ଏସ୍‌‌ୟୁସିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝରଗଡ଼ : ଏସ୍‌‌ୟୁସିଆଇ ଓଡିଶା ରାଜ୍ୟ କମିଟି ଡାକରାକ୍ରମେ ଏସ୍‌‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଙ୍ଗଠନିକ କମିଟି ପକ୍ଷରୁ ବିଭିନ୍ନ ଦାବିରେ ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ମଝିଘରିଆଣି ମନ୍ଦିର ହୁଣ୍ଡିରୁ ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା

ରାୟଗଡା :  ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ପୁଳା ପୁଳା ଟଙ୍କା, ସୁନା, ରୁପା ଅଳଙ୍କାର ସହ ବିଦେଶୀ ମୁଦ୍ରା। କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ୩ ମାସ ପରେ ଆଜି ପୁଣି ଥରେ…
Read More...

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା : ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାଗତ…
Read More...

ଲାଞ୍ଜିଗଡ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଓ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ 

ଲାଞ୍ଜିଗଡ଼ : କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରର କମ୍ୟୁନିଟି ହଲରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିର୍ଘବର୍ଷ ହେଲା ଲାଞ୍ଜିଗଡ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ…
Read More...

ବଧୀକୁଦକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଚୌଦ୍ୱାର : ଐତିହାସିକ ତଥା ପୌରାଣିକ ବିଶେଷତ୍ବ ବହନ କରୁଥିବା ଚୌଦ୍ୱାରସ୍ଥିତ ବଧୀ କୁଦର ରକ୍ଷଣାବେକ୍ଷଣ ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାପାଇଁ ଦାବି ହୋଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ଥାନୀୟ…
Read More...

ଋଣ ଶୁଝି ନପାରିବାରୁ କବଜା କଲା ବ୍ୟାଙ୍କ, ପଦାରେ ନର୍ସିଂହୋମର ରୋଗୀ ଓ ଆସବାବପତ୍ର

ଚୌଦ୍ୱାର : ଋଣ ଶୁଝି ନପାରିବାରୁ ୟୁନିୟନ ବ୍ୟାଙ୍କ ତରଫରୁ ଚୌଦ୍ୱାର କଳିଙ୍ଗଛକ ନିକଟରେ ଥିବା ଏକ ଘରକୁ ବୁଧବାର ଦିନ ସିଲ କରାଯାଇଛି। ସେହି ଘରେ ଦୀର୍ଘଦିନ ହେବ ଭଡ଼ାରେ ଚାଲୁଥିବା ଏକ ନର୍ସିଂହୋମର ସମସ୍ତ ଆସବାବପତ୍ର…
Read More...

ରଙ୍ଗେଇଲୁଣ୍ଡା ବ୍ଲକ ଲୋକକଳା ସାଂସ୍କୃତିକ ଦଳଙ୍କ ପ୍ରଶିକ୍ଷଣ ଶିବିର

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ  ଶିବିର ରଙ୍ଗେଇଲୁଣ୍ଡା ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ବ୍ଲକ କଳା ସାଂସ୍କୃତିକ ସଂଘ…
Read More...

ନିଖୋଜ ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ସନ୍ଧାନ ମିଳିଲା, ଆନ୍ଧ୍ର ସୀମାନ୍ତରୁ ଉଦ୍ଧାର

କଳାପଥର/ଗୋପାଳପୁର :  ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ସନ୍ଧାନ ମିଳିଛି । ଗତ ସୋମବାର ସକାଳୁ ତପନ ନିଖୋଜ ଥବା ବେଳେ ବୁଧବାର ସନ୍ଧ୍ୟାରେ  ଆନ୍ଧ୍ର ପ୍ରଦେଶ ସୀମାନ୍ତରୁ ପୁଲିସ ତାଙ୍କୁ…
Read More...

ଅଳକା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରିଧାରୀ ମହାନ୍ତିଙ୍କ ଜନ୍ମ ବାର୍ଷିକୀ ପାଳିତ

ବିରିଡି : ଅଳକା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଗିରିଧାରୀ ମହାନ୍ତିଙ୍କର ୧୦୬ତମ ଜନ୍ମ ବାର୍ଷିକୀ ବିଦ୍ୟାଳୟ ପରିସରରେ ସ୍ମୃତି କମିଟି ପକ୍ଷରୁ ଶୁକ୍ରବାର ପାଳନ…
Read More...

ଫିଫା ମାନ୍ୟତା : ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷରେ ଆର୍ଜେଣ୍ଟିନା

ନୂଆଦିଲ୍ଲୀ  : ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ…
Read More...

ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ପୁଣି ଏକ ବର୍ଷ ବୃଦ୍ଧି

କଟକ  : ସିଡ଼ିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି। କଟକ ବଡ଼ଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ…
Read More...

ଆଜିଠୁ ବିଧାନସଭା ; ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ଅତିରିକ୍ତ ବଜେଟ୍

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଆସନରେ ଅଳଙ୍କୃତ ହେବା…
Read More...

ବିଶ୍ବକପ ପୂର୍ବରୁ ଶେଷ ପ୍ରସ୍ତୁତି : ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ମୋହାଲି  : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ…
Read More...

ପୁଅ ଆଣିଲା ଅଭିଯୋଗ : ଚନ୍ଦ୍ରବାବୁଙ୍କୁ ଜେଲରେ ହତ୍ୟା ଲାଗି ଷଡଯନ୍ତ୍ର

ବିଜୟୱାଡା : ଜେଲ୍‌ରେ ବନ୍ଦୀ ଥିବା ତେଲୁଗ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ଟିଡିପି ନେତା ତଥା ଚନ୍ଦ୍ରବାବୁଙ୍କ ପୁଅ…
Read More...

ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି; କିନ୍ତୁ ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ପାଖାପାଖି ରହିଥିବା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିମ୍ବା ରୋଭର…
Read More...

କାନାଡ଼ା ନାଗରିକଙ୍କୁ ଭିସା ଦେବନି ଭାରତ

ନୂଆଦିଲ୍ଲୀ : ଭାରତ ସରକାର ଗୁରୁବାର ନିରାପତ୍ତା କାରଣ ଦର୍ଶାଇ କାନାଡ଼ା ନାଗରିକଙ୍କ ପାଇଁ ଭିସା ମନା କରିଦେଇଛନ୍ତି। ଏମିତି କି ଅନ୍ୟ ଦେଶରେ ବାସ କରୁଥିବା କାନାଡ଼ା ନାଗରିକଙ୍କୁ ମଧ୍ୟ ଭାରତରେ ପ୍ରବେଶ ପାଇଁ ଭିସା…
Read More...

ଶୁକ୍ରବାର ରାଶିଫଳ (୨୨.୦୯.୨୦୨୩)

ମେଷ : ବିପଦରେ ଇତର ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ସଂଯମୀ ହେଲେ ସିଦ୍ଧିପ୍ରାପ୍ତ ହେବେ। ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଉଳ ଭବିଷ୍ୟତର ଆଶା ଧୂଳିସାତ୍ ହେବ। ବୃଷ : କାମୀ ନ ହୋଇ ପ୍ରେମୀ…
Read More...

ବିଡିପିଏଲ କମ୍ପାନୀରେ ଶ୍ରମିକ ଉତ୍ତେଜନା ; ମୁଖ୍ୟ ଫାଟକ ଆଗରେ ଧାରଣା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମ୍ପୋଚ ପଂଚାୟତର ତିତିରିକଟାଠାରେ ଥିବା ବିଡିପିଏଲ କମ୍ପାନୀରେ ଗୁରୁବାର ଶ୍ରମିକ ଉତ୍ତେଜନା ଦେଖିବାକୁ ମିଳିଛି। କମ୍ପାନୀରେ କାର୍ଯ୍ୟରତ ଶହେରୁ ଅଧିକ ଶ୍ରମିକମାନଙ୍କୁ ଅଧିକ…
Read More...

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାରେ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ଗଠନ କରାଯାଇଛି । ଢେଙ୍କାନାଳ ଜନ ସାଧାରଣଙ୍କ ସମସ୍ୟା ସମାଧାନ…
Read More...

ନୂଆଖାଇ ଉପଲକ୍ଷେ ଅସହାୟ ପରିବାରକୁ ସାଥି ଚାରିଟେବଲ ଟ୍ରଷ୍ଟ ତରଫରୁ ଘର ପ୍ରଦାନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମହାନଗର ନିଗମ ୱାର୍ଡ ନଂ ୨ ବୈଦିଆପଡ଼ାରେ ଥିବା କୁଇଲି ବିଲୁଙ୍ଗ (୮୦) ଓ ତାଙ୍କ ପୁଅ ରାଜେଶ ବିଲୁଙ୍ଗ  (୫୨)  ଦିନ ମଜୁରି କରି ଦୀର୍ଘ ୪୦ ବର୍ଷ ହେବ ଏକ ଝୁମ୍ପୁଡ଼ି ଘରେ ରହି ଦିନକାଟି…
Read More...

ସମ୍ବଲପୁରରେ ଶିକ୍ଷା ରଥକୁ ସ୍ୱାଗତ

ସମ୍ବଲପୁର : ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଭାରତ ଯାତ୍ରା ଶିକ୍ଷା ରଥ ସମ୍ବଲପୁର ଠାରେ ଗୁରୁବାର ପହଞ୍ଚିଛି। ସମ୍ବଲପୁର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଜିଲା ସ୍କୁଲ ଛକ…
Read More...

ଅନ୍ତରୀଣ ଆଦେଶ ଉଠିବା ପରେ ନିର୍ବାଚନ ପ୍ରକ୍ରିୟା ବଳବତ୍ତର

କେନ୍ଦୁଝରଗଡ଼ :  ବହୁଚର୍ଚ୍ଚିତ ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ହାଇକୋର୍ଟଙ୍କ ଆଦେଶ ମୁତାବକ ଜିଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ସହ ଅଗଷ୍ଟ ୧୩…
Read More...

 ସଫେଇ ମିତ୍ର ସୁରକ୍ଷା ଶିବିର

କାମାକ୍ଷାନଗର : କାମାକ୍ଷାନଗର ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ…
Read More...

୬୭ ତମ ରାଜ୍ୟସ୍ତରୀୟ ସ୍କୁଲ ତିରନ୍ଦାଜ ପ୍ରତିଯୋଗିତା : କଳାହାଣ୍ଡି ଦଳର ମୟୁରଭଞ୍ଜ  ଗସ୍ତ

ଲାଞ୍ଜିଗଡ : ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଳକ ଜୟପୁର ସ୍ଥିତ ଜନତା ସରକାରୀ ବିଦ୍ୟାଳୟଠାରେ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୬୭ ତମ ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ…
Read More...

ଗୋଲାମାଲରେ ନୂଆଁଖାଇ ଭେଟଘାଟ

ରେଙ୍ଗାଲି :  ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ବାରିକ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇ ଥିବା ବେଳେ ସାହିତ୍ୟିକ ଡଃ…
Read More...

ପୁରୁଣା ରାଞ୍ଚିରୋଡରେ ଦୁର୍ଘଟଣା : ଦୁଇ ବାଇକ୍ ଆରୋହୀ ମୃତ 

ରେଙ୍ଗାଲି :  ସମ୍ବଲପୁର ସହର ଉପକଣ୍ଠର ସିନ୍ଦୁରପଙ୍କ ଛକରୁ ପରମାଣପୁର ଦେଇ ବାମର ଅଞ୍ଚଳକୁ  ସଂଯୋଗ କରୁଥିବା ପୁରୁଣାରାଞ୍ଚି ରୋଡ୍ ର କୁସୁମଡିହି ପାଖରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇ ବାଇକ୍ ମୁହାଁମୁହିଁ…
Read More...

ବର୍ଷାରେ ଧୋଇଗଲା ପୋଲ, ୫ ଗାଁକୁ ଯୋଗାଯୋଗ ବିଛିନ୍ନ

ଫୁଲବାଣୀ : କନ୍ଧମାଳ ଜିଲାର ବିିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ଏହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ବ୍ଳକ ପରି ଫିରିଙ୍ଗିଆ ବ୍ଲକରେ ଗତ ୨ ଦିନ ଧରି ଲଗାଣ ବର୍ଷା…
Read More...

କୁମୁଳାବାହାଳିରେ ଫୁଟବଲ ପ୍ରତିଯୋଗିତା 

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳିର ମାରାଂବୁରୁ ମାର୍ଶାଲ କ୍ଲବ ପକ୍ଷରୁ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରତିଯୋଗିତାକୁ ସାମାଜିକ କର୍ମୀ ଉର୍ମିଳା ମୁର୍ମୁ ଉଦଘାଟନ…
Read More...

ବିଦ୍ୟାଳୟରେ ତାଲା ପକାଇଥିବା ଗ୍ରାମବାସୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଗଲେ

ଜି.ଉଦୟଗିରି : ସ୍ଥାନୀୟ କଳିଙ୍ଗା ଗ୍ରାମପଞ୍ଚାୟତର କୁରୁମିଙ୍ଗିଆ ସ୍ଥିତ ଜାର୍ଗୀନାଜୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାରମ୍ବାର ବଦଳିକୁ ନେଇ ଗ୍ରାମବାସୀ ଗତ୨୬ ତାରିଖରେ ବିଦ୍ୟାଳୟରେ ତାଲା ପକାଇଥିବା…
Read More...

ହରଭଙ୍ଗାରେ ‘ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ

ହରଭଙ୍ଗା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ଓ…
Read More...

ଓଟିଏମ୍ କଲୋନୀରୁ ନାଗସାପ ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୨ନମ୍ବର ୱାର୍ଡ଼ ଓଟିଏମ୍ କଲୋନୀରୁ ଗୁରୁବାର ଏକ ନାଗସାପ ଉଦ୍ଧାର କରାଯାଇଛି ।କ୍ୱାର୍ଟରରେ ରହୁଥିବା ବୀରବର ରଣାଙ୍କ ରୋଷେଇ ଘର ବେସିନ୍ ପଛପଟେ ଏକ ବଡ଼ ସାପ ରହିଥିବା ଦେଖି ପରିବାର ଲୋକେ…
Read More...

ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକ ବଡ଼ନାଉପୁଟ ପଞ୍ଚାୟତସ୍ଥିତ ଖଣ୍ଡହତା ଗ୍ରାମ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ…
Read More...

ଚନ୍ଦ୍ରରେ ରାତି ପାହିଲା : ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଇସ୍ରୋର ଉଦ୍ୟମ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦ (ବୁଧବାର) ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ପାହିଛି। ରାତି ପାହିବା ପରେ ଇସ୍ରୋ ପ୍ରେରିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଓ ରୋଭର (ପ୍ରଜ୍ଞାନ) ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ…
Read More...

ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କରେ ଖେଳାଯିବ ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌

ଦୁବାଇ : ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ବକପ୍‌ ଆୟୋଜନ କରିବେ। ଏହି ବିଶ୍ବକପ୍‌ର କେତେକ ମ୍ୟାଚ୍‌ ଆମେରିକାର ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କ ସହରରେ ଖେଳାଯିବ ବୋଲି ବୁଧବାର…
Read More...

ଏସୀୟ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହ : ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

ନୂଆଦିଲ୍ଲୀ : ଚୀନ୍‌ର ହ୍ୟାଙ୍ଗ୍‌ଝାଓରେ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକା ଧରିବେ(ଧ୍ବଜାବହାକ)  ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ…
Read More...

ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସ୍‌ଆଇ

ନୂଆଦିଲ୍ଲୀ : ଭାରତ-କାନାଡ଼ା ବିବାଦରୁ ସୁଯୋଗ ଉଣ୍ଡି ଖଲିସ୍ତାନୀଙ୍କୁ ସମର୍ଥନ ପାଇଁ ଆଗେଇ ଆସିଛି ପାକିସ୍ତାନ। ଏହାର ସରକାରୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ା ଓ ଅନ୍ୟ ସ୍ଥାନରେ ଥିବା ଖଲିସ୍ତାନୀଙ୍କୁ ସାହାଯ୍ୟ…
Read More...

ଗୁରୁବାର ରାଶିଫଳ (୨୧.୦୯.୨୦୨୩)

ମେଷ :  ଯେତେ ସ୍ନେହ, ଶ୍ରଦ୍ଧା ଭାବ ପ୍ରଦର୍ଶନ କଲେ ବି ଚତୁର ବନ୍ଧୁଙ୍କର ବିରାଗ ଭାଜନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ବୃଷ : ଜଣେ…
Read More...

ମରାମତି ହେବ ୧୦୦ ନଦୀ ବନ୍ଧ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ଯୋଗୁଁ ନଦୀରେ ବୁଡ଼ି ଅନେକ ଜୀବନ ଯାଉଛି। ଏହି ଘଟଣାକୁ ଜଳସମ୍ପଦ ବିଭାଗ ଗୁରୁତ୍ବର ସହ ଗ୍ରହଣ କରିଛି। ଆଗାମୀ ଦିନରେ ରାଜ୍ୟର ୧୦୦ ନଦୀବନ୍ଧ ମରାମତି କରିବା…
Read More...

ଗୋପବନ୍ଧୁ ଭବନରେ ନୂଆଁଖାଇ ପାଳିତ

କଟକ : ବକ୍ସିବଜାର ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ବୁଧବାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ବିଜେପି ପକ୍ଷରୁ କ୍ଷେତରାଜପୁରରେ ନୁଆଁଖାଇ ପାଳିତ

ସମ୍ବଲପୁର : ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲା ଶାଖା ପକ୍ଷରୁ କ୍ଷେତରାଜପୁର ସ୍ଥିତ ବରିଷ୍ଠ ବିଜେପି ନେତା ସଞ୍ଜୟ ଷଡଙ୍ଗୀଙ୍କ ବାସଭବନରେ ବୁଧବାର ପଶ୍ଚିମ ଓଡିଶାର ଗଣପର୍ବ ପବିତ୍ର ନୁଆଁଖାଇ ପାଳିତ ହୋଇଯାଇଛି ।…
Read More...

କରାପଲ୍ଲୀରେ ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କଲେ ବ୍ରହ୍ମପୁର ବିଧାୟକ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କରାପଲ୍ଲୀ ଠାରେ ପୂଜା ପାଉଥିବା ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ଏହି ଅବସରରେ ସ୍ଥାନୀୟ…
Read More...

ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ ପକ୍ଷରୁ ନୁଆଁଖାଇ ଭେଟଘାଟ

ସମ୍ବଲପୁର : ପଶ୍ଚିମ ଓଡିଶାର ସର୍ବପୁରାତନ ମଞ୍ଚ ନନ୍ଦପଡା ସ୍ଥିତ ଚିତ୍ରୋତ୍ପଳା ମୁକ୍ତ ମଞ୍ଚ ଠାରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ପକ୍ଷରୁ ଗଣପର୍ବ ନୁଆଁଖାଇ ଅବସରରେ ଭେଟଘାଟ…
Read More...

ଜନକଲ୍ୟାଣରୁ ଅଢିଆ ପାଇବା ପରେ କୁଷ୍ଠାଶ୍ରମବାସୀ ଧୁମଧାମରେ ପାଳିଲେ ନୂଆଁଖାଇ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ଏନଏସି ଅନ୍ତର୍ଗତ  ଝାଉଁ ନଦୀଠାରେ ଅସହାୟ କୁଷ୍ଠ ରୋଗୀ ତଥା ନାରାୟଣମାନଙ୍କୁ ନୂଆଁଖାଇ ଉପଲକ୍ଷେ ଅଢିଆ ବଣ୍ଟନ…
Read More...

ମ.ରାମପୁରରେ ଲଜ୍ୟା; ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

ମ.ରାମପୁର : ମ.ରାମପୁରରେ ଲଜ୍ଜା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ମାଣିକେରା ପଞ୍ଚାୟତ ଅଧିନସ୍ଥ ତଳନୂଆଗାଁ ଗ୍ରାମର ଉଗ୍ରସେନ ଭୋଇ(୪୮) ନାମକ ଜଣେ ବ୍ୟକ୍ତି ସେହି ଗାଁର  ଜଣେ ୬ ବର୍ଷର ଶିଶୁକନ୍ୟାକୁ ଗତ ୧୮…
Read More...

ପୁରୁଣାକଟକ ବଜାର ଉପକଣ୍ଠ ସାଜିଛି ଆବର୍ଜ୍ଜନା କୁଣ୍ଡ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ  ଉପରେ ଥିବା ପୁରୁଣାକଟକ  ପଞ୍ଚାୟତ ଅଫିସ ପାର୍ଶ୍ୱରେ ରହିଥିବା ଏକ ଖାଲି ଯାଗା ଏବେ ସାଜିଛି ଆବର୍ଜନା କୁଣ୍ଡ । ବର୍ତ୍ତମାନ ଏହି ଜାଗାକୁ…
Read More...

ଅସହାୟ ଧୋବଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର

ଗୋପାଳପୁର : ଦିନ ତମାମ ଲଗାଣ ବର୍ଷା ଯୋଗୁଁ ଭାବିନୀପୁର ପଞ୍ଚାୟତ ଅନ୍ତର୍ଗତ ଭାବିନୀପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଡ଼ରେ ସରକାରୀ ଜାଗାରେ କଚାଘର କରି ଭଞ୍ଜନଗର ଅଞ୍ଚଳର ମୂଳ ବାସିନ୍ଦା ତଥା ନିରାଶ୍ରୟା ଧୋବଣୀ…
Read More...

ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଖୁଣ୍ଟୁଣୀ ପୁଲିସର କାର୍ଯ୍ୟାନୁଷ୍ଠାନ

ଗୁରୁଡିଝାଟିଆ :  ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଖୁଣ୍ଟୁଣୀ ପୁଲିସ ଚେଇଁ ଉଠିଛି । ଥାନାର ଉପନିରୀକ୍ଷକ ଡଃ ବିକାଶ ଚନ୍ଦ୍ର ସେଠୀ ଚଢାଉ କରି ମାଧବପୁର ଗ୍ରାମର ବିବେକାନନ୍ଦ ନାଏକଙ୍କୁ ଗିରଫ କରିବା ସହିତ ତା’…
Read More...

ଗଣେଶ ପୂଜାରେ ଚକଖଡି ଶିଳ୍ପୀ ବିଜୟଙ୍କ ଚାଉଳରେ କଳାକୃତି

ଗୋପାଳପୁର : ଗଣେଶ ପୂଜା ଅବସରରେ ଡୁରାର ଚକଖଡି ଶିଳ୍ପୀ ତଥା  ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଆଜି ଚାଉଳରେ ଗଣେଶଙ୍କ ୪ ମି.ମିର  କଳାକୃତି ନିର୍ମାଣ କରିଛନ୍ତି । ‌ବିଜୟ ପ୍ରାୟ ୧ ଘଣ୍ଟା …
Read More...

ରେଙ୍ଗାଲି ବ୍ଳକର ପୁରପଲ୍ଲୀରେ ନୁଆଁଖାଇ ପାଳିତ

ରେଙ୍ଗାଲି :  ପଶ୍ଚିମ ଓଡିଶାର ପ୍ରାଚୀନ ଗଣପର୍ବ ନୁଆଁଖାଇ ଆଜି ରେଙ୍ଗାଲି ବ୍ଳକର ସମସ୍ତ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ନୁଅଁଖାଇ ଗ୍ରାମାଞ୍ଚଳର ପରିବେଶକୁ ଚଳଚଞ୍ଚଳ ଏବଂ…
Read More...

ସମାଜିକ ଏକତା ଓ ସୌହାର୍ଦ୍ଦ୍ୟର ନିଆରା ଉଦାହରଣ ; ଏକାଠି ନୁଆଁ ଖାଇଲେ ୧୦୮ ପରିବାରର ୮ଶହ ସଦସ୍ୟ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଗୋଲାମାଲ ଗ୍ରାମରେ ୧୦୮ଟି ପରିବାରର ୮ଶହ ସଦସ୍ୟ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସରେ ନୁଆଁଖାଇ ଉତ୍ସବ ପାଳନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଏବେ  ପାଶ୍ଚାତ୍ୟ…
Read More...

ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ଚୌଦ୍ୱାର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଶିଶୁ ବାଟିକା ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାବିତ୍ ରେବତୀ ଦାସ ଅତିଥି ଭାବେ ଯୋଗଦେଇ…
Read More...

ରୂପାରେ ଝଟକୁଛନ୍ତି ପଦ୍ମସାହିର ଶ୍ରୀ ଗଣେଶ

ଆଠଗଡ : ଆଠଗଡ ସହରର ପଦ୍ମସାହି ଗଣେଶ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଗଣେଶ ପୂଜା ବେଶ୍‌‌ ଧୁମଧାମ ଓ ଆଡମ୍ବର ସହକାରେ ପାଳିତ ହେଉଛି । ଚଳିତବର୍ଷ ଶ୍ରୀ ଗଣେଶଙ୍କୁ କମିଟି ପକ୍ଷରୁ ୨.୫କେଜି ଓଜନର ରୂପା ମୁକୁଟରେ ସଜ୍ଜା…
Read More...

ରାଜ୍ୟସ୍ତରୀୟ କିକ୍‌‌ ବକ୍ସିଂରେ ଆଠଗଡ ବିଦ୍ୟାର୍ଥୀଙ୍କ କୃତିତ୍ୱ

ଆଠଗଡ : ପୁରୀଠାରେ ସଂପ୍ରତି ଆୟୋଜିତ ରାଜ୍ୟ ବିଦ୍ୟାଳୟସ୍ତରୀୟ କିକ୍‌‌ ବକ୍ସିଂ ପ୍ରତିଯୋଗିତାରେ ଆଠଗଡ ବ୍ଲକର ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠର ବିଦ୍ୟାର୍ଥୀ କୃତିତ୍ୱ ଅର୍ଜନ କରି ଏକାଧିକ ପଦକ ହାସଲ କରିଥିବା…
Read More...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘଟଣା : ଉଚ୍ଚ ନ୍ୟାୟାଳୟରେ ଏବିଭିପି ପକ୍ଷରୁ ଜନସ୍ବାର୍ଥ ମାମଲା

କଟକ : ଚଳିତବର୍ଷ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ…
Read More...

ନୂଆଁଖାଇ ପରଦିନ ସ୍ବତନ୍ତ୍ର ଛୁଟି ଘୋଷଣା

ସମ୍ବଲପୁର : ସମ୍ବଲପୁର ଓ ବରଗଡ଼ ଜିଲା ସହ ସୁନ୍ଦରଗଡ଼ ସଦର ଉପଖଣ୍ଡରେ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧କୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପତ୍ର ସଂଖ୍ୟା ୨୯୮/ତା…
Read More...

ପ୍ରତି ଜିଲାରେ ‘କାଳିଆ’ କେନ୍ଦ୍ର

ଭୁବନେଶ୍ବର : ‘କାଳିଆ’ ଯୋଜନାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ କାଳିଆ ହିତାଧିକାରୀ ଚାଷୀଙ୍କୁ ନଗଦ ଅର୍ଥ…
Read More...

ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରସ୍ତୁତ : କପିଳ

ନୂଆଦିଲ୍ଲୀ : ଏସିଆ କପ୍‌ ବିଜେତା ହୋଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର୍‌ କପିଳ ଦେବ। ଏସିଆ କପ୍‌ରେ ଭାରତର ପ୍ରଦର୍ଶନ ଦେଖିବା ପରେ ଦଳ ଆଗାମୀଦିନରେ ଖେଳାଯିବାକୁ ଥିବା…
Read More...

ମଙ୍ଗଳବାର ରାଶିଫଳ (୧୯.୦୯.୨୦୨୩)

ମେଷ : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭପ୍ରଦ ହେବ। ବୃ​ଷ :​‌ …
Read More...

ସବୁ ଦିନ ପାଇଁ ପୃଥିବୀ ଛାଡ଼ିଲା ‘ଆଦିତ୍ୟ ଏଲ-୧’

ବେଙ୍ଗାଲୁରୁ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌ ୧ ସୋମବାର ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଛି। ପୃଥିବୀର କକ୍ଷପଥକୁ ଅତିକ୍ରମ କରି ଏହା ୧୫ ଲକ୍ଷ…
Read More...

ଆତଙ୍କବାଦୀର ପୋଡ଼ା ମୃତଦେହ ଜବତ

ପ୍ରଥମ ଥର ‘କୋବ୍ରା’ ବାହିନୀ ମୁତୟନ, ନକ୍ସଲ ଦମନ ଶୈଳୀରେ ଅଭିଯାନ ଶ୍ରୀନଗର : ଅନନ୍ତନାଗରେ କ୍ରମାଗତ ୬ ଦିନ ଧରି ଆତଙ୍କବାଦୀ ସନ୍ଧାନ ଅଭିଯାନ ଅବ୍ୟାହତ ରହିଛି । ପ୍ରଥମ ଥର ଏଥିରେ ଡ୍ରୋନ୍‌, ହେଲିକପ୍ଟର ଓ ଆଇଇଡି…
Read More...

ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ

ନୂଆଦିଲ୍ଲୀ : ଇତିହାସ ପାଲଟିଯାଇଛି ପୁରୁଣା ସଂସଦ ଭବନ । ୧୯୨୭ରେ ନିର୍ମାଣ ହୋଇଥିବା ଏହି ସଂସଦ ଭବନରେ ଏଣିକି ଆଉ ଅଧିବେଶନ ଚାଲିବ ନାହିଁ । ମଙ୍ଗଳବାର ଠାରୁ ନୂଆ ସଂସଦ ଭବନରେ ସଂସଦର ଅଧିବେଶନ ଚାଲିବ। ପୁରୁଣା ସଂସଦ…
Read More...

ପ୍ରଥମ ୨ଟି ମ୍ୟାଚ୍‌ରୁ ରୋହିତ, କୋହଲିଙ୍କୁ ବିଶ୍ରାମ ; ରାହୁଲ ଅଧିନାୟକ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ସୋମବାର ଘରୋଇ ଭାରତୀୟ ଦଳର ଘୋଷଣା  କରାଯାଇଛି। ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେଉଥିବା ବେଳେ ଏହି ଶୃଙ୍ଖଳାକୁ ବେଶ୍‌ ଗୁରୁତ୍ବ…
Read More...

ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବୀ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ସଂଗ୍ରହ ପୂର୍ବରୁ  ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀ କରାଯାଇଛି । ଫୁଲବାଣୀ ପୌର ପରିଷଦ ପକ୍ଷରୁ  ହୋଲଡିଂ…
Read More...

ଶୋଭାଯାତ୍ରା ପାଇଁ ଉପ ଜିଲାପାଳଙ୍କ ଅନୁମତି ଲୋଡିଲା ସାର୍ବଜନୀନ ମହାନଗର ପୂଜା କମିଟି

ସମ୍ବଲପୁର : ଆଗାମୀ ଗଣେଶ ପୂଜା, ଦଶହରା ଉତ୍ସବ ଅବସରରେ ରାବଣ ପୋଡି, ବିସର୍ଜନ ଶୋଭାଯାତ୍ରା ଆଦି ଅନୁମତି ଲୋଡି ଉପ ଜିଲାପାଙ୍କ ନିକଟରେ ସାର୍ବଜନୀନ ମହାନଗର ପୂଜା କମିଟିର ସଦସ୍ୟ ମାନେ ସୋମବାର ପୂର୍ବାହ୍ନରେ ଦ୍ୱାରସ୍ଥ…
Read More...

ସେବା ସମର୍ପଣ ଅଭିଯାନ କ୍ରମରେ ରକ୍ତଦାନ ଶିବିର

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସମର୍ପଣ ଅଭିଯାନ (ପକ୍ଷ) ପାଳନ କରାଯାଉଛି । ଏହି କ୍ରମରେ ବିଜେପି ଯୁବ ମୋର୍ଚ୍ଚା ସମ୍ବଲପୁର…
Read More...

ଅବକାରୀ ବିଭାଗ ପକ୍ଷରୁ ଟ୍ରକ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଆସାମୀ ଫେରାର

ଫୁଲବାଣୀ :  କିଛି ଦିନର ବ୍ୟବଧାନ ପରେ ପୁଣି ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ସଦର ଅବକାରୀ ବିଭାଗ  ସୋମବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ  ଥାନା ଅନ୍ତର୍ଗତ ମାଝିପଡା ମୁଖ୍ୟ ରାସ୍ତାରେ  ଗୋଟିଏ ଟ୍ରକକୁ…
Read More...

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କୃଷି ମନ୍ତ୍ରୀଙ୍କ ସମବେଦନା 

ତିଗିରିଆ :  ତିଗିରିଆ ବ୍ଳକ ନୂଆ ସଡ଼କ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ…
Read More...

ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମନୋରଞ୍ଜନ ପଣ୍ଡାଙ୍କ…
Read More...

ଗଜାନନଙ୍କ ପୂଜା : ଚଳଚଞ୍ଚଳ ପଞ୍ଚମା ସିଦ୍ଧ ବିନାୟକ ପୀଠ

ଗୋପାଳପୁର : ଆଜି ପୁରପଲ୍ଲୀ ଠାଗୁ ଆରମ୍ଭ କରି ସହର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଜାନନଙ୍କ ପୂଜା ପାଳନ ନିମନ୍ତେ ଚାରିଆଡ଼େ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଥିବା ବେଳେ ବ୍ରହ୍ମପୁର ସହର ଠାରୁ ଅନତି ଦୂରରେ…
Read More...

କର୍ମେଲ ଦୋକାନ ପୋଡି ଘଟଣା, ଗୁରତର ବୃଦ୍ଧଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କଲମପୁର : କର୍ମେଲ ହାତୀ ନଦୀକୂଳରେ ଥିବା ଏକ ଦୋକାନ ପୋଡି ଘଟଣାରେ ପୋଡି ହେଇ ଜଣେ ବୃଦ୍ଧ ଗୁରୁତର ହେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ବୃଦ୍ଧଙ୍କର ମୃତ୍ୟୁ…
Read More...

ବନ୍ୟାଜଳ ହ୍ରାସ ହେଲେ ମଧ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତା ନିଧିପୁର ଗଡାରେ ୨ଫୁଟର ବନ୍ୟାଜଳ

ଗୁରୁଡିଝାଟିଆ : ମହାନଦୀରେ ବନ୍ୟାଜଳ ହ୍ରାସ ପାଇଛି । ହେଲେ ମହାନଦୀର ଉପନଦୀ ସାପୁଆରୁ ବନ୍ୟାଜଳ ରମ୍ପାଘାଇ ଦେଇ ଏବେବି ପ୍ରବାହିତ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡାରେ ୨ଫୁଟର ବନ୍ୟାଜଳ…
Read More...

ଅବସରପ୍ରାପ୍ତ ଶିକ୍ଷକ ସଂଘ ବୈଠକ

ଚୌଦ୍ୱାର : ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ କଳିଙ୍ଗଛକସ୍ଥିତ ତ୍ରିନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି ।ସଭାପତି ଭାଗିରଥୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅବସରପ୍ରାପ୍ତ…
Read More...

ସ୍ୱତନ୍ତ୍ର ସହାୟତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ଚୌଦ୍ୱାର : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା(ଏସପିଏଫ୍) ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଗାନ୍ଧି ଛକସ୍ଥିତ ପୌର ଟାଉନହଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ପୌରପାଳିକାର ୧୯ଟି…
Read More...

ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ସ୍ବତନ୍ତ୍ର ସହାୟତା

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ…
Read More...

ସର୍ବଦଳୀୟ ବୈଠକ : ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବାକୁ ବିଜୁ ଜନତା ଦଳ ଦାବି କରିଛି। ଅଧିବେଶନ ପୂର୍ବରୁ ଆହୂତ ସର୍ବଦଳୀୟ ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର…
Read More...

ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ…
Read More...

୨୨ରୁ ବିଧାନସଭା

ଭୁବନେଶ୍ବର : ଚଳିତମାସ ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ। ୮ ଦିନିଆ ଏହି ସ୍ବଳ୍ପ ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅଧିବେଶନ…
Read More...

ଶିକ୍ଷକ ଆନ୍ଦୋଳନ : ସମାଧାନ ବାଟ ଫିଟୁନି

ଭୁବନେଶ୍ବର : ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ୧୦ ଦିନ ବିତିଲାଣି। ସରକାର ଦାବି ଶୁଣୁ ନ ଥିବାରୁ ସୋମବାରଠାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। ଯେପର୍ଯ୍ୟନ୍ତ…
Read More...

କୌଳିକ ବୃତ୍ତି କାରିଗରଙ୍କ ଆର୍ଥିକ ପରିବର୍ତ୍ତନ ଆସିବ

ଉପକରଣ କ୍ରୟ ପାଇଁ ଦିଆଯିବ ୧୫ହଜାର ଟଙ୍କା, ଓଡ଼ିଶାରୁ ୧ଲକ୍ଷ ହିତାଧିକାରୀ ସାମିଲ ହେ‌େ‌ବ ଭୁବନେଶ୍ବର/ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ…
Read More...

ସୋମବାର ରାଶିଫଳ (୧୮.୦୯.୨୦୨୩)

ମେଷ : ଧନ ଲାଭ ସହିତ ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବହୁ ସୁଖକର ଘଟଣା ଘଟିପାରେ। ଆନନ୍ଦ ଉପଭୋଗ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ବୃଷ : ଚିତ୍ତ ପ୍ରସନ୍ନତା…
Read More...

ସିଡବ୍ଲ୍ୟୁସିରେ ୧୪ ପ୍ରସ୍ତାବ ଗୃହୀତ

ହାଇଦରାବାଦ : ଚଳିତବର୍ଷ ତେଲଙ୍ଗାନାରେ ବିଧାନସଭା ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କଂଗ୍ରେସ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଛି। ରବିବାର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ…
Read More...

‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତିକୁ ନୀତୀଶଙ୍କ ଅଗ୍ରାହ୍ୟ

ପାଟନା : ସାମ୍ବାଦିକଙ୍କୁ ବାସନ୍ଦ କରିବା ପ୍ରସଙ୍ଗରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ନେଇଥିବା ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଛନ୍ତି । ସାମ୍ବାଦିକଙ୍କୁ ବାସନ୍ଦ କରାଯିବା ସମ୍ପର୍କରେ…
Read More...

ଠାକୁରମୁଣ୍ଡା ବଜାରରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ : ୨ ଗିରଫ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରେ ଥିବା ଦୁଇଟି ଦୋକାନରୁ ପୁଲିସ ଚଢ଼ାଉ କରି ରବିବାର ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି। ଘଟଣାରେ ସଂପୃକ୍ତ ୨ ଜଣ ଦୋକାନୀଙ୍କୁ ଠାକୁରମୁଣ୍ଡା ଥାନା…
Read More...

ବିଜେପି ପକ୍ଷରୁ ‘ମୋ ମାଟି- ମୋ ଦେଶ’ କାର୍ଯ୍ୟକ୍ରମ

ପାଟଣା : ସାହାରପଡା ବ୍ଲକ ବାଇକଳା ଠାରେ ବିଜେପି ପକ୍ଷରୁ ‘ମୋ ଦେଶ-ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ବିଜେପି ନେତା ଅଖିଳ ଚନ୍ଦ୍ର ନାଏକଙ୍କ ପୌରାହିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି…
Read More...

ଜଳବାୟୁ ପରିବର୍ତ୍ତନ ଏବଂ ଦୁର୍ବିପାକ ପରିଚାଳନା କେନ୍ଦ୍ରର ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ଚାଲିଥିବା ଜଳବାୟୁ ପରିବର୍ତ୍ତନ ଏବଂ ଦୁର୍ବିପାକ ପରିଚାଳନା କେନ୍ଦ୍ରର ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ…
Read More...

ବୌଦ୍ଧରେ ଧୁମଧାମରେ ବିଶକର୍ମା ପୂଜା ପାଳିତ

ବୌଦ୍ଧ  : ବିଶ୍ୱକର୍ମା ପୂଜା ପାଇଁ ବୌଦ୍ଧ ସହର ଉତ୍ସବ ମୁଖର ହୋଇପଡିଛି । ଏହି ପୂଜା ବିଭିନ୍ନ କାରିଗରି ଅନୁଷ୍ଠାନ, ମିସ୍ତ୍ରୀ ସଂଘ ପକ୍ଷରୁ ମଧ୍ୟ ଜିଲା ସାରା ଧୁମାଧାମରେ ପାଳିତ ହେଉଛି । ବୌଦ୍ଧ ଟ୍ରକ ସଂଘ, ବେସରକାରୀ…
Read More...

ବୌଦ୍ଧ ଜିଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

ବୌଦ୍ଧ  : ବୌଦ୍ଧ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ  ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହିତାଧିକାରୀମାନଙ୍କ…
Read More...

ଉତ୍ସାହ ଉଦ୍ଦୀପନା ମଧ୍ୟରେ ସହରରେ ବିଶ୍ବକର୍ମା ପୂଜା ପାଳିତ

ଜି.ଉଦୟଗିରି :  ସ୍ଥାନୀୟ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ବକର୍ମା ପୂଜା ପାଳିତ ହୋଇଯାଇଛି । ଆୟୋଜିତ ପୂଜାରେ କର୍ତ୍ତା ଭାବେ ସହକାରୀ ଯନ୍ତ୍ରୀ କର୍ମଜିତ ଦାସ ପୂଜାରେ ବସିଥିବାବେଳ ପୁରୋହିତ ଭାବେ…
Read More...

ନୁଆଁଖାଇ ପାଇଁ ଦୁଆର ଶନି ମନ୍ଦିରରେ ନୁଆଁ ଧାନ ସହ ପୂଜାର୍ଚ୍ଚନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ଅଧିଷ୍ଠାତ୍ରୀ ଦେବି ମାଁ ଦୂରସେନୀ ଙ୍କ ମନ୍ଦିରରେ ଆସନ୍ତା୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୂଆଁଖାଇ ସକାଶେ ରବିବାର ସନ୍ଧ୍ୟାରେ ମାଁ ମନ୍ଦିରରେ ନୁଆଁ ଧାନ ମାଁଙ୍କ ପାଇଁ ନୁଆଁ…
Read More...

ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି, ଦୁଇ ସପ୍ତାହ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ : ୩ ଆକ୍ରାନ୍ତ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି ଲାଗିଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତିନି ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ବ୍ଲକର ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା…
Read More...

ଷ୍ଟେସନ ପରିଚାଳକଙ୍କ ଜରିଆରେ ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

ଗୁରୁଡିଝାଟିଆ : ୬ଗାଁ ରେଳ ଲେବୁଲ କ୍ରସିଂ ନିକଟରେ ନିର୍ମିତ ହୋଇଥିବା ରେଳଗଳା ପୋଲରେ ଅସରାଏ ବର୍ଷାରେ ୪ଫୁଟର ପାଣି ଜମି ରହୁଥିବାରୁ ଗୋବରା ପଞ୍ଚାୟତର ୧୨ଟି ଗାଁର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ…
Read More...

ଆରତୀ କାରଖାନାରେ ବିଶ୍ୱକର୍ମା ପୂଜା ପାଳିତ

ଗୁରୁଡିଝାଟିଆ :  ଘଣ୍ଟିଖାଲସ୍ଥିତ ଆରତୀ କାରଖାନା ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଶାସ୍ତ୍ରୀୟ ବିଧିମୁତାବକ ପାଳିତ ହୋଇଛି । କାରଖାନାର ବରିଷ୍ଠ ପ୍ରବନ୍ଧକ ଏ.ବି ଉପାଧ୍ୟାୟ କର୍ତ୍ତା ଭାବରେ ପୂଜାକାର୍ଯ୍ୟ…
Read More...

ଭୁବନେଶ୍ୱର ପାୱାରପ୍ଲାଣ୍ଟ ଓ ମଜଦୁର ୟୁନିୟନ ମଧ୍ୟରେ ଦରମାକୁ ନେଇ ଦ୍ୱିପାକ୍ଷିକ ବୁଝାମଣା

ଗୁରୁଡିଝାଟିଆ : ଅନନ୍ତପୁର ଠାରେ ପ୍ରତିଷ୍ଠିତ ଭୂବନେଶ୍ୱର ପାୱାର ପ୍ଲାଣ୍ଟ ଓ କାରଖାନା ମଜଦୁର ୟୁନିୟନ ମଧ୍ୟରେ ଦରମାକୁ ନେଇ ଦ୍ୱିପାକ୍ଷିକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଭୂବନେଶ୍ୱର ପାୱାରପ୍ଲାଣ୍ଟ ମଜଦୂର ୟୁନିୟନର…
Read More...

‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା’ଯୋଜନାର ଶୁଭାରମ୍ଭ

କେନ୍ଦୁଝରଗଡ଼  : କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର  ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା’ ଯୋଜନା ସମଗ୍ର ଦେଶରେ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦୁଝର ଜିଲା ବିଜେପି ପକ୍ଷରୁ ଜିଲା କାର୍ଯ୍ୟାଳୟରେ ଓବିସି ମୋର୍ଚ୍ଚା…
Read More...

ବିଶ୍ୱକର୍ମା ପୂଜା ପାଇଁ କେନ୍ଦୁଝର ଚଳଚଞ୍ଚଳ

କେନ୍ଦୁଝରଗଡ଼ : ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୁର କେନ୍ଦୁଝର ଜିଲାରେ ଦେବଶିଳ୍ପୀ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଗତ କିଛିବର୍ଷ ଧରି ଏକ ସାର୍ବଜନୀନ ପୂଜା ଭାବେ ପାଳିତ ହୋଇଆସୁଛି । ଚଳିତବର୍ଷ ଏହି…
Read More...

ପାଲାକାରଙ୍କ ପରଲୋକରେ ଶୋକ

ଚୌଦ୍ୱାର : ସୁପ୍ରତିଷ୍ଠିତ ପାଲା ଗାୟକ ଶଙ୍କରପୁର ଗ୍ରାମର ଗୋପୀନାଥ ମାଝୀଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଏକାଦଶାହ ଅବସରରେ ଟାଙ୍ଗୀ-ଚୌଦ୍ୱାର ବିଶ୍ୱେଶ୍ୱର ପାଲା ମଣ୍ଡଳ ତରଫରୁ ଏକ ଶୋକସଭାର…
Read More...

ଚୌଦ୍ୱାରରେ ବିଶ୍ୱକର୍ମା ପୂଜା

ଚୌଦ୍ୱାର : ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଭଗବାନ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ପରିଚାଳିତ ଗ୍ରୀଡ଼ ଷ୍ଟେସନ୍, ଷ୍ଟୋର,…
Read More...

ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ

ଚୌଦ୍ୱାର : ଚୌଦ୍ୱାର ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ମିଶ୍ରଙ୍କ…
Read More...

ଦେବଶିଳ୍ପୀଙ୍କ ଆବାହନରେ ଉତ୍ସବମୁଖର ଯାନ୍ତ୍ରିକ ପ୍ରତିଷ୍ଠାନ

ଆଠଗଡ :  ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନରେ ଆଠଗଡ ଅଞ୍ଚଳର ବିଭିନ୍ନ ଯାନ୍ତ୍ରିକ ବିଭାଗ, ବୈଷୟିକ ପ୍ରତିଷ୍ଠାନ ଏବଂ ଯାନ୍ତ୍ରିକ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍ସବ ମୁଖର ହୋଇ ଉଠିଛି । ଆଠଗଡ ବିଦ୍ୟୁତ୍‌‌ ବିଭାଗ…
Read More...

ବିଶ୍ୱକର୍ମା ପୂଜା ପାଇଁ ପାଟଣା ଓ ଢେଙ୍କିକୋଟ ଉତ୍ସବ ମୁଖର

ପାଟଣା : ପାଟଣା ଅଞ୍ଚଳ ଦେଵ ଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ବିଭିନ୍ନ ଶିଳ୍ପାନୁଷ୍ଠାନ, ପେଟ୍ରୋଲ ପମ୍ପ, ଲୁହା ଦୋକାନ ଆଦି ସ୍ଥାନରେ ବାବା ବିଶ୍ଵକର୍ମାଙ୍କ ପୂଜା ଧୁମଧାମରେ…
Read More...