ପୂଜାପାଠ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା

ଫୁଲବାଣୀ/ ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଥାନାରେ ଗତ ଅଗଷ୍ଟ ୫ ତାରିଖରେ ଘଟିଥିବା ରାସ୍ତା ରୋକ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଓ ଲୋକେ ଫିରିଙ୍ଗିଆ ଥାନାକୁ ଜାଳି ପୋଡି ନଷ୍ଟ କରିବା ସହ ସମସ୍ତ…
Read More...

ବେଆଇନ ବାଲି ଚାଲାଣ : ରାଜସ୍ୱ ହାନି, ରାସ୍ତା ନଷ୍ଟ

ଫୁଲବାଣୀ :  ଫୁଲବାଣୀ ବ୍ଲକ ଅଞ୍ଚଳ ଦେଇ ସାଲୁଙ୍କି ନଦୀ ପ୍ରବାହିତ ହେଉଛି । ସାଲୁଙ୍କି ନଦୀର ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ ବାଲି ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ନଦୀ…
Read More...

ଚୌଦ୍ୱାରରେ ଜନ୍ମାଷ୍ଟମୀ ପାଳିତ

ଚୌଦ୍ୱାର : ସ୍ଥାନୀୟ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ବଡ଼ ବଜାରସ୍ଥିତ ସତ୍ୟ ନାରାୟଣ ପୂଜା ମଣ୍ଡପରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ମାନସ କୁମାର ସାହୁଙ୍କ…
Read More...

ଅକ୍ଷୟ ପ୍ରଧାନ ହେଲେ ବିଜେଡି ଜିଲ୍ଲା ଯୁବ ଉପସଭାପତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା  ଯୁବ ବିଜେଡିର ଉପସଭାପତି ଭାବେ  ଅକ୍ଷୟ ପ୍ରଧାନ ମନୋନୀତ ହୋଇଛନ୍ତି। ଏନେଇ ବୁଧବାର ବିଜୁଯୁବ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଅକ୍ଷୟ ବିଜେଡିର…
Read More...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

କଣ୍ଟାବାଞ୍ଜି : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୁଧବାର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତେଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ବିଦ୍ୟାଳୟ…
Read More...

ପୁରପଲ୍ଲୀରେ ଜନ୍ମାଷ୍ଟମୀ ପାଳିତ

ତିଗିରିଆ :  ତିଗିରିଆ ଅଞ୍ଚଳର ପୁରପଲ୍ଲୀରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଗାଁ ଗହଳିର ବିଭିନ୍ନ ଦେବଦେବୀଙ୍କ ପୀଠ ଏବଂ ବିଶେଷ କରି ବିଭିନ୍ନ ଭଗବତ ଟୁଙ୍ଗି ଗୋଷ୍ଠୀ ଘରେ କୃଷ୍ଣ ପ୍ରେମୀ ଭକ୍ତ ଓ…
Read More...

ଦଶହରା ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ

ତିଗିରିଆ : ଶାରଦୀୟ ଦଶହରା ଦୂର୍ଗାପୂଜା ପାଇଁ ତିଗିରିଆ ବ୍ଳକ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣାର ବିଭିନ୍ନ ମଣ୍ଡପରେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ବୁଧବାର ମାଟି ଅନୁକୂଳ ଆରମ୍ଭ ହୋଇଛି। ପବିତ୍ର…
Read More...

ମାଛ ଚାଷ ପ୍ରୋତ୍ସାହନ ଯୋଜନା : ଆଇଟିଡିଏରେ ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ରାଜ୍ୟରେ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ୫- ଟି ଯୋଜନାରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଖୋଦ ଆଇଟିଡିଏ ସଂସ୍ଥା ବିଭିନ୍ନ ଆଦିବାସୀ ସ୍ବୟଂ ସହାୟିକା…
Read More...

ସେପ୍ଟେମ୍ବର ଶେଷ ଯାଏ ଚାଲିବ ବିଶେଷ ଟ୍ରେନ

ଭୁବନେଶ୍ବର : ଚଳିତ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି…
Read More...

ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟି ବୈଠକ ଆଜି

ଭୁବନେଶ୍ବର : ମଙ୍ଗଳବାର ସନ୍ଧ୍ୟା ୬ଟାରେ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ଖାଦ୍ୟ ଯୋଗାଣ, ଖାଉଟି…
Read More...

ଜି-୨୦ ସମ୍ମିଳନୀ : ଜିନ୍‌ପିଙ୍ଗ ବଦଳରେ ଆସିବେ ପ୍ରଧାନମନ୍ତ୍ରୀ କ୍ବିଆଙ୍ଗ

ବେଜିଂ : ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟାଦଶ ଜି-୨୦ ସମ୍ମିଳନୀରେ ଯୋଗ ନଦେବା ସମ୍ପର୍କରେ ଚୀନ୍‌ ପକ୍ଷରୁ ସୋମବାର ବିଧିବଦ୍ଧ ଭାବେ ସମ୍ମିଳନୀର ଆୟୋଜକ…
Read More...

ଜିଲାପାଳଙ୍କୁ ଗୁହାରି ; ନୀଳଗିରି ଥାନାରେ ମାମଲା

ନୀଳଗିରି : ନୀଳଗିରି ଏନଏସି କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ସ୍ୱାମୀ ତଥା ବିଜେଡି ଅନୁସୂଚିତ ଜାତି ସଭାପତି ଶରତ ଦାସ ଜଣେ କର୍ମଚାରୀଙ୍କୁ ମୁଥ ମାରିବା ଘଟଣାରେ…
Read More...

ମଙ୍ଗଳବାର ରାଶିଫଳ (୦୫.୦୯.୨୦୨୩)

ମେଷ : ଲୋକପୂଜ୍ୟ ହେବେ। କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରସେବକ ହେବେ। ନିଷ୍ଠୁର ସ୍ବଭାବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। ଧନଶାଳୀ ହେବେ। ଖାଦ୍ୟରେ ନିର୍ଲୋଭ ଓ ଅନ୍ୟାନ୍ୟ କ୍ଷେତ୍ରରେ ଲୋଭୀ ହେବେ। ବୃ​ଷ…
Read More...

ଦ୍ଵୈତ ନଗରୀରେ ଭାରୀଯାନ ପ୍ରବେଶ କଟକଣା, ସନ୍ଧ୍ୟା ୫ରୁ ସାଢ଼େ ୭ଟା ପଶିବନି ଟ୍ରକ୍‌

ଭୁବନେଶ୍ବର : ଦ୍ଵୈତ ନଗରୀରେ ଟ୍ରାଫିକ୍‌ ଯନ୍ତ୍ରଣା ସାଧାରଣ ଲୋକଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ସହର ଭିତର ରାସ୍ତା ନୁହେଁ, ଜାତୀୟ ରାଜପଥରେ ବି ଚକା ଗଡୁନି। ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ…
Read More...

ରାଜାଙ୍କୁ ରାଜକୀୟ ବେଶରେ ଅନ୍ତିମ ବିଦାୟ

ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଖ୍ୟାତନାମା  ପ୍ରହଲ୍ଲାଦ ନାଟକ ଗୁରୁ ଖଲି ବେହେରାଙ୍କ  ପରଲୋକ ପରେ ରାଜା ବେଶରେ ସଜାଇ ଶ୍ମଶାନକୁ ନେଇ ସତ୍କାର କରାଯାଛି। ପାତ୍ରପୁର ବ୍ଳକ ଖରଣୀପଡ଼ା ଗ୍ରାମର ପ୍ରହ୍ଲାଦ ନାଟକ ଗୁରୁ ଖଲି…
Read More...

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ କ୍ରିଡା ପ୍ରତିଯୋଗୀତା-୨୦୨୩  ସୋମବାର ଉଦଯାପିତ ହୋଇଯାଇଅଛି । ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରୁ ୧୭ବର୍ଷରୁ କମ…
Read More...

ଡ୍ରେନ ଉଛୁଳା ଜଳରେ ଭାସୁଛି ଗୋହିରୀଦ୍ଵାର ଛକ

ତିଗିରିଆ : ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ତିଗିରିଆ ଗୋହିରୀଦ୍ଵାର ଛକ ତଥା ମହାବୀର ବଜାରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସୋମବାର ପ୍ରବଳ ବର୍ଷା ଯୋଗଁ  ଜନସାଧାରଣ ଓ ବ୍ୟବସାୟୀ  ନାହିଁ ନଥିବା ଅସୁବିଧାର…
Read More...

ଗୁରୁଡିଝାଟିଆ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କୁ ସରକାରଙ୍କ ପ୍ରଦତ୍ତ ପୋଷାକ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳାନା କମିଟି ସଭାପତି ଶିକ୍ଷାବିତ୍ ବିମ୍ବାଧର ନାୟକଙ୍କ…
Read More...

ଧବଳେଶ୍ୱର ପୂଜକଙ୍କ କୁଟୀର ନିର୍ମାଣ ପାଇଁ ଭୂମିପୂଜନ

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରର ପୂଜକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂଜକ କୁଟୀର ନିର୍ମାଣ ନିମନ୍ତେ ସୋମବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଉପଜିଲ୍ଲାପାଳ ତଥା…
Read More...

ତିନି ଭାଇଭଉଣୀଙ୍କୁ ‘ସମାଜ’ ବଢାଇଲା ସହାୟତାର ହାତ

ଗୁରୁଡିଝାଟିଆ :  ଦୁନିଆ କ’ଣ ଜାଣିବା ପୂର୍ବରୁ ମାଆ ରୋଗରେ ପଡି ଆରପାରିକୁ ଚାଲିଗଲା । ଅସହାୟ ହୋଇପଡିଲେ ୩ ଭାଇଭଉଣୀ । ଉଜୁଡିଗଲା ଶୈଶବ। ଅପପୁଷ୍ଟିରେ ଆକ୍ରାନ୍ତ ହୋଇପଡିଛନ୍ତି ୩ ଭାଇଭଉଣୀ। ‘ସମାଜ’ରେ ତଥ୍ୟଭିତ୍ତିକ…
Read More...

ବିଧାୟକଙ୍କ ଦ୍ଵାରା ମା’ ଗୃହ ଉଦଘାଟିତ 

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ଏସବିଆଇ ଏଟିଏମ୍ ପାର୍ଶ୍ଵରେ  ଜାତୀୟ ସ୍ୱାସ୍ଥ୍ୟ ମିଶନର ଗର୍ଭବତୀ ମହିଳା ମାନଙ୍କର ଯତ୍ନ ଓ ନିରାପଦ ମାତୃତ୍ୱ ଆଭିମୁଖ୍ୟର ପରିପୂର୍ତ୍ତି ନିମନ୍ତେ ରାମନାଗୁଡା…
Read More...

ଚୋରି ମୋଟରସାଇକେଲ ସହ ଯୁବକ ଗିରଫ,୨ ମୋଟରସାଇକେଲ ଜବତ

ଗୋପାଳପୁର : ଗୋପାଳପୁର ଥାନା ପୁଲିସ ଗୋପାଳପୁର ଏବଂ ଛତ୍ରପୁର ଥାନା ଇଲାକାରୁ ଚୋରି ଯାଇଥିବା ୨ଟି ମୋଟରସାଇକେଲ ଜବତ ସମେତ କରିବା ସହ ମୋଟରସାଇକେଲ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଯୁବକ ଜଣକ ଗୋପାଳପୁର…
Read More...

ଗୋଟିଏ ରାତିରେ ଖୁଣ୍ଟକଟା ଅଞ୍ଚଳରେ ୪ଟି ସ୍ଥାନରେ ଚୋରି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତର ଖୁଣ୍ଟକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ୨ଜଣଙ୍କ ଘରର ଝରକା ଗ୍ରିଲ ଭାଙ୍ଗି ଦୁର୍ବୁତ୍ତ ମାନେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ସେହିପରି…
Read More...

ଆଠଗଡ ହେବ ଖୋ-ଖୋ ଖେଳର ପ୍ରୟୋଗଶାଳା

ଆଠଗଡ :  ଆଠଗଡ ସହର ତଥା ଗ୍ରାମାଞ୍ଚଳରେ ଖୋ ଖୋ ଖେଳକୁ ଅଧିକରୁ ଅଧିକ ପ୍ରୋତ୍ସାହିତ ଓ ତାଲିମ ପ୍ରଦାନ କରି ଆଠଗଡ ଅଞ୍ଚଳକୁ ଖୋ-ଖୋ ଖେଳର ଏକ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି ଆଠଗଡ ଖୋ-ଖୋ ଆସୋସିଏସନର ସଭାପତି…
Read More...

ଏମଏସଏସ ବିଦ୍ୟାପୀଠକୁ ପରିବେଶ ବନ୍ଧୁ ପୁରସ୍କାର

ଆଠଗଡ : ଓଡିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର ୯୩ତମ ରାଜ୍ୟ ପରିଷଦ ବୈଠକ ଅବସରରେ ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ସମେତ ରାଜ୍ୟର ୧୨ଟି ବିଦ୍ୟାଳୟକୁ ପରିବେଶ ବନ୍ଧୁ ପୁରସ୍କାର ପ୍ରଦାନ…
Read More...

ଗାଜିଆବାଦ୍‌‌ ଓକିଲ ହତ୍ୟା ଘଟଣାର ପ୍ରତିବାଦ : ଆଠଗଡ ଓକିଲ ସଂଘର ଦାବିପତ୍ର ପ୍ରଦାନ

ଆଠଗଡ :  ଆଠଗଡ ଓକିଲ ସଂଘ ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଜଣେ ଆଇନଜୀବୀଙ୍କୁ ଅଦାଲତ ପରିସରରେ ତାଙ୍କ ନିଜ କାର୍ଯ୍ୟାଳୟ ଭିତରେ ପଶି ଦୁର୍ବୁତ୍ତମାନେ ଗୁଳିକରି ହତ୍ୟା କରିବା ଘଟଣାକୁ ଆଠଗଡ ଓକିଲ ସଂଘ…
Read More...

୫ ପୁରାତନ ମନ୍ଦିରର ଉନ୍ନତି କରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଝୁମ୍ପୁରା : ଝୁମ୍ପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ରହିଥିବା ସର୍ବପୁରାତନ ମନ୍ଦିର ଗୁଡିକର ଉନ୍ନତି କରଣ ନିମନ୍ତେ ପ୍ରଶାସନ ସ୍ୱତନ୍ତ୍ର ଭାବରେ ପଦକ୍ଷେପ ନେବା ସହିତ କାର୍ଯ୍ୟଗୁଡିକ ତ୍ୱରାନିତ କରିବା ପାଇଁ ବିଭାଗ…
Read More...

ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଯାପିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ତୋଫାନପରି  ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ…
Read More...

ଆର୍ଥିକ ସାକ୍ଷରତା ପ୍ରତିଯୋଗିତା : ୨ୟ ସ୍ଥାନରେ ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ୨ଶିକ୍ଷାର୍ଥୀ 

ତିଗିରିଆ :  ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୁଲ୍ୟରେ କଲିକତା ଠାରେ ଅନୁଷ୍ଠିତ  ଜି-୨୦ ଅନ୍ତର୍ଗତ ଭାରତୀୟ ଆର୍ଥିକ ସାକ୍ଷରତା ଉପରେ ହୋଇଥିବା ଜୋନ ସ୍ତରୀୟ କୁଇଜ ପ୍ରତିଯୋଗୀତାରେ ତିଗିରିଆ ବ୍ଲକ ଅନ୍ତର୍ଗତ…
Read More...

ମାସକରେ ତିଗିରିଆ ଅଞ୍ଚଳରୁ ୭ ଡେଙ୍ଗୁ ରୋଗୀ ଚିହ୍ନଟ

ତିଗିରିଆ :  ତିଗିରିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ଗୋଟିକ ପରେ ଗୋଟିଏ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଜ୍ବରରେ ପୀଡିତ ଲୋକେ ରକ୍ତ ନମୁନା ପରୀକ୍ଷା କରି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ବିଭିନ୍ନ…
Read More...

ତାରିଣୀ ମନ୍ଦିର ଦାନବାକ୍ସରୁ ଚୋରି

ଚୌଦ୍ୱାର : ଗାନ୍ଧୀଛକସ୍ଥିତ ତାରିଣୀ ମନ୍ଦିରରେ ଥିବା ଦାନବାକ୍ସକୁ ଭାଙ୍ଗି କେହି ଦୁର୍ବୁତ୍ତ ସେଥିରୁ ଦାନଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ବିଜୁ ପଟ୍ଟନାୟକ ମାର୍କେଟ କମ୍ପଲେକ୍ସ ନିକଟରେ ଥିବା ଏହି…
Read More...

ଶିଶୁ ମନ୍ଦିର ସମ୍ମୁଖ ରାସ୍ତା ଅବସ୍ଥା ଶୋଚନୀୟ

ଚୌଦ୍ୱାର : ଗାନ୍ଧୀଛକସ୍ଥିତ ଇମ୍ଫା ରେଳବାଇ ଫାଟକ ନିକଟରେ ସର୍ଭିସ୍ ରୋଡ଼ରୁ ବାହାରି ବ୍ୟାରେଜ ରୋଡ଼କୁ ସଂଯୋଗ କରୁଥିବା ଶିଶୁ ମନ୍ଦିର ସମ୍ମୁଖ ରାସ୍ତା ଅବସ୍ଥା ଶେଚନୀୟ ହୋଇ ପଡ଼ିଛି । ରାସ୍ତାଟି ଦୀର୍ଘଦିନ ହେଲା ମରାମତି…
Read More...

ରାମନାଗୁଡାରେ ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବସଷ୍ଟାଣ୍ଡ ପଡିଆରେ ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏଥିରେ ଇପିଲି ସାଇ କୁମାର କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ  ପୂଜକ…
Read More...

ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକ

କାମାକ୍ଷାନଗର :  କାମାକ୍ଷାନଗର ସହରର ସର୍ବ ପୁରାତନ କଳ୍ପନା କ୍ଲବରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ, କଳ୍ପନା କ୍ଲବ ଓ ସମାଜ ପାଠକ ବିଚାର ମଞ୍ଚର ମିଳିତ ଆନୁକୂଲ୍ୟରେ ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ…
Read More...

ଭାରତ-ନେପାଳ ମୁକାବିଲା ଆଜି

ପାଲ୍ଲେକେଲେ : ଚଳିତ ଏସିଆ କପ୍‌ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍‌ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା।…
Read More...

ଶାନ୍ତୋ, ମିରାଜ୍‌ଙ୍କ ଶତକ ; ବାଂଲାଦେଶର ସହଜ ବିଜୟ

ଲାହୋର : ଏସିଆ କପ୍‌ରେ ତା’ର ‘କର ବା ମର’ ମ୍ୟାଚ୍‌ରେ ବାଂଲାଦେଶ ସହଜ ବିଜୟ ହାସଲକରିଛି । ରବିବାର ଆଫ୍‌ଗାନିସ୍ତାନକୁ ୮୯ ରନ୍‌ରେ ବାଂଲାଦେଶ ପରାସ୍ତ କରିଛି। ମେହ୍‌ଦି ହାସନ୍ ମିରାଜ୍ ଓ ନଜ୍‌ମୁଲ ହାସନ୍ ଶାନ୍ତୋ ଶତକ…
Read More...

ଆଜି ୫ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ : ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଆଜି (ସୋମବାର) ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ରାହୁରେଖା ଲାଗି କରାଯିବ। ଏଥିପାଇଁ ଅପରାହ୍ଣ ପ୍ରାୟ ୩ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ…
Read More...

ହ୍ରାସ ପାଇଲା ରୁଷରୁ ତୈଳ ଆମଦାନୀ

ନୂଆଦିଲ୍ଲୀ : ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା…
Read More...

ବଜ୍ରପାତରେ ୧୨ ବର୍ଷରେ ଗଲାଣି ୪୦୪୭ ଜୀବନ

କେନ୍ଦୁଝର, ଗଞ୍ଜାମ ଓ ମୟୂରଭଞ୍ଜ ବଜ୍ରପାତପ୍ରବଣ ଅଞ୍ଚଳ ଭୁବନେଶ୍ୱର : ବଜ୍ରପାତରେ ଗତ ୧୨ବର୍ଷରେ ରାଜ୍ୟରେ ୪ ହଜାର ୪୭ ଜୀବନ ଗଲାଣି। ଅର୍ଥାତ ବାର୍ଷିକ ମୃତ୍ୟୁହାର ୩୩୭ରହୁଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା…
Read More...

ସୋମବାର ରାଶିଫଳ (୦୪.୦୯.୨୦୨୩)

ମେଷ : ସୁକୁମାର ରୂପସମ୍ପନ୍ନ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ। ଜନସାଧାରଣଙ୍କର ଆଦରଣୀୟ ଓ ପ୍ରାଣାଧିକ ହେବେ। ସୁରମ୍ୟ ନେତ୍ରସମ୍ପନ୍ନ ହେବେ। ସଦାସମୃଦ୍ଧ ହେବାର ସୂଚନା ମିଳୁଛି। ବୃଷ : ଅନ୍ତରଙ୍ଗ ଓ…
Read More...

ବିଜେପି, କଂଗ୍ରେସର ମାଗଣା ଉପହାର ଲଢ଼େଇ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରଚାର ଜୋରଦାର ଚଳାଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଭୟ ଦଳ ବିଭିନ୍ନ ପ୍ରକାର ମାଗଣା ଉପହାର…
Read More...

ଚୀନକୁ ଧକ୍କା : ବିଆରଆଇ ପ୍ରକଳ୍ପରୁ ଓହରିବ ଇଟାଲୀ

ବେଜିଂ : କରୋନା ମହାମାରୀ ପରେ ଦେଶର ଅର୍ଥନୀତିକୁ ସୁଧାରିବା ନିମନ୍ତେ ଚୀନ ଚଳାଇଥିବା ଉଦ୍ୟମକୁ ବଡ ଧକ୍କା ଲାଗିିବାକୁ ଯାଉଛି। ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଜି-୭ ଶିଳ୍ପ…
Read More...

ଚନ୍ଦ୍ରଯାନ-୩ : ଛୋଟ କଲେଜ ଛାତ୍ରଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଦେଶବାସୀ ପ୍ରଶଂସାରେ ପୋତି ପକାଉଛନ୍ତି। ସେମାନଙ୍କ ଯୋଗ୍ୟତା ଓ ଦକ୍ଷତାକୁ ନେଇ ଅନେକ ଆଲୋଚନା ଜାରି ରହିଛି। ତିରୁଅନନ୍ତପୁରମ୍‌ର କଂଗ୍ରେସ…
Read More...

ସନାତନ ଧର୍ମକୁ ମୂଳୋତ୍ପାଟନ କରାଯାଉ : ଉଦୟନିଧି

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେର ଯୁବ ସଂଗଠନ ସମ୍ପାଦକ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜୁନିୟର…
Read More...

ଯୁବ ରେଡ଼କ୍ରସର ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ : ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲା ସ୍ତରୀୟ ଯୁବ ରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ସୁକିନ୍ଦା ରାଜନୀତି : ପୁଣି ଦଳ ଛାଡି ବିଜେଡିରେ ମିଶିଲେ ବିଜେପି କର୍ମୀ

ଯାଜପୁର : ପୁଣି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ରବିବାର ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର ବିଜେପି ଯୁବ ସଂଗଠକମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ ଉତ୍ତରୀୟ…
Read More...

ଭୁଲିଆ ସମାଜ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତି ପାଳିତ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଭୁଲିଆ ସମାଜ ପକ୍ଷରୁ  ରବିବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ସଭାପତି ଯୁବରାଜ…
Read More...

ମଧୁସ୍ମୃତି ସୁରକ୍ଷା ମଞ୍ଚର ନିତ୍ୟ ପୂଜ୍ୟପୂଜାର ୩୬୫ ଦିନ ପୂର୍ତ୍ତି ଉତ୍ସବ

କଟକ : ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧିପୀଠରେ ଚାଲିଥିବା ନିତ୍ୟ ପୂଜ୍ୟପୂଜାର ୩୬୫ ଦିନ ପୂର୍ତ୍ତି ଉତ୍ସବ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ମଞ୍ଚ ପକ୍ଷରୁ ସମାଧିପୀଠରେ ଏକ ସ୍ୱତନ୍ତ୍ର…
Read More...

ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ ଜଳ ପରିମଳ ସ୍ବଚ୍ଛତା ଅଭିଯାନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ପଞ୍ଚାୟତର ଗୟଳମୁଣ୍ଡା ଗ୍ରାମରେ ରବିବାର ସାମାଜିକ ସେବା ପ୍ରଦାନକାରୀ ସଂସ୍ଥା ଆଇଜିଏସଏସଏସ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ନଳକୂପ…
Read More...

ଡୁମୁରିଆ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଡୁମୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
Read More...

ଖଜିରାପାଟରେ ଦେଶ୍ କରମ୍ ପରବ ପାଳିତ

ପାଟଣା : ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତ ମୁଖ୍ୟାଳୟ ଠାରେ ସହୀଦ ରଘୁନାଥ ମହତୋ ଯୁବ ସଂଗଠନ ଆନୁକୁଲ୍ୟରେ ଦେଶ କରମ୍ ପରବ-୨୦୨୩ ପାଳିତ ହୋଇଯାଇଛି । ଗାଁ ର କୁଆଁରୀ ଝିଅ ମାନେ ଜାୱା ପ୍ରସ୍ତୁତ କରି ମହତୋ…
Read More...

ଢେଙ୍କିକୋଟରେ ସାକ୍ଷର ଭାରତ ସଚେତନତା ଶୋଭାଯାତ୍ରା

ପାଟଣା : ଘଟଗାଁ ବ୍ଲକ ଢେଙ୍କିକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସାକ୍ଷର ଭାରତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେଇଛି । ଛାତ୍ରଛାତ୍ରୀ ମାନେ ପ୍ଲା କାର୍ଡରେ ସଚେତନତା ବାର୍ତ୍ତା ଲେଖି ସ୍ଲୋଗାନ ଦେଇ ବଜାର…
Read More...

କୃଷି ବିଭାଗ ପକ୍ଷରୁ ନାନୋ ୟୁରିଆ ସାର ବଣ୍ଟନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେଇପଶି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଧାନ ଚାଷ ଦ୍ୱିଗୁଣିତ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ କୃଷି ବିଭାଗ ପକ୍ଷରୁ ନାନୋ ୟୁରିଆ ସାର ବଣ୍ଟନ କରାଯାଇଛି ।…
Read More...

ଆଇଜର କ୍ୟାମ୍ପସରେ ଶ୍ରମିକମାନେ ଅସୁରକ୍ଷିତ ଭାବେ କାମ କରୁଥିବା ଅଭିଯୋଗ

ଗୋପାଳପୁର : ଲୌଡ଼ି ଗାଁସ୍ଥିତ ଆଇଜର୍ କ୍ୟାମ୍ପସ ପରିସରରେ ଗତ ଶୁକ୍ରବାର ଦିନ କାର୍ଯ୍ୟରତ କଲୋକତାର ଶ୍ରମିକ ଶେଖ ଅଜଗରଙ୍କ ମୃତ୍ୟୁ ଘଟିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଏଠାରେ କାର୍ଯ୍ୟରତ ୨ ଜଣଙ୍କ ମୃତ୍ୟୁ ଘଟିଛି।…
Read More...

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ :  କନ୍ଧମାଳ ବିଜୁ ଜନତା ଦଳ ତରଫରୁ ରବିବାର ଫୁଲବାଣୀ ପାର୍ଟି ଅଫିସରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଉପସ୍ଥିତିରେ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା । ପ୍ରଥମେ ୨…
Read More...

ସହର ଯୋଜନା କର୍ମଶାଳା

ଜି ଉଦୟଗିରି : ସ୍ଥାନୀୟ ଘୁ. ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଟାଉନ୍ ପ୍ଲାନିଂ ସମ୍ପର୍କିତ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ…
Read More...

ସ୍ବେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତିଙ୍କ ପରଲୋକ

ଗଞ୍ଜାମ : ଗଞ୍ଜାମ ସହରର ସ୍ବେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ତଥା ଗ୍ରାସୀମ କମ୍ପାନୀର ବରିଷ୍ଠ ବୈଷୟିକ ସହଯୋଗୀ  ବସନ୍ତ କୁମାର ସାହୁଙ୍କର ପରଲୋକ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।…
Read More...

ଆମ୍ ଆଦମୀ ପାର୍ଟିର ପ୍ରଶିକ୍ଷଣ କର୍ମଶାଳା

କଣ୍ଟାବାଞ୍ଜି : ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଆମ୍ ଆଦମୀ ପାର୍ଟିର ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ନଗର ସଭାପତି ବିଷ୍ଣୁ ପୁଞ୍ଜିଙ୍କ ସଭାପତିତ୍ବରେ ଆୟୋଜି କର୍ମଶାଳାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର…
Read More...

ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଉପଲବ୍ଧି ଉଲ୍ଲେଖନୀୟ

ଆଠଗଡ :  ଆଠଗଡର ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୨ଦିନିଆ ଶିକ୍ଷା ଜ୍ୟୋତି ସମ୍ମାନ ସମାରୋହ ରବିବାର ଉଦ୍‌‌ଯାପିତ ହୋଇଯାଇଛି । ଏହି ଅବସରରେ ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ…
Read More...

ଅଘୋଷିତ ବିଦ୍ୟୁତ୍ କାଟରେ ଉପଭୋକ୍ତା ଅତିଷ୍ଠ

ଗୁରୁଡିଝାଟିଆ : ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ଉପରେ ଉପଭୋକ୍ତାଙ୍କ ଥିଲା ଅସୁମାରି ଭରସା। ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ କର୍ତ୍ତୃପକ୍ଷ ବାରମ୍ବାର ବିଦ୍ୟୁତ୍ କାଟକୁ ବନ୍ଦ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…
Read More...

ମଦ ସହ ସ୍କୁଟି ଜବତ, ୨ ଗିରଫ

ଆଠଗଡ : ଆଠଗଡ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସ୍କ୍ବାର୍ଡ ତଲାସି ଅଭିଯାନ  ଚଲାଇଥିବାବେଳେ ହେମମାଳପୁର ନିକଟରୁ ସ୍କୁଟି ସହ ୮୪ଲିଟର ମଦ ଜବତ କରାଯିବା ସଙ୍ଗେ ସଙ୍ଗେ ଏଥିରେ…
Read More...

ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ ଉଦ୍‌‌ଘାଟିତ

ଆଠଗଡ :  ଆଠଗଡର ଫୋରମ ଅଫ୍‌‌ ଏକାଡେମିକ୍ସ ପକ୍ଷରୁ ଶନିବାର ୨ଦିନିଆ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ ସ୍ଥାନୀୟ ମହିଳା କଲେଜ ସନ୍ନିକଟ ମିନିଷ୍ଟାଡିୟମଠାରେ ଉଦ୍‌‌ଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ…
Read More...

ଆସନ୍ନ ମରୁଡି ବେଳେ ବର୍ଷା ଆଣିଛି ଆଶ୍ୱସ୍ତି

ଆଠଗଡ :  ଏତେବେଳକୁ ଧାନ କଳା ବୁଲି ବୁଦା ଧରିବା କଥା। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୁଁ ବିଲ ଫାଟି ଆଁ କଲାଣି। ଆସନ୍ନ ମରୁଡିକୁ ନେଇ ବର୍ଷଯାକର ଆହାର ପାଇଁ ଚାଷୀକୂଳ ଚିନ୍ତାରେ ଥିବାବେଳେ ଶନିବାର ଲଘୁଚାପ ଜନିତ ବର୍ଷା…
Read More...

ଅସରାଏ ବର୍ଷାରେ ରାଜରାସ୍ତାରେ କୃତ୍ରିମ ବନ୍ୟା

ଚୌଦ୍ୱାର : ଗତ କିଛିଦିନ ଧରି ଅସମ୍ଭାଳ ଗୁଳୁଗୁଳି ପରେ ଶନିବାର ଅପରାହ୍ଣରେ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ୫୫ନଂ ଜାତୀୟ ରାଜପଥରେ ଥିବା ଖାଲଖମାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ବନ୍ୟା ସୃଷ୍ଠି ହୋଇଛି । ଫଳରେ ରାଜପଥ…
Read More...

ଜିଲାପାଳଙ୍କ ଓଟିଏମ୍ ଭିତ୍ତିଭୂମି ପରିଦର୍ଶନ

ଚୌଦ୍ୱାର :  ଓଟିଏମ୍ ଭିତ୍ତିଭୂମି ଉପରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ବନ୍ଦ ଓଟିଏମ ଜମିର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ କଟକ ଜିଲାପାଳ ଭବାନୀ ଶଂକର ଚୟନୀ ଶନିବାର ଦିନ ଚୌଦ୍ୱାର…
Read More...

‘ଏକ ଦେଶ, ଏକ ନିର୍ବାଚନ’ : କମିଟି ସଦସ୍ୟଙ୍କ ନାମ ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାର ଗଠନ କରିଥିବା କମିଟିର ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି । ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…
Read More...

୭୫ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର, ଓଡ଼ିଶାରୁ ୪ ଜଣ ଶିକ୍ଷକ ମନୋନୀତ

ନୂଆଦିଲ୍ଲୀ :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୫ ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୩ ପ୍ରଦାନ କରିବେ । ପ୍ରତିବର୍ଷ ସେପ୍ଟେମ୍ବର ୫…
Read More...

ଷ୍ଟାଫ ସିଲେକସନ କମିଶନ ପ୍ରଶ୍ନପତ୍ର ପ୍ରଘଟ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ଡେସ୍କ : ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି । ଶନିବାର କୋର୍ଟ ତାଙ୍କ ମଧ୍ୟବର୍ତ୍ତୀ କାଳୀନ ଆଦେଶରେ ଜଣେ…
Read More...

ବିଶ୍ୱ ନାରିକେଳ ଦିବସ ପାଳିତ

ସାକ୍ଷୀଗୋପାଳ : ଭାରତ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଖୋର୍ଦ୍ଧା, ପିତାପଲିସ୍ଥିତ ନାରିକେଳ ଉନ୍ନୟନ ପରିଷଦ ସହଯୋଗରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଶନିବାର ବିଶ୍ୱ ନାରିକେଳ…
Read More...

ଶିବଶଙ୍କର ମିଶ୍ର ଓ ଆନନ୍ଦଚନ୍ଦ୍ର ବେହେରା ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

ଡେସ୍କ : ଓଡ଼ିଶା ହାଇକୋର୍ଟ ପାଇଁ ଦୁଇ ବିଚାରପତି ନିଯୁକ୍ତ ହୋଇଛନ୍ତି । ଆଡଭୋକେଟ ଶିବ ଶଙ୍କର ମିଶ୍ର ଓ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି…
Read More...

ବଜ୍ରାଘାତରେ ୨ ମୃତ,୨ ଆହତ

ବାଣପୁର  : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେଏକ ଦୁଃଖଦ ଘଟଣା କ୍ରମରେ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।  ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ…
Read More...

କଟକ-ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଡେସ୍କ :  କଟକ ଓ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।  ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ଅତି ପ୍ରବଳ ବର୍ଷା…
Read More...

କେବେ ବଦଳିବ ୧୫୪ବର୍ଷ ପୂରାତନ ପ୍ରାଥମିକ ସ୍କୁଲର ଭିତ୍ତିଭୂମି

କଳଙ୍କି ଲଗା ଟିଣତଳେ ଚାଲିଛି ପାଠପଢା, ଶୌଚାଳୟ,ପିଇବା ପାଣି,ଖେଳପଡିଆ ନାହିଁ  ହରଭଙ୍ଗା : ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି ।…
Read More...

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ନୀରିକ୍ଷଣ କଲେ ସିଆରଏସ

ଭୁବନେଶ୍ବର : କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ, ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଗୁରୁବାର ନିର୍ମାଣାଧୀନ ଭଦ୍ରକ-ନର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ହରିଦାସପୁର ଏବଂ ବୈରୀ ଷ୍ଟେସନ୍ ମଧ୍ୟରେ ୧୬.୮୦ କିଲୋମିଟର…
Read More...

କଣ୍ଟାବାଞ୍ଜିରେ ସ୍ୱାୟତ ଶାସନ ଦିବସ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନଏସିର କର୍ମଚାରୀ ମାନଙ୍କୁ ନେଇ ଏକ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ…
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଫୁଲବାଣୀ : ଫୁଲବାଣୀ ଜ଼ିଲ୍ଲା ଲେଖକ ସାମୁଖ୍ୟ ତରଫରୁ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସଵ ରବୀନ୍ଦ୍ର ନାଥ ମିଶ୍ରଙ୍କ ସ୍ୱଭାପତିତ୍ୱରେ ପାଳିତ ହୋଇ ଯାଇଛି । ଏହି ଉଦ୍ଧେଶ୍ୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା…
Read More...

ଓଡ଼ିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ବୈଠକ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ଗାଧୁଆ କାତିପାଡୁ ଗାଁ ନିକଟରେ ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମପଞ୍ଚାୟତ ଚତୁର୍ଥ…
Read More...

ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦ : ଛୁଟିରେ ଗଲେ କୃଷି ବିଭାଗର ସମସ୍ତ ଅଧିକାରୀ

ଢେଙ୍କାନାଳ ସଦର : କ୍ୟାଡ଼ର ପୁନଃବିନ୍ୟାସର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ନିଆ ନ ଯିବାରୁ ଗୁରୁବାରଠାରୁ ଅନିର୍ଦ୍ଦଷ୍ଟ କାଳ ପାଇଁ ସମୂହ ଛୁଟିରେ…
Read More...

କଲେଜର ଅଧ୍ୟକ୍ଷଙ୍କୁ ଅବସର​ କାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା : ହରଭଙ୍ଗା ଆଞ୍ଚଳିକ ମାଧ୍ୟମିକ କଲେଜର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ଗୁରୁବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କଲେଜ ପକ୍ଷରୁ ଆଜି ଅଧ୍ୟାପକ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ୱରେ ଏକ ଅବସର…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ପୂର୍ବତନ ବାଚସ୍ପତିଙ୍କ ଶୋକ

ପାତ୍ରପୁର : ପାତ୍ରପୁର ବ୍ଳକର ଦୁଇ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ଘଟିଛି । ଆମ୍ବପୂର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅବସର ପ୍ରାପ୍ତ ଶିକ୍ଷକ ଆପନା ପ୍ରଧାନଙ୍କ ଗତ ରାତ୍ରରେ ପରଲୋକ ହୋଇଥିବା ବେଳେ  ପାତ୍ରପୁର…
Read More...

ପିପିଲିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପିପିଲି: ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌‌ଏସି) ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମେତ ପୌର କର୍ମଚାରୀ ଓ ଅଞ୍ଚଳର ବରିଷ୍ଠ…
Read More...

ବିମାନ ସେବା ଦୁଇ ପୁରାତନ ସହର ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆଣିବ : ସିନ୍ଧିଆ

ନୂଆଦିଲ୍ଲୀ/ ଭବାନିପାଟଣା:  କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦରକୁ ଗୁରୁବାରଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ୯ ସିଟ୍‌‌ ବିଶିଷ୍ଟ ଇଣ୍ଡିଆ ୱାନ୍‌‌ ବିମାନ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ଉତ୍କେଲା…
Read More...

୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଡେସ୍କ : ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ବସିବ । ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ଏହି ବିଶେଷ ଅଧିବେଶନ ଚାଲିବ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଳାଦ…
Read More...

ଏସବିଏଇଏମ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ

ଆଠଗଡ : ଆଠଗଡ ଅଶୋକନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସଡ ଇଂରାଜୀ ମାଧ୍ୟମ ସ୍କୁଲରେ ବୁଧବାର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ…
Read More...

ନୂଆଦିଲ୍ଲୀରେ ଜି-୨୦ ସମନ୍ୱୟ କମିଟି ବୈଠକ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ବୁଧବାର ନୂଆଦିଲ୍ଲୀଠାରେ ଜି-୨୦ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜି-୨୦ ନୂଆଦିଲ୍ଲୀରେ ବିଶ୍ବନେତୃବୃନ୍ଦଙ୍କ ସମ୍ମିଳନୀ…
Read More...

ପଙ୍ଖାରେ ଝୁଲି ଯୁବକର ଆତ୍ମହତ୍ୟା

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୫ନମ୍ବର ୱାର୍ଡ଼ ଅନ୍ତର୍ଗତ ବ୍ରାହ୍ମଣ ସାହିରେ ଜଣେ ଯୁବକ ବେକରେ ରଶିି ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ରାଜେଶ କୁମାର ସାହୁ(୩୮) । ପ୍ରକାଶ…
Read More...

ଚୌଦ୍ୱାରରେ ରକ୍ଷାବନ୍ଧନ ଓ ଗୋପୂଜନ ଉତ୍ସବ

ଚୌଦ୍ୱାର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଚୌଦ୍ୱାର କାରାଗାରରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲରେ ରହୁଥିବା କଏଦୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସେମାନଙ୍କ ଭଉଣୀ ମାନେ। ଦୂରଦୂରାନ୍ତରୁ ଆସିଥିବା…
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ରେଙ୍ଗାଲି : ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିର ଅନୁଦାନ ସଠିକ୍ ଭାବରେ ଯୋଗାଇ ଦେବାକୁ ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍ (୨) ସଭ୍ୟ  ଦେନାରାୟଣ ତିୱାରୀ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ପେନସନ ଯୋଜନା ସହାୟତା ରାଶି ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ରେଙ୍ଗାଲି : ସରକାର ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଗରିବ ବୃଦ୍ଧ, ବୃଦ୍ଧା, ବିଧବା, ଶାରିରୀକ ଓ ମାନସିକ ଭିନ୍ନକ୍ଷମ ଆଦି ବର୍ଗର ବ୍ୟକ୍ତି ମାନଙ୍କୁ ୫ ଶହ ରୁ ୭ଶହ ଟଙ୍କା ମାସିକ…
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ହରଭଙ୍ଗା : ‘ସମାଜ’ର ବୌଦ୍ଧ ଜିଲ୍ଲା ପ୍ରତିିନିଧି ଶଶାଙ୍କ ଶେଖର ମିଶ୍ରଙ୍କ ମାଆ ସୁଲକ୍ଷଣା ମିଶ୍ର(୮୮)ଙ୍କ ବୁଧୁବାର ପରଲୋକ ଘଟିଛି । ବୌଦ୍ଧ ରଥସାହିର ବାସିନ୍ଦା ତ୍ରୀପୁରାରୀ ମିଶ୍ରଙ୍କ ଧର୍ମପତ୍ନୀ ସୁଲକ୍ଷଣା ଗତ…
Read More...

ଗଙ୍ଗାଧରଙ୍କ ସୃଷ୍ଟି ଥିଲା ଗଙ୍ଗାଧାର ପରି ପଵିତ୍ର

କେନ୍ଦୁଝର ଗଡ଼ : ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କର ସଭାପତିତ୍ବରେ…
Read More...

ଆସନ୍ତାକାଲିଠାରୁ ଉତ୍କେଲା ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ସେବା

ଭବାନିପାଟଣା : କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରରୁ ଗୁରୁବାର(ଆସନ୍ତାକାଲି)ଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥା ଅନ୍ୟ…
Read More...

ପୁଣି କାବେରୀ ଜଳ ବିବାଦ : ତାମିଲନାଡୁକୁ ଅଧିକ ଜଳ ଛଡ଼ା ଯିବନି-ଡି.କେ. ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ପଡ଼ୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ନଦୀରୁ ଯେତିକି ଜଳ ଛଡ଼ାଯାଉଛି, ରାଜ୍ୟ ତାହାର ପରିମାଣ ହ୍ରାସ କରିବ।  ସେ କହିଛନ୍ତି ରାଜ୍ୟରେ ଜଳ…
Read More...

ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀ ମଧ୍ୟରେ ବିଶ୍ୱାସ ଓ ପ୍ରେମର…
Read More...

ରାକ୍ଷୀପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :  ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ…
Read More...

ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୋଧରେ ବିଜେପିର ଗଣଧାରଣା

ଧାମରା : ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଆଗରେ ବିଜେପି ପକ୍ଷରୁ ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ଗଣଧାରଣାରେ ଭଦ୍ରକ ଜିଲ୍ଲା ବିଜେପିର ଉପ ସଭାପତି…
Read More...

ଫଟୋଗ୍ରାଫି ପ୍ରଶିକ୍ଷଣ ଶିବିର

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଫୋଟ ଆସୋସିଏସନ ତରଫରୁ ପାନାସୋନିକ ଓ ଲୁମିକ୍ସର ଏକ ପ୍ରଶିକ୍ଷଣ ଶିବିର ପାତ୍ରପୁର ସ୍ଥିତ ମହେନ୍ଦ୍ରତନୟା ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି। ନୀଳାଞ୍ଚଳ…
Read More...

ଆରମ୍ଭ ହେଲା ଏସିଆ କପ୍‌‌ କ୍ରିକେଟ୍‌‌ : ପାକିସ୍ତାନ-ନେପାଳ ଉଦ୍‌ଘାଟନୀ ମ୍ୟାଚ

ମୁଲ୍‌ତାନ :  ଏସିଆ କପ୍ କ୍ରିକେଟ୍‌‌ ଆରମ୍ଭ ହୋଇଛି। ବୁଧବାର ଉଦ୍‌ଘାଟନୀ ମ୍ୟାଚ୍‌  ପାକିସ୍ତାନ ଓ ନେପାଳ ମଧ୍ୟରେ ଚାଲିଛି। ଟସ୍‌‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି। ୧୫ ଓଭର ସୁଦ୍ଧା ପାକିସ୍ତାନ ୨ ୱିକେଟ…
Read More...

ମେଧାବୃତ୍ତି ଯୋଜନାରେ ୨୧୬ କୋଟି ଖର୍ଚ୍ଚ ହେବ

ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ବାସ ଭର, ୨୦୧୬-୧୭ରୁ ସରକାରୀ ମହାବିଦ୍ୟାଳୟରେ ୪ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତ ସଚିବାଳୟରେ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦର ରହିଛି ବିଶେଷ ଗୁରୁତ୍ବ ଭୁବନେଶ୍ବର :…
Read More...

୩ରେ ଭାରତୀୟ ବିଶ୍ବକପ୍‌ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯିବ। ୨ରେ ପାକିସ୍ତାନ ବିପକ୍ଷରେ ଭାରତ ଏସିଆ କପ୍‌ ମ୍ୟାଚ୍‌ ଖେଳିବ। ଏହାର ଦିନକ ପରେ ୧୫ ଜଣିଆ ଭାରତୀୟ ବିଶ୍ବକପ୍‌…
Read More...