ଯୁବକଙ୍କ ଗୋଡ଼କୁ କାମୁଡ଼ି ଧରିଲା ଗଧ; ଭିଡିଓ ହେଉଛି ଭାଇରାଲ

ସୋସିଆଲ୍ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଜୀବଜନ୍ତୁଙ୍କ ହରକତକୁ ଲୋକମାନେ ପସନ୍ଦ କରିଥାଆନ୍ତି । ଦେଖନ୍ତୁ ଏହି ଭିଡିଓକୁ ଯୁବକ ଜଣକ କିପରି ଗଧଟିକୁ ମାଡ଼ ମାରୁଛନ୍ତି ।

ଗଧଟିର ମୁହଁକୁ ବାରମ୍ବାର ଗୋଇଠା ମାରୁଛନ୍ତି ଯୁବକ ଜଣକ । ମାତ୍ର କିଛି ସମୟ ପରେ ଗଧଟି ରାଗି ଯାଇ ଯୁବକ ଜଣଙ୍କ ଗୋଡ଼କୁ କାମୁଡ଼ି ଧରୁଛି । ଆଉ ଟାଣିବାକୁ ଲାଗୁଛି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.