ଭାରତୀ ବିଦ୍ୟାପୀଠରେ ଆଜାଦୀ କି ଅମୃତ ମହୋତ୍ସବ ପାଳିତ

ଗଞ୍ଜାମ: ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠରେ ଆଜାଦୀ କି ଅମୃତ ମହୋତ୍ସବ ରବିବାର ଦିନ ପାଳିତ ହୋଇଯାଇଛି l ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଏସ. ରାଜଲକ୍ଷ୍ମୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ରାଉରକେଲାରୁ ୧୬ଲକ୍ଷ ୧୧ହଜାର ଟଙ୍କାର ନକଲି ନୋଟ ଜବତ; ଆନ୍ତଃରାଜ୍ୟ ଅପରାଧୀ ଶେଖ ଅହମଦ ଗିରଫ

ରାଉରକେଲା: ରାଉରକେଲା ପୁଲିସ ସହାୟତାରେ ରାଜ୍ୟ ଏସଟିଏଫ ଟିମ ରାଉରକେଲାର ସେକ୍ଟର ୧୫ଥାନା ଅଂଚଳରୁ ଆଜି ୧୬ ଲକ୍ଷ ୧୧ ହଜାର ନକଲି ଟଙ୍କା ଜବତ କରିଛି l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ସହାୟତାରେ ଏସଟିଏଫ…
Read More...

ଜୈବିକ ସାର କାରଖାନା ଉପରେ ଚଢ଼ାଉ, ନମୂନା ଯାଞ୍ଚ ପାଇଁ ପଠାଗଲା ପରୀକ୍ଷାଗାର

ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ନିକଟରେ ଅବସ୍ଥିତ ଜୈବିକ ସାର କାରଖାନା ଗ୍ଲେୟାର କେମିକାଲ କମ୍ପାନୀ ଉପରେ ଆଜି କୃଷି ବିଭାଗ ତରଫରୁ ଚଢ଼ାଉ କରାଯାଇଅଛି। କୃଷି ଓ…
Read More...

କଳିଙ୍ଗା ଘାଟିରେ ଦୁର୍ଘଟଣା; ଦୁଇ ଆହତ

ଜି.ଉଦୟଗିରି: ଆଜି ମଧ୍ୟାହ୍ନ ସମୟରେ କଳିଙ୍ଗା ଘାଟିରେ ଏକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା…
Read More...

ନକଲି ଔଷଧ କାରବାର ନେଇ ଦୁଇ ଷ୍ଟକିଷ୍ଟଙ୍କ ନାମରେ ଏତଲା

କଟକ: ନକଲି ବ୍ଲଡପ୍ରେସର(ରକ୍ତଚାପ) ଔଷଧ କାରବାର କରିବା ନେଇ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ତରଫରୁ ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜର୍ସ ବିରୋଧରେ ପୁରୀଘାଟ ଥାନାରେ ଏତଲା…
Read More...

ଅପରାହ୍ଣ ୩ଟା ମୁଖ୍ୟ ଖବର

(୧) ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିବ ବର୍ଷା… ୨୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର… ଅନ୍ୟ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି… ୭ଜିଲ୍ଲାକୁ ଅରେଞ୍ଜ…
Read More...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମ୍‌ଜି ଛକ; ବର୍ଷା ସତ୍ତ୍ବେ ଏକାଠି ହେଲେ ହଜାର ହଜାର…

ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକ । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ…
Read More...

ଉଦ୍ଧାର ହେଲା ୨ ମୁଣ୍ଡିଆ ସାପ; ଜାଣନ୍ତୁ କିପରି ଜନ୍ମ ନିଅନ୍ତି ଏହି ବିରଳ ସାପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ଉଦ୍ଧାର ହେଲା ବିରଳ ୨ ମୁଣ୍ଡିଆ ସାପ । ଦକ୍ଷିଣ ଆଫ୍ରିକାର ବେଦୱେ ଅଞ୍ଚଳରୁ ଏକ ବିରଳ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଦେଖିବା ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଏକ କାଚ ବୋତଲ ଭିତରେ…
Read More...

ବଳ ଓ ବୁଦ୍ଧିର କୁନି ହାତୀ; ୧୪ ସିଂହୀଙ୍କ ଠାରୁ ବଞ୍ଚାଉଛି ଜୀବନ, ଭାଇରାଲ ହେଉଛି ଭିଡିଓ   

୧୪ ସିଂହୀକୁ ଗୋଟିଏ ହାତୀ । ସେ ପୁଣି ବଡ଼ ନୁହେଁ ଗୋଟିଏ ଛୁଆ ହାତୀ । ଦେଖନ୍ତୁ ଏହି ଭିଡିଓକୁ । ଜଙ୍ଗଲର ଏକ ନଦୀ କୂଳରେ ୧୪ଟି ସିଂହୀ କିପରି ଗୋଟିଏ ହାତୀକୁ ଆକ୍ରମଣ କରୁଛନ୍ତି । ହାତୀଟିକୁ ମାରିବାକୁ କଳବଳ ଓ ସମସ୍ତ…
Read More...

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍ ଲୋଗୋ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଥିବା ବେଳେ, ଏହି ଅବସରରେ ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଫଟୋ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା… ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର…
Read More...

ରାଗିଂ ଅଭିଯୋଗରେ ଛାତ୍ରଙ୍କ ବିଷ ପିଇବା ଘଟଣା; ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ

ତିହିଡ଼ି ନିପ୍ର: ରାଗିଂ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା  ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା…
Read More...

ଆସନ୍ତା ୧୨ରେ ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

ହରଭଙ୍ଗା: ଆସନ୍ତା ୧୨ତାରିଖ (ସୋମବାର) ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ବ୍ଲକ…
Read More...

ରାଜ୍ୟରେ ଆଉ ୨୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩ଶହ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…
Read More...

ଦେଶରେ କମୁଛି କରୋନା ସଂକ୍ରମଣ; ୫୦ ହଜାର ତଳକୁ ଖସିଲା ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ୫ ହଜାର ଉପରେ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ହଜାର ୫୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା…
Read More...

ବିଜେପି ଫୋକସରେ ଓଡ଼ିଶା; ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ରଣନୀତି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଓଡ଼ିଶା ଗସ୍ତରେ ଏକାବେଳେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ, ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।…
Read More...

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଆଉ ଏକ ହତ୍ୟାକାଣ୍ଡ ଘଟିଛି । ୟୁନିଟ୍‌ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ପ୍ରଥମେ…
Read More...

ମାଙ୍କଡ଼ କରୁଛନ୍ତି ବାଇକ୍ ରେସିଂ; ଦେଖନ୍ତୁ ଏହି ମଜାଦାର ଭିଡିଓ

ଦେଖନ୍ତୁ ଏହି ମାଙ୍କଡ଼ ମାନଙ୍କୁ । କିପରି ବାଇକ୍ ରାଇଡ୍ କରୁଛନ୍ତି । ଠିକ୍ ଯେମିତି ମଣିଷଙ୍କ ପରି । ଆପଣ ଯୁବକ ମାନଙ୍କ ବାଇକ୍ ରେସିଂ ନିଶ୍ଚୟ ଦେଖିଥିବେ । ହେଲେ ମାଙ୍କଡ଼ ମାନଙ୍କର ବାଇକ୍ ଚଳାଇବା ଜମାବି ଦେଖିନଥିବେ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା… ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର…
Read More...

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା; ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ଏଥିପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,…
Read More...

ଜନଜାତି କୃତୀ ଛାତ୍ରୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରୁ ତରତରୀସ୍ଥିତ ବାଳିକା ବିଦ୍ୟା ନିକେତନର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବଧିକ ୫୩୩ନମ୍ବର ରଖି…
Read More...

ପୁଣି ବାଲ୍ୟବିବାହ; ବାହାଘରର ୪ଦିନ ପରେ ନାବାଳିକାଙ୍କୁ ଉଠାଇନେଲା ଚାଇଲ୍ଡ ଲାଇନ

ନୀଳଗିରି: ପ୍ରେମୀଯୁଗଳ ଘର ଛାଡ଼ି ପଳାଇବା ପରେ ଉଭୟ ପରିବାରରୁ ସ୍ୱୀକୃତି ପାଇ ବିବାହ କରିଥିଲେ । ମାତ୍ର ୪ଦିନ ହେବ ଶାଶୁଘରେ ସୁଖର ସଂସାର ଗଢ଼ୁଥିବା ଜଣେ ୧୪ବର୍ଷୀୟା ନାବାଳିକାର ବାଲ୍ୟ ବିବାହ କରାଯାଇଥିବା ଅଭିଯୋଗ କରି…
Read More...

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ଜମ୍ମୁ-କାଶ୍ମୀର: ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର । କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ସକାଳ ୭ଟା ୫୨ ମିନିଟ୍‌ରେ କଟରାରେ ଭୂମିକମ୍ପ ହୋଇଥିବା ବେଳେ ଭୂମିକମ୍ପରେ କୌଣସି…
Read More...

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ଦେବଗଡ଼: ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗୋହିଡା ଗ୍ରାମର ରଞ୍ଜିତ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା…
Read More...

ସୃଷ୍ଟି ହେଲା ଲଘୁଚାପ; ଭିଜିବ ଓଡ଼ିଶା

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ…
Read More...

କାମାକ୍ଷାନଗରରେ ହେବ ଜଗତଜନନୀଙ୍କ ଆରାଧନା; ହେଲେ ଭସାଣ ଉତ୍ସବରେ ବାଜିବିନି ଡିଜେ 

କାମାକ୍ଷାନଗର: ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରଶାସନ ଓ ମିଳିତ ପୂଜା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର…
Read More...

ବ୍ୟବସାୟୀଙ୍କ ମହାନତା; ୪୦୦ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ଫଳ ଓ ବିସ୍କୁଟ

ଆଠଗଡ: ଆଠଗଡର ଜଣେ ଫଳ ବ୍ୟବସାୟୀ ତଥା ପୂର୍ବତନ ପାରିଷଦ ଅଜୟ କୁମାର ବେହେରାଙ୍କ ମହାନତାକୁ ନେଇ ଚର୍ଚ୍ଚା ଚାଲିଛି । ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ଫଳ ବ୍ୟବସାୟ କରୁଥିବା ଅଜୟ ପ୍ରତିମାସ ଶେଷ ମଙ୍ଗଳବାର ବିଶ୍ୱନାଥ…
Read More...

ଅଘୋଷିତ ବିଦ୍ୟୁତ୍‍ କାଟ୍‍କୁ ନେଇ ବରିଷ୍ଠ ନାଗରିକଙ୍କ କ୍ଷୋଭ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ନଦୀକୂଳ ଅଞ୍ଚଳ ଯଥା ମଞ୍ଚେଶ୍ୱର, ଅନନ୍ତପୁର, ଧୁରୁଷିଆ, ଘଣ୍ଟିଖାଲ, କଖଡି ଆଦି ପଞ୍ଚାୟତ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‍ କାଟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି ।…
Read More...

ଜାତୀୟ ପୋଷଣ ସପ୍ତାହ ଉଦ୍‍ଯାପିତ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୂଲ୍ୟରେ ୮ଟି ପଞ୍ଚାୟତର ୩୮ଟି ଗ୍ରାମରେ ସପ୍ତାହବ୍ୟାପୀ ଚାଲିଥିବା ପୋଷଣ ସପ୍ତାହରେ ସଚେତନତା କାର୍ଯ୍ୟକ୍ରମ…
Read More...

ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା; ୧୧ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇପାରେ । ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଲଗାତର ଦୁଇଦିନ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।…
Read More...

ଇନ୍ଦ୍ରାବତୀ ଜଳଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ଜଲଭଣ୍ଡାରର ପାଣି ଭିତରେ ବୁଡି ନିଖୋଜ ହେଇଯାଇଥିବା ଦୁର୍ଖାଲ ଗ୍ରାମର ୫୦ ବର୍ଷିୟ ପିତ୍ତବାସ ନାଏକଙ୍କ ମୃତଦେହ ଉଦ୍ଧାର ହେଇଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ…
Read More...

ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାରପିଟ; ଥାନାରେ ମାମଲା

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ମାଛଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଓପରେଟର ଦିନେଶ କୁମାର ମହାନ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ସେହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ବେଆଇନ୍‌ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ତହସିଲ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ତାହାସହ ମୋଟ ୨୦ ହଜାର ୨୪୦ ଟଙ୍କା ଜୋରିମାନା କରାଯାଇଛି । ତହସିଲଦାର ତାପସ ରଂଜନ ଦେହୁରୀ, ଅତିରିକ୍ତ ତହସିଲଦାର…
Read More...

ଜିଲା କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ’ ଯାତ୍ରାର ଶୁଭାରମ୍ଭ

ନବରଙ୍ଗପୁର: ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଥିବା ‘ଭାରତ ଯୋଡ’ ପଦଯାତ୍ରା ସମୟ ପୂର୍ବରୁ ନବରଙ୍ଗପୁର ଜିଲା କଂଗ୍ରେସ ଭବନ ଠାରେ…
Read More...

 ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାରର ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ତିନିକୋଣିଆ ସ୍ଥିତ ଯାତ୍ରା କମିଟି କାର୍ଯ୍ୟାଳୟରେ ଏହି ବୈଠକ କରାଯାଇଥିଲା । ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ …
Read More...

ରାସ୍ତା ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର

ଚୌଦ୍ୱାର: ଚୌଦ୍ୱାର ସହର ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର କଲେଜ ନିକଟରେ ଏକ ବିଦ୍ୟୁତ୍‌ ତାର ଛିଡ଼ି ରାଜରାସ୍ତା ଉପରେ ପଡ଼ି ରହିଛି । ଯାହାଫଳରେ ରାଜପଥରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ…
Read More...

ଦେବାହାଲରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ‘ପୋଷଣ ମାହ’

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଗ୍ରାମର ଅଙ୍ଗନୱାଡ଼ିଠାରେ ନେହେରୁ ଯୁବକେନ୍ଦ୍ର ବରଗଡ ତରଫରୁ ‘ପୋଷଣ ମାହ’ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡିର ସଭାପତି ଶବ୍ଦ ବାରିକ…
Read More...

ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ ବିଜେପିର ଶାନ୍ତିପୂର୍ଣ୍ଣ ଧାରଣା

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରାସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ ।…
Read More...

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି ।…
Read More...

 ଆସନ୍ତା ୨୦ ତାରିଖରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବଡ଼ମ୍ବା: ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଉନ୍ନତିକରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର…
Read More...

ସମ୍ମାନ ପାଇଁ ଆଫ୍‌ଗାନିସ୍ତାନ ବିପକ୍ଷରେ ଆଜି ଖେଳିବ ଭାରତ

ଦୁବାଇ: ଫାଇନାଲ ଖେଳିବା ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ ଦୁବାଇରୁ ସ୍ବଦେଶ ଫେରିବା ପୂର୍ବରୁ ଗୁରୁବାର ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ କ୍ରମାଗତ ସୁପର-୪ ମ୍ୟାଚ୍‌ ହାରିବା ପରେ ଭାରତ…
Read More...

କୁକୁର ଚଢ଼ୁଛି ଲୁହା ଶିଡ଼ି; ଭାଇରାଲ ହେଉଛି ଏହି ଭିଡିଓ

ସାଧାରଣତଃ କୁକୁରକୁ ଆମେ ବିଶ୍ୱସ୍ଥ ଗୃହପାଳିତ ପଶୁବୋଲି ଜାଣିଥାଉ । କାରଣ କୁକୁରଟିଏ ଆମକୁ ସବୁ ବିପଦ ସମୟରେ ସୁରକ୍ଷା ଦେବାକୁ ଚେଷ୍ଟ କରିଥାଏ । ସରିସୃପ ହେଉ କି କୌଣସି ଦୁଷ୍ଟ ବ୍ୟକ୍ତି ଯଦି ଆମ ଘରୁ ଭିତରକୁ ପ୍ରବେଶ…
Read More...

ରହସ୍ୟମୟ ପୃଥିବୀ, ନେଉଛି ନିଃଶ୍ୱାସ; ଦେଖନ୍ତୁ ଏହି ଭିଡିଓ

ରହସ୍ୟମୟ ଏହି ପୃଥିବୀ । ଏହି ପୃଥିବୀରେ ଏମିତି କିଛି ଘଟଣା ରହିଛି ଯାହା ଆଜି ବି ରହସ୍ୟ ହୋଇରହିଛି । କାରଣ ପ୍ରକୃତି ତାର ସୃଷ୍ଟିରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାଇତି ରଖିଛି । ଦେଖନ୍ତୁ ଏହି ଭିଡିଓ । ଯାହାକି…
Read More...

ସକାଳ @୯ ମୁଖ୍ୟ ଖବର

(୧) ପ୍ରକାଶ ପାଇଲା ନିଟ୍‌ ପରୀକ୍ଷାଫଳ… ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବାଜି ମାରିଲେ ରାଜସ୍ଥାନ ଝିଅ… ଅଲ ଇଣ୍ଡିଆରେ ଟପ୍ପର ହେଲେ ତନିସ୍କା…ଟପ୍‌ ୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରିୟ…
Read More...

ବିଶ୍ୱ ଫିଜିଓଥେରାପି ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୮କୁ ବିଶ୍ୱ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଉଛି। ଫିଜିଓଥେରାପିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବେଶ୍‍ ଭଲ ଭାବରେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସ୍ଥିତିରେ ସମସ୍ତେ ସୁସ୍ଥ ଓ…
Read More...

ପଡ଼ିଲା ପୂର୍ଣ୍ଣଚ୍ଛେଦ; ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ: ବହୁଚର୍ଚ୍ଚିତ ବର୍ଷା ଅନୁଭବ ବିବାଦ ମାମଲାରେ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ପିଟିସନ ପ୍ରତ୍ୟାହାର ପରେ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି…
Read More...

ଚଳିତ ସପ୍ତାହରେ ଓସିଏସ୍‍ ପରୀକ୍ଷା ଫଳ

କଟକ: ଚଳିତ ସପ୍ତାହର ଶେଷସୁଦ୍ଧା ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ (ଓସିଏସ୍‍) ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ୍‍ ମହାନ୍ତି ଟ୍ୱିଟ୍‍ର୍‍ରେ ସୂଚନା ଦେଇଛନ୍ତି।…
Read More...

‘ପିଏମ୍ ଶ୍ରୀ’କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାରେ ସମଗ୍ର…
Read More...

ଆପଣ ସୁରକ୍ଷିତ ନୁହନ୍ତି

‘ଡେମୋଗ୍ରାଫିଆ ୱାର୍ଲଡ ଅର୍ବାନ ଏରିଆଜ’ର ୨୦୨୨ ସଂସ୍କରଣ ନିକଟରେ ପ୍ରକାଶ ପାଇଛି। ପୃଥିବୀର ୯୯୦ଟି ସହରାଞ୍ଚଳ ଉପରେ ପର୍ଯ୍ୟବସିତ ଏଇ ଅଧ୍ୟୟନ ଏମିତି ଇଲାକାକୁ ହିସାବକୁ ନେଇଛି ଯେଉଁଠି ସର୍ବନିମ୍ନ ଜନସଂଖ୍ୟା ପାଞ୍ଚ…
Read More...

ବାର୍ଦ୍ଧକ୍ୟ ସେବା ଷ୍ଟାର୍ଟଅପ ‘ଗୁଡ୍‌ ଫେଲୋସ’

ପ୍ରଯୁକ୍ତି କୌଶଳ ଉପଯୋଗରେ ଜନଜୀବନର ବିଭିନ୍ନ ସେବା ପ୍ରଦାନରେ ଗୁଣବତ୍ତା ବିକାଶ ନିମନ୍ତେ ଷ୍ଟାର୍ଟଅପ ପରିବେଶ ନୂତନ ସମୀକରଣ ସୃଷ୍ଟି କରିଥାଏ । ଦୋକାନବଜାରରୁ ଗୃହଦ୍ୱାରେ ସାମଗ୍ରୀ ଯୋଗାଣଠାରୁ ଆରମ୍ଭକରି ଜଟିଳ ରୋଗ…
Read More...

ରାଶିଫଳ (ଗୁରୁବାର) ୦୮/୦୯/୨୦୨୨

ମେଷ: ଈପ୍‌ସିତ ଦ୍ରବ୍ୟପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ ଉତ୍ସବ ଲାଗିରହିବ । ସରକାରୀ ଅନୁଦାନ ମିଳିପାରେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁବିଧ ଧନପ୍ରାପ୍ତ ହେବେ ।…
Read More...

ବର୍ଷାରେ ବେହାଲ ବେଙ୍ଗାଲୁରୁ; ଉବୁଟୁବୁ ହେଉଛି ସହର, ଟ୍ରାକ୍ଟରରେ ଅଫିସ୍‌ ଯାଉଛନ୍ତି କର୍ମଚାରୀ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ହୋଇଛି ବେଙ୍ଗାଲୁରୁ । ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ହେଲା ବେଙ୍ଗାଲୁରୁ ସହର ଉବୁଟୁବୁ ହେଉଥିବା ଦେଖିବାକୁ ମିଳୁଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷର ବର୍ଷା…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସିବିଆଇ ପଞ୍ଝାରେ ପୁଣି ପଶ୍ଚିମବଙ୍ଗ ନେତା…. ମମତା ସରକାରଙ୍କ ମନ୍ତ୍ରୀଙ୍କୁ ସମନ କଲା ତଦନ୍ତକାରୀ ଟିମ୍‌… ୧୪ ତାରିଖରେ ହାଜର ହେବାକୁ ନିର୍ଦେଶ.. କୋଇଲା ଚୋରା ଚାଲାଣ ମାମଲାରେ ରହିଛି କି ଆଇନ୍‌ ମନ୍ତ୍ରୀଙ୍କ…
Read More...

ସିବିଆଇ ପଞ୍ଝାରେ ପୁଣି ପଶ୍ଚିମବଙ୍ଗ ନେତା; ଚାଲିଛି ଆଇନ୍‌ ମନ୍ତ୍ରୀଙ୍କ ଘରେ ଚଢ଼ାଉ

କୋଲକାତା: ପୁଣି ସିବିଆଇ ପଞ୍ଝାରେ ପଶ୍ଚିମବଙ୍ଗ ନେତା । ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ପରେ ପରେ ଏବେ ଆଇନ ମନ୍ତ୍ରୀଙ୍କ ଘରେ ଚଢ଼ାଉ କରୁଛି ସିବିଆଇ । ସୂଚନା ଅନୁଯାୟୀ ମମତା ସରକାରଙ୍କ ମନ୍ତ୍ରୀଙ୍କୁ ତଦନ୍ତକାରୀ ଟିମ୍‌…
Read More...

ପଛସିଟ୍ ଯାତ୍ରୀଙ୍କ ପାଇଁ ସିଟବେଲ୍ଟ ବାଧ୍ୟତାମୂଳ; ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ନୂଆଦିଲ୍ଲୀ: ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଖୁବ୍‍ଶୀଘ୍ର ଏ ସମ୍ପର୍କିତ…
Read More...

ଦେଶରେ ଆଉ ୫,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ୫ ହଜାର ଉପରେ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଗତକାଲି ୪ହଜାର ୪୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି । ସ୍ୱାସ୍ଥ୍ୟ…
Read More...

କୋଶଳ ସେନାର ମହାବନ୍ଦ ଡାକରା; ବଲାଙ୍ଗୀର ସହରରେ ଅଘୋଷିତ କର୍ଫ୍ୟୁ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାକୁ ବାରମ୍ବାର ରାଜ୍ୟ ସରକାର ବୈମାତୃକ ମନୋଭାବ ନେଇ କାର୍ଯ୍ୟ କରୁଥିବାରୁ କୋଶଳ ସେନା  ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ  ଆଜି ମହାବନ୍ଦ ଡାକରା ଦେଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬…
Read More...

ରାଜ୍ୟରେ ପୁଣି ବଢ଼ିଲା କରୋନା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୩ଶହ ତଳେ ରହୁଥିବା ବେଳେ ଆଜି ୩ଶହ ଅତିକ୍ରମ କରିଛି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ସକାଳ @୯ ମୁଖ୍ୟ ଖବର  

(୧) ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା… କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ କରାଯାଉଛି ବନ୍ଦ ପାଳନ… ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଡାକରା ଦେଇଛି ଉଭୟ ସଙ୍ଗଠନ… ସକାଳୁ…
Read More...

ଆଜି ଆପଲ୍ କରିବ ବଡ଼ ଘୋଷଣା; ଲଞ୍ଚ ହେବ ଆଇଫୋନ୍ ୧୪ ସିରିଜ୍

ନୂଆଦିଲ୍ଲୀ: ଆପଲ୍ କମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ଫୋନ୍ ଆଣିବାକୁ ଯାଉଛି । ଆଜି ଆମେରିକାର ଟେକ୍ ଜଏଣ୍ଟ୍ ଆପଲର ପରବର୍ତ୍ତୀ ଆଇଫୋନ୍ ୧୪କୁ ନେଇ ବଡ଼ ଘୋଷଣା କରିବ । ସୂଚନା ମୁତାବକ ଏହା ଏହି ଆପଲ୍ ଇଭେଣ୍ଟ…
Read More...

୫୦ଫୁଟ ଉପରୁ ଖସିପଡ଼ିଲା ଦୋଳି; ଦେଖନ୍ତୁ ଏହି ଭିଡିଓ

ଆପଣଙ୍କର ଦୋଳି ଖେଳିବାର ସଉକ ଅଛି କି ? ତେବେ ଦେଖିନିଅନ୍ତୁ ଥରେ ଏହି ଭିଡିଓକୁ । ଆଜ୍ଞା ହଁ ଆପଣଙ୍କର ଦୋଳି ଖେଳିବାର ଯଦି ସଉକ ଥାଏ ତାହାହେଲେ ଆପଣଙ୍କୁ ଏହି ଭିଡିଓ ନିଶ୍ଚୟ କିଛି ଶିକ୍ଷାଦେବ ।  ଭିଡିଓଟିରେ…
Read More...

ଏମିତି ଆସେ ହାର୍ଟ ଆଟାକ୍; ଦେଖନ୍ତୁ ଲାଇଭ୍‌ ଭିଡିଓ

କୁହାଯାଏ ନିଃଶ୍ୱାସକୁ ବିଶ୍ୱାସ ନାହିଁ । କେତେବେଳେ ଏହି ନିଃଶ୍ୱାସ ଅଟକି ଯିବ ତାହା କାହାକୁ ବି ଜଣାନଥାଏ । ମୃତ୍ୟୁ ଚୁପିଚୁପି ଆସି କେତେବେଳେ ଜୀବନକୁ ଛଡ଼ାଇ ନେବ ତାହା ସମସ୍ତଙ୍କୁ ଅଜଣା । ଆପଣ ଦେଖୁଥିବା ଏହି…
Read More...

୨୦୨୪ ପାଇଁ ଏବେଠୁ ରଣନୀତି ! ୨୯ରେ ଆସିବେ ନଡ୍ଡା

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଏନେଇ ଗଣମାଧ୍ୟମକୁ ବିଜେପି ସାଧାରଣ…
Read More...

ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ; ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଜେଡିର ବହୁ ବରିଷ୍ଠ ନେତା ଓ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ... ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼… ବିଜେଡିର ବ୍ୟାପକ ପ୍ରସ୍ତୁତି… ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ କମ୍ପୁଛି ରାଜରାସ୍ତା……
Read More...

ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତି ପ୍ରଦାନ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଭାଲିଆଗୋରା ଚକ୍ରଧର ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଛାତ୍ରବୃତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରଙ୍ଗ ନାରାୟଣ…
Read More...

ଦେଶରେ ତଳମୁହାଁ କରୋନା ଗ୍ରାଫ୍‌; ୫ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ପ୍ରତ୍ୟେକ ଦିନ କରୋନା ପଜିଟିଭ୍‌ ମାମଲା ଦେଶରେ କମ୍‌ ଆସୁଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା…
Read More...

ରାଜ୍ୟରେ କମୁଛି କରୋନା ସଂକ୍ରମଣ; ବଢ଼ୁଛି ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ପ୍ରତ୍ୟେକ ଦିନ ରାଜ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୩୧ଜଣ କରୋନା…
Read More...

ଗଣେଶ ଭସାଣରେ ଗଣ୍ଡଗୋଳ; ୨ପକ୍ଷରୁ ମାମଲା

ପାଟଣା: ପାଟଣା ଥାନା ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମ ମଝିସାହିବାସୀ ଗତକାଲି ସନ୍ଧ୍ୟାରେ ଗଣେଶ ଭସାଣ କରୁଥିବା ସମୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି ।  ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିବା ବେଳେ, ରାସ୍ତାରେ…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟାଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ପାଟଣା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାବିଭାଗୀୟ ମୁଖ୍ୟ ପରାମର୍ଶଦାତା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଉପେନ୍ଦ୍ର…
Read More...

କୁଲାଡେରାରେ ମାଗଣା ସ୍ଵାସ୍ଥ୍ୟ ଶିବିର 

ପାଟଣା: ଢେଙ୍କିକୋଟ ବିଦ୍ୟୁତ୍‌ ବିଭାଗ ଟାଟା ପାୱାର ପକ୍ଷରୁ ଘଟଗାଁ ବ୍ଲକ ସାନ୍ତରାପୁରର ଜୁଆଙ୍ଗ ଅଧ୍ୟୁଷିତ କୁଲାଡେରା ଗ୍ରାମରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଡଃ. ପ୍ରବୀଣା ପଣ୍ଡା , ଭୈଷଜିକ…
Read More...

ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା

ପାଟଣା: ୨୦୨୧ ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁଯାୟୀ ବିଜେଡି ସରକାରର ମହିଳା ବିରୋଧୀ ଆଭିମୁଖ୍ୟର ଖୁଲାସା ପରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହଙ୍କ ନେତୃତ୍ୱରେ ଘଟଗାଁ ବ୍ଲକ…
Read More...

ଅକ୍ଷୟ ନାରାୟଣ ମିଶ୍ରଙ୍କୁ ସରସ୍ୱତୀ ପ୍ରତିଭା ସମ୍ମାନ 

ପାଟଣା: ପବିତ୍ର ଗୁରୁ ଦିବସ ଅବସରରେ ରାଜନଗରର ଅବସରପ୍ରାପ୍ତ ଶିକ୍ଷାବିତ୍‌ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଅକ୍ଷୟ ନାରାୟଣ ମିଶ୍ରଙ୍କୁ ସରସ୍ବତୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । କେନ୍ଦୁଝରଗଡ଼ ସରସ୍ବତୀ…
Read More...

ରଖେ ହରି ତ ମାରେ କିଏ; ଅଳ୍ପକେ ବର୍ତ୍ତିଗଲା ବୃଦ୍ଧାଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ

କଥାରେ ଅଛି ରଖେ ହରି ତ ମାରେ କିଏ ? ମାରେ ହରି ତ ରଖେ କିଏ ? ଭିଡିଓଟି ଦେଖିଲେ ଆପଣ ଏହି କଥାକୁ ନିଶ୍ଚୟ ବୁଝିଯିବେ । ଦେଖନ୍ତୁ ଜଣେ ବ୍ୟକ୍ତି ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଜଣେ ବୃଦ୍ଧା ତାଙ୍କ…
Read More...

ଏମିତି ବି ଆସେ ମୃତ୍ୟୁ; ମଞ୍ଚରେ ନୃତ୍ୟ କରିବା ବେଳେ ଚାଲିଗଲା ଜୀବନ, ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡିଓ

ମତ୍ୟୁ ଗଣୁଛି ସମୟ । ଟିକ୍ ଟିକ୍ ଘଣ୍ଟା କଣ୍ଟାର କଣ୍ଟା ପରି ସରିଯାଉଛି ଆୟୁଷ ।  ଦୃଶ୍ୟଟି ଯେତିକି ମନୋରଞ୍ଜନ, ସେତିକି ହୃଦୟ ବିଦାରକ ମଧ୍ୟ । କାରଣ ମୃତ୍ୟୁ ବି ଆସେ ଏମିତି ।  ଗଣେଶଙ୍କ ପୂଜାମଣ୍ଡପରେ ହନୁମାନଙ୍କ ବେଶ…
Read More...

ଦୁଃଖ ବି ଆସେ ଏମିତି; ଭିକ୍ଷା ବୃତ୍ତି ପାଇଁ ଯାଇଥିଲେ ସ୍ୱାମୀ, ଆଖି ବୁଜିଦେଲା ସ୍ତ୍ରୀ

ସଇଁନ୍ତଲା: ଗରିବ ପରିବାର ଉପରେ ଦୁଃଖର କଳାବାଦଳ । ଜଣେ ଭିନ୍ନକ୍ଷମ ସ୍ୱାମୀ ଭିକ୍ଷା ବୃତ୍ତି ପାଇଁ ଯାଇଥିବା ବେଳେ ସ୍ତ୍ରୀ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସଇଁନ୍ତଲା ବ୍ଲକ…
Read More...

ଦାଦନ ଖଟି ପିଲାଙ୍କୁ ମଣିଷ କରୁଥିଲା ମାଆ; ହେଲେ ନର୍ସିଂ ପଢୁଆ ଝିଅ କଲା ଆତ୍ମହତ୍ୟା !

ମୁରିବାହାଲ: ବଲାଙ୍ଗିର ଜିଲା ମୁରିବାହାଲ ସଦର ପଞ୍ଚାୟତ ବନ୍ଦବାହାଲ ଗାଁର ସ୍ୱର୍ଗତ ଖଗେଶ୍ୱର କୁଅଁରଙ୍କ ୨୩ ବର୍ଷୀୟ ଝିଅ କୁନି କୁଅଁର । ବାପାଙ୍କ ମୃତ୍ୟୁ ପରେ ୨ ପୁଅ-ଝିଅଙ୍କୁ ମଣିଷ କରିବା ପାଇଁ ମା’ ସାନ୍ତୁଳି…
Read More...

ଅଟୋକୁ ଅଟକାଇ ନିଆଁ ଲଗାଇଦେଲେ ଯୁବକ

ଦେବଗଡ଼: ସୁଗୁଡା କଲେଜ ଛକରେ ଜଣେ ଯୁବକ ଏକ ଚଳନ୍ତା ଅଟୋ ରିକ୍ସାକୁ ରାସ୍ତାରେ ଅଟକାଇବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ଅଟୋରିକ୍ସାଟି ସମ୍ପୂର୍ଣ୍ଣ ଭାବେ ପଡିଯିବା ସହ ଏହି ଘଟଣା ସମ୍ପୃକ୍ତ…
Read More...

କବିତା ସଂକଳ୍ପ ‘ଆମ ବିଭବ’ ଉନ୍ମୋଚିତ

ବୌଦ୍ଧ: ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ କବି ତ୍ରିନାଥ ହୋତା ଓ କବୟିତ୍ରୀ କୃଷ୍ଣପ୍ରିୟା ହୋତାଙ୍କର ଲିଖିତ କବିତା ସଂକଳନ ‘ଆମ ବିଭବ’ ଉନ୍ମୋଚିତ ହୋଇଯାଇଛି । ଶିକ୍ଷକ ସୁଶାନ୍ତ ମହାପାତ୍ର ପୁସ୍ତକ…
Read More...

ସକାଳ @୯ ମୁଖ୍ୟ ଖବର

(୧) ପୁରସ୍କାର ପାଇବା ପରେ ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ...  ସ୍ୱାଗତ କରିବାକୁ ବିଜେଡିର ବ୍ୟାପକ ପ୍ରସ୍ତୁତି… ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ହୋଇଛି ଆୟୋଜନ… ​‌ସେପଟେ ବିଜେପି ବି ହେଉଛି ସଜବାଜ… ଦୁଇଦିନ…
Read More...

ଆସନ୍ତା ୮ ତାରିଖରେ ବୌଦ୍ଧରେ ହେବ ପେନସନ ଅଦାଲତ

ବୌଦ୍ଧ: ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନସନ ଅଦାଲତ ଅନୁଷ୍ଠିତ ହେବବୋଲି ଜଣାଯାଇଛି । ପେନସନ ଅଦାଲତ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ…
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟି ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

ବୌଦ୍ଧ: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୭ ତାରିଖ ଦିନ ବୌଦ୍ଧଜିଲା ଗସ୍ତ କରି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା…
Read More...

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌; ୨୨ବର୍ଷ ଶାସନକୁ ନେଇ ପଚାରିଲା ୨୨ ପ୍ରଶ୍ନ

ବୌଦ୍ଧ: ରାଜ୍ୟ ସରକାର ୨୨ବର୍ଷ ଶାସନର ସଫଳତାର ବାର୍ତ୍ତା ଗ୍ରାମ ଗ୍ରାମରେ ପହଞ୍ଚାଇବାକୁ ବିଭିନ୍ନ ଯୋଜନା କରୁଥିବାବେଳେ ବିଜେପି ପକ୍ଷରୁ ଶାସକ ଦଳକୁ ଘେରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧଜିଲା ବିଜେପି…
Read More...

ଆନ୍ଦୋଳନକୁ ଓହ୍ଲାଇବ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ

ଫୁଲବାଣୀ: ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦକୁ ନେଇ ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଅନେକ ଦିନ ଧରି ଆନ୍ଦୋଳନ ଚାଲିଛି ।  ନିଜ ଦାବି ହାସଲ ପାଇଁ କର୍ମଚାରୀ ମାନେ ଗତ ୧୯ ଦିନ ହେଲା କଳା ବ୍ୟାଜ…
Read More...

ପୁଣି ଭିଜିବ ଓଡ଼ିଶା; ଆସନ୍ତାକାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ସେପ୍ଟେମ୍ବର ୭ ତାରିଖ ଅର୍ଥାତ୍‌ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା…
Read More...

ଶ୍ରୀଲଙ୍କା ସହ ଆଜି ଭାରତର ‘କର ବା ମର’ ମୁକାବିଲା

ଦୁବାଇ : ଚଳିତ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ବୋଲିଂ ହିଁ ଭାରତକୁ ଚିନ୍ତାରେ ପକାଇଛି। ରବିବାର ସୁପର-୪ର ମ୍ୟାଚ୍‌ରେ ବାବର ଆଜମ୍‌ ସହଳ ଆଉଟ୍‌ ହେବା ସତ୍ତ୍ବେ ଭାରତ ବିପକ୍ଷରେ ୧୮୨ ରନ୍‌ର…
Read More...

ଶ୍ରୀମନ୍ଦିର ନାଟ ମଣ୍ଡପ ଛାତରୁ ଗଳୁଛି ପାଣି

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଗଳୁଛି ବର୍ଷାପାଣି। ଗରୁଡ଼ ସ୍ତମ୍ଭ ନିକଟରେ ପାଣି ଜମାହେଉଛି। ଏଥିଯୋଗୁଁ ଅସୁରକ୍ଷିତ ହୋଇଛି ଐତିହ୍ୟ ଗରୁଡ଼ ସ୍ତମ୍ଭ। ମରାମତି ନହେବାରୁ ଫାଟ ମେଲିବାରେ ଲାଗିଛି। ଭୋଗ ମଣ୍ଡପ ଘର…
Read More...

ମିଳିନି ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ଗତମାସରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଲାଣି। ୧୫ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାର ସେତେବେଳେ…
Read More...

ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷିବ

ଭୁବନେଶ୍ୱର : ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଲଘୁଚାପ ସମ୍ଭାବନା ନେଇ…
Read More...

ଲୁନାରେ ଗଞ୍ଜାମରୁ ଆସିଲେ ଭଦ୍ରକ

ଭଦ୍ରକ : ‘ମୁଁ ପ୍ରଶଂସା ପାଇବା ପାଇଁ ଏଠାକୁ ଆସିନି। ପିଲା ଦୁଇଟାଙ୍କ କଥା ଜାଣିଲା ପରେ ମନ କହିଲା କିଛି ସହାୟତା କରିବାକୁ। ମୋ ଲୁନା ଧରି ସାହସ କରି ବାହାରି ଆସିଲି...।’ ଦୀର୍ଘ ୩୨୦କି.ମି. ଦୂରତା ଅତିକ୍ରମ କରି…
Read More...

ମୋହନାରେ ମାତିଛି ଡେଙ୍ଗୁ

ମୋହନା : ଗଜପତି ଜିଲା ମୋହନା ବ୍ଲକର ମୋହନାରେ ଡେଙ୍ଗୁ ରୋଗ ସଂଘାତିକ ରୂପ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ କିଛିଦିନ ମଧ୍ୟରେ ମୋହନାର ପ୍ରାୟ ୨୦ରୁ ଅଧିକ…
Read More...

ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ; ବିପୁଳ ସମ୍ବର୍ଦ୍ଧନା ଲାଗି ପ୍ରସ୍ତୁତି ଶେଷ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ନୂଆଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି’ ପକ୍ଷରୁ ପ୍ରଦାନ କରାଯାଇଛି। ୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ…
Read More...

ଟ୍ରଫି ସହ ଭୁବନେଶ୍ବରରେ ଓଡ଼ିଶା ଜଗରନଟ୍‌ସ ; ଭବ୍ୟ ସ୍ବାଗତ

କଟକ : ଅଲ୍‌ଟିମେଟ ଖୋଖୋ ଲିଗ୍‌ ଚମ୍ପିଆନ ଓଡ଼ିଶା ଜଗରନଟ୍‌ସ ଦଳ ଟ୍ରଫି ସହ ପୁଣେରୁ ଆସି ସୋମବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ତଥା ଓଡ଼ିଶା ଜଗରନଟ୍‌ସ ମୁଖ୍ୟ…
Read More...

ଛାତ୍ରଛାତ୍ରୀଙ୍କ ଗୁରୁପୂଜନ

ସୁଆଣ୍ଡୋ :  ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁପୂଜନ ପାସୋରି ନାହୁଁ । ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ ପାଳନ କରାଯାଇ ଆସୁଛି। ଭାରତର ପ୍ରଥମ…
Read More...

ବର୍ଷାରେ ବେଙ୍ଗାଲୁରୁ ଉବୁଟୁବୁ ; ଜୀବନଯାତ୍ରା ପ୍ରଭାବିତ

ବେଙ୍ଗାଲୁରୁ : ଲଗାଣ ବର୍ଷା ଯୋଗୁଁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରବିବାର ସାରା ରାତି ସହରରେ ବର୍ଷା…
Read More...

୫୯ ବର୍ଷରେ ବିବାହ କଲେ ଦୌରାଜଜ୍‌

ପାଟନା : ଝାଡଖଣ୍ଡ ଗୋଡା ଜିଲାର ଅତିରିକ୍ତ ଜିଲା ଓ ଦୌରାଜଜ୍ ଶିବପାଲ ସିଂହ ୫୯ବର୍ଷରେ ବିବାହ କରିଛନ୍ତି । ବିଚାରପତି ଶିବପାଲ ବିଜେପି ନେତ୍ରୀ ତଥା ଗୋଡା ଜିଲା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ନୂତନ…
Read More...

ଆସ୍ଥା ଭୋଟରେ ହେମନ୍ତ ବିଜୟୀ

ରାଞ୍ଚି : ହେମନ୍ତ ସୋରେନଙ୍କ ନେତୃତ୍ବ ଝାଡଖଣ୍ଡ ସରକାର ବିଧାନସଭାରେ ଆଗତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ସୋମବାର ଆଗତ ହୋଇଥିବା ଆସ୍ଥା ଭୋଟରେ ଗୃହର ୮୧ ସଦସ୍ୟଙ୍କ ମଧ୍ୟରୁ ସରକାରଙ୍କ ସପକ୍ଷରେ ୪୮ଜଣ ଭୋଟ ଦେଇଥିଲେ।…
Read More...

ମଙ୍ଗଳବାର ରାଶିଫଳ (୦୬/୦୯/୨୦୨୨)

ମେଷ : ପ୍ରଭାବଶାଳୀ ଲୋକଙ୍କ ଦ୍ବାରା ଅନୁଗୃହୀତ ହୋଇପାରନ୍ତି। ଆଶା ଫଳବତୀ ହେବ। କଳକୌଶଳ ପ୍ରୟୋଗ କରି କ୍ଷମତାଧାରୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପତ୍ନୀ ପରାୟଣ ହେବେ। ବୃଷ : ବିପଦ ଆସିଲେ ଧୈର୍ଯ୍ୟ ଓ ସାହସର…
Read More...

ଏନସିସି ଛାତ୍ରଙ୍କୁ ଦିଲ୍ଲୀ ଡାକରା

ପାଟଣା :  ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି) ଛାତ୍ର ଆଶୁତୋଷ ଦାସ ଜାତୀୟ ସ୍ତରୀୟ ଏନସିସି ଶିବିରରେ ଯୋଗଦେବା ପାଇଁ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି। ଆଶୁତୋଷ ଜାତୀୟ ସ୍ତରୀୟ…
Read More...

ପାଟଣା ବନାଞ୍ଚଳରେ ଦନ୍ତାର ଉପଦ୍ରବ, ଦିବାଲୋକରେ ଭାଙ୍ଗିଲା ଘର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଗତ କିଛି ଦିନ ହେଲା ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ସୋମବାର ଏହି ହାତୀପଲରୁ ଏକ ଦନ୍ତା  ଅଲଗା ହୋଇ ଦିବାଲୋକରେ ଦୁଇଟି ଘର ଉପରେ ଆକ୍ରମଣ କରି ଘରର କାନ୍ଥ…
Read More...