାରନ୍ତିି। ସେବା ମନୋଭାବ ଜାଗ୍ରତ ହୋଇପାରେ। ବ୍ରତ ଦାନରେ ଦୀକ୍ଷିତ ହେବେ। ଭାଗ୍ୟଶାଳୀ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବିଳାସୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବୃଷ: ସୁଖକର…
Read More...

ସାଂସଦଙ୍କ ପାଦ ଧୁଆ ପାଣି ପିଇଲେ କର୍ମୀ

ନୂଆଦିଲ୍ଲୀ : ରାଜାଙ୍କ ଭଳି ରାଜନେତାଙ୍କ ଆଦବକାଇଦା ଅନୁନ୍ନତ ଇଲାକାରେ ବଳବତ୍ତର ରହିଛି। ନେତାଙ୍କୁ ଲୋକେ ଈଶ୍ୱର ଭଳି ପୂଜା କରୁଛନ୍ତି। ନେତାଙ୍କୁ କର୍ମୀ ବା ସାଧାରଣ ଲୋକେ ଜୋତା ପିନ୍ଧାଇଦେବା, କାନେ୍ଧଇ ନେବା ଭଳି…
Read More...

ନିଜ ମାଟିରେ ଭାରତ-ଆଫଗାନ ବାଣିଜ୍ୟ ମାର୍ଗ ଖୋଲିବାକୁ ମନାକଲା ପାକିସ୍ତାନ

ଇସ୍‍ଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ବିଶିଷ୍ଟ କ୍ରିକେଟ୍‍ ଖେଳାଳି ତଥା ପାକିସ୍ତାନ ତେହରିକ୍‍-ଇ-ଇନସାଫ୍‍ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍‍ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ସହିତ ଏହାର…
Read More...

୨୦୧୯ ନିର୍ବାଚନ: ୭୦ ସେଲିବ୍ରିଟିଙ୍କୁ ଟିକଟ ଦେବ ବିଜେପି

ନୂଆଦିଲ୍ଲୀ : କେନ୍ଦ୍ରରେ ପୁନଃ କ୍ଷମତାଶୀନ ହେବା ନେଇ ଆବଶ୍ୟକ କୁହୁକ ନମ୍ବର ଯୋଗାଡ଼ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ରଣକୌଶଳ ପ୍ରସ୍ତୁତ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ୭୦ ଜଣ…
Read More...

ଗୋଆ ରାଜନୀତିରେ ହଲଚଲ୍‍: ସରକାର ଗଠନ ପାଇଁ ଦାବି ଜଣାଇଲା କଂଗ୍ରେସ

ପାଣାଜି : ଗୋଆରେ ବିଜେପି ପକ୍ଷରୁ ଦୁଇ ମେଣ୍ଟ ସହଯୋଗୀଦଳକୁ ନିଜ ସହିତ ମିଶ୍ରଣ ପାଇଁ ଉଦ୍ୟମ ଚାଲିଥିବାବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ ପାଇଁ ଉଦ୍ୟମ ଆରମ୍ଭ କରିଛି। ଦେଢ଼ ବର୍ଷ ପୂର୍ବେ ନିର୍ବାଚନ ଫଳାଫଳ ପ୍ରକାଶ…
Read More...

୨ ସାଥୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଯବାନ

ଧରମଶାଳା : ସାମାନ୍ୟ ମତଭେଦ ଓ ବାକ୍‍ବିତଣ୍ଡାର ଭୟଙ୍କର ପରିଣତି କ୍ରମେ ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ସେନା ଶିବିରରେ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ମାମୁଲି ଯୁକ୍ତିତର୍କକୁ କେନ୍ଦ୍ର କରି ଜଣେ ଯବାନ ନିଜର ୨ ଜଣ…
Read More...

କେରଳ ନନ୍‍ ବଳାତ୍କାର ମାମଲା: ପୋପ୍‍ଙ୍କୁ ଚିଠି ଲେଖିଲେ ଅଭିଯୁକ୍ତ ବିଶପ୍‍

ନୂଆଦିଲ୍ଲୀ : ଜଳନ୍ଧର ରୋମାନ କ୍ୟାଥଲିକ୍‍ ଡିଓସିସ୍‍ (ବିଶପ୍‍ଙ୍କ ଅଧିକାର କ୍ଷେତ୍ର) ମୁଖ୍ୟ ପଦରୁ ଅସ୍ଥାୟୀ ଭାବେ ହଟିବା ନେଇ କେରଳ ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ଥିବା ବିଶପ୍‍ ଫ୍ରାଙ୍କୋ ମୁଲାକାଲ ଭାଟିକାନ…
Read More...

ଭୀମ କୋରେଗାଓଁ ହିଂସା ମାମଲା: ୧୯ରେ ଗିରଫ ସାମାଜିକ କର୍ମୀଙ୍କ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଭୀମକୋରେଗାଓଁ ହିଂସା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧି ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ଉକ୍ତ ଦିନ…
Read More...

ଭୁବନେଶ୍ୱରରେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ମ୍ୟାଚ ଅକ୍ଟୋବର ୨୫ରେ

ଭୁବନେଶ୍ୱର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ଓ ଟି୨୦ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ସିରିଜ୍‍ ଆସନ୍ତା ଅକ୍ଟୋବରରେ ଭାରତରେ ଖେଳାଯିବ। ୩ ଟିକିଆ ଏକଦିବସୀୟ ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚ…
Read More...

ଜାମ୍ମୁ-କାଶ୍ମୀର ସୀମାରେ ସ୍ମାର୍ଟ ତାରବାଡ଼ ନିର୍ମାଣ ଆରମ୍ଭ

ଜାମ୍ମୁ : ପାକିସ୍ତାନ ସହିତ ଉଦାର ଓ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ପାଇଁ ଭାରତ ଯେତେ ଉଦ୍ୟମ କଲେ ମଧ୍ୟ ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଘଟୁନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ଙ୍କ ନେତୃତ୍ୱାଧୀନ…
Read More...

ଓଡ଼ିଶା ସିନିୟର ମହିଳା ଫୁଟ୍‍ବଲ ଦଳ ଘୋଷିତ

କଟକ : ଚଳିତମାସ ୧୮ରୁ କଟକରେ ହେବାକୁ ଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ ଲାଗି ୨୦ ଜଣିଆ ଓଡ଼ିଶା ଦଳ ରବିବାର ଘୋଷଣା କରିଛି ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ)। ଆନ୍ତର୍ଜାତିକ ଖେଳାଳି…
Read More...

ମାରାଥନ୍‍ରେ କିପ୍‍ଚୋଗେଙ୍କ ବିଶ୍ୱରେକର୍ଡ

ବର୍ଲିନ୍‍ : କେନିୟାର ଧାବକ ଏଲିଉଡ୍‍ କିପ୍‍ଚୋଗେ ପୁରୁଷ ମାରାଥନ୍‍ରେ ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। ରବିବାର ବର୍ଲିନ୍‍ରେ ଅନୁଷ୍ଠିତ ମାରାଥନ୍‍ରେ କିପ୍‍ଚୋଗେ ୨ ଘଣ୍ଟା ୧ ମିନିଟ ୪୦ ସେକେଣ୍ଡ ସମୟ ନେଇ…
Read More...

କ୍ୟାରିବିୟାନ ପ୍ରିମିୟର ଲିଗ୍‍ : ଟ୍ରିନ୍‍ବାଗୋ ନାଇଟ ରାଇଡର୍ସ ଚମ୍ପିଆନ

ତାରୌବା : ଟ୍ରିନ୍‍ବାଗୋ ନାଇଟ ରାଇଡର୍ସ ଚଳିତବର୍ଷ କ୍ୟାରିବିୟାନ ପ୍ରିମିୟର ଲିଗ୍‍ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟ୍ରିନ୍‍ବାଗୋ ୮…
Read More...

ପ୍ରସାରଣକାରୀ-ବିସିସିଆଇ ମୁହାଁମୁହିଁ

ନୂଆଦିଲ୍ଲୀ : ୟୁଏଇରେ ଖେଳାଯାଉଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ନ ଖେଳିବା ନେଇ ପ୍ରସାରଣକାରୀ ସଂସ୍ଥା ଷ୍ଟାର ଚ୍ୟାନେଲ୍‍ ଓ ବିସିସିଆଇ ମଧ୍ୟରେ…
Read More...

ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କାର ଦାବି

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ ୪-୧ରେ ପରାଜିତ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର୍‍ଙ୍କ ଠାରୁ ବେଶ୍‍ ସମାଲୋଚିତ ହୋଇଛନ୍ତି।…
Read More...

ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ସହକାରୀ ପରିଚାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଲ୍ୟାମ୍ପ୍ସର ସୁପରଭାଇଜର ତଥା ହେମଗିର ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ତପନ କୁମାର ପ୍ରଧାନ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ମଞ୍ଜୁର କରିବାକୁ ନେଇ ୭ହଜାର…
Read More...

ପିପିଲିରେ ଷଷ୍ଠ ବିଶ୍ୱକର୍ମା ମହୋତ୍ସବ ଉଦ୍‍ଘାଟିତ

ପିପିଲି :ପିପିଲିର ସିଦ୍ଧେଶ୍ବର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ କଲେଜ ଛକ ଠାରେ ଦୁଇଦିନିଆ ଷଷ୍ଠ ବିଶ୍ୱକର୍ମା ମହୋତ୍ସବ-୨୦୧୮ ସୋମବାର ସଂନ୍ଧ୍ୟାରେ ମହାସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ୧୦ ଜଣ…
Read More...

କ୍ରୀଡାରତ୍ନ ପାଇଁ କୋହଲି ଏବଂ ମିରାବାଇଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଭାର ଉତ୍ତୋଳନକାରୀ ମିରାବାଇ ଚାନୁଙ୍କ ନାମ ଖେଳରତ୍ନ୍ନ ପାଇଁ ସୁପାରିସ କରାଯାଇଛି। ଏହା ସବୁଠାରୁ ବଡ କ୍ରୀଡା ପୁରସ୍କାର। ସୋମବାର ରାଜୀବ ଗାନ୍ଧୀ…
Read More...