ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ତିତଲି

0

ଭୁବନେଶ୍ୱର : ଘଣ୍ଟାକୁ ୧୧ କି.ମି ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ତିତଲି। ଗୋପାଳପୁର ଠାରୁ ୧୩୦ କି.ମି ଦୂରରେ ରହିଛି ତିତଲି। ଏବେ ଡପଲର ରାଡାର ରେଞ୍ଜରେ ବାତ୍ୟା ତିତଲି ରହିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave A Reply