ରାଷ୍ଟ୍ର ଗଠନରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

ସମ୍ବଲପୁର : ସମ୍ବଲପୁରର ଜିଲା ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ଗଠନରେ ଯୁବ ପ୍ରସ୍ତୁତି ଧାରାବାହିକ ପ୍ରଶିକ୍ଷଣ ଶିବିରର ତ୍ରୟୋବିଂଶ ସପ୍ତାହ କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି। ମାଁ ବାଗଦେବୀ ପୂଜା ଓ…
Read More...

ଆଇନସେବା ପ୍ରାଧିକରଣ ତରଫରୁ ମଣ୍ଡଳସ୍ତରୀୟ ପ୍ରତିଯୋଗିତା

ସମ୍ବଲପୁର : ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ରବିବାର ଜିଲା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁରର ଅଧ୍ୟକ୍ଷ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ମଣ୍ଡଳସ୍ତରୀୟ ପ୍ରବନ୍ଧ, ବିତର୍କ,…
Read More...

ହୋ ସମାଜ ପକ୍ଷରୁ ବୈଠକ ; ଦିଲ୍ଲୀ ଭାଷା ଆନ୍ଦୋଳନକାରୀଙ୍କୁ ସମ୍ବର୍ଦ୍ଧନା

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ନିକଟସ୍ଥ ବରବେଡା ହାଟ ପିଣ୍ଡି ଠାରେ ରବିବାର ଘଟଗାଁ ବ୍ଲକ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆକଳା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଲୀ ଭାଷା…
Read More...

ଦନ୍ତା ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା ଦେଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ରେଙ୍ଗାଳବେଡା ଜଙ୍ଗଲରେ ୨୨ ଘରିଆ ହାତୀପଲ ଡେରା ପକାଇ ଥିବାବେଳେ ଗତ ଶୁକ୍ରବାର ଅପରାହ୍ନରେ ଜଙ୍ଗଲ ନିକଟରେ ଥିବା ଚାଷ ବିଲକୁ ଯାଇଥିବା ବେଳେ କଟାବେଡା ଗ୍ରାମର କ୍ଷୀରୋଦ…
Read More...

କରଣ୍ଡାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ :   କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ପଞ୍ଚାୟତର କରଣ୍ଡାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ସହ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ନୁଆଁଖାଇ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ଅନ୍ୟତମ ପୁରାତନ ନନ୍ଦପଡା ଚିତ୍ରୋତ୍ପଳା ଯୁବକ ସଂଘ ତରଫରୁ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା କ୍ରମରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତ ଆୟୋଜିତ…
Read More...

ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର : ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଫୋରମର ସଭାପତି ବିରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ…
Read More...

ଉତ୍କଳ ବାଳାଶ୍ରମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ଉତ୍କଳ ବାଲାଶ୍ରମଠାରେ 'ସ୍ବଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡ.ଗୋବିନ୍ଦ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ଚିନ୍ମୟ କୁମାର ଯୋଷୀ, ଲଲିତ…
Read More...

ଓଡିଶା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ

କେନ୍ଦୁଝରଗଡ଼ : ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ଠାରେ ରବିବାର ଓଡିଶା ସରକାରୀ ହାଇସ୍କୁଲ ଶିକ୍ଷକ (ନୂତନ ପେନସନ ଯୋଜନାଭୁକ୍ତ) ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ମିଳିତ ଅମଲା ମଞ୍ଚର ପୁନଃ ଆନ୍ଦୋଳନ ଚେତାବନୀ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲ ମିଳିତ ଅମଲା ମଞ୍ଚର ଏକ ଜରୁରୀକାଳୀନ ବୈଠକ କଲେକ୍ଟରୋଟ କଲଚରାଲ କ୍ଲବ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସୁରେଶ ଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଅବସରପ୍ରାପ୍ତ ଶିକ୍ଷକ ସଙ୍ଗଠନର ୧୮ତମ ବାର୍ଷିକ ଉତ୍ସବ

କେନ୍ଦୁଝରଗଡ଼ : ପଳାଶପଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରବିବାର ସଦର ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ସଙ୍ଗଠନର ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜନାର୍ଦ୍ଦନ ନାୟକଙ୍କ…
Read More...

କେନ୍ଦୁଝର ଘରୋଇ ବସ୍‌‌ ମାଲିକ ସଂଘ ନିର୍ବାଚନ : ସିଂଘାଦ୍ରୀ ସଭାପତି, ମନୋରଞ୍ଜନ ସମ୍ପାଦକ

କେନ୍ଦୁଝରଗଡ଼ : ଘରୋଇ ବସ୍‌‌ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ରବିବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶିତ ଫଳାଫଳ ଅନୁଯାୟୀ ସିଂଘାଦ୍ରୀ ବିହାରୀ ସାହୁ ସଭାପତି, ଦିଲ୍ଲୀପ କୁମାର ବେହେରା ଉପସଭାପତି,…
Read More...

ହରଭଙ୍ଗା : ମଦ ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମରେ ରବିବାର  ଅବକାରୀ ବିଭାଗ ଚଢ଼ାଉ କରି ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିଛି । ଏହି ଘଟଣାରେ ସୁରେଶ ମୁଖି (୫୦)ଙ୍କୁ ଗିରଫ କରିଛି। ଦ୍ୱିତୀୟ…
Read More...

ମରକ୍କୋ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମରକ୍କୋରେ ଅନୁଭୂତ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଥିବା ବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ଦେଶର କେନ୍ଦ୍ରୀୟ ଭାଗରେ ୬.୮ ତୀବ୍ରତା ବିଶିଷ୍ଟ…
Read More...

ଜି-୨୦ ଶିଖର ସମ୍ମିଳନୀ : ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଜି -୨୦ ଶିଖର ବୈଠକ ଅବସରରେ ଭାରତ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ବୈଠକ ସମୟରେ ମେଣ୍ଟର ଶୁଭାରମ୍ଭ କରିଛନ୍ତି । ଆମେରିକା…
Read More...

ଜି-୨୦ : ଦିଲ୍ଲୀ ଘୋଷଣାନାମା ସର୍ବସମତି କ୍ରମେ ଗୃହିତ

ନୂଆଦିଲ୍ଲୀ :  ଜି-୨୦ ସଦସ୍ୟ ଦେଶମାନେ ନ୍ୟୁ-ଦିଲ୍ଲୀ ଲିଡର୍ସ୍‌‌ ଡିକ୍ଲାରେସନ୍‌‌ (ନୂଆଦିଲ୍ଲୀ ନେତୃତ୍ବ ଘୋଷଣାନାମା)କୁ ସର୍ବସମତି କ୍ରମେ ଗୃହିତ କରିଛନ୍ତି । ଏଥିରେ ସାମୂହିକ ବିକାଶ, ଜଳବାୟୁ ପରିବର୍ତ୍ତନର…
Read More...

ତିଗିରିଆରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ତିଗିରିଆ : ତିଗିରିଆ ଅଦାଲତ ପରିସରରେ ତାଲୁକ୍ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ତିଗିରିଆ ଅଦାଲତର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓଙ୍କ ଅଧ୍ୟକ୍ଷତାରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି।…
Read More...

ଖଣ୍ଡୁଆକୁ ନୂତନ ଦିଗଦର୍ଶନ ଦେଇ ନୂଆପାଟଣା ମାଟି ବିଶ୍ଵବିଦିତ

ତିଗିରିଆ :  ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଦେହରେ ଖଣ୍ଡୁଆପାଟ ଲାଗି ହୋଇଥାଏ । ଖଣ୍ଡୁଆପାଟକୁ ନେଇ ନୂଆପାଟଣା ଆଜି ବିଶ୍ୱ ବିଦିତ। ଏହାର କାରିଗର ଓ ବୁଣାକାର ଏ ମାଟିକୁ ଖାଲି ଧନ୍ୟ ଓ ଗର୍ବିତ କରି ନାହାନ୍ତି ବରଂ…
Read More...

ଶ୍ରୀଜୀଉଙ୍କ ବନଭୋଜି ବେଶ

ଡେସ୍କ : ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଏହି ବେଶରେ ସଜ୍ଜିତ କରିଥିଲେ। ମହାପ୍ରଭୁ…
Read More...

୧୧ରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଜୁ ଜନତାଦଳ ପକ୍ଷରୁ ଆସନ୍ତା ୧୧ ତାରିଖରୁ ଶଙ୍ଖ ଭବନ ଠାରେ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଦଳର ବରିଷ୍ଠ ନେତା ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ କର୍ମୀଙ୍କୁ…
Read More...

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ, ବଢିବ ବର୍ଷା

ଭୁବନେଶ୍ୱର :  ଆସନ୍ତା ୧୨ ତାରିଖ ବେଳକୁ ଉତରପଶ୍ଚିମ ପାର୍ଶ୍ୱବର୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର…
Read More...

‘ସମାଜ’ ପ୍ରଭାବ: ହିତାଧିକାରୀଙ୍କ ପାଖରେ ପହଁଚିଲା ଭତ୍ତା

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ଗ୍ରାମର ଗଜପତି ପ୍ରଧାନ (୭୦)ଙ୍କ ଭଳି ଜଣେ ବାର୍ଦ୍ଧକ୍ୟ ହିତାଧିକାରୀ ଆଠମାସ ହେଲା ଭତ୍ତାରୁ ବଞ୍ଚିତ ଥିବା ଖବର ଶୁକ୍ରବାର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ…
Read More...

ଗଛ ଟଙ୍କା ନା ଟଙ୍କା ଗଛ ; ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଚର୍ଚ୍ଚା

ଠାକୁରମୁଣ୍ଡା : ସାତକୋଶିଆ ରେଞ୍ଜ ଦୁଆରଶୁଣି ଗ୍ରାମରେ ଜଣେ ବନରକ୍ଷୀ ଏକାବେଳକେ ୧୧ ଏକର ଜମି କିଣିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଅତି ସତର୍କତାର ସହ ସେ ନିଜ ନାମରେ ୪ ଏକର ୫୦ ଡେସିମିଲ ଜମି କିଣିଥିବାବେଳେ ଭଉଣୀ…
Read More...

ଜଗନ୍ନାଥପୁର ମାର୍କେଟ କଂପ୍ଲେକ୍ସ ବିବାଦ, ଦଳିତ ମହାସଂଘ ଓ ଗ୍ରାମବାସୀଙ୍କ ଅନଶନ

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମାର୍କେଟ୍‌‌ କଂପ୍ଲେକ୍ସ କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅମାନ୍ୟ କରି ନିର୍ମାଣ କାର୍ଯ୍ୟ…
Read More...

ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ

ପୁରୀ : ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଗ୍ରାମ ସମିତି ପକ୍ଷରୁ ବେଲଦଳରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଏବଂ ସର୍ବୋଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନନୀବୀ ପ୍ରଶାନ୍ତ ଭୂଷଣ…
Read More...

ବୋମାମାଡ ଘଟଣାର ଅଟକ ଅଭିଯୁକ୍ତ ଥାନାରୁ ଚମ୍ପଟ

ଆଠଗଡ: ଆଠଗଡ ଥାନା ପରିସରରୁ ପୁଲିସକୁ ଚକମା ଦେଖାଇ ଜଣେ ଆସାମୀ ଚମ୍ପଟ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ପ୍ରକାଶଯୋଗ୍ୟ ଗତ ଅଗଷ୍ଟ ମାସ ୯ ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅନ୍ତର୍ଗତ…
Read More...

ଜି-୨୦ରେ ସ୍ୱାଗତର ପ୍ରତିବିମ୍ବ ; ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ-କୋଣାର୍କ ଚକ୍ର

ନୂଆଦିଲ୍ଲୀ : ଭାରତ ମଣ୍ଡପମ୍‌‌ ସ୍ୱାଗତ ସ୍ଥଳର ଶୋଭାବର୍ଦ୍ଧନ କରିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ଚକ୍ର । ଶନିବାର  ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ରାଷ୍ଟ୍ରର ମୁଖ୍ୟ ଓ ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ…
Read More...

ରାଗିଙ୍ଗ୍‌: ଏକ ମାନସିକ ଓ ସାମାଜିକ ବ୍ୟାଧି

ଦେଶର ସୁପ୍ରସିଦ୍ଧ ଶିକ୍ଷାନୁଷ୍ଠାନ କଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟରେ ଆଲୋଚନା ଏବେ ସମଗ୍ର ଦେଶରେ । ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଆସିଥିବା ପ୍ରଥମବର୍ଷର ଛାତ୍ର ଛାତ୍ରାବାସର ଦ୍ୱିତୀୟ ମହଲାରୁ ଖସି ମୃତ୍ୟୁବରଣ…
Read More...

ନୂଆ ବିଶ୍ବ ବ୍ୟବସ୍ଥାର ଅଗ୍ରଦୂତ ଭାରତ

ଜ୍ଞାନ ଆଧାରିତ ସଭ୍ୟତା ଭାରତ ଏକ ଜ୍ଞାନ ଆଧାରିତ ସଭ୍ୟତା ରୂପରେ ଭାରତର ଡିଏନ୍‌ଏରେ ପ୍ରତିଭାର ଏକ ପ୍ରାକୃତିକ ଭଣ୍ଡାର ରହିଛି। ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ, ଦର୍ଶନ ଓ ସାହିତ୍ୟ ସମେତ ଜ୍ଞାନର ବିଭିନ୍ନ…
Read More...

ଶାନ୍ତି ଫେରିବ କେବେ?

ଗୋଟିଏ ପଟେ ଆଜିଠାରୁ ରାଜଧାନୀରେ ଭବ୍ୟ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ଓ ଅନ୍ୟ ପଟେ ଦେଶର ଗୋଟିଏ ରାଜ୍ୟ ଘୋର ହିଂସା, ଅସ୍ଥିରତା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛି। ଦୁର୍ଭାଗ୍ୟର…
Read More...

ମ୍ୟାଚ ପରିଚାଳନା ଦାୟିତ୍ବରେ ୧୬ ଅମ୍ପାୟାର

ନୂଆଦିଲ୍ଲୀ  : ଭାରତରେ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଖେଳାଯିବ। ଆଇସିସି ପକ୍ଷରୁ ମ୍ୟାଚ ପରିଚାଳନା ଲାଗି ୧୬ଜଣିଆ ଅମ୍ପାୟାର ତାଲିକା…
Read More...

ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ : ୨୯୬ ମୃତ

ଡେସ୍କ : ଆଫ୍ରିକୀୟ ଦେଶ ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଭୂକମ୍ପରେ  ବଡ଼ ବଡ଼ କୋଠା ଥରିବା ସହ ତାସର ଘର ପରି…
Read More...

୧୧ ରୁ ବଜ୍ରପାତ ସହ ବର୍ଷା

ଭୁବନେଶ୍ବର : ଚଳିତ ମାସ ୧୧ ଓ ୧୨ ତାରିଖରେ ରାଜ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା ଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବୃଦ୍ଧି ପାଇବା…
Read More...

୧୮୧ ଭ୍ରାମ୍ୟମାଣ ପ୍ରାଣୀସେବା ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀସେବା ଯାନର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ…
Read More...

‘ଦେଖାଇବ ମାନବକୈନ୍ଦ୍ରିକ ବିକାଶର ନୂଆ ପଥ’

ପ୍ରଥମ ଥର ଦିଲ୍ଲୀରେ ବିଶ୍ବ ନେତାଙ୍କ ଭିଡ଼, ୩୦ରୁ ଅଧିକ ରାଷ୍ଟ୍ରନେତା ଓ ୧୪ ବିଶ୍ବ ସଂଗଠନର ମୁଖ୍ୟ, ‘ଅତୁଳନୀୟ ଦସ୍ତାବିଜ୍’ ଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ବହୁ ପ୍ରତୀକ୍ଷିତ…
Read More...

ଏସିଆ କପ୍‌ କ୍ରିକେଟ : ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଆଜି

କଲମ୍ବୋ : ଚଳିତ ଏସିଆ କପ୍‌ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି। ପ୍ରଥମ ମ୍ୟାଚରେ ବାଂଲାଦେଶ ପରାଜିତ…
Read More...

ଶନିବାର ରାଶିଫଳ (୦୯.୦୯.୨୦୨୩)

ମେଷ : ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ବୃଷ :…
Read More...

ଦୋକାନ ଉପରେ ଚଢାଇ ଦେଲା ଗାଡି 

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଦଳ ଗ୍ରାମରେ ପୂର୍ବ ଶତ୍ରୁତା ତଥା ବାକି ଟଙ୍କା ମାଗିବାରୁ ଦୋକାନ ଉପରେ ଚଢାଇ ଦେଲା ଗାଡି ।  ଜେନାପଦାଦଳ ଗ୍ରାମର ପଙ୍କଜ ନାୟକ ଏକ ସିମେଣ୍ଟ ଟ୍ରକ ଚଲାଏ । ତିନିଦିନ ପୂର୍ବରୁ…
Read More...

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦର ପାଟାନଚେରୁରେ ମହିଳା ଶ୍ରମିକଙ୍କ ମୃତ୍ୟୁ

କଲମପୁର : ପେଟ ପାଇଁ ସୁଦୂର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ଏବଂ ସମ୍ପୃକ୍ତ ମହିଳାଙ୍କ ଶବ ଫେରାଇ ଆଣିବା ପାଇଁ ତାର ସ୍ୱାମୀ କଲମପୁର ପୁଲିସ ଥାନାର ଦ୍ୱାରସ୍ଥ ହେବା ଭଳି ଘଟଣା…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶିକ୍ଷକ

କଲମପୁର : ଶିକ୍ଷକଙ୍କୁ ସର୍ବଦା ଭୁତେଇ ଆସୁଛନ୍ତି ସରକାର। ସେମାନଙ୍କ ଦାବି ପୁରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ଆନ୍ଦୋଳନକୁ ପ୍ରଶମିତ କରି ନିରବୀ ଯାଉଛନ୍ତି ସରକାର। ଶିକ୍ଷକ ମଧ୍ୟ ସରକାରଙ୍କ ଠାରୁ ଆଲୋଚନାର…
Read More...

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କୁଟିଆ କନ୍ଧ ଆଦିବାସୀ ସମୂହ ତଥା ସେମାନଙ୍କ ବସତି ଅଞ୍ଚଳ ସମେତ ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳକୁ କୁଟିଆ କନ୍ଧ ଉନ୍ନୟନ…
Read More...

ସାନ୍ତରାପୁରରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି

ପାଟଣା : ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଶୁକ୍ରବାର ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଶେଷ କରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଜଙ୍ଗଲ…
Read More...

କମ୍ବୋଡିଆରେ ଫସିଥିବା ଦିନବନ୍ଧୁଙ୍କ ଘର‌ବାହୁଡା, ଆଜି ଭାରତରେ ପହଞ୍ଚିବେ

ଗୋପାଳପୁର : କମ୍ବୋଡିଆରେ ୨୫୦୦ ଶହ ଡଲାର ପାଇଁ ବନ୍ଦୀ ଭାବେ ରହିଥିବା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ବନାଥପୁରର ଦିନବନ୍ଧୁ ସାହୁଙ୍କ ଘରବାହୁଡା ପାଇଁ ବାଟ ଫିଟିଥିବା ବେଳେ ଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ…
Read More...

ଶଙ୍ଖ ଫୁଙ୍କିଲେ ବିଜେପିର ଟାଣୁଆ ନେତା

ଯାଜପୁର : ଲୋକଙ୍କ ସହ ମିଶିବା ଏବଂ ଦଳରେ ଲୋକଙ୍କୁ ଯୋଡ଼ିବା, ବିଜୁ ଜନତା ଦଳର ଆଦର୍ଶ । ବିଜେଡିର ଜନସଂପର୍କ ନୀତିରେ ଆକୃଷ୍ଟ ହୋଇ ଦାନଗଦୀ ବ୍ଲକ ଦେଉଳକଣ ପଞ୍ଚାୟତର ବରିଷ୍ଠ ବିଜେପି ନେତା ଓ କର୍ମୀମାନେ ବିଜେଡିର…
Read More...

ଅଷ୍ଟ୍ରେଲିଆରୁ ପ୍ରଶଂସା ସାଉଣ୍ଟିଲା ‘କେନ୍ଦୁଝର ମଡେଲ୍’

କେନ୍ଦୁଝରଗଡ଼ : ଜିଲା ପ୍ରଶାସନ ସହାୟତାରେ କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂରେ ବିଟେକ୍ ପାସ୍‌‌ କରିଥିବା ୫ ଛାତ୍ରଛାତ୍ରୀ ଖୁବଶୀଘ୍ର ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟରେ…
Read More...

ରାଜ୍ୟ ସରକାରଙ୍କ ସିଏସ୍‌‌ପି ପ୍ଲସ ଯୋଜନାରେ ସାମିଲ ଦାବି

କେନ୍ଦୁଝରଗଡ଼ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ହୋଇ ଜିଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ରାହକ ସେବାକେନ୍ଦ୍ର ମାନଙ୍କରେ ସିଏସ୍‌‌ପି ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ…
Read More...

୩ରେ ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଘେରିବ ଭାରତୀୟ ମଜଦୁର ସଂଘ

କେନ୍ଦୁଝରଗଡ଼ : ଜିଲାର ସଙ୍ଗଠିତ ଓ ଅଣସଙ୍ଗଠିତକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଅଣଦେଖା ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆସନ୍ତା ୧୩ ତାରିଖ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି…
Read More...

୯ ଦଫା ଦାବିରେ ଗାଁ ସାଥୀ ସଂଘ ପକ୍ଷରୁ ବିକ୍ଷୋଭ

କେନ୍ଦୁଝରଗଡ଼ : ୯ଦଫା ଦାବିରେ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଜିଲା ଶାଖା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦୁଝର ଜିଲାର…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ସାକ୍ଷରତା ଦିବସ

କେନ୍ଦୁଝରଗଡ଼  : ମନ୍ୟୁଷର ପ୍ରକୃତ ବିକାଶ ନିର୍ଭର କରେ ସାକ୍ଷରତା ଓ ସଚେତନତା ଉପରେ । ଧରଣୀଧର ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଅର୍ନ୍ତଜାତୀୟ ସାକ୍ଷରତା ଦିବସରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା…
Read More...

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ହରଭଙ୍ଗା :  ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀ ଶୁକ୍ରବାର ଅଜୟ କୁମାର ଲୁହାଙ୍କୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ…
Read More...

ନନ୍ଦ ଉତ୍ସବ ଓ ମାତୃ ସମ୍ମିଳନୀ

ପାତ୍ରପୁର : ପାତ୍ରପୁର ବ୍ଲକ୍ ତଣ୍ଡିପୁର ସ୍ୱାମୀ ନିଗମାନନ୍ଦ ବିଦ୍ୟା ମନ୍ଦିର ଓ ପାତ୍ରପୁର ମା ସରସ୍ଵତୀ ବିଦ୍ୟା ମନ୍ଦିର ଠାରେ ନନ୍ଦ ଉତ୍ସବ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିଗମାନନ୍ଦ ବିଦ୍ୟା…
Read More...

୧୧,୯୦୦ ଲିଟର ପୋଚ ଓ ୧୨୫୮ ଲିଟର ଦେଶୀ ମଦ ଜବତ, ୩ ଚୋରା ମଦ ବେପାରୀ ଗିରଫ

ତିଗିରିଆ : ଆଠଗଡ଼ ଅବକାରୀ ବିଭାଗ ଏବଂ ତିଗିରିଆ ପୁଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଚଢାଉ କରାଯାଇ ବ୍ୟାପକ ପୋଚ ଓ ଦେଶୀ ମଦ ଜବତ କରାଯିବା ସହିତ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।…
Read More...

ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ନିରୂପଣ ଟ୍ରୁନାଟ ଉଦଘାଟିତ 

ତିଗିରିଆ : ତିଗିରିଆ ନିଜିଗଡସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ରୋଗୀ ଚିହ୍ନଟ ବା ରୋଗ ନିରୂପଣ ପାଇଁ ଅତ୍ୟାଧୁନିକ ଟ୍ରୁନାଟ ଯନ୍ତ୍ର ପ୍ରତିଷ୍ଠା କରାଯିବ ସହିତ ଶୁକ୍ରବାର ଏହାର ଉଦଘାଟନ କରାଯାଇଛି।…
Read More...

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ରୋଗୀ କଲ୍ୟାଣର ଅଧ୍ୟକ୍ଷ…
Read More...

ଆନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ-୨୦୨୩ ପାଳିତ

ଚୌଦ୍ୱାର : ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କରଞ୍ଜୀ ପଞ୍ଚା‌ୟତର ହରିଡାପାଳ ଗ୍ରାମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଶୁକ୍ରବାର ପାଳିତ…
Read More...

ରାସବିହାରୀ ଜୀଉଙ୍କ ନନ୍ଦୋତ୍ସବ ପାଳିତ

ଚୌଦ୍ୱାର : ଶ୍ରୀ ଶ୍ରୀ ରାସବିହାରୀ ଜୀଉ ମନ୍ଦିର ପ୍ରାଙ୍ଗଣରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଶିକ୍ଷାବିତ ହରେକୃଷ୍ନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୪ମଣ୍ଡଳ ରାଜଦୋଳ ସମିତିର ସଭାପତି ଦୀପକ…
Read More...

ଆନ୍ତର୍ଜାତୀୟ ସାକ୍ଷରତା ଦିବସ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟରେ ଶୁକ୍ରବାର ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ…
Read More...

ଭାରତୀୟ ଖେଳାଳିଙ୍କ ଉପରେ ନଜର

ନୂଆଦିଲ୍ଲୀ : ରବିବାର ଚଳିତ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ମଧ୍ୟରେ ଏହା ୨ୟ ମୁକାବିଲା। ଲିଗ୍‌ ମ୍ୟାଚ୍‌ରେ ବର୍ଷା ​ଯୋଗୁଁ ପାକିସ୍ତାନ ଇନିଂସ…
Read More...

୧୬ରେ କଟକ ନେତାଜୀ ବସ୍‌‌ ଟର୍ମିନାଲ ଉଦ୍‌ଘାଟନ

କଟକ : କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର…
Read More...

ସରକାରୀ ଦସ୍ତାବିଜ୍‌ରେ ଲେଖାଯିବ ‘ଭାରତ’

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସମସ୍ତ ସରକାରୀ ଦସ୍ତାବିଜ୍‌ରେ ଦେଶର ନାମ ‘ଭାରତ’ ସ୍ଥାନ ପାଇବ। କୌଣସିଥିରେ ‘ଇଣ୍ଡିଆ’ ଲେଖାଯିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ଅଲିଖିତ ନିର୍ଦେଶ ଦିଆଯାଇଥିବା…
Read More...

ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା

ଆଳି : ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଜମା ହୋଇଥିବା ନେଇ ମୋବାଇଲକୁ ବାର୍ତ୍ତା ଆସିବା ପରେ ଆଜି ଆଳିର ଏକ ବ୍ୟାଙ୍କରେ ଗ୍ରାହକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା। ଜଣେ ନୁହେଁ କି ଦୁଇଜଣ ନୁହେଁ…
Read More...

ଶୁକ୍ରବାର ରାଶିଫଳ (୦୮.୦୯.୨୦୨୩)

ମେଷ :  ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଶତ୍ରୁଭାବ ବୁଦ୍ଧି ହେଲେ ବି ଅନିଷ୍ଟ ହେବନି। ବୃଷ :…
Read More...

ଜି-୨୦ ହେବ ଜି-୨୧ : ମିଶିବ ଆଫ୍ରିକୀୟ ସଂଘ

ନୂଆଦିଲ୍ଲୀ : ଗ୍ରୁପ୍‌ ଅଫ୍‌ ୨୦ ନେସନ୍ସ ବା ଜି-୨୦ ରାଷ୍ଟ୍ର ଗୋଷ୍ଠୀର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବ। ଏହା ଖୁବ୍‌ ଶୀଘ୍ର ଜି-୨୧ରେ ପରିଣତ ହେବ ଏବଂ ଏଥିରେ ଆଫ୍ରିକାନ୍‌ ୟୁନିୟନ୍‌କୁ ସ୍ଥାୟୀ ସଦସ୍ୟତା ମିଳିବ ଏବଂ…
Read More...

ପୁଣି ବଢ଼ିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା

ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବା ଅବଧିକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଅପଡେଟ୍‌ କରିବାର ସମୟସୀମା ଥିଲା ସେପ୍ଟେମ୍ବର ୧୪ । ଏବେ ଏହି…
Read More...

ଆନ୍ଧ୍ରପ୍ରଦେଶରେ ବିଲାତି କିଲୋ ୪ଟଙ୍କା ; ରାସ୍ତାରେ ଫିଙ୍ଗୁଛନ୍ତି ଚାଷୀ

ହାଇଦରାବାଦ୍‌ : କିଛିଦିନ ତଳେ ବିଲାତି ଦାମ୍‌ ଆକାଶଛୁଆଁ ରହିଥିଲା। ଦେଶର ପ୍ରାୟ ସବୁ ସ୍ଥାନରେ ବିଲାତି ଦାମ୍‌ କିଲୋପ୍ରତି ପାଖାପାଖି ୨୦୦ ଟଙ୍କାକୁ ଛୁଇଁଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ…
Read More...

ଆସିଆନ ସମ୍ମିଳନୀ ; ପ୍ରତିରକ୍ଷା, ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଲାଗି ସମ୍ମତି

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ)ର ଦୁଇଦିନିଆ ସମ୍ମିଳନୀ ଗୁରୁବାର ଶେ​‌ଷ ହୋଇଛି । ସମ୍ମିଳନୀରେ ସଂଘର ସଦସ୍ୟ ରାଷ୍ଟ୍ରଗୁଡିକ ପ୍ରତିରକ୍ଷା, ବାଣିଜ୍ୟ,…
Read More...

ବ୍ଲକ ସରପଞ୍ଚ ସଂଘର ଜରୁରୀ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସଭା ଗୃହରେ ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଲାଗୁଡା ସରପଞ୍ଚ ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ଶ୍ରାବଣୀ ଉପକର୍ମ ପାଳିତ

ସମ୍ବଲପୁର : ଆର୍ଯ୍ୟ ସମାଜ ସମ୍ବଲପୁର ପକ୍ଷରୁ ପବିତ୍ର ବୈଦିକ ପରମ୍ପରା ଅନୁଯାୟୀ ଚାର୍ତୁମାସ୍ୟା ଶ୍ରାବଣୀ ଉପକର୍ମକୁ ସଂକ୍ଷିପ୍ତ ଭାବରେ ବର୍ତ୍ତମାନ ଶ୍ରାବଣୀ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଭାଦ୍ର କୃଷ୍ଣ ଶ୍ରୀକୃଷ୍ଣ…
Read More...

ଆତ୍ମନିର୍ଭରଶୀଳ ହେବା ପାଇଁ ସିଲେଇ ମେସିନ ପ୍ରଦାନ

ସମ୍ବଲପୁର : ସମ୍ବଲପୁରର ଜିଲା ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଏସଆର କାର୍ଯ୍ୟକ୍ରମ ଅର୍ନ୍ତଗତ ୨୦ ଜଣ ତାଲିମ ପ୍ରାପ୍ତ ଶିକ୍ଷାର୍ଥୀ ମାନଙ୍କୁ ସିଲେଇ ମେସିନ ବଣ୍ଟନ କରାଯାଇଛି ।…
Read More...

‘ସମାଜ’ ପ୍ରଭାବ : ଏସଡିଏ ନକଲି କାଗଜପତ୍ର ମାମଲାରେ ପ୍ଲାନିଂ ମେମ୍ବର ଗିରଫ 

ସମ୍ବଲପୁର : ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସଡିଏ) ରେ ହୋଇଥିବା ଜାଲିଆତି ଘଟଣା ସମ୍ପର୍କରେ ଗତ ୪ ତାରିଖରେ  ଦୈନିକ ଖବର କାଗଜ ‘ସମାଜ’ରେ  ଖବର ପ୍ରକାଶନ ପରେ ସମ୍ବଲପୁର ପୁଲିସ କ୍ରିୟାଶୀଳ ହୋଇ ଏହାର ପ୍ଲାନିଂ…
Read More...

ସନ୍ତୋଷୀ ମା’ଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା

ଗୋପାଳପୁର : ଡୁରା ଓଭର ବ୍ରିଜ ନିକଟରେ ଥିବା ସନ୍ତୋଷୀ ମା’ ଙ୍କ ବାର୍ଷିକ ଉତ୍ସବ ପାଇଁ ଗୁରୁବାର କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମହିଳା ନୂତନ ବସ୍ତ୍ର ପରିଧାନ କରି ଡୁରା ଗ୍ରାମର ପୋଖରୀ ନିକଟରେ ପହଞ୍ଚି…
Read More...

ଚୋରା ଦେଶୀ ମଦ ସହିତ ଜଣେ ଗିରଫ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଭୁବନ ଥାନା ଅନ୍ତର୍ଗତ ମହୁଳପାଳ ଗ୍ରାମରେ ଚଢ଼ାଉ କରି ଭୁବନ ଅବକାରୀ ବିଭାଗ ଗ୍ରାମର ରଘୁନାଥ ସାହୁଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୫୦ ଲିଟର ଦେଶୀ ମଦ ଜବତ କରିଥିବା ଜଣା…
Read More...

କମିଟି ସଦସ୍ୟଙ୍କ ଅନୁପସ୍ଥିତିରେ ପାଳିତ ହେଲା ନନ୍ଦ ଉତ୍ସବ

 ଜି.ଉଦୟଗିରି : ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କମିଟି ସଦସ୍ୟଙ୍କ ଅନୁପସ୍ଥିତିରେ ପାଳିତ ହୋଇଯାଇଛି ନନ୍ଦ ଉତ୍ସବ । ପରମ୍ପରା ଅନୁଯାୟୀ ପବିତ୍ର ନନ୍ଦ ଉତ୍ସବ ଅବସରରେ ଗୁରୁବାର କଚେରୀ ସାହିରେ ଶ୍ରୀକୃଷ୍ଣ ଭକ୍ତ…
Read More...

ଘର ବାରିପଟ କୂଅରେ ପଡ଼ି ଜଣେ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗ୍ରାମରେ ନିଜ ଘର ପଛ କୁଅରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜନକ କଙ୍କଲା ଗ୍ରାମର କ୍ଷେତ୍ରବାସୀ ପ୍ରଧାନ । ସୂଚନା ଅନୁଯାୟୀ ଗୁରୁବାର କଙ୍କଲା…
Read More...

ବ୍ଲକସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ପେଣ୍ଠପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଅଛି ।…
Read More...

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ରାଧାଗୋବିନ୍ଦଙ୍କ ସୁନାବେଶ

ଆଠଗଡ :  ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ଗୁରୁବାର ସନ୍ଧ୍ୟାରେ ଆଠଗଡର ଆରାଧ୍ୟ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜୀଉଙ୍କ ସୁନାବେଶ ଦେଖିବା ଲାଗି ବହୁ ଶ୍ରଦ୍ଧାଳୁଙ୍କର…
Read More...

ଆଠଗଡରେ ଗଡିଲା କୃଷି ସଚେତନତା ରଥ

ଆଠଗଡ :  ଆଠଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ବ୍ଲକର ୩୪ଟି ଯାକ ପଞ୍ଚାୟତରେ କୃଷି ସଚେତନତା ପାଇଁ କୃଷି ରଥ ଗୁରୁବାରଠାରୁ ବୁଲିବା ଆରମ୍ଭ କରିଛି । କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରାଙ୍କ…
Read More...

ନନ୍ଦୋତ୍ସବରେ ଗୋପପୁର ପାଲଟିଲା ରାଉତରାପୁର

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ଓ ନଣ୍ଡାଇଲୋ ଗ୍ରାମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅବସରରେ ଗୋପପୁରର ଭ୍ରମ ସୃଷ୍ଟି କରିଥିଲା । ନାଟ୍ୟଗୁରୁ ନନ୍ଦକିଶୋର ସାହୁଙ୍କ ପ୍ରତ୍ୟକ୍ଷ ଉଦ୍ୟମ…
Read More...

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ 

ଫୁଲବାଣୀ (ରାଇକିଆ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ୨୦୨୩  ଉଦଯାପିତ ହୋଇଯାଇଅଛି। ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କ ରୁ…
Read More...

 ‘ଆତ୍ମା’ ଅଧ୍ୟକ୍ଷ ଓ କମିଟି ସଦସ୍ୟ ନିର୍ବାଚନ

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ  କୃଷି  ବୈଷୟିକ  ପରିଚାଳନା ସଂସ୍ଥା - ‘ଆତ୍ମା’  କମିଟି ଅଧ୍ୟକ୍ଷ ଏବଂ ଜିଲ୍ଲା ଆତ୍ମା କମିଟି  ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମର୍ଥିତ…
Read More...

ପିପିଲିରେ ସ୍ଥାୟୀ ସବ୍‌‌ରେଜିଷ୍ଟ୍ରାର ନିଯୁକ୍ତି ଦାବି ଜୋର ଧରିଲା

ପିପିଲି : ପିପିଲି ଉପନିବନ୍ଧକ କାର୍ଯ୍ୟାଳୟ ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ଦୀର୍ଘମାସ ହେବ ଏଠାରେ ସ୍ଥାୟୀ ଉପନିବନ୍ଧକଙ୍କୁ ନିଯୁକ୍ତ କରାଯାଇନାହିଁ । ଯାହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଥିବା ବେଳେ…
Read More...

ଶ୍ରୀମନ୍ଦିର ପ୍ରାକ୍ତନ ପ୍ରଶାସକଙ୍କ ବିୟୋଗ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ।…
Read More...

ପ୍ରଥମଥର ବିଶ୍ବକପ୍‌ ଦଳରେ ୭ ଭାରତୀୟ

ନୂଆଦିଲ୍ଲୀ  : ଆଇସିସି ଦିିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପଯ୍ୟନ୍ତ ଭାରତରେ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ମଙ୍ଗଳବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା…
Read More...

ତିନି ବାପ-ମା’ ଛେଉଣ୍ଡ ଶିଶୁଙ୍କ ପାଖରେ ପହଞ୍ଚିଲା ‘ସମାଜ’ ରିଲିଫ

ଖୋର୍ଦ୍ଧା : ଅଭାବ ଅନଟନ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ରାଗ, ଅଭିମାନ ଏବଂ ପଶ୍ଚାତ୍ତାପରେ ଆଗ ପଛ ହୋଇ ଆତ୍ମହତ୍ୟା କରିଥିଲେ ଦମ୍ପତି। ଫଳରେ ଅନାଥ ହୋଇଗଲେ ଦୁଇ ନାବାଳିକା ଏବଂ ଜଣେ ନାବାଳକ।…
Read More...

ପାକିସ୍ତାନର ଏକାଧିକ ଗାଁ ଅକ୍ତିଆର କଲା ତାଲିବାନ

ଇସଲାମାବାଦ୍‌ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ…
Read More...

ବାଂଲାଦେଶକୁ ସହଜରେ ହରାଇଲା ପାକିସ୍ତାନ

ଲାହୋର : ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟ ବୁଧବାର ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ସହଜରେ ବିଜୟୀ ହୋଇଛି ଆୟୋଜକ ପାକିସ୍ତାନ। ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ୭ ୱିକେଟରେ…
Read More...

ଗୁରୁବାର ରାଶିଫଳ (୦୭.୦୯.୨୦୨୩)

ମେଷ : ଚେତନାର ଉଳ ପ୍ରଦୀପ ହେବେ। ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ବି ଥାଏ। ତ୍ୟାଗପୂତ ମନୋବୃତ୍ତିର ହେବେ। ବାଣିଜ୍ୟ କାରବାରରେ ଧନ ଅର୍ଜନ କରିବେ। ସତ୍‌ପରାୟଣ ହେବେ। ବୃଷ : ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ…
Read More...

ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୯ ପ୍ରସ୍ତାବ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ବୋର୍ଡ ସଭାନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନ କାଳରେ ୯ଟି ବିଷୟରେ ଆଲୋଚନା ନିମନ୍ତେ…
Read More...

ତରୁର ମନେପକାଇଲେ ଇତିହାସ : ‘ଇଣ୍ଡିଆ’କୁ ବିରୋଧ କରିଥିଲେ ଜିନ୍ନା ; ବିତର୍କ ତୁଟାଇଥିଲେ ଆମ୍ବେଦକର

ନୂଆଦିଲ୍ଲୀ : ଇଣ୍ଡିଆ-ଭାରତ ବିବାଦ ଥମିବା ପରିବର୍ତ୍ତେ ଇତିହାସକୁ ଘାଣ୍ଟିବା ଉଦ୍ୟମ ଆରମ୍ଭ ହୋଇଛି। ‘ବର୍ଷ ବର୍ଷ ଧରି ତିଆରି ହୋଇଥିବା ବ୍ରାଣ୍ଡ ଇଣ୍ଡିଆର ନାମ ପରିବର୍ତ୍ତନ ଦ୍ବାରା ସରକାର ବୋକାମି କରିବେ ନାହିଁ;…
Read More...

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ସମ୍ବଲପୁର  : ସମ୍ବଲପୁରର ଡା. ଝସକେତନ ସାହୁ ସନ୍ତରଣାଗାର ଠାରେ ସେନ୍ଟ ଜନ ସ୍କୁଲ ଆନୁକୂଲ୍ୟରେ ସିଆଇଏସସିଇ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡା,…
Read More...

ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ‘ମୋ ମାଟି ମୋ ଦେଶ’ ଅଭିଯାନର ଶୁଭାରମ୍ଭ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ବର୍ତ୍ତମାନ ସମଗ୍ର ଦେଶର ଚାଲିଛି ମୋ ମାଟି ମୋ ଦେଶ ଅଭିଯାନ। ଏହି କ୍ରମରେ ବୁଧବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ…
Read More...

ଅଶ୍ଳୀଳ ଫୋଟ ଉଠାଇ ମହିଳାଙ୍କୁ ବ୍ଲାକ ମେଲିଂ ଅଭିଯୁକ୍ତ ଗିରଫ

ପାଟଣା : ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ଦୈହିକ ଶୋଷଣ କରିବା, ବ୍ଲାକ ମେଲିଂ କରିବା ଅଭିଯୋଗରେ ପାଟଣା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଆଜି ଭଦ୍ରକ ଜିଲ୍ଲା ବନ୍ତ ଥାନା…
Read More...

ଏସବିଏଇଏମ ସ୍କୁଲରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା

ଆଠଗଡ : ଆଠଗଡ ସହରର ଅଶୋକନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସଡ ଇଂଲିଶ ମିଡିୟମ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ କୁନିକୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।…
Read More...

ରାଧାବଲ୍ଲଭପୁରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ :  ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ରାଧାବଲ୍ଲଭପୁର ଗ୍ରାମରେ ଗୁରୁଦିବସ ଅବସରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ…
Read More...

 ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଫୁଲବାଣୀ (ତୁମୁଡିବନ୍ଧ) : ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ…
Read More...

ଶ୍ରୀକୃଷ୍ଣ ଜନ୍ମୋତ୍ସବ ଭଜନ ସମାରୋହ

ସାକ୍ଷୀଗୋପାଳ : ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଙ୍ଘ, ସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ-୨୦୨୩ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ବିଧାୟକ…
Read More...

ଜନ୍ମାଷ୍ଟମୀରେ ଦୁର୍ଗାପୂଜା ଲାଗି ମାଟି ଅନୁକୁଳ

ଆଠଗଡ : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଠଗଡ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଦେବୀଙ୍କ ପ୍ରତିମା ଲାଗି ମାଟି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାସରସିକପୁର ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଭବ୍ୟ…
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଭିନ୍ନ ପଞ୍ଚାୟତ ଘେରାଉ 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଜମୁନାପଶି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଜମୁନାପଶି ପଞ୍ଚାୟତ…
Read More...

ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

ସିଦ୍ଧ ବିନାୟକ ଶିଶୁମନ୍ଦିର ପାଟଣା : ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ  ହୋଇଯାଇଛି । ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ସ୍ଥିତ ସିଦ୍ଧ ବିନାୟକ ଶିଶୁମନ୍ଦିରରେ ପବିତ୍ର…
Read More...

ଆସୋସିଏସନ ଅଫ୍ କମନ ୱେଲ୍ଥ  ୟୁନିଭରସିଟି ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚୁକ୍ତିପତ୍ର ସ୍ବାକ୍ଷରିତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରର ସମ୍ମିଳନୀ କକ୍ଷରେ ବୁଧବାର ଆସୋସିଏସନ ଅଫ୍ କମନ ୱେଲ୍ଥ ୟୁନିଭରସିଟିସ୍ ,ଲଣ୍ଡନ ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ପତ୍ର…
Read More...