www.samajalive.in
Monday, December 8, 2025
27.1 C
Bhubaneswar

କଟକର ଯୋବ୍ରା ବ୍ୟାରେଜ୍‌ରେ ଦୁର୍ଘଟଣା, କୁନି ଝିଅ ଉପରେ ମାଡିଗଲା ହାଇୱା

କଟକ : ନୂଆବର୍ଷରେ କଟକର ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯୋବ୍ରା ବ୍ୟାରେଜ୍‌ ନିକଟରେ ବାଇକ୍‌କୁ ଏକ ହାଇୱା ଧକ୍କା ଦେଇଛି । ମଉସା ସହ କୁନି ଝିଅ ଯାଉଥିବା ବାଇକ୍‌କୁ ହାଇୱା ଧକ୍କା ଦେବା ପରେ କୁନି ଝିଅ ବାଇକ୍‌ରୁ ଖସି ପଡିଥିଲା । ଏହାପରେ କୁନି ଝିଅ ଉପରେ ହାଇୱା ଚଢି ଯାଇଥିଲା । ମଉସାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଅଟକ ରଖି ମାଲଗୋଦାମ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ନୂଆବର୍ଷର ପ୍ରଥମ ଦିନରେ ଧନଲକ୍ଷ୍ମୀ ସହ ବଡ ରାଜଯୋଗ ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସ୍ଥିର ହେବ ବିବାହ..

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories