ସମ୍ବଲପୁର : ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲା ଶାଖା ପକ୍ଷରୁ କ୍ଷେତରାଜପୁର ସ୍ଥିତ ବରିଷ୍ଠ ବିଜେପି ନେତା ସଞ୍ଜୟ ଷଡଙ୍ଗୀଙ୍କ ବାସଭବନରେ ବୁଧବାର ପଶ୍ଚିମ ଓଡିଶାର ଗଣପର୍ବ ପବିତ୍ର ନୁଆଁଖାଇ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲା ବିଜେପି ସଭାପତି ଗିରିଶ ପଟେଲ, ଉପ ସଭାପତି ମୁନ୍ନା ତିୱାରି, ଦିଲ୍ଲୀପ ଶର୍ମା, ଶମ୍ଭୁ ବରେଲିଆ, ମନୋଜ ପଲସାନିଆଁ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସଞ୍ଜୟ ଷଡଙ୍ଗୀ (ବାବଲୁ) ଙ୍କ ଘରେ ଉପସ୍ଥିତ ରହି ନୁଆଁଖାଇ ପର୍ବ ପାଳନ କରିଥିଲେ।
Popular Categories



