ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ସ୍ତରୀୟ ଗୁରୁଦିବସ ଜୟପାଟଣା ଚଞ୍ଚରାପଡ଼ା ସ୍ଥିତ ବାପୁଜି ଆଶ୍ରମ ଠାରେ  ପାଳିତ ହୋଇଯାଇଛି। ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀଙ୍କ ଅଧ୍ୟକ୍ଷତା…
Read More...

ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପରେ ଗତ ଏକ ସପ୍ତାହ ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ପାଇଲା ପରେ…
Read More...

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁ ସର୍ବଦା ବନ୍ଦନୀୟ

ଗୁରୁଡିଝାଟିଆ :  ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ବିଶ୍ୱର ବହୁ ବିଦ୍ୱାନ ଓ ଚିନ୍ତକ ଆକର୍ଷିତ ହୋଇଛନ୍ତି । ଆମ ସମାଜ ବ୍ୟବସ୍ଥାରେ ଗୁରୁ ସର୍ବଦା ବନ୍ଦନୀୟ ଓ ସେମାନଙ୍କ ସ୍ଥାନ ସର୍ବାଗ୍ରେ ବୋଲି…
Read More...

ରୋଟାରୀ କ୍ଲବରେ ଗୁରୁ ପୂଜନ ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଳବ ଆନୁକୁଲ୍ୟରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି କ୍ଷିତିନ୍ଦ୍ର ନାଥ କାନୁନଗୋଙ୍କ ପୌରୋହିତ୍ୟରେ ଶ୍ରୀ ସାଇବିହାରସ୍ଥିତ ରୋଟାରୀ ଭବନରେ ଆୟୋଜିତ ଏହି…
Read More...

ମତ୍ସ୍ୟଜୀବୀଙ୍କୁ ତୀରମାଡ କରି ହତ୍ୟା ଉଦ୍ୟମ : ପଡୋଶୀ ଗିରଫ

ଦେବଗଡ଼ : ସୋମବାର ରାତ୍ରୀରେ ବାରକୋଟ ଥାନା ରାଇତାବାହାଳ ଗ୍ରାମ ପଞ୍ଚା‌ୟତ ଅନ୍ତର୍ଗତ ଊପର ଖଣ୍ଡାମ ଗ୍ରାମରେ ଜଣେ ମଦ୍ୟପର ତୀର ମାଡରେ ଜଣେ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁଯାୟୀ…
Read More...

ମା ଭଟ୍ଟାରିକାଙ୍କ ଶାରଦୀୟ ପୂଜା ଏବଂ ମହୋତ୍ସବର ପ୍ରସ୍ତୁତି ବୈଠକ

ବଡ଼ମ୍ବା : ବଡ଼ମ୍ବାର ଆରାଧ୍ୟ ଦେବୀ ତଥା ଶଶାଙ୍ଗ ଗ୍ରାମନିବାସୀ ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଏବଂ ମହାଷ୍ଟମୀର ବାର୍ଷିକୋତ୍ସବ ସହିତ ୨୧ତମ ଭଟ୍ଟାରିକା ମହୋତ୍ସବ ପାଳନ ନେଇ…
Read More...

ଗଡଜାତ ପରିକ୍ରମାର ପୂଜ୍ୟପୂଜା ସମାରୋହ

ଆଠଗଡ :  ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ଆନୁୁକୁଲ୍ୟରେ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠରେ ପବିତ୍ର ଗୁରୁଦିବସ ଅବସରରେ ୮ମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୪ଜଣ…
Read More...

କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ, ୨ ଗିରଫ, ଜଣେ ଅଟକ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ଶିଳାପାଟ ଗ୍ରାମରେ ଜଣେ ନାବାଳିକାକୁ କମେଣ୍ଟ ମରା ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଛି । ଏ ସଂପର୍କରେ ଆଠଗଡ ଥାନାରେ ୨ଟି ମାମଲା ରୁଜୁ ହୋଇଥିବାବେଳେ…
Read More...

ଷ୍ଟେଟବ୍ୟାଙ୍କ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ :  ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଶାଖା ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
Read More...

ସ୍ୱାମୀ ବିବେକାନନ୍ଦ ସ୍କୁଲରେ ଗୁରୁଦିବସ 

ଆଠଗଡ :  ଆଠଗଡ ଅଶୋକ ନଗରସ୍ଥିତ ନୂତନ ଭାବେ ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସଡ ଇଂଲିଶ ମିଡିୟମ ସ୍କୁଲରେ ପବିତ୍ର ଗୁରୁଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ମହାନ୍ତିଙ୍କ…
Read More...

ଜାତୀୟ ଶିକ୍ଷକ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ‘ପିଏମ-ଶ୍ରୀ’ ଯୋଜନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର…
Read More...

ଚୀନରେ ବଡ଼ ଧରଣର ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୮

ଉହାନ: ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍‌ ପ୍ରଦେଶରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଲୁଡିଙ୍ଗ କାଉଣ୍ଟିରେ ଏହି ଭୂମିକମ୍ପ ହୋଇଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଉତ୍ତରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୨ ଜଣ… ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଲାଗିଲା ନିଆଁ… ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ନିୟୋଜିତ ରହିଛି ୬ଟି ଆମ୍ବୁଲାନ୍ସ…
Read More...

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲେ ୨ ଜଣ    

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହଜରତଗଞ୍ଜ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନରେ ହଜରତଗଞ୍ଜ ଅଞ୍ଚଳରେ ଥିବା ଏକ ହୋଟେଲରେ ନିଆଁ ଲାଗି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।…
Read More...

ମାଲକାନଗିରିର ଅସ୍ମିତା ତମା ଦୋରାଙ୍କୁ ନେଇ ଇ-ପାଠଚକ୍ର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ତମା ଦୋରାଙ୍କ ଉପରେ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ…
Read More...

କାନାଡାରେ ନୂଆଁଖାଇ ପାଳିତ

ସମ୍ବଲପୁର: କାନାଡାର ଟୋରୋଣ୍ଟୋ ସହରରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଟୋରୋଣ୍ଟୋରେ ରହୁଥିବା ଓଡିଆ ପରିବାର ମାନେ ପ୍ରତି ବର୍ଷ ନୂଆଁଖାଇ ପର୍ବ ଖୁବ ଧୁମାଧାମରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ନୂଆଁଖାଇ…
Read More...

ଲାଞ୍ଜିଗଡ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସହରର ନୂତନ କମ୍ୟୁନିଟି ହଲ ଠାରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘବର୍ଷ ହେଲା ଲାଞ୍ଜିଗଡ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ…
Read More...

ତୈଳିକ ବୈଶ୍ୟ ସମାଜ ତାଲୁକାର ବନ୍ଧୁ ମିଳନ

ମୋହନା: ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବାଇଶି ତାଲୁକା ଖାଡୀ ତେଲି ସମାଜର…
Read More...

କଲମପୁରରେ ଅହିଂସା ରଥକୁ ସ୍ୱାଗତ

କଲମପୁର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ସ୍ୱାଧୀନତା ସଂଗ୍ରାମର ଗାଥାକୁ ନେଇ ପରିକ୍ରମା କରୁଛି ଅହିଂସା ରଥ । ଗତକାଲି ନୂଆପଡା ଦେଇ କଳାହାଣ୍ଡି ସୀମାନ୍ତ…
Read More...

ବ୍ୟାପୁଛି ଝାଡାବାନ୍ତି; ଗଲାଣି ୬ ଆକ୍ରାନ୍ତଙ୍କ ଜୀବନ

କଲମପୁର: ଥୁଆମୂଳ ରାମପୁର ଅଂଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଗୋଟିଏ ଗାଁରୁ ଅନ୍ୟ ଗୋଟିଏ ଗାଁକୁ ବ୍ୟାପୁଛି ଏହି ରୋଗ । ଝାଡାବାନ୍ତି ପ୍ରକୋପ ବୃଦ୍ଧି ପାଉଥିବାରୁ ସାଧାରଣରେ ଲୋକମାନେ ଆତଙ୍କିତ ରହିଛନ୍ତି ।…
Read More...

ଅତାବିରାରେ ପି.ଏଚ୍.ଡିର ଅବହେଳା; ଜନସାଧାରଣଙ୍କ ପାଇଁ ସାଜିଛି କାଳ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି  ‘ଜଳ ହିଁ ଜୀବନ’ର ବ୍ୟାନର ପୋଷ୍ଟର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଜଳର ସଦୁପଯୋଗ କରିବା ପାଇଁ ସଚେତନ କରୁଛନ୍ତି । ହେଲେ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ରାଜ୍ୟରେ ବଢିବ ବର୍ଷା… ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା… ୪ରୁ ୫ଦିନ ଯାଏଁ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ…. ସୂଚନା ଦେଲା…
Read More...

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା; ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଲଗାତର କିଛି ଦିନର ବିରତି ପରେ ପୁଣି ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ।  ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ନେଇ ଭୁବନେଶ୍ୱର ଆଞ୍ଚଳି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ…
Read More...

ଓଡ଼ିଶା ଜନସେବା ଆୟୋଗ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଭୀମସାର ଡାକ୍ତର ରାଜେଶ କୁମାର ମେହେର

ବୁର୍ଲା: ଭୀମସାର ସ୍ୱୟଂଶାସିତ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ନିଜକୁ ସ୍ୱୟଂକ୍ଷମ କରିପାରିନାହିଁ । ନା ପରୀକ୍ଷା ପରିଚାଳନା ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛି ନା ସ୍ଥାୟୀ ଡାକ୍ତର…
Read More...

କ୍ଷତିପୂରଣ ନେଲେ ବିକିପାରିବନି ଧାନ

୩ ବର୍ଷ ହେଲା ଦବୁଥିଲା ପଥର ବନ୍ଧ, ଘାଇ ପରେ ଅସ୍ଥାୟୀ ମରାମତି ଆରମ୍ଭ ଧର୍ମଗଡ଼ : କଳାହାଣ୍ଡି ଜିଲା ବଗାଡ଼ଠାରେ ଇନ୍ଦ୍ରାବତୀ ବାମ କେନାଲ​‌ରେ ଗତକାଲି ବିରାଟ ଘାଇ ସୃଷ୍ଟି ହୋଇ ଚାଷଜମି ଜଳମଗ୍ନ ହେବା ପରେ ରବିବାର…
Read More...

ଗୁରୁ ଦିବସ

‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ’ ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ରାମାୟଣ ପୌରାଣିକ…
Read More...

ଆମ ମୁଖ୍ୟମନ୍ତ୍ରୀ, ଆମ ଗର୍ବ

ସମ୍ମାନ ରାଜ୍ୟବାସୀଙ୍କୁ ସମର୍ପିତ, ସଶକ୍ତ ଓ ତେଜସ୍ବୀ ଓଡ଼ିଶା ସ୍ବପ୍ନ ନୂଆଦିଲ୍ଲୀ : ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ…
Read More...

ପ୍ରାଥମିକ ଚିକିତ୍ସାଳୟ ୨୪ ଘଣ୍ଟା ଖୋଲିବ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ହେବ ପରିବର୍ତ୍ତନ। ନୂଆ ଭାରତ ଜନସ୍ବାସ୍ଥ୍ୟ ସୂଚକାଙ୍କ (ଆଇପିଏଚଏସ୍‌-୨୦୨୨) ଅନୁସାରେ ଏଣିକି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ନୂଆକରି ହେବାକୁ ଥିବା…
Read More...

ମାଗାସେସେ ପୁରସ୍କାର ଶୈଳଜାଙ୍କ ପ୍ରତ୍ୟାଖାନ

ନୂଆଦିଲ୍ଲୀ : ସମ୍ମାନଜନକ ମାଗାସେସେ ପୁରସ୍କାରକୁ ପ୍ରତ୍ୟାଖାନ କରିଛନ୍ତି କେରଳର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସିପିଆଇ (ଏମ୍‌) ନେତ୍ରୀ କେକେ ଶୈଳଜା। କରୋନା ଓ ନିଫା ଭୂତାଣୁ ସଂକ୍ରମଣ କାଳରେ…
Read More...

ସେପ୍ଟେମ୍ବର ସୁଦ୍ଧା ଫ୍ଲୋରାଇଡମୁକ୍ତ ପାଣି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର କରି ଲୋକେ ରୋଗାକ୍ରାନ୍ତ ହୋଇଥିବାବେଳେ ଏବେବି ୪୧ଟି ଜନବସତିରେ ସେଭଳି ସମସ୍ୟା ରହିଛି। ଏ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା…
Read More...

ନୂଆ ଦଳ ଗଠନ କଲେ ଗୁଲାମନବୀ

ଜମ୍ମୁ : କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ ରବିବାର ନୂଆ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ତେବେ ଦଳର ନାମ ଓ ଦଳୀୟ ସଙ୍କେତ ସମ୍ପର୍କରେ ଜନସାଧାରଣ ନିଷ୍ପତ୍ତି ନେବେ ବୋଲି ସେ…
Read More...

ବୁର୍ଲା ପାୱାର ଚାନେଲକୁ ଲମ୍ଫ ମାରିଲେ ମହିଳା

ବୁର୍ଲା : ବୁର୍ଲା ପାୱାର ଚାନେଲକୁ ଡେଇଁ ଜଣେ ମହିଳା ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ମହିଳା ଜଣକ ବୁର୍ଲା ଗାନ୍ଧି ପଡାର ରିତେଶ ସୁନାଙ୍କ ପତ୍ନୀ ରିଙ୍କି ସୁନା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ତେବେ…
Read More...

ଖାଦ୍ୟ ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ମାଣିଆବନ୍ଧ :  ଜିଲା ରାପିଡ଼ ରେସ୍ପଣ୍ଡ ଟିମ୍‍ର ୩ ଜଣିଆ ପ୍ରତିନିଧି ଦଳ ରବିବାର ଗୋବିନ୍ଦ ପାତ୍ରଙ୍କ ଘରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଛନ୍ତି। ଗୋବିନ୍ଦଙ୍କ ଘରେ ଗୁରୁବାରଠାରୁ ରହିଥିବା ଖାଦ୍ୟ, ପାଣି ଏବଂ…
Read More...

ଦିଲ୍ଲୀ ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା : ‘ଆପଣ ମାନେ ଖୁସି ତ’ ଦୋହରାଇଲେ ନବୀନ

ନୂଆଦିଲ୍ଲୀ : ଆପଣ ମାନେ ଖୁସି ତ? ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଏଭଳି ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଳୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳର ପ୍ରବାସୀ ଓଡ଼ିଆ ସଂଗଠନ ସମୂହ…
Read More...

ଓଡ଼ିଆ ଡାକ୍ତର ସମ୍ମାନିତ

ନୂଆଦିଲ୍ଲୀ : କର୍ତ୍ତବ୍ୟନିଷ୍ଠା ଏବଂ ଚକ୍ଷୁରୋଗ ଉପଚାର ପାଇଁ ଓଡ଼ିଆ ଡାକ୍ତର ଜୟଚନ୍ଦ୍ର ଦାସଙ୍କୁ ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ସମ୍ମାନିତ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯିବେ ସୋନାଲିଙ୍କ ପରିବାର

ହାନ୍‍ସି : ଅଭିନେତ୍ରୀ ସୋନାଲି ଫୋଗଟ୍‍ଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ। ଇତିମଧ୍ୟରେ ସୋନାଲିଙ୍କ ପରିବାର ସଦସ୍ୟ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‍…
Read More...

ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ପରାସ୍ତ

ଦୁବାଇ : ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଭାରତକୁ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ପରାସ୍ତ କରିଛି । ରବିବାର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ୫ ୱିକେଟରେ ବିଜୟୀ ହୋଇଛି।…
Read More...

ସୋମବାର ରାଶିଫଳ (୦୫/୦୯/୨୦୨୨)

ମେଷ : ଭାଗ୍ୟ ଓ ଭବିଷ୍ୟ ସ୍ବକର୍ମ ଉପରେ ନିର୍ଭର କରୁଛି। କର୍ମ ତତ୍ପରତା ପ୍ରକାଶ ପାଇବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।…
Read More...

କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ରବିବାର କଂଗ୍ରେସ ଦଳ ତରଫରୁ ଦିଲ୍ଲୀର ରାମଳୀଳା ମଇଦାନରେ ‘ମେହେଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦରଦାମ୍‌ ବୃଦ୍ଧି,…
Read More...

ଜଗରନଟ୍‌ସ ଜିତିଲା ଅଲ୍‌ଟିମେଟ ଖୋଖୋ ଟ୍ରଫି

ମିଳିଲା ୧ କୋଟି ଟଙ୍କା ପୁରସ୍କାର, ଜଗରନଟ୍‌ସରୁ ଖେଳିଥିଲେ ୬ ଓଡ଼ିଆ କଟକ : ଓଡ଼ିଶା ଜଗରନଟ୍‌ସ ଇତିହାସ ରଚିଛି। ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍‌ସ ଅଲଟିମେଟ୍‌ ଖୋଖୋ…
Read More...

ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ରାଧାଷ୍ଟମୀ ପାଳିତ

ସୁଆଣ୍ଡୋ :  ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ନିକଟରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ରାଧାଷ୍ଟମୀ ପାଳିତ ହୋଇଯାଇଛି। ଦିପହର ଧୂପ ସରିବା ପରେ ମା ରାଧା ଠାକୁରାଣୀ ନୂତନ ବସ୍ତ୍ର ପରିଧାନ କରିବା…
Read More...

ସମ୍ବଲପୁର ପାନ୍ଥ ନିବାସ ପୁରସ୍କୃତ

ସମ୍ବଲପୁର  : ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ର ୪୩ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ନିଗମ…
Read More...

ଜୁହାର ପରିବାର ପକ୍ଷରୁ ନୁଆଁଖାଇ ଭେଟଘାଟ

ସମ୍ବଲପୁର :  ଜୁହାର ପରିବାର ସମ୍ବଲପୁର ପକ୍ଷରୁ ରବିବାର ସ୍ଥାନୀୟ ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ଦାଶଙ୍କ…
Read More...

ଢ଼େଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବୈଠକ

କାମାକ୍ଷାନଗର : ଢ଼େଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକ ପରିଷଦର ବୈଠକ ରବିବାର ପିପାର ସମ୍ମିଳନୀ କକ୍ଷରେ ରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଶ୍ରୀ ଦୁର୍ଗାଚରଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।…
Read More...

ନଦୀରେ ୨୨ ଟିକିଆ ହାତୀପଲଙ୍କ ଜଳକ୍ରୀଡା, ଲୋକେ ଭୟଭୀତ

 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ପୁରୁଣାପାଣି - ନୂଆଗାଁ ଗ୍ରାମ ନିକଟ ନଦୀରେ ରବିବାର ଅପରାହ୍ନରେ  ୨୨ ଟିକିଆ ହାତୀପଲ ଜଳକ୍ରୀଡା କରୁଥିବା ବେଳେ ଘଟଣା ସ୍ଥଳରେ ବନ କର୍ମଚାରୀ ଜଗି…
Read More...

ଚାରବାଟିଆ-ମଙ୍ଗରାଜପୁର ରାସ୍ତା ଉନ୍ନତିକରଣ ଶିଳାନ୍ୟାସ

ଚୌଦ୍ୱାର : ଚୌଦ୍ୱର ପୌରାଞ୍ଚଳ ଅନ୍ତଗତ ଚାରବାଟିଆ ବଜାର ଠାରୁ ମଙ୍ଗରାଜପୁର ପର୍ଯନ୍ତ ପୁର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିରାଟ ବଜାରରେ ଏହି ଉପଲକ୍ଷେ…
Read More...

ରାଧାଗୋବିନ୍ଦ ମନ୍ଦିରରେ ରାଧାଷ୍ଟମୀ

ଆଠଗଡ :  ଆଠଗଡ ଗଡଜାତ ଅଞ୍ଚଳର ବହୁ ପରମ୍ପରା ଧିରେ ଧିରେ ଲୁଚି ଯାଉଥିବାବେଳେ ସେ ସବୁକୁ ଉଜ୍ଜୀବିତ ରଖିବା ଲାଗି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପରାମର୍ଶକ୍ରମେ ଦେବୋତ୍ତର ବିଭାଗ ପଦକ୍ଷେପ ନେଉଛି । ଗତ କିଛି…
Read More...

ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ : ଆଠଗଡ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବିଜେଡି ମହିଳା ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା…
Read More...

‘ଓଡିଶାରେ ପ୍ରଦୂଷଣ’ ଶୀର୍ଷକ ଆଲୋଚନା ଚକ୍ରରେ ଆଠଗଡ ପ୍ରସଙ୍ଗ

ଆଠଗଡ :  ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଶନିବାର ଆୟୋଜିତ ‘ଓଡିଶାରେ ପ୍ରଦୂଷଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ’ ଶୀର୍ଷକ ଆଲୋଚନା ଚକ୍ରରେ ଆଠଗଡ ଅଞ୍ଚଳରେ ପ୍ରତିଷ୍ଠିତ କଳକାରଖାନା ଦ୍ୱାରା ହେଉଥିବା ପ୍ରଦୂଷଣ…
Read More...

ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜାତୀୟସ୍ତରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ସେ ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ନିରପେକ୍ଷ ସମ୍ବାଦିକତାରେ ଅଗ୍ରଣୀ ଭୂମିକା ଗ୍ରହଣ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ପୂର୍ବତନ ସିଜେଆଇ ଜଷ୍ଟିସ ଏନ.ଭି.ରମଣାଙ୍କ ଠାରୁ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସ୍ତ୍ରୀର କିଡନୀ ବିକ୍ରି ଅଭିଯୋଗରେ ଗିରଫ ହେଲା ସ୍ବାମୀ… ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ବାନ୍ଧିଲା ପୁଲିସ… ମାଲକାନଗିରିରେ ଗତ ୨୪ ତାରିଖରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପତ୍ନୀ…  ଭୁବନେଶ୍ୱରର…
Read More...

ଦେଶରେ ତଳମୁହାଁ କରୋନା ଗ୍ରାଫ୍; ଆଉ ୬,୮୦୯ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ପ୍ରତ୍ୟେକ ଦିନ କରୋନା ପଜିଟିଭ୍‌ ମାମଲା ଦେଶରେ କମ୍‌ ଆସୁଥିବା ଦେଖିବାକୁ ମିଳୁଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ…
Read More...

ରାଜ୍ୟରେ କମୁଛି ସଂକ୍ରମଣ;  ବଢ଼ୁଛି ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
Read More...

କର୍ଣ୍ଣlଟିକ୍ରାରେ ସାମୂହିକ ନୂଆଁଖାଇ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜହ୍ନାପଡ଼ା ପଞ୍ଚାୟତର କର୍ଣ୍ଣାଟିକ୍ରା ଗ୍ରାମରେ ଅନେକ ବର୍ଷ ଧରି ନୂଆଁଖାଇ ପର୍ବକୁ ସାମୂହିକ ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ଗ୍ରାମର ଆବାଳ ବୃଦ୍ଧ ବନିତା ଏକାଠି ବସି…
Read More...

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

ଫୁଲବାଣୀ: ହାଇକୋର୍ଟର ଜଷ୍ଟିସ ଏମ.ଏସ ସାହୁ ଦୁଇ ଦିନିଆ ଫୁଲବାଣୀ ଗସ୍ତ କରିଛନ୍ତି । ଗତକାଲି ରାତିରେ ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ…
Read More...

ସରପଞ୍ଚଙ୍କ ବିରୋଧରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଅଭିଯୋଗ 

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ସରପଞ୍ଚ ବୈଜୟନ୍ତୀ ମଲ୍ଲିକଙ୍କ ଜାତିଗତ ପ୍ରମାଣପତ୍ର ମିଥ୍ୟା ବୋଲି ଅଭିଯୋଗ ହୋଇଥିଲ । ଏହି ଅଭିଯୋଗକୁ ଭିତ୍ତିକରି ମୋହନା ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ…
Read More...

ଟିକିରା ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସନ୍ନିକଟ ୨୨୦ ନଂ ଜାତୀୟ ରାଜପଥର ଟିକିରା ଟିକେଶ୍ୱର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଛନ୍ତି । ହୁଣ୍ଡିରେ ଦେଢ଼…
Read More...

 ଢେଙ୍କିକୋଟ ଉପ ଡାକଘରର କୃତିତ୍ୱ 

ପାଟଣା: କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଉପ ଡାକଘର ହରଘର ତ୍ରିରଙ୍ଗା ଅଭିଯାନକୁ ସଫଳତାର ସହ ସମ୍ପାଦିତ କରି ' ଇଣ୍ଡିଆ-ଇ-ବୁକ୍ ' ରେ ସ୍ଥାନ ପାଇଛି। ଏହି ସଫଳତା ପାଇବା ପାଇଁ ଉପ ଡାକପାଳ ବସନ୍ତ କୁମାର ନାୟକ ଓ ସାଥି…
Read More...

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ରଥକୁ ସ୍ଵାଗତ

ଗୋପାଳପୁର: ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡିଶା ଯାତ୍ରା ଶନିବାର ଅପରାହ୍ଣରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଷ୍ଟାର୍ଟ ଅଫ ଓଡ଼ିଶା ଏବଂ କୀଟ ଟି.ବି.ଆଇର ମିଳିତ ଆନୁକୂଲ୍ୟରେ ଆରମ୍ଭ…
Read More...

ବିଷାକ୍ତ ଖାଦ୍ୟ ନେଲା ଗୋଟିଏ ପରିବାରର ୩ ଜୀବନ

ବଡ଼ମ୍ବା: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଗୁରୁତର ବାପାଙ୍କୁ ମଧ୍ୟ…
Read More...

 ସକାଳ @୯ ମୁଖ୍ୟ ଖବର

(୧) ବିଷାକ୍ତ ଖାଦ୍ୟ ନେଲା ୩ ଜୀବନ… ଗୋଟିଏ ପରିବାରର ପୁଅ-ଝିଅଙ୍କ ପରେ ମା’ର ମୃତ୍ୟୁ.. ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବାପା… ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁର…
Read More...

ବ୍ୟାଟେରୀ ଗାଡ଼ି ସୋରୁମ ଉଦଘାଟନ କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ

ବୌଦ୍ଧ: ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେବା ଯୋଗୁଁ ପାଣିପାଗରେ ଅନିୟମିତତା ଦେଖାଦେଇଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶର…
Read More...

ବିକ୍ରି ହେଉନି ଧଳା ସୁନା;  ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି

ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି  । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ…
Read More...

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ; ଜଳମଗ୍ନ ହେଲା ଶହଶହ ଏକର ଜମି

ଧର୍ମଗଡ଼: ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ ବଗାଡ଼ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି । ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ…
Read More...

ପୁରୀ, ଭୁବନେଶ୍ବରରେ ସୂର୍ଯ୍ୟକିରଣ ଶୋ’

ଭୁବନେଶ୍ବର : ଚଳିତ ମାସ ପୁରୀ ଏବଂ ରାଜଧାନୀରେ ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ। ପୁରୀ ରାଜଭବନ ନିକଟବର୍ତ୍ତୀ ସମୁଦ୍ରତଟରେ ଏହି ଚିତ୍ତାକର୍ଷକ ଶୋ ପ୍ରଦର୍ଶିତ ହେବାକୁ ଥିବାବେଳେ…
Read More...

ଶୀଘ୍ର ପ୍ରତିଷେଧାତ୍ମକ ପାନ ଟିକା ନିଅ : ନିର୍ଦେଶକ

ଭୁବନେଶ୍ୱର : ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ। ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ଶେଷ ହେବାକୁ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ପରିବାର…
Read More...

ଭାରତ-ପାକିସ୍ତାନ ସୁପର-୪ ଲଢ଼େଇ ଆଜି

ଦୁବାଇ : ଗତ ରବିବାର ଏହି ଷ୍ଟାଡିୟମ୍‌ରେ ଚଳିତ ଏସିଆ କପ୍‌ରେ ଭାରତ-ପାକିସ୍ତାନ ​ଟ୍ବେଣ୍ଟି-୨୦ ମୁକାବିଲା ରୋମାଞ୍ଚକର ହୋଇଥିଲା। ଶେଷ ଓଭରରେ ହାର୍ଦିକ ପାଣ୍ଡ୍ୟାଙ୍କ ଛକାରେ ଭାରତ ଜିତିବା ପରେ ଉଭୟ ଦଳଙ୍କ ମଧ୍ୟରେ ୨ୟ…
Read More...

ଓଡ଼ିଶା ଜଗରନଟ୍‌ସ – ତେଲୁଗୁ ଯୋଦ୍ଧାଜ୍‌ ଫାଇନାଲ ଆଜି

ଭୁବନେଶ୍ବର : ପୁଣେର ଶ୍ରୀ ଛତ୍ରପତି ଶିବାଜୀ ବହୁମୁଖୀ କ୍ରୀଡ଼ାଙ୍ଗନରେ ଚାଲିଥିବା ଅଲଟିମେଟ୍‌ ଖୋଖୋ ଲିଗ୍‌ର ପ୍ରଥମ ସଂସ୍କରଣ ଫାଇନାଲ ମ୍ୟାଚ ରବିବାର ଓଡ଼ିଶା ଜଗରନଟ୍‌ସ ଓ ତେଲୁଗୁ ଯୋଦ୍ଧାର୍ସ ମଧ୍ୟରେ ଖେଳାଯିବ। ଉକ୍ତ…
Read More...

୫୫.୪୦% ଭୋଟରଙ୍କ ଆଧାର ସଂଯୋଗ

ଭୁବନେଶ୍ୱର : ରାଜ୍ୟର ସମୁଦାୟ ୩ କୋଟି ୨୫ ଲକ୍ଷ ୬୧ ହଜାର ୯୮୦ ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ କୋଟି ୮୦ ଲକ୍ଷ ୩୭ ହଜାର ୯୨୮ ଜଣ ସେମାନଙ୍କର ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିଛନ୍ତି। ଅର୍ଥାତ୍…
Read More...

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ

ଧର୍ମଗଡ : ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ କଳାହାଣ୍ଡି ଜିଲା ବଗାଡ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି। ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ଏହି ଗ୍ରାମର…
Read More...

ଇସ୍ତଫା ଦେଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ବୁର୍ଲା : ବିବାଦୀୟ ସ୍ଥିତି ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ଦ୍ବାରା ଗୃହୀତ ହୋଇଯାଇଛି। ଗତ ଅଗଷ୍ଟ ୨୮ ତାରିଖରେ…
Read More...

ଟି-୨୦ ବିଶ୍ବକପ୍‌ରୁ ବାଦ୍‌ ; ଜାଡ଼େଜାଙ୍କ ଆଣ୍ଠୁରେ ଆଘାତ

ନ୍ୟୁଜିଲାଣ୍ଡ : ଭାରତୀୟ କ୍ରିକେଟ୍‌ ପାଇଁ ଏହା ସବୁଠାରୁ ବଡ଼ ଦୁଃସମ୍ବାଦ। ଦଳର ତାରକା ବାମହାତି ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ବକପ୍‌ ଖେଳିବେନାହିଁ।…
Read More...

ଫୁଟବଲ ଖେଳିଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ନବଜ୍ୟୋତି ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିକ୍ ମାରି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ…
Read More...

ମହିଳା ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉଦଜିବୀତ କରେ ଜୟନ୍ତି ଯୁବକ ସଂଘର ନୂଆଖାଇ ଭେଟଘାଟ୍ 

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଵାବେବିରା ଗ୍ରାମରେ ଗ୍ରାମର ଯୁବ ଗୋଷ୍ଠୀ ଦ୍ଵାରା ନୂଆଖାଇ ଭେଟଘାଟ ଅବସରରେ ଏକ ନିଆରା ପ୍ରୟାସ ହୋଇଥିଲା । ସାଧାରଣତଃ ନୂଆଖାଇ ଭେଟଘାଟ ପ୍ରତ୍ୟେକ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ…
Read More...

ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିବା ସମସ୍ତଙ୍କ ଦାୟିତ୍ୱ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଏକବିଂଶ ଶତାବ୍ଦୀରେ ଆମର ନିଜସ୍ୱ ପରିଚୟ ତଥା ଓଡ଼ିଆ ଜାତିକୁ ବୈଜ୍ଞାନିକ ଢଙ୍ଗରେ ସମାଜ ଆଗରେ ଉପସ୍ଥାପନ କରିବାକୁ ହେବ । କେବଳ ପୁରୁଣା କଥାକୁ ନେଇ ନୁହେଁ ବରଂ ଆଧୁନିକ କଥାକୁ ନେଇ ସମାଜ ଆଗରେ ଆମ…
Read More...

‘ସମାଜ’ କାର୍ଯ୍ୟାଳୟରେ ନୂଆଁଖାଇ ଭେଟ୍‍ଘାଟ୍‍

କଟକ : ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କଟକ ଗୋପବନ୍ଧୁଭବନସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ଭେଟ୍‍ଘାଟ୍‍ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ମେୟର ସୁବାସ…
Read More...

ଭିଡିଓକୁ ନେଇ ରାଜନୀତି ବନ୍ଦ ହେଉ : ପଦ୍ମଶ୍ରୀ କମଳା

ଜୟପୁର : ମୁଁ ଜଣେ ସରଳ ଆଦିବାସୀ। ଗତ ଅଗଷ୍ଟ ୨୧ରେ ଅସୁସ୍ଥ ଥିଲି। କୋରାପୁଟରୁ କଟକ ବଡ଼ ଡାକ୍ତରଖାନା ଯାଇ ସୁସ୍ଥ ହୋଇ ଘରରୁ ଫେରିଛି। ବଡ଼ ଡାକ୍ତରଖାନାରେ ଢେମେସା ନାଚର ମାତ୍ର ୩୧ ମିନିଟର ଭିଡିଓକୁ ଦେଖାଇ ଯେଉଁ…
Read More...

ସୁପର-୪ : ଆଫ୍‌ଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଶାରଜା : ଶନିବାରଠାରୁ ଚଳିତ ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି ୫ ଥର ଚମ୍ପିଆନ୍ ହୋଇଥିବା ଶ୍ରୀଲଙ୍କା। ସାମୂହିକ ବ୍ୟାଟିଂ ସଫଳତା…
Read More...

ସାପ୍ତାହିକ ରାଶିଫଳ (୦୪-୧୦ ସେପ୍ଟେମ୍ବର ୨୦୨୨)

ମେଷ : ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ଆୟବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ମହିଳା ଓ ବିଦ୍ୟାର୍ଥୀ…
Read More...

ରୋଜାଲିନ ବାଳି କଲେଜ ଓ ଶୁଭଶ୍ରୀ ରାଧାନାଥ ରଥ ଡିଗ୍ରୀ ମହାବିଦ୍ୟାଳୟ ଟପ୍ପର

ଗୁରୁଡିଝାଟିଆ : ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀ ରୋଜାଲିନ ରାଉତ ପଦାର୍ଥ ବିଜ୍ଞାନ ସମ୍ମାନରେ ୮୫% ନମ୍ବର ରଖି ମହାବିଦ୍ୟାଳୟ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି ।…
Read More...

କଖଡିରେ ବିଜେଡିର ସାଂଗଠନିକ ବୈଠକ

ଗୁରୁଡିଝାଟିଆ :  କଖଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

୪ ଜଣ ରୋଗୀଙ୍କୁ କାନ୍ଧ ଓ ଷ୍ଟ୍ରେଚରେ ୪କି.ମି. ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼ : ରାସ୍ତା ନାହିଁ ବୋଲି ଅପହଞ୍ଚ ଗ୍ରାମରୁ ୪ ଜଣ ରୋଗୀଙ୍କୁ କାନ୍ଧରେ ଏବଂ ଷ୍ଟ୍ରେଚରର ଦୀର୍ଘ ୪ କି.ମି. ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…
Read More...

ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ସୁଆଣ୍ଡୋ :  ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ…
Read More...

ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବାଙ୍କୀ :  ବାଙ୍କୀ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ପଥୁରୀପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ସଙ୍କୁଳ ଅନ୍ତର୍ଗତ ବାଙ୍କୀ, ତୁଳସୀପୁର, ପଥୁରୀପଡା,…
Read More...

ବାଙ୍କୀ ମହୋତ୍ସବ ନିମନ୍ତେ ସରଣ୍ଡାଗଡ ଜୋନ ସ୍ତରୀୟ ପ୍ରତିଯୋଗିତା ଓ ସାରସ୍ୱତ ସମ୍ବର୍ଦ୍ଧନା

ବାଙ୍କୀ :  ବାଙ୍କୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ସରଣ୍ଡାଗଡ ଜୋନ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ସମ୍ପାଦକ ଭରତ…
Read More...

୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପୂର୍ବ ପରୀକ୍ଷା ଫଳ ସମୀକ୍ଷା ଓ ସୁପର-୩୦ ମିଶନ ସମ୍ପର୍କିତ ଆଲୋଚନା

ବାଙ୍କୀ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପରାମର୍ଶ କ୍ରମେ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୨୧ଗୋଟି ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପୂର୍ବ ପରୀକ୍ଷା ଫଳାଫଳ ସମ୍ପର୍କରେ ଏକ…
Read More...

୩ୟ ପର୍ଯ୍ୟାୟ ରୂପାନ୍ତରରେ ଡମପଡାର ୧୦ ଓ ବାଙ୍କୀ ବ୍ଲକର ୯ବିଦ୍ୟାଳୟ ସାମିଲ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ଏବଂ ବାଙ୍କୀ ବ୍ଲକରେ ୩ୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ହେବାକୁ ଥିବା ବିଦ୍ୟାଳୟ ଋପାନ୍ତରିକରଣ ଯୋଜନାର ସଫଳ ରୂପାୟନ ନିମନ୍ତେ ଶନିବାର ଡମପଡା ବ୍ଲକ…
Read More...

ପଛକୁ ପଛ ୨ ଲଘୁଚାପ ; ୫ରୁ ବଢ଼ିବ ବର୍ଷା

ଭୁବନେଶ୍ବର : ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସ଼ମ୍ଭାବନା ରହିଛି। ପ୍ରଥମ ଲଘୁଚାପ ୭ ତାରିଖ ସୁଦ୍ଧା ଏବଂ ଦ୍ବିତୀୟ ଲଘୁଚାପ କ୍ଷେତ୍ର ୯ରୁ ୧୫ ମଧ୍ୟରେ ସୃଷ୍ଟି…
Read More...

‘କାଳିଆ’ରୁ ବାଦ୍‌ ୧୦ ଲକ୍ଷ ଚାଷୀ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଜନସଂଖ୍ୟା। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୪କୋଟି ୧୯ଲକ୍ଷ ୭୪ହଜାର ୨୧୮ ଜନସଂଖ୍ୟା ଥିବାବେଳେ ୨୦୨୧-୨୨ ଆଧାରକାର୍ଡ ଗଣନା ଅନୁଯାୟୀ ୪କୋଟି ୫୪ଲକ୍ଷ ୨୯ହଜାର ୩୯୯ ରହିଛି। ହିସାବ…
Read More...

ଆଜିଠୁ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ବର :  ଶନିବାର(ଆଜି)ଠାରୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କରୋନା କଟକଣାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।…
Read More...

ସଂଶୟରେ ଅଭିବୃଦ୍ଧି ଲକ୍ଷ୍ୟ ପୂରଣ

ଭୁବନେଶ୍ୱର : କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ହେଁ ଏହାର ଗତି ଏବେବି ଅସ୍ଥିର ରହିଛି। ତେବେ କଟକଣା ହଟିବା ଏବଂ ଟିକାକରଣ ହାର ବଢ଼ିବା ସହିତ ଅର୍ଥନୀତି ଚଳଚଞ୍ଚଳ ହେବା କାରଣରୁ ଜାତୀୟସ୍ତରରେ ଅଭିବୃଦ୍ଧି ହାର…
Read More...

ଅଦାଲତରେ ଗଡୁଛି ୪ ଲକ୍ଷ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ : ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ଏଗୁଡିକ ଘରୋଇ ହିଂସା (ଡିଭି) ଆଇନ ଅଧୀନରେ ପଞ୍ଜିକୃତ ହୋଇଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ…
Read More...

ସହାୟତା ଅପେକ୍ଷାରେ ୧୮ ହଜାର ପ୍ରସୂତି

ବ୍ରହ୍ମପୁର : ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ସହ ଆନୁଷ୍ଠାନିକ ପ୍ରସବ ବୃଦ୍ଧି କରିବା ଲକ୍ଷ୍ୟରେ ଚାଲିଛି ଜନନୀ ସୁରକ୍ଷା ଯୋଜନା। ମାତୃ ଓ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଉତ୍ତରପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି…
Read More...

ଅଲଟିମେଟ ଖୋଖୋ ଲିଗ୍‌ : ଫାଇନାଲରେ ଓଡ଼ିଶା ଜଗରନଟ୍‌ସ

ପୁଣେ  : ଶ୍ରୀ ଛତ୍ରପତି ଶିବାଜୀ କ୍ରୀଡ଼ାଙ୍ଗନରେ ଚାଲିଥିବା ଅଲଟିମେଟ ଖୋଖୋ ଲିଗର ପ୍ରଥମ ସଂସ୍କରଣ ଫାଇନାଲରେ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍‌ସ ପ୍ରବେଶ କରିଛି । ଶୁକ୍ରବାର ପ୍ରଥମ କ୍ବାଲିଫାୟରରେ ଓଡ଼ିଶା…
Read More...

ଗଣେଶ ବିସର୍ଜନବେଳେ ଗଣ୍ଡଗୋଳ

ବାଲିଅନ୍ତା : କମିସନରେଟ ପୁଲିସ ପାହାଳ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡ ନହରକଣ୍ଟା ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରାକୁ ନେଇ ଗଣ୍ଡଗୋଳ ଘଟିଛି। ଢେଲା ପଥର ମାଡ଼ ହୋଇଥିବାବେଳେ ୫ରୁ ଅଧିକ…
Read More...

ଅଭିଷେକ ବାନାର୍ଜୀଙ୍କୁ ଇଡି ଜେରା

କଲକାତା : ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୭ଘଣ୍ଟା ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ଇଡି ଅଭିଷେକଙ୍କୁ ଏହି ଜେରା କରିଛି।…
Read More...

୭୫ ଲିଟର ମହୁଲି ମଦ ଜବତ, ୩ ଗିରଫ

ପାଟଣା :  ପାଟଣା ବ୍ଲକ ଅଞ୍ଚଳରୁ ଅବକାରୀ ବିଭାଗ ମୋଟ ୭୫ ଲିଟର ମହୁଲି ମଦ ଜବତ କରିବା ସହ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଉଁଶୁଳିର ସସ୍ମିତା ମୁଣ୍ଡାଙ୍କ…
Read More...

ବାଡ଼ି ଅଗଣାରେ କୁକୁଡ଼ା ପାଳନ ତାଲିମ ଶିବିର

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବାଡ଼ି ଅଗଣାରେ କୁକୁଡ଼ା ପାଳନ ସମ୍ପର୍କରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା…
Read More...

ରାଜସ୍ବ ବିଭାଗର ଚଢଉ, ୩ ମୋରମ ବୋଝେଇ ଟ୍ରାକ୍ଟର ଜବତ

ପାଟଣା :  ପାଟଣା ତହସିଲ ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଶୁକ୍ରବାର ପାଟଣା ତହସିଲଦାର ତାପସ ରଂଜନ ଦେହୁରୀଙ୍କ ନେତୃତ୍ବରେ ସୁଆମ ଅଞ୍ଚଳରେ ଅତର୍କିତ ଚଢଉ କରାଯାଇଥିଲା। ଚଢଉ ସମୟରେ ୩ ଟି ବେଆଇନ…
Read More...