ବ୍ଲକସ୍ତରୀୟ ‘ସାହିତ୍ୟ ସୃଜନୀ’ ଶିବିର ଉଦ୍‌‌ଯାପିତ

ଆଠଗଡ :  ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠରେ ୨ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ ‘ସାହିତ୍ୟ ସୃଜନୀ’ ଶିବିର ଉଦ୍‌‌ଯାପିତ ହୋଇଯାଇଛି । ବ୍ଲକର ବିଭିନ୍ନ ହାଇସ୍କୁଲର ମୋଟ ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି…
Read More...

ଏସିଆ କପ୍‌ କ୍ରିକେଟ : ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ  : ଏସିଆ କପ୍‌ କ୍ରିକେଟର ୧୬ତମ ସଂସ୍କରଣର ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାର କଲମ୍ବୋର ଆର. ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯିବ। ଭାରତ ୧୧ମ ଥର ଓ ଶ୍ରୀଲଙ୍କା ୧୨ମ ଥର ଲାଗି ଫାଇନାଲ ଖେଳିବାକୁ…
Read More...

ଆଠଗଡ ମଣ୍ଡଳସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଆଠଗଡ : ଆଠଗଡ ବ୍ଲକର କୁଲାଇଲୋସ୍ଥିିତ ଅନନ୍ତ ଦଳାଇ ସ୍ମୃତି ସରକାରୀ ବିଦ୍ୟାପୀଠରେ ଶୁକ୍ରବାର ଏକ ମଣ୍ଡଳସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ…
Read More...

ଚରମ ସୀମାରେ ଟାଟା ପାୱାରର ଜୁଲୁମ, ମରୁଡି ସମୟରେ ୬୦ଟି ବୋରୱେଲର ବିଦ୍ୟୁତ କାଟ୍

ଲଡୁଗାଁ :  କୋକସରା ବ୍ଲକରେ ଦିନକୁ ଦିନ  ଟିପିଡବ୍ଲୁଡିଏଲର  ବିଦ୍ୟୁତ ଉପଭୋକ୍ତାଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସରକାର ଅଣ ଜଳସେଚିତ ଚାଷ ଜମିକୁ ଜଳସେଚନ କରିବା ପାଇଁ ଡିପ୍ ବୋରୱେଲ,…
Read More...

ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ପରିସରରେ ବୃକ୍ଷଚାରା ରୋପଣ

ଗୋପାଳପୁର : ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଗୋଳନ୍ଥରାସ୍ଥିତ ପାଲୁର ହିଲ୍ ଠାରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷଚାରା ରୋପଣ କାର୍ଯକ୍ରମ…
Read More...

ଅବିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଲଣ୍ଡେଯୋର ବିଦ୍ୟାଳୟରେ ଶନିବାର ଅବିଭାବକ ଆମର ଅଂଶୀଦାର ସଭା ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ମାଣ୍ଡିଆ ଚାଷ ପ୍ରଶିକ୍ଷଣ ଶିବିର ଓ ସଚେତନତା ରଥର ଶୁଭାରମ୍ଭ

ତିଗିରିଆ : ତିଗିରିଆ ବ୍ଲକରେ ମିଲେଟ ମିଶନ ଜରିଆରେ ମାଣ୍ଡିଆ ଚାଷ ସମ୍ପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶନିବାର ସ୍ଥାନୀୟ କୃଷକ ଭବନ ଠାରେ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇଙ୍କ ପୌରୋହିତ୍ୟରେ…
Read More...

ସମାଜସେବୀ ଉଦୟନାଥ ସାହୁଙ୍କ ପରଲୋକ

ପିପିଲି : ପିପିଲି ଓ ଡେଲାଙ୍ଗ ଅଞ୍ଚଳର ସଫଳ କୃଷକ ଓ ବରିଷ୍ଠ ସମାଜସେବୀ ଉଦୟନାଥ ସାହୁଙ୍କର ୯୭ବର୍ଷ ବୟସରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ନୀଳକଣ୍ଠନଗର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଡେଲାଙ୍ଗରେ ଜନ୍ମିତ ସ୍ୱର୍ଗତ…
Read More...

ଆଧାର ସଂଶୋଧନ ସମୟ ସୀମା ଆଉ ୩ ମାସ ବୃଦ୍ଧି

ନୂଆଦିଲ୍ଳୀ : କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍‌‌ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ।…
Read More...

କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ୫୪୧ କୋଟି ଟଙ୍କାର ପ୍ରକଳ୍ପର ଉପହାର

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ(ସିଏନବିଟି)କୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ…
Read More...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ : ୮୫ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କର ସାହସିକତା, ଉଲ୍ଲେଖନୀୟ ଏବଂ ବିଶିଷ୍ଟ ସେବା…
Read More...

ଆଇସିସି ଦିନିିକିଆ ମାନ୍ୟତା : ୨ୟ ସ୍ଥାନରେ ଭାରତ, ୩ରେ ପାକିସ୍ତାନ

ନୂଆଦିଲ୍ଲୀ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ଦଳ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚଳିତ ଏସିଆ କପ୍‌ରେ ଦୁଇଟି ପରାଜୟ ପରେ ପାକିସ୍ତାନ ଏକ…
Read More...

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ(ସିଏନବିଟି)କୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ…
Read More...

ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର : କାମାକ୍ଷାନଗର ମହାବିଦ୍ୟାଳୟ ସଭାଗୃହରେ ଅଧକ୍ଷ ମଙ୍ଗଲୁ ନାଏକଙ୍କ ସଭାପତିତ୍ୱ ରେ "ମୁଁ ବି ମିତା" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ପାଳିତ

 ଗଞ୍ଜାମ : ଗଞ୍ଜାମ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଉଷା କୀର୍ତ୍ତନ, ସକାଳ ପ୍ରାଥନା, ଲଗ୍ନ ଘୋଷଣା, ପରେ…
Read More...

ନୋବେଲ୍‌‌ ପୁରସ୍କାର ବିଜେତା ପାଇବେ ୯ ଲକ୍ଷ ୮୬ ହଜାର ଡଲାର

ଷ୍ଟକ୍‌‌ହୋମ୍‌‌ :  ନୋବେଲ୍‌‌ ପୁରସ୍କାର ରାଶି ବୃଦ୍ଧି ପାଇଛି । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନେ ଆଉ ଅତିରିକ୍ତ ୧ ନିୟୁତ କ୍ରାଉନ୍‌‌(ସ୍ବିଡିସ କ୍ରାଉନ୍‌‌) ଅର୍ଥ ପାଇବେ ବୋଲି ନୋବେଲ୍‌‌ ଫାଉଣ୍ଡେସନ୍‌‌…
Read More...

ନୂଆ ସୈନିକ ସ୍କୁଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ୨୩ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପ୍ରସ୍ତାବକୁ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାଗିଦାରୀ ଭିତ୍ତିରେ ନୂଆ ସୈନିକ ସ୍କୁଲ୍‌‌ ଗୁଡ଼ିକର…
Read More...

ଗଞ୍ଜାମ ବ୍ଲକ ଶିକ୍ଷକ ସଂଘର ଗଣଧାରଣା, ସମସ୍ତ ସ୍କୁଲ ବନ୍ଦ

ଗଞ୍ଜାମ : ରାଜ୍ୟ ଏବଂ ଜିଲ୍ଲା ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ପିଷ୍ଟା, କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ…
Read More...

ଟାଟା ପାୱାର ଗ୍ରାହକ ସେବା କେନ୍ଦ୍ର ଉଦ୍‌‌ଘାଟିତ

ଆଠଗଡ :  ଆଠଗଡରେ ବିଦ୍ୟୁତ୍‌‌ ବଣ୍ଟନକାରୀ ଟାଟା ପାୱାର କମ୍ପାନୀ ପକ୍ଷରୁ ଏକ ଗ୍ରାହକ ସେବା କେନ୍ଦ୍ର ଶୁକ୍ରବାର ଅପରାହ୍ନରେ ଉଦ୍‌‌ଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…
Read More...

ଆଠଗଡ କଲେଜରେ ସଂସ୍କୃତ ସପ୍ତାହ ଉଦ୍‌‌ଯାପିତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଆନୁକୁଲ୍ୟରେ ୩ଦିନ ଧରି ଚାଲିଥିବା ସଂସ୍କୃତ ସପ୍ତାହ ଉଦ୍‌‌ଯାପିତ ହୋଇଯାଇଛି। ଆଠଗଡର ୫ଟି କଲେଜ ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା ସ୍ନାତକ କଲେଜ,…
Read More...

ଇମ୍ଫା ତରଫରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ

ଚୌଦ୍ୱାର :  ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ…
Read More...

ଆସନ୍ତାକାଲି କଟକ ନେତାଜୀ ବସ୍‌‌ ଟର୍ମିନାଲର ଲୋକାର୍ପଣ

ଡେସ୍କ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶନିବାର (ଆସନ୍ତାକାଲି) କଟକ ନେତାଜୀ ବସ୍‌‌ ଟର୍ମିନାଲର ଲୋକାର୍ପଣ କରିବେ।  ୧୪.୯୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌‌ ଟର୍ମିନାଲ ପାଇଁ ୯୦ କୋଟି…
Read More...

ଦୁଇ ଦିନିଆ କଳାକାର ପ୍ରଶିକ୍ଷଣ ଶିବିର ଉଦଯାପିତ

ତିଗିରିଆ : ତିଗିରିଆ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୂଚନା ଲୋକ ସଂପର୍କ ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ୨ ଦିନିଆ ପ୍ରଶିକ୍ଷଣ ଶିବିର ଶୁକ୍ରବାର…
Read More...

କେରଳ : ନିପା ଭାଇରସ ସଂକ୍ରମଣ, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

କେରଳ : କେରଳ ନିପା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଏବେ ସରକାର ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେରଳର କୋଝିକୋଡର ଏକ ହସ୍ପିଟାଲରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା…
Read More...

ବିଶ୍ୱକର୍ମା ଓ ଗଣେଷ ପୂଜା ପାଇଁ ବୈଠକ

ଧାମରା : ଧାମରା ନିକଟସ୍ଥ କରଞମାଳ ଫାଣ୍ଡି ଅଧିକାରୀ ବିନୋଦ ବିହାରୀ ହେମ୍ବ୍ରମଙ୍କ ଉପସ୍ଥିତିରେ ଫାଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ପ୍ରଥମେ ବିଶ୍ୱକର୍ମା ଏବଂ ପରେ…
Read More...

ସ୍କ୍ରବ ଟାଇଫସ : ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର :  ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ନଜର ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଡାକ୍ତର ମାନଙ୍କୁ ସତର୍କ…
Read More...

୬୫ ବର୍ଷରେ ପଦାର୍ପଣ କଲା ଦୂରଦର୍ଶନ

ନୂଆଦିଲ୍ଲୀ : ଦେଶର ସର୍ବ ବୃହତ ଲୋକସେବା ପ୍ରସାରଣକାରୀ ଦୂରଦର୍ଶନ ୬୪ ବର୍ଷ ପୂରଣ କରି ୬୫ ବର୍ଷରେ ପଦାର୍ପଣ କରିଛି । ୧୯୫୯ ମସିହା ଆଜିର ଦିନରେ ଦୂରଦର୍ଶନ ପ୍ରଥମଥର ଲାଗି ତା’ର ପ୍ରସାରଣ ଆରମ୍ଭ କରିଥିଲା । ଦୂରଦର୍ଶନ…
Read More...

ଭିସୁଟରେ ନବାଗତଙ୍କ ସ୍ୱାଗତ ସମାରୋହ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନୁତନ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ…
Read More...

ଗୋଟିଏ ଦିନରେ ୧.୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ; ୪ ଗାଡି ଜବତ, ୧୦ ଅଭିଯୁକ୍ତ ଗିରଫ

ସମ୍ବଲପୁର :  ଦେଶର ବିଭିନ୍ନ ସ୍ଥାନକୁ ସମ୍ବଲପୁର ଦେଇ ଗମନାଗମନର ସୁବିଧା ରହିଥିବାରୁ ବେଆଇନ ଭାବରେ ଅବୈଧ ଗଞ୍ଜେଇ ଚାଲାଣ ହେଉଛି। ଏଣୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ କରାଯାଇ ଅନେକ ଗଞ୍ଜେଇ ଚାଲାଣକାରୀ ଓ…
Read More...

୧୭ରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆସନ୍ତା ୧୭ ତାରିଖରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା…
Read More...

‘ମେରୀ ମାଟି ମେରା ଦେଶ’ ଅଭିଯାନ : ପ୍ରଥମ ପର୍ଯ୍ୟାୟରେ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ୍ ପ୍ରତିଷ୍ଠା

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବା ଲକ୍ଷ୍ୟ ନୂଆଦିଲ୍ଲୀ  : ‘ମେରୀ ମାଟି ମେରା ଦେଶ’ ଦେଶବ୍ୟାପୀ ଅଭିଯାନ ଗତ ଅଗଷ୍ଟ ୯ ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’…
Read More...

ପାକିସ୍ତାନର ବିମାନ ଅଟକ ରଖିଲା ୟୁଏଇ

ଦମ୍ମନ(ୟୁଏଇ) : ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ…
Read More...

ଏସିଆ କପ୍‌ କ୍ରିକେଟ : ଭାରତ-ଶ୍ରୀଲଙ୍କା ଫାଇନାଲ ମୁକାବିଲା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌ ଫାଇନାଲ ମୁକାବିଲା ହେବ । ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । ବର୍ଷା…
Read More...

୪ର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ : ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ଆଉ ଏକ ସଫଳତା ମିଳିଛି ।  ଆଦିତ୍ୟ ଏଲ-୧, ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି । ବିଳମ୍ବିତ ରାତିରେ ପ୍ରକ୍ରିୟା ସଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା…
Read More...

ଶୁକ୍ରବାର ରାଶିଫଳ (୧୫.୦୯.୨୦୨୩)

ମେଷ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଛାତ୍ରଛାତ୍ରୀଙ୍କ ପଢ଼ା ପୁସ୍ତକ ଉପରେ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ଧନ ମିଳିବାର…
Read More...

ଏସିଆ କପ୍‌ କ୍ରିକେଟ : ଭାରତ-ବାଂଲାଦେଶ ମୁକାବିଲା ଆଜି

କଲମ୍ବୋ : ଶୁକ୍ରବାର ଏଠାରେ ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍‌ପଡ଼ିଛି।…
Read More...

ସନାତନ ଧର୍ମକୁ ଧ୍ବଂସ କରିବା ‘ଇଣ୍ଡିଆ’ର ଲକ୍ଷ୍ୟ : ମୋଦୀ

ନୂଆଦିଲ୍ଲୀ : ସନାତନ ଧର୍ମକୁ ଧ୍ବଂସ କରିବାକୁ ଏକାଧିକ ବିରୋଧୀ ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ସାଗର ଜିଲାରେ ଏକ…
Read More...

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବାସନ୍ଦ

ନୂଆଦିଲ୍ଲୀ : ୯ଟି ଟେଲିଭିଜନ ଚ୍ୟାନେଲ୍‌ର ୧୪ଜଣ ଉପସ୍ଥାପକଙ୍କ କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟର କୌଣସି ନେତା ଓ ପ୍ରତିନିଧି ଭାଗ ନେବେ ନାହିଁ ବୋଲି ଜଣାପଡ଼ିଛି। ନ୍ୟୁଜ୍‌ ୧୮ ଚ୍ୟାନେଲ୍‌ର ଅମନ ଚୋପ୍ରା, ଅମିଶ ଦେବଗନ…
Read More...

ପୁଲିସ ହାଇସ୍କୁଲରେ ହିନ୍ଦୀ ଦିବସ ସମାରୋହ

କଟକ :  ବକ୍ସିବଜାରସ୍ଥିତ ଓଡିଶା ପୁଲିସ ହାଇସ୍କୁଲ ପରିସରରେ ଗୁରୁବାର ପ୍ରଧାନ ଶିକ୍ଷୟତ୍ରୀ ମମତା କରଙ୍କ ପୌରୋହିତ୍ୟରେ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶେଖ ଜହୁରୁଦ୍ଦିନ…
Read More...

ସାତ ଦିନ ହେଲା ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ : ବିଦ୍ୟାଳୟ ବନ୍ଦ, ପାଠପଢା ଠପ୍

ହରଭଙ୍ଗା : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ବାନରେ ତଥା ବୌଦ୍ଧ ଜିଲ୍ଲା ସଭାପତି ଦିଲିପ କୁମାର ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାର ତିନିଗୋଟି ବ୍ଲକରେ ସମୂହ କାଯ୍ୟବନ୍ଦ ଆନ୍ଦୋଳନ ଧାରଣା ସପ୍ତମ ଦିନରେ…
Read More...

ମାନବିକତା ଦେଖାଇଲେ ବିଧାୟକ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ କାରରେ ମେଡିକେଲରେ ପହଞ୍ଚାଇଲେ

ଗଞ୍ଜାମ :  ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ସଡ଼କ ପୋଲ ଅନତି ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ  ପଡିଥିବା ଜଣେ ବ୍ୟକ୍ତିଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ମେଡିକାଲକୁ ନିଜ କାରରେ ନେଇ…
Read More...

ପିଏମଇସିରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

ଗୋପାଳପୁର : ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାୟଲୟରେ ବିଭିନ୍ନ ସମସ୍ୟାକୁ ନେ଼ଇ ଛାତ୍ରଛାତ୍ରୀ ମାନେ‌‌ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ଛାତ୍ର ଛାତ୍ରୀଙ୍କ…
Read More...

ଏନ୍‌‌.ଏସ୍‌‌ ପୁଲିସ ହାଇସ୍କୁଲରେ ହିନ୍ଦୀ ଦିବସ

କେନ୍ଦୁଝରଗଡ଼ :  ନରସିଂହ ସ୍ୱାଇଁ ପୁଲିସ ହାଇସ୍କୁଲରେ ବରିଷ୍ଠ ଶିକ୍ଷକ ଗୁରୁଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଗୁରୁବାର ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ…
Read More...

ସମ୍ଭାଗ ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନାଚକ୍ର

କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡଠାରେ ଗୁରୁବାର ସମ୍ଭାଗସ୍ତରୀୟ ବିଦ୍ୱତ୍ ପରିଷଦ ପକ୍ଷରୁ ଭାରତର ‘ସ୍ୱ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ମହାବିଦ୍ୟାଳୟର…
Read More...

ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଘେରିଲେ ଆଶାକର୍ମୀ

କେନ୍ଦୁଝରଗଡ଼ : ଆଶାକର୍ମୀ ମାନଙ୍କୁ ମାସିକ ସର୍ବନିମ୍ନ ବେତନ ୨୬୦୦୦ଟଙ୍କା ପ୍ରଦାନ ସହ ଆଶାକର୍ମୀଙ୍କୁ ସ୍ୱେଛାସେବୀ ପରିବର୍ତ୍ତେ ସରକାରୀ ଚାକିରୀ ମାନ୍ୟତା ଆଦି ୧୧ଦଫା ଦାବିରେ ଓଡିଶା ଆଶାକର୍ମୀ ସଂଘ କେନ୍ଦୁଝର ଜିଲା…
Read More...

ରହିତାଦେଶ ନଥାଇ ନିର୍ବାଚନ ପ୍ରକ୍ରିୟା ବନ୍ଦ କାହା ସ୍ୱାର୍ଥରେ

କେନ୍ଦୁଝରଗଡ଼ : ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ହାଇକୋର୍ଟଙ୍କ ଆଦେଶ ମୁତାବକ ଜିଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ସହ ଅଗଷ୍ଟ ୧୩ ତାରିଖରେ ବିଜ୍ଞପ୍ତି…
Read More...

ଅବଧି ପରେ ମଧ୍ୟ ଅଧାରେ ଅଟକିଛି ଗୋବରା-ଦମ୍ପତିପୁର ରାସ୍ତା ଉନ୍ନତିକରଣ

ଗୁରୁଡିଝାଟିଆ :  ଛଅଗାଁ ଲେବୁଲ କ୍ରସିଂ ଠାରୁ ଗୋବରା ଦେଇ ଦମ୍ପତିପୁରକୁ ସଂଯୋଗ କରୁଥିବା ରାସ୍ତା ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟକରିବା ପାଇଁ…
Read More...

ଦୁଇ ଷ୍ଟେସନ ମଧ୍ୟରେ ରେଳଯାତ୍ର ସମୟକୁ ନେଇ ଦ୍ୱନ୍ଦ୍ୱ

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ରେଳଷ୍ଟେସନରୁ ରାୟପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ମାତ୍ର ୧୭୦ କିଲୋମିଟର।। କଣ୍ଟାବାଞ୍ଜି ଏବଂ ରାୟପୁର ଷ୍ଟେସନ ମଧ୍ୟରେ ଡବଲ ଲାଇନ ଏବଂ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେବାର ଛ…
Read More...

ଗ୍ରେଡ଼ପେ’ ବୃଦ୍ଧି ଦାବିରେ ଏସ୍ଏସବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନବରଙ୍ଗପୁର : ରାଜ୍ୟ ଷ୍ଟେଟ୍ ସେଲେକ୍ସନ ବୋର୍ଡ଼ ଦ୍ଵାରା ନିଯୁକ୍ତ ହେଇଥିବା ଏସ୍.ଏସ୍.ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରେଡ଼ ପେ’ ବୃଦ୍ଧି ଦାବିରେ ନିଜର ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ କରି ଗତ ଗୁରୁଦିବସ ଠାରୁ…
Read More...

ବେସହାରା ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ବାପାଙ୍କୁ ହରାଇ ଥିଲେ। ଏବେ ମାଙ୍କୁ ହରାଇଲେ । ବାପା ଯିବାର ଦୁଃଖକୁ ସହିବାକୁ ସାହସ ଜୁଟାଉଥିଲେ ତିନି ଭଉଣୀ ଓ ଗୋଟିଏ ଭାଇ। ସହାରା ଥିଲେ ମା। ମା’ ପଣତକୁ ସାହାରା…
Read More...

ସାମ୍ବାଦିକଙ୍କ ଅକାଳ ବିୟୋଗ

ଚୌଦ୍ୱାର : ଚୌଦ୍ୱାର ପ୍ରେସକ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦାସଙ୍କର ଗୁରୁବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଗତ ରବିବାର ଦିନ ହଠାତ୍ ସେ…
Read More...

କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ନିରୋଧ ଆଲୋଚନାଚକ୍ର

ତିଗିରିଆ :  ତାଲୁକ ଆଇନସେବା କମିଟି ତିଗିରିଆ ଆନୁକୁଲ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଉପରେ ଏକ ଆଲୋଚନାଚକ୍ର ତିଗିରିଆ କୋର୍ଟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତାଲୁକ…
Read More...

ତିଗିରିଆରେ ବ୍ଲକ ସ୍ତରୀୟ କଳାକାର ପ୍ରଶିକ୍ଷଣ ଶିବିର 

ତିଗିରିଆ : ତିଗିରିଆ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୂଚନା ଲୋକ ସଂପର୍କ ଏବଂ  ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକକଳାର ପ୍ରଚାର ଓ ପ୍ରସାର…
Read More...

ପ୍ରଧାନମନ୍ତ୍ରୀ ଗ୍ରାମସଡ଼କରେ ଜମୁଛି ପାଣି

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣ ଠାରୁ କଣ୍ଠିପଦର ପର୍ଯ୍ୟନ୍ତ ଲୋକଙ୍କ ଯାତାୟତ ସୁବିଧା ପାଇଁ ନିର୍ମାଣ ହୋଇଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ। ମାତ୍ର ଗୁଣ୍ଡୁରୀସାହି ଛକ ନିକଟରେ…
Read More...

୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ

ଡେସ୍କ : ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୧୮ ତାରିଖରୁ ୨୨ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆସନ୍ତା ୧୭ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ସର୍ବଦଳୀୟ ବୈଠକ ଅନଉଷ୍ଠିତ ହେବ । ଏନେଇ କେନ୍ଦ୍ର…
Read More...

ଜିଲ୍ଲାପାଳମାନଙ୍କ ସହ ଉପ ନିର୍ବାଚନ ଆୟୁକ୍ତଙ୍କ ଆଲୋଚନା

ଭୁବନେଶ୍ବର : ଭାରତୀ ନିର୍ବାଚନ ଆୟୋଗଙ୍କ ତରଫରୁ ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ (ସିନିଅର ଡିଇସି) ଧର୍ମେନ୍ଦ୍ର ଶର୍ମା, ସିନିଅର ଡିଇସି ଶ୍ରୀ ନୀତେଶ ବ୍ୟାସ୍‌ ଏବଂ ଉପ ନିର୍ବାଚନ ଆୟୁକ୍ତ ମନୋଜ କୁମାର ସାହୁ ପ୍ରମୁଖ…
Read More...

ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ :  ଭାରତ ଆଜି ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି। ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‌‌ ଭି.ଆର୍‌‌. ଚୌଧୁରୀ, ସ୍ପେନ୍‌‌ର ସେବିଲ୍‌‌ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ…
Read More...

ଯଯାତି କେଶରୀଙ୍କ ନାମରେ ଯାଜପୁର ମେଡିକାଲ କଲେଜ, ୨୦୨୪ରୁ କାର୍ଯ୍ୟକ୍ଷମ

ଡେସ୍କ : ଯାଜପୁର ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୨୦୨୪ରୁ କାର୍ଯ୍ୟକ୍ଷମ ହେବ। ପ୍ରସିଦ୍ଧ ସୋମବଂଶୀ ରାଜା ଯଯାତି କେଶରୀଙ୍କ ନାମରେ ଏହି ସରକାରୀ ମେଡିକାଲ କଲେଜର ନାମକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଲଘୁଚାପ ସକ୍ରିୟ : ୫ ଜିଲ୍ଲାକୁ ରେଡ୍‌‌ ୱାର୍ଣ୍ଣିଂ

ଡେସ୍କ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିନରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶକୁ ଗତି କରିବ। ସେହିପରି ରାଜ୍ୟରେ ଦକ୍ଷୀଣ…
Read More...

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ହାଇକୋର୍ଟ ଯିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର :  ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ  ବିଜେପି ଯୁବମୋର୍ଚ୍ଚା ଆଇନଗତ ଲଢେଇ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ନିର୍ବାଚନ ହେବା ପାଇଁ…
Read More...

ଆଜମ ଖାଁ ଓ ସଂପର୍କୀୟଙ୍କ ଘରେ ଆୟକର ଚଢ଼ଉ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ପରିବାରର ସଦସ୍ୟ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ଟିକସ ଫାଙ୍କିବା ସମ୍ବନ୍ଧୀୟ ତଦନ୍ତ ମାମଲାରେ ଆୟକର ବିଭାଗ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମୁମ୍ବାଇର…
Read More...

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗାନ୍ଧିନଗର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍ଚୁଆଲ୍‌‌ ମାଧ୍ୟମରେ ଦେଶବ୍ୟାପୀ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାନ୍ଧିନଗରସ୍ଥିତ…
Read More...

ମଧ୍ୟପ୍ରଦେଶ ଗସ୍ତରେ ଯୋଗୀ ଆଦିତ୍ୟନାଥ

ଇନ୍ଦୋର : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଆଜି ଅହଲ୍ୟାବାଇଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ସେ ଉଜ୍ଜୟିନୀ…
Read More...

‘ମୋ-ଘର’କୁ ୧୦୦ଦିନ ; ୧ ଲକ୍ଷ ହିତାଧିକାରୀଙ୍କୁ ଘର ଲାଗି ବିଡିଓଙ୍କ ସୁପାରିସ

ଭୁବନେଶ୍ବର : ରାଜ୍ୟରେ ଜଣେ ହେଲେ ବି ଗରିବ ଖୋଲା ଆକାଶ ତଳେ ରହିବେ ନାହିଁ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ନ କଲେ ମଧ୍ୟ ଓଡ଼ିଶା ସରକାର ରାଜ୍ୟର ଅବହେଳିତ ଓ ଅସହାୟ ବର୍ଗଙ୍କୁ ‘ମୋ-ଘର’…
Read More...

ଦିନିକିଆରେ କୋହଲିଙ୍କ ଦ୍ରୁତତମ ୧୩ ହଜାର ରନ୍‌

କଲମ୍ବୋ : ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍‌ରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩ ହଜାର ରନ୍‌ ସଂଗ୍ରହ କରିଛନ୍ତି। ସେ ୨୬୭ଟି ଇନିଂସ ଖେଳି ୧୩,୦୦୦…
Read More...

ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଆରମ୍ଭ

ଭୁବନେଶ୍ବର : ଷ୍ଟାର୍ଟଅପ୍‌ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍-୨୦୨୩ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୃଣମୂଳସ୍ତରରେ ଇନୋଭେଟରଙ୍କୁ ଉତ୍ସାହିତ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦…
Read More...

୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର : ଶିଳ୍ପାୟନ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା। ପୂର୍ବ ଭାରତର ପ୍ରମୁଖ ଶିଳ୍ପ ହବ୍‌ ଭାବେ ଏହାର ସ୍ଥିତି ସୁଦୃଢ଼ କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ପୁଞ୍ଜିନିବେଶରେ ଓଡ଼ିଶା…
Read More...

ମଙ୍ଗଳବାର ରାଶିଫଳ (୧୨.୦୯.୨୦୨୩)

ମେଷ :  ମହନୀୟ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ବହୁ ମିତ୍ର ଓ ଆତ୍ମଜଙ୍କ ସହିତ ସୁଖସାଗରରେ ଜଳକେଳି କରିପାରନ୍ତି। ପରିବାରର ମୁଖ୍ୟ ହେବେ। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ। ବୃଷ : ଅର୍ଥ ପ୍ରାପ୍ତି ପ୍ରତି…
Read More...

‘ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ନୂଆ ରାସ୍ତା ଦେଖାଇବ’

ନୂଆଦିଲ୍ଲୀ  : ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ…
Read More...

ନବ ନିର୍ମିତ ବଜାରକୁ ସ୍ଥାନାନ୍ତରିତ ହେଲା ଗୋବିନ୍ଦତୋଳା ହରଡ଼ଜୋର ଦ୍ଵିତୀୟ ବ୍ରିଜ ପରିବା ବଜାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଳା ଠାରେ ପରିବା ବଜାର ଅନେକ କିଛି ବର୍ଷ ହେଲା ନିର୍ମାଣ କରାଯାଇଛି । ହେଲେ ଗୋବିନ୍ଦତୋଳା ହରଡ଼ ଜୋର ଉପରେ ଯାତାୟାତର ସୁବିଧା ପାଇଁ ଦ୍ଵିତୀୟ ବ୍ରିଜ…
Read More...

ସନାତନ ଧର୍ମ ବିଲୁପ୍ତ କରିବା ମନ୍ତବ୍ୟର ବିରୋଧ, କଡା କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର : ତାମିଲନାଡୁର ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗତ ୨ ତାରିଖରେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ଭୂତାଣୁ ସଂକ୍ରମିତ ସହିତ ସମାନ କହି ସନାତନ ଧର୍ମକୁ ମୁଳୋତ୍ପାଟନ କରିବା…
Read More...

ଜିଲ୍ଲା ସ୍ଥରୀୟ ସଂସ୍କୃତ ଦିବସ ପାଳିତ

ଫୁଲବାଣୀ : ବନ୍ଧଗଡ଼ ଉଚ୍ଚ ବିଦ୍ୟାଳୟରେ କନ୍ଧମାଳ ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସଦସ୍ୟ ତଥା…
Read More...

ବିଶ୍ବନାଥପୁର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ।…
Read More...

ପାକିସ୍ତାନ ଧରାଶାୟୀ

କଲମ୍ବୋ : ଏସିଆ କପ୍‌ର ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ଭାରତ। ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତୀୟ…
Read More...

ଜୋକୋଭିକ୍‌ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ

ନ୍ୟୁୟର୍କ : ସର୍ବିୟାର ମହାନ୍ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ଚଳିତବର୍ଷର ୟୁଏସ୍‌‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି। ୩୬ ବର୍ଷ ବୟସ୍କ ଜୋକୋଭିକ୍‌ ରବିବାର ରାତିରେ ଅନୁଷ୍ଠିତ ପୁରୁଷ ଏକକ…
Read More...

ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

କେନ୍ଦୁଝରଗଡ଼ : ୬ ଦଫା ଦାବି ପୁରଣ ନେଇ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗତ ୮ ତାରିଖରୁ ସମୂହଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି । ସଦର ବ୍ଲକର ଶତାଧିକ ଶିକ୍ଷକ…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ବିଶ୍ୱ ଭାତୃତ୍ୱ ଦିବସ

କେନ୍ଦୁଝରଗଡ଼ : ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଧର୍ମ ସମ୍ମିଳନୀ ସ୍ମୃତିରେ ପ୍ରତିବର୍ଷ ସେପ୍ଟେମ୍ବର ୧୧ ବିଶ୍ୱ ଭାତୃତ୍ୱ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହିକ୍ରମରେ ସୋମବାର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିଶ୍ୱ…
Read More...

କଳାକାର ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଂଚଳିକ କଳାକାର ସଂଘ ପକ୍ଷରୁ ସଂଘର ବିଭିନ୍ନ ଅନିୟମିତତା କୁନେଇ ୫ଦଫା ସମ୍ବଳିତ ଅଭିଯୋଗ ପତ୍ର ସୋମବାର ହରଭଙ୍ଗା ବ୍ଲକ କାର୍ଯ୍ୟଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବୌଦ୍ଧ…
Read More...

କ୍ରୀଡା ପ୍ରତି ବୈମାତୃକ ମନୋଭାବର ଉଦାହରଣ କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ

ଗୁରୁଡିଝାଟିଆ : ୫-ଟି ଉପକ୍ରମରେ ରୂପାନ୍ତକରଣ ହୋଇଛି କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ । ୧୯୬୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି କ୍ରୀଡା, ଶିକ୍ଷା ଓ ସାମାଜିକ ସଚେତନତା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ…
Read More...

ପରଲୋକରେ ସମାଜସେବୀ ସରସ୍ଵତୀ

ଡେସ୍କ : ବ୍ରହ୍ମବିଦ୍ୟା ସମିତିର ସଭ୍ୟା, ସମାଜସେବୀ ଏବଂ ଯାଜପୁର ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ସରସ୍ଵତୀ ପତିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ…
Read More...

ବନାନୀ କଳା ସଙ୍ଗମର ନୂତନ କର୍ମକର୍ତ୍ତା

ଫୁଲବାଣୀ : ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଂସ୍କୃତି ଅନୁଷ୍ଠାନର ସାଧାରଣ ବୈଠକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ…
Read More...

ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଳନ ପାଇଁ ପ୍ରସ୍ତୁତି

ଗୋପାଳପୁର : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚମା ଠାରେ ଥିବା ସିଦ୍ଧ ବିନାୟକ ମନ୍ଦିର ପରିସରରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି…
Read More...

ବିଇଓ ଅଫିସ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ଆଠଗଡ : ଆଠଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସଂଘର ଆହ୍ୱାନକ୍ରମେ ୩ଦଫା ଦାବି ପୂରଣ ଲାଗି ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସଂଘର ବ୍ଲକ ସଭାପତି କିଶୋର ଚନ୍ଦ୍ର…
Read More...

ସଂକୀର୍ତ୍ତନ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଆଠଗଡ :  ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସେବା ବିକାଶ ପରିଷଦ ପକ୍ଷରୁ ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପରିଷଦ ଅଧୀନ ଶତାଧିକ…
Read More...

ଭରା ନଦୀରୁ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ସୁରୁଣ୍ଡି ମହାନଦୀ ବାଲିଘାଟରୁ ପାଣିଭିତରୁ ବର୍ତ୍ତମାନ ଅଭିନବ ଉପାୟରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ଚାଲିଥିବା ଦେଖିବାକୁ ମିଳିଛି। ଯାହାଫଳରେ ମହାନଦୀ ବାଲିର ଚାହିଦା…
Read More...

ଖୋଳାଗଲା ଡ୍ରେନ, ନିଷ୍କାସନ ହେଲା ପାଣି

ହରଭଙ୍ଗା : ହରଭଙ୍ଗା ବ୍ଲକ ଧଳପୁର ବଜାର ଉପରେ ଡ୍ରେନ (ନାଳ) ଅବରୋଧ ଯୋଗୁଁ ମାରୱାଡି ପଡିଆରେ ପାଣି ଜମି ରହି ଲୋକଙ୍କ ଦୋକନାରେ, ଘରେ, କୂଅରେ ପଶି ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥିବା  ଶୀର୍ଷକ ଖବର ଗତ ୮…
Read More...

୩ ଦଫା ଦାବି ନେଇ ଧାରଣାରେ ପ୍ରାଥମିକ ଶିକ୍ଷକ, ବିଦ୍ୟାଳୟରେ ପାଠପଢା ଠପ୍

ତିଗିରିଆ :  ଦୀର୍ଘଦିନ ଧରି ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୁରଣ ନେଇ କୌଣଷି ପଦକ୍ଷେପ ଗ୍ରହଣ କରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ…
Read More...

ପ୍ରାଥମିକ ଶିକ୍ଷକ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା

କଟକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଓଡ଼ିଶା ଆନୁକୂଲ୍ୟରେ ଶାଖା ସଂଗଠନ କଟକ ସଦର ଓ ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଦିଆଯାଇଛି । ସରକାର ବାରମ୍ବାର…
Read More...

ବଢୁଛି ଜବରଦଖଲ, ଭାସୁଛି ନର୍ଦମା ଜଳ

ପୁରୀ : ସୌନ୍ଦର୍ଯ୍ୟ ହରାଉଛି ବିଶ୍ୱପ୍ରସିଦ୍ଧ ପୁରୀ ବେଳାଭୂମି। ଅଧିକାଂଶ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। କେତେକ ସ୍ଥାନରେ ଦିନରାତି ୨୪ଘଣ୍ଟା ନର୍ଦମା ଜଳ ଭାସୁଛି। ଏଥିଯୋଗୁଁ ସ୍ୱର୍ଣ୍ଣାଭ ବେଳାଭୂମି…
Read More...

୨୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଚନ୍ଦ୍ରବାବୁ ନାଇଡୁ

ବିଜୟୱାଡା : ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ପୁଲିସ ଦ୍ବାରା ଗିରଫ ହୋଇଥିବା ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

୯/୧୧ ଆକ୍ରମଣ

ସମଗ୍ର ବିଶ୍ବରେ ୯/୧୧ ଘଟଣା ଭାବେ ପରିଚିତ ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ୨୨ ବର୍ଷ ହୋଇଗଲାଣି। ୨୦୦୧, ସେପ୍ଟେମ୍ବର ୧୧ଦିନର ଲୋମଟାଙ୍କୁରା ଦୁର୍ଘଟଣା ଏବେ ବି ଆମେରିକାବାସୀଙ୍କ ସ୍ମୃତିପଟରୁ ଲିଭିନି।…
Read More...

ଏକକ ନିର୍ବାଚନ ଅସମ୍ଭବ : ପ୍ରଶାନ୍ତ

ଭୁବନେଶ୍ବର : ଦେଶରେ ଏକକ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ଅସମ୍ଭବ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି। ସେ କହିଛନ୍ତି, ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଏକକ…
Read More...

ଭୂକମ୍ପ ଜୋନ୍-୩ରେ ଓଡ଼ିଶାର ୧୬ ଜିଲା

ଭୁବନେଶ୍ବର : ରବିବାର ମରକ୍କୋ ଭୂକମ୍ପରେ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଅତୀତରେ ଭାରତରେ ମଧ୍ୟ ଅନେକ ଭୂକମ୍ପ ହୋଇଛି। ୨୦୦୧ରେ ଗୁଜରାଟରେ ବଡ଼ଧରଣ ଭୂକମ୍ପ ହୋଇଥିଲା। ସେତେବେଳେ ୧୩ ହଜାରରୁ ଊର୍ଦ୍ଧ୍ବ…
Read More...

ସୋମବାର ରାଶିଫଳ (୧୧.୦୯.୨୦୨୩)

ମେଷ : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। କୃଷକଙ୍କ ନେତୃତ୍ବ ନେଇ ଚଳିତ ଖରିଫ ଫସଲରୁ ଅଧିକ ଉତ୍ପାଦନ ପାଇଁ ବୈଷୟିକ ତାଲିମ ନେଇପାରନ୍ତି। ଯାନବାହନ ସୁଖ ମିଳିବ। ବୃଷ : ଈଶ୍ବର ଭକ୍ତିରେ…
Read More...

ଅତିରିକ୍ତ ଦିବସକୁ ଗଲା ଭାରତ-ପାକିସ୍ତାନ ମୁକାବିଲା

କଲମ୍ବୋ : ଯାହା ଆଶଙ୍କା କରା ଯାଉଥିଲା; ତାହା ହିଁ ଘଟିଛି। ରବିବାର କଲମ୍ବୋରେ ବର୍ଷା ଭାରତ-ପାକିସ୍ତାନ ଏସିଆ କପ୍‌ର ମ୍ୟାଚ୍‌ରେ ବାଧକ ସାଜିଛି। ବର୍ଷା ଯୋଗୁଁ ଏହି ସୁପର-୪ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ୨ ଘଣ୍ଟା…
Read More...

ଗୌଫ୍‌ଙ୍କୁ ପ୍ରଥମ ୟୁଏସ୍‌ ଓପନ୍‌ ଟାଇଟଲ

ନ୍ୟୁୟର୍କ : ଆମେରିକାର କୋକୋ ଗୌଫ୍‌ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି । ଶନିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ୧୯ ବର୍ଷ ବୟସ୍କା ଗୌଫ୍‌ ୨ୟ ସିଡ୍‌ ବେଲାରୁଷର…
Read More...

ମନ୍ତ୍ରୀଙ୍କ ମହାନତା, ଆହତ ମହିଳାଙ୍କୁ ମେଡିକାଲକୁ ପଠାଇଲେ

କାମାକ୍ଷାନଗର : ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ମାନବିକତା ଦେଖାଇଛନ୍ତି। ଦୁର୍ଘଟଣାରେ ଆହତ ମହିଳାଙ୍କୁ ନିଜ ସରକାରୀ ଗାଡିରେ ମେଡିକାଲ…
Read More...

ବୁଲେଟ-ବାଇକ ମୁହାଁମୁହିଁ ; ୩ ବର୍ଷର ଝିଅ ସହ ୬ ଗୁରୁତର

ଜି.ଉଦୟଗିରି : ନିକଟସ୍ଥ ଗୁଡ୍ରିପଡି ଠାରେ ରବିବାର ଏକ ବୁଲେଟ ସହ ବାଇକ  ମୁହାଁମୁହିଁ ଧକ୍କା ହେବା ଫଳରେ ଛୋଟ ଛୁଆ କୁ ମିଶାଇ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଏକ ବୁଲେଟରେ ୩ ଜଣ ରାଇକିଆ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

 କଣ୍ଟାବାଞ୍ଜି : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆଙ୍କୁ ତୁରେକେଲା ବ୍ଲକ ଆଦିବାସୀ ସଙ୍ଘ  ଶାଖା ପକ୍ଷରୁ ସମ୍ବର୍ଦ୍ଧନ ଦିଆଯାଇଛି। ତୁରେକେଲା ବ୍ଲକ ଗୋଣ୍ଡ…
Read More...

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବୃକ୍ଷ ଲଗାଅ ବୃକ୍ଷ ବଞ୍ଚାଅ କାର୍ଯ୍ୟକ୍ରମ

ସମ୍ବଲପୁର :  ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ପରିବେଶ ଉପ ସମିତି ତରଫରୁ ବୃକ୍ଷ ଲଗାଅଇ ବୃକ୍ଷ ବଞ୍ଚାଅ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଧନକଉଡା ଉଚ୍ଚ ବିଦ୍ୟାଳୟରେ…
Read More...