କାନ୍ଦିଲେ ପ୍ରିୟଙ୍କା

ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ସିନେ କ୍ୟାରିୟର ଆରମ୍ଭ ଦିନର ଘଟଣା। ସେ ସମୟରେ ସୁନ୍ଦରୀ ତଥା ସ୍ମାର୍ଟ ପିସି(ପ୍ରିୟଙ୍କା ଚୋପ୍ରା)ଙ୍କୁ ଭଲଭଲ ବ୍ୟାନରରେ ସୁଯୋଗ ମିଳିଲା। ୨୦୦୪ରେ ତାଙ୍କୁ ଏତ୍‌ରାଜ୍…
Read More...

ଆଜିର ରାଶିଫଳ (ଗୁରୁବାର) ୧୫/୦୯/୨୦୨୨

ମେଷ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ବୃଷ: ଐଶ୍ବର୍ଯ୍ୟ ପ୍ରାପ୍ତିର…
Read More...

ଘରୋଇକରଣ ହେବ ଆଇଡିବିଆଇ ବ୍ୟାଙ୍କ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କରଣ ପାଇଁ ଖୁବ୍‌ଶୀଘ୍ର ନିଲାମ ଡକାଯିବ ବୋଲି ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ (ଡିଆଇପିଏମଲ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି।…
Read More...

ପିଜି ନାମଲେଖା; ଆଜି ସିଟ୍ ଆବଣ୍ଟନ ତାଲିକା ପ୍ରକାଶ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଗୁରୁବାର ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ କରାଯିବ। ଏଥିରେ ମନୋନୀତ…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୨ ସ୍ପଟ ମେଧା ତାଲିକା

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ପାଇଁ ଗୁରୁବାର ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ଣ ୨ ଟାରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏଥିରେ…
Read More...

ସୁବ୍ରମଣ୍ୟମ୍ ସ୍ବାମୀଙ୍କୁ ହାଇକୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି। ରାଜ୍ୟସଭା ସଦସ୍ୟ ଅବଧି ଶେଷ ସତ୍ତ୍ବେ ସୁବ୍ରମଣ୍ୟମ୍ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା…
Read More...

ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ରିଆତି ଇଚ୍ଛାଧୀନ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ବିଜୁଳି ଏବେ ଇଚ୍ଛାଧୀନ ପ୍ରସଙ୍ଗ ହୋଇଛି। ଅର୍ଥାତ୍ ଯେଉଁମାନେ ମାଗଣା ବିଜୁଳି ନେବାକୁ ଇଚ୍ଛା କରିବେ ସରକାର ସେମାନଙ୍କୁ ଏହା ଯୋଗାଇ ଦେବେ। ଯେଉଁ ସ୍ବଚ୍ଛଳ…
Read More...

ବିଜେପି ବିରୋଧରେ ଆପ୍‌ର ଏତଲା

ଚଣ୍ଡିଗଡ: ପଞ୍ଜାବରେ ଦଳୀୟ ବିଧାୟକଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ନିଜ ପକ୍ଷକୁ ନେବା ଲାଗି ବିଜେପି ଉଦ୍ୟମ କରିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି (ଆପ୍‌)। ବୁଧବାର ଆପ୍ ଏପରି ଅଭିଯୋଗ କରିବା ସହିତ ବିଜେପି ବିରୋଧରେ…
Read More...

ଜାକ୍‌ଲିନଙ୍କୁ ୮ଘଣ୍ଟା ଜେରା

ନୂଆଦିଲ୍ଲୀ: ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ଦିଲ୍ଲୀ ପୁଲିସ ବୁଧବାର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ଜେରା କରିଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ସମନ ଆଧାରରେ ଜାକ୍‌ଲିନ ଆଜି ହାଜର…
Read More...

ଅଦାଲତରେ କାନ୍ଦିଲେ ପାର୍ଥ, ଅର୍ପିତା

କଲକାତା: ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀ ବୁଧବାର ଜାମିନ ଆବେଦନର ଶୁଣାଣି…
Read More...

ମୁମ୍ବାଇ ନିବେଶକ ସମ୍ମିଳନୀରେ ୩୦୦ ଶିଳ୍ପ ପ୍ରତିନିଧି

ଭୁବନେଶ୍ବର: ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟତମ ଅଗ୍ରଣୀ ରାଜ୍ୟ। ଗତ ଦେଢ଼ ଦଶନ୍ଧି ଧରି କ୍ରମାଗତ ଜାତୀୟ ହାର ଅପେକ୍ଷା ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିଛି। ପୂର୍ବ ଭାରତରେ ଏକ ପ୍ରମୁଖ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡଧରଣର ସଡକ ଦୁର୍ଘଟଣା… ମଣ୍ଡି ତହସିଲ ନିକଟରେ ଖାଇକୁ ଖସିଲା ବସ୍‍… ୧୧ ମୃତ, ୨୫ ଆହତ... ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ…
Read More...

ଦେଶରେ ଆଉ ୫,୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦେଶରେ ୫ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୫ହଜାର ୧୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
Read More...

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ; ଗତକାଲି ତୁଳନାରେ ଆଜି ରହିଛି ୧୦୧ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌ । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ୨ଶହ ତଳକୁ ଖସିଥିବା ବେଳେ ଆଜି ପୁଣି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ ୧୫୯ ସଂକ୍ରମିତ…
Read More...

ମାଲିକର ମୃତ୍ୟୁ ପରେ ଶ୍ମଶାନରେ ବାଛୁରୀ; କୋକେଇକୁ ଛୁଇଁଲା, ଜୁଇ ଚାରିପଟେ ବୁଲିଲା

ମୋ ଜୀବନ ଓ ତୋ ସାଥିରେ ଯୋଡ଼ା । ତତେ ଛାଡ଼ି ମୁଁ କେମିତି ବଞ୍ଚିବି ? ତୋ ବିନା ମୁଁ କେମିତି ରହିବି ? ସବୁ ସମ୍ପର୍କ ତୁଟିଥିଲା । ମାଲିକ ବି ଉଚିତ ପାଉଣା ନେଇ ସୌଦା ସାରିଥିଲା । ହେଲେ ପ୍ରେମ ଆଉ ଭଲପାଇବା ସେମତି…
Read More...

ରଙ୍ଗ ବଦଳାଉଛି ଏଣ୍ଡୁଅ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

କଥାରେ ଅଛି ବିପଦ ଜାଣିଲେ ଏଣ୍ଡୁଅ ରଙ୍ଗ ବଦଳାଏ । ଏ କଥା ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ବର୍ତ୍ତମନ ଏହି ଭିଡିଓରେ ଦେଖନ୍ତୁ । ଏଣ୍ଡୁଅଟି କିପରି ତାର ରଙ୍ଗ ବଦଳାଉଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ…
Read More...

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବି

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଖାଲପାଳ ଠାରୁ ତାଳଚେର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଏକ ପୋଲ ନିର୍ମାଣ ସକାଶେ ପୂର୍ବତନ ବିଧାୟକ ବିଭୂଦେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି l କାମାକ୍ଷାନଗର…
Read More...

‘ସମାଜ’ରେ ଖବର ପ୍ରକାଶିତ ପରେ ମରାମତି ହେଲା ନୂତନ କଲେକ୍ଟୋରେଟ ରାସ୍ତା

ଦେବଗଡ଼: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ ପୂର୍ତ୍ତ  ବିଭାଗ (ରାସ୍ତା ଓ ସୌଧ) ଡିଭିଜନ ଦ୍ୱାରା ନିର୍ମାଣ କାର୍ଯ୍ୟ ହେଉଥିବା ଗତକାଲି(୧୩ ତାରିଖ) ‘ସମାଜ’ରେ ଖବର ପ୍ରକାଶିତ ହେବାପରେ ଆଜି…
Read More...

ଗାଁରୁ ଦିନରେ ବାଇକ୍‌ ଚୋରି

ମୁଖୀଗୁଡା: ରଣମାଲ ଗ୍ରାମରେ ଦିନରେ ଚୋରି ଅଭିଯୋଗ ।  ଗତକାଲି ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟାରେ କ୍ଷେତ ପାଖରୁ ବାଇକ ଚୋରି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ  ଜୟପାଟଣା ଥାନା…
Read More...

ନାଗାବଳୀ ନଦୀରେ ବୁଡ଼ି ଶିଶୁ ମୃତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ଅଧିନସ୍ଥ କ୍ରୁଷ୍ଣପାତ୍ରଗୁଡା ଗାଁର ବୀରେନ୍ଦ୍ର ନିସିକାଙ୍କ ଏକ ମାତ୍ର ପାଞ୍ଚ ବର୍ଷର ପୁଅ ଧର୍ମେଶ୍ ନିସିକା ତାଙ୍କ ଦୁଇ ସାଙ୍ଗ…
Read More...

ଲକ୍ଷ୍ୟ ପୂରଣ ନେଇ ରାହୁଲ ଆଶାବାଦୀ

ତିରୁଅନନ୍ତପୁରମ୍‌: ଭାରତ ଯୋଡ଼ୋ ଯାତ୍ରାରେ ବାହାରିଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜ ଲକ୍ଷ୍ୟ ପୂରଣ ନେଇ ଆଶାବାଦୀ ଥିବା ସୂଚନା ଦେଇଛନ୍ତି। ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ରାହୁଲ ଦର୍ଶାଇଛନ୍ତି…
Read More...

ରୁଷ୍ ସେନା ଦଖଲରୁ ମୁକ୍ତ ହେଉଛି ୟୁକ୍ରେନ

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧକୁ ୨୦୦ ଦିନ ଅତିକ୍ରମ କରିଥିବାବେଳେ ୟୁକ୍ରେନ ସେନା ବିଜୟ ପଥରେ ଆଗେଇ ଚାଲିଛି। ଯୁଦ୍ଧରେ ରୁଷ୍ ସେନା ଦିନକୁ ଦିନ ଦୁର୍ବଳ ହେବା ସହ ପଛକୁ ହଟିବାରେ ଲାଗିଛି। ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ…
Read More...

ଜମ୍ମୁ-କାଶ୍ମୀରର ୩୩ ସ୍ଥାନରେ ସିବିଆଇ ଚଢ଼ଉ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ୩୩ଟି ସ୍ଥାନରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ତରଫରୁ ଚଢ଼ଉ କରାଯାଇଥିଲା। ଜମ୍ମୁ-କାଶ୍ମୀର ସର୍ଭିସେସ୍‌ ସିଲେକ୍‌ସନ ବୋର୍ଡ (ଜେକେଏସଏସବି) ଦ୍ବାରା ପରିଚାଳିତ…
Read More...

ସଂଶୋଧନକାରୀ ଶୁଭଚିନ୍ତକ

ଆମେ ବିଜ୍ଞାନ ଗବେଷଣାରୁ ଆରମ୍ଭ କରିବା। ବିଜ୍ଞାନ ଅର୍ଥପୂର୍ଣ୍ଣ ହୁଏ ଯେତେବେଳେ ଗବେଷଣାଲବ୍ଧ ଫଳ ପ୍ରକାଶିତ ହୁଏ। ଅନେକ ସମୟରେ ଏହା ଏକ କଷ୍ଟଦାୟକ ପଥ। ଗବେଷଣା ପ୍ରାୟତଃ ଏକ ସଙ୍ଘବଦ୍ଧ ପ୍ରକ୍ରିୟା। ଏହା ସଫଳତା…
Read More...

ଇତିହାସର ଚରିତ୍ର ବଡ଼ ବିଚିତ୍ର

ଗତ ଜୁଲାଇ ମାସ ୨୪ ତାରିଖ ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ଇତିହାସର ଭୂଗୋଳ’ ଶୀର୍ଷକ ପ୍ରବନ୍ଧଟିକୁ ଅନେକବାର ପଢ଼ିବା ପରେ ମୋର ଏଇ ଲେଖାଟି ହେଉଛି ତା’ର ଫଳଶ୍ରୁତି। ଆଲ୍‍ଡୋଉସ୍‍ ହକ୍ସଲେ (୧୮୯୪-୧୯୬୩) କହିଥିଲେ,…
Read More...

ପ୍ରକୃତି ମିଶ୍ରଙ୍କ ମାମଲା: ସ୍ଥିତିପତ୍ର ଦାଖଲ ନିର୍ଦେଶ

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲା ହାଇକୋର୍ଟ ବିଚାରପତି ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ପୀଠ ଶୁଣାଣି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ…
Read More...

ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର; ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଶ୍ବିନ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର (ବନକଲାଗି) କରାଯିବ। ଏଥିପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…
Read More...

ମାର୍ଚ୍ଚ ସୁଦ୍ଧା ୩୦୦ ବିଜୁ ସେତୁ ହେବ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ନିର୍ମାଣ ହେବ ୩୦୦ ବିଜୁ ସେତୁ । ଏହି ଲକ୍ଷ୍ୟ ହାସଲ ନିମନ୍ତେ ମଙ୍ଗଳବାର ଗ୍ରାମ୍ୟ ନିର୍ମାଣ ଭବନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସମୀକ୍ଷା ବୈଠକ…
Read More...

ଗୋଆରେ କ’ଣ ହେବ କଂଗ୍ରେସର ସ୍ଥିତି ? ବିଜେପିରେ ଏକାସଙ୍ଗେ ମିଶିପାରନ୍ତି ୮ ବିଧାୟକ

ନୂଆଦିଲ୍ଲୀ: ଗୋଆରେ ଲାଗିପାରେ କଂଗ୍ରେସକୁ ବଡ଼ ଧରଣର ଝଟକା । ବିଜେପିରେ ମିଶି ପାରନ୍ତି କଂଗ୍ରେସର ବହୁ ବରିଷ୍ଠ ବିଧାୟକ । ମିଳିଥିବା ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ମଧ୍ୟ ବିଜେପିରେ ସାମିଲ…
Read More...

ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ମନୋନୟନ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ତେବେ ଦଳରେ ଫାଷ୍ଟବୋଲର ମହମ୍ମଦ ସାମି ଓ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ସଞ୍ଜୁ ସାମ୍‌ସନ ନ…
Read More...

୧୬ରୁ ୟୁଜିସି ନେଟ୍‌ ପରୀକ୍ଷା

ଭୁବନେଶ୍ୱର: ୟୁଜିସି ନେଟ୍‌ ଜୁନ-୨୦୨୨ ସେକ୍ସନ ପରୀକ୍ଷା ସେପ୍ଟେମ୍ବର ୧୬ରୁ ତିନିଦିନ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଡମିଟ କାର୍ଡ ଏନଟିଏ ୱେବସାଇଟ…
Read More...

ସକାଳ @୯ ମୁଖ୍ୟ ଖବର

(୧) ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ନିବେଶକ ସମ୍ମିଳନୀରେ ଦେବେ ଯୋଗଦାନ… ଓଡ଼ିଶାରେ ନିବେଶ କରିବା ପାଇଁ ନିବେଶକଙ୍କୁ କରିବେ ଆମନ୍ତ୍ରଣ… ପୂର୍ବରୁ ୧୫ରୁ ଅଧିକ ଶିଳ୍ପ ସଂସ୍ଥାର ପ୍ରତିନିଧିକଙ୍କ ସହିତ…
Read More...

୧୮ରୁ ଘୂର୍ଣ୍ଣିବଳୟ; ୨୨ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପନେଇ ଲଘୁଚାପ ଦୁର୍ବଳ ହୋଇଛି। ମଙ୍ଗଳବାର ଉପକୂଳ ଜିଲା ଗୁଡିକରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇଛି। ପରବର୍ତ୍ତୀ ଦୁଇଦିନ କାଁ ଭାଁ ବର୍ଷା ହେବାକୁ…
Read More...

କର୍‌ଡିରୁ ଶହେ ପ୍ରକାରର ବ୍ୟଞ୍ଜନ; ମନ ଭରି ଉପଭୋଗ କଲେ ପଦ୍ମଶ୍ରୀ ହଳଧର ନାଗ ଓ ଜିଲ୍ଲାପାଳ

ବଲାଙ୍ଗିର: ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଦେଶ ବିଦେଶରେ ବି କର୍‌ଡିର ଅନେକ ଚାହିଦା ରହିଛି । କର୍‌ଡିରେ ପ୍ରସ୍ତୁତ ବ୍ୟଞ୍ଜନ ହେଲେ ଭାତ ଆପେ ଆପେ ପେଟକୁ ଚାଲିଯାଏ । କରଡ୍‌ ଲେଥା ହେଉକି କର୍‌ଡି ପିଠା । ଏମିତି ହାତ…
Read More...

ଚୌଦ୍ୱାର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷଙ୍କ ପରଲୋକ

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମନମୋହନ ସାମନ୍ତରାୟଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସୋମବାର ଦିନ ସେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ନୂତନ ପୋଷାକ ବିତରଣ ଉତ୍ସବ

ଚୌଦ୍ୱାର: ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ…
Read More...

ପତଞ୍ଜଳି ତରଫରୁ ବୌଦ୍ଧ ଜିଲ୍ଲାରେ ଖୋଲିବ ୧୧୦ ଯୋଗକେନ୍ଦ୍ର

ବୌଦ୍ଧ: ସମଗ୍ର ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କରି ନିରୋଗୀ ଏବଂ ସୁସ୍ଥ ଜୀବନ ଯାପନ କରିବା ପାଇଁ ଯୋଗଗୁରୁ ସ୍ୱାମୀ ରାମଦେବ ଜୀ ସଂକଳ୍ପ ନେଇଛନ୍ତି । ସମ୍ବଲପୁର ଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା…
Read More...

ସାତଦିନ ହେବ ଗାଁରେ ନାହିଁ ବିଦ୍ୟୁତ୍; ଡିବିରିରେ ଚଳୁଛି ବାଘସାହି

ବୌଦ୍ଧ: ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରମାନଙ୍କୁ ବିଜୁଳି ଯୋଗାଇ ଦେବା ପାଇଁ  ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବୀରନରସିଂହପୁର ପଞ୍ଚାୟତ ବୀରନରସିଂହପୁର…
Read More...

ଆଧୁନିକୀକରଣ ହେବ ବୌଦ୍ଧ ସଂସ୍କୃତି ଭବନ ଓ ପାଠାଗାର

ବୌଦ୍ଧ: ଦୀର୍ଘଦିନ ହେଲା ଅବହେଳିତ ହୋଇ ପଡିରହିଥିବା ବୌଦ୍ଧ ସଂସ୍କୃତି ଭବନ ଓ ପାଠାଗାରର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ବୌଦ୍ଧ ଏନଏସି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ…
Read More...

ଗଡ଼ୁନି ‘ମହାପ୍ରଣୟ’ ଗାଡି; ମୃତଦେହ ନେବାକୁ ହନ୍ତସନ୍ତ ଲୋକେ

ଫୁଲବାଣୀ: ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ କୌଣସି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ନିଜ ଘରକୁ ନେବା ପାଇଁ ଶବବାହକ ଗାଡି ନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଡାକ୍ତରଖାନା ମଧ୍ୟରେ ତିନୋଟି…
Read More...

ପାରିବାରିକ କଳହରୁ ଆତ୍ମହତ୍ୟା; ଝୁଲିପଡ଼ିଲେ ସ୍ୱାମୀ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାଯାଇଛି l…
Read More...

ବିଜୁ ବାବୁଙ୍କ ପ୍ରିୟ ଡାକୋଟା ଆଣିବାକୁ ଭୁଲିଗଲେ ରାଜ୍ୟ ସରକାର; ହେମନ୍ତ ପଣ୍ଡା

ବଲାଙ୍ଗୀର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ କଲିକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିଷ୍କ୍ରିୟ ଭାବେ ପଡି ରହିଥିବା ତଥ୍ୟ ସୂଚନା ଅଧିକାର ଆଇନ ବଳରେ…
Read More...

ପୁରୁଣା ଓଡ଼ିଆ ଗୀତରେ କୁନି ଝିଅର ସୁନ୍ଦର ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

ବାଜେ ବଇଁଶୀ ନାଚେ ଘୁଙ୍ଗୁର… ଏଇ ମିଳନ ଯୁଗଯୁଗର । ଗୀତଟିର ସୁରେ ସୁରେ ନାଚୁଛି କୁନିଝିଅ । ଗୀତର ପ୍ରତିଟି ଛନ୍ଦରେ ଝିଅଟି ତାର ନୃତ୍ୟ ପରିବେଷଣ କରୁଛି । ଠିକ୍ ଯେପରି ଜଣେ ପ୍ରଫେସନାଲ ଡ୍ୟାନ୍ସର । ଗାଁର…
Read More...

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୮ ଜୀବନ୍ତ ଦଗ୍ଧ, ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ଇ-ସ୍କୁଟର ଚାର୍ଜିଂ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ… ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା…. ସେପଟେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିମି ବର୍ଷା…
Read More...

ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା; ଜଣେ ମୃତ, ଜଣେ ଗୁରୁତର

ଭଣ୍ଡାରିପୋଖରୀ: ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି…
Read More...

ଭାରତୀୟ କିସାନ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୌଦ୍ଧ: ଭାରତୀୟ କିସାନ ସଂଘ ବୌଦ୍ଧ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାର ଚାଷୀମାନଙ୍କ…
Read More...

ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡ ଘଟଣା;  ବାପା ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲା ବହିରା ଗ୍ରାମର ଯୁବ ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡର ରାୟ ସୋମବାର ଦିନ ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡ ରାଜ୍ୟରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ହୋଇଥିବା ବେଳେ  ସେହି ସମୟରେ ଜିଲା ଓକିଲ…
Read More...

କାରଖାନାରୁ ଚୋରି ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ସ୍ଥିତ ଏକ ଫ୍ଲାଏ ଆସ୍‌ ଇଟା ତିଆରି କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ୍‌ ଜଣଙ୍କୁ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗ୍ରାହାଟ…
Read More...

ଧବଳେଶ୍ୱର ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ଠାରେ ଥିବା ଧବଳେଶ୍ୱର ବିଟ୍‌ ହାଉସକୁ ଫାଣ୍ଡିରେ ପରିଣତ କରିବା ପାଇଁ ଧବଳେଶ୍ୱର ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।…
Read More...

ଅଘୋଷିତ ବିଦ୍ୟୁତ୍‌ କାଟରୁ ନିସ୍ତାର ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଗୁରୁଡିଝାଟିଆ: ଅଘୋଷିତ ବିଦ୍ୟୁତ୍‌ କାଟ ଚରମ ସୀମାରେ ପହଞ୍ଚିଛି । ମନଇଚ୍ଛା ଦିନରାତି ବିଦ୍ୟୁତ୍‌ କାଟ୍‌ କରାଯାଉଛି । କୌଣସି ସୂଚନା ନଥାଇ ୭/୮ଘଣ୍ଟା ଲେଖାଏଁ ବିଦ୍ୟୁତ୍‌ କାଟ୍‌ ହେଉଛି । ବିୁଦ୍ୟତ୍‌ ଉପଭୋକ୍ତାମାନେ…
Read More...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର; ୮୫ ୟୁନିଟ୍‌ ରକ୍ତ ସଂଗ୍ରହ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଚକାପାଦ ପଞ୍ଚାୟତ ସମିତି ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର ଶୁଭାରମ୍ଭ କରିଥିଲେ ।…
Read More...

ଅନୁସୂୟା ଦେବତାଙ୍କୁ ‘ଅହଲ୍ୟା  ସ୍ମୃତି’ ସମ୍ମାନ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ  ଶିକ୍ଷୟିତ୍ରୀ ଅନୁସୂୟା ଦେବତା ‘ଅହଲ୍ୟା  ସ୍ମୃତି ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ଉତ୍କଳ ରତ୍ନ  ଲକ୍ଷ୍ମୀଧର ରାଉତଙ୍କ…
Read More...

ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅବସ୍ଥା ଶୋଚନୀୟ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥର ବାଇଶିଙ୍ଗା ଠାରୁ ରହଣି ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବାରୁ ସେଥିରେ ନିର୍ଭର…
Read More...

ଆଜିଠୁ +୨ ତତ୍କାଳ ପରୀକ୍ଷା

ଭୁବନେଶ୍ବର: +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ତତ୍କାଳ (ଇନଷ୍ଟାଣ୍ଟ) ପରୀକ୍ଷା ଆଜିଠୁ ଆରମ୍ଭ । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ କେବଳ ଗୋଟିଏ…
Read More...

ଆଜିଠୁ କମିବ ବର୍ଷା; ୧୮ରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ହେଲେ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଲାଗି ରହିବ । ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ…
Read More...

ସକାଳ @୯ ମୁଖ୍ୟ ଖବର

(୧) ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ… ଆଜିଠୁ ନବୀନଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ… ନଭେମ୍ବରରେ ହେବ ମେକ୍‌ଇନ୍‌ ଓଡ଼ିଶା… ନିବେଶକଙ୍କୁ ଆକୃଷ୍ଟ କରିବାକୁ ‘ଇନଭେଷ୍ଟର ମିଟ୍‌’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ……
Read More...

ଅନିଶ୍ଚିତତାରେ ଓଡ଼ିଶାର କୁକୁଡ଼ା ଚାଷ : ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବ୍ୟବସାୟୀ

ଭୁବନେଶ୍ବର: ଓଡ଼ିଶାରେ ଯୁବଚାଷୀଙ୍କୁ ନିଯୁକ୍ତି ଦେଇ କୁକୁଡ଼ା ଚାଷର ବିକାଶ ପାଇଁ ପଶୁପତି ଗ୍ରୁପ୍‌, ସୁଗୁଣା, ଭେଙ୍କି, ସାଲିମାର ଇତ୍ୟାଦି ପ୍ରମୁଖ କମ୍ପାନୀ କିଛିବର୍ଷ ଧରି ଉଦ୍ୟମ କରି ଆସୁଛନ୍ତି । ଫଳରେ ଏକୀକୃତ…
Read More...

ଦୋମୁହାଁକୁ ସାବଧାନ

ଶେଷରେ ଭାରତ ଓ ଚୀନର ଉଚ୍ଚ ସେନାଧିକାରୀଙ୍କ ଆଲୋଚନା ସଫଳ ହୋଇଛି ଏବଂ ବିବାଦୀୟ ଗୋଗ୍ରା-ହଟ୍‌ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଉଭୟ ପକ୍ଷ ସୈନିକ ଅପସାରଣ କରିଛନ୍ତି। ସେଠାରେ ଥିବା ଅସ୍ଥାୟୀ ନିର୍ମାଣଗୁଡ଼ିକୁ ଧ୍ବସ୍ତ କରାଯାଇ…
Read More...

ଭେଜାଲ ଖାଦ୍ୟର ଦୁନିଆ

ଆଧୁନିକ ବୈଷୟିକ ଜ୍ଞାନରେ ବଳୀୟାନ ହୋଇ ମଣିଷ ଆଗକୁ ବଢ଼ି ଚାଲିଛି। ହେଲେ ଆଧୁନିକ ଜ୍ଞାନକୌଶଳରେ ଯେତେ ବଳୀୟାନ ହେଲେ ମଧ୍ୟ ତାକୁ ଜୀବନଧାରଣ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ଯେତେେଳେ ମାତୃଗର୍ଭରେ ଭ୍ରୂଣଟିଏ…
Read More...

ଶିକ୍ଷା ଓ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ

ଦିନ ଥିଲା ପିତାମାତା ପୁତ୍ରକନ୍ୟାଙ୍କୁ ଯେଉଁ ଶିକ୍ଷା ଦେବାକୁ ଚାହୁଁଥିଲେ ତାହା ଭକ୍ତକବି ମଧୁସୂଦନଙ୍କ ଭାଷାରେ ଥିଲା, ‘କ୍ଷୁଦ୍ରକୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର/ ମୁହିଁ ସେହିପରି ଯତନେ ସଞ୍ଚିବି ଧର୍ମଧନ…
Read More...

ଟି୨୦ ବିଶ୍ବକପ୍‌: ଭାରତୀୟ ଦଳକୁ ଫେରିଲେ ବୁମ୍‌ରା, ହର୍ଷଲ

ନୂଆଦିଲ୍ଲୀ: ପୂର୍ଣ୍ଣ ଶକ୍ତିରେ ଫାଷ୍ଟବୋଲିଂ ଆକ୍ରମଣ ସହ ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଯାଉଛି। ସୋମବାର ଏହି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରା ଯାଇଥିବା ବେଳେ ଦଳକୁ ଦୁଇ…
Read More...

ହିମାଚଳରେ ୫ଲକ୍ଷ ନିଯୁକ୍ତି ଦେବାକୁ କଂଗ୍ରେସର ପ୍ରତିଶ୍ରୁତି

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ପକ୍ଷରୁ ଯୁବକଙ୍କୁ ଚାକିରି ପ୍ରଦାନ ନେଇ ବଡ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ କହିଛି ଯେ ଦଳ କ୍ଷମତାକୁ ଆସିଲେ ଆଗାମୀ ୫ବର୍ଷରେ ୫ଲକ୍ଷ…
Read More...

ଜାକ୍‌ଲିନଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ଦିଲ୍ଲୀ ପୁଲିସ ପୁନର୍ବାର ସମନ ଜାରି କରିଛି। ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ (ବୁଧବାର) ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ…
Read More...

ସ୍ବାମୀ ସ୍ବରୂପାନନ୍ଦଙ୍କ ଦୁଇ ଉତ୍ତରାଧିକାରୀ ଘୋଷିତ

ନୂଆଦିଲ୍ଲୀ: ମହାପ୍ରୟାଣ ଘଟିଥିବା ଦ୍ବାରକାପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କର ଦୁଇଜଣ ଉତ୍ତରାଧିକାରୀ ଘୋଷଣା କରାଯାଇଛି। ସ୍ବରୂପାନନ୍ଦ ଦ୍ବାରକାର ଶାରଦା ପୀଠ ଓ ବଦ୍ରିନାଥର ଜ୍ୟୋତିର୍ମଠ…
Read More...

ଏମ୍ସରେ ଲାଗିବ ଅତ୍ୟାଧୁନିକ ଲିନାକ୍ ମେସିନ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ବିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ସ୍ଥାପନ କରାଯିବ। ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ। ଏହି…
Read More...

ପ୍ରତିଷ୍ଠା ହେବ ଅଯୋଧ୍ୟାର ରାମ ମନ୍ଦିର; ୨୦୨୪ ଜାନୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର । ପ୍ରାୟ ୧୮ଶହ କୋଟି ଟଙ୍କା ମୂଲ୍ୟରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରର ପ୍ରତିଷ୍ଠା ୨୦୨୪ ଜାନୁଆରୀ ମାସରେ ହେବ ବୋଲି…
Read More...

ମୃତ ଘଡ଼ିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର: ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳି ମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଛନ୍ତି l କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା  ଦେଖିବାକୁ ମିଳିଛି l ତେବେ କୁମ୍ଭୀରଟି ବନ୍ୟା ସମୟରେ…
Read More...

ଅଳଗୁମ କାଠିଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାବେଶ

ସୁଆଣ୍ଡୋ: ସତ୍ୟବାଦୀ ବ୍ଳକ ସ୍ଥିତ ଅଳଗୁମ ଗ୍ରାମର ଦେବୀ  ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ମା’ଙ୍କର ପିୟ ଭୋଗ ମଣ୍ଡା ପିଠା । ଏହି ପରିପ୍ରେକ୍ଷୀରେ ଭାଦ୍ରବମାସ ଷଷ୍ଠୀ…
Read More...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ 

ଦେବଗଡ଼: ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ କନ୍ଦର୍ପ ଗ୍ରାମରୁ ଆଜି ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ବିଜୟ କିସାନ(୩୭) ଓ ତାଙ୍କ ଘର ନିକଟସ୍ଥ ପାଣିଭଣ୍ଡାର ଗ୍ରାମରେ…
Read More...

ଗଛ ଡାଳରେ ଲାଖି ରହିଲା କଣ୍ଟେନର, ରାସ୍ତା ଅବରୋଧ

କଲମପୁର: କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ବିରାଟକାୟ ଲିମ୍ବ ଗଛ ଡାଳରେ ଏକ କଣ୍ଟେନର ଲାଖି ରହିଥିଲା । ଏହାଦ୍ୱାରା କଣ୍ଟେନର ଡ୍ରାଇଭର ଗାଡି ଭିତରେ ଫସି ରହିଥିଲେ ।…
Read More...

ଦୁଇ ବାଇକ୍‌ ଦୁର୍ଘଟଣା; ୫ ଆହତ

ଗୋପାଳପୁର: ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରୁ କରାପଲ୍ଲୀ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଗତକାଲି ରାତି ପ୍ରାୟ ସାଢେ଼ ୭ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ…
Read More...

ବିଶ୍ଵ ହିନ୍ଦୁ ପରିଷଦର ବୈଠକ; ନୂତନ ଜିଲା କମିଟି ଗଠନ

ନବରଙ୍ଗପୁର: ଜିଲା ବିଶ୍ଵ ହିନ୍ଦୁ ପରିଷଦର ଏକ ଜରୁରୀ ବୈଠକ ଡାବୁଗାଁ ସରସ୍ବତୀ ଶିଶୁ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଛି । ଜିଲାର ନୂତନ ସାଂଗଠନିକ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯାଇ ୩୨ଟି ବିଭାଗକୁ ବିଶେଷକରି ଧ୍ୟାନ…
Read More...

ସମାଜ ପ୍ରଭାବ; ଅଗ୍ନିବୀର ଆଶାୟୀଙ୍କୁ ମିଳିଲା ପ୍ରଶାସନର ସହଯୋଗ

ସମ୍ବଲପୁର: ସେନାରେ ସୀମିତ ଅବଧି ପାଇଁ ନିଯୁକ୍ତି ଯୋଜନା ଅଗ୍ନିବୀର ପାଇଁ ଏବେ ସମ୍ବଲପୁର ଠାରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏହି କ୍ରମରେ ସମ୍ବଲପୁରରେ ଚଳିତ ମାସ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ସହରର ଉପକଣ୍ଠସ୍ଥ…
Read More...

ଦିଲ୍ଲୀ ଜୁହାର ପରିବାରର ନୂଆଁଖାଇ ଭେଟଘାଟ ଆୟୋଜିତ

ସମ୍ବଲପୁର: ରାଜଧାନୀ ନୂଆଦିଲ୍ଲୀ ଠାରେ ଥିବା ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଙ୍ଗଠନ ‘ଜୁହାର ପରିବାର’ ପକ୍ଷରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉତ୍ସାହର ସହିତ ପାଳିତ ହୋଇଯାଇଛି । ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ…
Read More...

ଚର୍ତୁଥ ଥର ପାଇଁ ଉପ ସଭାପତି ହେଲେ ଦୁଲାଲ  

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ଜିଲା କ୍ରୀଡା ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଚର୍ତୁଥ ଥର ପାଇଁ ଓଡିଶା ଆଥଲେଟିକ ଏସୋସିଏସନର ଉପ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କଟକ ଠାରେ…
Read More...

ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ                 

ସମ୍ବଲପୁର: ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ମେଘପାଳ ପଞ୍ଚାୟତର ଦାଉପଡା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର…
Read More...

ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା କମିଟି ଗଠିତ      

ସମ୍ବଲପୁର: ସମ୍ବଲପୁରର ବଡବଜାର ସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ସଭାରେ ଚଳିତ ବର୍ଷର ପୂଜା…
Read More...

କିଏ ଜବତ କଲା କାଠ ବୋଝେଇ ପିକପ୍ ଭ୍ୟାନ ?

ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କପସିଲାରେ ଗାଁ ମଝିରେ ଗତ ୬ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏରେ ଏକ ଚୌଖୁଟ ବୋଝେଇ ପିକପ୍ ଭ୍ୟାନକୁ ତୁଷୁରା ପୁଲିସ ଦ୍ବାରା ଜବତ ହୋଇଥିବା ଚର୍ଚ୍ଚା ହେଉଛି ।…
Read More...

କମ୍ପାନୀ ମନମ୍ମୁଖୀ କାର୍ଯ୍ୟରେ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ

ଆଠଗଡ଼: କୁକୁଡ଼ା ଚାଷୀଙ୍କୁ ଚିଆଁ ଏବଂ ଦାନା ଯୋଗାଇ ଦେଉଥିବା ବିଭିନ୍ନ କମ୍ପାନୀଗୁଡ଼ିକର ମନମ୍ମୁଖୀ କାର୍ଯ୍ୟରେ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ନିମ୍ନମାନର ଦାନା ଏବଂ ଚିଆଁ ଯୋଗାଣ ପ୍ରଭାବରେ ଅଧିକାଂଶ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ବି ଭିଜିବ ଓଡ଼ିଶା…ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା… ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଅଶାନ୍ତ ରହିବ… ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା… କିଛି ଜିଲ୍ଲାରେ ପ୍ରବଳ ବର୍ଷା…
Read More...

ବୁର୍ଲା ସହରରେ ବଢ଼ୁଛି ଅପରାଧ; ଶକ୍ତିନଗରରେ ନୃଶଂସ ହତ୍ୟା

ବୁର୍ଲା: ଶିକ୍ଷାନଗରୀ ଏବଂ ସ୍ୱାସ୍ଥ୍ୟନଗରୀ ଆଖ୍ୟା ପାଇଥିବା ବୁର୍ଲା ସହର ଏକ ଅପରାଧର ସହର ପାଲଟିବାକୁ ବସିଲାଣି । ଏପରିକି ଧୀରେ ଧୀରେ ବାଳ ଅପରାଧୀଙ୍କ ସହର ପାଲଟିବା ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଚିନ୍ତାର କାରଣ…
Read More...

ପରାଜୟରୁ ଆରମ୍ଭ, ଚମ୍ପିଆନରେ ଶେଷ

ଦୁବାଇ: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ପରାଜୟ ପରେ କେହି ବି କଳ୍ପନା କରିପାରିନଥିଲେ ଶ୍ରୀଲଙ୍କା ଏସିଆ କପ୍‌ କ୍ରିକେଟ -୨୦୨୨ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିବ। ଅନିଶ୍ଚିତତାର ଖେଳ କ୍ରିକେଟରେ ସବୁ…
Read More...

ଟ୍ବେଣ୍ଟି୨୦ ବିଶ୍ବକପ : ବୁମ୍‌ରା, ହର୍ଷାଲଙ୍କ ଫିଟ୍‌ନେସ ଉପରେ ନଜର

ନୂଆଦିଲ୍ଲୀ: ଏସିିଆ କପ୍‌ କ୍ରିକେଟ ଦଳରୁ ଆହତ ପାଇଁ ବାଦ୍‌ ପଡିଥିଲେ ଭାରତର ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ହର୍ଷାଲ ପଟେଲ। ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ…
Read More...

ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ୨୦୦୮ ମସିହା ପରବର୍ତ୍ତୀ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା ୧୫୦ ଦିନରେ ପହଞ୍ଚିଛି। ଗତ ୫ ତାରିଖ‌େ‌ର ସଂଘ…
Read More...

ସୁପଣ୍ଡିତଙ୍କ ବ୍ୟଥାବେଦନା

ଆଜିକାଲି ପଣ୍ଡିତ ବାପୁଡ଼ାମାନେ ଘୋର ସଂକଟ ଦେଇ ଗତି କରୁଛନ୍ତି। ରାତିରାତି ଉଜାଗର ରହି, ରାଶିରାଶି ପୁସ୍ତକ ଘାଣ୍ଟି ସେମାନେ ଯେଉଁ ଜ୍ଞାନ ଠୁଳ କରୁଛନ୍ତି ଓ ଯେଉଁ ଜ୍ଞାନକୁ ସର୍ବସାଧାରଣରେ ବିତରଣ କରିବାପାଇଁ ଅତିଶୟ…
Read More...

ଅମୃତ କାଳର ପଞ୍ଚ ପ୍ରତିଜ୍ଞା

ଚଳିତବର୍ଷ ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲାର ରକ୍ତିମ ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନ ମାଧ୍ୟମରେ ଆଉ ଏକ କୀର୍ତ୍ତି ସ୍ଥାପନ ହୋଇଥିଲା; ତାହା ଥିଲା ଏକ…
Read More...

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ରାଜ୍ୟର ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ବି.ଟେକ, ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସେପ୍ଟେମ୍ବର ୧୩ରୁ ଅନଲାଇନ…
Read More...

କଣ୍ଟାମାଳ ବ୍ଲକ ସମିତି ସଭ୍ୟ/ସଭ୍ୟାଙ୍କ ବୈଠକ

ବୌଦ୍ଧ/କଣ୍ଟାମାଳ: ଆଜି କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତର ସମସ୍ତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଳିପଦର ସମିତି ସଭ୍ୟଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

୩୬ କେଜି ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ପୁଲିସ ଦ୍ୱାରା ଜଣେ ଅଭିଯୁକ୍ତ ଗିରଫ ହେବା ସହ ୩୬ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ  ବଘିଆପଡା ଫାଣ୍ଡି କର୍ମଚାରୀ ଏନେଇ ବିଶେଷ ସୁତ୍ରରୁ…
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ

ବୌଦ୍ଧ: ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାୟ ୭୦ ଜଣ ଅଭିଭାବକ ଯୋଗଦେଇଥିଲେ ।…
Read More...

ଡମ୍ବରୁଗଡ ଠାରେ କୋଶଳ ସଂଗଠନ ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଡମ୍ବରୁଗଡ ମଠ ଠାରେ କୋଶଳ ସଂଗଠନର ଏକ ଜରୁରୀ ବୈଠକ  ଅନୁଷ୍ଠିତ ହୋଇଯାଇଛି । ଜିଲା ଆବାହକ ଶୋଭନ କୁମାର କର୍ଣ୍ଣଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଲଗା କୋଶଳ…
Read More...

ଶିକ୍ଷା ବିଭାଗର ବିଚିତ୍ର ନିତି; ଅବସର ପରେ ଶିକ୍ଷକଙ୍କୁ ପଦୋନ୍ନତି 

ବୌଦ୍ଧ: ବିଭିନ୍ନ କାରଣକୁ ନେଇ ଜିଲା ଶିକ୍ଷା ବିଭାଗ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପୂର୍ବରୁ ଗୋଟିଏ ଗ୍ରାମରେ ବିଦ୍ୟାଳୟ ନଥାଇ ସେଠାକୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ପରେ ଏହା ବିଧାୟକଙ୍କ ଭୁଲ…
Read More...

ପାଟଣାରେ କୁକୁଡ଼ା ଚାଷୀ ସଂଘର ବୈଠକ; ୧୫ରୁ କୁକୁଡ଼ା ଚିଆଁ ସଂଗ୍ରହ ବନ୍ଦ

ପାଟଣା: କୁକୁଡ଼ା ଚିଆଁ ସଂଗ୍ରହ ନକରିବାକୁ ଚେତାବନୀ ଦେଇଛନ୍ତି କୁକୁଡ଼ା ଚାଷୀ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର କୁକୁଡ଼ା ଚାଷୀ ମାନଙ୍କ ଉପସ୍ଥିତିରେ ଆଜି ପାଟଣା ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତବନ୍ଧୁ…
Read More...

ପାଟଣା ବନାଞ୍ଚଳରେ ହାତୀ ଉପଦ୍ରବ; ଭାଙ୍ଗିଲେଣି ୨୪ଘର

ପାଟଣା: ପାଟଣା ବନାଞ୍ଚଳରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ହାତୀମାନେ ୨୪ଟି ଘର ଭାଙ୍ଗି ଥିବା ବେଳେ, କିଛି ଘରୁ ଧାନ ଚାଉଳ ମଧ୍ୟ ଖାଇଛନ୍ତି । ହାତୀ ଭୟରେ ରାତି ହେଲେ ଲୋକେ…
Read More...

ଲୁହା ଗେଟକୁ ବାଉଁଶ ଠେସ ଭରସା

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଠାରେ ଥିବା ପ୍ରାଣୀ ଚିକିତ୍ସାଳୟରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲୁହା ଗେଟ୍‌ ଲଗାଯାଇଥିଲା । ହେଲେ ଗେଟଟି ନିର୍ମାଣ ହେବା ଦିନ ଠାରୁ ଅକାମୀ ହୋଇପଡିଛି । ଫଳରେ ଉକ୍ତ…
Read More...

ସଂଧ୍ୟା @୬ଟା ମୁଖ୍ୟ ଖବର

(୧) ନକଲି ଔଷଧ କାରବାର ନେଇ କଟକର ଦୁଇ ଷ୍ଟକିଷ୍ଟଙ୍କ ନାମରେ ଏତଲା… ମାଣିକଘୋଷ ବଜାରରେ ଚଢ଼ାଉ କଲା ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ … ଯାଞ୍ଚ ବେଳେ ୩୦ଲକ୍ଷ ଟଙ୍କାର ନକଲି ଔଷଧ ଜବତ… ବାହାର ରାଜ୍ୟକୁ ୧୫ରୁ ୧୮ଲକ୍ଷ ଟଙ୍କାର…
Read More...

ବନ୍ୟାରେ ଭାଙ୍ଗିଲା ଘର; ଅସହାୟ ୩ ପରିବାର

ହରଭଙ୍ଗା; ମହାନଦୀ ବନ୍ୟାରେ ଅସହାୟ ହୋଇଛନ୍ତି ଗରିବ ପରିବାର । ଝାଟିମାଟି ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ହରଭଙ୍ଗା ଗ୍ରାମର ଟିକିରା ସାହିର ୩ଟି ଗରିବ ପରିବାର ବାସହରା ହୋଇ ପର ପିଣ୍ଡା ଏବଂ…
Read More...

ଜେଲରଙ୍କ ମାଡ଼ରେ କଏଦୀ ଗୁରୁତର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପକାରାଗାରରେ ଆଜି ଜଣେ କଏଦୀଙ୍କୁ ଜେଲର ମାଡ଼ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଉପକାରାଗାରରେ ରହୁଥିବା କଏଦୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନ…
Read More...

ଜିତିବ କି ୟୁକ୍ରେନ୍‌ ? ସୈନ୍ୟ ପ୍ରତ୍ୟାହାର କଲା ରୁଷ

କିଭ୍‌: ଏବେ ବି ଜାରି ରହିଛି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଗତ କିଛି ମାସ ଧରି ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଶେଷ ହେବାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର…
Read More...