ବ୍ୟାଡମିଣ୍ଟନରେ ଲକ୍ଷ୍ୟଙ୍କୁ ରୌପ୍ୟ

ବୁଏନ୍ସ ଏରିଜ୍‍ : ଭାରତର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ ସିଙ୍ଗଲ୍‍ସ ଇଭେଣ୍ଟରେ ରୌପ୍ୟପଦକ ଜିତିଛନ୍ତି। ଶୁକ୍ରବାର ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ଚୀନର ଲି ସିଫେଙ୍ଗ୍‍ ୨୧-୧୫, ୨୧-୧୯ ଗେମରେ ଲକ୍ଷ୍ୟଙ୍କୁ…
Read More...

୨ୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ଦାମ୍ବୁଲା : ଅଧିନାୟକ ଇଓନ ମୋର୍ଗାନ ଓ ଜୋ ରୁଟ୍‍ଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କାକୁ ୩୧ ରନରେ…
Read More...

ଇଣ୍ଡୋନେସିଆ ବନ୍ୟା ଓ ଭୂସ୍ଖଳନରେ ୨୭ ମୃତ, ୧୫ ନିଖୋଜ

ଜାକର୍ତ୍ତା : ଭୂମିକମ୍ପ ଓ ସୁନାମି ପରେ ଇଣ୍ଡୋନେସିଆରେ ବନ୍ୟା ଦାଉ ସାଧିଛି। ଦୁଇ ଦିନ ଧରି ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ବନ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ…
Read More...

ଶୀତାଙ୍କ ପିତା ଜନକଙ୍କ ଭୂମିକାରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ : ରାଜନୈତିକ ଜୀବନରେ ପ୍ରତିଦିନ ଅଭିନୟ କରୁଥିବା କେନ୍ଦ୍ରମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ରଙ୍ଗମଞ୍ଚରେ ବାସ୍ତବ ଅଭିନୟ କରିଛନ୍ତି। ଏଠାରେ ଆୟୋଜିତ ରାମଲୀଳାରେ ସେ ଶୀତାଙ୍କ ପିତା ମିଥିଳା ରାଜା ଜନକଙ୍କ…
Read More...

‘ହାଲ୍‍’ କର୍ମଚାରୀଙ୍କ ସହ ଆଲୋଚନା କଲେ ରାହୁଲ

ବେଙ୍ଗାଲୁରୁ : ରାଫେଲ ଦୁର୍ନୀତି ପ୍ରସଙ୍ଗକୁ ଭାରତର ରାଷ୍ଟ୍ରୀୟ ଯୁଦ୍ଧବିମାନ ନିର୍ମାତା ହିନ୍ଦୁସ୍ତାନ ଏରୋନଟିକସ୍‍ ଲିମିଟେଡ (ହାଲ) କର୍ମଚାରୀଙ୍କ ନିକଟରେ ପହଞ୍ଚାଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ହାଲ୍‍ରେ…
Read More...

୪ଲକ୍ଷ ୯୬ ହଜାରର ଜାଲ୍‍ ନୋଟ ଜବତ

ମୁମ୍ବଇ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଦୁଇଟି ଘଟଣାରେ ୪ଲକ୍ଷ ୯୬ ହଜାର ଟଙ୍କାର ଜାଲ୍‍ ନୋଟ ଜବତ କରିଛି। ଶୁକ୍ରବାର ଦୁଇଜଣ ଲୋକଙ୍କ ଠାରୁ ୯୬ ହଜାର ଟଙ୍କାର ଜାଲ୍‍ ନୋଟ ଜବତ ହୋଇଥିବାବେଳେ ଗୁରୁବାର ୪ ଲକ୍ଷ…
Read More...

କଂଗ୍ରେସରେ ଯୋଗ ଦେବେ କମଲ ହାସନ!

ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତ ଧକ୍କା ଖାଇଥିବା କଂଗ୍ରେସ ପାଇଁ ୨୦୧୯ ଲୋକସଭା ନିମନ୍ତେ ସାମାନ୍ୟ ଆଶ୍ୱସ୍ତକର ଖବର ରହିଛି। ନିକଟରେ ମକ୍କାଲ ନିଧି ମୈଅମ (ଏମ୍‍ଏନ୍‍ଏମ୍‍) ନାମକ ରାଜନୈତିକ…
Read More...

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ କଲେ ଗଣଆତ୍ମହତ୍ୟା କରିବାକୁ ଧମକ

ନୂଆଦିଲ୍ଲୀ : କେରଳର ପୁରାତନ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ଥିବା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏବେ ରାଜ୍ୟ ଶିବସେନା ପକ୍ଷରୁ ଖୋଲାଖୋଲି ବିରୋଧ କରାଯାଇଛି। ଏହି ମନ୍ଦିରରେ ୧୦ରୁ…
Read More...

ପୁଣି ସିଧୁଙ୍କ ବିବାଦୀୟ ବୟାନ; ଦକ୍ଷିଣ ଭାରତ ଗସ୍ତ କରିବା ଅପେକ୍ଷା ପାକିସ୍ତାନ ଯିବା ଉତ୍ତମ

ନୂଆଦିଲ୍ଲୀ : ପାକିସ୍ତାନ ଗସ୍ତ କିମ୍ବା ସେଠାକାର ସେନା ମୁଖ୍ୟ କ୍ୱାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବା ନେଇ ତାଙ୍କର କୌଣସି ଅବଶୋଷ ନ ଥିବା ପୁନଃ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟ୍‍ ଖେଳାଳୀ ତଥା ପଞ୍ଜାବ…
Read More...

ଗୁଆହାଟିରେ ବିସ୍ଫୋରଣ:୪ ଆହତ

ଗୁଆହାଟି : ଆସାମ ରାଜଧାନୀ ଗୁଆହାଟିର ପାନ୍‍ ବଜାରଠାରେ ଶନିବାର ପୂର୍ବାହ୍ଣରେ ବିସ୍ଫୋରଣ ଘଟି ୪ ଜଣ ଲୋକ ଆହତ ହୋଇଛନ୍ତି। ଏଠାରେ ରାସ୍ତା ପାର୍ଶ୍ବ ନାଳ ନିର୍ମାଣ କାର୍ଯ୍ୟରେ ବ୍ୟବହାର ଲାଗି ଗଦା ହୋଇଥିବା ବାଲି…
Read More...

ସାବଧାନ! ଡିସେମ୍ବର ୧ରୁ ବନ୍ଦ ହୋଇଯିବ ‘ଏସ୍‍ବିଆଇ’ର ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ (ଏସ୍‍ବିଆଇ) ଫୋନ୍‍ ନମ୍ବର ଲିଙ୍କ୍‍ କରନଥିବା ଗ୍ରାହକଙ୍କ ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା ଡିସେମ୍ବର ୧ରୁ ବନ୍ଦ କରିବ ବୋଲି ଘୋଷଣା କରିଛି। ଏହାକୁ…
Read More...

ବିଚାରପତିଙ୍କ ପୁଅ ଓ ପତ୍ନୀଙ୍କୁ ଗୁଳି ମାଡ଼, ଜଣେ ଅଟକ

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମ ସେକ୍ଟର-୫୧ ସ୍ଥିତ ବଜାରରେ ଶନିବାର ସନ୍ଧ୍ୟାରେ ଜଣେ ବିଚାରପତିଙ୍କ ପୁଅ ଏବଂ ପତ୍ନୀକୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
Read More...

ଟ୍ରେନ୍‍ରେ କଟି ୫ ମୃତ, ୬ ଗୁରୁତର

ପାଟନା : ବିହାର କାଇମୁର ଜିଲା ଭବୁଆ ରେଳ ଷ୍ଟେସନ୍‍ରେ ଶୁକ୍ରବାର ସନ୍ଧ୍ୟାରେ ରେଳରେ କଟି ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଢେ ୫ଟା ବେଳେ ଭବୁଆ…
Read More...

ଘରୋଇ କଳିରୁ ୪ ପିଲାଙ୍କ ସହ ନିଜକୁ ପୋଡ଼ି ମହିଳାଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହମିରପୁର ଜିଲାର ଅମଗ୍ରାମରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଘରୋଇ କଳିରୁ ଜଣେ ମହିଳା ଶୁକ୍ରବାର ରାତିରେ ନିଜ ୪ ପିଲାଙ୍କ ସହ ନିଜକୁ ଜୀବନ୍ତ ଜାଳି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ…
Read More...

ରାଜସ୍ଥାନରେ ବ୍ୟାପୁଛି ‘ଜିକା’ ଭୂତାଣୁ, ରୋଗୀଙ୍କ ସଂଖ୍ୟା ୫୦କୁ ବୃଦ୍ଧି

ଜୟପୁର : ରାଜସ୍ଥାନ ଜୟପୁର ଜିଲାରେ ‘ଜିକା’ ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢି ୫୦ରେ ପହଞ୍ଚିଛି। ଦିନକୁ ଦିନ ‘ଜିକା’ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାରେ…
Read More...

କ୍ୟାସିଅରଙ୍କୁ ଗୁଳି ମାରି ବ୍ୟାଙ୍କରୁ ୧୦ ଲକ୍ଷ ଲୁଟ୍‍

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ନାଜଫଗଡ଼ସ୍ଥିିତ କର୍ପୋରେସନ୍‍ ବ୍ୟାଙ୍କରେ ଶୁକ୍ରବାର ଅପରାହ୍ଣରେ ଏକ ବଡ଼ ଧରଣର ଡକାୟତି ହୋଇଛି। ୬ ଜଣ ଲୁଟେରା ବ୍ୟାଙ୍କ ଭିତରେ କ୍ୟାସିଅରଙ୍କୁ ଗୁଳି ମାରି ୧୦.୨ ଲକ୍ଷ ଟଙ୍କା ଲୁଟି…
Read More...

ଏୟାରଟେଲର ନୂଆ ଅଫର : ୩୯୮ଟଙ୍କାରେ ପ୍ରତିଦିନ ପାଇପାରିବେ ୧.୫ଜିବି ଡାଟା

ନୂଆଦିଲ୍ଲୀ : ଏୟାରଟେଲ କମ୍ପାନୀ ଜିଓକୁ କଡା ଟକର ଦେବାପାଇଁ ୩୯୮ ଟଙ୍କାର ଏକ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଯେଉଁ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବା ସହିତ ଅନଲିମିଟେଡ କଲିଙ୍ଗ ମଧ୍ୟ ମିଳିବ। ଯାହାର…
Read More...

ଭାସୁଛି କଟକ

କଟକ : ଘୂର୍ଣ୍ଣିବାତ୍ୟା ତିତ୍‍ଲିର ପ୍ରଭାବ କିପରି ରହିବ ସେ ନେଇ ରାଜ୍ୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲାରେ ଆଗୁଆ ପଦକ୍ଷେପ ନେଇଥିଲେ। କଟକ…
Read More...

ମା’ ଚରିତ୍ରରେ କାଜୋଲ

ମୁମ୍ବଇ : ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି ତିନିଟି ନୂଆ ହିନ୍ଦୀ ଫିଲ୍ମ। ମୁକେଶ ଭଟ୍ଟଙ୍କ ପ୍ରଯୋଜିତ ଓ ପୁଷ୍ପଦିତ୍‍ ଭରଦ୍ୱାଜଙ୍କ ନିର୍ଦେଶିତ ‘ଜଲେବୀ’ ସିନେମାଟି ଏକ ଚମତ୍କାର ରୋମାଣ୍ଟିକ୍‍…
Read More...

ରେଭେନ୍ସା ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ଘଟଣା

କଟକ ସହର : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ମାସ ପହିଲାରେ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ୬ ବିଦ୍ୟାର୍ଥୀ ପ୍ରୋକ୍ଟରିଆଲ ବୋର୍ଡ ନିକଟରେ ଶୁକ୍ରବାର ନିଜର ପକ୍ଷ ରଖିଛନ୍ତି। ଡିଏସ୍‍ଡବ୍ଲ୍ୟୁ କାର୍ଯ୍ୟାଳୟରେ…
Read More...

ଆଜିଠୁ ହାଇକୋର୍ଟ ଦୁର୍ଗା ପୂଜା ଅବକାଶ

କଟକ : ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ୨୫ରେ କୋର୍ଟ ଖୋଲିବ। ଏହି ଛୁଟି ସମୟରେ ୧୩ ଅକ୍ଟୋବରଠାରୁ ୧୯ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଞ୍ଜୁ ପଣ୍ଡା, ୨୦ରୁ ୨୨ ପର୍ଯ୍ୟନ୍ତ ଜଷ୍ଟିସ ଏସ…
Read More...

ପ୍ରୋଜେକ୍ଟ ଟୁଡେ ସର୍ଭେ ରିପୋର୍ଟ: ବିନିର୍ମାଣ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍‍

ଭୁବନେଶ୍ୱର : ସମ୍ପ୍ରତି ଓଡ଼ିଶା ଦେଶରେ ଏକ ଶ୍ରେଷ୍ଠ ବିନିର୍ମାଣ କ୍ଷେତ୍ର ଭାବେ ବିକଶିତ ହେଉଛି। ଚଳିତବର୍ଷ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ପୂର୍ବରୁ ରାଜ୍ୟରେ ପୁଞ୍ଜିିନିବେଶ ଲାଗି ନିବେଶକଙ୍କ…
Read More...

୨୬ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଜାରି

କଟକ : ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଆକ୍ରମଣ କରିବା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଇନଜୀବୀମାନେ ଦୀର୍ଘ ଦେଢମାସ ଧରି ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପୁଣି ଆସନ୍ତା ୨୬ ତାରିଖ…
Read More...

ରତ୍ନଭଣ୍ଡାର ଚାବି ହଜିବା ମାମଲା: ୧୫ରେ ଯୁକ୍ତି ଉପସ୍ଥାପନ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଯୁକ୍ତି ଉପସ୍ଥାପନା ବିଚାର ବିଭାଗୀୟ ତଦନ୍ତ କମିଶନରେ ଆସନ୍ତା ୧୫ ତାରିଖରେ କରାଯିବ। ଏଥିପାଇଁ ସରକାରୀ ଓକିଲ ଅଯୋଧ୍ୟା ରଞ୍ଜନ ଦାଶ ମହଲତ ଲୋଡିଛନ୍ତି। ପୂର୍ବ…
Read More...

ମହାନଦୀ ଜଳ ବିବାଦ ଟ୍ରାଇବୁନାଲର ପ୍ରଥମ ଶୁଣାଣି ଆଜି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସାମଧାନ ପାଇଁ ଗଠିତ ଟ୍ରାଇବ୍ୟୁନାଲର ପ୍ରଥମ ଶୁଣାଣି ଆଜି ଅନୁଷ୍ଠିତ ହେବ। ସ୍ଥାନୀୟ ଜନପଥ ବିଲଡିଙ୍ଗର ଚତୁର୍ଥ ମହଲା କୋର୍ଟ ରୁମରେ ଶନିବାର ଦିନ ୨ଟାରେ…
Read More...

ପୁରୀ ହିଂସାକାଣ୍ଡ: ଆଉ ୬ଗିରଫ

ପୁରୀ : ପୁରୀବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ଆଉ ୬ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ପୋଡାଜଳା, ଭଙ୍ଗାରୁଜା, ଡକାୟତି ଦଫାରେ ମୋକଦ୍ଦମା ରୁଜୁ ହୋଇଛି। ଟାଉନ ଥାନା ପୁଲିସ ରାଧାଗୋବିନ୍ଦ…
Read More...

ବିଗ୍ ବିଙ୍କ ସୁସ୍ଥତାର ରହସ୍ୟ

ମୁମ୍ବଇ : ୭୬ ବର୍ଷରେ ପାଦ ଦେଇଥିବା ଅମିତାଭ ବଚ୍ଚନ ନିକଟରେ ଏକ ସାକ୍ଷାତକାରରେ ନିଜ ସୁସ୍ଥତାର ରହସ୍ୟ ପ୍ରକାଶ କରିଛନ୍ତି। ନିଜକୁ ଫିଟ୍ ରଖିବା ନିମନ୍ତେ ସେ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବାର କହିଛନ୍ତି। ସପ୍ତାହରେ…
Read More...

ବରୁଣଙ୍କ ନୂଆ ପରିଚୟ

ମୁମ୍ବଇ : ୨୦୧୨ରେ କରନ୍ ଜୋହର୍ ନିର୍ଦେଶନାରେ ବଲିଉଡରେ ପାଦ ଥାପିଥିଲେ ବରୁଣ ଧାୱନ୍। ଆରମ୍ଭ ଦିନରେ ତାଙ୍କ ଅଭିନୟର ପ୍ରଶଂସକ ସଂଖ୍ୟା ସେତେ ଅଧିକ ନଥିଲା, କିନ୍ତୁ ସମୟକ୍ରମେ ତାଙ୍କ ସ୍ଥିତି ଦୃଢ଼ ହୋଇଛି। ନିକଟରେ…
Read More...

ସୁଲତାନ ଅଫ୍‍ ଜୋହର କପ୍‍ ଜୁନିୟର ହକି: ଭାରତ-ବ୍ରିଟେନ ଫାଇନାଲ ଆଜି

ଜୋହର ବାହ୍‍ରୁ(ମାଲେସିଆ) : ଭାରତ ଏଠାରେ ଚାଲିଥିବା ସୁଲତାନ ଅଫ୍‍ ଜୋହର କପ୍‍ ଜୁନିୟର ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ପ୍ରଥମ ପରାଜୟ ବରଣ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରିଟେନ ୩-୨ ଗୋଲରେ ଭାରତକୁ…
Read More...

ଆମା ଡାବଲାମ୍‍ ପର୍ବତାରୋହଣ ଅଭିଯାନରେ ନୃସିଂହ

ଭୁବନେଶ୍ୱର : ପର୍ବତାରୋହୀ ନୃସିଂହ ଚରଣ ସାହୁ ମାଉଣ୍ଟ ଆମା - ଡାବଲାମ୍‍ ପର୍ବତାରୋହଣ ଲାଗି ନେପାଳ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଜାତୀୟ ପତାକା ଦେଖାଇ ଯାତ୍ରାର…
Read More...

ସୁଟିଂରେ ମାନୁଙ୍କୁ ରୌପ୍ୟ

ବୁଏନ୍ସ ଏରିଜ୍‍ : ଭାରତର ମାନୁ ଭାକେର ଏଠାରେ ଚାଲିଥିବା ଯୁବ ଅଲିମ୍ପିକ୍‍ସର ସୁଟିଂରେ ରୌପ୍ୟପଦକ ହାସଲ କରିଛନ୍ତି। ଶୁକ୍ରବାର ତାଜିକିସ୍ତାନର ବେହ୍‍ଜାନ ଫାଜୁଲାଏଭ୍‍ଙ୍କ ସହ ଯୋଡି ହୋଇ ମାନୁ ୧୦ ମିଟର ଏୟାର ପିସ୍ତଲ…
Read More...

୧୯୭୩ ଦ୍ୱିତୀୟ ସଂସ୍କରଣ, ଭାରତ ରନର୍ସଅପ୍‌

ଭୁବନେଶ୍ୱର : ପାଖେଇ ଆସୁଛି ହକି ବିଶ୍ୱକପ। ବଢିବାରେ ଲାଗିଛି ଉତ୍କଣ୍ଠା। କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୫ ଦିନ ପରେ ବାଜିବ ହକି ହ୍ୱିସିଲ। ଏକତ୍ରିତ ହେବେ ବିଶ୍ୱ ହକିର ଶ୍ରେଷ୍ଠ ରାଷ୍ଟ୍ର। ଚମ୍ପିଆନ ପାଇଁ ପଡ଼ିଆରେ…
Read More...

ମୁଁ ହକି ଗୋଲରକ୍ଷକ ଥିଲି: ନବୀନ

ଭୁବନେଶ୍ୱର : ପ୍ରାୟତଃ ଅଳ୍ପ କଥା କହୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ସୁଲେଖକ, ଦକ୍ଷ ପ୍ରଶାସକ ନୁହନ୍ତି, ତାଙ୍କ ଭିତରେ ମଧ୍ୟ ଜଣେ କ୍ରୀଡା ପ୍ରତିଭା ରହିଛି ବୋଲି ଜାଣିବାକୁ ମିଳିଛି। ଶୁକ୍ରବାର…
Read More...

ଶନିବାର ରାଶିଫଳ

ମେଷ: ପରିଶ୍ରମୀ ହେବେ। କ୍ଲାନ୍ତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।…
Read More...

ଶିବପାଳଙ୍କୁ ମିଳିଲା ମାୟାବତୀଙ୍କ ବଙ୍ଗଳା

ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ଏସ୍‍ପି) ଛାଡ଼ି ନୂଆ ଦଳ ‘ସମାଜବାଦୀ ସିକୁଲାର ଫ୍ରଣ୍ଟ’ ଗଢ଼ିଥିବା ମୂଲାୟମ ସିଂହ ଯାଦବଙ୍କ ଭାଇ ଶିବପାଳ ଯାଦବଙ୍କୁ ସ୍ଥାନୀୟ ୬, ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗସ୍ଥିତ ବିରାଟ ସରକାରୀ…
Read More...

ନିରାମିଷ ଖାଇବାକୁ ସମସ୍ତଙ୍କୁ ବାଧ୍ୟ କରିପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିରାମିଷ ଖାଦ୍ୟ ଖାଇବା ଲାଗି ସମସ୍ତଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଦେଶକୁ ମାଂସ ରପ୍ତାନି ନିଷିଦ୍ଧ କରିବା ଲାଗି ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କରି…
Read More...

ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମୋଦୀ ମୁହଁ ଖୋଲନ୍ତୁ: ସୁବ୍ରମଣ୍ୟମ୍‍

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‍ଜେ ଆକବରଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିବା ଦରକାର ବୋଲି ବିଜେପିର ବରିଷ୍ଠ ନେତା…
Read More...

୫ ହାଇକୋର୍ଟ ପାଇଁ ନୂଆ ମୁଖ୍ୟବିଚାରପତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ କଲେଜିୟମ୍‍ ଶୁକ୍ରବାର ୫ଟି ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ସୁପାରିସ ଅନୁଯାୟୀ ଜଷ୍ଟିସ୍‍…
Read More...

ଉଗାଣ୍ଡାରେ ମାଟି ଅତଡା ଧସି ୩୧ ମୃତ

କାମପାଲା : ପୂର୍ବ ଉଗାଣ୍ଡାରେ ପ୍ରବଳ ବର୍ଷା ଜନିତ ମାଟି ଅତଡା ଧସି ୩୧ଜଣଙ୍କର ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ପ୍ରସ୍ତୁତି କମିଶନର ମାର୍ଟିନ ଓଅର କହିଛନ୍ତି ଯେ ୩୧ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏହା ବୃଦ୍ଧି…
Read More...

ଏଏମୟୁ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଗ୍ରା : ଆଲିଗଡ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଦୁଇଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦୁଇ ଛାତ୍ର ହେଲେ ୱାସିମ ଆୟୁବ ଖାଁ ଓ ଅବଦୁଲ ହସିବ ମିର୍‍। ଏହି ଦୁଇଛାତ୍ର…
Read More...

ପ୍ରଧାନ ବିଚାରପତିଙ୍କ ‘ନୋ ଲିଭ’ ଯୋଜନା

ନୂଆଦିଲ୍ଲୀ : କୋର୍ଟଗୁଡିକରେ ପଡିରହିଥିବା ସଂଖ୍ୟାଧିକ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ନବନିଯୁକ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏକ ନୂତନ ସୂତ୍ର ଆପଣାଇଛନ୍ତି। ଏଥିନିମନ୍ତେ ସେ ‘ନୋ ଲିଭ୍‍’ ଯୋଜନା…
Read More...

ବିଚାରପତିଙ୍କ ବିରୋଧରେ ଯୌନଶୋଷଣ ମାମଲା: ମଧ୍ୟପ୍ରଦେଶ ହାଇକୋର୍ଟଙ୍କୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ଏସ୍‍. କେ ଗାଙ୍ଗେଲଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅତିରିକ୍ତ ଜିଲା ଏବଂ ସେସନ୍ସ କୋର୍ଟ ମହିଳା ବିଚାରପତି(ଏଡିଜେ)ଙ୍କ ନିଯୁକ୍ତି କାଏମ ରଖିବା ସମ୍ବନ୍ଧୀୟ…
Read More...

ଫତ୍‍ୱା ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ

ନୂଆଦିଲ୍ଲୀ : କୌଣସି ଧାର୍ମିକ ସଂସ୍ଥା ଫତ୍‍ୱା ଜାରି କରିପାରିବେ ନାହିଁ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ଲାଗୁ କରିଥିବା କଟକଣା ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ବଳାତ୍କାରର ଶିକାର ହୋଇଥିବା…
Read More...

ଭୋଟର ତାଲିକା ପ୍ରସଙ୍ଗ: କମଳନାଥ, ସଚିନ ପାଇଲଟ୍‍ଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ପ୍ରସ୍ତାବିତ ଭୋଟର ତାଲିକା ପ୍ରଦାନ କରିବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ଦାବିରେ ହୋଇଥିବା ଦୁଇଟି ପୃଥକ୍‍ ଆବେଦନକୁ ସୁପ୍ରିମକୋର୍ଟ…
Read More...

ସର୍ବନିମ୍ନ ମଜୁରୀ ମାମଲା: ସୁପ୍ରିମକୋର୍ଟରେ ସ୍ୱାମୀ ଅଗ୍ନିବେଶଙ୍କ ଆବେଦନ ରଦ୍ଦ

ନୂଆଦିଲ୍ଲୀ : ଅସଂଗଠିତ କ୍ଷେତ୍ରଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ଦାବିରେ ସମାଜସେବୀ ସ୍ୱାମୀ ଅଗ୍ନିବେଶ କରିଥିବା ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର ରଦ୍ଦ…
Read More...

ରାଜସ୍ଥାନ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ରାହୁଲଙ୍କ ପ୍ରଥମ ପସନ୍ଦ ସଚିନ ପାଇଲଟ୍‍!

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ ରାଜସ୍ଥାନରେ କେଉଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସେଥିନେଇ ଆଲୋଚନା ଜୋର ଧରିଛି। ମୁଖମନ୍ତ୍ରୀ ବସୁନ୍ଧରା ରାଜେ ଶାସକ ଦଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଆପାତତଃ…
Read More...

ଦୁର୍ନୀତି ଅଭିଯୋଗ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. କେ. ପାଲାନାସ୍ୱାମୀଙ୍କ ବିରୋଧରେ ଥିବା ବହୁକୋଟି ଟଙ୍କାର ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରିବାକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। କୋଟିକୋଟି ଟଙ୍କା…
Read More...

ପାଚେରିରେ ପିଟି ହୋଇ କ୍ଷତିଗ୍ରସ୍ତ ବିମାନ ୪ ଘଣ୍ଟା ଉଡ଼ିଲା

ତ୍ରିଚି/ମୁମ୍ବଇ : ତାମିଲନାଡୁର ତ୍ରିରୁଚିରାପାଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ଏୟାରଇଣ୍ଡିଆ ଏକ୍ସପ୍ରେସର ଏକ ବିମାନର ଚକ ବନ୍ଦରର ବାହ୍ୟ ପାଚେରିରେ ପିଟି ହୋଇ କ୍ଷତିଗ୍ରସ୍ତ ହେବା ସତ୍ତ୍ବେ ୪…
Read More...

#ମି ଠୁ ଅଭିଯାନକୁ ହାଇକୋର୍ଟ ବିଚାରପତି, ରାହୁଲ ଗାନ୍ଧୀଙ୍କ ସମର୍ଥନ

ନୂଆଦିଲ୍ଲୀ : ଯୌନ ନିର୍ଯାତନା ବିରୋଧରେ ନିର୍ଭିକତାର ସହ ସ୍ୱର ଉଠାଇବା ଲାଗି ମହିଳାମାନଙ୍କୁ ସାହସ ପ୍ରଦାନ କରିଥିବା ‘#ମି ଠୁ ଅଭିଯାନ’କୁ ବମ୍ବେ ହାଇକୋର୍ଟ ବିଚାରପତି ଗୌତମ ପଟେଲ ସମର୍ଥନ କରିଛନ୍ତି। ଯୌନ ନିର୍ଯାତନା…
Read More...

ଏଏମ୍‍ୟୁରୁ ୩ କାଶ୍ମୀର ଛାତ୍ର ନିଲମ୍ବିତ

ଆଲିଗଡ଼ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‍ୟୁ)ରେ ପଢୁଥିବା ୩ ଜଣ କାଶ୍ମୀର ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯରାଇଛି। ଏହି ୩ ଛାତ୍ର ଗୁରୁବାର ଭାରତୀୟ ସୁରକ୍ଷା ବାହିନୀଙ୍କ ଗୁଳିରେ…
Read More...

ଆମେରିକାରେ ‘ମାଇକେଲ’ ପ୍ରଳୟ; ୬ ମୃତ

ୱାଶିଂଟନ : ଆମେରିକାର ଦକ୍ଷିଣପୂର୍ବ ରାଜ୍ୟ ଫ୍ଲୋରିଡ଼ାରେ ଗୁରୁବାର ସାମୁଦ୍ରିକ ଝଡ଼ ‘ମାଇକେଲ’ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଛି। ଏଥିରେ ବହୁ ଧନ ଜୀବନ କ୍ଷୟୟକ୍ଷତି ଘଟିଛି। ଝଡ଼ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…
Read More...

ସତର୍କ! ଆସନ୍ତା ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ୍‍, ହୋଇପାରିବନି ବ୍ୟାଙ୍କ ଟ୍ରାଜାଂକ୍ସନ

ମସ୍କୋ : ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ପାଇଁ ଆସନ୍ତା ଦୁଇ ଦିନ କଷ୍ଟକର ରହିବ। କାରଣ ଆସନ୍ତା କାଲିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ଇଣ୍ଟରନେଟ୍‍ ସେବା ବନ୍ଦ ରହିବ। ‘ରୁଷିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ…
Read More...

‘ମି ଠୁ’ ଅଭିଯାନ ମାମଲାଗୁଡ଼ିକର ତଦନ୍ତ କରିବେ ସରକାର, ଗଠନ ହେବ ଅବସରପ୍ରାପ୍ତ ବିଚାରପତିଙ୍କ କମିଟି

ନୂଆଦିଲ୍ଲୀ : ଯୌନ ଶୋଷଣ ବିରୋଧରେ ‘ମି ଠୁ’ ଅଭିଯାନରେ ସାମ୍ନାକୁ ଆସିଥିବା ଅଭିଯୋଗ ଓ ମାମଲା ଗୁଡ଼ିକର ତଦନ୍ତ ପାଇଁ କେନ୍ଦ୍ର ସରକାର ଖୁବ୍‍ଶୀଘ୍ର ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ।…
Read More...

ବେଙ୍ଗାଲୁରୁରେ ଚିଟ୍‌ଫଣ୍ଡ ଖୋଲି ଲୁଟିଥିଲେ ୯୦ ଲକ୍ଷ

ତିହିଡ଼ି : ବେଙ୍ଗାଲୁରୁର କାମାକ୍ଷୀପାଲିଆ ପୁଲିସ ବୁଧବାର ରାତିରେ ଭଦ୍ରକ ଜିଲାର ତିହିଡ଼ି ଅଞ୍ଚଳରେ ପହଞ୍ଚି ୯୦ ଲକ୍ଷ ଟଙ୍କା ଠକି ପଳାଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଛି। ଅନ୍ୟମାନଙ୍କୁ…
Read More...

ପୂଜା ପୂର୍ବରୁ ପୁଲିସର ଅପରାଧ ଦମନ

କଟକ : ପୂଜା ପୂର୍ବରୁ କମିସନରେଟ ପୁଲିସ ଅପରାଧ ଦମନ ପ୍ରକ୍ରିୟା ଜାରି ରଖିଛି। ସହରାଞ୍ଚଳ ଓ ଜିଆରପିକୁ ମିଶାଇ ୩୬ଟି ପୁଲିସ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା କେତେକ ଗ୍ୟାଙ୍ଗକୁ…
Read More...

ଧାନ ଫସଲ ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ବାରଙ୍ଗ : ଡମପଡ଼ା ରେଞ୍ଜ ଅନ୍ତର୍ଗତ ବାଅାଁରା ଅଞ୍ଚଳରେ ଦୁଇଦିନ ହେଲା ହାତୀପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ୧୦ ତାରିଖ ବିଳମ୍ବିତ ରାତିରେ ପଶିଆପୋଖରୀ ଉପର ଅଞ୍ଚଳରେ ଥିବା ଧାନବିଲ ଓ ପରିବା ଫସଲ ଖାଇବା ସହ ଦଳିଚକଟି…
Read More...

ଲଗାଣ ବର୍ଷାରେ ସହର ଜଳମଗ୍ନ

କଟକ : ତିତ୍‍ଲି ପ୍ରଭାବରେ ଗୁରୁବାର ରାତିରେ ଲଗାଣ ବର୍ଷା ଯୋଗୁଁ ସହରର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହର ବହୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ…
Read More...

ରାଜ୍ୟରେ ବଢ଼ି ଚାଲିଛି ବନ୍ୟଯନ୍ତୁ ଶିକାର

ଭୁବନେଶ୍ୱର : ରାଜ୍ୟରେ ବନ୍ୟପ୍ରାଣୀ ଓ ମାନବ ମଧ୍ୟରେ ସଂଘର୍ଷ ଘଟଣା ତଥା ବନ୍ୟଯନ୍ତୁଙ୍କ ଶିକାର ବଢ଼ି ବଢ଼ି ଚାଲିଥିବା ବେଳେ ସ୍ଥାୟୀ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଅଭାବ ସ୍ଥିତିକୁ ଅଧିକ ଜଟିଳ କରୁଛି। ଏହି…
Read More...

‘ତିତ୍‍ଲି ପ୍ରଭାବ’ : ଅରଖକୁଦାରେ ନୂଆ ମୁହାଁଣ

ପୁରୀ : ବାତ୍ୟା ‘ତିତ୍‍ଲି’ ପ୍ରଭାବରେ ବ୍ରହ୍ମଗିରିିର ଅରଖକୁଦା ଗ୍ରାମ ନିକଟରେ ନୂଆ ମୁହାଁଣ ସୃଷ୍ଟି ହୋଇଛି। ଏଥିଯୋଗୁ ଅଶାନ୍ତ ସମୁଦ୍ରର ଉତ୍ତାଳ ଜୁଆର ପାଣି ଗାଁ ଭିତରକୁ ପଶି ଆସି ଭୟଙ୍କର ପରିସ୍ଥିତି ସୃଷ୍ଟି…
Read More...

ସହିଦ ବାଜି ରାଉତଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ବିଦ୍ୟାଳୟରେ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ସହିଦ ବାଜି ରାଉତଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ବାଜି ଦି ଇମୋର୍ଟାଲ ବୋଟ ବୟ’ଗୁରୁବାର ସଚିବାଳୟରେ ପ୍ରଦର୍ଶିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ୨୫ ମିନିଟର…
Read More...

ହଟିବ ଦଲାଲି; ଚାଷୀଙ୍କୁ ମିଳିବ ଝାଳବୁହା ମୂଲ

ଭୁବନେଶ୍ୱର :ବିଭିନ୍ନ ସମୟରେ ଚାଷୀମାନେ ସାହୁକାରଠାରୁ ଋଣ ଆଣି ଝାଳ ବୁହାଇ ପନିପରିବା କିମ୍ବା ଫସଲ ଉତ୍ପାଦନ କଲେ ମଧ୍ୟ ଉଚିତ୍‍ ମୂଲ୍ୟ ମିଳୁନାହିଁ। ବହୁ କଷ୍ଟରେ ଉପାର୍ଜିତ ପନିପରିବାକୁ ବାଟରେ ଦଲାଲମାନେ ଶାଗମାଛ ଦର…
Read More...

‘ସହିଦ ବାଜି ରାଉତଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେଉ’

ଢେଙ୍କାନାଳ : ଭୁବନ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ଓ ଢେଙ୍କାନାଳ ସହରସ୍ଥିତ ବାଜିଚୌକରେ ସହିଦ ବାଜି ରାଉତଙ୍କ ୮୦ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ସବରେ ଆଜିର ଯୁବପିଢି ସହିଦ ବାଜି ରାଉତଙ୍କ…
Read More...

ବିମାନ ଇନ୍ଧନରେ ଉତ୍ପାଦ ଶୁଳ୍କ ଓଡ଼ିଶାରେ ସର୍ବନିମ୍ନ : ଶଶିଭୂଷଣ

ଭୁବନେଶ୍ୱର : ଦେଶର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶାରେ ବିମାନ ଟର୍ବାଇନ୍‍ ଇନ୍ଧନ (ଏଟିଏଫ୍‍) ଉପରେ ନିଆଯାଉଥିବା ଉତ୍ପାଦ ଶୁଳ୍କ ସବୁଠାରୁ କମ୍‍ ରହିଛି। ଓଡ଼ିଶା ସରକାର ଏଟିଏଫ୍‍ କ୍ଷେତ୍ରରେ ତିନି ପ୍ରକାର ଉତ୍ପାଦ…
Read More...

ବିଦ୍ୟୁତ୍‍ ତାର ସ୍ପର୍ଶରେ ହାତୀ ମୃତ

ଅମ୍ବାଭୋନା : ଅମ୍ବାଭୋନା ଥାନା ଡୁଙ୍ଗୁରୀ ଫରେଷ୍ଟ ସେକ୍ସନର ହୁରସୁରୀ-ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ…
Read More...

ଝିଅକୁ ହତ୍ୟା: ବାପା, ସାବତ ମା’ ଗିରଫ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବାରସର ପଞ୍ଚାୟତ ଭଉଁରିଆବାଙ୍କ ଗ୍ରାମରେ ବାପା ଓ ସାବତ ମାଆ ମିଶି ସେମାନଙ୍କ ନାବାଳିକା ଝିଅର ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତିହିଡ଼ି ପୁଲିସ ନାବାଳିକାର ବାପା…
Read More...

ପେଟ୍ରୋଲ, ଡିଜେଲଠାରୁ ବିମାନ ଇନ୍ଧନ ଶସ୍ତା

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ତୈଳ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ନିକଟରେ କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇଥିଲେ। ଅନ୍ୟପକ୍ଷରେ ଅଶୋଧିତ…
Read More...

ପଦ୍ମ ପୁରସ୍କାର ଲାଗି ୫୦ହଜାର ପ୍ରସ୍ତାବ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଆଯିବାକୁ ପଦ୍ମ ପୁରସ୍କାର ଲାଗି ପ୍ରାୟ ୫୦ହଜାର ପ୍ରସ୍ତାବ ଆସିଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ଦେବାକୁ ସ୍ୱରାଷ୍ଟ୍ର…
Read More...

ମୁଖ କର୍କଟର କାରଣ ବାୟୁ ପ୍ରଦୂଷଣ

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ଭାଷଣ ବା ଆଲୋଚନାରୁ କିଛି ଲାଭ ମିଳିନଥାଏ, ବରଂ ଏଥି ନିମନ୍ତେ ଯଥା ପଦକ୍ଷେପ ନେବା ହିଁ ମୁଖ୍ୟ ଆବଶ୍ୟକତା। ଆମ ଭାରତର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ଜଣାଯାଉଥିବା ରାଜଧାନୀ ଦିଲ୍ଲୀ…
Read More...

୨୦୨୦ରେ ଆସିବ ‘ନମସ୍ତେ ଚାଇନା’

ମୁମ୍ବଇ : ୨୦୦୭ରେ ବିପୁଲ ଶାହ ନିର୍ଦେଶିତ ‘ନମସ୍ତେ ଲଣ୍ଡନ’ ମୁକ୍ତିଲାଭ କରିଥିଲା। ଅକ୍ଷୟ କୁମାର ଓ କ୍ୟାଟ୍ରିନା କେଫ୍ ଅଭିନୀତ ଏହି ଚଳଚ୍ଚିତ୍ର ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହା ପରେ କିନ୍ତୁ ନିର୍ଦେଶକ ଏହାର…
Read More...

ପ୍ରଦାର୍ପଣ କରିବ ଚୀନ୍‍ ଦଳ

ଭୁବନେଶ୍ୱର : ଆଉ ମାତ୍ର ୪୬ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ର ହକି କମ୍ପ୍ଲେକ୍ସରେ ଆୟୋଜନ ହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ପ୍ରତିଯୋଗିତାରେ ଚଳିତ ଥର ନୂତନ ଦଳ ଭାବେ ଭାଗ ନେଇଥିବା ଚୀନ୍‍ ଉପରେ ଆମର ଏହି…
Read More...

ଶୁକ୍ରବାର ରାଶିଫଳ

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି; ମାତ୍ର ସୁଖଭୋଗରେ ଅନ୍ତରାୟ ସୃଷ୍ଟି ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନରେ ଉଦ୍‍ବେଗ ଜାତ ହୋଇପାରେ। ଶ୍ରଦ୍ଧାଭାଜନ ହେବେ। ଭୋଗ ବିଳାସ ଯୋଗ ଅଛି। ବୃଷ:…
Read More...

ଶରଦ କୁମାରଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା : ଭାରତର ଶରଦ କୁମାର ଏଠାରେ ଚାଲିଥିବା ପାରା ଏସୀୟ କ୍ରୀଡାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିବା ସହ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁରୁବାର ପୁରୁଷ ହାଇଜମ୍ପ (ଟି୪୨/୬୩ ବର୍ଗ)ରେ…
Read More...

ସରକାରଙ୍କୁ କାଜୁ ନିଗମ ଦେଲା ୪୬ ଲକ୍ଷର ଲାଭାଂଶ

ଭୁବନେଶ୍ୱର :ରାଜ୍ୟ କାଜୁ ନିଗମ ଉନ୍ନୟନ ନିଗମ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ତା’ର ଲାଭାଂଶ ବାବଦକୁ ଗୁରୁବାର ରାଜ୍ୟ ସରକାରଙ୍କୁ ୪୬.୫୧ଲକ୍ଷ ଟଙ୍କା ପ୍ରଦାନ କରିଛି। ଗୁରୁବାର ସଚିବାଳୟରେ ନିଗମ ଅଧ୍ୟକ୍ଷ ମୁଜିବୁଲା ଖାଁ…
Read More...

ଏଫ୍‍-୩୫କୁ ପ୍ରତ୍ୟାହାର କଲା ଆମେରିକା

ୱାଶିଂଟନ : ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଦ୍ରୁତଗାମୀ ତଥା ବ୍ୟୟବହୁଳ ଯୁଦ୍ଧବିମାନ ଏଫ-୩୫କୁ ସେବା ନିବୃତ କରିଛି। ସେପ୍ଟେମ୍ବର ୨୮ରେ ଏହି ବର୍ଗର ଏକ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ସବୁ…
Read More...

ପଦ୍ମ ପୁରସ୍କାର ମନୋନୟନ ପକ୍ରିୟାରେ ସାମିଲ ହେବା ପାଇଁ ୫୦ହଜାର ଆବେଦନ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଆଯିବାକୁ ଥିବା ପଦ୍ମ ପୁରସ୍କାର ମନୋନୟନ ପକ୍ରିୟାରେ ସାମିଲ ହେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୪୯,୯୯୨ଟି ଆବେଦନ ଆସିଛି। ଏହି ଆବେଦନ ୨୦୧୦ରେ ଆସିଥିବା ଆବେଦନର ୩୨ଗୁଣ ଅଧିକ।…
Read More...

ସହଜ ହେଲା ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) କର୍ତ୍ତୃପକ୍ଷ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ୍ଣ ବ୍ୟବସ୍ଥାକୁ ସହଜ କରିଛନ୍ତି। ଛାତ୍ରଛାତ୍ରୀ ଥିଓରୀ ଓ ପ୍ରାକ୍ଟିକାଲରେ ମିଳିତ…
Read More...

ଜେଲରେ ଥିବା ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀର ଆତ୍ମହତ୍ୟା

ପଞ୍ଚକୂଳା : ଜେଲରେ ବନ୍ଦୀ ଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀ ହରିୟାଣା ପୁଲିସ୍‍ ଯବାନ ରାମ ସିଂହ ବୁଧବାର ସନ୍ଧ୍ୟାରେ ବିଷ ଖାଇ ଆତ୍ମହତ୍ୟା କରିଛି। ପୁଲିସ୍‍ କହିବା ଅନୁସାରେ…
Read More...

ପଶ୍ଚିମବଙ୍ଗରେ ଆତଙ୍କବାଦୀ କାର୍ଯ୍ୟକଳାପ ବିସ୍ତାର ଯୋଜନାରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀ

ନୂଆଦିଲ୍ଲୀ : ବାଂଲାଦେଶସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀମାନେ ଏବେ ଭାରତ ବିରୋଧୀ କାର୍ଯ୍ୟକଳାପରେ ମାତିଛନ୍ତି। ବିଶେଷକରି ପଶ୍ଚିମବଙ୍ଗରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ଲାଗି ପାକ୍‍ ଉଚ୍ଚାୟୁକ୍ତ…
Read More...

ଅନିଲ ଅମ୍ବାନୀଙ୍କ ଚୌକିଦାର ହେଉଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ମୋଦୀଙ୍କୁ ସେ ‘ଦୁର୍ନୀତିଗ୍ରସ୍ତ’ ବୋଲି ଆକ୍ଷେପ କରିବା ସହ ରାଫେଲ କାରବାର…
Read More...

ସମଲିଙ୍ଗୀ ସମ୍ପର୍କ ହେଲା କାଳ; ଲୁଟ ପରେ ଆପ୍‍ ନେତାଙ୍କୁ ଜୀବନ୍ତ ପୋଡ଼ି ହତ୍ୟା

ନୂଆଦିଲ୍ଲୀ : ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍) ନେତା ନବୀନ ଦାସଙ୍କ ହତ୍ୟାର ଗୁମର ଖୋଲିଛି। ଅକ୍ଟୋବର ୫ରେ ଦାସଙ୍କୁ ତାଙ୍କ ଏସ୍‍ୟୁଭି କାରରେ ଜୀବନ୍ତ ପୋଡି ହତ୍ୟା କରାଯାଇଥିଲା। ଏହି ମାମଲାରେ ଦାସ୍‍ଙ୍କର ଜଣେ ବନ୍ଧୁଙ୍କ…
Read More...

ନ୍ୟୁ ଫାରାକ୍କା ଏକ୍ସପ୍ରେସ୍‍ ଦୁର୍ଘଟଣାକୁ ନେଇ ୨ ରେଳ କମଚାରୀ ନିଲମ୍ବିତ

ନୂଆଦିଲ୍ଲୀ : ନ୍ୟୁ ଫାରାକ୍କା ଏକ୍ସପ୍ରେସ୍‍ ଦୁର୍ଘଟଣାକୁ ନେଇ ରେଳ ବିଭାଗ ପକ୍ଷରୁ ସିଗ୍‍ନାଲ ଇନ୍ସପେକ୍ଟର ବିନୋଦ କୁମାର ଏବଂ ଇଲେକ୍ଟ୍ରିକାଲ ସିଗନାଲ ମେଣ୍ଟେନର ଅମରନାଥଙ୍କୁ ଗୁରୁବାର ନିଲମ୍ବିତ କରାଯାଇଛି।…
Read More...

ସ୍ୱଇଚ୍ଛାରେ ରିଲାଏନ୍ସକୁ ଅଂଶୀଦାର ଚୟନ କରାଯାଇଛି: ଡାସଲ୍ଟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ରାଫେଲ୍‍ କାରବାର ମାମଲାରେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନ୍‍ ପୁନଃ ଖୋଲାଖୋଲି ପ୍ରତିକ୍ରିୟା ପ୍ରକାଶ କରିଛି। ଏହି କାରବାର ନିମନ୍ତେ ଭାରତୀୟ କମ୍ପାନୀ ରିଲାଏନ୍ସକୁ…
Read More...

ନବରାତ୍ରି ପାଇଁ ଗୁରୁଗ୍ରାମରେ ବଳ ପୂର୍ବକ ବନ୍ଦ କରାଗଲା ମାଂସ ଦୋକାନ

ଗୁରୁଗ୍ରାମ : ନବରାତ୍ରି ପାଇଁ ହରିୟାଣାର ଗୁରୁଗ୍ରାମରେ ବୁଧବାରଠାରୁ ବଳ ପୂର୍ବକ ମାସଂ ଦୋକାନା ସବୁ ବନ୍ଦ କରିଦିଆଯାଇଛି। ମିଳିତ ହିନ୍ଦୁ ସଂଗ୍ରାମ ସିମିତି (ଏସ୍‍ଏଚ୍‍ଏସ୍‍ଏସ୍‍) ପକ୍ଷରୁ ବଳ ପୂର୍ବକ ମାଂସ ଦୋକାନ ସବୁ…
Read More...

ନିରବି ଗଲେ ସ୍ୱାମୀ ସାନନ୍ଦ, ଗଙ୍ଗା ସ୍ୱଚ୍ଛତା ପାଇଁ ୧୧୧ ଦିନର ଅନଶନ ପରେ ପରଲୋକ

ଡେରାଡୁନ୍‍ : ଗଙ୍ଗା ନଦୀ ଖନନ ବନ୍ଦ ଓ ଗଙ୍ଗାକୁ ସ୍ୱଚ୍ଛ କରିବା ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇଥିବା ପରିବେଶବିତ୍‍ ପ୍ରଧ୍ୟାପକ ଜି.ଡି ଅଗ୍ରୱାଲ ଓରଫ ସ୍ୱାମୀ ଜ୍ଞାନସ୍ବରୁପ ସାନନ୍ଦ ଗୁରୁବାର ସବୁଦିନ ପାଇଁ…
Read More...

ହିଜ୍‍ବୁଲ କମାଣ୍ଡର ମନ୍ନାନ ୱାନି ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର କୁପୱାଡ଼ା ଜିଲାରେ ଗୁରୁବାର ସୁରକ୍ଷା ବାହିନୀଙ୍କ କାର୍ଯ୍ୟାନୁଷ୍ଠାନରେ ହିଜବୁଲର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ମଧ୍ୟରୁ ଜଣେ ହିଜ୍‍ବୁଲ କମାଣ୍ଡର ମନ୍ନାନ ୱାନି ବୋଲି…
Read More...

ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସ୍‍ ସେଣ୍ଟର ଯାଉଥିବା ରକେଟ୍‍ ଇଞ୍ଜିନରେ ଦେଖାଗଲା ତ୍ରୁଟି, ଜରୁରୀ ଅବତରଣ

ନୂଆଦିଲ୍ଲୀ : ରୁଷିଆ ଏବଂ ଆମେରିକାର ଦୁଇ ମହାକାଶ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ୍‍କୁ ଯାଉଥିବା ଏକ ବୁଷ୍ଟର ରକେଟ୍‍ ଇଞ୍ଜିନ୍‍ ଗୁରୁବାର ମଝି ଆକାଶରେ ଖରାପ ହୋଇଯିବାରୁ ଉଭୟ ମହାକାଶ ଯାତ୍ରୀଙ୍କୁ…
Read More...

ଧନରାଜଙ୍କ ଦଳକୁ ହରାଇଲା ଦିଲୀପଙ୍କ ଏକାଦଶ

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏକାଠି ହୋଇଥିଲେ ହକି ମହାରଥୀ। ଭାରତୀୟ ହକିର ପୂର୍ବତନ ନାମୀ ଖେଳାଳି ଓ ବର୍ତ୍ତମାନର ଖେଳାଳିଙ୍କୁ ନେଇ ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମ ନବୀକୃତ ହକି…
Read More...

ଦୂର୍ଗା ପୂଜା ଅନୁଦାନ ମାମଲାରେ ମମତାଙ୍କୁ ଆଶ୍ୱସ୍ଥି

କଲକାତା : ପଶ୍ଚିମବଙ୍ଗର ୨୮,୦୦୦ ଦୁର୍ଗାପୂଜା କମିଟିକୁ ୧୦ ହଜାର ଟଙ୍କା ଅନୁଦାନ ପ୍ରଦାନ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଶ୍ୱସ୍ଥି ମିଳିଛି। ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତ ନିଷ୍ପତ୍ତି ଉପରେ…
Read More...

ପରିବାରର ତିନି ସଦସ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ସଦସ୍ୟମାନେ ହେଲେ ମିଥିଳେଶ (୪୦), ତାଙ୍କ ପତ୍ନୀ ସିଆ (୪୦) ଓ ଝିଅ ନେହା (୧୬)।…
Read More...

ଖାଲେଦାଙ୍କ ପୁଅଙ୍କୁ ଆଜୀବନ କାରାଦଣ୍ଡ

ଢାକା(ପିଟିଆଇ): ୨୦୦୪ ଅଗଷ୍ଟ ୨୧ରେ ବାଂଲାଦେଶର ଏକ ନିର୍ବାଚନ ରାଲିରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ଅଦାଲତ ୧୯ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାବେଳେ ଅନ୍ୟ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଆଜୀବନ…
Read More...

କୂଅରୁ ୫ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର; ବାପା-ମାଆ ନିଖୋଜ

ବାରୱାନି : ମଧ୍ୟପ୍ରଦେଶର ବାରୱାନି ଜିଲା, ସେନ୍ଧୱା ଥାନା ଅନ୍ତର୍ଗତ ଚିଖ୍‍ଲି ଗ୍ରାମର ଏକ କୂଅରୁ ୫ ଶିଶୁଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀ କୂଅରେ ଶିଶୁଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର…
Read More...

ଅସୀମ ମୁନିର ଆଇଏସ୍‍ଆଇ ମୁଖ୍ୟ

ଇସ୍‍ଲାମାବାଦ(ପିଟିଆଇ): ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‍ ଇଣ୍ଟଲିଜେନ୍ସ (ଆଇଏସ୍‍ଆଇ)ର ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିରଙ୍କୁ ବୁଧବାର ନିଯୁକ୍ତ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ନଭିଦ…
Read More...

ବାଣିଜ୍ୟ ସୁରକ୍ଷା ପାଇଁ ଭାରତର ସହଯୋଗ ଲୋଡିଲା ଚୀନ

ନୂଆଦିଲ୍ଲୀ : ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆମେରିକାର ଏକଚାଟିଆ କାରବାର ରୋକିବାକୁ ଚୀନ ଏବେ ଭାରତର ସହଯୋଗ ଲୋଡିଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ଓ ଚୀନ ବିଶ୍ୱର…
Read More...

ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗ : ୪ ଛାତ୍ର ଗିରଫ

ଜଳନ୍ଧର : କାଶ୍ମୀର ଆତଙ୍କବାଦୀ ସଂଗଠନ ଅନସାର ଝାଜୱାତ-ଉଲ-ହିନ୍ଦ ସହିତ ସମ୍ପୃକ୍ତି ଅଭିଯୋଗରେ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ପଞ୍ଜାବ ପୁଲିସ ଓ ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ବାହିନୀ ବୁଧବାର ମିଳିତ ଚଢଉ କରି…
Read More...

ତୁଷାର ମେହତା ସଲିସିଟର ଜେନେରାଲ ନିଯୁକ୍ତ

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କେନ୍ଦ୍ର ସରକାର ସଲିସିଟର ଜେନେରାଲ ପଦରେ ନିଯୁକ୍ତି ଦେଇଛନ୍ତି। ଏହିପଦରେ ମେହତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‍, ୨୦୨୦ ପର୍ଯ୍ୟନ୍ତ…
Read More...

କୈଳାସ ଖେର ଓ ଅନୁ ମଲ୍ଲିକଙ୍କୁ ଟାଣିଲେ ସୋନା ମହାପାତ୍ର

ମୁମ୍ବଇ : ‘#ମି ଠୁ ଅଭିଯାନ’କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଝଡ଼ରେ ଝାସ ଦେଇଛନ୍ତି ମୁମ୍ବଇସ୍ଥିତ ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର। ପ୍ରସିଦ୍ଧ ସଙ୍ଗୀତଜ୍ଞ ଅନୁ ମଲ୍ଲିକ ଓ ସୁଫି ସଂଗୀତଜ୍ଞ କୈଳାସ ଖେର୍‍ଙ୍କ…
Read More...

ନେସ୍‍ଙ୍କ ବିରୋଧରେ ପ୍ରୀତିଙ୍କ ମାମଲା ଖାରଜ

ମୁମ୍ବଇ : ଶିଳ୍ପପତି ନେସ୍‍ ୱାଡିଆଙ୍କ ବିରୋଧରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦାୟର କରିଥିବା ଅସଦାଚରଣ ମାମଲାକୁ ବୁଧବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୪ ମେ ୩୦ରେ ବମ୍ବେରେ ଏକ ଆଇପିଏଲ୍‍ ମ୍ୟାଚ ଅବସରରେ…
Read More...

ବିଗ୍‍ ବି’କହିବେ: ଇତିହାସ ରଚିବ ଭାରତ

ଭୁବନେଶ୍ୱର : ‘ବିଶ୍ୱର ୫ଟି ସର୍ବଶ୍ରେଷ୍ଠ ହକି ଦଳ ମଧ୍ୟରେ ଭାରତକୁ ସାମିଲ କରାଯିବା ଦେଶ ପାଇଁ ଗର୍ବର ବିଷୟ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‍ରେ ଭାରତ ପୁଣିଥରେ ଚମ୍ପିଆନ୍‍ ହୋଇ ଇତିହାସ ରଚିବ।’ ଏପରି…
Read More...

ନବୀକୃତ ହକି କମ୍ପ୍ଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର : ବର୍ଷାକୁ ଖାତିର ନକରି କଳିଙ୍ଗ ଷ୍ଟାଡିୟମରେ ବୁଧବାର ହକି କିମ୍ବଦନ୍ତୀଙ୍କ ଖେଳ ଦେଖିବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ ହକିପ୍ରେମୀ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବାକୁ…
Read More...

୨୨ ମିନଟ୍ ଚାଲି ସୁସ୍ଥ ରୁହନ୍ତୁ

ବିଶେଷଜ୍ଞମାନେ ନିୟମିତ ଭାବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଚାଲିବାକୁ ପରାମର୍ଶ ଦେଇଥାନ୍ତି। ଏହା ସୁସ୍ଥତାର ପ୍ରମୁଖ ରହସ୍ୟ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ଏଇ ନିକଟରେ କାନାଡାର ଗବେଷକ ଦଳ ସ୍ପଷ୍ଟ କରିଛନ୍ତି…
Read More...