www.samajalive.in
Monday, December 8, 2025
27.1 C
Bhubaneswar

ଗୁଟ୍‌କା ଗୋଦାମରେ ଚଢ଼ାଉ; ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗୁଟ୍‌କା ଜବତ

ଚିକିଟି: ବ୍ରହ୍ମପୁର ପୁଲିସ ୩ଟି ଗୁଟକା ଗୋଦାମରେ ଚଢ଼ାଉ କରିଛି । ଜିଲ୍ଲାର ସଦର ଥାନା ଠାରୁ ମାତ୍ର ୧ କିଲୋମିଟର ବ୍ୟବଧାନରେ ଥିବା ବାଉଁସିୟାପଲ୍ଲୀ ଗ୍ରାମ ନିକଟରେ ଏହି ଚଢ଼ାଉ କରାଯାଇଛି । ନରେନ୍ଦ୍ର ସାହୁ ନାମକ ଜଣେ ନକଲି ଗୁଟକା ବ୍ୟବସାୟୀଙ୍କ ୩ଟି ଗୋଦାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟକା ପ୍ରସ୍ତୁତି କଞ୍ଚାମାଲ ଜବତ କରିଛି ପୁଲିସ । ତାହାସହ ପ୍ରସ୍ତୁତ ହୋଇଥିବା କିଛି ଗୁଟକା ମଧ୍ୟ ପୁଲିସ ଜବତ କରିଛି । ଜବତ ହୋଇଥିବା ଗୁଟକା ଓ ଗୁଟକା ପ୍ରସ୍ତୁତି କଞ୍ଚାମାଲର ଆନୁମାନିକ ମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories