ନନ୍‍ଙ୍କ ବିରୋଧରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିଲେ ବିଶପ୍‍

ଜଳନ୍ଧର : ବଳାତ୍କାର ଅଭିଯୁକ୍ତ ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲ ପୀଡ଼ିତା ନନ୍‍ଙ୍କ ବିରୋଧରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିଛନ୍ତି। ବିଶପ୍‍ଙ୍କ ଅଭିଯୋଗକୁ କନ୍‍ଭେଣ୍ଟର ମଦର ଜେନେରାଲ ରେଜିନା କାଡାମାଥୋଟ୍ଟୁଙ୍କ ପକ୍ଷରୁ…
Read More...

ସଞ୍ଜିତାଙ୍କ ‘ବି’ ନମୁନା ମଧ୍ୟ ପଜିଟିଭ୍‍

ନୂଆଦିଲ୍ଲୀ : ଭାରତୀୟ ମହିଳା ଭାରୋତ୍ତୋଳନକାରିଣୀ ସଞ୍ଜିତା ଚାନୁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ମଣିପୁରର ସଞ୍ଜିତାଙ୍କ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧର ମାତ୍ରା…
Read More...

ଗୋଆ ବିଧାନସଭା ଭାଙ୍ଗିପାରେ

ପାଣାଜୀ : ତେଲଙ୍ଗାନା ପରେ ଏବେ ଗୋଆ ବିଧାନସଭା ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। କର୍କଟ ପୀଡ଼ିତ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବାରମ୍ବାର ଚିକିତ୍ସା ନିମନ୍ତେ ବିଦେଶ ଗସ୍ତ କରୁଥିବାରୁ ଖୁବ୍‍ଶୀଘ୍ର ବିଧାନସଭା ଭଙ୍ଗ…
Read More...

ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ଅଭିଯାନ ୧୬ରୁ

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଓ ଯୁବ​‌ସେ​‌ବା ବିଭାଗ ଓ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନର ମିଳିତ ସହଯୋଗରେ ୩ୟ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ସେପ୍ଟେମ୍ବର ୧୬ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୧୫ଜଣ…
Read More...

ଏସିଆ କପ୍‍ କ୍ରିକେଟ : ଦୁବାଇରେ ପହଞ୍ଚିଲା ଭାରତୀୟ ଦଳ

ଦୁବାଇ : ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଗୁରୁବାର ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ଦୁବାଇ ସହରରେ ପହଞ୍ଚିଛି। ମୁମ୍ବଇରୁ ଭାରତୀୟ ଦଳ ଦୁବାଇ ଯାତ୍ରା…
Read More...

ଇଂଲଣ୍ଡରେ ସିରିଜ୍ ପରାଜୟ ପରେ ଚାପରେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‍କୁ ଭାରତ ୧-୪ରେ ହାରିବା ପରେ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବେ ପ୍ରବଳ ଚାପରେ। ଗଣମାଧ୍ୟମ ଓ ପୂର୍ବତନ କ୍ରିକେଟର ଏବେ ଶାସ୍ତ୍ରୀଙ୍କୁ ସମାଲୋଚନା କରିବା ଆରମ୍ଭ…
Read More...

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଜଣାପଡିଛି । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନାଙ୍କ ନେତୃତ୍ବରେ ଏହି…
Read More...

ଟି-୨୦ ଏବଂ ଏକଦିବସୀୟରୁ ଅଧିନାୟକ ପଦ ଛାଡିବାର ରହସ୍ୟ ଖୋଲିଲେ ଧୋନି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ ସୁପରିଚିତ ମହେନ୍ଦ୍ର ସିଂହ ଧୋନି ହଠାତ୍‍ ଟି-୨୦ଏବଂ ଏକଦିବସୀୟ ଦଳରୁୁ ଅଧିନାୟକ ପଦ ଛାଡିଥିଲେ। ଯାହା ତାଙ୍କ ପ୍ରଶଂସକମାନଙ୍କୁ ଚକିତ କରିବା ସହ…
Read More...

ଫେରିଯିବ ବାଘୁଣୀ ସୁନ୍ଦରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

ଅନୁଗୋଳ : ସାତକୋଶିଆକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଫେରିଯିବ। 'ସୁନ୍ଦରୀ' ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‍ ପାଇଁ…
Read More...

ବୁଢା ଗଣେଶଙ୍କୁ ଲାଗି ହେଲା ୧୫୧ ଥାଳି ଭୋଗ

ଆରଡି : ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳେଶ୍ୱରଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ…
Read More...

ପିପିଲିରେ ଗଣେଶ ପୂଜା ମହା ସମାରୋହରେ ପାଳିତ

ପିପିଲି :ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଭକ୍ତି, ଉଦ୍ଦିପନା ଓ ଆଗ୍ରହ ସହକାରେ ପାଳିତ ହୋଇଯାଇଛି। ପିପିଲି କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜବାହର ବିଦ୍ୟାପୀଠ, ପିପିଲି…
Read More...

ଗଛରେ ପିଟି ହେଲା ବାଇକ୍ ୨ ମୃତ , ୧ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନା ପେଣ୍ଠ ଗାଁରେ ଏକ ବାଇକ୍ ଗଛରେ ପିଟିହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ତିନିଜଣ ପିଲା ଏକ ବାଇକରେ ରେବଣା…
Read More...

‘କୁଛ୍ କୁଛ୍ ହୋତା ହୈ’-୨!

କରନ୍ ଜୋହର୍ ନିର୍ଦେଶିତ କୁଛ୍ କୁଛ୍ ହୋତା ହୈ ୧୯୯୮ରେ ଅନ୍ୟତମ ସୁପରହିଟ୍ ଚଳଚ୍ଚିତ୍ର ଥିଲା। ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, କାଜଲ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଓ ସଙ୍ଗୀତ ଉଭୟ…
Read More...

ଆପଲ ପକ୍ଷରୁ ୩ ନୂଆ ଆଇଫୋନ୍‍ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଆପଲ ପକ୍ଷରୁ ବୁଧବାର ୩ଟି ନୂଆ ଆଇଫୋନ୍‍ ସମେତ କେତେକ ଇଲେକ୍ଟ୍ରୋନିକ ଉପକରଣର ବଜାର ପ୍ରବେଶ କରାଯାଇଛି। ଏହା ମଧ୍ୟରେ ହାତଘଡ଼ି, ଆଇଫୋନ୍‍ ସ୍ମାର୍ଟଫୋନ୍‍ର ସିରିଜ ରହିଛି। ଷ୍ଟିଭ୍‍ଜବ୍‍ ଥିଏଟରରେ ଆପଲ…
Read More...

ପାକିସ୍ତାନରେ ୧୮ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଇସଲାମାବାଦ : ପାକିସ୍ତାନ ବୁଧବାର ୧୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ପାକିସ୍ତାନ ଜଳ ସୀମାରେ ପ୍ରବେଶ କରି ମାଛ ମାରୁଥିବା ବେଳେ ୧୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ଓ ୩ଟି ଡଙ୍ଗା ଜବତ…
Read More...

୬୫ ଲକ୍ଷ ଲୁଟ୍‍: ଜାତୀୟସ୍ତରୀୟ କୁସ୍ତିଯୋଦ୍ଧା ସମେତ ୩ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ସେନା ସରିତା ବିହାରରେ ସଂଗଠିତ ୬୫ ଲକ୍ଷ ଟଙ୍କା ଲୁଟ୍‍ ମାମଲାରେ ଜଣେ ଜାତୀୟସ୍ତରୀୟ କୁସ୍ତିଯୋଦ୍ଧାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ୍‍ ମୁତାବକ କୁସ୍ତିଯୋଦ୍ଧା…
Read More...

ଦକ୍ଷିଣ କୋରିଆରେ ଯୁବପିଢ଼ିଙ୍କ ପାଇଁ ସେନା ଚାକିରି ବାଧ୍ୟତାମୂଳକ

ସିଓଲ : ଦକ୍ଷିଣ କୋରିଆ ସରକାର ଦେଶର ପ୍ରତ୍ୟେକ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ସୈନ୍ୟବାହିନୀରେ ସ୍ୱଳ୍ପକାଳୀନ ଯୋଗଦାନକୁ ବାଧ୍ୟତାମୂଳକ କରିଛନ୍ତି। ସେମାନେ ୨୮ବର୍ଷ ବୟସ ପୂର୍ବରୁ ସୈନ୍ୟବାହିନୀରେ ନିଜର ନାମ ପଞ୍ଜୀକରଣ…
Read More...

କାରାଦଣ୍ଡ ଭୋଗିପାରନ୍ତି ସିଧୁ

ନୂଆଦିଲ୍ଲୀ : ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ତାରକା ନବଜୋତ୍‍ ସିଂହ ସିଧୁ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ସେ…
Read More...

୧୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ରାଜ୍ୟରେ ଏବେ ବିଶେଷ ସକ୍ରିୟ ନାହିଁ। ଗାଙ୍ଗେୟ ପଶ୍ଚିମବଙ୍ଗରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିବା ଟ୍ରଫଲାଇନ ପ୍ରଭାବରେ…
Read More...

ମାଲ୍ୟାଙ୍କ ବିସ୍ଫୋରକ ବୟାନ; ଦେଶ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି

ନୂଆଦିଲ୍ଲୀ :ବହୁ କୋଟି ଟଙ୍କାର ଋଣ ଠକେଇ ଏବଂ ମନି ଲଣ୍ଡରିଂ ଭଳି ମାମଲାର ଅଭିଯୁକ୍ତ ତଥା ମଦ ସମ୍ରାଟ୍‍ ବିଜୟ ମାଲ୍ୟା ଦେଶ ଛାଡିବା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି। ତେବେ ମାଲ୍ୟାଙ୍କ ଏହି…
Read More...

ଆଗୁସ୍ତା ୱେଷ୍ଟଲାଣ୍ଡ ମାମଲା: ତ୍ୟାଗୀ ଭ୍ରାତାଙ୍କୁ ଜାମିନ

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଟେଣ୍ଡର ଦୁର୍ନୀତିକୁ ନେଇ ଗିରଫ ହୋଇଥିବା ବାୟୁସେନାର ପୂର୍ବତନ ମୁଖ୍ୟ ଏସ୍‍.ପି. ତ୍ୟାଗୀ ଏବଂ ତାଙ୍କର ୨ ଜଣ ସମ୍ପର୍କୀୟ ଭାଇ ରାଜୀବ ଓ ସଞ୍ଜିବ ତ୍ୟାଗୀଙ୍କୁ ଦିଲ୍ଲୀର…
Read More...

କ୍ୟାମ୍ପ ଡେଭିଡ୍‍ରେ ଟ୍ରମ୍ପଙ୍କ ସହ ରାତ୍ରିଭୋଜନ ଚାହୁଁଥିଲେ ମୋଦୀ

ୱାଶିଂଟନ୍‍ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ଜୁନ୍‍ରେ ତାଙ୍କର ଆମେରିକା ଗସ୍ତକାଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମ୍ୟାରିଲାଣ୍ଡର କ୍ୟାମ୍ପ ଡେଭିଡ୍‍ଠାରେ ପ୍ରଥମ ସାକ୍ଷାତ ଆଲୋଚନା ଓ…
Read More...

ଗୁରୁବାର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବାକ୍‍ ପଟୁତାରେ ପ୍ରତିଷ୍ଠା ଲାଭ କରିବେ। ଶାନ୍ତି, ସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ସଫଳ ହେବେ। ମୂଲ୍ୟବାନ ଦ୍ରବ୍ୟ…
Read More...

ଆଦିତ୍ୟନାଥଙ୍କ ବିରୋଧରେ ଅଭିଯୋଗର ବିଚାର କର: ମାଜିଷ୍ଟ୍ରେଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆଗତ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ସଂକ୍ରାନ୍ତ ମାମଲାର ବିଚାର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗୋରଖପୁର ମାଜିଷ୍ଟ୍ରେଟଙ୍କୁ ନିର୍ଦେଶ…
Read More...

ବିମାନରେ ଦିଆଯାଇଥିବା କାଜୁ କୁକୁର ଖାଇବ ନାହିଁ: ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ : ଶ୍ରୀଲଙ୍କାର ଜାତୀୟ ବିମାନ ସେବାରେ ବିମାନ ଯାତ୍ରୀଙ୍କୁ ଦିଆଯାଉଥିବା କାଜୁ ଖାଇବା ଯୋଗ୍ୟ ନୁହେଁ ବୋଲି ଦେଶର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନାଙ୍କ ମନ୍ତବ୍ୟ ପରେ କର୍ତ୍ତୃପକ୍ଷ ଏହାକୁ ତୁରନ୍ତ ବନ୍ଦ…
Read More...

କେରଳ ନନ୍‍ ବଳାତ୍କାର ମାମଲା: ଜଳନ୍ଧର ବିଶପ୍‍ଙ୍କୁ ପୁଲିସର ସମନ

କୋଚି : କେରଳ ନନ୍‍ ବଳାତ୍କାର ମାମଲାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ପୁଲିସ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସମନ ଜାରି କରିବାକୁ ବାଧ୍ୟ ହୋଇଛନ୍ତି। ସେପ୍ଟେମ୍ବର ୧୯ରେ…
Read More...

୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦିକ

ଗାନ୍ଧିନଗର : ଗୁଜରାଟର ପଟିଦାର ନେତା ହାର୍ଦିକ ପଟେଲ ଦୀର୍ଘ ୧୯ ଦିନ ପରେ ବୁଧବାର ତାଙ୍କ ଅନଶନ ଭାଙ୍ଗିଛନ୍ତି। ଲେଉଭା ଓ କଡଭା ପଟିଦାର ସମ୍ପ୍ରଦାୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପୀଠ ଖୋଦାଲଧାମ ଏବଂ ଉମିୟାଧାମର…
Read More...

ସର୍ଜିକାଲ ଷ୍ଟ୍ରାଇକ ପାଇଁ ଚିତାବାଘ ପରିସ୍ରା, ମଳ ବ୍ୟବହାର କରିଥିଲା ସେନା

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କ୍ଷେତ୍ର ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍‍ ଅଭିଯାନକୁ ସଫଳ କରିବା ନିମନ୍ତେ ଭାରତୀୟ ସେନା ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲା। ରାତିର ଅନ୍ଧକାର ମଧ୍ୟରେ ପାକିସ୍ତାନ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ଶିଖ୍‍ ରକ୍ଷୀ

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଜଣେ ଭାରତୀୟ ଶିଖ୍‍ ରକ୍ଷୀ ଅଂଶଦୀପ ସିଂହଙ୍କୁ ନିଯୁକ୍ତ କରାଯାଇଛି। ଲୁଧିଆନାଠାରେ ଜନ୍ମିତ ଅଂଶଦୀପ ଆମେରିକାରେ ପ୍ରଶିକ୍ଷଣ ଶେଷ କରିବା…
Read More...

ଏଏମ୍‍ୟୁ ହଷ୍ଟେଲ ଅନ୍ତେବାସୀଙ୍କୁ ଛୋଟ ପୋଷାକ, ସ୍ଲିପର ମନା

ନୂଆଦିଲ୍ଲୀ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମ୍‍ୟୁ) ଛାତ୍ରଙ୍କ ପ୍ରତି ‘ମୌଳିକ ପରମ୍ପରା’ ଆଧାରରେ ପ୍ରଶାସନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ସାର୍‍ ଶାହା ସୁଲେମାନ ହଲ୍‍…
Read More...

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ରୋକିବାକୁ ଟିସ୍‍ ଓ ଏମ୍ସର ସହାୟତା

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ(ସିଆରପିଏଫ୍‍)ରେ ଯବାନଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧିପାଉଛି। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ସେମାନଙ୍କୁ ଅବସାଦ ଗ୍ରାସ କରୁଛି। ଏ ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ…
Read More...

ଆରମ୍ଭ ହେଲା ଭିଭୋ ଭି-୧୧ପ୍ରୋର ପ୍ରଥମ ସେଲ

ନୂଆଦିଲ୍ଲୀ : କିଛିଦିନତଳେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ‘ଭିଭୋ ଭି-୧୧ ପ୍ରୋ’। ଏହି ଫୋନର ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ସେମାନଙ୍କ ଅପେକ୍ଷାର ଅନ୍ତଃ ଘଟିଛି। କାରଣ ବୁଧବାର ଏହି ଫୋନର ସେଲ ଆରମ୍ଭ ହୋଇଛି।…
Read More...

ସାଧାରଣ ଜୀବନରେ ରହିଛି, ନିର୍ବାଚନ ଲଢିବି : ଦାମ ରାଉତ

ଭୁବନେଶ୍ପର : ବିଜେଡିରୁ ବହିଷ୍କୃତ ହେଲା ପରେ ଡକ୍ଟର ଦାମ ରାଉତ ଗଣ ମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଠ ମାସ ହେଲା କେହି ପଚାରୁ ନଥିଲେ। ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉ ନଥିଲା କିମ୍ବା ଦଳର କୌଣସି ନେତା…
Read More...

୧୦୨ ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଦ୍ୱାରଶୁଣି :ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିୟlବସlଣ ନିକଟରେ ୧୦୨ ଆମ୍ବୁଲାସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ସାଇକେଲ ଆରୋହିଙ୍କ ନାମ ସାମlନାଥ ସିଂ(୭୫) । ତାଙ୍କୁ ଗୁରୁତର ଅବସ୍ଥାରେ…
Read More...

ହକିରୁ ସନ୍ୟାସ ନେଲେ ସରର୍ଦ୍ଦାର ସିଂହ

ନୂଆଦିଲ୍ଲୀ : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସରର୍ଦ୍ଦାର ସିଂହ ବୁଧବାର ହକିରୁ ସନ୍ୟାସ ନେଇଛନ୍ତି। ସେ ୧୨ ବର୍ଷ କାଳ ହକି ଖେଳୁଥିଲେ। ଏହି ଅବସରରେ ସେ କହିଛନ୍ତି ୧୨ ବର୍ଷ ମଧ୍ୟରେ ମୁଁ ଅନେକ ମ୍ୟାଚ ଖେଳିଛି।…
Read More...

ଖେଳାଳୀଙ୍କ କମ୍ ଅନୁଭବ ଟେଷ୍ଟ ସିରିଜ ହାରିବାର କାରଣ : ବିରାଟ କେହଲି

ଲଣ୍ଡନ : ମଙ୍ଗଳବାର ଭାରତ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୧-୪ରେ ପରାଜୟ ବରଣ କରିଛି। ଏନେଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଲଡ୍ସରେ ହୋଇଥିବା ଟେଷ୍ଟ ମ୍ୟାଚକୁ ଛାଡି ଆମ ଦଳ ଅନ୍ୟ ମ୍ୟାଚରେ…
Read More...

ଦଳରେ ସ୍ଥାନ ପାଇଲେନି ମାକ୍ସୱେଲ : ପଣ୍ଟିଂଗ, ଲିମେନ କ୍ଷୁବ୍ଧ

ସିଡନୀ : ଅକ୍ଟୋବର ୦୭ ତାରିଖରୁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିିତ ହେବ। ଏଥିପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୫ଜଣ ନୂଆ ଖେଳାଳୀଙ୍କ ନାମ ସ୍ଥାନ ପାଇଛି।…
Read More...

ଅନିଚ୍ଛୁକ ଅଭିଷେକ

ଜୁନିୟର ବଚ୍ଚନ ଅଭିଷେକ ଆଜିକାଲି ଆଗାମୀ ଚଳଚ୍ଚିତ୍ର ‘ମନମର୍ଜିୟାଁ’ର ପ୍ରଚାର କାମରେ ମନଧ୍ୟାନ ଦେଇ ଲାଗିଛନ୍ତି। ଅନୁରାଗ କଶ୍ୟପ ନିର୍ଦେଶିତ ଏଇ ଚଳଚ୍ଚିତ୍ରରେ ସେ କିମିଆ ଦେଖାଇବା ନିତାନ୍ତ ଜରୁରୀ। କାରଣ ତାଙ୍କ…
Read More...

ଚେତନ ଭଗତଙ୍କ ନୂଆ ଷ୍ଟାଇଲ୍

ଲୋକପ୍ରିୟ ଉପନ୍ୟାସ ଲେଖକ ଚେତନ ଭଗତ୍ ଏଥରକ ଏକ ଭିନ୍ନ ଅନ୍ଦାଜରେ ନିଜ ପୁସ୍ତକ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଲିଖିତ ପୁସ୍ତକ ‘ଦ ଗର୍ଲ ଇନ୍ ଦ ରୁମ୍ ନମ୍ବର ୧୦୫’ ବଜାରରେ ପ୍ରବେଶ କରିବ।…
Read More...

ସୋମବାର ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ସାରା ରାଜ୍ୟରେ ଚାଲୁ ରହିଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ବାର ଆସୋସିଏସନ୍‍ ଏବଂ ରାଜ୍ୟ ଓକିଲ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସାରା ରାଜ୍ୟରେ…
Read More...

ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇଲା ଭାରତ

ଗାଲେ : ଆଇସିସି ମହିଳା କ୍ରିକେଟ ଚମ୍ପିଆନସିପ୍‍ର ଯୋଗ୍ୟତା ପର୍ଯ୍ୟାୟରେ ଏଠାରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୯ ୱିକେଟରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ…
Read More...

୨ୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ ଓ ପ୍ରଣୟ

ଟୋକିଓ : ମଙ୍ଗଳବାରଠାରୁ ଏଠାରେ ଜାପାନ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ମ୍ୟାଚରେ ଭାରତର ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ଏଚ.ଏସ.ପ୍ରଣୟ ପ୍ରମୁଖ…
Read More...

କଳିଙ୍ଗ ଷ୍ଟାଡ଼ିୟମରେ ଜାତୀୟ ଓପନ ଦୌଡ଼କୁଦ ୨୫ରୁ; ୬୦୦ ପ୍ରତିଯୋଗୀ

ଭୁବନେଶ୍ୱର : ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ବର୍ଷକ ପରେ ପୁଣି ଥରେ ଭୁବନେଶ୍ୱରରେ ଏକାଠି ହେବେ ଜାତୀୟ ଆଥ୍‍ଲେଟ। କଳିଙ୍ଗ ଷ୍ଟାଡିୟମରେ ସେପ୍ଟେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଭାରତ ‘ଏ’ ୬ ୱିକେଟରେ ବିଜୟୀ; ସିରିଜ୍‍ ୧-୧

ବେଙ୍ଗାଲୁରୁ : ଚଳିତ ୨ୟ ଅନୌପଚାରିକ ଟେଷ୍ଟମ୍ୟାଚ୍‍ରେ ବିଜୟୀ ହୋଇଛି ଆୟୋଜକ ଭାରତ ‘ଏ’ ଦଳ। ମଙ୍ଗଳବାର ସମାପ୍ତ ହୋଇଥିବା ଏହି ୪ ଦିନିଆ ମ୍ୟାଚ୍‍ର ୪ର୍ଥ ତଥା ଅନ୍ତିମ ଦିନରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ‘ଏ’କୁ ୬ ୱିକେଟରେ…
Read More...

ହରଭଜନ୍‍ଙ୍କୁ ପରାମର୍ଶ ମାଗିଲେ ମୋଇନ୍‍

ଲଣ୍ଡନ : ଭ୍ରମଣକାରୀ ଭାରତ ଓ ଘରୋଇ ଇଂଲଣ୍ଡ କ୍ରିକେଟ୍‍ ଦଳ ମଧ୍ୟରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‍ ସମୟରେ ଇଂଲଣ୍ଡର ସ୍ପିନର ମୋଇନ୍‍ ଅଲି ଭାରତୀୟ ସ୍ପିନର ହରଭଜନ୍‍ ସିଂହଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ୫ମ…
Read More...

ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରୁ ହଟିଲା ନୋଟା ବିକଳ୍ପ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନ ଆୟୋଗ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନର ବାଲାଟ ପେପରରୁ ଉପରୋକ୍ତ ମଧ୍ୟରୁ କେହି ନୁହଁ (ନୋଟା) ବିକଳ୍ପକୁ ମଙ୍ଗଳବାର ହଟାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ…
Read More...

ଅର୍ଜୁନ ପୁରସ୍କାର ପାଇଁ ଅମିତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଚଳିତବର୍ଷ ଅର୍ଜୁନ ପୁରସ୍କାର ନିମନ୍ତେ ବକ୍ସର ଅମିତ ପାନ୍‍ଗଲ୍‍ଙ୍କ ନାମ ସୁପାରିସ କରିଛି ଭାରତୀୟ ବକ୍ସିଂ ମହାସଂଘ। ଏସୀୟ କ୍ରୀଡ଼ାର ୪୯ କେଜିରେ ଅମିତ୍‍ ଅଲିମ୍ପିକ୍‍ ଚମ୍ପିଆନ୍‍ ଉଜ୍‍ବେକିସ୍ତାନର…
Read More...

ଏସିଆ କପରେ ଭାରତକୁ ହରାଇବା ଆମର ଲକ୍ଷ୍ୟ : ସରଫରାଜ

କରାଚି : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସରଫରାଜ କହିଛନ୍ତି ଏସିଆ କପରେ ଭାରତକୁ ହରାଇବା ଆମର ଲକ୍ଷ୍ୟ। ଏସିଆ କପରେ ଭାରତଠାରୁ ଜିତି ଆମ ଦଳ ନିଜକୁ ମଜଭୁତ ମନେକରିବ। ପାକିସ୍ତାନ ଏସିଆ କପରେ ନିଜର ପ୍ରଥମ ମ୍ୟାଚ…
Read More...

ଆମାଜନ ଗ୍ରାଣ୍ଡ ସେଲ : ସ୍ମାର୍ଟଫୋନରେ ମିଳିବ ୧୦,୦୦୦ ଟଙ୍କାର ରିଆତି

ନୂଆଦିଲ୍ଲୀ : ଆପଣ ସ୍ମାର୍ଟଫୋନ କିଣିବା ପାଇଁ ଯଦି କୌଣସି ସେଲର ଅପେକ୍ଷାରେ ଅଛନ୍ତି। ତେବେ ଏବେ ଆମାଜନ ଆପଣଙ୍କ ପାଇଁ ସୁ ସମ୍ବାଦ ଆଣିଛି। ଖବରଅନୁସାରେ ଆମାଜନ ଇଣ୍ଡିଆ ଏକ ଗ୍ରାଣ୍ଡ ସେଲର ଆୟୋଜନ କରିଛି। ଯାହା…
Read More...

ଲାଗୁ ହେଲା ଏଚ୍‍ଆଇଭି ଓ ଏଡ୍‍ସ ଆଇନ-୨୦୧୭

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୦ (ସୋମବାର) ଠାରୁ ଏଚ୍‍ଆଇଭି ଏବଂ ଏଡ୍‍ସ ଆଇନ-୨୦୧୭ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏଣିକି ଏଚ୍‍ଆଇଭି…
Read More...

ଦୁଇ ଦଳଙ୍କ ବର୍ଜନ ସତ୍ତ୍ବେ ଜାମ୍ମ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଦୁଇ ରାଜନୈତିକ ଦଳ ମେହବୁବା ମୁଫ୍‍ତିଙ୍କ ପିଡିପି ଓ ଫାରୁକ ଅବଦୁଲ୍ଲାଙ୍କ ଏନ୍‍ସି ଧମକ ସତ୍ତ୍ବେ ଏହା ଅଟକିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ…
Read More...

ମାନବ ଚାଲାଣ ଅଭିଯୋଗରେ ତେଲଙ୍ଗାନାର ପୂର୍ବତନ ବିଧାୟକ ଗିରଫ

ହାଇଦରାବାଦ : ବେଆଇନ ମାନବ ଚାଳାଣ ଅଭିଯୋଗରେ ତେଲଙ୍ଗାନାର ପୂର୍ବତନ କଂଗ୍ରେସ ବିଧାୟକ ଜୟପ୍ରକାଶ ରେଡ୍ଡି ଓରଫ ଜଗା ରେଡ୍ଡି ଗିରଫ ହୋଇଛନ୍ତି। ସେ ୨୦୦୪ ମସିହାରେ ୧୫ଲକ୍ଷ ଟଙ୍କା ନେଇ ଜାଲ୍‍ କାଗଜପତ୍ର ବଳରେ ତିନି…
Read More...

ରାଜକ୍ଷମା ଲୋଡ଼ିଲେ ଆଶାରାମ

ଯୋଧପୁର : ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ରାଜସ୍ଥାନର ଏକ ଜେଲ୍‍ରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଏବେ ରାଜକ୍ଷମା ଲୋଡ଼ିଛନ୍ତି। ଏ ନେଇ ସେ ରାଜସ୍ଥାନ…
Read More...

ବିହାର, ପଶ୍ଚିମବଙ୍ଗ ଏବଂ କେରଳ ସାଂସଦ ଓ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧିକ ମାମଲା

ନୂଆଦିଲ୍ଲୀ : ବିହାର ସାଂସଦ ଏବଂ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଏହା ପଛକୁ ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ…
Read More...

ଭାରତ ବନ୍ଦକୁ ସମର୍ଥନ କରୁଥିବା ଧୋନିଙ୍କ ଫଟୋ ଭାଇରାଲ

ତୈଳ ଦର ବୃଦ୍ଧି ନେଇ ସୋମବାର କଂଗ୍ରେସ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଯାହାକୁ ଭାରତର ଅନେକ ରାଜନୈତିକ ଦଳ ସମର୍ଥନ କରିଥିଲେ। ଏହାକୁ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ସମର୍ଥନ…
Read More...

ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି ୮ଲକ୍ଷ ଲୋକ : ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ଜାତିସଂଘ : ବିଶ୍ୱରେ ପ୍ରତିବର୍ଷ ପାଖାପାଖି ୮୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏହି ସଂଖ୍ୟାର ପାଞ୍ଚ ଭାଗରୁ ଚାରିଭାଗ ଆତ୍ମହତ୍ୟା ଘଟଣା ବିଶେଷକରି ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶଗୁଡିକରେ ଘଟୁଛି। ୨୦୧୬ସୁଦ୍ଧା…
Read More...

ଦୁର୍ନୀତି ଯୋଗୁ ବିଶ୍ୱର ୫% ଜିଡିପି କ୍ଷତି ହେଉଛି: ଜାତିସଂଘ ମହାସଚିବ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଓ ଟିକସ ଫାଙ୍କି ଭଳି ଦୁର୍ନୀତି ଯୋଗୁ ବିଶ୍ୱର ୫% ଜିଡିପି (ପ୍ରାୟ ୨.୬ ଟ୍ରିଲିୟନ୍‍ ଡଲାର) କ୍ଷତି ହେଉଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସ ପ୍ରକାଶ କରିଛନ୍ତି। ଉଚିତ…
Read More...

ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା: ବିହାର ସରକାର, ସିବିଆଇର ମତାମତ ଲୋଡିଲେ ସୁପ୍ରିମକୋର୍ଟ

ମୁଜାଫରପୁର : ବିହାରର ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା ସମ୍ବନ୍ଧରେ ରିପୋର୍ଟ ପ୍ରକାଶ ନେଇ ଗଣମାଧ୍ୟମ ଉପରେ ପାଟନା ହାଇକୋର୍ଟଙ୍କ କଟକଣା ଲାଗୁ ବିରୋଧରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର…
Read More...

ନୱାଜ ସରିଫଙ୍କ ପତ୍ନୀଙ୍କ ପରଲୋକ

ଲଣ୍ଡନ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପତ୍ନର ବେଗମ୍‍ କୁଲସୁମ୍‍ ନୱାଜ ସରିଫଙ୍କ ଲଣ୍ଡନାର ହାର୍ଲି ଷ୍ଟ୍ରିଟ୍‍ କ୍ଲିନିକ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପରଲୋକ ହୋଇଯାଇଛି। ସେ କର୍କଟ…
Read More...

ଅଷ୍ଟ୍ରେଲିଆ ଦଳରେ ୫ ନୂଆ ମୁହଁ

ସିଡନୀ : ଅକ୍ଟୋବର ୦୭ ତାରିଖରୁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିିତ ହେବ। ଏଥିପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୫ଜଣ ନୂଆ ଖେଳାଳୀଙ୍କ ନାମ ସ୍ଥାନ ପାଇଛି।…
Read More...

ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼

ୱାଶିଂଟନ : ଆମେରିକାର ପଶ୍ଚିମ ପଟ ଆଟଲାଣ୍ଟିକ୍‍ ମହାସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହୋଇଛି। ଏହି ଝଡ଼ର ନାମ ଫ୍ଲୋରେନ୍ସ ରଖାଯାଇଛି। ଗୁରୁବାର ରାତିରେ କିମ୍ବା ଶୁକ୍ରବାର…
Read More...

ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ରାଞ୍ଚି : ଝାଡ଼ଖଣ୍ଡ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ମଙ୍ଗଳବାର ଖୁଣ୍ଟି ପୁଲିସ୍‍ ନିକଟରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ହାର୍ଡକୋର ମାଓବାଦୀ ତଥା ଏରିଆ କମାଣ୍ଡର ମହେନ୍ଦ୍ର ମୁଣ୍ଡା ଆତ୍ମସମର୍ପଣ…
Read More...

ଐଶ୍ବର୍ଯ୍ୟାଙ୍କ ଭାଗ୍ୟ

ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କ୍ୟାରିୟରରେ ଏବେ କଳା ବାଦଲ ଢାଙ୍କି ହୋଇଛି କହିଲେ ଭୁଲ ହେବନାହିଁ। ଚଳଚ୍ଚିତ୍ର ‘ଫନ୍ନେ ଖାନ୍’ର ବିଫଳତା ପରେ ଐଶ୍୍‌ଙ୍କ ବ୍ୟତିବ୍ୟସ୍ତତା ସମସ୍ତେ ଜାଣିଗଲେଣି। ଏଇ…
Read More...

ଜୀବନର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ

ଲଣ୍ଡନ : ୨୦୦୬ରେ ନାଗପୁରରେ ଭାରତ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରି ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ଆଲଷ୍ଟାୟାର କୁକ୍‍। ଇଂଲଣ୍ଡର ଏହି ଷ୍ଟାଇଲିସ୍‍ ବାମହାତି ଜୀବନର ଅନ୍ତିମ…
Read More...

ଏସିଆଡ୍ ପଦକ ବିଜେତା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସଦ୍ୟ ସମାପ୍ତ ହୋଇଥିବା ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଏବଂ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଥିଲା। ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିବା ଓଡିଆ ଖେଳାଳିଙ୍କୁ…
Read More...

୩ ମାସ ପାଇଁ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଦେଇଛି ୨.୦୫କୋଟି ଟଙ୍କା

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‍ ଦଳ ଟେଷ୍ଟ ସିରିଜ୍‍ରେ ପରାଜିତ ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନା କରାଯାଉଥିବା ବେଳେ ବିସିସିଆଇ…
Read More...

ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ; ଜୋକୋଭିକ୍‍ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ

ନ୍ୟୁୟର୍କ : ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଏଠାରେ ଚାଲିଥିବା ସିଜିନର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ ଓପନର ପୁରୁଷ ସିଙ୍ଗଲ୍‍ସ ଇଭେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।…
Read More...

ବନ୍ୟା ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କୁମାରସ୍ୱାମୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ୭ଟି ଜିଲାରେ ବନ୍ୟାଜନିତ ବ୍ୟାପକ କ୍ଷତି ପାଇଁ ୧୧୯୯କୋଟି ଟଙ୍କାର ସହାୟତା ମାଗିଛନ୍ତି।…
Read More...

ଟିଭି କାର୍ଯ୍ୟକ୍ରମ ସିଧା ପ୍ରସାରଣବେଳେ ଅତିଥିଙ୍କ ମୃତ୍ୟୁ

ଶ୍ରୀନଗର : କାଶ୍ମୀର ଦୂରଦର୍ଶନରେ ଏକ ଆଲୋଚନା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଚାଲିଥିବାବେଳେ ସେଥିରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାମାଜିକ କର୍ମୀ ତଥା ବିଦ୍ୱାନ୍‍ ରିତା ଯତୀନ୍ଦରଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ…
Read More...

ରାଇନାଙ୍କ ସ୍ଥାନରେ ଅକ୍ସରଦୀପ ହେଲେ ଉତ୍ତରପ୍ରଦେଶ ରଣଜୀ ଦଳର ଅଧିନାୟକ

ଲକ୍ଷ୍ନୌ :ସୁରେଶ ରାଇନାଙ୍କ ସ୍ଥାନରେ ଅକ୍ସରଦୀପ ନାଥଙ୍କୁ ଉତ୍ତରପ୍ରଦେଶ ରଣଜୀ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଉତ୍ତରପ୍ରଦେଶ କ୍ରିକେଟ ସଂଘ ଏହି ନିଷ୍ପତ୍ତି ନେଇଛି। ମଧ୍ୟ ପ୍ରଦେଶର ବ୍ୟାଟ୍ସମ୍ୟାନ ଅକ୍ସରଦୀପ…
Read More...

ସ୍ତ୍ରୀଙ୍କ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ

ଚିକମଙ୍ଗାଲୁରୁ : ହାତରେ ସ୍ତ୍ରୀର କଟାମୁଣ୍ଡ। ପକେଟରେ ମୋବାଇଲ ଫୋନ। ମୁହଁରେ ଅବସୋସର ଲେଶମାତ୍ର ଚିହ୍ନବର୍ଣ୍ଣ ନାହିଁ। ଏମିତି ଅବସ୍ଥାରେ ଦୀର୍ଘ ୨୦ କିଲୋମିଟର ଅତିକ୍ରମ କରି କର୍ଣ୍ଣାଟକର ଚିକମାଙ୍ଗାଲୁରୁ ଥାନାରେ…
Read More...

ଦେଢଲକ୍ଷ ଯବାନଙ୍କୁ ହଟାଇବ ଭାରତୀୟ ସେନା!

ନୂଆଦିଲ୍ଲୀ : ଭବିଷ୍ୟତରେ ଯେକୌଣସି ଯୁଦ୍ଧର ଦୃଢ଼ ମୁକାବିଲା ପାଇଁ ସୈନ୍ୟବାହିନୀର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରୁଛନ୍ତି ଭାରତୀୟ କର୍ତ୍ତୃପକ୍ଷ। ଏଥିକ୍ରମେ ଯବାନମାନଙ୍କ କାର୍ଯ୍ୟଦକ୍ଷତା ପରଖାଯାଉଛି। ଏ ନେଇ…
Read More...

ହଜାରେ ଟଙ୍କାରୁ କମ ମୂଲ୍ୟରେ ମିଳିବ ଏହି ୧୦ଟି ଫୋନ

ନୋକିଆ ୧୦୫, ମୂଲ୍ୟ ୯୯୯ ଟଙ୍କା ଏହା ଏକ ଫିଚର ଫୋନ ଅଟେ। ଏଥିରେ ୩୨ ଏମ୍‍ବି ରାମ ସହିତ ୩୨ ଏମ୍‍ବି ଷ୍ଟୋରେଜ ପାଇପାରିବେ। ଏଥିରେ ୧.୮ ଇଞ୍ଚର ଡିସପ୍ଲେ ଏବଂ ୧୭୫୦ ଏମଏଚର ବ୍ୟାଟେରୀ ରହିଛି। ଏଥିରେ ଡୁଆଲ ସିମ୍‍…
Read More...

ଏନ୍‍ପିଏ ପାଇଁ ଉପା ସରକାରଙ୍କୁ ଦାୟୀ କଲେ ରଘୁରାମ ରାଜନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବ୍ୟାଙ୍କର ନନ ପରଫରମିଙ୍ଗ ଆସେଟ (ଏନ୍‍ପିଏ) ପାଇଁ ଅତି ଅଶାବାଦୀ ବ୍ୟାଙ୍କର ଏବଂ ନୀତି ସ୍ଥାଣୁତା ସହ ଉପା ସରକାରଙ୍କୁ ଦାୟୀ…
Read More...

ଅଲୱର ଗୋଷ୍ଠୀବଦ୍ଧ ଆକ୍ରମଣ ଜନିତ ହତ୍ୟା ମାମଲା : ରାଜସ୍ଥାନ ବାହାରକୁ ଶୁଣାଣି ସ୍ଥାନାନ୍ତର ଦାବି

ନୂଆଦିଲ୍ଲୀ : ଅଲୱର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା ସମ୍ବନ୍ଧୀୟ ମାମଲାର ଶୁଣାଣି ରାଜସ୍ଥାନ ବାହାରର କୌଣସି କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ…
Read More...

ସୋହରାବୁଦ୍ଦିନ ଶେଖ୍‍ ମାମଲା: ବଞ୍ଜାରାଙ୍କ ସହ ୪ ଜଣଙ୍କ ମୁକ୍ତି ସମ୍ବନ୍ଧୀୟ ରାୟ କାଏମ

ମୁମ୍ବଇ : ସୋହରାବୁଦ୍ଦିନ ଶୈଖ୍‍ ମିଥ୍ୟା ଏନ୍‍କାଉଣ୍ଟର ମାମଲାରେ ଅଭିଯୁକ୍ତ ଥିବା ଗୁଜରାଟ ଏଟିଏସ୍‍ର ପୂର୍ବତନ ମୁଖ୍ୟ ଡି. ଜି. ବଞ୍ଜାରାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମୁକ୍ତ କରିବା ନେଇ ତଳ କୋର୍ଟଙ୍କ ରାୟକୁ ବମ୍ବେ…
Read More...

ବାବ୍ରି ମସ୍‍ଜିଦ ଧ୍ୱଂସ ମାମଲା: ଶୁଣାଣିର କାର୍ଯ୍ୟସୂଚୀ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବାବ୍ରି ମସ୍‍ଜିଦ୍‍ ଧ୍ୱଂସ ମାମଲାର ଶୁଣାଣିରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚୂଡ଼ାନ୍ତ ଶୁଣାଣି ନିମନ୍ତେ କେତେ ସମୟ ଲାଗିବ ବୋଲି ସୁପ୍ରିମକୋର୍ଟ ତଳକୋର୍ଟଙ୍କୁ…
Read More...

କୈଳାସ ମାନସରୋବର ଜଳ ମହାତ୍ମାଗାନ୍ଧୀଙ୍କ ସମାଧିରେ ସମର୍ପିଲେ ରାହୁଲ

ନୂଆଦିଲ୍ଲୀ : ପବିତ୍ର କୈଳାସ ମାନସରୋବର ଯାତ୍ରା କାଣ୍ଟଛାଣ୍ଟ କରି ଶୀଘ୍ର ଫେରି ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରୁ ଆଣିଥିବା ଜଳକୁ ସୋମବାର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଅର୍ପଣ…
Read More...

ଭିଜିଲାନ୍ସ କମିସନର ଭାବେ ସରଦ କୁମାରଙ୍କ ନିଯୁକ୍ତି ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ଭିଜିଲାନ୍ସ କମିସନର ଭାବେ ୧୯୭୯ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ସରଦ କୁମାରଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ପୂର୍ବତନ ନୌସେନା…
Read More...

ଆଡାମ ଗିଲଖ୍ରୀଷ୍ଟ : ଭାରତକୁ ବତାଇଲେ ବିଦେଶ ମାଟିରେ ଜିତିବାର ଉପାୟ

ବେଙ୍ଗାଲୁରୁ : ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ କହିଛନ୍ତି ଭାରତୀୟ କ୍ରିକେଟ ଦଳ ପାଖରେ ବହୁତ ଭଲ ବ୍ୟାଟ୍ସମ୍ୟାନ ଏବଂ ବୋଲର ଅଛନ୍ତି। ଯାହକୁନେଇ ଦଳ ବିଦେଶରେ ଭଲ ପ୍ରଦର୍ଶନ କରିପାରିବ। ମାତ୍ର ତାଙ୍କୁ…
Read More...

ନ୍ୟାସନାଲ ହେରାଲ୍ଡ ମାମଲା : ଦିଲ୍ଲୀ ହାଇକୋର୍ଟରେ ରାହୁଲ, ସୋନିଆଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ପରିପ୍ରେକ୍ଷୀରେ ନିଜର ଆୟକର ଆକଳନ ସମ୍ବନ୍ଧୀୟ ସମୀକ୍ଷା ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ତାଙ୍କ ମା’ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଓସ୍କାର…
Read More...

ମଣିପୁର ଉଗ୍ରବାଦୀ ସଂଗଠନର ନେତା କଲକାତାରୁ ଗିରଫ

ନୂଆଦିଲ୍ଲୀ : କଲକାତା ପୁଲିସ୍‍ର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍‍ଟିଏଫ) ମିଣିପୁରର ନିଷେଧ ଉଗ୍ରବାଦୀ ସଂଗଠନର ଶୀର୍ଷ ନେତା ଅମନ ନେଲସନ୍‍ ସିଂହଙ୍କୁ କଲକତାରୁ ଗିରଫ କରିଛି। ତାଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ…
Read More...

ଜାଡେଜା ଖେଳିଲେ ସିରିଜର ଶେଷ ମ୍ୟାଚ : ଇଂଲଣ୍ଡ ଆଶ୍ୱସ୍ତ

ଲଣ୍ଡନ : ଇଂଲଣ୍ଡ ଦଳର ସହାୟକ କୋଚ ପଲ ଫାରବ୍ରାସ କହିଛନ୍ତି ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ବିଚକ୍ଷଣ ଏବଂ ପ୍ରତିଭାଶାଳୀ ଖେଳାଳି। ସ୍ୱଭାଗ୍ୟବସତଃ ସେ କେବଳ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳିଲେ।…
Read More...

୪ ବର୍ଷ ହେଲା ଗଣବଳାତ୍କାର ଶିକାର ହେଉଥିଲେ ମହିଳା କନେଷ୍ଟବଳ, ୬ ଥର କରିଛନ୍ତି ଗର୍ଭପାତ

ପାଲୱାଲ : ଥରେ ନୁହେଁ କି ଦୁଇ ଥର, ଦୀର୍ଘ ୪ ବର୍ଷ ହେଲା ଗଣବଳାତ୍କାରର ଶିକାର ହେଉଥିଲେ ଜଣେ ମହିଳା ପୁଲିସ୍‍ କନେଷ୍ଟବଳ। ପୁଲିସ୍‍ କର୍ମୀ ଏବଂ ରାଜେନତା ମିଶି ତାଙ୍କୁ ବଳାତ୍କାର କରି ଚାଲିଥିଲେ। ଏପରିକି ୬ ଥର…
Read More...

ମେଟ୍ରୋରେ ଯାତ୍ରା କରୁଛନ୍ତି କୁକ୍‍

ଲଣ୍ଡନ : ଏଠାରେ ଭାରତ ବିପକ୍ଷରେ ଚାଲିଥିବା ୫ମ ଟେଷ୍ଟ ହେଉଛି ଇଂଲଣ୍ଡ ଓପନର ଆଲଷ୍ଟାୟାର କୁକ୍‍ଙ୍କ ଜୀବନର ଶେଷ ମ୍ୟାଚ। ଏଥିପାଇଁ ଚଳିତ ଟେଷ୍ଟରେ କୁକ୍‍ଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଏହି ମ୍ୟାଚ ଖେଳିବାକୁ…
Read More...

ସଲମାନଙ୍କ ରାଗ

ଅଲୀ ଆବାସ୍ ଜଫର୍ ନିର୍ଦେଶିତ ‘ଭାରତ’ ଚଳଚ୍ଚିତ୍ରକୁ ନେଇ ତୁମ୍ବିତୋଫାନ୍ ଏବେ ପର୍ଯ୍ୟନ୍ତ ଥମିନାହିଁ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କେଫ୍ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ପ୍ରାରମ୍ଭିକ…
Read More...

ଧାରା ୩୫-କ: ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ପିଡିପିର ଘୋଷଣା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ନ୍ୟାସନାଲ କନଫ୍ରେନ୍ସ ପରେ ଲୋକ ଗଣତାନ୍ତ୍ରିକ ଦଳ (ପିଡ଼ିପି) ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଘୋଷଣା କରିଛି। ସମ୍ବିଧାନର ଧାରା ୩୫-କ’ ପାଇଁ ପିଡିପି ପଞ୍ଚାୟତ ନିର୍ବାଚନ…
Read More...

ଭୟଭୀତ ଅମିର

ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍ ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି। ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ବିଗ୍ ବି ଅମିତାଭ ବଚ୍ଚନ, ଅମୀର ଖାନ୍, କ୍ୟାଟ୍ରିନା…
Read More...

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ  

ବଡ଼ସାହି : ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଯୋଗୁଁ ବିଜେଡି ଦଳ ପକ୍ଷରୁ ବ୍ଲକରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କ୍ଷୀରୋଦ ଚନ୍ଦ୍ର ରାଉତ, ଦଳ…
Read More...

ଓଡ଼ିଆ ଲେଖକ ପରିଷଦ ପକ୍ଷରୁ କବିତା ପାଠୋତ୍ସବ

ବଡ଼ସାହି : ଓଡ଼ିଆ ଲେଖକ ପରିଷଦ ପକ୍ଷରୁ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳନ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କବୟତ୍ରୀ ରାଜଲକ୍ଷ୍ମୀ ମହାଳିକଙ୍କ…
Read More...

ମୋହନାରେ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ମୋହନା :  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗଜପତି ଜିଲା ମୋହନା ହିଲଟପ କଲେଜରେ ୪୯ ତମ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କଲେଜର ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀଙ୍କ…
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୁଡ୍ରିଗୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମୋହନା ପଞ୍ଚାୟତ ଅଧୀନସ୍ଥ ଟେଣାମା ଗ୍ରାମର ଅବନୀ ମଲ୍ଲିକ(୨୧)। ଏହି ଖବର…
Read More...

ଆରମ୍ଭ ହେଲା କମିଶନରେଟ୍‍ ପୁଲିସ୍‍ର ‘ନୋ ଇଓର ପୁଲିସ୍‍’ ଅଭିଯାନ

ଭୁବନେଶ୍ଵର : ଆମେ କୌଣସି କ୍ଷେତ୍ରରେ ସ୍କଟଲାଣ୍ଡ ୟାର୍ଡ଼ ଠାରୁ କମ୍‍ ନୁହେଁ, ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଭୁବନେଶ୍ୱର-କଟକ ପୁଲିସ କମିଶନର୍‍ ଶ୍ରୀ ସତ୍ୟଜିତ୍‍ ମହାନ୍ତି। ଆଜି କମିଶନରେଟ୍‍…
Read More...

୨୦ କୋଟିର ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପ ଉଦ୍‍ଘାଟିତ

ନବରଙ୍ଗପୁର : ଇନ୍ଦ୍ରାବତୀ ନଦୀକୂଳ ଡାଇଭଟ୍ଟାରେ ବୃହତ୍‍ ଉଠାଜଳସେଚନ ପ୍ରକଳ୍ପ ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ଭିଡିଓ କନ୍‍ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ମୋଟ ୨୦କୋଟି…
Read More...