www.samajalive.in
Thursday, December 11, 2025
15.1 C
Bhubaneswar

ଦୁଇ ମୁଠା ଦାନା ପାଇଁ ଏ କି ଦୁଃଖ; ଦେଖନ୍ତୁ ବ୍ୟକ୍ତି ଜଣଙ୍କ ସଂଘର୍ଷର ଭିଡିଓ

କୁହାଯାଏ କାହାର ଜୀବନ ପତର ତଳେ ତ କାହାର ଜୀବନ ପଥର ତଳେ । ପେଟର ଭୋଗକୁ ମେଣ୍ଟାଇବା ପାଇଁ ଜୀବନ ସହ ଜୁଝୁଛି ମଣିଷ । ମୁଠାଏ ଦାନା ପାଇଁ ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କର ସଂଘର୍ଷକୁ । ଭଗବାନ ଯେମିତି ଏହି ମଣିଷର ପରୀକ୍ଷା ନେଉଛନ୍ତି । ଦୁଃଖି ମଣିଷର ଦୁଃଖ ଦ୍ୱିଗୁଣିତ ହୋଇଛି ।

ଉପରୁ ବର୍ଷାର ଧାରା ଜାରି ରହିଛି । ଆଉ ପେଟର ଭୋକ ମେଣ୍ଟାଇବାକୁ ବ୍ୟକ୍ତି ଜଣକ ଚେଷ୍ଟା କରୁଛନ୍ତି । ବର୍ଷାରେ ନିଜେ ଭିଜୁଛନ୍ତି ହେଲେ ଖାଦ୍ୟକୁ ଏକ ସ୍କୁଟି ତଳେ ସୁରକ୍ଷିତ ଭାବେ ରଖି ଭୋଜନ କରୁଛନ୍ତି । ବର୍ତ୍ତମାନ ବ୍ୟକ୍ତି ଜଣଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories