ଶନିବାର ରାଶିଫଳ (୦୩/୦୯/୨୦୨୨)

ମେଷ : କାହାରି ଆଶ୍ରିତ ନ ହୋଇ ସ୍ବାଭିମାନର ସହ କର୍ମପଥରେ ଅଗ୍ରସର ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାହସର ସହ ବିପଦର ମୁକାବିକାଲ କରିବେ। ବୃଷ : ଉତ୍ସର୍ଗୀକୃତ ଭାବନା…
Read More...

ଏସିଆ କପ୍‌ କ୍ରିକେଟ : ହଂକଂକୁ ହରାଇ ସୁପର-୪ରେ ପାକିସ୍ତାନ

ସାରଜା  : ଏସିଆ କପ୍‌ ଟ୍ବେଣ୍ଟି-୨୦ କ୍ରିକେଟ-୨୦୨୨ର ସୁପର-୪ରେ ପାକିସ୍ତାନ ପ୍ରବେଶ କରିଛି। ଶୁକ୍ରବାର ସାରଜାରେ ଖେଳାଯାଇଥିବା ​‌େ​‌ଶଷ ଲିଗ୍‌ ମ୍ୟାଚରେ ପାକିସ୍ତାନ ୧୫୫ରନରେ ହଂକଂକୁ ପରାସ୍ତ କରିଛି। ପାକିସ୍ତାନ…
Read More...

ଘରେ ଘରେ ଷଷ୍ଠି ଓଷା ପାଳିତ

ସୁଆଣ୍ଡୋ :  ଭାଦ୍ରବମାସ ଶୁକ୍ଳପକ୍ଷ ଷଷ୍ଠି ତିଥିରେ ଘରେ ଘରେ ଷଷ୍ଠି ଓଷା ପାଳିତ ହୋଇଥାଏ । ଏହି ଅବସରରେ ପୁରୀଜିଲା ସତ୍ୟବାଦୀର ସବୁ ପରିବାରରେ ଷଷ୍ଠି ଦେବୀଙ୍କ ପୂଜା ସୋମବାର ଅନୁଷ୍ଠିତ ହୋଇଛି । ମୁରୁଜ ପକାଯାଇ…
Read More...

ଶିକ୍ଷକମାନଙ୍କର ନିଆରା କାର୍ଯ୍ୟକ୍ରମ, ନିଜ ଖର୍ଚ୍ଚରେ ପାଳିଲେ ୨୬ ପିଲାଙ୍କ ଜନ୍ମଦିନ

ଚାନ୍ଦିପୁୁଟ : ଗ୍ରାମାଞ୍ଚଳରେ ପିଲାଙ୍କୁ ବିଦ୍ୟାଳୟ ଅଭିମୁଖୀ କରିବା ଲକ୍ଷ୍ୟରେ ଶିକ୍ଷକ-ଶିକ୍ଷୟତ୍ରୀ ନିଆରା ପ୍ରୟାସ ଆପଣାଇଛନ୍ତି। ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ନିଜ ପରିବାରକୁ ଛାଡି ଆଶ୍ରମ…
Read More...

ନେହେରୁ ଆଦିବାସୀ କ୍ଳବର ନୂଆଖାଇ ଭେଟ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ପଶ୍ଚିମ  ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଚଟୁଅନକା ଗ୍ରାମ ପଂଚାୟତର ଚଟୁଅନକା ଗ୍ରାମରେ ଜବାହାରଲାଲ ନେହେରୁ ଆଦିବାସୀ କ୍ଳବ ପକ୍ଷରୁ ଚତୁର୍ଥ ବର୍ଷ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଗଣେଶ ପୂଜା ଭାସାଣୀ ଶୋଭଯାତ୍ରା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଛି । ଅପର ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଜଣଙ୍କର  ଅନ୍ତଃ ବୁଜୁଳା…
Read More...

ନୂତନ ସ୍ୱଚ୍ଛ ସବାରୀ ଲୋକାର୍ପିତ

ଚୌଦ୍ୱାର : ଚୌଦ୍ୱାର ସହରରାଞ୍ଚଳରେ ସ୍ୱଚ୍ଛତା ରକ୍ଷା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷରେପୌରପାଳିକା ତରଫରୁ ବିଶେଷ ପ୍ରୟାସ ଆରମ୍ଭ କରାଯାଇଛି।  ଏଥିପାଇଁ ପୌରପାଳିକା ତରଫରୁ ୪ଟି ଆଧୁନିକ ସ୍ୱଚ୍ଛ ସବାରୀ କ୍ରୟ…
Read More...

ବାଈଶିପଡାରେ ନୂଆଁଖାଇ ଭେଟଘାଟ୍

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ବାଈଶିପଡାରେ ତ୍ରୀନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡମ୍ବର ସହକାରେ ନୂଆଁଖାଇ ଭେଟଘାଟ ଅୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ତ୍ରିକୋଣୀୟ ପ୍ରେମ ସଂପର୍କ ନେଇ ପରିପୃଷ୍ଠ ଚଳଚ୍ଚିତ୍ର ‘ଏରା’ 

ଗୁରୁଡିଝାଟିଆ :  ୧୯୫୯ ମସିହାର ଏକ ପୁଃନଜନ୍ମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଏରା’ ।  ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିଭିନ୍ନ ସ୍ଥାନରେ ଚଳଚିତ୍ରର ଅଧିକାଂଶ ଅଂଶ ସୁଟିଂ ହୋଇଥିବା ବେଳେ ନାୟକ ଗୋପି ଓ…
Read More...

ଗୋପବନ୍ଧୁ ନର୍ସିଂ କଲେଜର ଗଜାନନଙ୍କ ଭସାଣୀ

ଗୁରୁଡିଝାଟିଆ :  ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜର ପୂଜା ହୋଇଥିବା ଶ୍ରୀ ଗଜାଜନଙ୍କ ମୃଣ୍ମୟ ପ୍ରତିମାକୁ ଶାସ୍ତ୍ରୀୟ ବିଧିମୁତାବକ ବିସର୍ଜନ କରାଯାଇଛି। ସମସ୍ତ ବିଦ୍ୟାର୍ଥୀ, ଅଧ୍ୟାପକ, ଅଧ୍ୟାପିକା ଓ…
Read More...

ଆଦର୍ଶ ଶିକ୍ଷାଗୁରୁ ବାଞ୍ଛାନିଧି ପ୍ରତିହାରୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସବ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ବରପୁଟ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ପଞ୍ଚାୟତର ଆଦର୍ଶ ଶିକ୍ଷାଗୁରୁ ସ୍ୱର୍ଗତଃ ବାଞ୍ଛାନିଧି ପ୍ରତିହାରୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ…
Read More...

ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ୮ଦଫା ଦାବିପତ୍ର

ବାଙ୍କୀ : ଚଳିତ ବର୍ଷ ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବ୍ୟାପକ ଖରିଫ ଧାନ ସହ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୨ହଜାର ୫୦୦ହେକ୍ଟର ଖରିଫ ଧାନ ଓ ୬୦୦୦ହେକ୍ଟର ପନିପରିବା…
Read More...

ଟି-୨୦ରେ କୋହଲିଙ୍କ ୨ଟି କୀର୍ତ୍ତିମାନ

ଦୁବାଇ : ଚଳିତ ଏସିଆ କପ୍‌ରେ ବୁଧବାର ହଂକଂକୁ ୪୦ ରନ୍‌ରେ ଭାରତ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ୨ଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି…
Read More...

ସିଏଜିଙ୍କ କଥା ଶୁଣୁନାହାନ୍ତି ଅର୍ଥ ପରାମର୍ଶଦାତା

ଭୁବନେଶ୍ୱର : ରାଜ୍ୟରେ ଆର୍ଥିକ ବିଶୃଙ୍ଖଳା ଗୁରୁତର ରୂପ ନେଉଛି। ହେଲେ ଗୁରୁତ୍ବପୂର୍ଣ୍ଣ ବିଭାଗର ଅର୍ଥନୈତିକ ପରାମର୍ଶଦାତା(ଏଫଏ)ମାନେ ନିଘୋଡ଼ ନିଦ୍ରାରେ ରହିଛନ୍ତି। ବର୍ଷ ବର୍ଷ ଧରି ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ…
Read More...

ଅସ୍ୱାଭାବିକ ତାପମାତ୍ରା

ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ଶେଷ ସପ୍ତାହରୁ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହେଉଛି। କାଁ ଭାଁ ବର୍ଷା ସହିତ ଦିନ ଓ ରାତି ସମୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି। ଅନ୍ୟପକ୍ଷରେ…
Read More...

ଚାଷୀଙ୍କ ପେଟକୁ ସମବାୟ ନାତ

ଭୁବନେଶ୍ୱର : ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ। ସେମାନଙ୍କ ମୁହଁରେ ହସ ଫୁଟିବ। ତାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଚାଲିଛି ଯୋଜନା ପରେ ଯୋଜନା। କେନ୍ଦ୍ର ତା’ର ପିଏମ୍‌-କିଶାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ୬…
Read More...

ବିପଜ୍ଜନକ ସ୍ଥିତିରେ ମହାକାଶ କେନ୍ଦ୍ର

ମସ୍କୋ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇ ରୁଷ ଯାହା କହିଛି, ତାହା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମହାକାଶ କେନ୍ଦ୍ର ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ସେଠାରେ ଥିବା ଗବେଷକଙ୍କ ଜୀବନ…
Read More...

୩ ବର୍ଷରେ ୫୫୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର  : ରାଜ୍ୟରେ ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇଛି। ବିଶେଷକରି ଗଞ୍ଜେଇ କାରବାର ବହୁମାତ୍ରାରେ ବଢ଼ିଛି। ଗତ ୩ବର୍ଷରେ ଚଢ଼ଉ ବେଳେ ୫୫୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ପ୍ରତିବର୍ଷ ଚଢ଼ଉ ବେଳେ ଜବତ ଗଞ୍ଜେଇ…
Read More...

ଦାଉଦ୍‌ ସମ୍ପର୍କରେ ସୂଚନା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର

ମୁମ୍ବଇ : ଫେରାର ଅଣ୍ଡରୱାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଧରିବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତରଫରୁ ଅର୍ଥ ପୁରସ୍କାର ଘୋଷଣା କରାଯାଇଛି। ଦାଉଦ୍‌ ସଂପର୍କରେ ସଠିକ୍‌ ସୂଚନା ପ୍ରଦାନକାରୀଙ୍କୁ ୨୫…
Read More...

ସରିଲା +୩ ନାମଲେଖା ଆବେଦନ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ +୩ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଗତ ୧୧ ତାରିଖରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ଆବେଦନ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୫ରେ ଏହା ଶେଷ ହେବାର ଥିଲା। କିନ୍ତୁ…
Read More...

ବାଂଲାଦେଶକୁ ହରାଇ ସୁପର-୪ରେ ଶ୍ରୀଲଙ୍କା

ଦୁବାଇ : ଚଳିତ ଏସିଆ କପ୍‌ ଟ୍ବେଣ୍ଟି୨୦ରେ ୩ୟ ଦଳ ଭାବେ ସୁପର-୪ରେ ପହଞ୍ଚିଛି ଶ୍ରୀଲଙ୍କା । ଗୁରୁବାର ଏକ ରୋମାଞ୍ଚକର ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ବାଂଲାଦେଶକୁ ୨ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିଛି। ଏକାଧିକ…
Read More...

ଜୁଲାଇରେ ୨୩ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ହ୍ବାଟସ୍‌ଆପ୍‌

ନୂଆଦିଲ୍ଲୀ : ଗତ ଜୁଲାଇରେ ସାମାଜିକ ଗଣମାଧ୍ୟମ ହ୍ବାଟସ୍‌ଆପ୍‌ ଭାରତରେ ୨୩ ଲକ୍ଷ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡ଼ିଛି । ଏ ସଂପର୍କରେ ହ୍ବାଟସଆପ୍‌ ତରଫରୁ ଦର୍ଶାଯାଇଛି ଯେ ବନ୍ଦ କରାଯାଇଥିବା ଆକାଉଣ୍ଟକୁ…
Read More...

ରାଜ୍ୟପାଳଙ୍କୁ ଭେଟିଲେ ଶାସକ ବିଧାୟକ

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗକୁ ନେଇ ରାଜ୍ୟରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତା କ୍ରମରେ ଗୁରୁବାର ଶାସକ ବିଧାୟକଙ୍କ ପ୍ରତିନିଧି ଦଳ ରାଜ୍ୟପାଳ ରମେଶ ବୈଶଙ୍କୁ…
Read More...

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭରସା ପରିବାର ସମ୍ମାନିତ 

ପାଟଣା : କେନ୍ଦୁଝର ନଗର ଭବନଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ କେନ୍ଦୁଝରଗଡ ପୌର ପରିଷଦ ଦ୍ଵାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦୁଝର ପୌର ପରିଷଦର ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ବ ଅର୍ଜନ…
Read More...

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

ପାଟଣା : କେନ୍ଦୁଝର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ପାଟଣା ବ୍ଲକ ଶାଖା ତରଫରୁ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯାଇଛି । ଗୁରୁବାର ପାଟଣା ପେଟ୍ରୋଲ ପମ୍ପ ଠାରେ ଡ୍ରାଇଭର ମହାସଂଘ ତରଫରୁ ଏକ ପଦଯାତ୍ରା…
Read More...

ରାଜପୁର ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ରାଜପୁର ସ୍ଥିତ ସର୍ବପୁରାତନ ପୀଠ ମା’ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ଏହା ପରେ ଏକାଠି ବସି ପରିବାର ଓ ବନ୍ଧୁ…
Read More...

ଶୁକ୍ରବାର ରାଶିଫଳ (୦୨/୦୯/୨୦୨୨)

ମେଷ : ସୁଖଦାୟକ ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଉଦ୍ୟମ ଜାରି ରଖିବେ। ପୁଷ୍ଟିକର ଭୋଜନର ବ୍ୟବସ୍ଥା କରିବାକୁ ପଡ଼ିବ। ଆନନ୍ଦ ଉପଭୋଗ କରିବେ। ବୃଷ : ଆୟ…
Read More...

ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର :  ମାକ୍ଷାନଗର ସହର ସନ୍ନିକଟ ଜିରିଡାମାଳିସ୍ଥିତ ଭବାନୀ କ୍ଲବ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏ ଉପଲକ୍ଷେ ସ୍ଥାନୀୟ ବିଧାୟକ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ…
Read More...

ଅତାବିରାର ବିଭିନ୍ନ ସ୍ଥାନରେ ଧୁମଧାମରେ ଗଣେଶ ପୂଜା ପାଳିତ 

ରେଙ୍ଗାଲିକ୍ୟାମ୍ପ : ପ୍ରତ୍ୟେକ ଶୁଭ ତଥା ମାଙ୍ଗଳିକ କାର୍ୟ୍ୟରେ ଶ୍ରୀ ଗଣେଶଙ୍କୁ ଅଗ୍ରପୂଜ୍ୟ ରୂପେ ପୂଜା କରାଯାଏ। କିନ୍ତୁ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଅନୁଷ୍ଠାନ…
Read More...

କୁଟୃମାଳିରେ ଧୁମଧାମରେ ପାଳିତ ହେଲା ବର୍ଷର ପ୍ରଥମ ବାଲିଯାତ୍ରା

କଲମପୁର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ଅଧିନ ଦୁର୍ଗମ କୁଟୃମାଳି ଗ୍ରାମରେ ଝାମୁଯାତରା ବା ବାଲିଯାତ୍ରା ଉତ୍ସବ ପାଳିତ ହୋଇଯାଇଛି । କୁଟୃମାଳି ମାଳି ପାହାଡର ଉଚ୍ଚ ସ୍ଥାନରେ ଅବସ୍ଥିତ…
Read More...

ନୂଆଁଖାଇ ଜିଲ୍ଲାର ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ବୌଦ୍ଧ : ନୂଆଁଖାଇ ଅବସରରେ ଓଡ଼ିଶାର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର  ଚାଷୀ  ଏବଂ ୮୧ ହଜାର  ଭୂମିହୀନ କୃଷକ ପରିବାରକୁ ମୁଖ୍ୟମନ୍ତ୍ରୀ ୮୬୯ କୋଟି ଟଙ୍କା କାଳିଆ ସହାୟତା ପ୍ରଦାନ କରିଛନ୍ତି। ଏହି…
Read More...

ଟଙ୍କା ହଡପକୁ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ଏତଲା ଦେଲେ ଚାନ୍ଦବାଲି ବିଡିଓ

ଧାମରା : ଚାନ୍ଦବାଲି ବ୍ଲକ ଅଧିନସ୍ଥ ଏବଂ ବାଂଶଡା ଥାନା ଅଧିନରେ ଥିବା ବଜରାପୁର, ଗୋପିନାଥପୁର ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ୨ ପଞ୍ଚାୟତର ବହୁ ବୃଦ୍ଧ ଏବଂ ବୃଦ୍ଧାଙ୍କ ପେନସନ…
Read More...

ଗଣେଶ ପୂଜା ଓ ନାମ ସଂକୀର୍ତ୍ତନ

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ଗ୍ରାମର ବାଲ୍ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ଥର ବେଶ ଯାକଜକମରେ ଗଣପତିଙ୍କ ପୂଜାଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ସନ୍ଧ୍ୟାରେ ୩ଟି ମହିଳା ମଣ୍ଡଳ ନଦୀୟା…
Read More...

ମହାନଦୀରେ ବୁଡ଼ି ବୃଦ୍ଧା ମୃତ

ତିଗିରିଆ :  ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଜଣେ ବୃଦ୍ଧା ଶୌଚ ହେବାଲାଗି ମହାନଦୀକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ହେବା ସହିତ…
Read More...

ପ୍ରାଣୀ ସଂପଦ ବିଭାଗର ଅଜବ ନୀତି…. ନୂଆଁଖାଇ ପାଳନ ପାଇଁ ଛାଡିଲେନି, ଛୁଟି ଦିନରେ ବାଣ୍ଟିଲେ ଗୋ-ଖାଦ୍ୟ

ହରଭଙ୍ଗା : ମହାନ୍ ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡିଶାବାସୀ ପରିବାର ସହ ଧୁମଧାମରେ ପାଳନ କରନ୍ତି । ଏଥିପାଇଁ ସରକାରୀ ଛୁଟି ମଧ୍ୟ ଘୋଷଣା ହୋଇଛି।ମାତ୍ର ପ୍ରାଣୀ ଚିକିତ୍ସା ବିଭାଗର ଅଜବନୀତି ଯୋଗୁଁ ଏଭଳି ମହାନ ପର୍ବର …
Read More...

ଅଦ୍ଭୁତ କ୍ୟାମେରାମ୍ୟାନ୍; ଦେଖନ୍ତୁ କେମିତି କରୁଛନ୍ତି ସୁଟିଂ..

ଦେଖନ୍ତୁ ଏହି ଭିଡିଓକୁ । ନିଶ୍ଚୟ ଏହି ଭିଡିଓକୁ ଦେଖି ଆପଣଙ୍କୁ ହସ ଲାଗୁଥିବ । କାରଣ ବାଳକଟିର ଭିଡିଓ କରିବାର ଶୈଳୀ କିଛି ଭିନ୍ନ । ଗୀତର ତାଳେ ତାଳେ ଯେମତି ସେ ତାର କାମକୁ ଅତି ନିଖୁଣ ଭାବେ କରୁଛି । ତାର କାମରେ ସେ…
Read More...

ବନ୍ୟାରେ ବେହାଲ ପାକିସ୍ତାନ; ୧,୩୫୦ ଜଣଙ୍କ ମୃତ୍ୟୁ, ଭୁଶୁଡ଼ିଛି ୨୨୦ରୁ ଅଧିକ ପୋଲ

ଇସଲାମବାଦ: ପାକିସ୍ତାନରେ ଏବେ ବି ବନ୍ୟାର ବିଭୀଷିକା ଜାରି ରହିଛି । ଯେଉଁ ଆଡେ ଚାହିଁଲେ ସବୁଠି ଦିଶୁଛି ପାଣି ଆଉ ପାଣି । ବର୍ତ୍ତମାନ ବନ୍ୟା ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ବନ୍ୟାର ଦୁର୍ଦ୍ଦଶା କୋଟି କୋଟି…
Read More...

ପୁଣି ଚର୍ଚ୍ଚାରେ ମମତା; କହିଲେ, ରାଜନୀତି ଭାରି ଅଳିଆ

କୋଲକାତା: ପୁଣି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିକଟରେ  ମମତା ଆରଏସଏସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ମମତା…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ… ରୀତିନୀତି ଅନୁଯାୟୀ ପାଳନ ହେଲା ନୂଆଁଖାଇ ପର୍ବ… ନବାନ୍ନ ଲାଗି ପରେ ନୂଆଁଖାଇଲେ ପଶ୍ଚିମ ଓଡ଼ିଶାବାସୀ… ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା……
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଇମ୍ଫୋଭ୍ୟାଲି ଥାନା ମଦନପୁର ପଞ୍ଚାୟତ ଜାଗସରାପାଟଣା ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ମୃତଦେହ ସେଠାରେ ପଡ଼ିଥିବା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି…
Read More...

ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ମହିମାଟୁଙ୍ଗିରେ ପାଳିତ ହେଲା ନୂଆଁଖାଇ ପର୍ବ

କାମାକ୍ଷାନଗର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । କାମାକ୍ଷାନଗର ସହରର ମହିମାଟୁଙ୍ଗି ପରିସରରେ ମଧ୍ୟ ନୂଆଁଖାଇ…
Read More...

ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୨ଶହ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
Read More...

ପାଟଣାଗଡ ଏନ୍ଏସିରେ ପାଳନ ହେଲାନି ସ୍ୱାୟତ ଶାସନ ଦିବସ

ପାଟଣାଗଡ: ନିମନ୍ତ୍ରିତ ଅତିଥିଙ୍କୁ କାର୍ଡ ବଣ୍ଟା ଯାଇଥିଲା । ଫୁଲ ତୋରଣରେ କାର୍ଯ୍ୟାଳୟକୁ ସଜା ଯାଇଥିଲା । ଟେଣ୍ଟ ବି ଲଗାଯାଇଥିଲା । ନିମନ୍ତ୍ରଣ ଅନୁସାରେ ନିର୍ଦ୍ଧାରିତ ସମୟରେ ବୁଦ୍ଧିଜୀବୀ, ନାଗରିକମାନେ ଆସି…
Read More...

ନିଆରା ଢଙ୍ଗରେ ପାଳନ ହେଲା ଗଣେଶ ପୂଜା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ସମସ୍ତ ଗାଁରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରାଯାଇଛି । ତେବେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ଗଣେଶ ପୂଜା କରାଯାଇଥିବା ବେଳେ…
Read More...

ନବରଙ୍ଗପୁରରେ ସ୍ୱାୟତ ଶାସନ ଦିବସ

ନବରଙ୍ଗପୁର: ଆଜି ନବରଙ୍ଗପୁର ପୌର ସଂସ୍ଥା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକା  ଅଫିସରେ ପୂର୍ବାହ୍ନ ୯ଟାରେ ପୌର ଅଧ୍ୟକ୍ଷ କୁନୁ ନାୟକ ପତାକା ଉତ୍ତୋଳନ କରିଥିଲେ । ପରେ ପରିଷଦ ଓ…
Read More...

ଆମେରିକାରେ ପୁଣି ଫୁଟିଲା ଗୁଳି; ଜଣେ ମୃତ, ୨ ଗୁରୁତର

ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି । ଏକାବେଳେ ଆମେରିକାର ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ… ଉତ୍ସବମୁଖର ପଶ୍ଚିମ ଓଡ଼ିଶାର ସହରଠୁ ଗାଁ…  ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ… ପରେ ନୂଆଁ ଖାଇବେ ଲୋକେ… (୨) ଆଜି…
Read More...

ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ

ନବରଙ୍ଗପୁର: ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନ  (ନିପା ) ଆନୁକୂଲ୍ୟାରେ ଏକ ଦିନିକିଆ ପାଳକ ସମ୍ମିଳନି ଆର, କେ କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ…
Read More...

ଦେଶରେ ଆଉ ୭,୯୪୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭ହଜାର ୯୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ ୯,୮୨୮ ଜଣ…
Read More...

ନୂଆଁଖାଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ବେଶ୍ ସ୍ବତନ୍ତ୍ର। ପୂର୍ବ ଦିନରୁ ସଂଗୃହୀତ ଧାନରୁ ନବାନ୍ନ ପ୍ରସ୍ତୁତ କରାଯାଇ ଇଷ୍ଟଦେବଦେବୀଙ୍କୁ ଅର୍ପଣ କରାଯାଏ। ପରେ ସମସ୍ତେ ତାକୁ ଏକତ୍ର ହୋଇ ଗ୍ରହଣ କରନ୍ତି। ନୂଆଁଖାଇ ଦିନ…
Read More...

ନିବେଶ ପାଇଁ ଓଡ଼ିଶା ଅନୁକୂଳ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମେକ-ଇନ ଓଡ଼ିଶା କନ୍‌କ୍ଲେଭର ତୃତୀୟ ସଂସ୍କରଣ। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ନିବେଶକ ସମ୍ମିଳନୀ।…
Read More...

ଆଜି ଖାତାକୁ ଯିବ ‘କାଳିଆ’ ଟଙ୍କା

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଗୁରୁବାର ରାଜ୍ୟର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଟଙ୍କା ଦିଆଯିବ। ୪୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଡିବିଟି(ପ୍ରତ୍ୟକ୍ଷ…
Read More...

ମହିଳା‌ ବିଜେଡିର ପୁନର୍ଗଠନ, କସ୍ତୁରୀ ମହାପାତ୍ର ମହାସଚିବ

ଭୁବନେଶ୍ବର : ବିଜେଡିରେ ଚାଲିଛି ସାଂଗଠନିକ ପୁନର୍ଗଠନ ପର୍ବ। ଏହିକ୍ରମରେ ମହିଳା ବିଜେଡିର ପୁନର୍ବିନ୍ୟାସ ହୋଇଛି। ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା…
Read More...

‘ପ୍ରତିଭା ପୂଜା ଓଡ଼ିଶା ସଂସ୍କୃତିର ପରମ୍ପରା’

କଟକ : ପ୍ରତିଭା ପୂଜା ଆମ ସଂସ୍କୃତିର ମହାନ ପରମ୍ପରା। ପ୍ରତିଭାଙ୍କୁ ସମ୍ମାନିତ କରିବା ଏକ ମହତକାର୍ଯ୍ୟ। ଦୀର୍ଘବର୍ଷ ଧରି ଭାରତ ମସଲା ଏହି ପରମ୍ପରାକୁ ବଜାୟ ରଖି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣୁଥିବା ପ୍ରତିଭାଙ୍କୁ…
Read More...

ଆଇସିସି ଟ୍ବେଣ୍ଟି-୨୦ ଅଲ୍‌ରାଉଣ୍ଡର ମାନ୍ୟତା: ୫ମ ସ୍ଥାନକୁ ଉଠିଲେ ହାର୍ଦିକ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଜାରି ଟ୍ବେଣ୍ଟି୨୦ ଅଲରାଉଣ୍ଡର ମାନ୍ୟତାର ୫ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଭାରତର ହାର୍ଦିକ ପାଣ୍ଡ୍ୟା। ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ…
Read More...

ପୁଲିସ ନିଷ୍କ୍ରିୟତାରୁ ଦଣ୍ଡ ହାର କମୁଛି

ଭୁବନେଶ୍ବର : ଓଡ଼ିଶାରେ ବଢୁଛି ଅପରାଧ। ରାଜ୍ୟରେ ଏବେ ବଳାତ୍କାର, ହତ୍ୟା, ଚୋରି, ଠକେଇ, ରାହାଜାନି, ଅପହରଣ ଭଳି ସଂଗୀନ ଅପରାଧ କ୍ରମାଗତ ବଢିଛି। ପୋକ୍‌ସୋ ଭଳି କଠୋର ଆଇନ ସତ୍ତ୍ବେ ରାଜ୍ୟରେ ଗୋଟିଏ ବର୍ଷରେ ଶିଶୁ…
Read More...

ଜିିିିଡିପି ଅଭିବୃଦ୍ଧି ୧୩.୫%

ନୂଆଦିଲ୍ଲୀ : ଦେଶରେ ପ୍ରଥମ ତ୍ରୈମାସିକ ଜିଡିପି (ମୋଟ ଘରୋଇ ଉତ୍ପାଦ) ବିକାଶ ହାର ୧୩.୫ ପ୍ରତିଶତ ହୋଇଛି। ଏହାକୁ ବର୍ଷର ସବୁଠାରୁ ଦ୍ରୁତ ଅଭିବୃଦ୍ଧି କୁହାଯାଉଛି। ସେହିପରି କୃଷି ବିକାଶ ହାର ୪.୫ ପ୍ରତିଶତ ରହିଛି।…
Read More...

ନୁଆଁଖାଇ ପାଇଁ ଚଳଚଞ୍ଚଳ ସହର 

ସମ୍ବଲପୁର : ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପାଇଁ ଜନତା ଏବେ ଉତ୍ସବ ମୁଖର। କରୋନାର ୨ ବର୍ଷ ସଙ୍କଟ ମଧ୍ୟରେ କେବଳ ବିଧି ରକ୍ଷାରେ ସୀମିତ ହୋଇ ପାଳିତ ହୋଇଥିବା ନୁଆଁଖାଇ ଉତ୍ସବ ପାଇଁ ଚଳିତ ବର୍ଷ…
Read More...

‘ଅପରେସନ୍‌ ଲୋଟସ୍‌’ର ତଦନ୍ତ ଦାବିରେ ଆପ୍‌ର ଧାରଣା

ନୂଆଦିଲ୍ଲୀ : ‘ଅପରେସନ୍‌ ଲୋଟସ୍‌’ ଜରିଆରେ ବିଜେପି ବିଭିନ୍ନ ରାଜ୍ୟର ସରକାରଙ୍କୁ ଭାଙ୍ଗୁଥିବା ଅଭିଯୋଗରେ ବୁଧବାର ଆମ୍‌ ଆଦମୀ ପାର୍ଟି (ଆପ୍‌) ଦଳର ବିଧାୟକମାନେ ବୁଧବାର ଦିଲ୍ଲୀ ସିବିଆଇର ମୁଖ୍ୟାଳୟ ସମ୍ମୁଖରେ ଧାରଣା…
Read More...

ଠେଲାଗାଡ଼ିରେ ଗର୍ଭବତୀ ପତ୍ନୀଙ୍କୁ ଡାକ୍ତରଖାନା ନେଲେ ସ୍ବାମୀ

ଭୋପାଳ : ମଧ୍ୟପ୍ରଦେଶର ଦାମୋହ ଜିଲା ମୁଖ୍ୟାଳୟଠାରୁ ୬୦ କିମି ଦୂର ରାନେହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଗର୍ଭବତୀ ପତ୍ନୀଙ୍କୁ ଠେଲା ଗାଡ଼ିରେ…
Read More...

କେସିଆରଙ୍କ ବିଜେପି ମୁକ୍ତ ଭାରତ ଆହ୍ବାନ

ପାଟନା : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ କାଳରେ ଦୁଇ ନେତା ଜାତୀୟ…
Read More...

ପୌରପାଳିକା ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ତରଫରୁ ସ୍ୱାୟତ୍ତ ଶାସନ ଦିବସ ବୁଧବାର ପାଳିତ ହୋଇ ଯାଇଛି । ପ୍ରଭାତରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର…
Read More...

ଚୌଦ୍ୱାରରେ ଗଣନାଥଙ୍କ ପୂଜା ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳ ଏବଂ ଏହାର ଆଖପାଖ ଗ୍ରାମଞ୍ଚଳ ଶ୍ରୀଗଣେଶ ପୂଜା ସହିତ ଉତ୍ସବମୁଖର ହୋଇ ଉଠିଛି । ସମସ୍ତ ଶିକ୍ଷାନୁଷ୍ଠାନ, ଯୁବକ ସଂଘ, ସମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ବଜାର କମିଟି ସମେତ…
Read More...

ଗୁରୁବାର ରାଶିଫଳ (୦୧/୦୯/୨୦୨୨)

ମେଷ : ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଧୈର୍ଯ୍ୟବାନ୍‌ ହେବେ। ଅସୁସ୍ଥ ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ଅହଂଭାବକୁ ବିସର୍ଜନ ଦେଇ ଆଶ୍ବସ୍ତ ହେବେ। ବୃଷ : ବାହ୍ୟ ଖର୍ଚ୍ଚ…
Read More...

କଣ୍ଟାବାଞ୍ଜିରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମୁଖରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି। ନଗରପାଳ ବରିୟାମ ସିଂହ ସାଲୁଜା, ଉପନଗର ପାଳ ମନୋରମା ରାଉତ, କାର୍ଯ୍ୟ…
Read More...

ଧାନ ବେଣୀରେ ଦେଶ କରମ ପର୍ବ, ଉଠିଲା ଜାୱା

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ପଡ଼ିଆରେ ବୁଧବାର କୁଡୁମୀ ଜାତିର ବିଶେଷ ପର୍ବ ଦେଶ କରମ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହା ସାତ ଦିନ ଧରି ଅନୁଷ୍ଠିତ ହେବ । କୁଡୁମୀ ଜାତିର…
Read More...

ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ ; ସୁପର-୪ରେ ଭାରତ

ଦୁବାଇ : ଭାରତ ୨ୟ ଦଳ ଭାବେ ଚଳିତ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ଗ୍ରୁପ୍‌ ‘ଏ’ର ଲିଗ୍‌ ମ୍ୟାଚ୍‌ରେ ଦୁର୍ବଳ ହଂକଂକୁ ୪୦ ରନ୍‌ରେ ଭାରତ ପରାସ୍ତ କରିଛି ।…
Read More...

ନିବେଦିତା ମହାନ୍ତିଙ୍କୁ ବିଜୁ ମହିଳା ଜନତାଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି

ନବରଙ୍ଗପୁର : ବିଜୁ ମହିଳା ଜନତାଦଳର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ମହିଳା ନେତ୍ରୀ ନିବେଦିତା ମହାନ୍ତି ପୁନର୍ବାର ନିଯୁକ୍ତି ପାଇଛନ୍ତି।  ଏ ସଂପର୍କରେ  ବିଜୁଜନତାଦଳ ପକ୍ଷରୁ ଘୋଷଣା କରାଯାଇଛିା  ବିଜୁଜନତାଦଳର…
Read More...

ଆଳୁ ବ୍ୟବସାୟୀଙ୍କ ପାଖରୁ ୧ ଲକ୍ଷ ଟଙ୍କା ଝାମ୍ପି ନେଲେ ୨ ଦୁବୃର୍ତ୍ତ 

ଧାମନଗର : ଭଦ୍ରକ ଧାମନଗରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଶ୍ରାବଣୀ ହୋଟେଲ ନିକଟରେ ଥିବା ଏସବିଆଇ ଏଟିଏମକୁ କିଛି ଦୁବୃର୍ତ୍ତ ଗ୍ୟାସ କଟରରେ କାଟି ଟଙ୍କା ଚୋରୀ କରିବାକୁ ଚେଷ୍ଟା କରୁଥିବା ବେଳେ…
Read More...

ଗଣପତିଙ୍କ ପୂଜାରେ ଝଲସୁଛି ପାଞ୍ଚଗାଁ ଓ ନୂଆପାଟଣା

ତିଗିରିଆ :  ପବିତ୍ର ଗଣେଶ ଚତୁର୍ଥୀରେ ତିଗିରିଆ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ପୁରପଲ୍ଲୀର ଯୁବଗୋଷ୍ଠୀ, କ୍ଲବ ଏବଂ ବିଭିନ୍ନ ବଜାରରେ ପୂଜା କମିଟି ଗୁଡ଼ିକ ପକ୍ଷରୁ ସିଦ୍ଧିଦାତା ଗଣପତିଙ୍କ…
Read More...

ରାସ୍ତା ଖରାପରୁ ଓଲଟିଲା ଆଜବେଷ୍ଟସ୍ ବୋଝେଇ ଗାଡ଼ି

ତିଗିରିଆ :  ତିଗିରିଆ ନିଜିଗଡ଼ ଠାରୁ ଅଚଳକୋଟ ଦେଇ ଢ଼େଙ୍କାନାଳକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ୍ନ ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ ରାସ୍ତା ଖରାପ କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ଗାଡ଼ି…
Read More...

ଆଠଗଡକୁ ସରସ ସୁନ୍ଦର କରିବା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ

ଆଠଗଡ :  ଆଠଗଡ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ ନଗରପାଳ ସସ୍ମିତା ରାଉତ ଜାତୀୟ ପତାକା ଉତ୍ତୋଳନ କରି ସମବେତ…
Read More...

ଅଗ୍ରପୂଜ୍ୟଙ୍କ ଆବାହନରେ ଉତ୍ସବ ମୁଖର ପୁରପଲ୍ଲୀ

ଆଠଗଡ:  ବିଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ ପ୍ରାୟ ବନ୍ଦ ହୋଇ ଯାଇଥିବା ଗଣେଶ ପୂଜା ଚଳିତ ବର୍ଷ କଟକଣା ଉଠିଯାଇ ଥିବାରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ବେଶ୍‍ ଧୁମ୍‍ଧାମରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ବିଘ୍ନ…
Read More...

ରାସରସିକପୁର ସ୍କୁଲରେ ପ୍ରାଚୀର ପତ୍ରିକା ‘ସତ୍କୃତି’ ଉନ୍ମୋଚିତ

ଆଠଗଡ : ଆଠଗଡ ସହରର ରାସରସିକପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗଣେଶ ପୂଜା ଅବସରରେ ପ୍ରାଚୀର ପତ୍ରିକା ‘ସତ୍କୃତି’ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି, ଆଇନଜୀବୀ ପ୍ରାଣକୃଷ୍ଣ ଦାଶ…
Read More...

ଆଠଗଡ ଏନଏସିରେ ୨କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ

ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨କୋଟି ଟଙ୍କା ବ୍ୟୟରେ ଆଙ୍କୁଲାଠାରେ ନିର୍ମିତ ମଳ ଉପଚାର କେନ୍ଦ୍ର (ଏଫଏସଟିପି) ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା…
Read More...

ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ସଭାପତି ଜେ.ପି ନଡ୍ଡା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଓଁ ଗଂ ଗଣପତୟେ ନମଃ ଉଚାରଣରେ କମ୍ପୁଛି ଧରା… ସବୁଠି ଚାଲିଛି ଗଜାନନଙ୍କ ଆରାଧନା… ବିଦ୍ୟାଳୟରେ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି ଛାତ୍ରଛାତ୍ରୀ…. ସହରଠୁ ଗାଁ ସବୁଠି ଶ୍ରୀ ଗଣେଶଙ୍କ ପାଇଁ ଉତ୍ସବମୁଖର… ସେପଟେ…
Read More...

ରାଜଧାନୀରେ ବୀଭତ୍ସ ହତ୍ୟା; ସାଙ୍ଗକୁ ହାଣିଲେ ୨ ସାଙ୍ଗ

ଭୁବନେଶ୍ୱର​: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୁପାଲି ଛକରେ…
Read More...

ଦେଶରେ ଆଉ ୭, ୨୩୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭ହଜାର ୨୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ ୧୦,୮୨୮ ଜଣ…
Read More...

ଗୁଟ୍‌କା ଗୋଦାମରେ ଚଢ଼ାଉ; ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗୁଟ୍‌କା ଜବତ

ଚିକିଟି: ବ୍ରହ୍ମପୁର ପୁଲିସ ୩ଟି ଗୁଟକା ଗୋଦାମରେ ଚଢ଼ାଉ କରିଛି । ଜିଲ୍ଲାର ସଦର ଥାନା ଠାରୁ ମାତ୍ର ୧ କିଲୋମିଟର ବ୍ୟବଧାନରେ ଥିବା ବାଉଁସିୟାପଲ୍ଲୀ ଗ୍ରାମ ନିକଟରେ ଏହି ଚଢ଼ାଉ କରାଯାଇଛି । ନରେନ୍ଦ୍ର ସାହୁ ନାମକ ଜଣେ…
Read More...

ରାସ୍ତା ପାଲଟିଛି ମରଣଜନ୍ତା; ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର, ମୁକୁଳା ପଡ଼ିଛି ଲୁହା ରଡ୍‌

ବ୍ରଜରାଜନଗର: ଗୌଡ଼ମାଲ ପଞ୍ଚାୟତ ପୁଟୁରାଡେରା ନାଳ ଉପରେ ଥିବା ଅଧଗଢା ସେତୁ ଲୋକଙ୍କ ପାଇଁ ବିପଦଜନକ ସାଜିଛି । ବର୍ଷା ଦିନରେ ଲୋକଙ୍କ ଯାତାୟାତ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସଂଯୋଗ ରାସ୍ତା ବର୍ତ୍ତମାନ…
Read More...

ରାଜ୍ୟରେ ଆଉ ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତର କରୋନା ଦୈନିକ ସଂକ୍ରମଣ ମାମଲା ୩ଶହ ତଳେ ରହୁଛି । ଗତ କିଛି ଦିନ ହେଲା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୭୫ଜଣ କରୋନା ଆକ୍ରାନ୍ତ…
Read More...

ମାଲକାନଗିରିରେ ୩ଦିନରେ ୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି: ଅସୁସ୍ଥତା କାରଣରୁ ୩ ଦିନରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଦ୍ୱୟ ସପ୍ତମ ଓ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ; ଗଣେଶ ପୂଜା… ଗଜାନନଙ୍କ ଆରାଧନା ପାଇଁ ଗାଁଠୁ ସହର ଉତ୍ସବମୁଖର… ବିଦ୍ୟାଳୟରେ ବିଦ୍ୟାଦାତାଙ୍କୁ ପୂଜା କରିବେ ଛାତ୍ରଛାତ୍ରୀ… ଆଜିର ଦିନରେ ବିଘ୍ନହର୍ତାଙ୍କୁ ଆରାଧନା କଲେ ଜ୍ଞାନ…
Read More...

ଗଣେଶ ପୂଜା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୧୪୪ ଧାରା ଜାରି

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବାଜପେୟୀ କ୍ଳବ ନିକଟରେ ଗଣେଶ ପୂଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ…
Read More...

ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ

ନୂଆଦିଲ୍ଲୀ: ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ ହୋଇଛି । ଗତକାଲି (ମଙ୍ଗଳବାର) ତାଙ୍କର ଦେହାନ୍ତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ଅସୁସ୍ଥ…
Read More...

ଆଜି ଗଣେଶ ପୂଜା

ଭାରତର ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବା ଗଣେଶ ପୂଜାର ସାମାଜିକ, ସାଂସ୍କୃତିକ ମହତ୍ତ୍ବ ଅଛି। ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର…
Read More...

କୂଅକୁ ଡେଇଁ ମରିଯିବି ପଛେ କଂଗ୍ରେସରେ ସାମିଲ ହେବିନାହିଁ: ନୀତିନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପରୋକ୍ଷରେ ବିଜେପିକୁ ନୀତିନ ଟାର୍ଗେଟ୍‌ କରିଥିବା ଦେଖିବାକୁ ମିଳିଛି । ସଂସଦୀୟ ଦଳ ବୋର୍ଡରୁ ବିଦା ହେବା…
Read More...

ବିସର୍ଜନ ହୁଅନ୍ତି କାହିଁକି ଶ୍ରୀ ଗଣେଶ ? ଜାଣନ୍ତୁ ଗଜାନନଙ୍କ ପୂଜାରେ କିଛି ଅଜଣାକଥା

ଅଗ୍ରପୂଜ୍ୟ ସେ ଗଜାନନ । ବିଘ୍ନବିନାଶକ ଶ୍ରୀ ଗଣେଣଙ୍କୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ତାଙ୍କ ଜନ୍ମଠାରୁ ଆରମ୍ଭ କରି ଅନେକ କିଛି କଥା ଆପଣ ଅଳ୍ପ ବହୁତ ନିହାତି ଜାଣିଥିବେ । ତାଙ୍କୁ ଏକଦନ୍ତ, ଗଜାନନ,…
Read More...

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ;  ନଷ୍ଟ ହୋଇଛି ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି

ଭୁବନେଶ୍ୱର: ବନ୍ୟା ଉଜାଡ଼ିଛି ଚାଷୀଙ୍କ ସୁନାର ଫସଲ । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି । ବନ୍ୟା ଯୋଗୁ ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ବୋଲି ସୂଚନା ଦିଆଯାଇଛି । ତାହା ସହ…
Read More...

ନାକୁରୁଣ୍ଡି ଠାରେ ବ୍ଳକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କଲମପୁର: ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରତ୍ୟେକ…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଫିରିଙ୍ଗିଆ ଗୋଷ୍ଠିଉନ୍ନୟନ…
Read More...

ଉମରକୋଟ ଅଞ୍ଚଳର ୮୨ ବନସୁରକ୍ଷା ସମିତି ଓ ସମର୍ଥକଙ୍କ ଶୋଭାଯାତ୍ରା

ନବରଙ୍ଗପୁର: ବେଆଇନ ଜଙ୍ଗଲ ଅଧିକାର ଓ ନୂତନ ଜଙ୍ଗଲ କାଟୁଥିବା ବ୍ୟକ୍ତିମାନଙ୍କୁ  ନୂତନ ଜଙ୍ଗଲ ଅଧିକାର କମିଟି (ଏଫଆରସି) ଗଠନ କରି ଜଙ୍ଗଲ ଆଇନ ଖିଲାପ କରବା ପ୍ରୟାସକୁ ରଦ୍ଦ କରିବା ଓ  ଜଙ୍ଗଲ ଜମିକୁ ନେଇ ଆଦିବାସୀ…
Read More...

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବୌଦ୍ଧ:  ବୌଦ୍ଧ  ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ  ସୋମବାର ଦିନ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ …
Read More...

ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି

ଲାଞ୍ଜିଗଡ଼: ମହାମାରୀ କୋଭିଡ ପରିସ୍ଥିତି ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରତି ସୋମବାର…
Read More...

ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

କେନ୍ଦୁଝର: କେନ୍ଦୁଝରରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ଆରସିସିଏଫ୍‌ ନିଲମ୍ବନ କରିଛନ୍ତି । କାର୍ଯ୍ୟରେ…
Read More...

ଯୁବକଙ୍କ ଗୋଡ଼କୁ କାମୁଡ଼ି ଧରିଲା ଗଧ; ଭିଡିଓ ହେଉଛି ଭାଇରାଲ

ସୋସିଆଲ୍ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଜୀବଜନ୍ତୁଙ୍କ ହରକତକୁ ଲୋକମାନେ ପସନ୍ଦ କରିଥାଆନ୍ତି । ଦେଖନ୍ତୁ ଏହି ଭିଡିଓକୁ ଯୁବକ ଜଣକ କିପରି ଗଧଟିକୁ ମାଡ଼ ମାରୁଛନ୍ତି ।…
Read More...

ସକାଳ @୯ ମୁଖ୍ୟ ଖବର

(୧) ଦିଲ୍ଲୀରେ ରାଜନୀତିର ତାତି… ବିଧାନସଭା ପରିସରରେ କଟିଲା ସାରାରାତି… ଧାରଣାରେ ବସିଲେ ଆପ୍‌ ଓ ବିଜେପି…  ରାଜ୍ୟପାଳଙ୍କ ବିରୋଧରେ ଆପ୍‌ ଆଣିଲା ମନିଲଣ୍ଡରିଂ ଅଭିଯୋଗ… ସେପଟେ ବିଜେପି ବି ମନୀଷ ସିସୋଦିଆଙ୍କୁ…
Read More...

ଚାଷ କାମରେ ଆସୁନି ମହାନଦୀ, କେବଳ ବନ୍ୟା ଉଜାଡ଼ୁଛି ଫସଲ

ତିଗିରିଆ: ଜଳ ସମ୍ପଦ ବିଭାଗର କାର୍ଯ୍ୟ ଖାଲି କ’ଣ ବନ୍ୟା ନିୟନ୍ତ୍ରଣ ? ମହାନଦୀ ଅବବାହିକାର ଏହା ଏକ ବଡ଼ ଦ୍ୱନ୍ଦ୍ବ । ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ ବନ୍ୟା ପୀଡ଼ିତ ହେଉଥିବା ହଜାର ହଜାର ବିପନ୍ନଙ୍କ ପାଇଁ ଏ ଦ୍ୱନ୍ଦ…
Read More...

ମିଶନଶକ୍ତିର ଆନୁକୂଲ୍ୟରେ ଆରମ୍ଭ ହେଲା ଆମ ଦୋକାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟର ମୁଖ୍ୟବଜାର ପ୍ରାଙ୍ଗଣରେ ମିଶନଶକ୍ତି ଆନୁକୂଲ୍ୟରେ ମା’ ବରାଳ ଦେବୀ ବ୍ଲକ ସ୍ତରୀୟ ମହାସଂଘ ଫିରିଙ୍ଗିଆ ତରଫରୁ ଆମ ଦୋକାନ ଆରମ୍ଭ ହୋଇଥିବା ବେଳେ ଏହାକୁ…
Read More...