ନବରଙ୍ଗପୁର ଲାଖ ହସ୍ତଶିଳ୍ପୀଙ୍କୁ ଗୌରଵଶ୍ରୀ ସମ୍ମାନ

ନବରଙ୍ଗପୁର: କୋରାପୁଟ ଜିଲାର ଜୟପୁର ସନ୍ଧ୍ୟା ଫଙ୍କସନ୍ ହଲ୍ ଠାରେ ଜୟପୁର ପୁଜ୍ୟପୂଜା ସଂସଦର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଶରତ…
Read More...

ଗାଁରୁ ଟ୍ରାନ୍ସଫରମର ଉଠାଇ ନେଉଥିବା ବେଳେ ଆକ୍ରୋଶର ଶିକାର ହେଲେ ଯନ୍ତ୍ରୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମର ମହାନ୍ତ ସାହିରେ ସୋମବାର ସଂଧ୍ୟାରେ ବିଦ୍ୟୁତ୍‌ ବିଭାଗ ଗ୍ରାମରୁ ଏକ ବିଦ୍ୟୁତ ଟ୍ରାନ୍ସଫରମର ଅନ୍ୟତ୍ର ନେଉଥିବା ସମୟରେ ବିଦ୍ୟୁତ ବିଭାଗର…
Read More...

୧୧ଲକ୍ଷ ଟଙ୍କାର ଧଳାଜହର ଜବତ; ୩ଗିରଫ

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୦୯.୫ ଗ୍ରାମର ଧଳାଜହର ଜବତ ହୋଇଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ…
Read More...

ଜି -୨୦ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜିଠୁ ସେପ୍ଟେମ୍ବର୨ ଯାଏଁ ବାଲି ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ୟୁଏଇ,ସାଉଦିଆରବ,ବ୍ରାଜିଲ,ସିଙ୍ଗାପୁର,ଇଣ୍ଡୋନେସିଆଏବଂ ଅଷ୍ଟ୍ରେଲିଆ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ରହିବେ ସୁଗ୍ରିବ…
Read More...

ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ : ହାଇକୋର୍ଟ

କଟକ : ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ…
Read More...

ଓଟିଇଟି ଉତ୍ତର ପ୍ରଘଟ

ମାଲକାନିଗିରି : ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହୋଇଛି। ତେବେ ପ୍ରଶ୍ନପତ୍ର ନ ମିଳୁଣୁ ଉତ୍ତରର ନକଲ କପି ସାମାଜିକ ଗଣମାଧ୍ୟମରେ ପ୍ରଘଟ…
Read More...

ନବୀନଙ୍କୁ ଜାତୀୟ ସ୍ବୀକୃତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳି‌ଷ୍ଠ ନେତୃତ୍ବକୁ ପୁଣି ଥରେ ଜାତୀୟସ୍ତରରେ ସ୍ବୀକୃତି ମିଳିଛି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା…
Read More...

୧୦ ଶିଳ୍ପ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର : ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ବ ଦେବାକ୍ରମରେ ସୋମବାର ୧୦ଟି ପ୍ରସ୍ତାବକୁ ଏକକ ବାତାୟନ କମିଟି(ଏସଏଲଏସଡବ୍ଲ୍ୟୁସିଏ) ଅନୁମୋଦନ ମିଳିଛି। ଏଥିରେ ୨୦୦୫.୮୯କୋଟି ଟଙ୍କାର ନିବେଶ ସହିତ ୩୫୪୫ ଜଣଙ୍କୁ…
Read More...

ଉତ୍‌କ୍ଷେପଣ ଇଞ୍ଜିନ୍‌ରେ ତ୍ରୁଟି : ଶେଷ ମୁହୂର୍ତ୍ତରେ ଅଟକିଲା ‘ମୁନ୍‌ ମିଶନ’

ୱାଶିଂଟନ : ଚନ୍ଦ୍ରକୁ ପଠାଉଥିବା ଆମେରିକାର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ୍‌ ଲଞ୍ଚ ସିଷ୍ଟମ’ (ଏସଏଲଏସ)କୁ ଦେଶର ମହାକାଶ ଗବେଷଣା କେନ୍ଦ୍ର ‘ନାସା’ ଶେଷ ସମୟରେ ସ୍ଥଗିତ ରଖିଛି। ଏହା ହେଉଛି ‘ନାସା’ର ସବୁଠାରୁ…
Read More...

କମିଛି ବର୍ଷା ; ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥି‌େ‌ଲ ବି ସୋମବାର ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ । ତେବେ ବଜ୍ରପାତ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ବ୍ୟାଗ୍‌ରୁ ମିଳିଲା ଶିଶୁକନ୍ୟାର ମୃତଦେହ

ଖଣ୍ଡଗିରି : ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮ ମାସର ଶିଶୁକନ୍ୟା ମୃତଦେହକୁ ଏକ ବ୍ୟାଗ୍‌ରେ ପୂରାଇ ଆଇଗିଣିଆ ଆସୁଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି ବାପା ମା’। ଖବରପାଇ…
Read More...

ସାହାରପଡା ବନକ୍ଷେତ୍ରରେ ୨୨ ଟି ହାତୀ , ଚିନ୍ତାରେ ଚାଷୀ

ପାଟଣା :  କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଞ୍ଚଳରେ ୨ଦିନ ହେଲା ୨୨ ଟିକିଆ ହାତୀପଲ ଡେ଼ରା ପକାଇଛନ୍ତି । ତେବେ ଦ୍ୱିତୀୟ ଦିନରେ ଏହି ହାତୀପଲ ଚାତରପାଣି, ଜଗନ୍ନାଥପୁର, ଦାନୁଆଁ ଟାଙ୍ଗରପଡ଼ା,…
Read More...

ଝିଲି, ଶ୍ରୀୟଙ୍କା, ଦେବାଶିଷ, ବିଷ୍ଣୁ, ବେଣୁଧର, ଆର୍‌ଏସ୍‌ପି ପୁରସ୍କୃତ

ଭୁବ​ନେ‌ଶ୍ବର : ସୋମବାର ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ କ୍ରୀଡ଼ା ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୧ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...

ବିଲକିସ୍‌ ବାନୋ ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଲଜ୍ଜାଜନକ : ଶରଦ ପୱାର

ମୁମ୍ବଇ : ବିଲକିସ୍‌ ବାନୋ ବଳାତ୍କାର ଘଟଣାରେ ୧୧ଜଣ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ଲଜ୍ଜାଜନକ ବୋଲି କହିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ସଭାପତି ଶରଦ ପୱାର। ଏହି ମାମଲାରେ ୧୧ଜଣ…
Read More...

ମୋଦୀଙ୍କୁ ଆଜାଦଙ୍କ ପ୍ରଶଂସା ; ‘ରାହୁଲ ରାଜନୀତି ପ୍ରତି ଆଗ୍ରହୀ ନୁହନ୍ତି’

ନୂଆଦିଲ୍ଲୀ : ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କାଳରେ ଆଜାଦ କହିଛନ୍ତି ଯେ…
Read More...

ଜାତୀୟ କ୍ରୀଡ଼ା ଦିବସରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ଦେଶକୁ କ୍ରମାଗତ ୩ଟି ଅଲିମ୍ପିକ୍‌ସ ହକି ସ୍ବର୍ଣ୍ଣପଦକ ଜିତାଇଥିବା ଧ୍ୟାନଚାନ୍ଦଙ୍କୁ ତାଙ୍କ…
Read More...

ସରପଞ୍ଚଙ୍କ ଗଣାଧାରଣା, ତଦନ୍ତ ପ୍ରତିଶ୍ରୁତିପରେ ଧାରଣା ପ୍ରତ୍ୟାହୃତ

ବଡ଼ମ୍ବା :  ଏହି ବ୍ଲକ ଅନ୍ତର୍ଗତ ଗଡ଼ାପୋଖରୀ ପଞ୍ଚାୟତର ଚମ୍ପେଇଦ୍ୱାର ଗ୍ରାମ ୟୁଜିଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଫଳସ୍ୱରୁପ ଏହି ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଏଲିନା ଦାସ ନିଜ…
Read More...

ମଙ୍ଗଳବାର ରାଶିଫଳ (୩୦/୦୮/୨୦୨୨)

ମେଷ : ବ୍ୟବହାର ପ୍ରେମପୂର୍ଣ୍ଣ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିସ୍ଥିତିରେ ପଡ଼ି ଶତ୍ରୁ ଶରଣାଗତ ହୋଇପାରେ। ଶାନ୍ତି ମିଳିବ। ବୃଷ : ଧନାଗମ ଧାରା ଅବ୍ୟାହତ ରହିବ।…
Read More...

ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ପାଳନ ଅବସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର…
Read More...

ଡ୍ରେନ୍ କାର୍ଯ୍ୟ ଶେଷ କରିବାକୁ ଦାବି

ଚୌଦ୍ୱାର  : ଚୌଦ୍ୱାର ପୌରପାଳିକା ୧୩ ନମ୍ବର ୱାର୍ଡ଼ ପାଇକରାପୁରରେ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ଡ୍ରେନ୍ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଦାବି ହୋଇଛି । ବିଜେପି ଚୌଦ୍ୱାର ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର…
Read More...

ଦାରିଦ୍ର୍ୟ ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା : ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡାସ୍ଥିତ କ୍ୟାମ୍ପସରେ ଏହାର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏହି…
Read More...

ପୋଷାକ ବିତରଣ କାର୍ଯ୍ୟକ୍ରମ

ଚୌଦ୍ୱାର  : ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ କପାଳେଶ୍ୱର ନୂଆସାହି ସୁଇପର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମାଳତୀ ଦେଈଙ୍କ ପରିଚାଳନାରେ…
Read More...

ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚନ

ଚୌଦ୍ୱାର  : ଚୌଦ୍ୱାର ଦିବ୍ୟଜୀବନ ସଂଘ, ବ୍ରାହ୍ମଣ ସମାଜର ସଭାପତି ତଥା ଶ୍ରୀଜଗନ୍ନାଥ ଭକ୍ତ ସମାଜର କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ କେଦାରନାଥ ଷଡ଼ଙ୍ଗୀଙ୍କ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ହିନ୍ଦ୍ ସେବକ…
Read More...

ମାଣିଆବନ୍ଧ ଥାନା ଏବଂ ବଡ଼ମ୍ବା ସବ ଜଜ୍ କୋର୍ଟ ସ୍ଥାପନ ଲାଗି ବିଧାୟକଙ୍କୁ ମିଳିତ ନାଗରିକ ସମ୍ବର୍ଦ୍ଧନା

ବଡ଼ମ୍ବା :  ବହୁଦିନର ଦାବି ନୁହେଁ ବରଂ ବୁଦ୍ଧିଜୀବୀ ତଥା ଜନତାଙ୍କ ସହଯୋଗରୁ ଲୋକଙ୍କ ଆବଶ୍ୟକତା  ପୂରଣ କରିବାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି ବୋଲି ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ…
Read More...

ପୁରାତନ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ଗୁରୁଡିଝାଟିଆସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ପୁରାତନ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ମହାବିଦ୍ୟାଳୟ ଓଡିଆ ସମ୍ମାନର ପ୍ରଥମ ଓ ଦ୍ୱିତୀୟ…
Read More...

ପ୍ରାକୃତିକ ବିପର୍ଯ୍ୟୟ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଶୀର୍ଷକ ଆଲୋଚନା ଚକ୍ର

ଗୁରୁଡିଝାଟିଆ : ଛଅଗାଁସ୍ଥିତ ଉତ୍କଳମଣି ବିଦ୍ୟାପୀଠରେ ‘ପ୍ରାକୃତିକ ବିପର୍ଯ୍ୟୟ ଓ ଉତ୍କଳମଣି ଗୋପବନ୍ଧୁ ଦାସ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ମୁଖ୍ୟ…
Read More...

ଦୀପାବଳିରେ ୪ ମେଟ୍ରେରେ, ୨୦୨୩ ଡିସେମ୍ବରରେ ସୁଦ୍ଧା ଦେଶରେ ୫-ଜି ଟେଲିଫୋନ ସେବା

ଡେସ୍କ : ଆସନ୍ତା ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ହାଇ-ସ୍ପିଡ୍ ଟେଲିଫୋନ ସେବା ଆରମ୍ଭ ହେବ । ଏହା ପରେ ୨୦୨୩ ଡିସେମ୍ବର…
Read More...

ମିନି ଷ୍ଟାଡିୟମରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଆଠଗଡ :  ଆଠଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମର ଜମି ଜବରଦଖଲ ହୋଇଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ବିଦ୍ୟାଳୟର କେତେକ ପୁରାତନ ଛାତ୍ର ସ୍ୱର ଉତ୍ତୋଳନ କରିବା ସହ ଉପଜିଲ୍ଲାପାଳ ଓ…
Read More...

ଫ୍ରେଣ୍ଡସ କ୍ଲବ ପକ୍ଷରୁ ଜାତୀୟ କ୍ରୀଡା ଦିବସ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ କଟକ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହଯୋଗରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି…
Read More...

ପକ୍ଷୀ ଲିଭାଇଲା ୧୪ ହଜାର ଘର ଆଲୁଅ; ଅନ୍ଧାରରେ ରହିଲେ ଲୋକେ, ଜାଣନ୍ତୁ ପୁରା ଘଟଣା

କାଲିଫର୍ନିଆ: ପାୱାର କଟ ତ ଦୂରର କଥା ଏ ଶବ୍ଦ ବୋଧ ହୁଏ ସମସ୍ତଙ୍କ ପାଇଁ ବିରକ୍ତିକର ଓ ଯନ୍ତ୍ରଣା ଦାୟକ । କାରଣ ବିଦ୍ୟୁତ୍‌ ଚାଲିଗଲା ପରେ ସମସ୍ତେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ ଉପରେ ବିରକ୍ତି ପ୍ରାକାଶ…
Read More...

ଜି. ଉଦୟଗିରି ଥାନା ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ଘଟଣା; କ୍ଷତିପୂରଣ ଦାବିରେ ନୂଆ ଜଗନ୍ନାଥ ସଡ଼କ ଅବରୋଧ

ଖୋର୍ଦ୍ଧା: ଜି. ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଆଜି ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଉତ୍ତେଜନା ଦେଖାଦେଇଛି ।…
Read More...

ଅଜୟ କୁମାର ସ୍ବାଇଁଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ଵ

ଜି. ଉଦୟଗିରି: ଜି ଉଦୟଗିରୀ ଥାନା ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଜି ଉଦୟଗିରିରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ଘଟଣା… ଧୀରେ ଧୀରେ ଧାରଣ କରୁଛି ଉଗ୍ରରୂପ… ଜି. ଉଦୟଗିରି ପରେ ଖୋର୍ଦ୍ଧାରେ ଧାରଣା… ନିରାକାରପୁରରେ ଏସଆଇଙ୍କ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ.. ଖୋର୍ଦ୍ଧା-ପୁରୀ ନୂଆ…
Read More...

ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନ ଉତ୍ତର ସିଟ୍‌ !

ଭୁବନେଶ୍ୱର: ମାଲକାନଗିରିରେ ଓଟିଇଟି ପ୍ରଶ୍ନ ଉତ୍ତର ସିଟ୍‌ ଭାଇରାଲ ହେଉଥିବା ନେଇ ଚର୍ଚ୍ଚା ହେଉଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ଟି ସେଟର ଉତ୍ତର ସିଟ୍‌ ଭାଇରାଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେହି ଉତ୍ତର…
Read More...

ରାଜ୍ୟରେ ଆଉ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ ରାଜ୍ୟରେ ଦୈନକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି…
Read More...

ଦେଶରେ ଆଉ ୭,୫୯୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୭ହଜାର ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ…
Read More...

ପାକିସ୍ତାନରେ ସଙ୍କଟ ଆଉ ସଙ୍କଟ; ଗଲାଣି ୧,୦୩୩ଜଣଙ୍କ ଜୀବନ

ଇସଲାମବାଦ୍: ପାକିସ୍ତାନ ପିଛା ଛାଡ଼ୁନି ସଙ୍କଟ । କେତେବେଳେ ରାଜନୈତିକ ତ ପୁଣି କେତେବେଳେ ଦେଖାଦେଉଛି ଅର୍ଥନୈତିକ ସଙ୍କଟ । ଆଉ ବର୍ତ୍ତମାନ ବନ୍ୟା ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ପାକିସ୍ତାନରେ ବନ୍ୟାର…
Read More...

ରୁଷ-ୟୁକ୍ରେନ୍‌ ଯୁଦ୍ଧ; ବିପଦରେ ଯୁରୋପ !

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ହେଲେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ୟୁରୋପ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖିନ ହୋଇଛି…
Read More...

ସକାଳ @୯ ମୁଖ୍ୟ ଖବର

(୧) ଏସିଆ କପ୍‌ରେ ପ୍ରତିଶୋଧ ନେଲା ଭାରତ.. ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କଲା ଟିମ୍‌… ପୁଣି ଥରେ ଚମକିଲେ ହାର୍ଦ୍ଦିକ ପାଣ୍ଡ୍ୟା… ଶେଷ ଓଭରରେ ଛକାମାରି ଭାରତକୁ କଲେ ବିଜୟ…  ଟିମ୍‌…
Read More...

ବିରୋଧୀ ଦଳ ନେତାଙ୍କୁ ସମ୍ବଲପୁରରେ ଭବ୍ୟ ସ୍ବାଗତ

ସମ୍ବଲପୁର: ବିରୋଧୀ ଦଳନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ରବିବାର ପ୍ରଥମ ଥର…
Read More...

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ସମୀକ୍ଷା ବୈଠକ

ଡେସ୍କ  : କଟକ ମହାନଗର ଶାନ୍ତି କମିଟି ପକ୍ଷରୁ  ଚଳିତ ବର୍ଷ ଦୁର୍ଗାପୂଜା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଟକ ସହରର…
Read More...

ଅନୈତିକ କାର୍ଯ୍ୟକଳାପ ବିରୋଧରେ ଥାନାରେ ଏତାଲା

ଚୌଦ୍ୱାର :  ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ଅନ୍ତର୍ଗତ ଜୟନ୍ତୀ ନଗର ବସ୍ତିରେ ଜନୈକ ବ୍ୟକ୍ତି ଓ ତାଙ୍କ ପତ୍ନୀ ନାନା ଅନୈତିକକ କାର୍ଯ୍ୟ କରୁଥିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରାଉଥିବା ବସ୍ତି…
Read More...

ବଜ୍ରାଘାତରେ ମା’ ଓ ପୁଅଙ୍କ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲିରେ ବଜ୍ରାଘାତରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର…
Read More...

ବୈତରଣୀ ବଞ୍ଚାଅ ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ମହାପଞ୍ଚାୟତ

ପାଟଣା :  କେନ୍ଦୁଝର ଜିଲ୍ଲାରେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ବେଆଇନ ସ୍ଲରି ପାଇପ ଲାଇନକୁ ବିରୋଧ କରାଯିବ। କେନ୍ଦୁଝରର କୌଣସି ଖଣି କିମ୍ବା ଶିଳ୍ପ ସଂସ୍ଥାକୁ ବୈତରଣୀରୁ ଟୋପାଏ ପାଣି ଦିଆଯିବ ନାହିଁ। କେନ୍ଦୁଝର ପାଣି…
Read More...

ସ୍କୁଲକୁ ପ୍ରମାଣପତ୍ର ଆଣିବା ପାଇଁ ଯାଇ ବାଇକ ଦୁର୍ଘଟଣାରେ ଛାତ୍ରର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଗବନ୍ଧୁ ମୁଣ୍ଡା ନାମକ ଜଣେ ଛାତ୍ରର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ଢେଙ୍କାନାଳ ଜିଲ୍ଲାର ଆଞ୍ଚଳିକ ବିଦ୍ୟା ନିକେତନ…
Read More...

ସମୁଦ୍ରରେ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ରବିବାର ଅପରାହ୍ନରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିବା ବେଳେ ସ୍ରୋତରେ ପ୍ରାୟ ୧୦୦ ମିଟର ଦୁରକୁ ଚାଲିଯାଇଥିବା ଦେଖି ଲାଇଫ ଗାର୍ଡ ଲିଙ୍ଗରାଜ ବେହେରା ଓ ସ୍ଥାନୀୟ ମୁଢ଼ି ବିକାଳୀ…
Read More...

୪୮ତମ ଏକ ଦିବସୀୟ ଫୁଟବଲ ପ୍ରତିଯୋଗୀତା

ସମ୍ବଲପୁର :  ସମ୍ବଲପୁର ଜିଲାର ଯୁଜୁମୁରା ବ୍ଲକ ଅର୍ନ୍ତଗତ ଜୟନ୍ତପୁର ଉଚ୍ଚ ବିଦ୍ୟାଳୟର ପଡିଆ ଠାରେ ୪୮ତମ ଏକ ଦିବସୀୟ ଫୁଟବଲ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ମାଁ ମେଟାକାନୀ ଫୁଟବଲ ଆସୋସିଏସନ ଡାକଡେରା ତରଫରୁ…
Read More...

ଜୁହାର ପରିବାର ପକ୍ଷରୁ ନୁଆଁଖାଇ ପାଇଁ ପ୍ରତିଯୋଗୀତା

ସମ୍ବଲପୁର :  ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ଜୁହାର ପରିବାର ସମ୍ବଲପୁର ପକ୍ଷରୁ ସ୍ଥାନୀୟ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ଠାରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି ।…
Read More...

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ ; ୭ରେ ଏସପିଙ୍କୁ ଲିଖିତ ଅଭିଯୋଗ

ଜି.ଉଦୟଗିରି :  ହିନ୍ଦୁ ସୁରକ୍ଷା ମଞ୍ଚର ଆହ୍ବାନରେ ହିନ୍ଦୁ ସମାଜକୁ ଏକତ୍ରୀତ କରି ହିନ୍ଦୁ ସମାଜକୁ ଜାଗ୍ରତ କରିବା  ଉଦ୍ଦେଶ୍ୟରେ ସାରଙ୍ଗଗଡଠାରେ ଏକ ବୈଠକ ପୁଣି ଅନୁଷ୍ଠିତ ହୋଇଯାଇଛି । ଗତ ୯ ତାରିଖରେ କନ୍ଧମାଳ…
Read More...

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳିତ

ମାଲକାନଗିରି : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଓଡ଼ିଶା ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ତରଫରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି ଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସମାରୋହରେ…
Read More...

ଅହିଂସା ରଥକୁ ସ୍ଵାଗତ

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ପରିକ୍ରମା କରୁଥିବା ଅହିଂସା ରଥ ଗତ କାଲି ଏହା ବରଗଡ଼ ଜିଲ୍ଲାର ଅତାବିରାରେ  ଆସି ପହଞ୍ଚିଥିଲା । ରବିବାର ସକାଳେ  ଦୁଇଟି  ରଥ ଦୁଇଟି ଦିଗରେ  ଅଗ୍ରସର ହୋଇଥିଲା । ଗୋଟିଏ ରଥ  କୁଲୁଣ୍ଡା…
Read More...

୮ ବର୍ଷରେ ଜନ-ଧନ-ଯୋଜନା : ୪୬.୨୫ କୋଟିରୁ ଅଧିକ ହିତାଧିକାରୀ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ଜନ-ଧନ-ଯୋଜନା ୮ ବର୍ଷ ପୂରଣ କରିଛି । ଗରିବ ଲୋକ ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ  କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ। ଏହା…
Read More...

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀକୁ ଅନୁମୋଦନ କରିବା ଲାଗି ରବିବାର ଅପରାହ୍ଣରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି  ଅନୁଯାୟୀ…
Read More...

ଦେଶର ପ୍ରଥମ ଭୂମିକମ୍ପ ସ୍ମାରକୀ ’ସ୍ମୃତିବନ’କୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ଭୁଜ୍‍(ଗୁଜୁରାଟର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୁଜୁରାଟର ଭୁଜ୍‍ଠାରେ ଭାରତର ପ୍ରଥମ ଭୂମିକମ୍ପ ସ୍ମାରକୀ ସ୍ମୃତିବନକୁ ଲୋକାର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ସ୍ମୃତି ବନ ଏହି ଧରଣର…
Read More...

ବଢ଼ୁଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ; ଭାଙ୍ଗିଲେ ୪ ଘର, ହାତୀ ଆକ୍ରମଣରେ ଜଣେ ଗୁରୁତର

ଲାଞ୍ଜିଗଡ଼: ଦିର୍ଘଦିନ ହେଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଛି । ହେଲେ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଉନାହିଁ । ଫଳରେ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ…
Read More...

‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ନୂଆଁଖାଇର ଶୁଭକାମନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ…
Read More...

ବୁଷ୍ଟର ଡୋଜ ପାଇଁ ଟିକାଦାତାଙ୍କୁ ପୁରସ୍କାର

ଗଞ୍ଜାମ: କୋଭିଡ ନିୟନ୍ତ୍ରଣ ଲାଗି ସରକାର ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦେଉଛନ୍ତି । ତେଣୁ ସମସ୍ତ ସ୍ଥାନରେ ଟିକାକରଣ କରାଯାଉଛି । ଟିକାଦାତାଙ୍କୁ ପ୍ରୋତ୍ସାହିତ ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛି ଗଞ୍ଜାମ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ୯୨ ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ… ଅମୃତ ମହୋତ୍ସବ ଅବସରରେ ଉଠାଇଲେ ହରଘର ତ୍ରିରଙ୍ଗ କଥା… କହିଲେ, ୨୦୨୩ ଯାଏ ଚାଲୁ ରହିବ ଏହି ଉତ୍ସବ… ତାହା ସହ କୁପୋଷଣକୁ ଦୂର କରିବା…
Read More...

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ ପଂଚାୟତର କୁଶପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତା ପ୍ରଶାନ୍ତ…
Read More...

ସହାୟତାର ହାତ ବଢ଼ାଇଲେ ସନ୍ଦୀପ, ଗରିବ ଦୁଇ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଯୋଗାଇଲେ ଅର୍ଥ

କଟକ: ତୁଳସୀପୁର ମଠାସାହିର ଦୁଇ ଭଉଣୀ ହେଉଛନ୍ତି ସୀମା ଓ ଲିଜା । ଚଳିତ ବର୍ଷ ଉଭୟ ମାଟ୍ରିକ ପାସ କରିଥିଲେ। କିନ୍ତୁ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ +୨ରେ ସେମାନେ ନାମ ଲେଖାଇବା ପାଇଁ ସମର୍ଥ ହୋଇନଥିଲେ। ଝିଅ…
Read More...

ଶିକ୍ଷକ ବଦଳି ପ୍ରହସନ; ଉଠିପାରୁନି ମଧ୍ୟାହ୍ନ ଭୋଜନ ଟଙ୍କା, ନିମ୍ନମାନର ଖାଦ୍ୟ ଖାଉଛନ୍ତି ଛାତ୍ରଛତ୍ରୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଶିକ୍ଷକ ବଦଳିରେ ବଡ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ମଧ୍ୟ ଦେଖାଇଦେଇଛି । କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବାଧାପ୍ରାପ୍ତ ହେଉଛି ତ…
Read More...

ସାହାରପଡ଼ା ଫାଣ୍ଡିକୁ ଥାନା ମାନ୍ୟତା ନମିଳିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ବିଧାୟକ ପ୍ରାର୍ଥୀ

ପାଟଣା: ରାଜ୍ୟରେ ସରକାରଙ୍କର ଗୃହ ବିଭାଗ ନୂତନ ଭାବେ ୩୬ଟି ନୂତନ ଥାନା ଘୋଷଣା କରିଥିବା ବେଳେ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ବ୍ଲକ ମୁଖ୍ୟାଳୟର ସାହାରପଡ଼ା ଫାଣ୍ଡିକୁ ଥାନା ମାନ୍ୟତା ଦେବାରେ ରାଜ୍ୟ ସରକାର…
Read More...

ଅବକାରୀ ବିଭାଗର ଚଢାଉ; ଚୋରା ମଦ ସହ ୨ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ମାଧପୁର ଓ ବାଲିବନ୍ଧ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୮ ଲିଟର…
Read More...

ଅସହାୟ ନାବାଳିକାକୁ ମିଳିଲା ମାଆ; ସୁଭଦ୍ରାକୁ କନ୍ୟା ଭାବେ ଗ୍ରହଣକଲେ ସୁରେଶ୍ଵରୀ

ପାଟଣା: ଗତ ୨୪ ତାରିଖ ଦୈନିକ ଖବର କାଗଜ ‘ସମାଜ’ରେ ‘ଆବାସ ଖଣ୍ଡିଏ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଭଦ୍ରା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଅସହାୟ ଅନାଥ ନାବାଳିକା ମଲ୍ଲିପଶୀର ସୁଭଦ୍ରା ନାଏକଙ୍କ ଘରେ…
Read More...

ସାହରାପଡା ଅଞ୍ଚଳରେ ହାତୀ ଉପଦ୍ରବ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହରାପଡା ଅଞ୍ଚଳରେ କିଛି ମାସ ବ୍ୟବଧାନରେ ପୁଣି ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହରାପଡା ସେକ୍ସନ…
Read More...

କୋହଲିଙ୍କ ଉପରେ ସବୁରି ନଜର

ଦୁବାଇ: ଭାରତୀୟ ବ୍ୟାଟିଂ ତାରକା ବିରାଟ କୋହଲିଙ୍କ ବ୍ୟାଟିଂ ଫର୍ମ କ୍ରିକେଟ୍‌ ଦୁନିଆରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୨୦୧୯ରେ କଲକାତାରେ ବାଂଲାଦେଶ ବିପକ୍ଷ ଟେଷ୍ଟମ୍ୟାଚ୍‌ ପରେ କୋହଲି ଆନ୍ତର୍ଜାତିକ ଶତକ…
Read More...

ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ: କ୍ରିକେଟ୍‌ ଦୁନିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାଠାରୁ ବଡ଼ ମ୍ୟାଚ୍‌ ଆଉ କିଛିନାହିଁ। ଉଭୟ ଦେଶଙ୍କ ମଧ୍ୟ​‌େ​‌ର ଦ୍ବିପାକ୍ଷିକ କ୍ରିକେଟ୍‌ ବନ୍ଦ ହୋଇ ଯାଇଥିବା ବେଳେ ଆଇସିସି ଟୁର୍ଣ୍ଣାମେଣ୍ଟ ଓ…
Read More...

ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସମ୍ପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୨୧ -…
Read More...

ସେପ୍ଟେମ୍ବର ୭ସୁଦ୍ଧା ନିଟ୍ ଫଳ

ଭୁବନେଶ୍ବର: ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନଟିଏ) ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ) ସ୍ନାତକ (ୟୁଜି)-୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ…
Read More...

ମୁଖ୍ୟ ସଚିବଙ୍କ ତାଗିଦ; କଡ଼ାକଡ଼ି ଲାଗୁ କର ପ୍ଲାଷ୍ଟିକ ନିଷିଦ୍ଧ ନିୟମ

ଭୁବନେଶ୍ୱର: ରାଜ୍ୟରେ ପଲିଥିନ କଟକଣା କଡ଼ାକଡ଼ି କରିବା ଲାଗି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ରାଜ୍ୟ ସୂଚନା ଆୟୋଗଙ୍କ ଉଲ୍ଲେଖନୀୟ ରାୟ

ବଲାଙ୍ଗିର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ.କେ. ଚାଟାର୍ଜୀ ରତ୍ନ ଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ପ୍ରଦାନ…
Read More...

ଟ୍ରାଇବୁନାଲ କାର୍ଯ୍ୟଧାରା ଯୋଗୁଁ ଉତ୍କଟ ହେଉଛି ମହାନଦୀ ବନ୍ୟା ସ୍ଥିତି

ଭୁବନେଶ୍ବର / ନୂଆଦିଲ୍ଲୀ: ମହାନଦୀ ଟ୍ରାଇବୁନାଲର ୩୦ତମ ବୈଠକ ଶନିବାର ବସିଛି। ଟ୍ରାଇବୁନାଲକୁ ଆଉ କିଛି ମାସ ପରେ ୪ ବର୍ଷ ପୂରିବ। ମାତ୍ର ଏହାର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର…
Read More...

୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ‌ହୋଇଛି । କଟକ, ଭୁବନେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ଗଞ୍ଜାମ ଏବଂ କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତ ସହ…
Read More...

ନୂଆ ଦଳ ଗଢ଼ିବେ ଗୁଲାମନବୀ

ନୂଆଦିଲ୍ଲୀ: କଂଗ୍ରେସ ଦଳଠାରୁ ଶୁକ୍ରବାର ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍‌ ଖୁବ୍‌ଶୀଘ୍ର ନୂଆ ଦଳ ଗଠନ କରିବେ ବୋଲି ସୂଚନା ମିଳିଛି । ଦଳର ପ୍ରଥମ ଶାଖା ଜମ୍ମୁ-କାଶ୍ମୀରରେ ଖୋଲିବ ବୋଲି ଗୁଲାମନବୀ…
Read More...

ତାଲିବାନ ନିର୍ଦେଶନାମା; ବିଦେଶ ଯାଇ ପଢ଼ି ପାରିବେନି ଆଫଗାନ୍‍ ମହିଳା

କାବୁଲ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତରଫରୁ ମହିଳାଙ୍କ ବିରୋଧୀ ଆଉ ଗୋଟିଏ ନିର୍ଦେଶାନାମା ଜାରି କରାଯାଇଛି । ଆଫଗାନିସ୍ତାନ ମହିଳାମାନେ ବିଦେଶରେ ଯାଇ ପାଠ ପଢ଼ିପାରିବେ ନାହିଁ ବୋଲି…
Read More...

ଆଜି ଭଙ୍ଗା ହେବ ସୁପରଟେକ୍‌ ଟ୍ବିନ୍‌ ଟାୱାର

ନୋଇଡା: ଅବୈଧ ଭାବେ ନିର୍ମିତ ହୋଇଥିବା ସୁପରଟେକ୍‌ ଟ୍ବିନ୍ ଟାୱାରକୁ ରବିବାର ଅପରାହ୍ଣ ୨.୩୦ ମିିନିଟ୍‌ରେ ଭଙ୍ଗାଯିବ। ଏଥିନିମନ୍ତେ ଏଡିଫାଇସ ଇଞ୍ଜିନିୟରିଂ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ୯…
Read More...

ସକାଳ @୯ ମୁଖ୍ୟ ଖବର

(୧) ଦୁର୍ଘଟଣା ନେଲା ୫ ଜୀବନ… କାମାକ୍ଷାନଗର ଏନଏଚ-୫୩ ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍… ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଓ ହେଲପର…
Read More...

ଓଡ଼ିଆ ଝିଅ କଳ୍ପନା ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ !

କଟକ/ବହଳଦା: ଲାଭଜନକ ପଦବୀ(ଅଫିସ୍‌ ଅଫ୍‌ ପ୍ରଫିଟ୍‌)ରେ ବିବାଦୀୟ ହୋଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ନିଷ୍ପତ୍ତି ଏବେ ରାଜ୍ୟପାଳଙ୍କ ଠାରେ ଅଟକିଛି । ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ…
Read More...

ଥେମ୍‌ସ ନଦୀର କୂଳେ କୂଳେ

ଲଣ୍ଡନ। ପିଲାମାନଙ୍କ ସହ ଖରାଛୁଟିରେ କିଛିଦିନ ଲଣ୍ଡନ ସହରରେ କଟାଇବାର ଯୋଜନା ଥିଲା ଏଥର। କେଉଁ କେଉଁ ଦର୍ଶନୀୟ ସ୍ଥାନ, ମ୍ୟୁଜିୟମ (ସଂଗ୍ରହାଳୟ) ଇତ୍ୟାଦି ଯିବାକୁ ହେବ ତା’ର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଥାନ୍ତି…
Read More...

ଶିକ୍ଷା ବିଭାଗ ଏବଂ ମାନେ ବହି ମଧୁଚନ୍ଦ୍ରିକା

ସ୍କୁଲ ଖୋଲିବାର ଦେଢ଼ମାସରୁ ଊର୍ଦ୍ଧ୍ବ ହେଲାଣି। ପାଠ୍ୟ ପୁସ୍ତକ କୁଆ​‌େ​‌ଡ଼ ମିଳୁନାହିଁ। ଶିକ୍ଷା ବିଭାଗ କହୁଛି ସେ ସବୁ ତାଙ୍କ ଅନୁମୋଦିତ ସଂସ୍ଥା ଏବଂ ଦୋକାନମାନଙ୍କରେ ଗଲା ମାର୍ଚ୍ଚ ମାସରୁ ଉପଲବ୍ଧ। ସେହିପରି ଏ…
Read More...

ବର-କନ୍ୟାଙ୍କୁ ଡିଜିଟାଲ ଆଶୀର୍ବାଦ; ଦେଖନ୍ତୁ ଭାଇରାଲ ହେଉଛି ଏହି ଭିଡିଓ

ସବୁଠି ଦେଖିବାକୁ ମିଳୁଛି ଅଧୁନିକତାର ଛାପ । ବଜାର ହେଉ କି ବାହାଘର ସବୁଠି ଏବେ ଡିଜିଟାଲର ସମୟ । ଆପଣ ମାର୍କେଟରେ କୌଣସି ସାମଗ୍ରୀ କିଣିବା ପରେ ଫୋନ-ପେ’, ଗୁଗଲ-ପେ’ କିମ୍ବା ପେଟିଏମ୍ କରୁଥିବେ । ହେଲେ ବାହାଘର…
Read More...

ଫୁଟବଲ ଖେଳୁଛି ଗାଈ; ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । ଦେଖନ୍ତୁ ଏହି ଭିଡିଓକୁ । ଗାଈଟିର ହରକତକୁ । କିପରି ଯୁବକ ମାନଙ୍କ ସହ ଫୁଟବଲ ଖେଳିବାରେ ମାତି ଯାଇଛି ଗାଈଟି । ବଲଟିକୁ ନିଜର ଗୋଡ଼ରେ ଆସ୍ତେ ଆସ୍ତେ…
Read More...

ଅଟୋକୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ

କାମାକ୍ଷାନଗର: ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ କୋଇଲା ବୁଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ କାମାକ୍ଷାନଗର…
Read More...

ଶିକ୍ଷାବୀତଙ୍କ ସ୍ମୃତିସଭା

ଚୌଦ୍ୱାର : ନିଗମାନନ୍ଦ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶିକ୍ଷାବୀତ ସ୍ୱର୍ଗତ ଅକ୍ଷୟ କୁମାର ସାହୁଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଧାନ ଶିକ୍ଷୟତ୍ରୀ ସବିତା ସାହୁଙ୍କ…
Read More...

ଶିଶୁ ସଦନରେ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର : ସର୍ବଭାରତୀୟ ସ୍ୱେଚ୍ଛାସେବୀ ସଂଗଠନ ହିନ୍ଦ୍ ସେବକ ସଂଘ ଓ ଭୁବନେଶ୍ୱରସ୍ଥିତ ଅହଲ୍ୟା ଚିକିତ୍ସାଳୟ ମିଳିତ ଆୟୋଜନରେ ସ୍ଥାନୀୟ ଶିଶୁସଦନରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସଂଗଠନର…
Read More...

ପୋଷାକ ବିତରଣ କାର୍ଯ୍ୟକ୍ରମ

ଚୌଦ୍ୱାର :  ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ରାମଚନ୍ଦ୍ରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ସନାତନ କଳାଙ୍କ…
Read More...

ଶିକ୍ଷାଜ୍ୟୋତି ସମ୍ମାନରୁ ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଆଠଗଡ :  ଆଠଗଡରେ ଶୁକ୍ରବାର ଫୋରମ ଅଫ୍ ଏକାଡେମିକ୍ସ ପକ୍ଷରୁ ଆୟୋଜିତ ଶିକ୍ଷାଜ୍ୟୋତି ସମ୍ମାନରୁ ବଞ୍ଚିତ ହୋଇଥିବା ତିଗିରିଆସ୍ଥିତ ପି.ପି ଦେବ କଲେଜର ଛାତ୍ରୀଙ୍କୁ ଶନିବାର ଯୁବସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ…
Read More...

ଚିନି ଉତ୍ପାଦନ ବଦଳରେ ଆଖୁରୁ ଅଧିକ ଇଥାନଲ୍‍ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ଆହ୍ୱାନ : ଗଡ଼କରୀ

ମୁମ୍ବଇ : କେନ୍ଦ୍ର ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‍ ଗଡ଼କରୀ କହିଛନ୍ତି, କୃଷିର ବିବିଧକରଣ କରାଯାଇ ଶକ୍ତି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।…
Read More...

ନୟନ ଜୋରିରୁ ମିଳିଲା ଲୁଟେରାଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ

ସିମୁଳିଆ : ନୟନ ଜୋରିରୁ ଲୁଟେରାଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମିଲିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁମିଳିଛି। ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଂଚାୟତ…
Read More...

ଖଦି ଉତ୍ସବ ଏକ ବିକଶିତ ଭାରତର ସଙ୍କଳ୍ପ : ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ :  ଖଦି ଭଳି ଏକ ପରମ୍ପରାଗତ ଶକ୍ତି ଭାରତକୁ ନୂତନ ଉର୍ଜ୍ଜା ଦେବାରେ ସଫଳ ହେବ। ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ସାବରମତୀ ନଦୀତଟରେ ଅନୁଷ୍ଠିତ ଖଦୀ ଉତ୍ସବରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଘଣ୍ଟାପଡା ଫାଣ୍ଡିକୁ ମିଳିଲା ନୂତନ ଥାନାର ମାନ୍ୟତା

ଘଣ୍ଟାପଡା/କଣ୍ଟାମାଳ : ଦୀର୍ଘ ୩୭ ବର୍ଷ ପରେ ଘଣ୍ଟାପଡା ଫାଣ୍ଡିକୁ ପୁଣି ମିଳିଲା ନୂତନ ଥାନାର ମାନ୍ୟତା। ସମଗ୍ର ରାଜ୍ୟରେ ୩୬ଟି ନୂତନ ଥାନା ଖୋଲିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି।…
Read More...

ଦେଶରୁ ଔଷଧ ରପ୍ତାନୀ ୧୪୬ % ବୃଦ୍ଧି

ନୂଆଦିଲ୍ଲୀ : ଦେଶରୁ ଔଷଧ ରପ୍ତାନୀ ଗତ ୪ ମାସ ମଧ୍ୟରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମୁଣ୍ଡଭ୍ୟ କହିଛନ୍ତି ୨୦୧୩-୧୪ରେ ଦେଶରେ ଔଷଧ ରପ୍ତାନୀ ପରିମାଣ ୨୦ ହଜାର ୫୯୬ କୋଟି ଟଙ୍କା ଥିବା ବେଳେ…
Read More...

ପ୍ରଶିକ୍ଷଣ ନେଲେ ୩୬ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ

ସୁଆଣ୍ଡୋ :  ରାଜ୍ୟ  ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୬ ପଞ୍ଚାୟତ ସମିତି ଅଧ୍ୟକ୍ଷ  ଓ  ଅଧ୍ୟକ୍ଷା ପ୍ରତିନିଧି ଦଳ ଶୁକ୍ରବାର ପୁରୀଜିଲା ସତ୍ୟବାଦୀ ବ୍ଲକ ପରିଦର୍ଶନ କରି ପ୍ରଶିକ୍ଷଣ ନେଇଥିଲେ । ସମ୍ବଲପୁର, ବରଗଡ଼,…
Read More...

ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ଭାରତ ଅଧିକ ସମୃଦ୍ଧ ଏବଂ ଶକ୍ତିଶାଳୀ ହେବ : ରାଷ୍ଟ୍ରପତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସହକାରୀ ସଚିବ ଭାବେ କାର୍ୟ୍ୟରତ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶନିବାର ରାଷ୍ଟ୍ରପତି ଭବନରେ…
Read More...

ଭାରତ ନିର୍ମିତ ତେଜସ୍‍ ଲଢ଼ୁଆ ଯୁଦ୍ଧ ବିମାନ କିଣିବ ଆର୍ଜେଣ୍ଟିନା : ଜୟଶଙ୍କର

ଡେସ୍କ : ଭାରତରେ ନିର୍ମିତ ତେଜସ୍‍ ଲଢ଼ୁଆ ଯୁଦ୍ଧ ବିମାନ କ୍ରୟ କରିବାକୁ ଆର୍ଜେଣ୍ଟିନା ଇଚ୍ଛା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ତେଜସ୍‍ ଯୁଦ୍ଧ ବିମାନ କିଣିବା ପାଇଁ ଆର୍ଜେଣ୍ଟିନାର ଆଗ୍ରହ ବିଷୟରେ…
Read More...

୨ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ; ଆଜି ସନ୍ଧ୍ୟାରେ ଖଦି ଉତ୍ସବଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ୨ଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଖଦି ଉତ୍ସବଙ୍କୁ ସମ୍ବୋଧିତ କରିବେ । ରବିବାର…
Read More...

୩୮ ବର୍ଷରେ ଏସିଆ କପ୍‌ କ୍ରିକେଟ୍‌ : ଭାରତ ସର୍ବାଧିକ ୭ ଥର ବିଜେତା

ନୂଆଦିଲ୍ଲୀ : କ୍ରିକେଟ୍‌ ଦୁନିଆରେ ଏସିଆ କପ୍‌ ଅନ୍ୟତମ ବଡ଼ ପ୍ରତିଯୋଗିତା। ଏସିଆର ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଏହି ମୁକାବିଲା ଖେଳାଯାଏ । ୩୮ ବର୍ଷ ତଳେ ଶାରଜାରେ ଏସିଆ କପ୍ କ୍ରିକେଟ୍‌ ଆରମ୍ଭ ହୋଇଥିଲା। ୧୯୮୪ରେ…
Read More...

ମହାନଦୀକୁ ଡେଇଁଲେ ଯୁବକ

ଆଠଗଡ଼: ମୁଣ୍ଡଳୀ ପୋଲ ଉପରେ ସ୍କୁଟି ରଖି ଜଣେ ଯୁବକ ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି । ଆଜି (ଶନିବାର) ସକାଳ ୮.୩୦ ସମୟରେ ଓଡି ୩୩ ଆର୍ ୯୨୭୦ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ଆସିଥିବା ଭୁବନେଶ୍ୱର ଶୈଳଶ୍ରୀ ବିହାରର…
Read More...

ବନ୍ୟା ପାଣିରେ ଭାସୁଛି ପାକିସ୍ତାନ; ଗଲାଣି ୧ହଜାରରୁ ଊର୍ଦ୍ଧ୍ଵ ଜୀବନ

ଇସଲାମବାଦ: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ପାକିସ୍ତାନ । ଯେଉଁଠିକୁ ଚାହିଁଲେ ସେଇଠି ଦିଶୁଛି ପାଣି ଆଉ ପାଣି ।  ବଡ଼ ଧରଣର ବନ୍ୟା ଯୋଗୁ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବନ୍ୟା ଯୋଗୁ…
Read More...