www.samajalive.in
Sunday, December 14, 2025
23.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଦୁର୍ଘଟଣା ନେଲା ୫ ଜୀବନ… କାମାକ୍ଷାନଗର ଏନଏଚ-୫୩ ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍… ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଓ ହେଲପର ଫେରାର…ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ହୋଇଥିବା ସୂଚନା…

(୨) ଆଜି ବସିବ କଂଗ୍ରେସର କାର୍ଯ୍ୟ କାରିଣୀ ବୈଠକ… ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ତାରିଖ ଘୋଷଣା… ସେପଟେ ନିକଟରେ କଂଗ୍ରେସର ହାତ ଛାଡ଼ିଛନ୍ତି ଗୁଲମନବୀ ଆଜାଦ… ଗୁଲମନବୀଙ୍କୁ ନେଇ ଏବେ ବି ସରଗରମ ରହିଛି ରାଜନୀତି…

- Advertisement -

(୩) ଆଜି ଭଙ୍ଗା ହେବ ସୁପରଟେକ୍‌ ଟ୍ବିନ୍‌ ଟାୱାର… ମାତ୍ର ୯ ସେକେଣ୍ଡରେ ହେବ ଧ୍ୱଂସ… ଦିନ ୨ଟା ୩୦ରେ ବିସ୍ଫୋରକ ବ୍ୟବହାର କରି ଟ୍ୱିନ୍‌ ଟାଓ୍ୱାରକୁ ଭାଙ୍ଗିବାକୁ ନିଷ୍ପତ୍ତି… ବିସ୍ଫୋରଣ ପାଇଁ ଚାଲିଛି ପ୍ରସ୍ତୁତି… ନିକଟସ୍ଥ ଲୋକଙ୍କୁ ଖାଲି କରିବାକୁ ନିର୍ଦେଶ ଦେଇଛି ପ୍ରଶାସନ…

(୪) ଓଡ଼ିଆ ଝିଅ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ… ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ପତ୍ନୀ କଳ୍ପନା ପିନ୍ଧିପାରନ୍ତି ମୁଖ୍ୟମନ୍ତ୍ରୀ ମୁକୁଟ… ରାଜ୍ୟପାଳଙ୍କ ଠାରେ ଅଟକିଛି ହେମନ୍ତଙ୍କ ବିଧାୟକ ପଦ ରଦ୍ଦ ନିଷ୍ପତ୍ତି.. ହେଲେ ଏବେଠୁ କଳ୍ପନାଙ୍କୁ ନେଇ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା… ଓଡ଼ିଶାରେ ବି ବଢ଼ୁଛି ଚର୍ଚ୍ଚା…

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories