www.samajalive.in
Sunday, December 7, 2025
13.1 C
Bhubaneswar

ରାଫେଲ ବୁଝାମଣା ସମ୍ପର୍କରେ ମୋଦୀ ନିରବତା ଭାଙ୍ଗନ୍ତୁ: ଶତ୍ରୁଘ୍ନ

ନୂଆଦିଲ୍ଲୀ : ରାଫେଲ ବୁଝାମଣା ସମ୍ପର୍କରେ ନିରବତା ଭାଙ୍ଗିବା ଲାଗି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ରାଜନୈତିକ ତୁମ୍ବିତୋଫାନ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ଏହା ଉପରେ ନିଜର ସ୍ପଷ୍ଟୀକରଣ ଦେଇ ବିବାଦର ଅନ୍ତ ଘଟାନ୍ତୁ ବୋଲି ଶତ୍ରୁଘ୍ନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେ ବୁଝାମଣା ବାବଦରେ ଯାହା କହିଛନ୍ତି ତାକୁ ମୋଦୀ ଭୁଲ୍‍ ସାବ୍ୟସ୍ତ କରନ୍ତୁ। ଅନ୍ୟଥା ଲୋକେ ଓଲାନ୍ଦେଙ୍କ କଥାକୁ ସତ ବୋଲି ବିଶ୍ୱାସ କରିବେ। କାରଣ ବୁଝାମଣା ସମୟରେ ଓଲାନ୍ଦେଙ୍କ ସହ ମୋଦୀ ଉପସ୍ଥିତ ଥିଲେ। ସପ୍ତାହେ ମଧ୍ୟରେ ଶତ୍ରୁଘ୍ନ ଦ୍ୱିତୀୟ ଥର ପାଇଁ ମୋଦୀଙ୍କୁ ନିରବତା ଭାଙ୍ଗିବା ଲାଗି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories