www.samajalive.in
Saturday, December 6, 2025
14.1 C
Bhubaneswar

ସମୟାନୁବର୍ତ୍ତିତାରେ ଆଇଜିଆଇ ଶ୍ରେଷ୍ଠ ବିମାନବନ୍ଦର

ନୂଆଦିଲ୍ଲୀ :ସମୟାନୁବର୍ତ୍ତିତା ହିସାବରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (ଆଇଜିଆଇ) ବିମାନବନ୍ଦର ବିଶ୍ବର ସବୁଠାରୁ ଶ୍ରେଷ୍ଠ ବିମାନବନ୍ଦର ଭାବେ ପରିଗଣିତ ହୋଇଛି। ବ୍ରିଟେନସ୍ଥିତ ବିମାନ ଯାତ୍ରା ଗୁଇନ୍ଦା କମ୍ପାନୀ ଓଏଜି ପଞ୍ଚୁଆଲିଟି ଲିଗର ରିପୋର୍ଟ ଅନୁଯାୟୀ ଅଗଷ୍ଟ ୨୦୧୮ରେ ଆଇଜିଆଇ ସମୟାନୁବର୍ତ୍ତିତାରେ ବିଶ୍ବର ଅନ୍ୟ ଶ୍ରେଷ୍ଠ ୨୦ ବିମାନବନ୍ଦର ଠାରୁ ଆଗରେ ରହିଛି। ଚିକାଗୋ, ଜର୍ଜିଆ ବିମାନବନ୍ଦର ସମୟାନୁବର୍ତ୍ତିତାରେ ଆଗରେ ରହିଆସୁଥିବାବେଳେ ଆଇଜିଆଇ ଏହିସବୁ ବିମାନବନ୍ଦରକୁ ଏବେ ପଛରେ ପକାଇଛି। ଆଇଜିଆଇ ବିମାନବନ୍ଦରରୁ ଅଗଷ୍ଟ ମାସରେ ୧୯,୭୪୮ଟି ବିମାନ ଉଡାଣ କରିଥିବାବେଳେ ୮୨.୯ ପ୍ରତିଶତ ବିମାନ ଧାର୍ଯ୍ୟ ସମୟରେ ଉଡାଣ କରିଛି। ୦.୩ ପ୍ରତିଶତ ବିମାନର ଉଡାଣ ବାତିଲ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories