ରାଜି ହେଲେ ଗୌରୀ

କିଙ୍ଗ୍ ଖାନ୍ ଶାହରୁଖ୍‌ଙ୍କ ପତ୍ନୀ ଗୌରୀଙ୍କୁ କିଏ ବା ନ ଜାଣେ। ଗୌରୀ ଯଦିଓ ଅଭିନୟ କରୁନାହାନ୍ତି କିନ୍ତୁ ଏହି କ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ। ନିଜ ପ୍ରଯୋଜନା ସଂସ୍ଥା, ଇଣ୍ଟେରିୟର ଡିଜାଇନିଂ କାର୍ଯ୍ୟକ୍ରମକୁ…
Read More...

ରାଶିଫଳ ବୁଧବାର (୨୧/୦୯/୨୦୨୨)

ମେଷ: ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇ ଚଳଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ହେବେ। ଯାନବାହନ ସୁଖ ମିଳିବ। ବୃଷ: ମନ ପ୍ରସନ୍ନ…
Read More...

ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ; ଦେଶୀ ମଦ ଭାଟି ଠାବ

ଭୁବନେଶ୍ୱର: ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ତରଫରୁ ଏହି ଚଢ଼ାଉ ହୋଇଛି । ଚଢ଼ାଉ କରାଯିବା ସମୟରେ ନିଜେ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ…
Read More...

ଦେଶରେ ଆଉ ୪ହଜାର ୪୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେବ ୫ ହଜାର ତଳେ କରୋନା ମାମଲା ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ…
Read More...

ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ; ୨ଶହ ତଳେ ରହିଛି ଆଜିର ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଆଉ ୧୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ… ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ଚଢ଼ାଉ କରୁଛି ସ୍ୱତନ୍ତ୍ର ସ୍କ୍ୱାଡ୍‌… ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ନିଜେ ଡିସିପି… ଗୋଟିଏ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ…
Read More...

ନୋଏଡ଼ାରେ କାନ୍ଥ ଭୁଶୁଡ଼ି ୫ମୃତ; ଅନେକ ଆହତ

ନୂଆଦିଲ୍ଲୀ:  ନୋଏଡାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ସେକ୍ଟର ୨୫ ଅଞ୍ଚଳରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ିପଡ଼ିବା ଫଳରେ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଅନୁମାନ…
Read More...

 ସୁଆଣ୍ଡୋ ଗ୍ରାମକୁ ବିଭିନ୍ନ ଅଧିକାରୀଙ୍କ ଗସ୍ତ; ବିଭିନ୍ନ କାର୍ଯ୍ୟ ୧୫ ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ…

ସୁଆଣ୍ଡୋ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ସୋମବାର ରାଜ୍ୟ ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଐତିହ୍ୟ ଗ୍ରାମରେ ପହଞ୍ଚି ଚାଲିଥିବା ଉନ୍ନୟନ…
Read More...

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣା; ତଦନ୍ତ କରିବ ଏସ୍ଆଇଟି

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାରେ ଏସ୍ଆଇଟି ତଦନ୍ତ କରିବ ବୋଲି କୁହାଯାଇଥିବା ବେଳେ, ଶନିବାର ଦିନ ଯାଏ…
Read More...

ଗାଡ଼ି ପୂଜା ବେଳେ ନନାଙ୍କ ଅଜବ ଶ୍ଳୋକ; ଦେଖନ୍ତୁ ଦେବଗଡ ଜିଲ୍ଳାର ଏହି ଭିଡିଓ

ଦେବଗଡ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଗାଡ଼ିଟି ରାସ୍ତାରେ ଛିଡ଼ା ହୋଇଛି । ଆଉ ରାସ୍ତାରେ ଗାଡିକୁ ପୂଜା କରୁଛନ୍ତି ଜଣେ ବ୍ରାହ୍ମଣ । ଗାଡ଼ିଟି ପୂଜା ହେଉଛି ସତ କିନ୍ତୁ, କିଛି ଅଜବ କଥା ଓ କିଛି ମଜାଦାର ଶ୍ଲୋକକୁ…
Read More...

ମାଙ୍କଡ଼ ଡରରେ କୁକୁରର ଚିତ୍କାର; ଦେଖନ୍ତୁ ଏହି ଭିଡିଓ

ଦେଖନ୍ତୁ ମାଙ୍କଡ଼ ଓ କୁକୁରର ଏହି ଭିଡିଓକୁ । ସାଧାରଣତଃ କୁକୁରକୁ ମାଙ୍କଡ଼ ମାନେ ଡରୁଥିବା ଦେଖିଥିବେ । ହେଲେ ଏଠି ଗୋଟିଏ ଛୁଆ କୁକୁରକୁ ମାଙ୍କଡଟି କିପରି ଡରାଉଛି ଦେଖନ୍ତୁ ।…
Read More...

କାମ କରି ପାଉଣା ପାଇନଥିବାରୁ ୪ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଶ୍ରମିକ

ପାଟଣାଗଡ: ଲରମ୍ଭା ଥାନା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାନ୍ଧେନମାଲ ଏବଂ ଖୋଲାଗଡର କେତେକ ଶ୍ରମିକ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରି ଦୀର୍ଘ ଦିନ ପରେ ମଧ୍ୟ ସେମାନଙ୍କ ପାଉଣା ପାଇନଥିବାରୁ…
Read More...

ଗାନ୍ଧୀ ଗ୍ରାମରେ ହାତୀ ଭୟ

ବୌଦ୍ଧ: ଜାତୀୟ ରାଜପଥ କଡ଼ରେ ଥିବା ଲାଣ୍ଡିବନ୍ଧ ନିକଟ ଗାନ୍ଧୀ ଗ୍ରାମରେ ହାତୀ ଆତଙ୍କ ଦେଖା ଦେଇଛି । ହାତୀଙ୍କୁ କେହି ଦେଖି ନଥିଲେ ସୁଦ୍ଧା ସୋମବାର ସକାଳେ ଗ୍ରାମର ବିଭିନ୍ନ ସ୍ଥାନରେ ହାତୀର ପାଦ ଚିହ୍ନ ଦେଖା…
Read More...

କେନାଲକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୁର ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲକୁ ସୋମବାର ମାଧ୍ୟାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଜଣାଯାଇଛି l  ବୃଦ୍ଧ ଜଣଙ୍କ…
Read More...

ଚୋରା ଚାଲାଣ ହେଉଛି କେନ୍ଦୁ କାଠ; ନୀରବଦ୍ରଷ୍ଟା ବିଭାଗ

କାମାକ୍ଷାନଗର: ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଳାଞ୍ଚଳରେ କେନ୍ଦୁକାଠ ବାହାରକୁ ଚୋରା ଚଲାଣ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି l ପଶ୍ଚିମାଞ୍ଚଳ ରେଞ୍ଜର କନ୍ଧରା ବିଟ…
Read More...

 ସକାଳ @୯ ମୁଖ୍ୟ ଖବର

(୧) ଆହୁରି ବର୍ଷିବ ଦୁଇ ଦିନ… ୯ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର… ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ…
Read More...

ସାଥୀ ବରିଷ୍ଠ ଖେଳାଳିଙ୍କ ବିରୋଧରେ ଗମ୍ଭୀରଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ତାରକା ଓପ୍‌ନର ତଥା ସାଂସଦ ଗୌତମ ଗମ୍ଭୀର କିଛି ସାଥୀ ଖେଳାଳିଙ୍କ ନାମରେ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୧ ବିଶ୍ବକପ୍‌ର ସେମିଫାଇନାଲ ବେଳେ ଦଳର…
Read More...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ଆଜି

ମୋହାଲି: ଆସନ୍ତାମାସର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହେବା ପାଇଁ ଭାରତ ଆଉ ୬ଟି ଟି୨୦ ମ୍ୟାଚ୍‌ ଖେଳିବ। ଏହା ପୁଣି ବିଶ୍ବର ୨ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଘରୋଇମାଟିରେ ଭାରତ…
Read More...

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦୀ ନାହାନ୍ତି: ମମତା

କଲକାତା: ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଡିତ ନାହାନ୍ତି। ବିଜେପିର କେତେକ ନେତା ନିଜର ସ୍ବାର୍ଥ ସାଧନ ନିମନ୍ତେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ…
Read More...

ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ଦିର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମନ୍ଦିର ନିର୍ମିତ ହୋଇଛି। ଅଯୋଧ୍ୟା ରାମ ଜନ୍ମଭୂମି ସ୍ଥଳ ଠାରୁ ୧୫ କିମି ଦୂରରେ ମସୌଧା ବ୍ଲକର ମୌର୍ଯ୍ୟ ଗ୍ରାମରେ ଏହି ମନ୍ଦିର ତିଆରି ହୋଇଛି।…
Read More...

ଚୀନ୍‌‌ରେ ଉଡ଼ନ୍ତା କାର୍

ବଜାରକୁ କେତେ ଶୀଘ୍ର ଉଡ଼ନ୍ତା କାର୍ ଆସିବ, ଏହି ତଥ୍ୟ ଜାଣିବା ପାଇଁ ଧନୀ ଗରାଖମାନେ ଚାତକ ପରି ଅନାଇ ରହିଛନ୍ତି । ଖବର ଶୁଣିବା ମାତ୍ରେ ସମସ୍ତେ ବୁକିଂ କରିବାକୁ ଚାହିଁ ବସିଛନ୍ତି। ସମସ୍ତ କଳ୍ପନାର ଅନ୍ତ ଘଟାଇ…
Read More...

ରାଶିଫଳ ମଙ୍ଗଳବାର (୨୦/୦୯/୨୦୨୨)

ମେଷ: ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଦୟାଧର୍ମରେ  ବିଲୀନ ହେବେ। ସରକାରୀ ଅର୍ଥ ମିଳିବ। ବୃଷ:ଭାଗ୍ୟଲକ୍ଷ୍ମୀ ବରଦାୟିକା…
Read More...

୨୯ରୁ ନଡ୍ଡାଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ବିଜେପିକୁ ସଙ୍ଗଠନ ସୁଦୃଢ଼ ଚିନ୍ତା ଘାରିଛି। ଏହାକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି ।…
Read More...

ଭାରତୀୟ ଜଙ୍ଗଲରେ ଆଫ୍ରିକୀୟ ଚିତା

ବାଘ ରଡ଼ି ନିହାତି ମନୁଷ୍ୟ ମନରେ ଭୟ ସୃଷ୍ଟି କରିଥାଏ। କିଛି ବର୍ଷ ପୂର୍ବେ ବାଘ ରଡ଼ି ଶୁଣିବା ମାତ୍ରେ ଲୋକ ଭୟରେ ଥରହର ହୋଇ ତାଟିକବାଟ ବନ୍ଦ କରିବାକୁ ବାଧ୍ୟ ହେଉଥିଲେ। ଜଙ୍ଗଲରେ ବସବାସ କରୁଥିବା ଏହି ପ୍ରାଣୀଟି…
Read More...

ମାନବ ବିକାଶରେ ଭାରତ ପଛୁଆ କାହିଁକି ?

ନିକଟରେ ମିଳିତ ଜାତିସଂଘର ୟୁଏନ୍‍ଡ଼ିପି ସଂସ୍ଥା ପକ୍ଷରୁ ୨୦୨୧ ବର୍ଷର ବିଶ୍ୱ ମାନବ ବିକାଶ ସୂଚକାଙ୍କ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଭାରତ ମାନବ ବିକାଶରେ ପୂର୍ବବର୍ଷଠାରୁ ଆହୁରି ତଳକୁ ଯାଇ ବିଶ୍ୱର ୧୯୧ଟି ଦେଶ…
Read More...

ଜାତୀୟ କ୍ରୀଡ଼ା: ୨୨ଟି ଖେଳରେ ଓଡ଼ିଶାରୁ ୨୭୮ ପ୍ରତିଯୋଗୀ

କଟକ: ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଗୁଜରାଟର ବିଭିନ୍ନ ସହରରେ ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଆୟୋଜିତ ହେଉଛି। ଏହି କ୍ରୀଡ଼ାରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡ଼ାବିତ୍‌ ଭାଗ ନେଉଛନ୍ତି।…
Read More...

ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା; ବିପଦସଙ୍କେତ ଛୁଇଁଲା ହୀରାକୁଦ

ଭୁବନେଶ୍ବର: ଉତ୍ତର ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା…
Read More...

ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା; ପିଛିଲା ଭାବେ ଜାନୁଆରୀରୁ ଲାଗୁ ହେବ ବର୍ଦ୍ଧିତ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ଦୁର୍ଗା ପୂଜା ପୂର୍ବରୁ ରାଜ୍ୟ ସରକାର କର୍ମଚାରୀ ମାନଙ୍କୁ ଉପହାର ଦେଇଛନ୍ତି । ସରକାରଙ୍କ ପକ୍ଷରୁ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି…
Read More...

ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଜି ଡ୍ୟାମର ୪ଟି ଗେଟ୍‌ ଖୋଲାଯାଇଛି । ପ୍ରାୟ ଦିନ ୧୨ଟାରେ ସୁଦ୍ଧା ପର୍ଯ୍ୟାୟକ୍ରମେ ୪ଟି ଗେଟ୍‌ ଖୋଲିବା ନେଇ…
Read More...

ସୃଷ୍ଟି ହେଲା ଲଘୁଚାପ; ୨୪ଘଣ୍ଟା ମଧ୍ୟରେ ଆହୁରି ହେବ ଘନୀଭୂତ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ଆଗାମୀ ୨୪ଘଣ୍ଟା…
Read More...

ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ

ଯାଜପୁର: ବର୍ଷବର୍ଷ ଧରି ପାହାଡ଼, ବନ, ଜଙ୍ଗଲ ନିକଟରେ ବସ୍ତି କରି ରହୁଥିବା ଆଦିବାସୀ ମାନେ ସ୍ଥାୟୀ ଜମି ପଟ୍ଟା ପାଇ ପାରୁନଥିଲେ । ଫଳରେ  ସେମାନେ ସରକାରଙ୍କ ବିଭିନ୍ନ ମହତ୍ୱପୂର୍ଣ୍ଣ ଯୋଜନାରୁ ବଞ୍ଚିତ ହେଉଥିଲେ ।…
Read More...

ଅଚଳକୋଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର; ୧୨୬ ୟୁନିଟ୍‌ ରକ୍ତ ସଂଗୃହିତ

ତିଗିରିଆ: ତିଗିରିଆ ବିଜୁ ମହିଳା, ଯୁବ, ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ପକ୍ଷରୁ ଅଚଳକୋଟ ତିନିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ…
Read More...

ବସ୍‌ ଧକ୍କାରେ ସ୍କୁଟି ଚାଳକ ଗୁରୁତର

ତିଗିରିଆ: ଖୁଣ୍ଟୁଣୀ-ନରସିଂହପୁର ରାଜ୍ୟ ରାଜପଥର ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ ଠାରେ ରବିବାର ସନ୍ଧ୍ୟାରେ ଏକ ବସ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବର ମୁତାବକ ନରସିଂହପୁରରୁ କଟକ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ… ୬୧ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା… କିଡନୀ ରୋଗରେ ପୀଡ଼ିତ ଥିଲେ ବିଷ୍ଣୁ… ଗତ ମାସେ ଧରି ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା… ବିରୋଧୀ ଦଳ…
Read More...

ଅଭିଯୁକ୍ତକୁ ଧରିବା ବେଳେ ପୁଲିସ ହଟହଟ୍ଟା; ଆକ୍ରମଣ କଲେ ମହିଳା

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ ଓ ଚୋରି ବଢ଼ିବାରେ ଲାଗିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଥାନା ଏଣ୍ଡର ଗ୍ରାମକୁ ଯାଇଥିବାବେଳେ ସଙ୍ଗବଦ୍ଧ ଭାବେ…
Read More...

ଜିପ୍‌ ସହ ୧୦୨ କିଗ୍ରା ଗଞ୍ଜେଇ ଜବତ; ୨ ଗିରଫ           

ସମ୍ବଲପୁର: ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମଝିରେ ମଝିରେ ବିଭିନ୍ନ ସୁରକ୍ଷା ଏଜେନ୍ସି ମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଯୋଗୁ ବିପୁଳ ଗଞ୍ଜେଇ ଜବତ ହେଉଛି…
Read More...

ୱାଲର୍ଡ କଲଚର ଆର୍ଟିଷ୍ଟ ଏସୋସିଏସନର ଉପ ସଭାପତି ହେଲେ ଆଲୋକ ପଣ୍ଡା

ସମ୍ବଲପୁର: ସାରା ବିଶ୍ୱରେ କଳା ଓ ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ ଗଠିତ ୱାଲର୍ଡ କଲଚର ଆର୍ଟିଷ୍ଟ ଏସୋସିଏସନର ଉପ ସଭାପତି ରୂପେ ସମ୍ବଲପୁରର ନୃତ୍ୟଗୁରୁ ଆଲୋକ କୁମାର ପଣ୍ଡା ମନୋନୀତ ହୋଇଛନ୍ତି । ଭାରତ ଦେଶକୁ ଶ୍ରୀ…
Read More...

ଅନୁସୂଚିତ ଜାତି ଜନଜାତି କମିଟି ପକ୍ଷରୁ ଭେଟଘାଟ କାର୍ଯ୍ୟକ୍ରମ      

ସମ୍ବଲପୁର: ସମ୍ବଲପୁର ଜିଲା ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନ୍ଦେଶ…
Read More...

ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଫୁଲବାଣୀ: ଫୁଲବାଣୀ ନଗର ବିଜେପି ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ…
Read More...

ଲଇଡା ବଳିଯାତ୍ରା ପାଇଁ ପୂଜା କମିଟି ଗଠନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଳିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୭୭୦ ମସିହାରୁ ଲଇଡାରେ ଅନୁଷ୍ଠିତ ହୋଇ ଆସୁଥିବା ବଳିଯାତ୍ରା ଆୟୋଜନ ଏବଂ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ଥିବା ଶୟାମ୍‌ ମେଟାଲିକ୍ସ କାରଖାନା ବାଡ ନିକଟରୁ ରେଙ୍ଗାଲି ପୁଲିସ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଏକ  ଲାଲ୍‌…
Read More...

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶେକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ…
Read More...

ନକଲି ଔଷଧର ଚେର ଖୋଜୁଛି ଡ୍ରଗ ବିଭାଗ; ୬ ଟି ସ୍ଥାନରେ ଚଢ଼ଉ 

ସମ୍ବଲପୁର: କରୋନା ସମୟରେ ସାରା ରାଜ୍ୟରେ ନକଲି ଔଷଧ ଧରା ପଡିବାର ଏକ ବର୍ଷ ପରେ ପୁର୍ନବାର ନକଲି ଔଷଧ କଳାବଜାରୀ ମାନେ ସକ୍ରିୟ ହୋଇ ଉଠିବାର ଖବର ମିଳିବା ପରେ ଡ୍ରଗ ବିଭାଗ ସକ୍ରିୟ ହୋଇ ପଡିଛି । ସମ୍ବଲପୁର ଠାରେ ଗତ ୮…
Read More...

ବିଷ୍ଣୁଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌…
Read More...

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ, ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହେଉଛନ୍ତି ଚାଷୀ: ଭାଜପା…

ସମ୍ବଲପୁର: ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନ ଥିବାରୁ ମନମୁଖୀ ଶାସନ ଯୋଗୁଁ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ଅଭିଯୋଗ ଆଣିଛନ୍ତି ରାଜ୍ୟ ଭାଜପା ସାଧାରଣ…
Read More...

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର: ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ୬୧ ବର୍ଷ ବୟସରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବିଜେପି ବିଧାୟକ ତଥା ବିରୋଧୀ ଦଳ…
Read More...

ଶକ୍ତିପୀଠରେ ଷୋଡଶ ଉପଚାର ପୂଜା

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲଇଡା, ରମ୍ପେଲାକେମ୍ପ, ସାଳଡ, ଲପଙ୍ଗା, ତୁଳାରମା(ଝାଙ୍କରପାଲି) ପୁଡାପଡା ଆଦି ଗ୍ରାମରେ ଶୋଡଶ ଉପଚାର ପୂଜା ଆରମ୍ଭ ହୋଇଛି ।  ଏହି ଅବସରରେ ବ୍ଲକ୍  ତଥା ଜିଲ୍ଲାର ଅନ୍ୟତମ ପ୍ରାଚୀନ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ… ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ… ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା… ଆଗାମୀ ୭୨ ଘଣ୍ଟା ଯାଏଁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ…
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସତ୍ଵ ସମାରୋହ 

ବୌଦ୍ଧ: ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବୌଦ୍ଧ ସହର ଟାଉନ ହଲରେ "ବର୍ଷା ସୃଜନୀ" ସାହିତ୍ୟ ଉତ୍ସବ ଅତ୍ୟନ୍ତ ଆତ୍ମୀୟ ପରିବେଶରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିତେନ୍ଦ୍ର ନାରାୟଣ ଦାଶ,ଅଧ୍ୟକ୍ଷ, ସରକାରୀ…
Read More...

କିଙ୍ଗ ଚାର୍ଲସଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ହେବ । ଏଥିଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ରହିଛନ୍ତି । ଗତକାଲି ରାଷ୍ଟ୍ରପତି ମୁର୍ମୁ ଲଣ୍ଡନ ଯାଇଥିବା ବେଳେ ଆଜି କିଙ୍ଗ ଚାର୍ଲସଙ୍କୁ…
Read More...

ଖୋଲିବ ହୀରାକୁଦ ଡ୍ୟାମର ୪ଟି ଗେଟ୍‌

ଭୁବନେଶ୍ୱର: ପୁଣି ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିଥିବା ଜଣାପଡ଼ିଛି । ଫଳରେ ଡ୍ୟାମର ୪ଟି ଗେଟ୍‌ ଆଜି ଖୋଲାଯିବ । ଦିନ ୧୦ଟାରେ…
Read More...

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ; ଆଜିଠୁ ବଢ଼ିବ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷାର ପ୍ରଭାବ ବଢ଼ିବା ନେଇ କୁହାଯାଇଛି । ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଥିବା ବେଳେ, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ…
Read More...

ପିଏଫଆଇ ବିରୋଧରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ; ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚାଲିଛି ଚଢ଼ାଉ

ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଆଇଏ । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଚଢ଼ାଉ କରୁଛି । ସୂଚନା ଅନୁଯାୟୀ ଅଗଷ୍ଟ…
Read More...

ରେଙ୍ଗାଳି ବାମ କେନାଲରେ ବୁଡି ଶିଶୁକନ୍ୟାର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳିସ୍ଥିତ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରେ ବୁଡି ଜଣେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ଜିରିଡାମାଳି ଗାଁର ବାପୁନ ଚମ୍ପିଆଙ୍କ…
Read More...

ଚୀନରେ ବଡ଼ ଧରଣର ବସ୍‌ ଦୁର୍ଘଟଣା; ୨୭ଜଣଙ୍କ ମୃତ୍ୟୁ

ଉହାନ: ଚୀନରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା…
Read More...

ଲାୟନ୍ସ କ୍ଲବ୍ ପକ୍ଷରୁ ଗଉର ଟିକ୍ରା ଶ୍ରୀ କୃଷ୍ଣାନନ୍ଦ ଅନାଥାଶ୍ରମରେ ରନ୍ଧା ଖାଦ୍ୟ ଓ ପଢା ସାମଗ୍ରୀ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଅତାବିରାରେ ଅନେକ ଗୁଡ଼ିଏ ଅନୁଷ୍ଠାନ ଅଣ୍ଟା ଭିଡିଛନ୍ତି । ସେଥି ମଧ୍ୟରୁ ଲାୟଂସ୍ କ୍ଲବ୍ ଅନ୍ୟତମ । ଏହି କ୍ଲବ୍ ବା ଅନୁଷ୍ଠାନର କର୍ମକର୍ତ୍ତା ମାନେ ଅଞ୍ଚଳରେ…
Read More...

ବୁର୍ଲା ସହରରେ ମହା ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ପାଳିତ; ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ବୁର୍ଲା: ଚଳିତ ବର୍ଷ ମଧ୍ୟ ବୁର୍ଲା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ମାନଙ୍କରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଦୁଇବର୍ଷର କରୋନା କଟକଣା ପାର୍ବଣ…
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡା: ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଶୁକୃଳି ବ୍ଲକ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପୁରୀବାସୀ ଦେଖିଲେ ବାୟୁ ବୀରଙ୍କ କମାଲ… ମେଘୁଆ ଆକାଶରେ ହେଲା ସୂର୍ଯ୍ୟ କିରଣ ସୋ’… ଏକା ସଙ୍ଗେ ଦୁଃସାହସିକ କଳା କୌଶଳ ଦେଖାଇଲେ ୯ଟି ହକ୍‌ ବିମାନ… ବ୍ଲୁ ଫ୍ଲାଗ୍ ବିଚରେ ସୂର୍ଯ୍ୟ କିରଣ ସୋ’ ଦେଖିଲେ ରାଜ୍ୟପାଳ…
Read More...

ଦେଶରେ ଆଜି ବି ୫ ହଜାର ଉପରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଆଜି ବି ଦେଶରେ ୫ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୫ହଜାର ୬୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
Read More...

ରାଜ୍ୟରେ ଆଉ ୨୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୮୬ଜଣ ରହିଛନ୍ତି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୭ଜଣ…
Read More...

ପୁରୀ ବ୍ଲୁ ଫ୍ଲାଗ୍‌ ବିଚରେ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ

ପୁରୀ: ପୁରୀ ବ୍ଲୁ ଫ୍ଲାଗ୍‌ ବିଚରେ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ ହୋଇଛି । ଏକାସାଥୀରେ ଆକାଶରେ ୯ଟି ହକ୍‌ ଲଢ଼ୁଆ ବିମାନ ଉଡ଼ିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂର୍ଯ୍ୟ କିରଣ ସୋ’ରେ ଉପସ୍ଥିତ ଥିବା ବେଳେ,…
Read More...

ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି  । ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଲଣ୍ଡନ ଯାତ୍ରା କରିଥିଲେ ।…
Read More...

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ; ଆଜିଠୁ ପ୍ରବଳ ବର୍ଷା !

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୦ ଓ୨୧ ତାରିଖରେ ବିସ୍ତୃତି ବର୍ଷା ହେବା ନେଇ ସୂଚନା ଦେଇଛି…
Read More...

ଢେଙ୍କାନାଳ ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ 

କାମାକ୍ଷାନଗର: ଢେଙ୍କାନାଳ ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମୀପୂକା ପାଇଁ ଗତକାଲି ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ…
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ୫୩ନଂ ଜାତୀୟ ରାଜପଥର ବଡଝରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଉଦୟଗିରି ଗ୍ରାମର…
Read More...

ଅନୌପଚାରିକ ଟେଷ୍ଟମ୍ୟାଚ୍‌: ପଟିଦାରଙ୍କ ଅପରାଜିତ ଶତକ

ବେଙ୍ଗାଲୁରୁ: ଘରୋଇ ଭାରତ ‘ଏ’ କ୍ରିକେଟ୍‌ ଦଳ ବିପକ୍ଷରେ ୩ୟ ତଥା ଅନ୍ତିମ ଅନୌପଚାରିକ ଟେଷ୍ଟମ୍ୟାଚ୍‌ ଜିତିବା ଲାଗି ନ୍ୟୁଜିଲାଣ୍ଡ ‘ଏ’କୁ ୨ୟ ଇନିଂସରେ ୪୧୬ ରନ୍‌ ଆବଶ୍ୟକ । ଶନିବାର ମ୍ୟାଚ୍‌ର ୩ୟ ଦିନ ଶେଷରେ ୪୧୬…
Read More...

ଲିଜେଣ୍ଡସ ଲିଗ୍‌ କ୍ରିକେଟ ପାଇଁ ବାରବାଟୀ ପ୍ରସ୍ତୁତ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଏକାଠି ହେବେ କିମ୍ବଦନ୍ତୀ କ୍ରିକେଟର । ଫଟାଫଟ କ୍ରିକେଟରେ ଚମକିବ ବାରବାଟୀ ପଡିଆ । ଓଡ଼ିଶାବାସୀ ହାତ ପାହାନ୍ତାରେ ଦେଖିବାକୁ ପାଇବେ ବିଗତ ଦିନର ନିଜର ପ୍ରିୟ କ୍ରିକେଟରଙ୍କୁ।…
Read More...

ଜଙ୍ଗଲ ଉପରେ ବିକାଶ ଚାବୁକ

ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ଅରଣ୍ୟ। ଏହାର ସବୁଜିମାର ଭଣ୍ଡାର, ନିଃଶବ୍ଦ ଓ ଶାନ୍ତ ବାତାବରଣ, ପଶୁପକ୍ଷୀଙ୍କର ଗୁଞ୍ଜରଣ, ଝରଣାର କୁଳୁକୁଳୁ ନାଦ,…
Read More...

ଗଣତନ୍ତ୍ର: ପରମ୍ପରା ଓ ପରିବର୍ତ୍ତନ

ଏହି ଆଲେଖ୍ୟ କୌଣସି ପଦ୍ମଭୁକ୍‍ ବୁଦ୍ଧିଜୀବୀର ଗଣତନ୍ତ୍ରର ଆଦର୍ଶ-ଆଭିମୁଖ୍ୟ-ଅବକ୍ଷୟ ବିଷୟରେ ବୌଦ୍ଧିକ ପ୍ରଳାପ ନୁହେଁ। ଏହା ଆମ ଦେଶର ସାଧାରଣ ମଣିଷର ନିରୁପାୟ ପ୍ରତିବେଦନ ବୋଲି ଗ୍ରହଣ କରାଯାଇପାରେ। ଏଠାରେ ସ୍ଥାନିତ…
Read More...

ଇଜିପ୍ଟ ଯିବେ ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୯ରୁ ଦୁଇଦିନିଆ ଇଜିପ୍ଟ ଗସ୍ତ​ରେ ଯିବେ । ଏହି ଗସ୍ତ ସମୟରେ ରାଜନାଥ ଇଜିପ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ମହମ୍ମଦ ଜାକିଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ…
Read More...

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ୨୭ରେ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଚଳିତମାସ ୨୭ତାରିଖ ଦିନ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ।…
Read More...

ସକାଳ @୯ ମୁଖ୍ୟ ଖବର

(୧) ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ… ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା… ୨୦ ଓ ୨୧ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷିବ… ଅଶାନ୍ତ ରହିବ ଓଡିଶା ଉପକୂଳ… ମଙ୍ଗଳବାର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା….…
Read More...

+୨ ସ୍ପଟ ନାମଲେଖା ଆରମ୍ଭ

ଭୁବ‌େନଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ…
Read More...

+୩ ନାମଲେଖା; ଦ୍ବିତୀୟ ପର୍ଯ୍ୟାୟରେ ୩୯,୮୮୪ ମନୋନୀତ

ଭୁବ‌େନଶ୍ବର: ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୧,୧୬୫ଜଣ…
Read More...

ସ୍ମରଣୀୟା ମନୋରମା

ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ନିମନ୍ତ୍ରଣଟିଏ ନିଶ୍ଚୟ ଆସିବ। ଟେଲିଫୋନରେ ମାତୃସୁଲଭ ଭାଷାରେ ନିର୍ଦେଶ ଆସିବ ‘ବାପା, ଆଜି ମୋ ଘରେ ମା’ଙ୍କର ନବମୀପୂଜା, ତୁମେ ନିଶ୍ଚୟ ପ୍ରସାଦସେବନ କରିବାକୁ ଆସିବ, ମୁଁ ଅପେକ୍ଷା…
Read More...

 ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଶାରୀରିକ ଅସୁସ୍ଥତା ପ୍ରାପ୍ତ ହୋଇପାରେ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ…
Read More...

କୃଷକଙ୍କ ପାଇଁ ଖୁସିର ଖବର; ଖୁବଶୀଘ୍ର ମିଳିପାରେ ପିଏମ୍‌ କିସାନ ଟଙ୍କା

ନୂଆଦିଲ୍ଲୀ: କୃଷକ ମାନଙ୍କ ପାଇଁ ଖୁସିର ଖବର । କୃଷକଙ୍କୁ ଖୁବଶୀଘ୍ର ମିଳିପାରେ ପିଏମ୍‌ କିସାନ ଟଙ୍କା । ଚାଷୀ ମାନଙ୍କ ଖାତାକୁ ପିଏମ୍‌ କିସାନ ଯୋଜନାର ଦ୍ୱାଦଶ କିସ୍ତି କେତେବେଳେ ବି ଆସିପାରେ ବୋଲି ସୂଚନା ମିଳିଛି ।…
Read More...

ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ! ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକ

ଧର୍ମଗଡ: ଦୁର୍ଘଟଣା ନୁହେଁ ଯୁବକଙ୍କୁ କରାଯାଇଛି ଯୋଜନାବଦ୍ଧ ହତ୍ୟା । ଗତ ୧୦ ତାରିଖ ଦିନ ଗଡିଆଯୋର ଠାରେ ହୋଇଥିବା ଦୁର୍ଘଟଣା ଏକ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ନେଇ ଏକ ହତ୍ୟା ମାମଲା…
Read More...

ଆକ୍ସନରେ ଆନ୍ଧ୍ରପ୍ରଦେଶ ପୁଲିସ; ୨ଲକ୍ଷ ୪୩ ହଜାର ମଦ ବୋତଲ ଉପରେ ଚଢ଼ାଇଲା ବୁଲ ଡୋଜର

ଆନ୍ଧ୍ରପ୍ରଦେଶ: ଆକ୍ସନ ମୋଡ଼ରେ ରହିଛି ଆନ୍ଧ୍ରପ୍ରଦେଶ ପୁଲିସ । ରାଜ୍ୟରେ ଚୋରା ଚାଲାଣ ହେଉଥିବା ପୁଳାପୁଳା ବେଆଇନ୍‌ ମଦ ଉପରେ ପୁଲିସ ନଜର ରଖିଛି । ଗତକିଛି ଦିନ ହେବ ପୁଲିସ ଆନ୍ଧ୍ରପ୍ରଦେଶରେ ବିପୁଳ ପରିମାଣର ନକଲି…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆସନ୍ତାକାଲି ଓଡ଼ିଶା ଦେଖିବ ସୂର୍ଯ୍ୟ କିରଣ ସୋ’… କୁଆଖାଇ ନଦୀ ପଠାରେ ଚାଲିଛି ଜୋରଦାର ଅଭ୍ୟାସ… ରାଜଧାନୀର ଆକାଶରେ ହେବ ଶକ୍ତି ଏବଂ ସୌର୍ଯ୍ୟ ପ୍ରଦର୍ଶନ… ଦୁଃସାହସିକ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ କରିବେ ବାୟୁ…
Read More...

ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ; ଗତକାଲି ମୁଣ୍ଡୁଳି ବ୍ରିଜରୁ ଡେଇଁପଡ଼ିଥିଲେ

କଟକ: ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକ ମାନେ ଯୁବକ ଜଣଙ୍କୁ ଏକ ଟାପୁରୁ ଉଦ୍ଧାର କ​‌ରିଥିବା ଜଣାପଡ଼ିଛି । ମିଳିଥିବା…
Read More...

ହନୁମାନ ମୁଦ୍ରା ବିକ୍ରି ଉଦ୍ୟମ ବେଳେ ଅଭିଯୁକ୍ତ ଗିରଫ; ୨ଟି ମୁଦ୍ରା ଜବତ

ଦେବଗଡ଼: ଦେବଗଡ ଜିଲାରେ ଗୋଟିଏ ପରେ ଗୋଟିଏ ହନୁମାନ ମୁଦ୍ରା ଜବତ ହେଉଛି । ଏହା ସତ୍ୱେ ବେଆଇନ ହନୁମାନ ମୁଦ୍ରା କାରବାର ଥମିବାର ନାଁ ନେଉନାହିଁ । ଏହି କ୍ରମରେ ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଯୋଗୀନ୍ଦ୍ର…
Read More...

ପାଟଣା ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ

ପାଟଣା: ଭାରତୀୟ ଜନତା ପାର୍ଟି ପାଟଣା ମଣ୍ଡଳ ଅନ୍ତର୍ଗତ ୨୩ ନମ୍ବର ଜୋନର ମଲିପଶି ଠାରେ ଗତକାଲି ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମଣ୍ଡଳ ସଭାପତି ଅଭୟ କୁମାର…
Read More...

ଋଷି ମୁଣ୍ଡାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ପାଟଣା ବନ ବିଭାଗ 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ କିଛି ଦିନ ହେଲା ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲ ୩ ଦିନ ତଳେ ଗଣ୍ଡବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁହାଗପୁର ହୁଡ଼ି ସାହିର ଋଷି ମୁଣ୍ଡାଙ୍କ ଘର…
Read More...

ସମାଜ ପ୍ରଭାବ; ଡେଣୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗଲେ ଭ୍ରାମ୍ୟମାଣ ଚିକିତ୍ସା ଦଳ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ରହି ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୨୦ ଛାତ୍ରଛାତ୍ରୀଙ୍କୁ ଜ୍ଵର ହୋଇଥିବା ସମ୍ପର୍କରେ ଦୈନିକ ଖବରକାଗଜ ‘ସମାଜ’ରେ ଖବର…
Read More...

ମହାନଦୀରେ ବୁଡ଼ିଯାଇ ଜଣେ ମୃତ

ବଡ଼ମ୍ବା: ନଦୀରେ ବୁଡ଼ିଯାଇ ଶଂଖାମେରୀ ଜାନିଗାଡ଼ିଆ ସାହିର ମୁରଲୀ ବେହେରା(୪୭)ଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ନିଜ ଗାଁ ସ୍ଥିତ ମହାନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ଗ୍ରାମବାସୀଙ୍କଠୁ ସୂଚନା ମିଳିଛି ।…
Read More...

ତୁଷୁରା ଏନଏସିରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଭୀମ ଭୋଇ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଏସି ଅଧ୍ୟକ୍ଷ ମୁଖ୍ୟ…
Read More...

ଗାଁରେ ମାଙ୍କଡ଼ ଦୌରାତ୍ମ୍ୟ; ଚିନ୍ତାରେ ଗ୍ରାମବାସୀ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ତିଓ ପୁଟସାହି ଗାଁରେ ଗତ କିଛିଦିନ ଧରି ମାଙ୍କଡ଼ ପଲଙ୍କ ଉତ୍ପାତ ଲାଗି ରହୁଥିବାରୁ ସଂପୃକ୍ତ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…
Read More...

ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଳା ଦାଣ୍ଡିମାଳ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଦାଣ୍ଡିମାଳ ଅଞ୍ଚଳରେ ଝାରଗାଡ଼ିଆ ଠାରୁ ପଞ୍ଚପଟି ରାସ୍ତାକୁ…
Read More...

ମହିଳାଙ୍କ କାନରେ ପଶିଛି ସାପ; ଦେଖନ୍ତୁ ଏହି ଭିଡିଓ

କାନରେ ପଶିଛି ସାପ । ସାପକୁ ସାଧାରଣତଃ ଆପଣ ଗାତ ଭିତରେ ପଶିଥିବା ଦେଖିବାକୁ ପାଇଥିବେ । ହେଲେ କାନ ଭିତରେ ପଶିଥିବା କେବେ ଦେଖିନଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି । ଭିଡିଓରେ ଗୋଟିଏ…
Read More...

ଦୁଇ ମୁଠା ଦାନା ପାଇଁ ଏ କି ଦୁଃଖ; ଦେଖନ୍ତୁ ବ୍ୟକ୍ତି ଜଣଙ୍କ ସଂଘର୍ଷର ଭିଡିଓ

କୁହାଯାଏ କାହାର ଜୀବନ ପତର ତଳେ ତ କାହାର ଜୀବନ ପଥର ତଳେ । ପେଟର ଭୋଗକୁ ମେଣ୍ଟାଇବା ପାଇଁ ଜୀବନ ସହ ଜୁଝୁଛି ମଣିଷ । ମୁଠାଏ ଦାନା ପାଇଁ ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କର ସଂଘର୍ଷକୁ । ଭଗବାନ ଯେମିତି ଏହି ମଣିଷର…
Read More...

ଗାଙ୍ଗୁଲି, ଶାହାଙ୍କ ୨ୟ ଇନିଂସ୍‌ ଲାଗି ପଥ ପରିଷ୍କାର

ନୂଆଦିଲ୍ଲୀ: ଆଇନ୍‌ ଲଢ଼େଇରେ ଜିତିଛନ୍ତି ଭାରତୀୟ କ୍ରିକେଟ୍‌ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ସଭାପତି ଓ ସମ୍ପାଦକ ସୌରଭ ଗାଙ୍ଗୁଲି ଓ ଜୟ ଶାହା। ଦୁହେଁ ଚଳିତ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସେମାନଙ୍କ ପଦରେ…
Read More...

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଉଥପ୍ପାଙ୍କ ଅବସର

ବାଙ୍ଗାଲୋର: ଭାରତୀୟ ଦଳର ପୂର୍ବତନ ସଦସ୍ୟ ରବିନ୍‌ ଉଥପ୍ପା ସମସ୍ତ ପ୍ରକାର କ୍ରିକେଟ୍‌ରୁ ବୁଧବାର ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା ପରେ ଉଥପ୍ପା କେରଳ କ୍ରିକେଟ୍‌ ଆସୋସିଏସନ୍‌ରୁ…
Read More...

ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ) ପକ୍ଷରୁ ଆୟୋଜିତ…
Read More...

ଗଣତନ୍ତ୍ର, ଅର୍ଥନୀତି ଓ ପ୍ରଗତି

ଆଜି ଆମେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରୁଛୁ। ବିଶ୍ବରେ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ବକୁ ପ୍ରତିପାଦନ କରିବା ଏହି ଦିନଟିର ଉଦ୍ଦେଶ୍ୟ। ଏ ସମୟରେ ଶାନ୍ତି, ମୈତ୍ରୀ, ଭ୍ରାତୃଭାବ, ସାମାଜିକ…
Read More...

ଚୌପାଢ଼ିରେ ଚବିଶର ଚଉକି ଚିନ୍ତା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ମେଣ୍ଟ ଡିଆଁ ପରେ ବିରୋଧୀ ଶିବିରରେ ଚବିଶର ଚଉକିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଚୌପାଢ଼ି ବା ବୈଠକଖାନାରେ ନେତାମାନଙ୍କର ମେଳି ଓ ବୈଠକ, ଭିନ୍ନଭିନ୍ନ ମନ୍ତବ୍ୟ ଓ…
Read More...

ସକାଳ @୯ ମୁଖ୍ୟ ଖବର

(୧) ୨୦୨୪ ପାଇଁ ଅଣ୍ଟା ଭିଡୁଛି ବିଜେପି… ରାଜ୍ୟରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ କରୁଛି ପ୍ରୟାସ.. ଆଜି ବିଜେପିର ପୁରୀରେ ପ୍ରଶିକ୍ଷଣ ଶିବିରର ତୃତୀୟ ଦିନ… ଯୋଗଦେବେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍‌…
Read More...

ଜାତୀୟ ଯନ୍ତ୍ରୀ ଦିବସ

ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖକୁ ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଉଛି। ଦେଶର ଉନ୍ନତିରେ ଯନ୍ତ୍ରୀଙ୍କ ଭୂମିକାକୁ ମନେପକାଇବା ଲାଗି ଇଂ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜନ୍ମଦିନରେ ଯନ୍ତ୍ରୀ ଦିବସ…
Read More...