www.samajalive.in
Wednesday, December 10, 2025
26.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ପୁରସ୍କାର ପାଇବା ପରେ ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ…  ସ୍ୱାଗତ କରିବାକୁ ବିଜେଡିର ବ୍ୟାପକ ପ୍ରସ୍ତୁତି… ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ହୋଇଛି ଆୟୋଜନ… ​‌ସେପଟେ ବିଜେପି ବି ହେଉଛି ସଜବାଜ… ଦୁଇଦିନ ଲାଗି କରିଛି ପ୍ରଶିକ୍ଷଶ ଶିବିର ଆୟୋଜନ…

(୨) ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା… ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ… ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ… ୮ ତରିଖରେ ଦକ୍ଷିଣ ଓଡିଶା ଏବଂ ୯ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

- Advertisement -

(୩) କେତେ ସୁରକ୍ଷିତ ଶ୍ରୀମନ୍ଦିର ?… ନାଟମଣ୍ଡପ ଛାତରୁ ଗଳୁଛି ବର୍ଷାପାଣି… ଗରୁଡ଼ ସ୍ତମ୍ଭ ନିକଟରେ ହେଉଛି ଜମା… ମରାମତି ନହେବାରୁ ଭୋଗ ମଣ୍ଡପ ଘର ପଶ୍ଚିମ ପାର୍ଶ୍ବରେ ଦେଖାଦେଲାଣି ଏପରି ଅବବ୍ୟସ୍ଥା… ପ୍ରଶାସନର ଅବହେଳା ଯୋଗୁ ପ୍ରଶ୍ନ କଲେଣି ସାଧାରଣ ଲୋକ…

(୪) ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ… ପୁଣି ତାତିଲାଣି ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ… ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ମହା ଆନ୍ଦୋଳନ ପାଇଁ ସଂଘ ପକ୍ଷରୁ ଚେତାବେନୀ… ଗତ ୧୯ ଦିନ ହେଲା କଳା ବ୍ୟାଜ ପରିଧାନ କରି ସଂଘ ଜାରି ରଖିଛି ପ୍ରତିବାଦ…

(୫) ସରଗରମ ଝାଡ଼ଖଣ୍ଡ ରାଜନୀତି… ଆସ୍ଥା ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ସୋରେନ୍‌… ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ହୋଇଥିବା ମତଦାନରେ ମାରିଲେ ବାଜି… ସୋରେନ୍‌ ସରକାରଙ୍କୁ ମିଳିଲା ୪୮ଟି ଭୋଟ୍‌… ମୁଖ୍ୟମନ୍ତ୍ରୀଙ୍କ ଜିତ୍‌ ପରେ କକ୍ଷ ତ୍ୟାଗ କଲେ ବିରୋଧୀ…

(୬) ଆଜି ଶ୍ରୀଲଙ୍କା ସହ ଭାରତର ‘କର ବା ମର’ ମୁକାବିଲା… ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ୨ୟ ସୁପର-୪ ମ୍ୟାଚ୍‌… ଫାଇନାଲ ଖେଳିବାକୁ ହେଲେ ଏହି ମ୍ୟାଚ୍‌ ଭାରତ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ… ସେପଟେ ଶ୍ରୀଲଙ୍କା ବି ମ୍ୟାଚରେ ବିଜୟୀ ହେଲେ ପ୍ରଥମ ଦଳ ଭାବେ ଫାଇନାଲରେ ପାଇବ ସ୍ଥାନ…

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories