www.samajalive.in
Saturday, December 13, 2025
21.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସ୍ତ୍ରୀର କିଡନୀ ବିକ୍ରି ଅଭିଯୋଗରେ ଗିରଫ ହେଲା ସ୍ବାମୀ… ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ବାନ୍ଧିଲା ପୁଲିସ… ମାଲକାନଗିରିରେ ଗତ ୨୪ ତାରିଖରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପତ୍ନୀ…  ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଡନୀ ବିକ୍ରି କରାଯାଇଥିବା ନେଇ ଦେଇଥିଲେ ଏତଲା…

(୨) ଖେସୋରା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା… ନିଲମ୍ବିତ ହେଲେ ୨ ବନ କର୍ମଚାରୀ… ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠଙ୍କ ସହ ଦଦରାଘାଟି ଫରେଷ୍ଟର ସରୋଜ ବେହେରା ନିଲମ୍ବିତ… କାର୍ଯ୍ୟ​‌ରେ ଅବହେଳା ଯୋଗୁଁ ଉଭୟଙ୍କୁ ଡିଏଫଓ ନିଲମ୍ବନ କରିଥିବା ସୂଚନା…

- Advertisement -

(୩) ବିଷାକ୍ତ ଖାଦ୍ୟ ନେଲା ୩ ଜୀବନ… ଗୋଟିଏ ପରିବାରର ପୁଅ-ଝିଅଙ୍କ ପରେ ମା’ର ମୃତ୍ୟୁ.. ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବାପା… ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁର ଘଟଣା… ଗତକାଲି ବାସି ଖାଦ୍ୟ ଖାଇବା ପରେ ସମସ୍ତେ ହୋଇପଡ଼ିଥିଲେ ଅସୁସ୍ଥ…

(୪) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ବଢ଼ୁଛି ସୁସ୍ଥତା ସଂଖ୍ୟା… ଗତ ୨୪ ଘଣ୍ଟାରେ ଆଉ ୨୨୧ ପଜିଟିଭ୍‌ ଚିହ୍ନଟ…. ସୁସ୍ଥ ହେଲେ ୨୧୪ ସଂକ୍ରମିତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୧ଜଣ ପଜିଟିଭ୍‌… ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୭୪୦…

(୫) ଦେଶରେ ତଳମୁହାଁ କରୋନା ଗ୍ରାଫ୍‌… ଚିହ୍ନଟ ହେଲେ ଆଉ ୬,୮୦୯ ପଜିଟିଭ୍‌ … ଆଜିର ଆକ୍ରାନ୍ତଙ୍କୁ ମିଶାଇ ୫୫,୧୧୪ ରହିଛି ମୋଟ୍‌ ସକ୍ରିୟ ମାମଲା… ସେପଟେ ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୮,୪୧୪ ଜଣ ସଂକ୍ରମିତ…

(୬) ଜୟପୁର-ଉମରକୋଟ ରାସ୍ତାର ଧଡ୍ରା ବ୍ରିଜ୍‌ ନିକଟରେ ଅଘଟଣ… ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କଣ୍ଟେନର… ଡ୍ରାଇଭର, ହେଲପର ଗୁରୁତର… ଉଭୟଙ୍କୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ…

(୭) ଦୁର୍ବଳ ହୋଇଛି ମୌସୁମୀ… ରାଜ୍ୟରେ ଆହୁରି ୨୪ ଘଣ୍ଟା ହେବ ଗୁଳୁଗୁଳି… ଗତ ୨୪ ଘଣ୍ଟାରେ ୩୬ ଡିଗ୍ରୀ ଟପିଲା ୯ଟି ସହର… ସୋନପୁର ଓ ଚାନ୍ଦବାଲିରେ ସର୍ବାଧିକ ୩୬.୭ ଡିଗ୍ରୀ ରେକର୍ଡ… ଭୁବନେଶ୍ୱର ଓ କଟକରେ ମଧ୍ୟ ତାପମାତ୍ରା ରହିଛି ୩୬.୬ ଡିଗ୍ରୀ…

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories