www.samajalive.in
Monday, December 8, 2025
13.1 C
Bhubaneswar

ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ

ଭୁବନେଶ୍ୱର: ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ କରାଯାଇଛି। ବିଜେଡି-ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଥିଲା। ଫଳରେ ବିଜେଡି-ବିଜେପି ବିବାଦକୁ ଦୃଷ୍ଟିରେ ରଖି କଟକଣା ଜାରି ହୋଇଛି। ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ କରାଯାଇଛି। ନୂଆ ବର୍ଷ ତୋରଣକୁ ନେଇ ବିବାଦ ଦେଖାଦେଇଥିଲା। ଆଇନ ଶୃଙ୍ଖଳା ଉପୁଜିବା ଆଶଙ୍କାରେ କଟକଣା ଜାରି କରାଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories