www.samajalive.in
Sunday, December 7, 2025
26.1 C
Bhubaneswar

ମା’ ତାରିଣୀଙ୍କୁ ଦର୍ଶନ ସହ ନେଇପାରିବେ ଅଟେଇ ଜଙ୍ଗଲ ସଫାରୀର ମଜା

କେନ୍ଦୁଝର : ଦିନକୁ ଦିନ ରାଜ୍ୟରେ ଶୀତ ଯେମିତି ବଢୁଛି, ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ସେମିତି ବୃଦ୍ଧି ପାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ନେଉଛନ୍ତି ପର୍ଯ୍ୟଟକ । ଯଦି ଆପଣମାନେ ଘଟଗାଁ ତାରିଣୀ ବୁଲିବାକୁ ଆସୁଛନ୍ତି। ତେବେ ମାଆଙ୍କୁ ଦର୍ଶନ କରିବା ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହେବ। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିବେ। ମା ତାରିଣୀ ମନ୍ଦିର ପରିସରରେ ଜଙ୍ଗଲ ସଫାରୀର ଟିକେଟ୍ ବୁକିଂ କାଉଣ୍ଟର ରହିବ । ପର୍ଯ୍ୟଟକ ମାନେ ଟିକେଟ୍ ବୁକିଂ  କରି ସଫାରୀ ଗାଡିରେ ବସି ଅଟେଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories