ରାଫେଲ ପ୍ରସଙ୍ଗରେ ମତ ବଦଳାଇଲେ ପାୱାର

ନୂଆଦିଲ୍ଲୀ : ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ କିଣା ବୁଝାମଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଜଣାଇ ବିବାଦରେ ପଡିଥିବା ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ମତ ବଦଳାଇଛନ୍ତି। ସୋମବାର ପାୱାର…
Read More...

ଲୋକର ଇତିହାସ ନୁହେଁ; କାର୍ଯ୍ୟକଳାପକୁୁ ବିଚାର କରାଯାଏ: ଜଷ୍ଟିସ ମିଶ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ସୋମବାର ତାଙ୍କ ଅନ୍ତିମ କାର୍ଯ୍ୟଦିବସରେ ନିଜର ଉତ୍ତରାଧିକାରୀ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ସହିତ କୋର୍ଟ କରିଛନ୍ତି। ଅନ୍ତିମ କାର୍ଯ୍ୟ ଦିବସରେ…
Read More...

ସ୍କୁଲରେ ଔଷଧ ବିତରଣକୁ ବିରୋଧ

ବଡ଼ସାହି : ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନଙ୍କ ନିର୍ଦ୍ଦେଶ କ୍ରମେ ଜିଲାରେ ଥିବା ସମସ୍ତ ସ୍କୁଲର ପିଲାଙ୍କ ପାଇଁ ଶିକ୍ଷକମାନଙ୍କୁ ଦିଆଯାଉଥିବା ଔଷଧ ବିତରଣ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି। ଏ ସମ୍ପର୍କରେ ଜିଲା…
Read More...

ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ

ବଡ଼ସାହି : ସୋମବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ସଂଖ୍ୟକ ବରିଷ୍ଠ…
Read More...

କଟକରେ ପହଞ୍ଚିଲା ନିଶାମୁକ୍ତ ଓଡିଶା ପଦଯାତ୍ରା

ଭୁବନେଶ୍ୱର : ମା ଘର ମହିଳା ଫାଉଣ୍ଡେସନ ତରଫରୁ ନିଶାମୁକ୍ତ ଓଡିଶା ପଦଯାତ୍ରାର ମହିଳାମାନେ ହାତରେ ବ୍ୟାନର, ଫ୍ଲାକକାର୍ଡ ଧରି ଆସି ସୋମବାର କଟକ ଠାରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା ସେପ୍ଟେମ୍ବର ମାସ ୨୬ ତାରିଖରେ…
Read More...

ବରିଷ୍ଠ ନାଗରିକ ଦିବସ ପାଳିତ

ମୋହନା : ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ସ୍ଥାନୀୟ ତାଲୁକ ଆଇନ ସେବା କମିଟି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡବ୍ଲ୍ୟୁଡି ଦ୍ୱାରା ଆଇନ ସଚେତନତା ଶିବିର ସିସିଡବ୍ଲ୍ୟୁଡି କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ଦିବସ…
Read More...

ଯୁବକର ସନ୍ଦେହ ଜନକ ମୃତ୍ୟୁ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ଜଣେ ଯୁବକର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଜୟପାଟଣା ବ୍ଳକ ଅନ୍ତର୍ଗତ ସର୍ଗିଗୁଡ଼ା ଗାଁ ମଝି ଛକରେ ଥିବା ଏକ ବର…
Read More...

ମଧ୍ୟପ୍ରଦେଶ ସରକାରଙ୍କ ଉପରେ କମ୍ପ୍ୟୁଟର ବାବା ଖପ୍ପା, ଫେରାଇଲେ ରାଜ୍ୟମନ୍ତ୍ରୀ ପାହ୍ୟା

ଭୋପାଳ : ମଧ୍ୟପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ପାହ୍ୟା ପାଇଥିବା କମ୍ପ୍ୟୁଟର ବାବା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାରଙ୍କ ଦ୍ୱାରା ଉପେକ୍ଷିତ ହେବା ପରେ ସେ ରାଜ୍ୟମନ୍ତ୍ରୀ ପଦ ଫେରାଇ ଦେବା ପାଇଁ ନିଷ୍ପତ୍ତି…
Read More...

ଅନୁସୁଚିତ ଜନଜାତି ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

ମୋହନା : ଗଜପତି ଜିଲା ମୋହନା ବ୍ଳକରୁ ମୋଟ ୨୫୫ ଜଣ ଯାତ୍ରୀଙ୍କୁ ନେଇ ଓଡିଶା ଟୁରିଜିମର ୬ଟି ବସ ଭୁବନେଶ୍ୱରର ନନ୍ଦନକାନନ, ପ୍ଲାନେଟୋରିୟମ, ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ସଚିବାଳୟ, ଏକାମ୍ର ଉଦ୍ୟାନ ସମେତ କୋଣାର୍କ…
Read More...

ଦିଲ୍ଲୀରେ କୋଠା ଭୁଶୁଡ଼ି ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ କୋଠା ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଏହା ହେଉଛି ଦିଲ୍ଲୀର ଦ୍ୱିତୀୟ କୋଠା ଭୁଶୁଡ଼ିବା ଘଟଣା। କୋଠା…
Read More...

ଭେଷଜ ବିଜ୍ଞାନ ପାଇଁ ୨ ଜଣଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ : ଚଳିତ ବର୍ଷ ଭେଷଜ ବିଜ୍ଞାନ (ମେଡିସିନ)ରେ ନୋବେଲ ପୁରସ୍କାର ପାଇଁ ଆମେରିକାର ଜେମ୍ସ ପି ଏଲିସନ ଏବଂ ଜାପାନର ତାସୁକୁ ହୋଂଜୋଙ୍କୁ ମନୋନୀତ କରାଯାଇଛି। ସ୍ୱିଡେନ୍‍ସ୍ଥିତ ନୋବେଲ କମିଟିର ଘୋଷଣା ଅନୁଯାୟୀ…
Read More...

ଏୟାରଟେଲର ନୂଆ ଅଫର ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ : ଏୟାରଟେଲ ଆଉଗୋଟିଏ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏୟାରଟେଲର ଏହି ନୂଆ ପ୍ରିପେଡ ପ୍ଳାନର ମୂଲ୍ୟ ୧୮୧ ଟଙ୍କା। ଏହି ପ୍ଳାନରେ ପ୍ରତିଦିନ ୩ ଜିବିର ୨ଜି/୩ଜି/୪ଜି ଡାଟା ସହିତ ଅନଲିମିଟେଡ କଲିଂଗ ମଧ୍ୟ…
Read More...

ଟିଏମ୍‍ସି କର୍ମୀଙ୍କ ଗୁଣ୍ଡାଗିରି; ବିଜେପି ମହିଳା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

କଲକାତା : ପଶ୍ଚିମବଙ୍ଗରେ ଶାସକ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) କର୍ମୀଙ୍କ ଆଉ ଏକ ଗୁଣ୍ଡାଗିରି ଘଟଣା ପଦାକୁ ଆସିଛି। ସେମାନେ ବିଜେପିର ଜଣେ ମହିଳା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରୁଥିବାର ଦୁଇଟି…
Read More...

ରୋହିତଙ୍କ ଦିନିକିଆ ମାନ୍ୟତା ୨କୁ ବୃଦ୍ଧି

ଦୁବାଇ : ସଦ୍ୟସମାପ୍ତ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇ ରୋହିତ ଶର୍ମା ଭାରତକୁ ସପ୍ତମ ଥର ପାଇଁ ଚମ୍ପିଆନ କରାଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ ମୋଟ ୩୧୭ ରନ ସ୍କୋର କରିଥିଲେ। ଏହି…
Read More...

ପ୍ଲାଷ୍ଟିକ୍‍ ମୁକ୍ତ ବିଶ୍ୱକପ୍; ଉଦ୍‍ଘାଟନୀ ଉତ୍ସବ ଲାଗି ସ୍ୱତନ୍ତ୍ର ଟିକଟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ମାତ୍ର ୫୭ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ଖେଳାଯିବ। ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି ଓଡ଼ିଶା ସମେତ ଦେଶରେ ସୃଷ୍ଟି ହୋଇଛି ହକି ଫିଭର।…
Read More...

୩ରୁ ଯୁବ ଦୌଡ଼କୁଦ: ଭାଗନେବେ ୮୦୦ ପ୍ରତିଯୋଗୀ

ଭୁବନେଶ୍ୱର : ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଆଥ୍‍ଲେଟିକ୍‍ ଟ୍ରାକ୍‍ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବ। ଆଥ୍‍ଲେଟିକ ଫେଡେରେସନ ଅଫ…
Read More...

ବାରବାଟୀ, ଡ୍ରିମ୍‍ସ, ରେଭେନ୍‍ସାରେ ଖେଳାଯିବ ସମସ୍ତ ଘରୋଇ ମହିଳା କ୍ରିକେଟ ମ୍ୟାଚ୍‍

କଟକ : ଆସନ୍ତା ଅକ୍ଟୋବର ଓ ଡିସେମ୍ବରରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ ବିସିସିଆଇର ୨ଟି ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହି ୨ଟି ଟୁର୍ଣ୍ଣାମେଣ୍ଟ ହେଉଛି ୧୯ ବର୍ଷରୁ କମ୍‍ ମହିଳା…
Read More...

ପେଟ୍ରୋଲ-ଡିଜେଲ ପରେ ସିଏନ୍‍ଜି ଓ ଏଲ୍‍ପିଜି ଦର ବଢିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସର ପ୍ରଭାବ ଭାରତୀୟ ଗ୍ୟାସ ବଜାର ଉପରେ ପଡିଛି। ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଅାଁ ରହିଥିବାବେଳେ…
Read More...

ଆଇଏସ୍‍ଏଲ୍‍-୫: ଉଦ୍‍ଘାଟନୀ ମ୍ୟାଚ୍‍ରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କଲକାତା : ପେସାଦାର ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ସୁପର ଲିଗ୍‍ (ଆଇଏସ୍‍ଏଲ୍‍)ର ୫ମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ସଲ୍‍ଟ ଲେକ୍‍ ଷ୍ଟାଡିୟମ୍‍ରେ ଉଦ୍‍ଘାଟନୀ ମ୍ୟାଚ୍‍ରେ ଘରୋଇ ଦଳ ୨ ଥରର ଚମ୍ପିଆନ୍‍…
Read More...

ସଂଶୋଧିତ ଡିଏଲ୍‍ଏସ୍‍ ନିୟମ ଲାଗୁହେଲା

ଦୁବାଇ : ରବିବାରଠାରୁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍ରେ ସଂଶୋଧିତ ବର୍ଷା ନିୟମ ଡିଏଲ୍‍ଏସ୍‍ (ଡକ୍‍ୱର୍ଥ-ଲୁଇସ୍‍-ଷ୍ଟର୍ନ) ନିୟମ ଲାଗୁ କରାଯାଇଛି। ଏହାସହ ନୂତନ ଭାବେ ପ୍ରଣୀତ ଖେଳାଳିଙ୍କ ଆଚରଣବିଧି ନିୟମକୁ…
Read More...

ବିଶ୍ୱକପ୍‍ ତୀରନ୍ଦାଜୀ ଫାଇନାଲରେ ଦୀପିକାଙ୍କୁ ବ୍ରୋଞ୍ଜ୍‍

ସାମ୍‍ସୁନ୍‍ (ତୁର୍କୀ) : ଏଠାରେ ଚାଲିଥିବା ବିଶ୍ୱକପ୍‍ ତୀରନ୍ଦାଜୀ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି ଭାରତର ଦୀପିକା କୁମାରୀ। ରବିବାର ଅନୁଷ୍ଠିତ ବ୍ରୋଞ୍ଜ୍‍ ପଦକ ମୁକାବିଲାରେ ଦୀପିକା…
Read More...

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର; ସମ୍ମାନିତ ହେବେ ଋତୁପର୍ଣ୍ଣା ଓ ଝିଲି

ଭୁବନେଶ୍ୱର : ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ମିଡ୍‍ଫିଲ୍‍ଡର ଅଲିମ୍ପିଆନ୍‍ ଲିଲିମା ମିଞ୍ଜ ଇଣ୍ଡିଆନ ମେଟାଲ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ୨୬ତମ ଏକଲବ୍ୟ ପୁରସ୍କାର-୨୦୧୮…
Read More...

ଖଟିଆରେ ବୁହାହେଲେ ପ୍ରସୂତି, ବାଟରେ ଜନ୍ମନେଲା ଶିଶୁକନ୍ୟା

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଚାଉଳ ଘେରି ଗ୍ରାମର ଜଣେ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ର ନେଉଥିବା ବେଳେ ବାଟରେ ସେ ଏକ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡିଛି। ଖବରଅନୁସାରେ …
Read More...

ବିସ୍ଫୋରଣରେ ସ୍କୁଲ ଉଡାଇଦେଲେ ତାଲିବାନ

ପେଶାୱର : ପାକିସ୍ତାନର ଖାଇବର ପଖତୁଖୱା ପ୍ରଦେଶରେ ତାଲିବାନ ଆତଙ୍କବାଦୀମାନେ ରବିବାର ଏକ ପ୍ରାଥମିକ ସ୍କୁଲକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି। ସ୍କୁଲରେ ୮୦ରୁ ୯୦ ପିଲା ପାଠ ପଢନ୍ତି; ତେବେ ରବିବାର ଯୋଗୁଁ ସ୍କୁଲ ଛୁଟି…
Read More...

ଜାତିସଂଘରେ ଆରଏସ୍‍ଏସ୍‍ ଏବଂ ଏନସିଆର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ : ସୀମା ପାର ଆତଙ୍କବାଦକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନକୁ ସମାଲୋଚନା କରିବାର ଦିନକ ପରେ ଇସଲାମାବାଦ ଏହାର ଜବାବ ଦେଇଛି। ଜାତିସଂଘରେ ଅବସ୍ଥାପିତ…
Read More...

ଗୀତା ଆବୃତ୍ତି ପ୍ରତିଯୋଗୀତା ଉଦଘାଟିତ

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୀ ବାଲିଘାଇ ସ୍ଥିତ ହରିହରାନନ୍ଦ ଗୁରୁକୂଳମ ପକ୍ଷରୁ…
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର କରି କୋଳାଇ ନେଲେ ପୁତ୍ର ନଥିବା ପରିବାର

ନେମାଳ : ନେମାଳ ଥାନା ଅନ୍ତର୍ଗତ ତିଲକଣା ପଞ୍ଚାୟତର ରାଠପୁରରେ ନବଜାତ ଶିଶୁପୁତ୍ର ଉଦ୍ଧାର କରି କୋଳେଇ ନେଇଥିବା ଜଣାପଡିଛି। ଗହୀର ବିଲ ନିକଟ ଏକ ଜୁଣ ବୁଦାମୂଳରେ ପଡି ରହିଥିବା ନବଜାତ ଶିଶୁ ପୁତ୍ରକୁ ଉକ୍ତ ଗ୍ରମର ଜଣେ…
Read More...

ଓଡ଼ିଶା ଓକିଲଙ୍କ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲା ଭାରତୀୟ ବାର କାଉନସିଲ

ଭୁବନେଶ୍ୱର : ଓଡ଼ିଶା ଓକିଲଙ୍କ ଆନ୍ଦୋଳନର ସମାଧାନ ପାଇଁ ଭାରତୀୟ ବାର କାଉନସିଲ ପକ୍ଷରୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷପ ଲୋଡାଯାଇଛି। ଏନେଇ ଭାରତୀୟ ବାର କାଉନସିଲ ଅଧ୍ୟକ୍ଷ ମନନ ମିଶ୍ର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ…
Read More...

କୁଏତ୍‍ ପ୍ରତିନିଧିଙ୍କ ପର୍ସ ଚୋରି କରି ପାକିସ୍ତାନ ଅଧିକାରୀ ନିନ୍ଦିତ

ଇସଲାମାବାଦ : ବିଶ୍ୱ କୂଟନୈତିକସ୍ତରରେ ପାକିସ୍ତାନର ଭାବମୂର୍ତ୍ତି ନଷ୍ଟ ହୋଇଛି। କୁଏତର ଜଣେ ପ୍ରତିନିଧିଙ୍କ ମନିପର୍ସକୁ ପାକିସ୍ତାନର ଜଣେ ଅଧିକାରୀ ଚୋରି କରିବା ଓ ଏହା ଧରାପଡିବା ପରେ ପାକିସ୍ତାନ ସାଧାରଣରେ ନିନ୍ଦିତ…
Read More...

ବ୍ରିଟେନର ଅର୍ଥନୀତିକୁ ଖୁବଶୀଘ୍ର ଅତିକ୍ରମ କରିବ ଭାରତ: ମୋଦୀ

ଅହମଦାବାଦ : ଆଉ ବେଶୀ ଦିନ ନୁହେଁ। ଭାରତର ଅର୍ଥନୀତି ଖୁବଶୀଘ୍ର ବ୍ରିଟେନର ଅର୍ଥନୀତିକୁ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ଗୁଜରାଟ କଚ୍ଛ ଜିଲାରେ ପ୍ରଧାନମନ୍ତ୍ରୀ ମୁଣ୍ଡ୍ରା…
Read More...

୩୬,୦୦୦ ଫୁଟ ଉଚ୍ଚରେ ଜେଟ୍‍ ଏୟାରୱେଜ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି , କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ମଝି ଆକାଶରେ ଜେଟ୍‍ ଏୟାରୱେଜ୍‍ର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହା ଜରୁରୀ ଅବତରଣ କରିଛି। ବିମାନଟିରେ ୧୦୪ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ…
Read More...

କଂଗ୍ରେସ ପୋଷ୍ଟରରେ ରାହୁଲ ‘ପଣ୍ଡିତ’, ସୋନିଆ ଗାନ୍ଧି ‘ଭାରତୀୟ ହିନ୍ଦୁ’

ପାଟନା : ବିହାରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ଏହି କ୍ରମରେ ରାଜଧାନୀ ପାଟନାରେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା କେତେକ ନୂଆ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଆରମ ରହିଛି।…
Read More...

ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ : କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ, ବିଜେପି

ମୋହନା : ଶନିବାର ବିଜେଡି ମହିଳା ସମାବେଶର ମଞ୍ଚ ଉପରେ ବିଡିଓ ବଂଶିଧର ଖୋସଲା ମଞ୍ଚାସିନ ଥିବାକୁ ନେଇ ମୋହନା ବ୍ଳକରେ ଚର୍ଚ୍ଚା ଜୋର ଧରିଛି। ଗଜପତି ଜିଲା ମୋହନାରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ମହିଳା ସମାବେଶ…
Read More...

ନକଲି ସିମେଣ୍ଟ କାରଖାନା ଠାବ

ଯାଜପୁର : ଯାଜପୁର ଜିଲା ବିଝାଂରପୁର ଥାନା ଅନ୍ତର୍ଗତ ପୋଖରୀଛକ ନିକଟରୁ ଗୋଟିଏ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । ଠାବ କରି ପୁଲିସ ୩ ଜଣଙ୍କ ସହିତ ୭୪୬ବସ୍ତା ନକଲି ସିମେଣ୍ଟ ଜବତ କରିଛି । ଦୀର୍ଘ ଦିନ ଧରି…
Read More...

ମଧ୍ୟପ୍ରଦେଶରେ ଗଠନ ହେବ ଗୋ-ମନ୍ତ୍ରାଳୟ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥର ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି। ଏହି କ୍ରମରେ ଶାସନକୁ ଆସିଲେ ରାଜ୍ୟ ବ୍ୟାପୀ ଗୋଶାଳା ନିର୍ମାଣ କରିବ ବୋଲି କଂଗ୍ରେସ ଘୋଷଣା କରିଥିବାବେଳେ ଶାସକ…
Read More...

କୁଜଙ୍ଗରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ

ପାରାଦୀପ : କୁଜଙ୍ଗ ବ୍ଲକ୍ ପଡିଆ ଠାରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦଳରୁ ବହିସ୍କୃତ ହେବାପରେ ବିଜେଡି ଦଳର ଏହା…
Read More...

ରାଜସ୍ଥାନରେ ନୂଆ ଦଳ ଗଢିବେ ହନୁମାନ ବେନିୱାଲ, ତୃତୀୟ ସାମୁଖ୍ୟ ଗଠନ ପାଇଁ ପ୍ରୟାସ

ଜୟପୁର : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଜାତୀୟ ଓ ଅଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏବେଠାରୁ ରାଜସ୍ଥାନରେ ରାଜନୈତିକ ମାହୋଲ ସୃଷ୍ଟି ହେଲାଣି।…
Read More...

ଗାନ୍ଧୀ ଜୟନ୍ତୀରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ପ୍ରସ୍ତୁତି ବୈଠକ

ମୋହନା : ସ୍ଥାନୀୟ ମା ତାରିଣୀ ମନ୍ଦିର ପରିସରରେ ଶିକ୍ଷକ, ଅଧ୍ୟାପକ ଓ ମିଳିତ ମଞ୍ଚ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଟିକା ଅନସନ ଓ ଶାନ୍ତିପୁର୍ଣ୍ଣ ଧାରଣା…
Read More...

ମୋହନା ହିଲଟପ କଲେଜରେ ସର୍ଜିକାଲ ଷ୍ଟ୍ରାଇକ୍ ଦିବସ ପାଳିତ

ମୋହନା : ସ୍ଥାନୀୟ ହିଲଟପ ଡିଗ୍ରୀ କଲେଜ ପରିସରରେ ଏନ୍ଏସ୍ଏସ୍ ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ୍ନାଥ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଭାରତ କିଭଳି…
Read More...

ଭାରତ ସୀମାକୁ ପଶି ଆସିଲା ପାକିସ୍ତାନୀ ହେଲିକପ୍ଟର

ଜାମ୍ମୁ : ପାକିସ୍ତାନର ଏକ ହେଲିକପ୍ଟର ଭାରତର ଆକାଶ ସୀମାକୁ ଉଲ୍ଲଙ୍ଘନ କରି ରବିବାର ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରକୁ ପଶି ଆସିଥିଲା। ସେଠାରେ ପ୍ରାୟ ୫ ମିନିଟ ଉଡ଼ାଣ ପରେ ହେଲିକପ୍ଟରଟି ଫେରି ଯାଇଥିଲା। ଦିନ ପ୍ରାୟ…
Read More...

ଆଇଡିଆର ନୂଆ ଅଫର, ୧୪୯ ଟଙ୍କାରେ ମିଳିବ ୩୩ ଜିବି ଡାଟା

ନୂଆଦିଲ୍ଲୀ : ଆଇଡିଆ କମ୍ପାନୀ ତରଫରୁ ଗୋଟିଏ ଶସ୍ତା ପ୍ରିପେଡ ପ୍ଲାନ ଲଞ୍ଚ କରାଯାଇଛି। ଆଇଡିଆର ଏହି ପ୍ଲାନର ମୂଲ୍ୟ ୧୪୯ ଟଙ୍କା। ଯେଉଁଥିରେ ୩୩ ଜିବି ୪ଜି ଡାଟା ପାଇପାରିବେ। ଏହି ପ୍ଲାନରେ ପ୍ରତିଦିନ ୧୦୦ ମେସେଜ ଏବଂ…
Read More...

ମିଳିିତ ଜାତିସଂଘରେ ଭାରତର ଜବାବ; ଆତଙ୍କବାଦୀ ରାକ୍ଷସ ସୃଷ୍ଟି କରୁଛି ପାକିସ୍ତାନ

ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୭୩ତମ ଅଧିବେଶନରେ ପାକିସ୍ତାନ ପକ୍ଷରୁ ସମାଲୋଚନା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ଇନମ ଗମ୍ଭୀର ‘ରାଇଟ ଟୁ…
Read More...

ବିଜେପି ରାଲିରେ ଜାତୀୟ ପତାକା ଓଲଟା ପ୍ରଦର୍ଶନ ନେଇ ମାମଲା

ଜାମ୍ମୁ : ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ବିଜେପି ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାରେ ଜାତୀୟ ପତାକାକୁ ଓଲାଟା ପ୍ରଦର୍ଶନ କରାଯିବା ନେଇ ପୁଲିସ ମାମଲା ରୁଜୁ କରିଛି। ଶନିବାର ପୁଲିସ କହିଛି ଯେ କେତେକ ଅଜଣା…
Read More...

ରେକର୍ଡସ୍ତରରେ ହାଲ୍‍ର କାରବାର

ବେଙ୍ଗାଲୁରୁ : ରାଫେଲ ଯୁଦ୍ଧ ବିମାନ ନିର୍ମାଣ ନେଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ୍‍)ର ଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଥିବାବେଳେ ଏହି ଉଦ୍ୟୋଗର କାରବାର ନୂଆ ରେକର୍ଡ ସୃଷ୍ଟି କରିଛି।…
Read More...

ଜାତିସଂଘରେ ସୁଷମାଙ୍କ ଉଦ୍‍ବୋଧନ; ଆତଙ୍କବାଦୀଙ୍କୁ ମହାନ ଦର୍ଶାଉଥିବା ଦେଶ ସହ ଆଲୋଚନା ଅସମ୍ଭବ

ଜାତିସଂଘ : ଆତଙ୍କବାଦୀଙ୍କ ରକ୍ତପାତ ଓ ହତ୍ୟାକାରୀଙ୍କୁ ପ୍ରଶଂସା କରାଯିବା ପରିବେଶ ମଧ୍ୟରେ ପାକିସ୍ତାନ ସହିତ ବନ୍ଧୁତାର କଥାବାର୍ତ୍ତା ଆରମ୍ଭ କରାଯିବା ଅସମ୍ଭବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ…
Read More...

ରୁଷ୍‍କୁ ଭାରତ ଦେବ ମିଗ୍‍-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଦ୍ୱିପାକ୍ଷିକ କଥାବାର୍ତ୍ତା ଅବସରରେ ରୁଷ୍‍କୁ ଭାରତ ୩ଟି ମିଗ୍‍-୨୧ ଯୁଦ୍ଧବିମାନ ଉପହାର ଦେବ। ଦ୍ୱିପାକ୍ଷିକ କଥାବାର୍ତ୍ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର…
Read More...

ନଦୀ ବନ୍ଧ ନିର୍ମାଣ ପାଇଁ ଦାନ ସଂଗ୍ରହ କରିବେ ଇମ୍ରାନ

ଇସଲାମାବାଦ : ଦେଶରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରବାସୀ ପାକିସ୍ତାନୀଙ୍କଠାରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପ୍ରତ୍ୟେକ ପ୍ରବାସୀ ପାକିସ୍ତାନୀ…
Read More...

କାନାଡ଼ାର ସମ୍ମାନସୂଚକ ନାଗରିକତ୍ୱ ହରାଇଲେ ସୁ କି

ଓଟାୱା : ମ୍ୟାଁମାର ରାଷ୍ଟ୍ର ମୁଖ୍ୟ ଅଙ୍ଗ୍‍ ସାନ୍‍ ସୁ କି’ଙ୍କୁ ପ୍ରଦତ୍ତ ସମ୍ମାନସୂଚକ ନାଗରିକତ୍ୱ ପ୍ରତ୍ୟାହାର କରିନେଇଛି କାନାଡ଼ା। ଦେଶର ପାର୍ଲାମେଣ୍ଟରେ ଶୁକ୍ରବାର ଏ ସଂକ୍ରାନ୍ତ ପ୍ରସ୍ତାବ ସର୍ବସମ୍ମତ ଭାବେ…
Read More...

ନବବିବାହିତାଙ୍କୁ ଗୁଣିଆ ସହାୟତାରେ ଦେଢ଼ଶୁର ଓ ନଣନ୍ଦେଇଙ୍କ ବଳାତ୍କାର

କୁରୁକ୍ଷେତ୍ର : ହରିୟାଣା ପୁଣି ଥରେ ବଳାତ୍କାରକୁ ନେଇ ନିନ୍ଦିତ ହୋଇଛି। ସପ୍ତାହକ ପୂର୍ବେ ଜଣେ ମେଧାବୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ଏଥର ଜଣେ ନବବିବାହିତାଙ୍କୁ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଓ ତାନ୍ତ୍ରିକ…
Read More...

ଭାରତ ଆସିବେ ଉଜ୍‍ବେକିସ୍ତାନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଉଜ୍‍ବେକିସ୍ତାନ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ରବିବାର ଭାରତ ଗସ୍ତରେ ଆସି ଆସିବେ। ଦୁଇ ଦିନିଆ ସରକାରୀ ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ଆମେରିକାରେ ଗିରଫ ଭାରତୀୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ଗୁଣ ବଢିଛି

ୱାଶିଂଟନ : ଆମେରିକାରେ ଗିରଫ ଭାରତୀୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଚଳିତବର୍ଷ ତିନି ଗୁଣା ବୃଦ୍ଧି ପାଇଛି। ଆମେରିକା ପରମ୍ପରା ଏବଂ ସୀମା ସୁରକ୍ଷା (ସିବିପି) ପକ୍ଷରୁ ଶୁକ୍ରବାର ଏ ସମ୍ବନ୍ଧରେ ଜାରି କରାଯାଇଥିବା ଏକ…
Read More...

ସୀମାରେ ପାକ୍‍ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ: ସୀତାରମଣ

ଚେନ୍ନାଇ : ସୀମାପାର ଆତଙ୍କବାଦର ଦୃଢ ଜବାବ୍‍ ଦେବା ନିମନ୍ତେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦୃଢୋକ୍ତି ପ୍ରକାଶ କରିଛନ୍ତି।…
Read More...

ନିର୍ବାଚନ ପାଇଁ ଭାରତ ଆଲୋଚନାରୁ ପଛଘୁଞ୍ଚା ଦେଉଛି: ପାକିସ୍ତାନ

ନ୍ୟୁୟର୍କ : ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଭାରତର ଧୈର୍ଯ୍ୟ ପରୀକ୍ଷା କରିବାର କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧାରୁ ନ୍ୟୁୟର୍କଠାରେ ଅନୁଷ୍ଠିତ…
Read More...

ସୁପ୍ରିମକୋର୍ଟଙ୍କ ଅଭୂତପୂର୍ବ କାର୍ଯ୍ୟ; ୫ ଦିନରେ ୨୦ ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଚଳିତ ସପ୍ତାହରେ ମାତ୍ର ୫ ଦିନରେ ୨୦ଟି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳର…
Read More...

ଭାରତ ପାଇଁ ତେଲ ଆମଦାନୀର ବିକଳ୍ପ ଖୋଜୁଛି ଆମେରିକା

ନ୍ୟୁୟର୍କ : ଇରାନ ଉପରେ କଟକଣା ଜାରି ପାଇଁ ଆମେରିକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୪ରୁ ଇରାନ ଉପରେ କଟକଣା ଲାଗୁ ହେବ ବୋଲି ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଇରାନ ସହ…
Read More...

୧୯୦% ଲାଭରେ ଆଇଫୋନ୍‍ ବିକୁଛି ଆପଲ

ନୂଆଦିଲ୍ଲୀ : ଆଇଫୋନ୍‍ ପ୍ରସ୍ତୁତକାରୀ କମ୍ପାନୀ ଆପଲ ନିଜର ସମସ୍ତ ମଡେଲକୁ ମୋଟ ଖର୍ଚ୍ଚଠାରୁ ୧୯୦% ଅଧିକ ଅର୍ଥାତ ଦ୍ୱିଗୁଣ ଲାଭରେ ବିକ୍ରି କରୁଛି। ଫଳରେ ବିଶ୍ୱର ବିଭିନ୍ନ ଦେଶରେ ଆପଲ ଆଇଫୋନ୍‍ର ମୂଲ୍ୟ ବହୁ ଅଧିକ…
Read More...

ଭାରତ ପଥରେ ଚୀନ କଣ୍ଟା, ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ପୁଣି ବାଧକ ସାଜିଲା

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‍) ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରୟାସରେ ପୁଣି ଥରେ କଣ୍ଟା ସାଜିଛି ଚୀନ। ଭାରତର ଅନୁରୋଧ କ୍ରମେ…
Read More...

ପାକିସ୍ତାନ ଟେଷ୍ଟ ଦଳରୁ ଆମିର ବାଦ

ଇସଲାମାବାଦ : ଆସନ୍ତା ଅକ୍ଟୋବରରେ ୟୁଏଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ପାଇଁ ଶୁକ୍ରବାର ପାକିସ୍ତାନର ୧୭ ଜଣିଆ ଦଳ ଘୋଷଣା କରାଯାଇଛି। ତେବେ ଫର୍ମରେ ନ ଥିବାରୁ ଫାଷ୍ଟ ବୋଲର…
Read More...

ଶ୍ରୀଶଙ୍କରଙ୍କ ଜାତୀୟ ରେକର୍ଡ; ଫାଇନାଲରେ ଅମିୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଗୋଟିଏ ନୂତନ ଜାତୀୟ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଅମିୟ ମଲ୍ଲିକ ଫାଇନାଲକୁ…
Read More...

ଟ୍ରଫି ସହ ସେଲ୍‍ଫି ନିଅ; ମ୍ୟାଚ୍‍ ଦେଖିବାର ଟିକଟ ଜିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ୫୯ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରିବା ନେଇ ରାଜ୍ୟ ସରକାର ଗୋଟିଏ…
Read More...

ବିବିଏମପି ମେୟର ନିର୍ବାଚନରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ବିଜୟୀ

ବେଙ୍ଗାଲୁରୁ : ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି)ର ମେୟର ଓ ଡେପୁଟି ମେୟର ପଦ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଗଙ୍ଗାମ୍ବିକେ…
Read More...

ମହିଳା ଟି୨୦ ବିଶ୍ୱକପ: ହରମନପ୍ରୀତ ଭାରତର ଅଧିନାୟିକା

ମୁମ୍ବଇ : ଆସନ୍ତା ନଭେମ୍ବର ୯ରୁ ୧୪ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ଆଇସିସି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ବିସିସିଆଇ ପକ୍ଷରୁ ଶୁକ୍ରବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା…
Read More...

ଅଧାରୁ ସାର୍କ ବୈଠକ ଛାଡିଲେ ସୁଷମା, ପାକିସ୍ତାନ କ୍ଷୁବ୍ଧ

ନ୍ୟୁୟର୍କ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧାରୁ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗିତା ସଂଘ (ସାର୍କ)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଛାଡି ଚାଲିଆସିବା ଘଟଣା ପାକିସ୍ତାନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଆତଙ୍କବାଦକୁ…
Read More...

୨୦୧୪ ନିର୍ବାଚନୀ ଶୋଭାଯାତ୍ରା ମାମଲା: ଅଦାଲତରେ କେଜରିୱାଲ ଦୋଷମୁକ୍ତ

ମୁମ୍ବଇ : ପୁଲିସ ଅନୁମତି ବିନା ନିର୍ବାଚନ ଶୋଭାଯାତ୍ରା ଆୟୋଜନ କରିବା ନେଇ ଏକ ମାମଲାରେ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଓ ଅନ୍ୟ ୭ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ…
Read More...

ସର୍ଜିକାଲ ଷ୍ଟ୍ରାଇକର ୨ବର୍ଷ ପୂର୍ତ୍ତି, ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କଲେ ପରାକ୍ରମ ପର୍ବ ପ୍ରଦର୍ଶନୀ

ଯୋଧପୁର : ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂରଣ ଅବସରରେ ଆୟୋଜନ ହୋଇଛି ପରାକ୍ରମ ପର୍ବ। ରାଜସ୍ଥାନ ଯୋଧପୁରସ୍ଥିତ ସେନା ପଡିଆରେ ଆୟୋଜିତ ପରାକ୍ରମ ପର୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଛନ୍ତି।…
Read More...

ରାଫେଲ ପ୍ରସଙ୍ଗରେ ପୱାରଙ୍କୁ ବିରୋଧ, ଏନ୍‍ସିପି ଓ ସାଂସଦ ପଦ ଛାଡ଼ିଲେ ତାରିକ ଅନୱାର

ନୂଆଦିଲ୍ଲୀ : ‘ରାଫେଲ ରାଜନୀତି’ରେ ବିଜେପି ଓ କଂଗ୍ରେସ ବଳ କସାକସିରେ ନ୍ୟାନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‍ସିପି) ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଗୁରୁବାର ଏନ୍‍ସିପି ମୁଖ୍ୟ ଶରଦ ପୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

‘କଳାହାଣ୍ଡି ଡାଇଲଗ୍’ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦଘାଟିତ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଶୁକ୍ରବାର 'କଳାହାଣ୍ଡି ଡାଇଲଗ୍' ନାମକ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି। ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରକୁ ଭିଡିଓ କନଫରେନ୍ସ ମାଧ୍ୟମରେ…
Read More...

ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇଙ୍କ ଅଧ୍ୟକ୍ଷତାରେ ପଥୁରୀ ପଞ୍ଚlୟତର ବାଲିଆଡ଼ହର ଗ୍ରାମରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାମଚନ୍ଦ୍ର ମୁର୍ମୁ ସଭlପତିତ୍ଵ…
Read More...

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ରିଲାଏନ୍ସ ଜିଓ

କଟକ : ସ୍ୱଚ୍ଛତାରେ ଜନସାଧାରଣଙ୍କୁ ଯୋଡିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ରିଲାଏନ୍ସ ଜିଓ କର୍ମଚାରୀମାନେ ସାମିଲ ହୋଇଛନ୍ତି। ଜିଓ କର୍ମଚରେୀମାନେ ଶୁକ୍ରବାର ଅପରାହ୍ନରେ କଟକର ବିଡାନାସୀ…
Read More...

ମୋହନାରେ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର

ମୋହନା : ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ପରିସରରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି…
Read More...

ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ପ୍ରଭାକର ପାଢୀ ଲାଞ୍ଚ ନେଉଥିବାବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ରାଜସ୍ୱ…
Read More...

ନିଜକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟାତ୍ମିକ ଗୁରୁ କହୁଥିବା ପୁଲକିତ ମହାରାଜା ଗିରଫ

ନୂଆଦିଲ୍ଲୀ : ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧ୍ୟାତ୍ମିକ ଗୁରୁ କହୁଥିବା ଆତ୍ମଘୋଷିତ ଅଧ୍ୟାତ୍ମିକ ଗୁରୁ କଥକ ସମ୍ରାଟ ପୁଲକିତ ମହାରାଜା ଓରଫ ପୁଲକିତ ମିଶ୍ରଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ୍‍…
Read More...

ପଞ୍ଚାୟତରାଜ ମନ୍ତ୍ରୀଙ୍କ ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ

ପିପିଲି :ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନାର ଶିକାର ହୋଇଥିବା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ମହିଳା କଂଗ୍ରେସ…
Read More...

ସାଉଦି ଆରବ ଓ ୟୁଏଇକୁ ଇରାନର ଚେତାବନୀ, ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରନି

ତେହରାନ : ଇରାନ ସେନା ପରେଡରେ ଆଙ୍କବାଦୀ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ପରେ ଇରାନ ରିଭେଲ୍ୟୁଶନାରୀ ଗାର୍ଡ଼ ପକ୍ଷରୁ ସାଉଦି ଆରବ ଏବଂ ସଂଯୁକ୍ତ ଆରମ ଇମିରେଟ୍ସ (ୟୁଏଇ)କୁ ଚେତାବନୀ ଦିଆଯାଇଛି। ଇରାନର ଆଭ୍ୟନ୍ତରୀଣ…
Read More...

ଇଣ୍ଡୋନେସିଆରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଜାକାର୍ତ୍ତା : ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପରେ ଶୁକ୍ରବାର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପରେ କାହାର ମୃତାହତ ହେବାର ଖବର ମିଳି…
Read More...

ଶିକ୍ଷା ଉପରେ ଖର୍ଚ୍ଚରେ ବିଶ୍ୱର ୧୩୬ ନଂ ସ୍ଥାନରେ ଭାରତ, ହୋମୱାର୍କରେ ୧ନଂ

ନୂଆଦିଲ୍ଲୀ : ଶିକ୍ଷା ଉପରେ ଖର୍ଚ୍ଚ ମାମଲାରେ ଭାରତ ସ୍ଥିତି ସନ୍ତୋଷଜନକ ନୁହେଁ। ଏହି କ୍ଷେତ୍ରରେ ଖର୍ଚ୍ଚ ମାମଲାରେ ଭାରତ ବିଶ୍ୱର ୧୩୬ ନମ୍ବର ସ୍ଥାନରେ ରହିଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ ଏବଂ ଉତ୍କୃଷ୍ଟ ମାନର…
Read More...

ଭୋଟରଙ୍କୁ ୫ ଲକ୍ଷ ଟଙ୍କା ଯାଚି ବିବାଦରେ ତେଲଙ୍ଗାନା ବିଧାୟକ

ହାଇଦରାବାଦ : ନିର୍ବାଚନ ନିୟମ ଉଲ୍ଲଙ୍ଘନ କରି ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‍) ଶାସକ ଦଳର ୟେଲାରେଡ୍ଡୀ ବିଧାୟକ ରବୀନ୍ଦ୍ର ରେଡ୍ଡୀ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତାଇବା ପାଇଁ ଭୋଟରଙ୍କୁ ୫ ଲକ୍ଷ…
Read More...

କେରଳରେ ୧୯୨୪ରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା, ଗାନ୍ଧିଜୀ ପଠାଇଥିଲେ ୬୦୦୦ ଟଙ୍କା

ତିରୁଅନନ୍ତପୁରମ : କେରଳ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ପାଣି ଛାଡ଼ିବା ପରେ ଲୋକେ ନିଜ ଘରକୁ ଫେରୁଛନ୍ତି। ବନ୍ୟାରେ ଛାରଖାର ହୋଇଯାଇଥିବା ଘରକୁ ସଜାଡ଼ି ପୁଣି ଥରେ ଜୀବନ ଯାତ୍ରା ସ୍ୱଭାବିକ…
Read More...

ଜାଣନ୍ତୁ ଦେଶର କେଉଁ କେଉଁ ରାସ୍ତାରେ ଏବେ ମଧ୍ୟ ବୁଲୁଛନ୍ତି ପ୍ରେତାତ୍ମା….

ଆପଣ ଯାଣନ୍ତି କି ଭାରତରେ କିଛି ଏପରି ସ୍ଥାନ ଅଛି ଯେଉଁଠାରେ ଆଜି ମଧ୍ୟ ପ୍ରେତାତ୍ମା ଭ୍ରମଣ କରୁଥିବାର ଦେଖାଯାଏ। ଆମେ ଆପଣଙ୍କୁ ଏମିତି କିଛି ରାସ୍ତାର ବା ରାଜପଥର ନାମ କହିବୁ ଯେଉଁଠାରେ ନକରାତ୍ମକ ଶକ୍ତିଙ୍କର ଛାୟା…
Read More...

ପରକୀୟା ପ୍ରୀତି ପାଇଁ ଏଠାରେ ମିଳେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବ୍ୟଭିଚାର ବା ପରକୀୟା ପ୍ରୀତି ଦୁନିଆର ଅନେକ ଦେଶରେ ଗୁରୁତର ଅପରାଧ ପରିସରରେ ଆସୁଛି। ଏହି ଦେଶମାନଙ୍କରେ ବିବାହ ପରେ ପରକୀୟା ପ୍ରୀତି ପାଇଁ ଜୋରିମାନା, ଜେଲରୁ ନେଇ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ପ୍ରାବଧାନ…
Read More...

ଇଣ୍ଡିଜ କ୍ରିକେଟ ଦଳ ଭାରତରେ ପହଞ୍ଚିଲା

ଭଦୋଦରା : ଜାସନ ହୋଲଡରଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଗୁରୁବାର ଭାରତରେ ପହଞ୍ଚିଛି। ବିମାନବନ୍ଦର ଓ ହୋଟେଲରେ ଇଣ୍ଡିଜ କ୍ରିକେଟରଙ୍କୁ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା। ୱେଷ୍ଟଇଣ୍ଡିଜ କ୍ରିକେଟ…
Read More...

ଶତ ପ୍ରତିଶତ ପ୍ରଦର୍ଶନ ପାଇଁ ସର୍ବଦା ଚେଷ୍ଟା କରିଥାଏ: ମନଦୀପ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମର ସିନ୍ଥେଟିକ୍‍ ହକି ଟର୍ଫରେ ଚାଲିଛି ଭାରତୀୟ ସିନିୟର ହକି ଦଳର ପ୍ରଶିକ୍ଷଣ ଶିବିର। ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଖେଳାଯିବାକୁ ଥିବା ପଞ୍ଚମ ଏସିଆନ ଚମ୍ପିଆନ୍ସ…
Read More...

କୋରିଆ ଓପନ୍‍ କ୍ୱାର୍ଟରରେ ସାଇନା

ସିଓଲ୍‍ : ଏଠାରେ ଖେଳାଯାଉଥିବା କୋରିଆ ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ସାଇନା ନେହୱାଲ୍‍। ୨୮ ବର୍ଷୀୟା ସାଇନା…
Read More...

ରାଫେଲ ବୁଝାମଣା ଆଇନସିଦ୍ଧ: ସୀତାରମଣ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଫ୍ରାନ୍ସ ସରକାରଙ୍କ ସହିତ ହୋଇଥିବା ବୁଝାମଣା ଆଇନସିଦ୍ଧ। ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର…
Read More...

ରାଫେଲ ବୁଝାମଣା ସମ୍ପର୍କରେ ମୋଦୀ ନିରବତା ଭାଙ୍ଗନ୍ତୁ: ଶତ୍ରୁଘ୍ନ

ନୂଆଦିଲ୍ଲୀ : ରାଫେଲ ବୁଝାମଣା ସମ୍ପର୍କରେ ନିରବତା ଭାଙ୍ଗିବା ଲାଗି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ରାଜନୈତିକ…
Read More...

ରାଫେଲ ବୁଝାମଣାକୁ ନେଇ ମୋଦୀଙ୍କୁ ସନ୍ଦେହ କରିବା ଉଚିତ ନୁହେଁ: ପୱାର

ନୂଆଦିଲ୍ଲୀ : ରାଫେଲ ବୁଝାମଣାକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏନସିପି ମୁଖ୍ୟ ଶରଦ ପୱାର ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ନେଇଛନ୍ତି। ଗୁରୁବାର ପୱାର କହିଛନ୍ତି ଯେ…
Read More...

ରାଫେଲ ବୁଝାମଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଯଶୱନ୍ତ ସିହ୍ନାଙ୍କ ୬ଟି ପ୍ରଶ୍ନ

ନୂଆଦିଲ୍ଲୀ : ରାଫେଲ ବୁଝାମଣା ସମ୍ପର୍କରେ ବିଜେପିର ପୂର୍ବତନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ୬ଟି ପ୍ରଶ୍ନ ପଚାରିଛନ୍ତି। ପ୍ରଶ୍ନଗୁଡିକ ହେଲା:…
Read More...

ବ୍ୟାପମ ଦୁର୍ନୀତି: କଂଗ୍ରେସ ନେତା କମଳନାଥ, ଦିଗବିଜୟ ଏବଂ ଜ୍ୟୋତିରାଦିତ୍ୟଙ୍କ ନାମରେ ମାମଲା ରୁଜୁ

ଭୋପାଳ : ବ୍ୟାପମ ଦୁର୍ନୀତି ମାମଲାରେ ଭୋପାଳ ଜିଲା ଅଦାଲତଙ୍କ ନିର୍ଦେଶ କ୍ରମେ ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି କମଳନାଥଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ…
Read More...

ଭାରତୀୟ ବଜାରକୁ ଆସିଲା ରିୟଲମି ୨ ପ୍ରୋ ଏବଂ ରିୟଲମି ସି-୧

ନୂଆଦିଲ୍ଲୀ : ଓପୋର ସବ-ବ୍ରାଣ୍ଡ ରିୟଲମି ଭାରତରେ ଗୁରୁବାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ରିୟଲମି ୨ପ୍ରୋ ‘ଏବଂ ‘ରିୟଲମି ସି-୧’। ରିୟଲମି ୨ପ୍ରୋ ଫୋନ ଅକ୍ଟୋବର ମାସ ୧୧ତାରିଖରୁ ଫ୍ଲିପକାର୍ଟରେ…
Read More...

ତେଲଙ୍ଗାନାରେ ଆଦର୍ଶ ଆଚରଣ ବିଧି ଲାଗୁ

ନୂଆଦିଲ୍ଲୀ : ବିଧାନସଭା ଭଙ୍ଗ ହେବା ମାତ୍ରେ ଆଦର୍ଶ ଆଚରଣ ବିଧି ଲାଗୁହେବ ଓ ଏହା ନୂଆ ବିଧାନସଭା ଗଠନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତର ନିର୍ବାଚନ ଆୟୋଗ। ତେଲଙ୍ଗାନା ବିଧାନସଭା ଆଗୁଆ ଭଙ୍ଗ…
Read More...

ଷ୍ଟେରଲାଇଟ୍‍ କାରଖାନା ବିରୋଧୀ ବିକ୍ଷୋଭରେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ନିଯୁକ୍ତି

ଚେନ୍ନଇ : ତାମିଲନାଡ଼ୁର ଟୁଟିକୋରିନ୍‍ସ୍ଥିତ ଷ୍ଟେରଲାଇଟ୍‍ ତମ୍ବା କାରଖାନା ବିରୋଧୀ ଶୋଭାଯାତ୍ରାରେ ପୁଲିସ ଗୁଳିରେ ମୃତାହତ ୧୯ଜଣ ବିକ୍ଷୋଭକାରୀଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ…
Read More...

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚୋର କହିଲେ କଂଗ୍ରେସ ଆଇଟି ସେଲ୍‍ ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ ବୋଲି ଟ୍ୱିଟରରେ ଆକ୍ଷେପ କରି ରାଜଦ୍ରୋହ ମାମଲାରେ ଫସିଥିବା କଂଗ୍ରେସ ସୂଚନା ଓ ପ୍ରଯୁକ୍ତି ପ୍ରକୋଷ୍ଠ (ଆଇଟି ସେଲ୍‍) ମୁଖ୍ୟ ଦିବ୍ୟା…
Read More...

ଓଆଇସି ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ଇସଲାମିକ ସହଯୋଗ ସଂଗଠନ (ଓଆଇସି) ବୈଠକରେ ପାକିସ୍ତାନ ଦ୍ୱାରା କାଶ୍ମୀର ପ୍ରସଙ୍ଗ ଉଠାଯିବା ପରେ ଭାରତ ପ୍ରତିବାଦ ଜଣାଇଛି। କୌଣସି ବହୁରାଷ୍ଟ୍ରୀୟ ସଂଗଠନରେ ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ଚର୍ଚ୍ଚା…
Read More...

ବିଶ୍ୱର ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ୪୯ଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ : ଟାଇମ୍ସ ହାୟର ଏଜୁକେଶନସ୍‍ (ଟିଏଚ୍‍ଇ) ବିଶ୍ୱର ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ତାଲିକା-୨୦୧୯ର ହଜାରେ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ୪୯ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ତେବେ ଶୀର୍ଷ ୨୫୦ ମଧ୍ୟରେ…
Read More...

କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦଘାଟିତ

କୋକସରା : କଳାହାଣ୍ଡି ଜିଲା ଧର୍ରେମଗଡଠାରେ ଗୁରୁବାର ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଅବଶରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ…
Read More...

୫ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ସ୍କୁଲ ପ୍ରତିଷ୍ଠାତା ଗିରଫ

କୋହଲାପୁର : ମହାରାଷ୍ଟ୍ର ସାଙ୍ଗଲି ଜିଲାସ୍ଥିତ ଏକ ସ୍କୁଲର ଅନ୍ୟୁନ ପାଞ୍ଚ ଜଣ ଛାତ୍ରୀଙ୍କୁ ଗତ ୬ ମାସ ଧରି ବାରମ୍ବାର ବଳାତ୍କାର ଓ ୩ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ୍‍ ସେହି ସ୍କୁଲର…
Read More...

ଅମିରଙ୍କ ସ୍ବପ୍ନ ପୂରଣ

ମୁମ୍ବଇ: ଶ୍ରୀମାନ୍ ପରଫେକ୍ସନିଷ୍ଟ ନିଜ ଆଗାମୀ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଆଦିତ୍ୟ ଚୋପ୍ରା ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେଲେ ବିଗ୍ ବି ଅମିତାଭ…
Read More...

ଆଲିୟା-ବରୁଣ ସମ୍ପର୍କରେ ଫାଟ

ମୁମ୍ବଇ : ୨୦୧୨ରେ କରନ୍ ଜୋହର୍‌ ନିର୍ଦେଶନାରେ ୩ଜଣ ନବାଗତ ଆଲିୟା ଭଟ୍ଟ, ବରୁଣ ଧୱନ୍, ସିଦ୍ଧାର୍ଥ ମଲହୋତ୍ରା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଚଳଚ୍ଚିତ୍ରରେ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ତିନିହେଁ ଆଜି ସଫଳତାର ସୋପାନ…
Read More...

ପୂର୍ବ ଓ ଦକ୍ଷିଣରେ ବିଜେପିର ଗତିରୋଧ ପାଇଁ ନବୀନ-କମଲ ହାସନଙ୍କ ସାକ୍ଷାତ

ଭୁବନେଶ୍ୱର : ସୁପ୍ରସିଦ୍ଧ ଅଭିନେତା ତଥା ତାମିଲନାଡୁ ରାଜନୀତିରେ ସାମିଲ ହୋଇଥିବା (ଏମ୍‍କେଏମ୍‍) ଦଳର ମୂଖ୍ୟ କମଲହାସନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେନ୍ନଇରେ ସାକ୍ଷାତ କରିଛନ୍ତି। ନୂଆକରି…
Read More...

ତନୁ ୱେଡସ୍ ମନୁର ୩ୟ ଭାଗ

ମୁମ୍ବଇ : ଆନନ୍ଦ ଏଲ.ରାଏ ନିର୍ଦେଶିତ ‘ତନୁ ୱେଡସ୍ ମନୁ’ ୨୦୧୧୧ରେ ଓ ଏହାର ଦ୍ବିତୀୟ ଭାଗ ୨୦୧୫ରେ ମୁକ୍ତିଲାଭ କରିଥିଲା। ଦୁଇଟି ଭାଗରେ ଆର୍.ମାଧବନ୍ ଓ କଙ୍ଗନା ରଣାୱତ୍ ଅଭିନିତ ଚଳଚ୍ଚିତ୍ର ଦୁଇଟି ସୁପରହିଟ୍ ହୋଇଥିଲା।…
Read More...