ନୈତିକତା ନ ଲଙ୍ଘୁ ଗଣମାଧ୍ୟମ: ବାଲକ୍ରିଷ୍ଣନ୍‌

କଟକ : ନୈତିକତା ନ ଲଙ୍ଘୁ ଗଣମାଧ୍ୟମ। ଏବେ ଗଣମାଧ୍ୟମ ଅତ୍ୟନ୍ତ ସକ୍ରିୟ। ଆମ ସମ୍ବିଧାନ ଗଣମାଧ୍ୟମକୁ ଯଥେଷ୍ଟ ସ୍ୱାଧୀନତା ଦେଇଛି। ଗଣମାଧ୍ୟମ ଉପରେ ବିଶେଷ ଅଙ୍କୁଶ ନାହିଁ। ସମାଜ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…
Read More...

‘ତିତ୍‍ଲି’ର ପ୍ରଭାବ ଫାଇଲିନ, ହୁଦ୍‍ହୁଦ୍‍ଠାରୁ କମ୍‌ ରହିବ: ଏସ୍‍ଆରସି

ଭୁବନେଶ୍ଵର : ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ‘ତିତ୍‍ଲି’ର ପ୍ରଭାବ ଫାଇଲିନ ଓ ହୁଦ୍‍ହୁଦ୍‍ଠାରୁ କମ୍‍ ରହିବ। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲାରେ ୧୦ଟି ଏନଡ଼ିଆରଏଫ ଓ ୮ଟି ଓଡ୍ରାଫ ଟିମ…
Read More...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସରକାର ସଜାଗ

ଭୁବନେଶ୍ୱର : ବାତ୍ୟା ‘ତିତ୍‍ଲି’କୁ ଦୃଷ୍ଟିରେ ରଖି ଆଗାମୀ ଦୁଇଦିନ ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ତେବେ…
Read More...

ଭୁବନେଶ୍ୱରରୁ ୫ ବିମାନ ବାତିଲ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିତ୍‍ଲି ପ୍ରଭାବକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ପକ୍ଷରୁ ଗୁରୁବାର ଦିନ ଏକାଧିକ ବିମାନ ବାତିଲ କରାଯାଇଛି। ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଦୁଇଟି ବିମାନ,…
Read More...

ରେଳ, ବିମାନ ଚଳାଚଳ ବାତିଲ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିତ୍‍ଲୀ ପ୍ରଭାବ ଟ୍ରେନ୍‍ ଚଳାଚଳ ଉପରେ ପଡିଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ କିଛି ଦୂରଗାମୀ ଟ୍ରେନ୍‍କୁ ବାତିଲ ଏବଂ ଆଉ କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି।…
Read More...

ବିଗ୍ ବିଙ୍କ ରେକର୍ଡ

ମୁମ୍ବଇ : ସିନେଜଗତର ମହାନାୟକ ଭାବେ ଜଣାଯାଉଥିବା ବିଗ୍ ଅମିତାଭ ବଚ୍ଚନ ଅକ୍ଟୋବର ୧୧ରେ ୭୬ ବର୍ଷରେ ପାଦ ଦେଲେ। ପୂରା ବଲିଉଡ, ପ୍ରଶଂସକ ଓ ସମୀକ୍ଷକ ମହଲ ନିଜ ତରଫରୁ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା…
Read More...

ଗୁରୁବାର ରାଶିଫଳ

ମେଷ: ଗୁରୁଜନଙ୍କ କାର୍ଯ୍ୟ-କଳାପ ଆପଣଙ୍କ ପାଇଁ ଉପାଦେୟ ହେବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଶାନ୍ତ, ଧୈର୍ଯ୍ୟବାନ ଓ ପତ୍ନୀଙ୍କ ଅଧୀନ…
Read More...

ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ତିତଲି

ଭୁବନେଶ୍ୱର : ଘଣ୍ଟାକୁ ୧୧ କି.ମି ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ତିତଲି। ଗୋପାଳପୁର ଠାରୁ ୧୩୦ କି.ମି ଦୂରରେ ରହିଛି ତିତଲି। ଏବେ ଡପଲର ରାଡାର ରେଞ୍ଜରେ ବାତ୍ୟା ତିତଲି ରହିଥିବା ପାଣିପାଗ ବିଜ୍ଞାନୀ…
Read More...

ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

ଜୋହର ବାହ୍‍ରୁ (ମାଲେସିଆ) : ଏଠାରେ ଚାଲିଥିବା ସୁଲ୍‍ତାନ ଅଫ୍‍ ଜୋହର କପ୍‍ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ। କ୍ରମାଗତ ୪ର୍ଥ ମ୍ୟାଚ୍‍ ଜିତି ଭାରତ ଫାଇନାଲ ଖେଳିବା ନିଶ୍ଚିତ…
Read More...

ଦିନିକିଆ ଦଳରେ ସାମିଲ ହେବେ ପନ୍ତ

ହାଇଦରାବାଦ୍‍ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‍ ନିମନ୍ତେ ଭାରତୀୟ ଦଳ ଘୋଷଣା ଗୁରୁବାର ହେବ। ଏହି ଦଳରେ ଯୁବ ୱିକେଟରକ୍ଷକ ଋଷଭ ପନ୍ତଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ବିଶେଷ କରି ଗତ କିଛି…
Read More...

ଚା’ ବିକି ପେଟ ପୋଷୁଛନ୍ତି ଦେଶର ୧ଂ ବକ୍ସର

ନୂଆଦିଲ୍ଲୀ : ରାଜେଶ କୁମାର କାସାନା ହେଉଛନ୍ତି ଭାରତର ୧ନଂ ଲାଇଟ୍‍ୱେଟ୍‍ ପେସାଦାର ବକ୍ସର। ବିଶ୍ୱ ପେସାଦାର ବକ୍ସିଂ ମାନ୍ୟତାରେ ରାଜେଶ ୨୨୧ନଂରେ ରହିଛନ୍ତି। ତଥାପି ପେଟ ପୋଷିବା ପାଇଁ ସେ ଚା’ ବିକ୍ରି କରୁଛନ୍ତି।…
Read More...

ପାରା ଏସୀୟ କ୍ରୀଡା : ହରବିନ୍ଦରଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା : ଭାରତର ହରବିନ୍ଦର ସିଂହ ଏଠାରେ ଚାଲିଥିବା ପାରା ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମୋନୁ ଘାଙ୍ଗାସଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ବୁଧବାର ତୀରନ୍ଦାଜୀ ପୁରୁଷ ବ୍ୟକ୍ତିଗତ…
Read More...

ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ବିବାଦ ଚାଲିଛି : ଭଉଣୀ ମିଶା

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖାଯାଇଥିବା ବିବାଦ ଏବେ ପଦାରେ ପଡିଛି। ଯାଦବ ପରିବାରର ବିବାଦକୁ ପଦାରେ ପକାଇଛନ୍ତି ଝିଅ ତଥା ରାଜ୍ୟସଭା ସଦସ୍ୟା ମିଶା ଭାରତୀ। ରବିବାର ମିଶା କହିଛନ୍ତି…
Read More...

ବୁଶ୍‍ଙ୍କ ଝିଅ ବାରବରାଙ୍କ ବିବାହ

ୱାଶିଂଟନ୍‍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‍ଙ୍କ ଝିଅ ବାରବରାଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ତଥା କାହାଣୀ ଲେଖକ କ୍ରେଗ ଲୁଇସ କୋୟନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
Read More...

ଅଭିନେତା ଆଲୋକ ନାଥ ଏବଂ କେନ୍ଦ୍ର ମନ୍ତ୍ରୀ ଏମ୍‍. ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ଯୌନ ନିର୍ଯାତନା ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ଲାଗି ଆରମ୍ଭ ହୋଇଥିବା ‘#ମି ଠୁ ଅଭିଯାନ’ ଏବେ ପ୍ରତିପତ୍ତିଶାଳୀ ଲୋକଙ୍କ ଗୁମର ଖୋଲିବାରେ ଲାଗିଛି। ଏହି ଅଭିଯାନ ଦ୍ୱାରା ମହିଳାମାନେ ନିର୍ଭୀକ…
Read More...

ଜୟପୁରରେ ଜିକା ଆତଙ୍କ, ବିହାରରେ ସତର୍କତା ଜାରି

ଜୟପୁର : କେରଳରେ ‘ନିପା’ ପରେ ଏବେ ରାଜସ୍ଥାନର ଜୟପୁର ସହରରେ ‘ଜିକା’ ଭୂତାଣୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସହରର ୨୯ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ‘ଜିକା’ ସଂକ୍ରମଣ ବ୍ୟାପିବା ନେଇ ପ୍ରଧାନମନ୍ତ୍ରୀଙ୍କ…
Read More...

୨୪ ଘଣ୍ଟା ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ ହେଲେ ଛାତ୍ରୀ

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ‘ନାୟକ’ର କାହାଣୀ ଅନୁରୂପ ଘଟଣା ଘଟିଛି ନୋଏଡା ବିଶ୍ୱବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ଛାତ୍ରୀ ଇଶା ବହଲଙ୍କ ସହିତ। ଇଶା ୨୪ ଘଣ୍ଟା; ଅର୍ଥାତ୍‍ ଦିନକ ଲାଗି ଭାରତ ପାଇଁ ବ୍ରିଟିଶ…
Read More...

ଭୋଡ଼ାଫୋନ୍‍ର ୨୭୯ ଟଙ୍କିଆକୁ ଟକ୍କର ଦେବ ଏୟାରଟେଲର ୨୮୯ ଟଙ୍କିଆ ପ୍ଲାନ୍‍

ନୂଆଦିଲ୍ଲୀ : ଭୋଡ଼ାଫୋନ୍‍ର ୨୭୯ ଟଙ୍କିଆ ଦମଦାର ପ୍ରିପେଡ୍‍ ପ୍ଲାନ୍‍ର ମୁକାବିଲା ପାଇଁ ଏୟାରଟେଲ୍‍ ୨୮୯ ଟଙ୍କିଆ ନୂଆ ପ୍ରିକେଡ୍‍ ପ୍ଲାନ୍‍ ବଜାରକୁ ଛାଡ଼ିଛି। ଏୟାରଟେଲର ଏହି ନୂଆ ପ୍ଲାନ୍‍ରେ ଅସୀମିତ ଭଏସ କଲ, ଦୈନିକ…
Read More...

ଜେଇଏମ୍‍ ମୁଖ୍ୟ ମାସୁଦ ଆଝର ଦୁରାରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ : ପାକିସ୍ତାନ ମାଟିରେ ବିକଶିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‍)ର ମୁଖ୍ୟ ମାସୁଦ ଆଝାର ଦୁରୋରୋଗରେ ପୀଡ଼ିତ। ଗୁରୁତର ଅସୁସ୍ଥ ଅବସ୍ଥାରେ ଏବେ ସେ ଶଯ୍ୟାସାୟୀ। ଏଣୁ ସଂଗଠନ କାର୍ଯ୍ୟ ବୁଝିବାକୁ ସେ…
Read More...

ଗୋପବନ୍ଧୁ ସାଧାରଣ ଲୋକଙ୍କ ସ୍ୱର ଥିଲେ : ମୁଖ୍ୟମନ୍ତ୍ରୀ

କଟକ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସାଧାରଣ ଲୋକଙ୍କ ସ୍ୱର ଥିଲେ। ସମାଜସେବା, ଶିକ୍ଷା ଏବଂ ସାହିତ୍ୟ କ୍ଷେତ୍ରରେ ଗୋପବନ୍ଧୁଙ୍କ କାର୍ଯ୍ୟ ଅନୁକରଣୀୟ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପାକିସ୍ତାନକୁ ୪୮ଟି ଶକ୍ତିଶାଳୀ ଡ୍ରୋନ୍‍ ବିକିବ ଚୀନ୍‍

ବେଜିଂ : ଭାରତର ସାମରିକ ଶକ୍ତି ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ପାକିସ୍ତାନ ପ୍ରତି ଚୀନ୍‍ ପୁନର୍ବାର ସହଯୋଗର ହାତ ବଢାଇଛି। ଭାରତ ରୁଷଠାରୁ ଏସ୍‍-୪୦୦ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ କରିବା ଲାଗି…
Read More...

ତାମିଲ ପତ୍ରିକା ସମ୍ପାଦକ ଗିରଫ

ଚେନ୍ନାଇ : ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବିରୋଧରେ ଆପତ୍ତିଜନକ ଆଲେଖ୍ୟ ଲେଖିବା ଅଭିଯୋଗରେ ତାମିଲ ସାପ୍ତାହିକ ପତ୍ରିକା ‘ନାଖୀରାନ’ର ସମ୍ପାଦକ ଆର୍‍. ଆର୍‍. ଗୋପାଳଙ୍କୁ ପୁଲିସ ମଙ୍ଗଳବାର ଗିରଫ…
Read More...

୨୦୨୨ ସୁଦ୍ଧା ଭାରତ ହେବ ବିଶ୍ୱର ଏକାଦଶତମ ଧନୀ ଦେଶ

ନୂଆଦିଲ୍ଲୀ : ୨୦୨୨ ମସିହା ସୁଦ୍ଧା ଭାରତ ବିଶ୍ୱର ଏକାଦଶତମ ଧନୀ ଦେଶ ହୋଇଯିବ। ସେତେ ବେଳକୁ ଦେଶର ବ୍ୟକ୍ତିଗତ ସମ୍ପତ୍ତି ଅଭିବୃଦ୍ଧି ହାର ୧୩% ରହିଥିବ ବୋଲି ଅନୁମାନ କରାଯାଉଛି। ଅର୍ଥାତ ଆଉ ମାତ୍ର ୩ ବର୍ଷ ପରେ ଭାତର…
Read More...

ପାସପୋର୍ଟ ସେବା କେନ୍ଦ୍ର ଭଳି ଦେଶ ସାରା ଖୋଲିବ ‘ଆଧାର ସେବା କେନ୍ଦ୍ର’

ନୂଆଦିଲ୍ଲୀ : ପାସପୋର୍ଟ ସେବା କେନ୍ଦ୍ର ଭଳି ଏବେ ଦେଶ ସାରା ଆଧାର ସେବା କେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ଲୋକେ ସହଜରେ ଆଧାର କାର୍ଡ ପ୍ରସ୍ତୁତ ଓ ତ୍ରୁଟି ସଂଶୋଧନ କରିପାରିବେ। ଏହାସହ ଆଧାର ସେବା କେନ୍ଦ୍ର ଦ୍ୱାରା…
Read More...

ପୁଲିସ୍‍ ହେପାଜତରେ ଆମ୍ରପାଲି ଗ୍ରୁପର ୩ ନିର୍ଦେଶକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ପୁଲିସ୍‍ ଆମ୍ରପାଲି ଗ୍ରୁପର ୩ ଜଣ ନିର୍ଦେଶକଙ୍କୁ ହେପାଜତକୁ ନେଇଛି। ବାରମ୍ବାର ତାଗିଦା ପରେ ବି ଦସ୍ତାବିଜ୍‍ ଦାଖଲରେ ଆମ୍ରପାଲି ଗ୍ରୁପ୍‍ ବିଳମ୍ବ…
Read More...

ଉତ୍କଳମଣିଙ୍କୁ ଭାରତରତ୍ନ ପ୍ରଦାନ ଦାବି

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ପାଇଁ ଉତ୍କଳ ମହିଳା ସମିତି ପକ୍ଷରୁ ଦାବି କରାଯାଇଛି। ସୋମବାର ଅପରାହ୍ଣରେ ସଭାନେତ୍ରୀ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏ…
Read More...

ବିଜ୍ଞାନର ବିକାଶ ଦ୍ୱାରା ଦାରିଦ୍ର୍ୟ ହଟିବ: ଗଡ଼କରୀ

ଲକ୍ଷ୍ନୌ : ଦେଶର ଅର୍ଥନୀତିକୁ କୃଷିର ବିକାଶ ସହ ଯୋଡିବାକୁ ପଡିବ। ସ୍ୱାଧୀନତାର ସାତ ଦଶନ୍ଧି ସତ୍ତ୍ବେ କୃଷି କ୍ଷେତ୍ରକୁ ଜିଡିପିର ଅବଦାନ ଉତ୍ସାହପ୍ରଦ ନୁହେଁ। ଜଳସେଚନ, ଉତ୍ପାଦନକ୍ଷମ ବିହନ, କୀଟନାଶକ ଓ ସାର ଯୋଗାଣ…
Read More...

କମିବ ଇନ୍ଧନ ଓ ଦୁର୍ଘଟଣା ଓଡ଼ିଆ ଛାତ୍ରଙ୍କ ଭି-ପାୱାର ମଡେଲ

ଭୁବନେଶ୍ବର ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲର ଦ୍ବାଦଶ ଶ୍ରେଣୀ ଛାତ୍ର ସାର୍ଥକ ସୌରଭ। ୪ର୍ଥ ଭାରତ ଅନ୍ତର୍ରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ତାଙ୍କ ଦ୍ବାରା ପ୍ରଦର୍ଶିତ ଭି-ପାୱାର (ଭାଲ୍ୟୁ ପାୱାର) ଥିଲା ବେଶ୍‌…
Read More...

ବଟି ଆଦାୟକୁ ନେଇ ବୋମାମାଡ଼; ୫ ଆହତ

ଡେଲାଙ୍ଗ : ପଥର ଖଣିରୁ ବେଆଇନ ଭାବେ ପଥର ପରିବହନ କରୁଥିବା ଟ୍ରକରୁ ବଟି ଆଦାୟକୁ ନେଇ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ସଂଘର୍ଷ ହୋଇଛି। ସଂଘର୍ଷ ସମୟରେ ୪ଟି ହାତ ବୋମା…
Read More...

ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମା ଆଜିଠାରୁ

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟର ୩୦ଟି ଜିଲା ପରିକ୍ରମା କରିବ। ମଙ୍ଗଳବାର ସନ୍ଧ୍ୟା ୬ଟାରେ ବକ୍ସିବଜାର ଗୋପବନ୍ଧୁ ଭବନରେ ଏହି ଜ୍ୟୋତିରଥକୁ…
Read More...

ରାଜନୀତି କରିବେ ସିବିଆଇର ପୂର୍ବ ଯୁଗ୍ମ ନିର୍ଦେଶକ

ତିରୁପତିି : ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବଇର ଅତିରିକ୍ତ ପୁଲିସ କମିସନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ସିବିଆଇ ଯୁଗ୍ମ ନିର୍ଦେଶକ ଭିଭି ଲକ୍ଷ୍ମୀନାରାୟଣ ରାଜନୀତି କରିବେ। ଆନ୍ଧ୍ରପ୍ରଦେଶରୁ ହିଁ ସେ…
Read More...

ଗିର୍‍ ସିଂହ ମଡ଼କ ରୋକିବାକୁ ଟିକାକରଣ

ଅହମ୍ମଦାବାଦ : ମାସକରୁ କମ୍‍ ସମୟ ମଧ୍ୟରେ ପ୍ରସିଦ୍ଧ ଗିର୍‍ ଅଭୟାରଣ୍ୟରେ ୨୩ ସିଂହଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପରେ ଗୁଜରାଟ ଜଙ୍ଗଲ ଓ ବଣ୍ୟଯନ୍ତୁ ସଂରକ୍ଷଣ ବିଭାଗ ପକ୍ଷରୁ ଏହାର ପ୍ରତିକାର ବିଧାନ ଆରମ୍ଭ ହୋଇଛି।…
Read More...

ପୁରୀରେ ବେଳାଭୂମିରେ ମାସ୍କଟ୍‍ ଓଲି ଉନ୍ମୋଚନ ଆଜି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ୪୯ ଦିନ ପରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତାର ସମୟ ଯେତିକି ପାଖେଇ ଆସୁଛି; ଆୟୋଜକଙ୍କ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ନିଆରା ଯୋଜନା…
Read More...

ପ୍ରିୟଙ୍କାଙ୍କ ନଖରାମି

ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ନଖରାମି ଦିନକୁଦିନ ବଢ଼ିଚାଲିଛି। ପ୍ରଥମେ ବଲିଉଡର ସୁଲତାନ ଦବଙ୍ଗ ଖାନ୍‌ଙ୍କୁ ‘ଭାରତ’ ଚଳଚ୍ଚିତ୍ର ପାଇଁ ହଁ ଭରି ପରେ ଧରାଛୁଆଁ ଦେଇନଥିଲେ। ଘନିଷ୍ଠ ବନ୍ଧୁ ନିକ୍‌…
Read More...

ରାଜି ହେଲେ ଅଭିଷେକ

ମୁମ୍ବଇ : ଜୁନିୟର ବଚ୍ଚନ ଅଭିଷେକଙ୍କ କ୍ୟାରିୟରର ଗତି ଏକଦମ୍ ଧୀର ହୋଇ ଯାଇଛି, ଏହା ସମସ୍ତଙ୍କୁ ଜଣା। ନିକଟରେ ତାଙ୍କ ଅଭିନୀତ ‘ମନମର୍ଜିୟାଁ’ ମୁକ୍ତିଲାଭ କରିଛି। ଅନୁରାଗ କଶ୍ୟପ ନିର୍ଦେଶିତ ଏହି ଚଳଚ୍ଚିତ୍ରର…
Read More...

ମଙ୍ଗଳବାର ରାଶିଫଳ

ମେଷ: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶକ୍ତିମାନ୍‍ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ…
Read More...

ପ୍ରୋ କବାଡ଼ି ଲିଗ୍‍ର ୬ଷ୍ଠ ସଂସ୍କରଣ ଆରମ୍ଭ

ଚେନ୍ନଇ : ରବିବାର ପ୍ରୋ କବାଡ଼ି ଲିଗ୍‍ର ୬ଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ଏହାର ପ୍ରଥମଦିନରେ ତାମିଲ ଥାଲାଇଭାସ୍‍ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‍ ଟାଇ ରହିଛି। ପ୍ରଥମ ମ୍ୟାଚ୍‍ରେ ତାମିଲ ଥାଲାଇଭାସ୍‍ ୪୨-୨୬ ପଏଣ୍ଟରେ…
Read More...

ପିବିଏଲ୍‍ ଖେଳାଳି ନିଲାମ: ସାଇନା, ସିନ୍ଧୁଙ୍କ ସହ ୭ଜଣ ସବୁଠାରୁ ଦାମୀ

ନୂଆଦିଲ୍ଲୀ : ପ୍ରିମିୟର ବ୍ୟାଡମିଣ୍ଟନ୍‍ ଲିଗ୍‍ (ପିବିଏଲ୍‍)ର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ନିଲାମରେ ଭାରତୀୟ ତାରକା ମହିଳା ଖେଳାଳି ସାଇନା ନେହୱାଲ୍‍ ଓ ପିଭି ସିନ୍ଧୁଙ୍କ ସମେତ ୭ଜଣ ଖେଳାଳି…
Read More...

ପାରା ଏସୀୟ କ୍ରୀଡ଼ା: ସନ୍ଦୀପଙ୍କ ବିଶ୍ୱରେକର୍ଡ; ଭାରତକୁ ୩ ସ୍ୱର୍ଣ୍ଣ

ଜାକର୍ତ୍ତା : ଏଠାରେ ଆୟୋଜିତ ପାରା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳି ସନ୍ଦୀପ ଚୌଧୁରୀ ଜାଭେଲିନ୍‍ ଥ୍ରୋରେ ବିଶ୍ୱରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ସୁଦ୍ଧା ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ…
Read More...

ପ୍ରଦର୍ଶନରେ ସନ୍ତୁଷ୍ଟ ନୁହେଁ; ଅଭିଜ୍ଞତା ଉତ୍ସାହିତ କରିବ: ରାଜେଶ

ଭୁବନେଶ୍ୱର : ୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଓଡ଼ିଆ ପେସ୍‍ ବୋଲର ରାଜେଶ ମହାନ୍ତି ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ବିମାନ…
Read More...

ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ

ସିଡ଼ନୀ : ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଓପନର୍‍ ମାଥ୍ୟୁ ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ସମୁଦ୍ରରେ ସର୍ଫି କରୁଥିବା ବେଳେ ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।…
Read More...

ଦିନିକିଆରେ ଶୀର୍ଷସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ (ଆଇସିସି) ପକ୍ଷରୁ ସୋମବାର ପ୍ରକାଶିତ ମାନ୍ୟତାର ବ୍ୟାଟିଂ ବିଭାଗରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ବୋଲିଂ ବିଭାଗରେ ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମରା ଶୀର୍ଷ ସ୍ଥାନ…
Read More...

ସୋହେଲଙ୍କ ଶତକ; ପାକିସ୍ତାନର ୪୮୨ ରନ୍‍

ଦୁବାଇ : ଚଳିତ ପ୍ରଥମ ଟେଷ୍ଟରେ ପାକିସ୍ତାନର ଓପ୍‍ନର ମହମ୍ମଦ ହଫିଜ୍‍ଙ୍କ ପରେ ହାରିସ୍‍ ସୋହେଲ ମଧ୍ୟ ଶତକ ମାରିଛନ୍ତି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‍ରେ ପାକିସ୍ତାନ ପ୍ରଥମ ଇନିଂସରେ ପ୍ରଭାବଶାଳୀ…
Read More...

ଭାରତ ବିପକ୍ଷ ସିରିଜ୍‍ ପାଇଁ ୱେଷ୍ଟଇଣ୍ଡିଜ ଦିନିକିଆ ଓ ଟି୨୦ ଦଳ ଘୋଷିତ

ସେଣ୍ଟ୍‍ ଜନ୍‍ସ (ଆଣ୍ଟିଗ୍ୱା) : ଭାରତ ବିପକ୍ଷ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‍ ନିମନ୍ତେ ୱେଷ୍ଟଇଣ୍ଡିଜ ଦଳ ସୋମବାର ଘୋଷଣା କରାଯାଇଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ତାରକା ବ୍ୟାଟସମ୍ୟାନ୍‍ କ୍ରିସ୍‍ ଗେଲ୍‍…
Read More...

ପାକିସ୍ତାନ ପରୀକ୍ଷା କଲା ଘୋରି କ୍ଷେପଣାସ୍ତ୍ର

ଇସଲାମାବାଦ : ପାକିସ୍ତାନ ସୋମବାର ସଫଳତାର ସହ ଘୋରି ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ଏହା ୧୩୦୦ କିମି ଦୂରକୁ…
Read More...

ବଢିବ ବିଶ୍ୱ ତାପମାତ୍ରା: ସର୍ବାଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ : ଆଗାମୀ ଦିନରେ ବିଶ୍ୱ ତାପମାତ୍ରା ଅଧିକରୁ ଅଧିକ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ୨୦୩୦ରୁ ୨୦୫୦ ମଧ୍ୟରେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀରୁ ୨ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ…
Read More...

ଜାମ୍ମୁ-କାଶ୍ମୀର ପୌର ନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ

ଶ୍ରୀନଗର : ଦୀର୍ଘ ୧୩ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଛି। ସୋମବାର ପ୍ରଥମ ପର୍ଯ୍ୟାୟ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଏହା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଜଣାଯାଇଛି।…
Read More...

ଭାରତୀୟ ବାୟୁ ସେନାର ପ୍ରତିଷ୍ଠା ଦିବସରେ ଆକାଶରେ ଚିତ୍ତାକର୍ଷକ କ୍ରୀଡ଼ା କୌଶଳ ପ୍ରଦର୍ଶନ

ଗାଜିଆବାଦ : ଭାରତୀୟ ବାୟୁ ସେନା ସୋମବାର ପାଳନ କରିଛି ଏହାର ୮୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ନିକଟ ହିଣ୍ଡନ ବାୟୁ ସେନା ଷ୍ଟେସନ୍‍ଠାରେ ଆୟୋଜିତ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନୀରେ…
Read More...

ଜଳଖିଆ ତିଆରି କରିବାକୁ ମନା କରିବାରୁ ବୃଦ୍ଧାଙ୍କୁ ହତ୍ୟା

ଥାନେ : ମହାରାଷ୍ଟ୍ର ଥାନେର ଖୋପାଟ ଅଞ୍ଚଳର ଏକ ଫ୍ଲାଟରେ ନିଜ ୭୫ ବର୍ଷିୟା ବୃଦ୍ଧା ଖୁଡ଼ିକୁ ଛୁରି ଭୁଷି ହତ୍ୟା କରିବା ଅଭିଯୋଗରେ ଜଣେ ୩୯ ବର୍ଷିୟା ମହିଳାଙ୍କୁ ଗିରଫ କରାଯାଇଛି। ପୁଲିସ୍‍ କହିବା ଅନୁସାରେ ଅଭିଯୁକ୍ତା…
Read More...

ଗୁଜରାଟ ଛାଡ଼ିଲେ ୨୦ ହଜାର ହିନ୍ଦୀଭାଷୀ ଲୋକ

ଅହମ୍ମଦାବାଦ : ଉତ୍ତର ଗୁଜରାଟର ସବରକନ୍ଥା ଜିଲାରେ ଏକ ବଳାତ୍କାର ଘଟଣାକୁ ନେଇ ‘ଠାକୁର ସେନା’ ନାମକ ସଂଗଠନ ପକ୍ଷରୁ ହିନ୍ଦୀଭାଷୀ ଲୋକଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏଥିରେ ଆତଙ୍କିତ ହୋଇ ଗୁଜରାଟରେ ଶ୍ରମିକ ଭାବେ…
Read More...

ଯୌନ ନିର୍ଯାତନା ଅଭିଯୋଗ ପରେ କ୍ଷମା ମାଗିଲେ ନିର୍ମାତା, ଅଭିନେତା ରଜତ କପୁର

ମୁମ୍ବଇ : ଦୁଇ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଅଭିନେତା ତଥା ନିର୍ମାତା ରଜତ କପୁର କ୍ଷମାପ୍ରାର୍ଥନା କରିଛନ୍ତି। କପୁର ସେମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ ବୋଲି…
Read More...

ଜେଏନ୍‍ୟୁ ଛାତ୍ର ନିଖୋଜ ମାମଲା ବନ୍ଦ କରିବାକୁ ସିବିଆଇକୁ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ଜବାହାରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ନଜୀବ ଅହମ୍ମଦ ନିଖୋଜ ମାମଲା ବନ୍ଦ କରିବାକୁ ତଦନ୍ତକାରୀ ଦଳ ସିବିଆଇକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ୨ ବର୍ଷ ପୂର୍ବେ…
Read More...

ବିହାର ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କୁ ମାଡ଼ ଘଟଣା; ସବୁ ଅଭିଯୁକ୍ତ ଗିରଫ

ପାଟନା : ବିହାରର ସୁପାଉଲ ଜିଲା ଅନ୍ତର୍ଗତ ତ୍ରିବେଣୀଗଞ୍ଜସ୍ଥିତ ଆବସିକ ବିଦ୍ୟାଳୟ ଛାତ୍ରୀଙ୍କୁ ମାଡ଼ ଘଟଣାରେ ପୁଲିସ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡିଛି। ରବିବାର…
Read More...

ତ୍ରିପୁରାରେ ଏନ୍‍ଆର୍‍ସି ଲାଗୁ ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସାମ ପରେ ତ୍ରିପୁରାରେ ବେଆଇନ ଅନୁପ୍ରବେଶକାରୀ ଚିହ୍ନଟ ନିମନ୍ତେ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି) ଲାଗୁ କରିବା ଦାବିରେ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର…
Read More...

ଶିଶୁଙ୍କ ଯୌନ ନିର୍ଯାତନା ଅଭିଯୋଗ ଦାଖଲ ପାଇଁ ସମୟସୀମା ହଟାଯାଉ: ମେନକା

ନୂଆଦିଲ୍ଲୀ : ସମାଜରେ ଦିନକୁ ଦିନ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏସମ୍ବନ୍ଧରେ ଅଭିଯୋଗ ଦାଖଲର ସମୟସୀମା ଉଠାଇ ଦେବାକୁ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ…
Read More...

ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ

ନୂଆଦିଲ୍ଲୀ : କେରଳର ପ୍ରାଚୀନ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସୋମବାର ସମୀକ୍ଷା ଆବେଦନ କରାଯାଇଛି। ଯେଉଁ ମହିଳା ସାବରିମାଳାରେ ମହିଳାଙ୍କ…
Read More...

ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟ ପର୍ଯ୍ୟଟକ ମୃତ, ଦୁଇ ଗୁରୁତର

ବ୍ୟାଙ୍କକ୍‍ : ଥାଇଲାଣ୍ଡରେ ରବିବାର ବିଳମ୍ବିତ ରାତିରେ ଦୁଇଟି ଅପରାଧୀ ଗୋଷ୍ଠୀ (ଗ୍ୟାଙ୍ଗ) ମଧ୍ୟରେ ଗୁଳି ବିନିମୟରେ ଜଣେ ୪୨ ବର୍ଷିୟ ଭାରତୀୟ ଏବଂ ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଛି ଓ ୫ ଜଣ ଗୁରୁତର ଆହତ…
Read More...

ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ

ଷ୍ଟକ୍‍ହୋମ : ଦୁଇ ଆମେରିକୀୟ ଅର୍ଥନୀତିଜ୍ଞ ୱିଲିୟମ ନୋରଧାଉସ୍‍ ଏବଂ ପଲ ଏମ୍‍ ରୋମେର ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନୋରଧାଉସ୍‍ ୟାଲେ ବିଶ୍ୱବିଦ୍ୟାଳୟରେ ଏବଂ ରୋମେର…
Read More...

ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରୁ ଆଇଏସ୍‍ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ : ନାଗପୁରସ୍ଥିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରେ କାର୍ଯ୍ୟକରୁଥିବା ଜଣେ ଆଇଏସ୍‍ଆଇ ଏଜେଣ୍ଟକୁ ସୋମବାର ଗିରଫ କରାଯାଇଛି। ଗିରଫ ଆଇଏସ୍‍ଆଇ ଏଜେଣ୍ଟଙ୍କ ନାମ ନିଶାନ୍ତ ଅଗ୍ରୱାଲ ଓ ସେ ପ୍ରତିରକ୍ଷା ଗବେଷଣା…
Read More...

ଭାରତ ୧୯ ବର୍ଷରୁ କମ୍‍ ଏସିଆ କପ୍‍ ଚମ୍ପିଆନ

ଢାକା : ଭାରତ ରେକର୍ଡ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‍ କ୍ରିକେଟ ଏସିଆ କପ୍‍ ଚମ୍ପିଆନ୍‍ ହୋଇପାରିଛି। ରବିବାର ଏଠାରେ ଖେଳା ଯାଇଥିବା ୭ମ ୧୯ ବର୍ଷରୁ କମ୍‍ କ୍ରିକେଟ ଏସିଆ କପ୍‍ ଫାଇନାଲରେ ଭାରତ ୧୪୪ ରନ୍‍ର ବିପୁଳ…
Read More...

ସାଉଦି ଆରବର ସାମ୍ବାଦିକଙ୍କୁ ହତ୍ୟା

ଇସ୍ତାନବୁଲ : ସାଉଦି ଆରବର ଜଣେ ସାମ୍ବାଦିକଙ୍କୁ ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ତିତ ସାଉଦି ଆରବ ଦୂତାବାସ ମଧ୍ୟରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ସାମ୍ବାଦିକ ଜଣଙ୍କ ହେଉଛନ୍ତି ଜମାଲ ଖାସୋଗି। ସେ ‘ୱାଶିଂଟନ…
Read More...

୩ ବର୍ଷ ମଧ୍ୟରେ ନକ୍ସଲଙ୍କୁ ବିନାଶ କରାଯିବ: ରାଜନାଥ

ନୂଆଦିଲ୍ଲୀ : ଆଗାମୀ ତିନି ବର୍ଷ ମଧ୍ୟରେୁ ଦେଶରୁ ବାମପନ୍ଥୀ ବିଚ୍ଛିନ୍ନତାବାଦୀ ବା ନକ୍ସଲଙ୍କୁ ସମୂଳେ ବିନାଶ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ରାପିଡ ଆକ୍ସନ ଫୋର୍ସ…
Read More...

ଆମେରିକା-ଉତ୍ତର କୋରିଆ ଦ୍ୱିତୀୟ ସମିତି କଥାବାର୍ତ୍ତା ଖୁବ୍‍ଶୀଘ୍ର

ସିଓଲ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ଦ୍ୱିତୀୟ ସମିତିସ୍ତରୀୟ କଥାବାର୍ତ୍ତା ଖୁବ୍‍ଶୀଘ୍ର ହେବ ବୋଲି ଜଣାଯାଇଛି। ରବିବାର ଦକ୍ଷିଣ କୋରିଆ…
Read More...

ହାଇତିରେ ୫.୯ ତୀବ୍ରତାର ଭୂମିକମ୍ପ:୧୧ମୃତ

ପୋର୍ଟ-ଅ-ପ୍ରିନ୍ସ : କାରବିଆନ୍‍ ରାଷ୍ଟ୍ର ହାଇତିର ଉତ୍ତର-ପଶ୍ଚିମ ଉପକୂଳ ସହର ପୋର୍ଟ-ଡି-ପ୍ରିନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଶହସ୍ରାଧିକ ଗୃହଶୂନ୍ୟ ହୋଇଛନ୍ତି। ଶନିବାର ରାତିରେ…
Read More...

ଇଣ୍ଡୋନେସିଆ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି, ୫୦୦୦ ନିଖୋଜ

ଜାକର୍ତ୍ତା : ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପସ୍ଥିତ ପାଲୁ ସହରରେ ଘଟିଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀ ଜନିତ ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧିପାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା…
Read More...

ବିବାଦ ସତ୍ତ୍ବେ ଟ୍ରମ୍ପଙ୍କ ମନୋନୀତ ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟ ବିଚାରପତି

ୱାଶିଂଟନ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନୋନୀତ ପ୍ରାର୍ଥୀ ବ୍ରେଟ କାଭାନୌ ଆମେରିକା ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବ୍ରେଟଙ୍କ ମନୋନୟନକୁ ନେଇ ବିବାଦ ଦେଖାଯିବା ସହ ଏହାକୁ ବିରୋଧ କରି…
Read More...

ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପ୍ରସ୍ତାବକୁ ଶାବରୀମାଳା ମୁଖ୍ୟ ପୂଜକଙ୍କ ଅଗ୍ରାହ୍ୟ, ବିଜେପିର ବନ୍ଦପାଳନ

ତିରୁଅନନ୍ତପୁରମ୍‍ : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କେରଳ ସରକାର କାର୍ଯ୍ୟକାରୀ କରିବା ପରେ ଅଡୁଆରେ ପଡିଛନ୍ତି। ରାଜ୍ୟ ସରକାର ମହିଳାଙ୍କୁ ମନ୍ଦିର ମଧ୍ୟକୁ…
Read More...

ଗୁଜରାଟରେ ବ୍ୟାପୁଛି ହିନ୍ଦୀଭାଷୀ ବିରୋଧୀ ହିଂସା

ଅହମ୍ମଦାବାଦ : ଉତ୍ତର ଗୁଜରାଟରେ ହିନ୍ଦୀଭାଷୀ ବିରୋଧୀ ହିଂସାକାଣ୍ଡ ତୀବ୍ର ହୋଇଛି। ସାବରକନ୍ଥା, ମେହସାନା, ଗାନ୍ଧୀନଗର, ଅହମ୍ମଦାବାଦ ଭଳି ସ୍ଥାନରେ ‘ଠାକୁର ସେନା’ ନାମକ ସଂଗଠନର ଧମକରେ ଆତଙ୍କିତ ହୋଇ ଜୀବିକା…
Read More...

ଆବାସିକ ବିଦ୍ୟାଳୟରେ ଗୁଣ୍ଡାରାଜ: ୩୪ଛାତ୍ରୀ ଆହତ

ପାଟନା : ବିହାରର ସାଉପଲ ଜିଲା ଅନ୍ତର୍ଗତ ତ୍ରିବେଣୀଗୁଞ୍ଜସ୍ଥିତ କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ପରିସରକୁଚିଛି ଅସାମାଜିକ ଯୁବକ ପ୍ରବେଶକରି ଅନ୍ତେବାସୀଙ୍କୁ ଆଖିବୁଜା ମାରପିଟ୍‍ କରିବାରେ ୩୪ଜଣ ଛାତ୍ରୀ ଆହତ…
Read More...

ମିଗ-୨୯ର ଅତ୍ୟାଧୁନିକୀକରଣ, ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ହେଲା ସହଜ

ନୂଆଦିଲ୍ଲୀ : କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନକୁ ଧୂଳି ଚଟାଇଥିବା ମିଗ-୨୯ ଯୁଦ୍ଧ ବିମାନର ଅତ୍ୟାଧୁନିକୀକରଣ (ଅପଗ୍ରେଡ଼) କରାଯାଇଛି। ଅପଗ୍ରେଡ ପରେ ମିଗ-୨୯ ଯୁଦ୍ଧ ବିମାନର ବେଗ ଏବଂ ଶକ୍ତି ସହ ମାରକ କ୍ଷମତା ଅନେକ…
Read More...

ହାଇଦରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ

ହାଇଦରାବାଦ : ହାଇଦରାବାଦ ବିଶ୍ୱବିଦ୍ୟାଳୟ (ୟୁଓଏଚ୍‍) ୨୦୧୮-୧୯ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ଦୀର୍ଘ ୮ ବର୍ଷ ପରେ ଏବିଭିପି ପ୍ରାର୍ଥୀ…
Read More...

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୧୦ ଆହତ

କଲକାତା : ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲା ଗୋବିନ୍ଦପୁର ବାଇପାସ ନିକଟରେ ଥିବା ଏକ ବାଣ କାରଖାନାରେ ରବିବାର ଅପରାହ୍ଣରେ ୩ଟି ବିସ୍ଫୋରଣ ଘଟି ଅନ୍ୟୁନ୍‍ ୧୦ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ…
Read More...

କୋଠା ସେଟ୍ରିଂ ପଡ଼ି ୪ ଶ୍ରମିକ ମୃତ

ନୋଏଡ଼ା : ନୋଏଡ଼ା ସେକ୍ଟର ୯୪ରେ ରବିବାର ଅପରାହ୍ଣରେ ଏକ ନିର୍ମାଣଧୀନ କୋଠା ସେଟ୍ରିଂ ପଡ଼ି ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ…
Read More...

୫୩ ବର୍ଷିୟା ‘ନାବାଳିକା’କୁ ଡାକ୍ତରଖାନା ଓ ଶବ ବ୍ୟବଚ୍ଛେଦ ଗୃହ ସଫା କରିବାର ଦଣ୍ଡ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାଳ ଅପରାଧ ଅଦାଲତ ଜଣେ ୫୩ ବର୍ଷିୟା ‘ନାବାଳିକା’କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସେ କୋର୍ଟରେ ଉପସ୍ଥିତ ସବୁଠୁ ବୟୋଜେଷ୍ଠ ନାବାଳିକା ଥିଲେ। ତାଙ୍କୁ ୩୮ ବର୍ଷ ପରେ ଦଣ୍ଡ ମିଳିଛି। ଅଦାଲତ…
Read More...

ସାମସଙ୍ଗର ଏହି ଫୋନରେ ପାଇପାରିବେ ୨୭,୯୧୦ ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ପୂର୍ବସପ୍ତାହରେ ଭାରତରେ ‘ସାମସଙ୍ଗ ଗାଲାକ୍ସି ଏସ-୮’ ଲଞ୍ଚ କରିଥିଲା। ଲଞ୍ଚିଙ୍ଗ ସମୟରେ ଏହି ଫୋନର ମୂଲ୍ୟ ୫୭,୯୦୦ ଟଙ୍କା ଥିଲା। ଏବେ ଏହି ଫୋନ ଆଗକୁ ପ୍ଲିପକାର୍ଟରେ ମିଳିବାକୁ ଥିବା…
Read More...

ଖୁଣ୍ଟା ବ୍ଲକ : ମନରେଗା ଜନଶୁଣାଣି କଲେ ଜିଲାପାଳ

ଖୁଣ୍ଟା : ଖୁଣ୍ଟା ବ୍ଲକରେ ଶନିବାର ବ୍ଲକସ୍ତରୀୟ ମନରେଗା ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଉପସ୍ଥିତ ରହି ବ୍ଲକରେ ଚାଲିଥିବା ମନରେଗା ଯୋଜନାର ଜନ ଶୁଣାଣି କରିଥିଲେ। ବିଡିଓ…
Read More...

ନେମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ନେମାଳ : ନେମାଳ ସାଧନକେନ୍ଦ୍ର ସ୍ତରୀୟ ସୁରଭି ମହୋତ୍ସବ-୨୦୧୮ ଶୁକ୍ରବାର ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁବାଷ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ…
Read More...

ନଗସପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ନେମାଳ : ନଗସପୁର ସାଧନକେନ୍ଦ୍ର ସ୍ତରୀୟ ସୁରଭି ମହୋତ୍ସବ-୨୦୧୮ ଶୁକ୍ରବାର ଝାଡେଶ୍ୱରପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ର ସଂଯୋଜିକା ରବେୟା ସରୱାରଙ୍କ ନେତୃତ୍ୱରେ…
Read More...

ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷିରେ ଥିବା ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ଆଗକୁ ଛାତ୍ରସଂସଦ ନିର୍ବାଚନ ହେବାକୁଥିବାବେଳେ ଏନେଇ ଏହି ବୋମା ମାଡ଼ ହୋଇଥିବା ଅନୁମାନ…
Read More...

ଦେଉଳିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡ଼ସାହି : ଦେଉଳିଆ ନୋଡ଼ାଲ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଉଳିଆ କ୍ଳଷ୍ଟର ଅଧୀନରେ ଥିବା ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ…
Read More...

ବଡ଼ସାହି : ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ

ବଡ଼ସାହି : ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବଡ଼ସାହି ବ୍ଳକ ଶାଖା ସଙ୍ଗଠନର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ଉପ୍ରା ସ୍କୁଲ ପରିସରରେ…
Read More...

ବାଲି ବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି : ସ୍ଥାନୀୟ ପୁଲିସ୍‍ ବଡ଼ସାହି-ପ୍ରତାପପୁର ରାସ୍ତାର ବାଲିଆସାହି ନିକଟରୁ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ ଓଡ଼ି୧୧ଏମ୍‍ ୬୪୮୭)କୁ ଜବତ କରି ଥାନାରେ ଅଟକ ରଖିଛି। ବେଆଇନ ଭାବେ ବାଲି ଚାଲାଣ କରୁଥିବାବେଳେ ଚାଳକ…
Read More...

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ

ବଡ଼ସାହି : ଶନିବାର ସନ୍ଧ୍ୟାରେ ପ୍ରତାପପୁର ରାସ୍ତାରେ ଏକ ଟ୍ରାକ୍ଟର (ନଂ ଓଡ଼ି୧୧ଏମ୍‍ ୪୩୬୮)ରୁ  ଖସି ପଡ଼ିବା ଫଳରେ ଜଣେ ଶ୍ରମିକର ଘଟଣା ସ୍ଥଳରେ ମୃତ୍ୟୁ  ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ଡ଼ାହିସାହି ଗ୍ରାମର…
Read More...

ବିଜେଡି କର୍ମୀଙ୍କ ପ୍ରସ୍ତୁତି ବୈଠକ

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ରାଜ୍ୟ ସରକାରଙ୍କର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବିଜେଡି କର୍ମୀଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ମନ୍ତ୍ରୀ ଉଷା…
Read More...

ବୈଷୟିକ ପରାମର୍ଶ ନିଆଯାଇ ମରାମତି ହେବ ନଦୀବନ୍ଧ

ଆରଡି : ଭଦ୍ରକ ଜିଲା ଓଳଗ ପଞ୍ଚାୟତ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀର ପ୍ରାୟ ୧ଶହ ଫୁଟ ସୁରକ୍ଷା ବନ୍ଧ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ନଦୀଗର୍ଭକୁ ଧସିଯିବା ଫଳରେ ୩ଟି ଗାଁର ଲୋକ ଆତଙ୍କିତ ହୋଇ ପଡିଥିଲେ। ଏହି…
Read More...

ରଣକ୍ଷେତ୍ର ପାଲଟିଲା ବୁଗୁଡା ବ୍ଲକ କାର୍ଯ୍ୟାଳୟ, ଜଣେ ଗୁରୁତର

ଭଞ୍ଜନଗର : ବୁଗୁଡା ବ୍ଲକ କାର୍ଯ୍ୟାଳୟ ପରିସର ଶନିବାର ଅପରାହ୍ନରେ ରଣକ୍ଷେତ୍ର ପାଲଟିଛି। ବୁଗୁଡା ପଞ୍ଚାୟତବାସୀ ୪ ବିଜେଡି କର୍ମୀଙ୍କୁ ବ୍ଲକ କାର୍ଯ୍ୟାଳୟରେ ନିସ୍ତୁକ ମାଡ ମାରିବା ଅଭିଯୋଗ ହୋଇଛି। ବ୍ଲକ ସଭାପତି ଓ…
Read More...

ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ : ବଣାଇ କାରାଗାରରୁ ମୁକ୍ତି ପାଇଲେ କଏଦି

ବଣେଇ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦି ମାନଙ୍କ ମଧ୍ୟରୁ କେତେକ ବର୍ଗର ବନ୍ଦୀ କଏଦିଙ୍କୁ ମୁକ୍ତି କରିବାପାଇଁ କେନ୍ଦ୍ର ସରକାର ନିକଟରେ କ୍ୟାବିନେଟ…
Read More...

ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ

ପିପିଲି : ପିପିଲି ଥାନା ଅନ୍ତର୍ଗତ ଓଡାଳାଙ୍ଗ ଗ୍ରାମରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ଏକ ବାଣ କାରଖାନା ଉପରେ ପିପିଲି ପୁଲିସ ଶୁକ୍ରବାର ସଂନ୍ଧ୍ୟାରେ ଚଢାଉ କରି ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ…
Read More...

ମଜବୁତ ସ୍ଥିତିରେ ଭାରତ : ୱେଷ୍ଟଇଣ୍ଡିଜ୍‍ର ବ୍ୟାଟିଂ ବିପର୍ଯ୍ୟୟ

ରାଜକୋଟ : ୱେଷ୍ଟଇଣ୍ଡିଜ୍‍ର ଦିଶାହୀନ ବୋଲିଂକୁ ବେଖାତିର କରି ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଷ୍ଟ୍ରୋକ୍‍ପୂର୍ଣ୍ଣ ଶତକ ହାସଲ କରିଛନ୍ତି। ପରେ ଭାରତୀୟ ବୋଲର ଚମତ୍କାର ବୋଲିଂକରି ୱେଷ୍ଟଇଣ୍ଡିଜ୍‍ର ବ୍ୟାଟିଂ…
Read More...

ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ବର୍ଷ ଜେଲ୍‍

ସିଓଲ : ଦୁର୍ନୀତି ଅଭିଯୋଗରେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ଲି ମିଉଙ୍ଗ ବାକ୍‍ଙ୍କୁ ସିଓଲର ଏକ କୋର୍ଟ ଶୁକ୍ରବାର ୧୫ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଲି’ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର…
Read More...

ସର୍ବତ ଦୋକାନରୁ ଭାଙ୍ଗ ଓ ଭାଙ୍ଗ ବଟା ମେସିନ ଜବତ, ୨ଗିରଫ

ପିପିଲି : ପିପିଲି ହାଟଛକ ଠାରେ ଥିବା ଏକ ସର୍ବତ ଦୋକାନ ଉପରେ ପୁଲିସ ଚଢାଉ କରି ୫୬.୮କେଜି ସୁଖିଲା ଭାଙ୍ଗପତି, ୯କେଜିରୁ ଉର୍ଦ୍ଧ ବଟା ଭାଙ୍ଗ ସମେତ ୩ଟି ବଡ ଭାଙ୍ଗ ବଟା ଗ୍ରାଇଣ୍ଡରକୁ ଜବତ କରିଛି। ଏହି ଘଟଣାରେ ପୁଲିସ…
Read More...

ଯୌନଦାସୀରୁ ନୋବେଲ ବିଜୟିନୀ ନାଦିଆ

ନୂଆଦିଲ୍ଲୀ : ଯୁଦ୍ଧ ସମୟରେ ଯୌନ ହିଂସା ଭଳି ଅଙ୍ଗେ ନିଭା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇ ବିଶ୍ୱବ୍ୟାପୀ ଉକ୍ତ ବର୍ବରୋଚିତ ଅପରାଧ ରୋକିବା ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି ଚଳିତବର୍ଷର ନୋବେଲ ପୁରସ୍କାର…
Read More...

ଭାରତୀୟ ବଂଶୋଦ୍ଭବ ରୀତା ଆମେରିକା ଆଣବିକ ଶକ୍ତି ବିଭାଗ ମୁଖ୍ୟ

ୱାଶିଂଟନ୍‍ : ଆମେରିକାର ଭାରତୀୟ ବଂଶୋଦ୍ଭବ ଆଣବିକ ଶକ୍ତି ବିଶେଷଜ୍ଞ ରୀତା ବର୍ଣ୍ଣୱାଲଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଆଣବିକ ଶକ୍ତି ବିଭାଗ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ସିନେଟ୍‍ରେ…
Read More...

ଦୁର୍ଗାପୂଜା କମିଟିକୁ ମମତାଙ୍କ ଅନୁଦାନ ଘୋଷଣା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଲକାତା : ପଶ୍ଚିମବଙ୍ଗର ୨୮ହଜାର ଦୁର୍ଗାପୂଜା କମିଟିକୁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ…
Read More...

ବିଭିନ୍ନ ଦାବୀ ନେଇ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ

ଦ୍ୱାରଶୁଣି : ଅଲ ଇଣ୍ଡିଆ ମହିଳା ସାସ୍କୃତିକ ସଙ୍ଗଠନ ପକ୍ଷରୁ ବାଙ୍ଗିରିପୋଷି ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଦାବୀ ଗୁଡିକ ମଧ୍ୟରେ ରହିଛି ଶିଶୁ କନ୍ୟା ଓ ନାରୀର ନିରାପତ୍ତା…
Read More...

ବେଆଇନ ବାଲି ଉତ୍ତୋଳନ ଯୋଗୁଁ ବୈତରଣୀକୁ ଧସିଲା ୧ଶହ ଫୁଟର ସୁରକ୍ଷା ନଦୀବନ୍ଧ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧିନସ୍ଥ ଷାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଶୁକ୍ରବାର ସଂଧ୍ୟାରେ ପ୍ରାୟ ୧ଶହ ଫୁଟ ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ଧସିଯାଇଛି। ଯାହାକୁ ନେଇ…
Read More...

ଜଡ଼ିଦା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ 

ବଡ଼ସାହି : ଶୁକ୍ରବାର ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଜଡିଦା କ୍ଲଷ୍ଟରର ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟରର ସିଆର୍‍ସିସି କର୍ତ୍ତିର୍କ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ପୁରୁଷ ଅନୁଗାମୀଙ୍କୁ ନଂପୁଷକ କରିବା ମାମଲାରେ ରାମରହିମଙ୍କୁ ଜାମିନ

ପଞ୍ଚକୂଳା : ସ୍ଥାନୀୟ ସିବିଆଇ ଅଦାଲତ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ନିଜର ପୁରୁଷ ଅନୁଗାମୀଙ୍କୁ ନଂପୁଷକ କରାଇବା ମାମଲାରେ ଜାମିନ ପ୍ରଦାନ କରିଛି। ଏହି ମାମଲାରେ ସିବିଆଇ ପୂର୍ବରୁ ରାମରହିମଙ୍କ…
Read More...

ଇଣ୍ଟରପୋଲ ସଭାପତି ନିଖୋଜ

ପ୍ୟାରିସ୍‍ : ଆନ୍ତର୍ଜାତିକ ପୁଲିସ ସଂଗଠନ ‘ଇଣ୍ଟରପୋଲ୍‍’ର ସଭାପତି ମେଙ୍ଗ୍‍ ହଙ୍ଗ୍‍ୱେଇ ନିଖୋଜ ହୋଇଥିବାର ଖବର ମିଳିଛି। ଫ୍ରାନ୍ସର ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସୂଚନାନୁଯାୟୀ, ମେଙ୍ଗ୍‍ ଚୀନ୍‍ ଗସ୍ତରେ…
Read More...