ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ, ଅଭିଯୋଗ କଲେ ସୋମାଲିକା

ଡେସ୍କ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବା​ରେ ଳାଗିଛି ।  କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ତାଙ୍କ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି । ପୂର୍ବରୁ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ…
Read More...

ଆଶ୍ରମ ବିଦ୍ୟାଳୟର ୬ଶିକ୍ଷକଙ୍କ ହଠାତ ବଦଳି ନେଇ ଛାତ୍ରଛାତ୍ରୀଙ୍କ ହରତାଳ

କେଶଦୁରାପାଳ : ଆଶ୍ରମ ବିଦ୍ୟାଳୟର ୬ଜଣ ଶିକ୍ଷକଙ୍କ ହଠାତ ବଦଳି ନେଇ ଛାତ୍ରଛାତ୍ରୀମାନେ ହତୋତ୍ସାହ ହୋଇ ହରତାଳ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଗୋଦିରା ପଞ୍ଚାୟତ…
Read More...

ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର : ୪୫ କୋଟି ଟଙ୍କା ସହାୟତା ଘୋଷଣା

ଡେସ୍କ : ବନ୍ୟା ପ୍ରଭାବିତ ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ କହିଛନ୍ତି ଯେ ସିକ୍କିମରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆଗେଇ…
Read More...

ରାଜ୍ୟରୁ ଫେରିଯିବ ମୌସୁମୀ !

ଡେସ୍କ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ, ଗୁଜରାଟ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରୁ ଅପସାରିତ ହୋଇଛି । ତେବେ  ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ…
Read More...

ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଜାଗରଣ ଉତ୍ପାଦକ କମ୍ପାନୀ

ଲକ୍ଷ୍ମୀପୁର :  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଜାଗରଣ ଉତ୍ପାଦକ କମ୍ପାନୀର  ମହିଳା  ଗୋଷ୍ଠୀ ମାନଙ୍କୁ ନେଇ ପଞ୍ଚମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ସହୀଦଙ୍କ ଆତ୍ମାର ସଦଗତି ପାଇଁ ସମୂହ ମହମବତୀ ଶୋଭାଯାତ୍ରା

କାମାକ୍ଷାନଗର :  କାମାକ୍ଷାନଗର ଉପଖଣ୍ଡର ସାମ୍ବାଦିକ ମାନଙ୍କ ଆୟୋଜନରେ ସହୀଦ ସରୋଜ ଦାସଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସିକ୍କିମ ବନ୍ୟାରେ ସହୀଦ ବୀର ଓଡ଼ିଆ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ୨ୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୯ରୁ ଭୂମିପୂଜନ ଓ ଯଜ୍ଞ

ଆରଡି : ଆରଡି ପୀଠ ରାଜ୍ୟର ଏକ ପୁରାତନ ଶୈବ କ୍ଷେତ୍ର ଭାବେ ପରିଚିତ । ଏହିପୀଠକୁ ନୂଆ ରୂପରେଖ ଦେବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨୫କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏବେ ପୀଠର ୨ୟ ପର୍ଯ୍ୟାୟ…
Read More...

ବିଏସଏଫ ପକ୍ଷରୁ ଯୁବ ମତ ବିନିମୟ କାର୍ଯ୍ୟକ୍ରମ

ମାଲକାନଗିରି : ଜିଲ୍ଲା ସଦର ମହକୁମାର ଏମ.ଭି-୩ ସ୍ଥିତ ବିଏସଏଫ କ୍ୟାମ୍ପଠାରେ ନେନେର ଯୁବ କେନ୍ଦ୍ର ପକ୍ଷରୁ ୧୫ ତମ ଆଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...

ଷାଠିବାଙ୍କୁଡା ବୈତରଣୀ ନଦୀପଠାରୁ ପୁଣି ଏକ ମଇଁଷିକୁ ଝାମ୍ଫିନେଲା ହିଂସ୍ର କୁମ୍ଭୀର

ଆରଡି : ଶୁକ୍ରବାର ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ପିଉଥିବା ବେଳେ ଗୋଟେ ମଇଁଷି ପଛରେ ରହିଯାଇଥିଲା ଫଳରେ ହିଂସ୍ର କୁମ୍ଭୀର ଏପରି ସୁଯୋଗ ପାଇ ନଦୀମଧ୍ୟକୁ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ

ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଧିଷ୍ଠାତ୍ରୀ ଜୟଦୁର୍ଗାଙ୍କ ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପ୍ରର୍ଯ୍ୟନ୍ତ ଷୋଡଶ ଦିବସୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି । ପ୍ରତିଦିନ ମା’ ଭିନ୍ନ ଭିନ୍ନ ବେଶରେ…
Read More...

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟ୍‍ର ୨୦ଗବେଷକ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ। ଆମେରିକାର ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ୍‍ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍‍ର ୨୦ଜଣ ଗବେଷକ ସ୍ଥାନ…
Read More...

ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବରେ ବର୍ଷା କ୍ଲବ କଳାକାର

କେନ୍ଦୁଝରଗଡ଼ :  ଓଡିଶା କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ପୁରୀ ଠାରେ ୩ଦିନ ଧରି ଅନୁଷ୍ଠିତ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବରେ କେନ୍ଦୁଝର ବର୍ଷା କ୍ଲବର କଳାକାରଙ୍କ ଦ୍ୱାରା ନିଖୁଣ ନୃତ୍ୟାଭିନୟ ଦର୍ଶକଙ୍କୁ…
Read More...

ଗାଁ ସାଥୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସଦର ବିଧାୟକଙ୍କ ସମର୍ଥନ

କେନ୍ଦୁଝରଗଡ଼ : ୯ଦଫା ଦାବିରେ ଗାନ୍ଧୀ ଜୟନ୍ତୀରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଶାଖା ଆନ୍ଦୋଳନକୁ କେନ୍ଦୁଝର ସଦର…
Read More...

ଜଙ୍ଗଲୀ ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖୁଣ୍ଟପଡା ବିଟର ଜାମ୍ମୁପଦର ଗ୍ରାମରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ମତେ ଆଜି…
Read More...

ଦେଶୀ ମହୁଲି ମଦ ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ଚଢ଼ାଉ କରି ସମ୍ବାରୁ ବେହେରା (୩୯)ଙ୍କ ଠାରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ଏହି ଥାନା…
Read More...

୩ ଅସହାୟ ଶିଶୁଙ୍କୁ ଥଇଥାନ କଲା ଆଇନସେବା ପ୍ରାଧିକରଣ

କେନ୍ଦୁଝରଗଡ଼ :  କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣର ପାରାଆଇନ ସ୍ୱେଛାସେବୀ ବନଲତା ଜେନା ଓ ରିଟେନର ତଥା ସରକାରୀ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ୩ ଅସହାୟ ଶିଶୁଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉଦ୍ଧାର କରି…
Read More...

ଏସୀୟ କ୍ରୀଡ଼ା : ହକିରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଡେସ୍କ : ହାଙ୍ଗଝୌ ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ପୂର୍ବରୁ ଗ୍ରୁପ…
Read More...

ରାଜ୍ୟର ବଢି ଚାଲିଛି ସ୍କ୍ରବ୍‌‌ ଟାଇଫସ୍‌‌ ରୋଗୀଙ୍କ ସଂଖ୍ୟା

ଡେସ୍କ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କ୍ରବ୍‌‌ ଟାଇଫସ୍‌‌ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଳାରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ରେ ଆଉ ୨୫ ଜଣ ସ୍କ୍ରବ୍‌‌ ଟାଇଫସ୍‌‌…
Read More...

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ…
Read More...

ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ

ଡେସ୍କ : ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌‌ ଶୁକ୍ରବାର ପୁରୀ ଯାଇ ଶ୍ରୀଜଗନ୍ନାଥ…
Read More...

ସିକ୍କିମ ବନ୍ୟାରେ ୭ସହକର୍ମୀଙ୍କ ସହ ଫସି ରହିଛନ୍ତି ନୀଳଗିରିର ଇଞ୍ଜିନିୟର

ନୀଳଗିରି : ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ୨୩ରୁ ଊର୍ଦ୍ଧ୍ୱ ଯବାନଙ୍କ ସମେତ ଆର୍ମି କ୍ୟାମ୍ପ, ଗାଡ଼ି ମୋଟର ସବୁ ଭାସି ଯାଇଛି । ରାସ୍ତାଘାଟ ନିଶ୍ଚିହ୍ନ ହୋଇ ଯାଇଛି । ଏହି ଦୁର୍ଘଟଣାରୁ ମାତ୍ର ୧୫୦ମିଟର…
Read More...

ହଜିଲାଣି ମଣିଷପଣିଆ

ମାଗିବା ପୂର୍ବରୁ ଯିଏ ଆଶୀର୍ବାଦର ବର୍ଷା ଅଜାଡ଼ି ଦିଏ, ଯେ ମାଟି, ପାଣି, ପବନ, ଆକାଶ ଓ ବିଶ୍ବଠାରୁ ବଡ଼, ସେ ଧରିତ୍ରୀ, ବସୁନ୍ଧରା। ସେ ହେଉଛି ଆମର ମାଆ। ମାଆ ହିମାଳୟ ପରି ସ୍ଥିର, ସ୍ଥିତପ୍ରଜ୍ଞ, ସର୍ବଂସହା। ମାଆର…
Read More...

ବିଜ୍ଞାନ ମେଳାରେ ସାମାଜିକ ମୂଲ୍ୟବୋଧ

କିଛି ମାସ ପୂର୍ବେ ବିଦ୍ୟାଳୟ ସ୍ତରୀୟ ଏକ ବିଜ୍ଞାନମେଳାରେ ଯୋଗ ଦେବାର ସୁଯୋଗ ମିଳିଥିଲା। ମେଳାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା। ମାନେ ଦୁଇ ଶହରୁ ଊର୍ଦ୍ଧ୍ବ କୁନିକୁନି ବୈଜ୍ଞାନିକମାନଙ୍କ…
Read More...

ଦ୍ବନ୍ଦ୍ବ ଦୂର ହେଉ

ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ୍‌ ଟାଇଫସ୍‌ ବା ବୁଶ୍‌ ଟାଇଫସ୍‌ ରୋଗ ବ୍ୟାପି ଚାଲିଥିବାରୁ ଜନସାଧାରଣଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରି ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…
Read More...

ବିଜୟ ସହ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ପାକିସ୍ତାନ

ହାଇଦରାବାଦ୍‌  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଶୁକ୍ରବାର ଦ୍ବିତୀୟ ମ୍ୟାଚ ହାଇଦରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।…
Read More...

ମାରାତ୍ମକ ଲଟାମରା ପାରାକୁଏଟକୁ ନିଷେଦ୍ଧ ଘୋଷଣା କଲେ ରାଜ୍ୟ ସରକାର

ବୁର୍ଲା : ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡ଼ାକ୍ତର ଶଙ୍କର ରାମଚନ୍ଦାନି ଦ୍ୱାରା ଆରମ୍ଭ ହୋଇଥିବା ମାରାତ୍ମକ ଲଟାମରା ପାରାକୁଏଟ ନିଷେଦ୍ଧ ଅଭିଯାନକୁ ଶେଷରେ ସଫଳତା ମିଳିଛି। ଗତ ୨୦୧୯ ମସିହାରେ ଭିମସାରର ଡ଼ାକ୍ତର…
Read More...

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଥାନାରେ ବିବାହ ଅବୈଧ

ଲକ୍ଷ୍ନୌ : ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି; ସାତଫେରା ପ୍ରକ୍ରିୟା ବିନା କୌଣସି ବିବାହକୁ ବୈଦିକ ବିବେଚନା କରାଯାଏ ନାହିଁ, ତେଣୁ ଏଭଳି ବିବାହ ବୈଧ ନୁହେଁ। ହିନ୍ଦୁ…
Read More...

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଡାକ୍ତରୀ ଛାତ୍ର ଲହୁଲୁହାଣ

ବୁର୍ଲା : ଭିମସାରରେ ନିୟୋଜିତ ଘରୋଇ ସୁରକ୍ଷା ସଂସ୍ଥା ଏକଜିକ୍ୟୁଟିଭ ସର୍ଭିସେସ ଲିମିଟେଡ଼ର ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଡାକ୍ତରୀ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଏହାସହ ଅନ୍ୟ ଦୁଇ ଛାତ୍ର ମଧ୍ୟ ଆହତ ହୋଇଛନ୍ତି।…
Read More...

ଶୁକ୍ରବାର ରାଶିଫଳ (୦୬.୧୦.୨୦୨୩)

ମେଷ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ। ବୃଷ : ଭାଗ୍ୟଶାଳୀ ହେବେ। ଶୋଭନ…
Read More...

ପ୍ରାଣନାଥଙ୍କ ଜୀବନ ଥିଲା ସଂଘର୍ଷମୟ : ବିଶ୍ବଭୂଷଣ

ରାଜ୍ୟସ୍ତରୀୟ ୫୩ତମ ଶ୍ରାଦ୍ଧବାର୍ଷିକୀ ସମାରୋହ,  ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରାଣନାଥ ସମ୍ମାନ ଭୁବନେଶ୍ବର : ଆଜୀବନ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ ବୈପ୍ଳବିକ ଚେତନାର ଅଗ୍ରଦୂତ ଥିଲେ।  ସ୍ବାଧୀନତା…
Read More...

‘କାନାଡ଼ା ସହ ବିବାଦ ଯୋଗୁଁ ପ୍ରଭାବିତ ହେବନି ଭାରତ-ଆମେରିକା ସମ୍ପର୍କ’

ଓଟାୱା : ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଓ ପରବର୍ତ୍ତୀ କୂଟନୈତିକ ବିବାଦ ତୁଟାଇବାକୁ ଭାରତ ସହିତ ଘରୋଇ ଭାବେ ଆଲୋଚନା ପାଇଁ କାନାଡ଼ା ପ୍ରସ୍ତାବ ଦେବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାର ଜବାବ…
Read More...

ଆସିଲା ଡିଏନ୍‌ଏ ରିପୋର୍ଟ, ଜନ୍ମ ନେଇଥିଲା ଶିଶୁକନ୍ୟା

ଭୁବନେଶ୍ବର : ରାଜଧାନୀ ଚିକିତ୍ସାଳୟ (କ୍ୟାପିଟାଲ ହସ୍ପିଟାଲ)ରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଗୁରୁବାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୁଲିସ ହାତରେ ଡିଏନ୍‌ଏ ରିପୋର୍ଟ ଲାଗିଛି। ଅଭିଯୋଗକାରୀଙ୍କର ଶିଶୁକନ୍ୟା ଜନ୍ମ ନେଇଥିବା…
Read More...

୫ ଦିନିଆ ଇଡି ହାଜତକୁ ଗଲେ ସଞ୍ଜୟ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କୁ ୫ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଇଡି…
Read More...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦେଶ

କଟକ : ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ବିରୋଧ ଉଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି…
Read More...

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ପ୍ରଶିକ୍ଷଣ ଶିବିର

ବୌଦ୍ଧ  : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଗଢିତୋଳିବା ପାଇଁ ଗୁରୁବାର ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ…
Read More...

ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରନରସିଂହପୁର ପଂଚାୟତରେ ହରଭଙ୍ଗା ବ୍ଲକ କଂଗ୍ରେସ…
Read More...

ପୁରୁଣାକଟକ ପୁଲିସ ଏବଂ ଦୁର୍ଗାପୂଜା କମିଟି ବୈଠକ

ହରଭଙ୍ଗା : ଆସନ୍ତା ଦୂର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପୁରୁଣାକଟକ ଥାନା ପକ୍ଷରୁ ଅଞ୍ଚଳର ଦୁର୍ଗାପୂଜା କମିଟି ମେମ୍ବରଙ୍କୁ ନେଇ ଏକ ପ୍ରସୂତି ବୈଠକ ଗୁରୁବାର ପୁରୁଣା କଟକ ଥାନା ପରିସରରେ ଅନୁଷ୍ଠିତ…
Read More...

ଭାଲିଆଗଡ ଗଣେଶ ପୂଜାରେ ୧୨୨ କେଜି ଲଡୁର ନିଲାମ, ୮୨ ହଜାର ଟଙ୍କାରେ କିଣିଲେ ଭକ୍ତ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିଥିଲା। ଏହା ୮୨…
Read More...

ମହିଳା ମହାବିଦ୍ୟାଳୟ ଓଡିଆ ଭାଷା ବିଭାଗ ପାଠଚକ୍ର

କେନ୍ଦୁଝରଗଡ଼ : ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ପ୍ରଭାକର ନାୟକ ଏହି ପାଠଚକ୍ରକୁ…
Read More...

ବଳାତ୍କାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝରଗଡ଼ : ଏକ ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌‌ (ପକ୍ସୋ) ଅଦାଲତ କେନ୍ଦୁଝର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି । ତୁରୁମୁଙ୍ଗା ଥାନା ଅଧିନ ମଙ୍ଗଳପୁର…
Read More...

ବନବାସୀ ଚେତନାମଣ୍ଡଳ ପକ୍ଷରୁ ନିଶା ନିବାରଣ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ : ବନବାସୀ ଚେତନାମଣ୍ଡଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗୋନାସିକାସ୍ଥିତ ବ୍ରହ୍ମକୁଣ୍ଡରେ ତିଳତର୍ପଣ କରାଯାଇ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବନବାସୀ ଚେନତାମଣ୍ଡଳ…
Read More...

ଗଞ୍ଜାମରେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଥିବା ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରର୍ଦୋଶଙ୍କୁ ଗଞ୍ଜାମ ସହର ଭବ୍ୟ ସମର୍ଦ୍ଧନା ଦିଆଯାଇଛି। କଲେଜ ଛକ ଠାରୁ ଦଳୀୟ କର୍ମୀ ମନେ ଏକ ଶୋଭାଯାତ୍ରା ରେ ଏ ଆଣିଥିଲେ। ବଡ଼ ବଜାର…
Read More...

ମହାତ୍ମା ଗାନ୍ଧୀ ଯୁବ ଛାତ୍ର ସମାଜର ଆଦର୍ଶ

ଆଠଗଡ : ଗୋପବନ୍ଧୁ ମହିଳା କନିଷ୍ଠ କଲେଜ ଏନଏସଏସ ପକ୍ଷରୁ କଲେଜ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟରେ ବ୍ୟାପକ ସଫେଇ ଓ ସଚେତନତା ସୃଷ୍ଟି କରାଯାଇଥିଲା । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏହି…
Read More...

୧୦ଟନ୍‌‌ ଗୋମାଂସ ସହ ଟ୍ରକ ଜବତ, ଦୁଇ ଗିରଫ

ଆଠଗଡ :  ଆଠଗଡ ପୁଲିସ ବୁଧବାର ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ତିଗିରିଆ କରଡାପଲ୍ଲୀ ଗ୍ରାମରୁ ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ସୂଚନା ପାଇଥିଲେ । ପୁଲିସ ଆଇଆଇସି ଅନିରୁଦ୍ଧ ମୁଦୁଲି ଅନ୍ୟ…
Read More...

ମହିଳା ସ୍ନାତକ କଲେଜରେ ରକ୍ତଦାନ ଶିବିର

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ଏନଏସଏସ ଆନୁକୂଲ୍ୟରେ ଜୀବନବିନ୍ଦୁ ଏବଂ ଏଚଡିଏଫସି ବ୍ୟାଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୁରୁବାର କଲେଜ ପରିସରରେ…
Read More...

ବ୍ଲକ ସଦରମହକୁମାକୁ ଆସିଲା ନୂଆ ଆମ୍ବୁଲାନ୍ସ

ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀ ସେବା ପାଇଁ ଗୁରୁବାର ଏକ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ପୂର୍ବ ଆମ୍ବୁଲାନ୍ସଟି ଦୀର୍ଘ ଚାରି ମାସ ହେଲା…
Read More...

ସହୀଦ ଓଡ଼ିଆ ଯବାନ ସରୋଜ : କାନ୍ଦୁଛି ଗାଁ, ଲୁହରେ ଭିଜୁଛି ପୁରା ପରିବାର

କାମାକ୍ଷାନଗର : ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକାର ସେବାପାଇଁ ସହୀଦ ହୋଇଛନ୍ତି। ଦୀର୍ଘ ଚବିଶ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା…
Read More...

ସାରଙ୍ଗଗଡ଼ରେ ମେରୀ ମାଟି ମେରା ଦେଶ କାର୍ଯକ୍ରମ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକର ସାରଙ୍ଗଡ ଠାରେ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାରଙ୍ଗଡ ହାଇସ୍କୁଲର…
Read More...

ପାଇକରାପୁରରୁ ମିନିଟ୍ରକ୍ ଜବତ,୨ ଗିରଫ

ଚୌଦ୍ୱାର : ଟ୍ରାନ୍ସପୋର୍ଟରୁ ସାମଗ୍ରୀ ଆଣି ଧାର୍ଯ୍ୟ ସ୍ଥାନରେ ନପହଞ୍ଚାଇବା ଏବଂ ଟ୍ରାନ୍ସପୋର୍ଟ ସାମଗ୍ରୀ ହଡ଼ପ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଏକ ମିନି ଟ୍ରକ୍( ଆଇଚର)ର ମାଲିକ ତଥା ଡ୍ରାଇଭର ଉମାକାନ୍ତ ସାହୁ(୨୬)…
Read More...

ସିକ୍କିମ୍ ବନ୍ୟାରେ ଫସି ରହିଛନ୍ତି ଚୌଦ୍ୱାରର ଯୁବଦମ୍ପତି

ଚୌଦ୍ୱାର : ସିକ୍କିିମରେ ଘଟିଥିବା ଭୟାବହ ବନ୍ୟାରେ ବହୁ ଲୋକ ଫସି ରହିଥିବାବେଳେ ସାମରିକ ବାହିନୀ ତରଫରୁ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରୀ ରହିଛି । ସିକିମ୍ ଓ ଦାର୍ଜିଲିଂ ବୁଲିଯାଇଥିବା ଚୌଦ୍ୱାର ଥାନା…
Read More...

କ୍ରିକେଟ ବିଶ୍ବକପ ଆଜିଠାରୁ

ଅହମ୍ମଦାବାଦ୍‌ : କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ ା ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ…
Read More...

ପିପିପି ମୋଡ୍‌ରେ ଖୁବ୍‌ଶୀଘ୍ର ୫ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ

ଲୋକଙ୍କ ଚିକିତ୍ସାସେବା ଆବଶ୍ୟକତା ପୂରଣ କରିବାକୁ ସରକାର ପ୍ରତିବଦ୍ଧ : ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।…
Read More...

ଅଧିନାୟକଙ୍କ ଭାଗ୍ୟ ପରୀକ୍ଷା

୧-ରୋହିତ ଶର୍ମା ; ଭାରତରେ କ୍ରିକେଟ ଶ୍ରେଷ୍ଠ ଲୋକପ୍ରିୟ କ୍ରୀଡ଼ାର ମାନ୍ୟତା ପାଇଥିବାବେଳେ କ୍ରିକେଟରମାନଙ୍କୁ ଭଗବାନର ଆଖ୍ୟା ଦେବାକୁ ପ୍ରଶଂସକମାନେ ପଛାଇ ନଥାନ୍ତି। ଏଭଳି ଲୋକପ୍ରିୟତା ମଧ୍ୟରେ ଭାରତରେ ଆଇସିସି…
Read More...

ଆଜିଠୁ କମିବ ବର୍ଷା

ଭୁବନେଶ୍ବର :  ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଗତ କିଛି ଦିନ ଦେଲା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତାକାଲିଠାରୁ ଏହାର ପ୍ରଭାବ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ଗୁରୁବାର ରାଶିଫଳ (୦୫.୧୦.୨୦୨୩)

ମେଷ : ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିପାରେ। ବୃଷ :…
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ବଡଡୁକଲା ଗ୍ରାମ ପଂଚାୟତର ନାଗଫେଣା ଗ୍ରାମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଅବସରେ ସ୍ଥାନୀୟ ଶିବମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇ ନବୀନ…
Read More...

ଗୋଛାପଡାରେ ସାଇବର ସଚେତନତା ରଥ

ଫୁଲବାଣୀ : ଗୋଛାପଡାରେ ସାଇବର ସଚେତନତା ରଥ ବୁଧବାର ପହଁଚିବା ପରେ ଗୋଛାପଡା ଥାନା ପୁଲିସ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡାର ଛାତ୍ରଛାତ୍ରୀ ଏବଂ ଜନ ସାଧାରଣ ସ୍ୱାଗତ କରିଛନ୍ତି । ସାମାଜିକ ଗଣମାଧ୍ୟମ  ବ୍ୟବହାରରେ …
Read More...

ମଦ ଜବତ କରି ଥାନାରେ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ନୂଆଗାଁ ଓ ନୁଆଖମଣ ଗ୍ରାମର ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ମାନେ  ଚୋରା ମଦ ବିକୁଥିବା ବ୍ୟକ୍ତିଙ୍କ ଠାରୁ ୫୦ ଲିଟର ମହୁଲି ମଦ ଜବତ କରି ଏହାକୁ ତୁରୁମୁଙ୍ଗା…
Read More...

ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ : ୮୧ ଛୁଇଁଲା ପଦକ ସଂଖ୍ୟା

ଏସୀୟ କ୍ରୀଡ଼ା ଊନବିଂଶତମ ସଂସ୍କରଣରେ ଭାରତ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି।‌ ପଦକ ଜିତିବାରେ ଏକ ସଂସ୍କରଣରେ ଭାରତ ସର୍ବାଧିକ ପଦକ ଜିତିପାରିଛି। ଭାରତ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଏବେ ସୁଦ୍ଧା ୧୮ ସ୍ବର୍ଣ୍ଣ,…
Read More...

ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, କଲମପୁରରେ ଦୋକାନ ବଜାର ବନ୍ଦ

କଲମପୁର : ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଗଣ ଧାରଣା ଆନ୍ଦୋଳନ ଜାରି ରହିଛି । ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ବୁଧବାର ଧର୍ମଗଡ ଉପଖଣ୍ଡ ଅଂଚଳରେ ସକାଳ ୬ରୁ ସଂଧ୍ୟା ୬ଟା…
Read More...

ବାଇକ ଧକ୍କାରେ ଶିଶୁ ଗୁରୁତର, ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବାବୁକେନ୍ଦୁଗୁଡା ନିକଟରେ ବୁଧବାର ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ  ଜଣେ ୫ ବର୍ଷ ବୟସ୍କ ଶିଶୁର ଗୋଡ ଭାଙ୍ଗିଯାଇ ଗୁରୁତର ହେଇ ପଡିଛି । ତାକୁ କଲମପୁର ଗୋଷ୍ଟୀ…
Read More...

ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିର

ଗୁରୁଡିଝାଟିଆ :  ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଯୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ…
Read More...

ରାହାଙ୍ଗୁଳରେ ରକ୍ତଦାନ ଶିବିର

ଗୁରୁଡିଝାଟିଆ :  ରାଧାକୃଷ୍ଣପୁର ପଞ୍ଚାୟତର ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର…
Read More...

ଗଣଙ୍କର ସ୍ବର ହେଉ ଗଣମାଧ୍ୟମ : ଛତିଶଗଡ଼ ରାଜ୍ୟପାଳ

କଟକ : ୧୦୪ ବର୍ଷର ଦୀର୍ଘ ଯାତ୍ରାକାଳରେ ‘ସମାଜ’ ସହ ମାନବ ସମାଜ ସର୍ବଦା ରହି ଆସିଛି। ସ୍ବାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାବାସୀଙ୍କୁ ଏକତ୍ର କରିବାରେ ‘ସମାଜ’ ଅମୋଘ ଅସ୍ତ୍ର ଭାବେ କାର୍ଯ୍ୟ କରିଥିଲା। ବ୍ରିଟିଶ…
Read More...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା ସ୍ଥାନୀୟ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ…
Read More...

ସନ୍ଥେଭଞ୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

କେନ୍ଦୁଝରଗଡ଼ : ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବୁଧବାର ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କ…
Read More...

ରାୟଗଡ ଇସ୍ପାତ କାରଖାନା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହାୟକ ହେବ : ବିମଳେନ୍ଦ୍ର ଝା

କେନ୍ଦୁଝରଗଡ଼ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଛତିଶଗଡସ୍ଥିତ ଗାରେ ପାଲମା କୋଇଲା ଖଣିରୁ ସଫଳତାର ସହ ଉତ୍ପାଦନ ଆରମ୍ଭ ଘୋଷଣା କରିଛି । ଏହି ଖଣିୁ ଉତ୍ପାଦିତ କୋଇଲା ଜେଏସ୍‌‌ପିର ଛତିଶଗଡ ରାୟଗଡସ୍ଥିତ ଷ୍ଟିଲ କାରଖାନାରେ…
Read More...

ଗାଁ ସାଥୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିଜେପି ଓ ବିଏମ୍‌‌ଏସ୍‌‌ର ସମର୍ଥନ

କେନ୍ଦୁଝରଗଡ଼ : ୯ ଦଫା ଦାବିରେ ଗାନ୍ଧୀ ଜୟନ୍ତୀରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଶାଖାର ଆନ୍ଦୋଳନ ବୁଧବାର ତୃତୀୟ…
Read More...

ଭୈରବୀ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି, ବର୍ଦ୍ଧିତ ଫି’କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦିନକୁ ଦିନ ବଢିବାରେ ଲାଗିଛି । ୫ଦିନ ତଳେ ବିଶ୍ୱବିଦ୍ୟାଳୟ ନାମଲେଖା ଫି’ ବାବଦରେ କଲେଜ କର୍ତ୍ତୃପକ୍ଷ ପ୍ରଥମ…
Read More...

କୃଷି ସୂଚନା ପରାମର୍ଶ କେନ୍ଦ୍ରର ବାର୍ଷିକ ଅଧିବେଶନ

ଆଠଗଡ : ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ରର ବାର୍ଷିକ ଅଧିବେଶନ ବୁଧବାର କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଏଥିରେ…
Read More...

ଏନଏସି ଅଞ୍ଚଳରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଠଗଡ :  ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର କୋଣ ଅନୁକୋଣରେ ଗତ ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା…
Read More...

ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର କେନ୍ଦୁଢିପ ଗ୍ରାମର ସରୋଜ ଦାସ ସେନାବାହିନୀରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସିକ୍କିମ ବନ୍ୟାରେ ୨୩ ଜଣ ଯବାନ ନିଖୋଜ ଥିବା ବେଳେ ସେଥିରେ ସରୋଜ…
Read More...

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

ମୁମ୍ବଇ : ମହାରାଷ୍ଟ୍ର ନାନ୍ଦେଡ ଜିଲାର ସଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟା ମଧ୍ୟରେ ୧୨ଜଣ ନବଜାତକଙ୍କ ସହିତ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଔଷଧ ଅଭାବରୁ…
Read More...

ଭାରତ ପାଇଁ ଗିଲ୍‌, କୁଳଦୀପ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ। ଚଳିତ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଲାଗି ବିଭିନ୍ନ ଦଳ ପ୍ରସ୍ତୁତି ଓ ରଣନୀତିକୁ ଜୋରଦାର…
Read More...

୬ରୁ ବଦଳିପାରେ ପାଗ

ଭୁବନେଶ୍ବର : ଉତ୍ତର ଛତିଶଗଡ଼ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଏବଂ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଥିବାବେଳେ କେତେକ…
Read More...

ବିକାଶ ବିରୋଧୀଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ

ଜନସମ୍ପର୍କ ପଦଯାତ୍ରାରୁ ନବୀନଙ୍କ ନିଶାଣ ଭୁବନେଶ୍ବର :  ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି। ବିକାଶରେ ବାଧା ସୃଷ୍ଟି କରିବାରେ ସେମାନଙ୍କୁ ଆନନ୍ଦ ମିଳୁଛି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ…
Read More...

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସକାଳେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ…
Read More...

ଆଜି ଗୃହରେ ଆସିବ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ

ଭୁବନେଶ୍ବର : ଚଳିତ ମୌସୁମୀ ଅଧିବେଶନରେ ମଙ୍ଗଳବାର ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବାବେଳେ ଆଜି…
Read More...

ମଙ୍ଗଳବାର ରାଶିଫଳ (୦୩.୧୦.୨୦୨୩)

ମେଷ : ପ୍ରଜ୍ଞାଶୀଳ ହୋଇପାରନ୍ତି। ନୀତିନିଷ୍ଟ ହେବେ। ଶିକ୍ଷାବିତ୍‌ଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ। ବିଦେଶୀ ଧନଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ସାମୟିକ କ୍ରୋଧୀ ହେବେ। ବୃଷ : ରାଜନୀତି…
Read More...

ତିନି ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି।…
Read More...

ଗୁଗୁଲ୍‌ ମ୍ୟାପ୍‌ ଦେଖି ଗାଡ଼ି ଚଳାଇବା କାଳ ହେଲା, ନଦୀରେ ପଡ଼ି ଦୁଇ ଡାକ୍ତର ମୃତ

କୋଚି : ଜନ୍ମ ଦିନ ପାଳନ କରି କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୧୨ଟା ୩୦। ବର୍ଷା ଯୋଗୁଁ ରାସ୍ତାରେ ପାଣି ଥିଲା। ରାସ୍ତା ଜାଣି ନଥିବାରୁ ଚାଳକ ଗୁଗୁଲ୍‌ ମ୍ୟାପ୍‌ ଦେଖି ଗାଡ଼ି ଚଳାଉଥିଲେ। ଏକ ମୋଡ଼ ବୁଲିବା ସମୟରେ…
Read More...

ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବୌଦ୍ଧ  : ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସହରର ଟାଉନହଲ ଠାରେ ସୋମବାର ଦିନ ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ  ପାଳିତ ହୋଇଯାଇଛି । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ଅଧକ୍ଷତାରେ…
Read More...

ବୌଦ୍ଧରେ ଗଡିଲା ସାଇବର ସୁରକ୍ଷା ଅଭିଯାନ ରଥ

ବୌଦ୍ଧ  : ବୌଦ୍ଧ ଜିଲାରେ ସାଇବର ଅପରାଧକୁ ରୋକାଯିବା ପାଇଁ ସୋମବାର ଠାରୁ ସାଇବର ସୁରକ୍ଷା ଅଭିଯାନ ରଥ ଶୁଭାରମ୍ଭ ହୋଇଛି । ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧକ୍ଷତାରେ ସହରର ମର୍ଯ୍ୟାକୁଦ ବ୍ରିଜ ଛକଠାରେ ଏକ…
Read More...

ଦୁଇ ଦ୍ରୁତଗାମୀ ଟ୍ରେନ ପୁନଃ ରହଣି ଦାବୀ ନେଇ ଗଞ୍ଜାମ ରେଳ ଷ୍ଟେସନରେ ପ୍ରତୀକ ଧାରଣା

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନରେ ଗତ କୋଭିଡ ସମୟରୁ ରହଣି ବନ୍ଦ ରହିଥିବା ଦୁଇଟି ଦ୍ରୁତ ଗାମୀ ଟ୍ରେନ ପୁନଃ ରହଣି ଦାବୀ ନେଇ ଗଞ୍ଜାମ ରେଳ ଷ୍ଟେସନରେ ସୋମବାର ଦିନ ଜନସାଧାରଣଙ୍କ ପକ୍ଷରୁ ଧାରଣା ଆରମ୍ଭ ହୋଇଛି। ଗଞ୍ଜାମ…
Read More...

ଚାଉଳ ବଣ୍ଟନ ସମୟରେ ଯୋଗାଣ ସହାୟକଙ୍କୁ ତାଲା ମାରିଲେ ଲୋକେ 

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ରାଇଡିହା ପଞ୍ଚାୟତର ଯୋଗାଣ ସହାୟକ ଅକ୍ଷୟ ନାୟକ ପିଡିଏସ୍ ଚାଉଳ ପ୍ରଦାନରେ ଅନିୟମିତତା କରୁଥିବା ଅଭିଯୋଗ କରି କିଛି ଲୋକ ଆଜି ତାଙ୍କ କାର୍ଯ୍ୟାଳୟରେ ଥିବା ବେଳେ ଫାଟକରେ ତାଲା ମାରି…
Read More...

ମଦମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳାଙ୍କ ଶୋଭାଯାତ୍ରା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ମହିଳା ମାନେ ଅଣ୍ଟା ଭିଡିଛନ୍ତି। ସର୍ଭଭାରତୀୟ ମହିଳା ସଂଗଠନର ନିର୍ଦ୍ଦେଶ କ୍ରମେ ମହିଳା ସଂଗଠନର ଜିଲ୍ଲା ସମ୍ପାଦକ ସଂଯୁକ୍ତା…
Read More...

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ଗୋପାଳପୁର ବିଜେଡିର ପଦଯାତ୍ରା

ଗୋପାଳପୁର : ସାରା ରାଜ୍ୟରେ ବିଜେଡିର‌ ଡାକରା କ୍ରମେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ରଣ୍ଢା…
Read More...

ବରିଷ୍ଠ ନାଗରିକ ସୁରକ୍ଷା ଦିବସ ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ବନଦୁର୍ଗା ଜରାଶ୍ରମ ପରିସରରେ ବରିଷ୍ଠ ନାଗରିକ ସୁରକ୍ଷା ଦିବସ ପାଳିତ ହୋଇଅଛି ।ଜରାଶ୍ରମ ସମ୍ପାଦିକା ବାସନ୍ତି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି…
Read More...

ଜାତିର ଜନକ ମହାତ୍ମଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟରେ ସୋମବାର ଜାତିର ଜନକ ମହାତ୍ମଗାନ୍ଧୀ ଓ ଶାନ୍ତିଦୂତ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବାଳିକା ଉଚ୍ଚ…
Read More...

ଆଠଗଡର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ

ଆଠଗଡ : ଆଠଗଡର ବିଭିନ୍ନ ସ୍ଥାନରେ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍‌‌ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆଠଗଡ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ…
Read More...

କେନାଲ ପାଣି ନ ପହଞ୍ଚି  ଜମି ପଡିଆ,ଆନ୍ଧ୍ର ଯାଉଛି ପାଣି :ପୂର୍ବତନ ବାଚସ୍ପତି

ପାତ୍ରପୁର : ଚଳିତ ବର୍ଷ ଖରିଫ ଋତୁଧାନ ଚାଷ ଶେଷ ହେବାକୁ ବସିଥିବା ବେଳେ  ବର୍ତମାନ ସୁଦ୍ଧା ପୁରିଆ ସାହି କେନାଲ ପଥ ସଫା ହୋଇ ନଥିବାରୁ ତଳ ଅଂଶରେ ଥିବା ବହୁ ଚାଷ ଜମିକୁ  ପାଣି ନପହଞ୍ଚି ପଡିଆ ପଡିଛି। ଯାହାକି…
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

ହରଭଙ୍ଗା : ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ହରଭଙ୍ଗା ବ୍ଲକର ନାଏକପଡ଼ା ଗୁମ୍ଫାଠାରେ ବିଜୁ ଜନତା ଦଳ ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ…
Read More...

ଧବଳେଶ୍ୱର ପୀଠରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ : ସେବାଶ୍ରୀ ସଂଗଠନ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୀଠ ପରିସରରେ ଥିବା ଅଳିଆ ଆବର୍ଜନାକୁ…
Read More...

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀ ଥିଲେ ଯୁଗସ୍ରଷ୍ଟା ତ୍ୟାଗ ଏବଂ ସେବାର ପୂଜାରୀ

ଗୁରୁଡିଝାଟିଆ : ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ଜୀବନର ଆଧାର ଥିଲା ତ୍ୟାଗ ଓ ସେବା । ଦେଶ ଓ ଦଶର ଉନ୍ନତି ପାଇଁ ନିଜକୁ ସମର୍ପି ଦେଇଥିଲେ । ସେଭଳି ମନିଷୀ ସମୟର ଈଶ୍ୱରଙ୍କ…
Read More...

ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ମଶାରୀ ବଣ୍ଟନ

ଗୁରୁଡିଝାଟିଆ :  ଘଣ୍ଟିଖାଲ ଚନ୍ଦ୍ରାବଳୀଶ୍ୟାମପୁର ଠାରେ ପ୍ରତିଷ୍ଠିତ ଶ୍ରୀ ସିମେଣ୍ଟ କାରଖାନା ପକ୍ଷରୁ ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଜରିଆରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ମାଗଣା ମଶାରୀ ବଣ୍ଟନ…
Read More...

ଥଇଥାନ ଦାବିରେ କଲୋନୀବାସୀଙ୍କ ଶାନ୍ତି ଶୋଭାଯାତ୍ରା

ଚୌଦ୍ୱାର : ଓଟିଏମ୍ କଲୋନୀବାସୀ ଓ ଏଥି ସଂଲଗ୍ନ ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଓଟିଏମ୍ ବସ୍ତି ଥଇଥାନ ସଂଗଠନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଟିଏମ୍ କଲୋନୀ,…
Read More...

ଡମଣୀ ହ୍ରଦରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତ ଦେହ

ଚୌଦ୍ୱାର : ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତର କୋଚିଲାନୁଆଗାଁ ନିକଟସ୍ଥ ଡମଣୀ ପୀଠସ୍ଥିତ ହ୍ରଦରେ ରବିବାର ଦିନ ବୁଡି ଯାଇ ନିଖୋଜ ହୋଇଥିବା କଟକ ସିଡ଼ିଏ ସେକ୍ଟର ୭ର ଯୁବକ ଅଂଶୁମାନ ନାୟକଙ୍କ ମୃତ ଦେହକୁ ସୋମବାର…
Read More...

ଚୌଦ୍ୱାରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ

ଚୌଦ୍ୱାର : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାରରେ ପାଳିତ ହୋଇ ଯାଇଛି । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁ ସଦନର…
Read More...

ଅତାବିରାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାଡୁଙ୍ଗୁରି ପ୍ରାଥମିକ ବିଦ୍ୟାଳୟରେ  ପିଠା ପୋଟଳ କ୍ଳଷ୍ଟରର ଶିଶୁ…
Read More...

ଲଜ୍ଜ୍ୟା ଓ ଅମାନବୀୟ : ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

ଟିକାବାଲି : ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଇଛି । ସୂଚନା ଅନୁସାରେ କାଲି ବିଳମ୍ବିତ ରାତିରେ ବଡ଼ିମୁଣ୍ଡା ଖଜୁରୀ ସାହିର…
Read More...