www.samajalive.in
Tuesday, December 9, 2025
17.1 C
Bhubaneswar

୩ ହାର୍ଡକୋର ମହିଳା ମାଓବାଦୀ ଗିରଫ; ଥିଲା ୮ ଲକ୍ଷର ପୁରସ୍କାର

ମାଲକାନଗିରି : ୮ ଲକ୍ଷ ପୁରସ୍କାର ରାଶି ଥିବା ୩ ହାର୍ଡକୋର ମହିଳା ମାଓବାଦୀ ଶନିବାର ଗିରଫ ହୋଇଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ।
ଆନ୍ଧ୍ର ଓଡିଶା ବୋର୍ଡର ସାଉଥ ଜୋର୍ଣ୍ଣାଲ କମ୍ମିଟି ମିଲେଟ୍ରି ପ୍ଲାଟୁନର ଥିଲେ ଏହି ହାର୍ଡକୋର ମାଓବାଦୀ।
ଗିରଫ ମହିଳା ମାଓବାଦୀ ମାନେ ହେଲେ ମହିଳା ମାଓ ନେତ୍ରୀ ସ୍ୱପ୍ନା ଏସିଏମ କ୍ୟାଡ଼ର ତାଙ୍କ ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମଲା ଓରଫ ବବିତା ପାର୍ଟି ମେମ୍ବର। ୨ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ପ୍ରଭାବିତ ସୁସ୍ମିତା ଓରଫ ସୁନିତା ଟପ ମାଓବାଦୀ ଉଦୟର ଥିଲେ ଅଙ୍ଗ ରକ୍ଷକ । ତାଙ୍କ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ତିନି ମହିଳା ମାଓବାଦୀଙ୍କ ନାଁରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ମାଲକାନଗିରି ପୁଲିସ ଏବଂ ଡିଭିଏଫ ଯବାନଙ୍କ ତଲାସି ଅଭିଯାନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରୁ ଏମାନଙ୍କୁ ଗିରଫ କରାଯାଇଛି।

କେମିତି କଟିବ ନୂଆବର୍ଷ ୨୦୨୫.. ମେଷ ଠାରୁ ମୀନ: ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ହେବ ନୂଆ ଚାକିରି, ବିବାହ, ନୂଆଘର, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories