www.samajalive.in
Thursday, December 11, 2025
26.1 C
Bhubaneswar

ଜର୍ମାନ ସଂସଦ ଭଙ୍ଗ, ଫେବୃଆରୀ ୨୩ରେ ଆଗୁଆ ନିର୍ବାଚନ

ଡ଼େସ୍କ: ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ତ୍ରିମୁଖୀ ମେଣ୍ଟ ଭାଙ୍ଗିବା ପରେ ଶୁକ୍ରବାର ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟେନମେଇର ଦେଶର ସଂସଦର ନିମ୍ନ ସଦନକୁ ଭଙ୍ଗ କରିଛନ୍ତି। ଫଳରେ ୨୦୨୫ ଫେବ୍ରୁଆରି ୨୩ ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ବାଟ ଖୋଲିଛି। ବର୍ଲିନରେ ଏକ ଭାଷଣରେ ଷ୍ଟେନମେଇର କହିଛନ୍ତି ଯେ ବର୍ତ୍ତମାନ ଭଳି କଠିନ ସମୟରେ ସ୍ଥିରତା ପାଇଁ ସଂସଦରେ କାର୍ଯ୍ୟ କରିବାରେ ସକ୍ଷମ ଏବଂ ବିଶ୍ୱସନୀୟ ସଂଖ୍ୟାଗରିଷ୍ଠତା ଥିବା ସରକାର ଆବଶ୍ୟକ। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ସରକାରର ନେତୃତ୍ୱ ନେଉଥିବା ସୋସିଆଲ ଡେମୋକ୍ରାଟ୍ ନେତା ଓଲାଫ୍ ସ୍କୋଲଜ ଚଳିତ ମାସ ପ୍ରାରମ୍ଭରେ ସଂସଦରେ ଆସ୍ଥା ଭୋଟରେ ପରାଜିତ ହୋଇଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories