www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସିବିଆଇ ପଞ୍ଝାରେ ପୁଣି ପଶ୍ଚିମବଙ୍ଗ ନେତା…. ମମତା ସରକାରଙ୍କ ମନ୍ତ୍ରୀଙ୍କୁ ସମନ କଲା ତଦନ୍ତକାରୀ ଟିମ୍‌… ୧୪ ତାରିଖରେ ହାଜର ହେବାକୁ ନିର୍ଦେଶ.. କୋଇଲା ଚୋରା ଚାଲାଣ ମାମଲାରେ ରହିଛି କି ଆଇନ୍‌ ମନ୍ତ୍ରୀଙ୍କ ହାତ… ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଛି ସିବିଆଇ…

(୨)ବର୍ଷାରେ ବେହାଲ ବେଙ୍ଗାଲୁରୁ… ଉବୁଟୁବୁ ହେଉଛି ସହର…  ବର୍ଷା ଭାଙ୍ଗିଲା ୭୫ ବର୍ଷର ରେକର୍ଡ… ଘରଦ୍ବାରରେ ପଶିଛି ପାଣି, ଲୋକେ ହନ୍ତସନ୍ତ… ଲଗାଣ ବର୍ଷାରେ ନଷ୍ଟ ହୋଇଛି ୬୮୭ ଘର.. ଯାଇଛି ଜଣଙ୍କ ଜୀବନ.. ଅନେକ ହୋଇଛନ୍ତି ଆହତ…

- Advertisement -

(୩) ରାଜ୍ୟରେ ପୁଣି ବଢ଼ିଲା କରୋନା ଦୈନିକ ସଂକ୍ରମଣ…. ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୨୮ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୭୪ଜଣ ଆକ୍ରାନ୍ତ… ୨୭ଜିଲ୍ଲାକୁ ବ୍ୟାପିଲା କରୋନା… ୩ଜିଲ୍ଲାରେ ନାହିଁ କୌଣସି ପଜିଟିଭ୍‌… ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୬୧୬….

(୪) ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍‌… ୫ ହଜାର ଟପିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୫,୩୭୯ ଆକ୍ରାନ୍ତ…  ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୭,୦୯୪ ସଂକ୍ରମିତ… ୫୦,୫୯୪ ରହିଛି ଦେଶରେ ମୋଟ୍‌ ସକ୍ରିୟ ମାମଲା…

ଅବିକଳ ମଣିଷର ମୁହଁ ପରି ଦିଶୁଛି ମାଛର ମୁହିଁ; ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

(୫) ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା… କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ କରାଯାଉଛି ବନ୍ଦ ପାଳନ… ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଡାକରା ଦେଇଛି ଉଭୟ ସଙ୍ଗଠନ… ସକାଳୁ ସକାଳୁ ବଲାଙ୍ଗୀରରେ ପିକେଟିଂ କରୁଛନ୍ତି ସମର୍ଥକ…

(୬) କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦକୁ ଡାକରାକୁ ସମ୍ବଲପୁରରେ ବିରୋଧ… ବନ୍ଦର ପ୍ରଭାବ ସମ୍ବଲପୁରରେ ନପଡ଼ିବା ନେଇ କରାଯାଉଛି ଉଦ୍ୟମ… ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଷ୍ଟେସନରେ ଏକଜୁଟ ହେଲେ ବନ୍ଦ ବିରୋଧୀ… ସ୍ୱାଭାବିକ ରହିଛି ଗାଡ଼ି ଚଳାଚଳ…

(୭) ଆଜିଠୁ କଂଗ୍ରେସର ଭାରତ ଯୋଡ଼ା ଯାତ୍ରା… କନ୍ୟାକୁମାରୀରୁ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ… ଯାତ୍ରାରେ ସାମିଲ ହେବେ କଂଗ୍ରେସର ବହୁ ବରିଷ୍ଠ ନେତା.. କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକଙ୍କ ସହ କରିବେ ଆଲୋଚନା… ଦରଦାମ୍‌ ବୃଦ୍ଧି, ବେକାରୀ ଓ ନିଯୁକ୍ତି ପ୍ରସଙ୍ଗକୁ ମୁଦ୍ଦା କରିଛି କଂଗ୍ରେସ..

(୮) ଆସୁଛି ଆଉ ଏକ ଲଘୁଚାପ… ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ…  ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି… ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା…

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories