ମୋହନା : ଗଜପତିର ମୋହନାରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୧ଟା୧ରେ ମୋହନା ଏହାର ଆଖପାଖ ଅଞ୍ଚଳ ଅଡବା, ଚାନ୍ଦିପୁଟ, ଲୁହାଗୁଡି ଓ ତପ୍ତପାଣି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିବା ସହ ଭୟଭୀତ ହୋଇଥିଲେ। ଏଥିରେ ଧନ ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।
- Advertisement -



