www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳାଙ୍କ କାନରେ ପଶିଛି ସାପ; ଦେଖନ୍ତୁ ଏହି ଭିଡିଓ

କାନରେ ପଶିଛି ସାପ । ସାପକୁ ସାଧାରଣତଃ ଆପଣ ଗାତ ଭିତରେ ପଶିଥିବା ଦେଖିବାକୁ ପାଇଥିବେ । ହେଲେ କାନ ଭିତରେ ପଶିଥିବା କେବେ ଦେଖିନଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି । ଭିଡିଓରେ ଗୋଟିଏ ସାପ ଜଣେ ମହିଳାଙ୍କ କାନ ଭିତରେ ପଶିଥିବା ଦେଖିବାକୁ ମିଳୁଛି ।

ଜଣେ ବ୍ୟକ୍ତି ମଧ୍ୟ ସାପଟିକୁ କାନ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଭିଡିଓଟି କେଉଁଠିକାର ଏବଂ ଭିଡିଓରେ କେତେ ସତ୍ୟାସତ୍ୟ ରହିଛି ତାହା ଜଣାପଡ଼ିନାହିଁ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେଉଛି ।  ଅନେକ ବ୍ୟକ୍ତି ଭିଡିଓଟିରେ ନିଜର ମତାମତ ରଖୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories