ମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୁଆଦିଲ୍ଲୀ :  ଡକ୍ଟର ମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମତଦାନରେ ସେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ୍‌‌…
Read More...

ଛାତ୍ରୀଛାତ୍ରଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗ୍ରାସୀମ କମ୍ପାନୀ ପକ୍ଷରୁ ସ୍କୁଲ…
Read More...

ଚଳିତ ବର୍ଷ ହେବ ନାହିଁ ବିସର୍ଜନ ଶୋଭାଯାତ୍ରା

ସମ୍ବଲପୁର  : ଆଗାମୀ ୧୫ ତାରିଖରୁ ଆରମ୍ଭ ହେଉଥିବା ଦୁର୍ଗା ପୂଜା ଉତ୍ସବ ପାଇଁ ସମ୍ବଲପୁର ପୁଲିସ ଓ ପୂଜା କମିଟି ଗୁଡିକ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟାଉନ, ଧନୁପାଲି, ଅଇଁଠାପାଲି,…
Read More...

ଏସୀୟ କ୍ରୀଡ଼ା : ରବିବାର ସକାଳୁ ଭାରତକୁ ୧ ସ୍ୱର୍ଣ୍ଣ ଓ ୨ ରୌପ୍ୟ

ଡେସ୍କ : ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ରବିବାର ସକାଳୁ ୩ଟି ପଦକ ଜିତିଛି । ସୁଟିଂରେ ୨ଟି ଓ ଗଲ୍ଫରେ ଗୋଟିଏ ପଦକ ଜିତିଛି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭାରତ ଏ ପର୍ଯ୍ୟନ୍ତ ୧୧…
Read More...

ସକାଳ ୮ରୁ ସନ୍ଧ୍ୟା ୫ ଯାଏ ଖୋଲା ରହିବ ନନ୍ଦନକାନନ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିଛି। ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଦିନ ଛୋଟ ପାଇଁ ଅକ୍ଟୋବର ୧ତାରିଖ ରବିବାର ଠାରୁ ସକାଳ ୮ଟାରୁ ଖୋଲିବ…
Read More...

କୁଳଦୀପ୍‌ ଭାରତର ମୁଖ୍ୟ ଅସ୍ତ୍ର : ଆଲାମ

ନୂଆଦିଲ୍ଲୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ‌ ଖେଳାଯିବ। ଏହି ବିଶ୍ବକପରେ ଭାରତର ତାରକା ସ୍ପିନର ଭାବେ କୁଳଦୀପ୍‌ ଯାଦବ ଉଭା…
Read More...

ଉତ୍କଳମଣିଙ୍କୁ ‘ଭାରତ ରତ୍ନ’ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଭୁବନେଶ୍ୱର  : ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବା ନେଇ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ ତରଫରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ…
Read More...

କାନାଡ଼ାକୁ କଡା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିବା ସମ୍ପର୍କରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ମନ୍ତବ୍ୟର କିଛି ମୂଲ୍ୟ ନାହିଁ। କାରଣ ତାଙ୍କ ସରକାରଙ୍କ ପ୍ରୋତ୍ସାହନକ୍ରମେ ଖଲିସ୍ତାନୀ…
Read More...

କୃତଜ୍ଞତା

ଜଣେ ଉଚ୍ଚପଦାଧିକାରୀ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ଥିଲାବେଳେ, କାର୍ଯ୍ୟାଳୟର ଝରକା ମଧ୍ୟଦେଇ ରାସ୍ତାରେ ‘ଭିକାରି’ଟିଏ ବୁଲି ଭିକ ମାଗୁଥିବାର ଦେଖିଲେ। ଏହା ତା’ଙ୍କ ମନରେ ଭାବାନ୍ତର…
Read More...

କଳିଙ୍ଗର ସାହସୀ ବୀର : ଏକ ଦୃଷ୍ଟିପାତ

ସମୟର ଚକ୍ରରେ କଳିଙ୍ଗ ବିଭିନ୍ନ ନାମରେ ପରିଚିତ ହୋଇଅଛି। କଳିଙ୍ଗ ହେଉଛି ଓଡ଼ିଶାର ସର୍ବପୁରାତନ ନାମ। କଳିଙ୍ଗ, ଉତ୍କଳ ଏବଂ ଶେଷରେ ଉଡ୍ର ବା ଓଡ଼ିଶା। ମହାଭାରତରେ ବର୍ଣ୍ଣନା ଅଛି ଯେ ମହାମାନୀ ଦୁ​‌େ​‌ର୍ଯ୍ୟାଧନ…
Read More...

କିଏ ବା ଅଛି କେଉଁ ମତେ

ଦାୟିତ୍ବ ନେବା ବା ଦାୟିତ୍ବ ମୁଣ୍ଡାଇବା ଏକ ସହଜ ବ୍ୟାପାର ନୁହେଁ। ତେଲଲୁଣ ସଂସାରରେ, ଯାହିତାହି ପେଟ ନିଜେ ପୂରାଉଥିବା ଓ ଅନ୍ୟ ନିର୍ଭରଶୀଳଙ୍କ ଭୋକକୁ ସେମିତି ନିଷ୍ଠୁର ଓ ଅବିଚାର ଭାବେ ମାରୁଥିବା ଲୋକଟିଏ, ମୂଲିଆ,…
Read More...

ଅକ୍ଟୋବର ୫ ଯାଏ ମାଟ୍ରିକ ଫର୍ମପୂରଣ ଅବଧି ବୃଦ୍ଧି

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା -୨୦୨୪ ପାଇଁ ଫର୍ମପୂରଣ ଅବିଧିକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର୍ମପୂରଣ…
Read More...

ଖେଳ ମାଧ୍ୟମରେ କିଶୋରୀ ସଶକ୍ତିକରଣ

ଡେସ୍କ : ଆକ୍ସନ ଏଡ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ କଟକ ଜିଲ୍ଲା ପ୍ରଶାସନ ତରଫରୁ ସାଲେପୁରର ଭାତପଡା ୟୁଜି ହାଇସ୍କୁଲ ଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ଅଣପାରମ୍ପାରିକ କ୍ରୀଡା ପ୍ରତିଯୋଗିତାର ଆୟୋଜନ…
Read More...

ଲଘୁଚାପ ପ୍ରଭାବରେ ବର୍ଷା ଜାରି : ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳରୁ…
Read More...

ହୀରାକୁଦ ନଦୀବନ୍ଧ : ଜାମ୍‌ ହେଲାଣି ରନ୍ଧ୍ର, ଗ୍ୟାଲେରୀରେ ପାଣି ସୁଅ

ବୁର୍ଲା : ପୂର୍ଣ୍ଣଗର୍ଭା ହୋଇଛି ହୀରାକୁଦ ନଦୀବନ୍ଧ । ଏସିଆର ଏହି ସର୍ବବୃହତ ମାଟିବନ୍ଧ ତାର ସର୍ବୋଚ୍ଚ ଜଳଧାରଣ କ୍ଷମତାକୁ ପହଞ୍ଚି ଯାଇଛି। ତେବେ ଏହି ନଦୀବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟତମ ସମ୍ବେଦନଶୀଳ ସ୍ଥାନ…
Read More...

ଓଡ଼ିଆ ଅଧ୍ୟାପକ ନିଯୁକ୍ତି ନେଇ ରାଜ୍ୟପାଳଙ୍କୁ ଅନୁରୋଧ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ମନୋନୟନ ବୋର୍ଡ ମାତ୍ର ୪୯ଟି ଓଡ଼ିଆ ଅଧ୍ୟାପକ ନିଯୁକ୍ତି ପାଇଁ ନେଇଥିବା ପଦକ୍ଷେପକୁ ନାପସନ୍ଦ କରାଯାଉଛି । ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ସମାଜ ପକ୍ଷରୁ…
Read More...

ପୃଥିବୀଠାରୁ ୯.୨ଲକ୍ଷ କିମି ଦୂରରେ ‘ଆଦିତ୍ୟ ଏଲ୧’

ବେଙ୍ଗାଲୁରୁ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌-୧ ଗତ ୧୮ତାରିଖ ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଥିବାବେଳେ ଏବେ ସଫଳତାର ସହ ପୃଥିବୀ ଓ ସୂର୍ଯ୍ୟ ମଧ୍ୟସ୍ଥ…
Read More...

ଅଳ୍ପକେ ବର୍ତ୍ତିଲେ ଭାରତୀୟ ଉଚ୍ଚାୟୁକ୍ତ

ସ୍କଟଲ୍ୟାଣ୍ଡ/ନୂଆଦିଲ୍ଲୀ : ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍‌ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର…
Read More...

ଅଳ୍ପକେ ବର୍ତ୍ତିଲେ ଭାରତୀୟ ଉଚ୍ଚାୟୁକ୍ତ

ସ୍କଟଲ୍ୟାଣ୍ଡ/ନୂଆଦିଲ୍ଲୀ : ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍‌ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର…
Read More...

ବଳାତ୍କାର ଅଭିଯୁକ୍ତକୁ ଫାଶୀ ପାଇଁ ଦାବି କଲେ ବାପା

ଉଜ୍ଜୟିନ୍‌ : ମଧ୍ୟପ୍ରଦେଶର ଉଜ୍ଜୟିନ୍‌ଠାରେ ଘଟିଥିବା ନାବାଳିକା ବଳାତ୍କାର ଓ ପରବର୍ତ୍ତୀ ଅମାନବୀୟ ଘଟଣାର ମୁଖ୍ୟ ଅଭିଯୁକ୍ତ  ଭରତ ସୋନିକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାର ବାପା। ଗୁରୁବାର ପୁଲିସ…
Read More...

ନ୍ୟାୟ ପାଇଁ ଧାରଣା ଦେଲେ ଦିବ୍ୟାଙ୍ଗ ଛାତ୍ର

ଭୁବନେଶ୍ବର :  ବିଜେବି କଲେଜରେ ନାମଲେଖାକୁ ନେଇ ଅଭିଯୋଗ ଆସିଛି । ସ୍ନାତକୋତ୍ତର (ପିଜି)ରେ ନାମଲେଖାଇବାର ୧୫ ଦିନ ପରେ ଏହାକୁ ବାତିଲ କରିଦିଆଯାଇଛି । ଏହାର ପ୍ରତିବାଦରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ ମାଝୀ ବିଜେବି…
Read More...

ଉଚ୍ଚ ବିଦ୍ୟାଳୟସ୍ତରୀୟ ଦୁଇଦିନିଆ ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା

ବୌଦ୍ଧ  : ବୌଦ୍ଧରେ ରାଜ୍ୟ ବିଦ୍ୟାଳୟ ସମୁହ କ୍ରୀଡା ସଂଗଠନ ଓ ଜିଲା ବିଦ୍ୟାଳୟ କ୍ରୀଡା ସଂଗଠନ ମିଳିିତ ଆୟୋଜନରେ ଦୁଇଦିନିଆ ଉଚ୍ଚ ବିଦ୍ୟାଳୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲା ଶିକ୍ଷା…
Read More...

ସର୍ପାଘାତ ମୃତ ଗୃହରକ୍ଷୀଙ୍କ ପରିବାରକୁ ସମ୍ଭାବନାର ସହାୟତା

ପାଟଣା : ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଗ୍ରାମ ପାରାଭାଡ଼ି ସାହି ବାସିନ୍ଦା ତଥା ହରିଚନ୍ଦନପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପରମାନନ୍ଦ ମହାନ୍ତ (୩୨) ଙ୍କର ସର୍ପାଘାତରେ ଅକାଳ ବିୟୋଗ ଘଟିଥିଲା ।…
Read More...

ସାହାରପଡ଼ାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନ

ପାଟଣା : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସାହାରପଡ଼ା ବ୍ଲକ କଂଗ୍ରେସ ତରଫରୁ ଶନିବାର ସାହାରପଡ଼ା ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ ଅଭିଯାନର ଶୁଭାରମ୍ଭ ହୋଇଛି । କଂଗ୍ରେସ ଦଳ ଏବେ ଘରକୁ ଘର ବୁଲି…
Read More...

ବାଳକୃଷ୍ଣ ମହାପାତ୍ରଙ୍କ କବିତା ସଂକଳନ ‘ଶକ୍ତିରୂପା’ଲୋକାର୍ପିତ

ଭୁବନେଶ୍ୱର : ମାତୃଶକ୍ତି ଚିର ବନ୍ଦନୀୟ । ସେ ହେଉଛନ୍ତି ପରମ ଶକ୍ତି, ତାଙ୍କଠାରୁ ସକଳ ଦେବୀଙ୍କ ସୃଷ୍ଟି। ମା’ଙ୍କର ଅପାର କରୁଣାକୁ ଅନୁଭବ କରି ଏହାକୁ କବିତା ମାଧ୍ୟମରେ ପରିପ୍ରକାଶ କରି ନିଜର ସାହିତ୍ୟ ପ୍ରତିଭା…
Read More...

ପ୍ରତିବର୍ଷ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ

ଶିଶୁ କର୍କଟ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ  ଶିଶୁ କର୍କଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏମ୍‌ସ ପକ୍ଷରୁ ୱାକାଥନ୍, ଡାକ୍ତର…
Read More...

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଜଣେ ଗିରଫ

ଚୌଦ୍ୱାର :  ଚୌଦ୍ୱାର ଥାନା ଅଧିନ ଗହଣ୍ଡା ଗ୍ରାମ ନିକଟରେ ଗତ ୨୭ ତାରିଖରେ ହୋଇଥିବା ଏକ ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ଲୁଟେରାକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ନିକଟସ୍ଥ ମାଛପଙ୍ଗୀ ଗ୍ରାମର…
Read More...

କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟର ସଚେତନତା କାର୍ଯ୍ୟକ୍ରମ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ସଦର ବ୍ଲକର ମଇଦାନକେଲ ଗ୍ରାମ ପଂଚାୟତ ଠାରେ ଏକ ଦୁଇଦିନିଆ ସଚେତନତା…
Read More...

ଗୋଛାପଡା ପୁଲିସ ପକ୍ଷରୁ ୨୦୩ କେଜି ଗଞ୍ଜେଇ ଜବତ, ୬ ବାଇକ ସହ ୭ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୁଲିସ ପକ୍ଷରୁ ୨୦୩ କେଜି ଗଞ୍ଜେଇ ୬ ବାଇକ ଓ ୭ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଗୋଚ୍ଛାପଡା ଥାନା ବାଲନ୍ଦାପଡା…
Read More...

ଲେଡି ଲୁଇସ ବାଳିକା ବିଦ୍ୟାଳୟରେ ପରିବେଶ ସଚେତନତା ଓ ଚାରାରୋପଣ

ସମ୍ବଲପୁର :  ସ୍ଥାନୀୟ କୁଞ୍ଜେଲପଡା ସ୍ଥିତ ଲେଡି ଲୁଇସ ବାଳିକା ବିଦ୍ୟାଳୟରେ ଏବିସିଡି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚାରାରୋପଣ ଓ ପରିବେଶ ସଚେତତନା କାର୍ଯ୍ୟକ୍ରମ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ ଉପରେ କର୍ମଶାଳା

ସମ୍ବଲପୁର : ପୂର୍ବତଟ ରେଳପଥ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ କ୍ଷେତ୍ର ଉପରେ କର୍ମଶାଳା ଆୟୋଜିତ ହୋଇଯାଇଛି । ମଣ୍ଡଳ ପ୍ରବନ୍ଧକଙ୍କ…
Read More...

ସାପ୍ତାହିକ ଭାଗବତ ପାରାୟଣ ଉଦ୍‌‌ଯାପିତ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ବେଲଦା (ସରାସ) ଗ୍ରାମରେ ଶ୍ରୀ ରାଧାରମଣ ଭାଗବତ ଟୁଙ୍ଗୀରେ ଜଗନ୍ନାଥ ଦାଶ ଜୟନ୍ତୀ ଗତ ୨୩ ତାରିଖରୁ ଆରମ୍ଭ ହୋଇ ସପ୍ତାହବ୍ୟାପୀ ଅନୁଷ୍ଠିତ ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା…
Read More...

ପୋକ୍ସ ଆଇନ ଓ ପୀଡିତା କ୍ଷତିପୁରଣ ସମ୍ବନ୍ଧୀୟ ସଚେତନା କର୍ମଶାଳା

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ପୋକ୍ସ ଆଇନ ଓ ପୀଡିତା କ୍ଷତିପୁରଣ ସମ୍ବନ୍ଧୀୟ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…
Read More...

ବିଦ୍ୟାଳୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

କେନ୍ଦୁଝରଗଡ଼ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Read More...

ମୁଖ୍ୟ ଡାକଘର ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଆଠଗଡ : ଆଠଗଡ ମୁଖ୍ୟ ଡାକଘର ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କଟକ ଦକ୍ଷିଣ ଡାକମଣ୍ଡଳ ଅନ୍ତର୍ଗତ ୨୨ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଛି । ଦକ୍ଷିଣ ମଣ୍ଡଳ ମୁଖ୍ୟ…
Read More...

ପଦ୍ମଶ୍ରୀ ଡଃ କିରଣ ସେଠଙ୍କ ସାଇକେଲ ଯାତ୍ରା ; ଆଠଗଡରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଆଠଗଡ :  ବିଦ୍ୟାର୍ଥୀ ଓ ଯୁବପୀଢିଙ୍କ ମଧ୍ୟରେ ଭାରତୀୟ କଳା, ସଂସ୍କୃତି, ଲୋକକଳା, ଶାସ୍ତ୍ରୀୟ ସଂଗୀତ, ଭାସ୍କର୍ଯ୍ୟ ଓ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ତଥା ଆକର୍ଷିତ କରିବା ଏବଂ ପରିବେଶ ସୁରକ୍ଷା ସଚେତନତା…
Read More...

୪୮ ଘଣ୍ଟାରେ ବର୍ଷା

ଭୁବନେଶ୍ବର : ମିଆଁମାର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ସକାଳେ ଉତ୍ତର-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର…
Read More...

ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ ଆଜି

ଗୌହ୍ବାଟୀ :  ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ମ୍ୟାଚ୍‌। ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ…
Read More...

୨୦୦୦ ଟଙ୍କିଆ ନୋଟ୍‌, ବଢ଼ିପାରେ ବଦଳାଇବା ସମୟସୀମା

ନୂଆଦିଲ୍ଲୀ : ଭାରତର ରିଜର୍ଭ ବ୍ୟାଙ୍କ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବାର ସମୟସୀମା ବୃଦ୍ଧି କରିପାରେ ବୋଲି ମନି କଣ୍ଟ୍ରୋଲର ରିପୋର୍ଟରୁ ଜଣାପଡ଼ିଛି। ଆରବିଆଇ ସମୟସୀମା ବୃଦ୍ଧି କରିବାକୁ…
Read More...

ପଢ଼ିବାକୁ ଯାଇପାରୁନାହାନ୍ତି ଭାରତୀୟ ବିଦ୍ୟାର୍ଥୀ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ତିକ୍ତତାରେ କୌଣସି ଉନ୍ନତି ଆସିପାରି ନାହିଁ। ସପ୍ତାହେ ଧରି ଲାଗି ରହିଥିବା ଏହି ବିବାଦ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିଛି।…
Read More...

ଶନିବାର ରାଶିଫଳ (୩୦.୦୯.୨୦୨୩)

ମେଷ : ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍‌ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍‌ ଓ ବିଦ୍ବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ। ବୃଷ : ପ୍ରଭାବଶାଳୀ…
Read More...

୨୦୨୪ରେ ଏକ ଦେଶ, ଏକ ନିର୍ବାଚନ ଅସମ୍ଭବ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ଏପରିକି ୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର…
Read More...

ରୋଗୀ ପେଟରୁ ବାହାରିଲା ଏମିତି ଜିନିଷ

ଚଣ୍ଡିଗଡ଼ : ପଞ୍ଜାବର ମୋଗାଠାରେ ଡାକ୍ତରମାନେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଅ‌େସ୍ତ୍ରାପଚାର କରି ବିପୁଳ ପରିମାଣର ଇୟର ଫୋନ୍‌, ଲକେଟ୍‌, ସେଫ୍ଟିପିନ୍‌, ପେଚ, କଣ୍ଟା, ବୋଲ୍ଟ, ବୋତାମ, ୱାସର, ତାର, ରାପର,…
Read More...

ମହିଳାଙ୍କ ବିବାହ ବୟସ ହ୍ରାସ ନହେଉ : ବିଧି ଆୟୋଗ

ନୂଆଦିଲ୍ଲୀ : ମହିଳା ସର୍ବନିମ୍ନ ବିବାହ ବୟସ ସୀମା ୧୮ ବର୍ଷରୁ ୧୬ବର୍ଷକୁ ହ୍ରାସ ନ କରିବା ଲାଗି ବିଧି ଆୟୋଗ ସରକାରଙ୍କ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଋତୁରାଜ ଅଗସ୍ତିଙ୍କ ନେତୃତ୍ବ ୨୨ତମ ବିଧି ଆୟୋଗ ଶୁକ୍ରବାର…
Read More...

ଚାରିଛକ ଅଗ୍ନିଶମ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଚାରିଛକ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅଗ୍ନିଶମ ଓଆଇସି ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ…
Read More...

ସେବା ସପ୍ତାହ ଉପଲକ୍ଷେ ବିଜେପି ପକ୍ଷରୁ ଜନଜାତି ଗାଁରେ ସହଭୋଜନ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ :  ଆଠଗଡ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହ ଉପଲକ୍ଷେ ୨ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଥିବା ସେବା ପକ୍ଷ ପରିପ୍ରେକ୍ଷୀରେ ଖୁଣ୍ଟୁଣୀ ବିଜେପି ମଣ୍ଡଳ ପକ୍ଷରୁ…
Read More...

ଖୁଣ୍ଟୁଣୀ ଥାନାରେ ଆମ ପୋଲିସ ବୈଠକ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ପରିସରରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ଜନତା ଓ ପୋଲିସ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟିକରିବା, ଆପୋଷ ଆଲୋଚନା ମାଧ୍ୟମରେ ମକଦ୍ଦମାଗୁଡିର ସମାଧାନ…
Read More...

ନୂତନ ଭାଗବତ ଗୃହର ଉଦଘାଟନ ଉତ୍ସବ

ଗୁରୁଡିଝାଟିଆ : ଭାଗବତ ଗୋସାଇଁଙ୍କ ଜନ୍ମଉତ୍ସବ ଉପଲକ୍ଷେ ଆଠଗଡ ନିର୍ବାଚନ ମଣ୍ଡଳୀ କଟକିଆସାହିର ବଳରାମପୁର ଓ ନୂଆଗାଡ ଠାରେ ନୂତନ ଭାଗବତ ଗୃହକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ…
Read More...

ଛାତ୍ରଛାତ୍ରୀଙ୍କ ସଫଳତା “ସୁରଭି”ର ମୂଳ ଆଭିମୁଖ୍ୟ

ତିଗିରିଆ :  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣରେ ଜୀବନରେ ସଫଳତା ପାଇବା ସୁରଭିର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ବୋଲି ଶୁକ୍ରବାର ତିଗିରିଆ ବ୍ଳକର ପାଞ୍ଚଗାଁ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ…
Read More...

ରାଜନୀତି ବିଜ୍ଞାନ ସମ୍ମାନର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

ତିଗିରିଆ :  ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ସମ୍ମାନ ଶ୍ରେଣୀର ନବାଗତ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ବରିଷ୍ଠ…
Read More...

ଦକ୍ଷିଣେଶ୍ୱର ସାରଦା ମଠର ସନ୍ୟାସିନୀଙ୍କ କଳିଙ୍ଗ ମହିଳା ମହାବିଦ୍ୟାଳୟ ପରିଦର୍ଶନ 

ତିଗିରିଆ :  କଲିକତା ଦକ୍ଷିଣେଶ୍ୱର ସାରଦା ମଠ ମୁଖ୍ୟ କାର୍ଯ୍ୟାଳୟର ବିଶିଷ୍ଟ ସନ୍ୟାସିନୀ ପ୍ରବ୍ରାଜିକା ବୀତଭୟ ପ୍ରାଣା ଶୁକ୍ରବାର ତିଗିରିଆ ନିଜିଗଡ଼ସ୍ଥିତ କଳିଙ୍ଗ ମହିଳା ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ।…
Read More...

ବିଦ୍ୟାଭାରତୀ କ୍ଷେତ୍ରୀୟ ଶିଶୁବାଟିକା କର୍ମଶାଳା

କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡଠାରେ ବିଦ୍ୟାଭାରତୀ କ୍ଷେତ୍ରୀୟ ଶିଶୁବାଟିକା କର୍ମଶାଳା ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଭାରତୀର ପୂର୍ବକ୍ଷେତ୍ର ସହ…
Read More...

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାକୁ ସନ୍ଥେଭଞ୍ଜ ହାଇସ୍କୁଲର ୫ ଛାତ୍ରଛାତ୍ରୀ ମନୋନୀତ

କେନ୍ଦୁଝରଗଡ଼ :  ଚଳିତମାସ ୩୦ ଓ ଅକ୍ଟୋବର ୧ ତାରିଖ ଦୁଇଦିନ ଧରି ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋଟ୍ସ କମ୍ପେ୍ଲକ୍ସ ଠାରେ ଅନୁଷ୍ଠିତ ହେବାକୁଥିବା ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସଦର ବ୍ଲକ…
Read More...

ଗ୍ରାମ ସ୍ୱାରଜ ମାଧ୍ୟମରେ ଜନଆନ୍ଦୋଳନର ଆବଶ୍ୟକତା ରହିଛି

କେନ୍ଦୁଝରଗଡ଼ : ଦେଶରେ କ୍ରମବର୍ଦ୍ଧମାନ ବେରୋଜଗାରୀ, ଅହେତୁକ ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ୱେଷ, ଜାତିଆଣ ଭେଦଭାବକୁ ରୋକିବାକୁ ହେଲେ ଗ୍ରାମ ସ୍ୱରାଜ ମାଧ୍ୟମରେ ଜନ ବିପ୍ଳବର ଆବଶ୍ୟକତା ରହିଛି। ଗାନ୍ଧୀ,…
Read More...

କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ବ୍ୟାଙ୍କ ପ୍ରତିଶ୍ରୁତିବଦ୍ଧ : ସଭାପତି

କେନ୍ଦୁଝରଗଡ଼ : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୬୯ତମ ବାର୍ଷିକ ସାଧାରଣ ସଭା ଶୁକ୍ରବାର ସହର ଉପକଣ୍ଠ ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ…
Read More...

ଲାଞ୍ଚ ମାମଲାରେ ବାରିଆ ଥାନା ପୂର୍ବତନ ଅଧିକାରୀଙ୍କୁ ୪ବର୍ଷ ଜେଲ

କେନ୍ଦୁଝରଗଡ଼ : ଜଣେ ମହିଳାଙ୍କ ଦ୍ୱାରା ଆଗତ ନିର୍ଯ୍ୟାତନା ମାମଲାରୁ ଅଭିଯୁକ୍ତଙ୍କ ବାପା ଓ ମା’ଙ୍କ ନାମ ବାଦ୍‌‌ କରିବାକୁ କହି ଲାଞ୍ଚ ଗ୍ରହଣ ମାମଲାରେ ଗିରଫ ହୋଇ ଜାମିନରେ ଥିବା କେନ୍ଦୁଝର ଜିଲା ବାରିଆ ଥାନାର…
Read More...

ଯଶୀପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ

ଧାମର : ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ‘ଘରେ ଘରେ କଂଗ୍ରେସ- ଘରେ ଘରେ ହାତ’ କାର୍ଯ୍ୟକ୍ରମ ପାଇଁ ଯଶୀପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଏକ କର୍ମୀ…
Read More...

ପୌରପାଳିକାରେ ବଡାଖାନା କାର୍ଯ୍ୟକ୍ରମ

ଚୌଦ୍ୱାର : ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଚୌଦ୍ୱାର ପୌରପାଳିକା ତରଫରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଛକ ସ୍ଥିତ ପୌର ଟାଉନହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବାଣୀପଦା ପଞ୍ଚାୟତରେ ଏକ ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା…
Read More...

ଦରବୃଦ୍ଧି ପ୍ରତିବାଦରେ ବ୍ଲକ ଘେରାଉ କଲେ ଘସିପୁରା କଂଗ୍ରେସର ଶତାଧିକ କର୍ମୀ

କେଶଦୁରାପାଳ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ୟାସ ଦର ବୃଦ୍ଧି ସହ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଓ ମିଥ୍ୟା ପ୍ରତାରଣାର ପ୍ରତିବାଦରେ ଶୁକ୍ରବାର ଘସିପୁରା କଂଗ୍ରେସ ପକ୍ଷରୁ ଘଷିପୁରା ବ୍ଲକ କାର୍ଯ୍ୟାଳୟ ଘେରାଉ…
Read More...

ଶିଶୁ ମହୋତ୍ସବ ‘ସୁରଭି-୨୦୨୩’

କଟକ : ରେଲୱେ ସେଟଲମେଣ୍ଟ ୟୁପିଏସ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ- ‘ସୁରଭି-୨୦୨୩’ ଏବଂ ‘ଓଡ଼ିଶା ମିଲେଟସ ପ୍ରତିଯୋଗିତା’ ରେଲୱେ ସେଟଲମେଣ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିିତ ହୋଇଯାଇଛି। ସିଆରସିସି…
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

କଟକ : ମହାନଦୀ ବିହାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ- ‘ସୁରଭି-୨୦୨୩’ ଏବଂ ‘ଓଡ଼ିଶା ମିଲେଟସ ପ୍ରତିଯୋଗିତା’ ମହାନଦୀ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର…
Read More...

ଆଜି ଲଘୁଚାପ, ୩ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର : ମ୍ୟାଁମାର ଓ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଗୁରୁବାର ଘୂର୍ଣ୍ଣିବଳୟ ସୃ‌ଷ୍ଟି ହୋଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର…
Read More...

ଉଜ୍ଜୟିନ୍‌ର ଅମାନବୀୟ ଘଟଣାରେ ଅଟୋଚାଳକ ଗିରଫ

ଉଜ୍ଜୟିନ୍‌ : ମଧ୍ୟପ୍ରଦେଶର ଉଜ୍ଜୟିନ୍‌ ନିକଟରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ବଳାତ୍କାର ଘଟଣାରେ ପୁଲିସ ଜଣେ ଅଟୋଚାଳକକୁ ଗିରଫ କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଅନ୍ୟ ଜଣେ…
Read More...

ଭାରତୀୟ ଦଳରେ ଅଶ୍ବିନ ସାମିଲ, ଅକ୍ଷର ବାଦ୍‌

ନୂଆଦିଲ୍ଲୀ  : ଭାରତୀୟ ଦିନିକିଆ କ୍ରିକେଟ ବିଶ୍ବକପ ଦଳରେ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଶେଷରେ ସ୍ଥାନ ପାଇଛନ୍ତି। ଆହତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ବିଶ୍ବକପ…
Read More...

ବିକ୍ରମ, ପ୍ରଜ୍ଞାନ ସୁପ୍ତ : ପରିକ୍ରମା କରୁଛି ଅର୍ବିଟର

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବେ ମଧ୍ୟ ଆଶା ରଖିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସକାଳ…
Read More...

ଶୁକ୍ରବାର ରାଶିଫଳ (୨୯.୦୯.୨୦୨୩)

ମେଷ :  କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିବେ। ରାଜଯୋଗ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ବ୍ୟୟ କରିବେ। ବୃଷ : ଆୟୁଷ୍ମାନ୍‌…
Read More...

ବନ୍ଧୁକଚାଳନାରେ ଶିବ,ସରବଜ୍ୟୋତ, ଅର୍ଜୁନଙ୍କୁ ସ୍ବର୍ଣ୍ଣ

ହ୍ବାଙ୍ଗଝୋ : ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ…
Read More...

ଆତଙ୍କବାଦୀ ଓ ଗଧ ପରେ ଭିକାରି ରପ୍ତାନି କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ପଡ଼ୋଶୀ ପାକିସ୍ତାନ ବିଶ୍ବକୁ କେବଳ ଆତଙ୍କବାଦୀ ଓ ଗଧ (ଡଙ୍କି) ରପ୍ତାନି କରୁଥିବାର ରେକର୍ଡ ଥିଲା; କିନ୍ତୁ ଏବେ ଭିକାରି ରପ୍ତାନି କରୁଛି। ପଶ୍ଚିମ ଏସିଆର ବିଭିନ୍ନ ଦେଶରେ ଥିବା ଭିକାରିଙ୍କ ମଧ୍ୟରୁ ୯୦…
Read More...

ମୋହନ, ମୁକେଶ ନିଲମ୍ବିତ

ଉଭୟଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ କ୍ଷୁବ୍ଧ : ବାଚସ୍ପତି ଭୁବନେଶ୍ବର :  ବିଧାନସଭା ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର। ହେଲେ ଗୁରୁବାର ଅପରାହ୍ଣରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀ ବିଜେପି…
Read More...

ଅବକାରୀ ବିଭାଗ ପକ୍ଷରୁ କାର ସହ ୪୦କିଲୋ ଗଞ୍ଜେଇ ଜବତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ, ଗୁରୁବାର ଏକ କାର ସହ ୪୦ କିଲୋ ଗଂଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଗାଡିର ଡ୍ରାଇଭର ସହ ଦୁଇଜଣ ଆନ୍ତ ଜିଲ୍ଲା ଗଂଜେଇ ମାଫିଆକୁ ଗିରଫ କରିଛି । ସୂଚନା ଅନୁସାରେ…
Read More...

ଗୋଲବଜାର ଛକରେ ଶହୀଦ ଭଗତ ସିଂହ ଜୟନ୍ତୀ ପାଳିତ

ସମ୍ବଲପୁର  : ସ୍ଥାନୀୟ ଗୋଲବଜାର ଛକ ସ୍ଥିତ ସହିଦ ଛକ ଠାରେ ଶହୀଦ ଭଗତ ସିଂହଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ଟିମ ସିଦ୍ଧୁ ସାହାର ସଦସ୍ୟ ମାନେ ଏହି ଜୟନ୍ତୀ ପାଳନ କରିଛନ୍ତି । ଶହୀଦ ଭଗତ…
Read More...

ଯୁବ କଳାକାରଙ୍କ ପରଲୋକରେ ଉଦୟପୁର ଅଞ୍ଚଳରେ ଶୋକ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମର ଯୁବ କଳାକାର ଦେବାଶିଷ ବାଘେଲଙ୍କର ଅକାଳ ବିୟୋଗ ଘଟିଛି। ଦୁଇ ଦିନ ପୂର୍ବରୁ ଅସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଓ ପର ଦିନ…
Read More...

ସଲାଗୁଡା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଚପଡା ଥାନା ଅନ୍ତର୍ଗତ ସଲାଗୁଡା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ସ୍ପଷ୍ଟ କଲେ ବଡମ୍ବା କାନାରା ବ୍ୟାଙ୍କ୍ ମ୍ୟାନେଜର, ମାନସିକ ଭାରସାମ୍ୟ ହରାଇ ପଳାଇଥିଲି

କଳାପଥର(ବାଙ୍କୀ ) :  ବଡମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ଘଟଣାରୁ ପରଦା ହଟିଛି। ତିନିଦିନ ଧରି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ପଛରେ ଅନ୍ୟ କାହାର ହାତ ନାହିଁ,…
Read More...

ସାଲଡ଼ରେ ନୁଆଁଖାଇ ଭେଟଘାଟ୍ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସାଲଡ଼ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୁଆଁଖାଇ  ଭେଟ୍ ଘାଟ୍ ମହାସମାରୋହ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଈଷ୍ଟଦେବୀ  ମା…
Read More...

୨ ଫାଇନାନ୍ସ କମ୍ପାନୀର ୧୨ ବାଇକ୍ ଜାଳିଦେଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତିଲେ ୫ କର୍ମଚାରୀ 

ରାୟଗଡା : ରାୟଗଡା ଜିଲା କାଶୀପୁର ବ୍ଲକର ଟିକିରିରେ ଦୁଇଟି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ୧୨ଟି ମୋଟରସାଇକେଲ ଜାଳି ଦେଲେ ଦୁର୍ବୃତ୍ତ। ଟିକିରିସ୍ଥିତ ପତି କମ୍ପ୍ଲେକ୍ସ ନିକଟରେ ଥିବା ଫ୍ୟୁଜନ ଫାଇନାନ୍ସ ଓ…
Read More...

ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ 

କଳାପଥର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବରପୁଟ  ପଂଚାୟତର ପଶାଣିଆ ସେବାଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା ସହ ଭାଗିତା ବା ଆମେ ଜାଣିବା ଓ ଜିଣିବା  କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
Read More...

କେନ୍ଦୁଝରରେ ମହମ୍ମଦ ଜୟନ୍ତୀ ପାଳିତ

କେନ୍ଦୁଝରଗଡ଼ :  କେନ୍ଦୁଝର ପୁରୁଣାବଜାର ସୁନ୍ନି ଜୁମା ମସଜିଦ୍‌‌ରେ ଗୁରୁବାର ଆନନ୍ଦଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି ।  ଏହି ଅବସରରେ ପୁରୁଣାବଜାର ଜୁମ୍ମା ମସଜିଦ୍‌‌ରେ ଏକ ସମୂହ…
Read More...

ଗାନ୍ଧୀ ଜୟନ୍ତୀରୁ ଜିଲା ପରିକ୍ରମା କରିବ ସାଇବର ସୁରକ୍ଷା ସଚେତନତା ରଥ

କେନ୍ଦୁଝରଗଡ଼ :  ଅନ୍‌‌ଲାଇନ ପ୍ରତି ଦିନକୁଦିନ ଯୁବ ପୀଢ଼ି ଯେଭଳି ଭାବେ ଆକୃଷ୍ଟ ହେବାସହ ବିଭିନ୍ନ ସମୟରେ ସାଇବର ଠକେଇର ଶୀକାର ହେଉଛନ୍ତି ତାହାକୁ ଲକ୍ଷ୍ୟ ରଖି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ଆରମ୍ଭ ହୋଇଛି ।…
Read More...

ଆଠଗଡରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଆଠଗଡ : ଆଠଗଡ ମୁସଲିମ ବସ୍ତି ଓ କନ୍ତୋଲ ମୁସଲିମ ବସ୍ତିରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ପାଳିତ ହୋଇଯାଇଛି । ଆଠଗଡ, କନ୍ତୋଲ ଓ ଅନ୍ୟ ଆଖପାଖ ମୁସଲିମ ବସ୍ତିର ମୁସଲମାନ…
Read More...

୨୬ ବସ୍ତା କାଠ କୋଇଲା ସହିତ ଗାଡି ଜବତ

ଆଠଗଡ :  ଆଠଗଡ ବନବିଭାଗ ପକ୍ଷରୁ ଗୁରୁବାର ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ନିକଟରୁ ଏକ କାଠ କୋଇଲା ବୋଝେଇ ପିକ ଅପ୍ ଭ୍ୟାନ ଜବତ କରାଯାଇଛି। ଆଠଗଡ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକ ଅନ୍ୟ ଅଧିକାରୀ ଓ…
Read More...

ପ୍ରାକ୍ତନ ଉପନଗରପାଳଙ୍କ ପରଲୋକ

ଆଠଗଡ : ଆଠଗଡ ଏନଏସିର ପୂର୍ବତନ ଉପନଗରପାଳ ତଥା ରାଧାନାଥପୁର ଶାସନ ନିବାସୀ ଶ୍ରଦ୍ଧାନନ୍ଦ ତ୍ରିପାଠୀଙ୍କ ସହଧର୍ମିଣୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ (୭୫)ଙ୍କର ଗୁରୁବାର ପରଲୋକ ହୋଇଯାଇଛି । ରୋଗରେ ପୀଡିତ ଥାଇ ନିଜ…
Read More...

ଚୌଦ୍ୱାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

ଚୌଦ୍ୱାର :  ଚୌଦ୍ୱାରର ମୁସଲିମ ପଞ୍ଚାୟତ ଆନୁକୁଲ୍ୟରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁସଲିମ୍ ପଞ୍ଚାୟତ ସଭାପତି ସେକ୍ ସାଜିଦ୍ ଚାନ୍ଦଙ୍କ ପୌରହିତ୍ୟରେ ରୂପଯାତ୍ରା ପଡିଆରେ ଆୟୋଜିତ…
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା 

ନର୍ଲା : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କଳାହାଣ୍ଡିଙ୍କ ଆୟୋଜନରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତାର ଗୁରୁବାର ଶୁଭାରମ୍ଭ ହୋଇଛି । ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଦାମୋଦର ଉଚ୍ଚ…
Read More...

୧୦ରୁ ଘରୋଇ ବସ୍ ଧର୍ମଘଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ ବିରୋଧ କରି ନିଖିଳ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି।…
Read More...

ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ

ଭୁବନେଶ୍ୱର : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଉଦ୍ୟମ ଚଳାଇଥିବାବେଳେ ସହରର ଗଳି କନ୍ଦିରେ ଆୟୋଜିତ ଭୋଜିଭାତ ଏବେ ଏଥିରେ ବଡ ବାଧକ ସାଜିଛି। ଭୋଜିଭାତ ପରେ ଅଇଁଠାପତ୍ର ଠାରୁ…
Read More...

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା

ପାତ୍ରପୁର :  ଗଞ୍ଜାମ ଜିଲା ପାତ୍ରପୁର ବ୍ଳକରେ ବହୁ ଆଦିବାସୀ ଗ୍ରାମ ଦୁର୍ଗମ ପାହାଡ ଅଞ୍ଚଳରେ ରହିଛି। ଏହି ସବୁ ଗ୍ରାମ ମଧ୍ୟରୁ ବହୁ ଗ୍ରାମକୁ ଏବେ ବି ରାସ୍ତା ସାତ ସପନ ପାଲଟିଛି। ଫଳରେ ଆଦିବାସୀ ଲୋକଙ୍କୁ ବିଭିନ୍ନ…
Read More...

ପ୍ରଥମ ଦଳ ଭାବେ ଟି-୨୦ରେ ୩୦୦ରନ ଅତିକ୍ରମ କଲା

ନୂଆଦିଲ୍ଲୀ : ନେପାଳ ପୁରୁଷ କ୍ରିକେଟ ଦଳ ଇତିହାସ ରଚିଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଦଳ ଭାବେ ନେପାଳ ୩୦୦ରନ କରିଛି। ନେପାଳ ଉକ୍ତ ସଫଳତା ଚଳିତ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ହାସଲ କରିଛି। ଏସୀୟ କ୍ରୀଡ଼ାର…
Read More...

ଗୁରୁବାର ରାଶିଫଳ (୨୮.୦୯.୨୦୨୩)

ମେଷ : ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ବ୍ୟବସାୟରେ ରାତାରାତି ଲାଭବାନ୍‌ ହୋଇପାରନ୍ତି। ଦାନଧର୍ମରେ ନିୟୋଜିତ ହେବେ। ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବୃଷ : ପ୍ରତ୍ୟେକ…
Read More...

‘ଇଣ୍ଡିଆ’ ମେଣ୍ଟରେ ସମସ୍ୟା : ଜେଡିୟୁ-ଆରଜେଡି ଆସନ ବୁଝାମଣା ଅସମାହିତ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟକୁ ପରାସ୍ତ କରିବା ଲାଗି ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ମେଣ୍ଟର ଦୁଇ ଦଳ…
Read More...

ପ୍ରଯୁକ୍ତି ଓ ଉଦ୍ଭାବନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ : ଧର୍ମେନ୍ଦ୍ର

ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ

ରାଜକୋଟ୍‌ : ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପରାଜୟ ସହ ବିଶ୍ବକପ ପ୍ରସ୍ତୁତି ଶେଷ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି।…
Read More...

ଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ 

ଗୋପାଳପୁର : ଗୋପାଳପୁର ଅଞ୍ଚଳରେ ବୁଧବାର ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ଏନଟିସିପି ପକ୍ଷରୁ ଗୁଟକା ଯାଞ୍ଚ ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସଚେତନ କରାଯାଇଥିବା ଜଣାପଡିଛି । ସୂଚନା ଯେଗ୍ୟ,…
Read More...

ବହୁରୂପୀ ଠକ ନାମରେ ଆଉ ଏକ ମାମଲା ରୁଜୁ

ସମ୍ବଲପୁର :  ସମ୍ବଲପୁରର ଧନୁପାଲି ମହାବୀରପଡା ନିବାସୀ ବହୁରୂପୀ ଠକ ଲୋକନାଥ ମହାନ୍ତିଙ୍କ ନାମରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମୁଦିପଡା ନିବାସୀ ଚାନ୍ଦ ସିଂହ ନାମକ…
Read More...

ଭୋଲା ଜିଲା ସାଧାରଣ ସମ୍ପାଦକ ନିଯୁକ୍ତ

ସମ୍ବଲପୁର  : ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଏବେ ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି । ଏହି କ୍ରମରେ ଶାସକ ବିଜୁ ଜନତା ଦଳ ପକ୍ଷରୁ…
Read More...

ଦୁଇ ଦୁର୍ଘଟଣା : ଜଣେ ମୃତ, ୨ ଗରୁତର

ଫୁଲବାଣୀ :  : ବୁଧବାର ବିଳମ୍ବିତ ରାତ୍ରରେ ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟସ୍ଥ ଶଂଖୀକଟା ଶାଳବଣ ବୁଲାଣିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ…
Read More...

୩ୟ ଓ ୫ମ ବୃତ୍ତି ପରୀକ୍ଷା, ୩୫୫ ପରୀକ୍ଷାର୍ଥୀ

ଆଠଗଡ :  ଆଠଗଡ ବ୍ଲକସ୍ତରୀୟ ୩ୟ ଓ ୫ମ ବୃତ୍ତି ପରୀକ୍ଷା ବୁଧବାର ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ୨ଟି କେନ୍ଦ୍ରରେ ଉଭୟ ୩ୟ ଓ ୫ମ ଶ୍ରେଣୀର ୩୫୫ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିଲେ। ବିଶ୍ୱନାଥ ବିଦ୍ୟାପୀଠରେ…
Read More...

କେନ୍ଦୁଝର ଜିଲା ଗୋଣ୍ଡ ସାଂସ୍କୃତିକ ସମାଜ କାର୍ଯ୍ୟକାରିଣୀ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଗୋଣ୍ଡ ସାଂସ୍କୃତିକ ସମାଜର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନର ସଭାପତି ଜନାର୍ଦ୍ଦନ ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସ୍ଥାନୀୟ ସହିଦସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସହର…
Read More...

ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘର ବାର୍ଷିକ ସାଧାରଣ ବୈଠକ

କେନ୍ଦୁଝରଗଡ଼ : ଜିଲା ସଂସ୍କୃତି ଭବନଠାରେ ବୁଧବାର ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଜୀବନବୀମା ଏଜେଣ୍ଟ ସଂଘ ଲିଆଫି-୧୯୬୪ର ସଭାପତି ଶ୍ୟାମଲ…
Read More...