MEllora 950×100

ଟ୍ରେନ୍‌‌ ଦୁର୍ଘଟଣାରେ ମୃତାହତ ପରିବାରର ପିଲାଙ୍କ ଶିକ୍ଷା ଦାୟିତ୍ୱ ବହନ ପାଇଁ ଛାତ୍ରସଂଘର ଦାବି

ଡେସ୍କ: ବାହାନଗାଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ଶିକ୍ଷା ବିଭାଗ ବହନ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ…
Read More...

ବ୍ଲକସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ବ୍ଲକସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଡାକ୍ତର ଶ୍ରୀମନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି…
Read More...

ସାର ଏମ ବିଶ୍ୱେସ୍ଵରାୟ ଟର୍ମିନାଲ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ, ଉଦ୍ଧାର…

ଡେସ୍କ: ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବାହାନଗା ଷ୍ଟେସନରେ ୧୨୮୬୪ ସାର ଏମ ବିଶ୍ୱେସ୍ଵରାୟ ଟର୍ମିନାଲ-ହାୱଡା…
Read More...

ବହଡାପଦା ଗାଁରେ ବ୍ୟାପୁଛି ହାଡଫୁଟି, ୨ ଶିଶୁ ଗୁରୁତର

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ବାହାଡାପଦା ଶବର ସାହି ଗାଁରେ ହାଡଫୁଟି ବ୍ୟାପୁଛି। ୧୫ରୁ ଉର୍ଦ୍ଧ୍ୱ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ଜଣାପଡିଛି।‌…
Read More...

ଶିଖ୍‌‌ ବିରୋଧୀ ଦଙ୍ଗା ମାମଲା, ପୁଣି ଜେରାର ସମ୍ମୁଖୀନ ହେବେ ଟାଇଟଲର

ଡେସ୍କ: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ୧୯୮୪ ଶିଖ୍‌‌ ବିରୋଧୀ ଦଙ୍ଗା ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତରେ ଜେରା କରିବା ନେଇ ଦିଲ୍ଲୀର ଏକ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀ ଟାଇଟଲର ୧୯୮୪ ଶିଖ୍‌‌ ବିରୋଧୀ…
Read More...

ବୀରତ୍ୱର ପ୍ରତୀକ ଛତ୍ରପତି ଶିବାଜୀ ସ୍ୱରାଜର ପଥ ଦେଖାଇଥିଲେ – ପ୍ରଧାନମନ୍ତ୍ରୀ

ଡେସ୍କ: ଛତ୍ରପତି ଶିବାଜୀ ସାହସ ଓ ବୀରତ୍ୱର ପ୍ରତୀକ ଥିଲେ। ସେ ଆମକୁ ସ୍ୱରାଜର ପଥ ଦେଖାଇ ଯାଇଛନ୍ତି। ଶିବାଜୀଙ୍କର ରାଜ୍ୟାଭିଷେକର ୩୫୦ତମ ବାର୍ଷିକୀ ପାଳନ ଉପଲକ୍ଷେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ ଆମ କୃଷକ – ପ୍ରଧାନମନ୍ତ୍ରୀ

ଡେସ୍କ: ଦେଶର ବିକାଶରେ କୃଷକମାନଙ୍କର ଯଥେଷ୍ଟ ଅବଦାନ ରହିଛି ଓ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚଳିତ ରବିଋତୁରେ ୨୬୦ ଲକ୍ଷ ମେଟ୍ରିକ୍‌‌…
Read More...

ବିମଳେନ୍ଦୁ ରାୟ ସୋନପୁରର ନୂଆ ଜିଲ୍ଲାପାଳ ନିଯୁକ୍ତ

ଡେସ୍କ: ରାଜ୍ୟ ସରକାର ଆଜି ଓଡିଶା ପ୍ରଶାସନିକ ସେବା ଅଧିକାରୀ ବିମଳେନ୍ଦୁ ରାୟଙ୍କୁ ସୋନପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ସୋନପୁରର ପୂର୍ବତ୍ତନ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସ୍ଥାନରେ ଯୋଗ…
Read More...

ଜିଏସ୍‌‌ଟି ରାଜସ୍ୱ ସଂଗ୍ରହରେ ଓଡ଼ିଶାର ୧୧.୧୭% ଅଭିବୃଦ୍ଧି

ଡେସ୍କ: ସାମଗ୍ରୀ ଓ ସେବାକର - ଜିଏସ୍‌‌ଟି ରାଜସ୍ୱ ସଂଗ୍ରହରେ ଓଡ଼ିଶା ପୁଣି ଥରେ ରେକର୍ଡ କରିଛି। ଚଳିତବର୍ଷ ମେ’ ମାସରେ ଜିଏସ୍‌‌ଟି ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ୧୧.୧୭% ଅଭିବୃଦ୍ଧି ଘଟିଛି। ଏହି ରାଜସ୍ବ ସଂଗ୍ରହ…
Read More...

ଧୋନିଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ମୁମ୍ବଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାମ ଆଣ୍ଠୁ ଗୁରୁବାର ଅସ୍ତ୍ରୋପଚାର କରାଯାଇଛି। ଗତ ଆଇପିଏଲ୍‌ରେ ଧୋନିଙ୍କୁ ତାଙ୍କ ବାମ ଆଣ୍ଠୁ ବହୁତ କଷ୍ଟ ଦେଇଥିଲା। ୱିକେଟ ମଝିରେ…
Read More...

ମଲ୍ଲଯୋଦ୍ଧାଙ୍କ ସମର୍ଥନରେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ଶୋଭାଯାତ୍ରା

ଚଣ୍ଡିଗଡ଼/କଲକାତା: ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ମଲ୍ଲଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ବ୍ରିଜ୍‌ଭୂଷଣଙ୍କ ଗିରଫ ପାଇଁ ୨ୟ ଥର ଦେଶର ନାମୀ…
Read More...

ପାକିସ୍ତାନକୁ ହରାଇ ଭାରତ ୪ର୍ଥ ଥର ବିଜେତା

ସାଲାଲା (ଓମାନ୍‌): ଏଠାରେ ଚାଲିଥିବା କନିଷ୍ଠ ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ଭାରତ ଚମ୍ପିଆନ୍‌ ହୋଇଛି। ଗୁରୁବାର ସଂଘର୍ଷପୂର୍ଣ୍ଣ ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୨-୧ ଗୋଲ୍‌ରେ…
Read More...

ଜଳୁଛି ପଶ୍ଚିମ ଓଡ଼ିଶା, ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର: ରାଜ୍ୟର ଆଭ୍ୟନ୍ତରୀଣ ଜିଲାଗୁଡିକରେ ଗୁରୁବାର କଳାବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଭୁବନେଶ୍ବର…
Read More...

ଆଜି ଓଜେଇଇ ଫଳ

ଭୁବନେଶ୍ବର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମ​ରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ। ଦକ୍ଷତା ବିକାଶ…
Read More...

ପ୍ରକୃତି କୋଳରେ ଆର୍ଥିକ ବିକାଶର ଧାରା

ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତି ପ୍ରକୃତିକୁ ମାତୃଶକ୍ତି କହି ପୂଜା କରିଆସୁଛି । ଏହି ମାତୃରୂପୀ ପ୍ରକୃତି ମାନବସମାଜର ଜୀବନ ଓ ଜୀବିକାକୁ ବଞ୍ଚାଇ ରଖିବା ସଙ୍ଗେସଙ୍ଗେ ଭାରତରେ ଏକ ଉନ୍ନତ ମାନବିକ ଚିନ୍ତାଧାରାର…
Read More...

ଭିନ୍ନ ଏକ ଭାବନା

ବୃହଦାରଣ୍ୟକ ଉପନିଷଦରେ ତିନୋଟି ଚରିତ୍ର ଆମର ଦୃଷ୍ଟିପଥକୁ ଆସନ୍ତି - ଯାଜ୍ଞବଳ୍‌କ୍ୟ ଏବଂ ତାଙ୍କର ଦୁଇ ସହଧର୍ମିଣୀ ମୈତ୍ରେୟୀ ଓ କାତ୍ୟାୟନୀ। ସନ୍ନ୍ୟାସ ନେବାର ଅଭୀପ୍ସା ନେଇ ମୁନି ଯାଜ୍ଞବଳ୍‌କ୍ୟ ଜ୍ୟେଷ୍ଠା ପତ୍ନୀ…
Read More...

ବଣମଲ୍ଲୀ ବଣରେ ନ ଝଡ଼ୁ

ସରକାରଙ୍କ ପ୍ରଥା, ବ୍ୟବସ୍ଥା ଏପରି ହେଉ ଯେପରି, ମେଧାବୀ ଜଣେ ନିଜକୁ ନିରାଶ୍ରୟ ମନେ ନ କରୁ। ମୂଲ ନ ଲାଗୁ। ପ୍ରତି ଲକ୍ଷ୍ୟ ହାସଲ ପାଇଁ ମାଧ୍ୟମ ଭିନ୍ନ ହେବାକୁ ବାଧ୍ୟ। ଲକ୍ଷ୍ୟ ଅନୁଗତ ମାଧ୍ୟମ ନ ହେଲେ, ବାଟବଣା…
Read More...

ଶୁକ୍ରବାର ରାଶିଫଳ ୦୨.୦୬.୨୦୨୩

ମେଷ: ବନ୍ଧୁମିଳନ ଉତ୍ସାହଜନକ ହେବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଆପଣଙ୍କ ହିତ ସାଧନ କରିବ। ବୃଷ: ଭାଇମାନଙ୍କ ଉପରେ…
Read More...

ବେତନ ବୃଦ୍ଧି ଦାବୀରେ ବିଭିନ୍ନ ସ୍ଥାନରେ ଅମଲା ସଙ୍ଘର ଗଣଧାରଣା

ଫୁଲବାଣୀ/ଫିରିଙ୍ଗିଆ/ମୁଖୀଗୁଡା/ଆଠଗଡ଼/ବୌଦ୍ଧ: ଯୋଗ୍ୟତା ଆଧାରରେ ଦରମା ଦାବୀ କରୁଛି ଅମଲା ସଙ୍ଘ। ରାଜ୍ୟ ସରକାର ଅମଲା ମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ଆଣି ଏହାକୁ ଯୁକ୍ତ ତିନି କରିଥିଲେ…
Read More...

ଦେଶୀ ମଦ ସହ କାର ଜବତ, ଜଣେ ଗିରଫ

ଗୁରୁଡ଼ିଝାଟିଆ: ଆଠଗଡ଼ ଅବକାରୀ ବିଭାଗ ଆଜି ଖୁଣ୍ଟୁଣୀ ନିକଟରେ ଏକ ମଦଭୋଝେଇ କାରକୁ ଜବତ କରିବା ସହ ୧ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବେଣ୍ଟପଦା ଗାଁର ସାଗର ନାଏକ। ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ,…
Read More...

ଦୟନୀୟ ଅବସ୍ଥାରେ ୨ କୋମଳମତି ଶିଶୁ

ଗୁରୁଡ଼ିଝାଟିଆ: ଦୁନିଆ ଦେଖିନଥିବା ଓ ଜାଣିନଥିବା ୨ କୋମଳ ଶିଶୁଙ୍କ ଉପରେ ଦୁଃଖର ପାହାଡ ମାଡିବସିଛି। ମାଆ ବାପା ଆରପାରିକୁ ଚାଲିଯିବା ପରେ ଦିମୁଠା ଦିଓଳି ଖାଇବାକୁ ନପାଇ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଛନ୍ତି ୨…
Read More...

ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ବ।ର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ବୌଦ୍ଧ: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଭତା ପହଞ୍ଚାଇବା ଘୋଷଣା କରାଯିବାପରେ ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୌଦ୍ଧ ଏନଏସି ୧ ନମ୍ବର ୱାର୍ଡ…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ

ମନମୁଣ୍ଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ କୁ ଚାଲ ଅଭିଯାନରେ ମନମୁଣ୍ଡାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ବୈଠକ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସତ୍ୟରଞ୍ଜନ…
Read More...

୭ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୭ ଜଣ ରୋଗୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତାରେ ଗୁରୁବାର ଦିନ ଉତ୍ତ ମ ଚିକିତ୍ସା ପାଇଁ କଟକ ପଠାଯାଇଛି। ସେଥିମଧ୍ୟରୁ ୬ ଜଣ ରୋଗୀଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିବା ବେଳେ…
Read More...

୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲା ପ୍ରଶାସନ

ବୌଦ୍ଧ: ବୌଦ୍ଧ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଥିବାବେଳେ ଜିଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଭଲ ମାର୍କ ରଖିଥିବା ୫୨ ଜଣ ମେଧାବୀ ଛାତଛାତ୍ରୀଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ପୂର୍ବରୁ…
Read More...

ଖଣ୍ଡି କନପା ପର୍ୟ୍ୟଟନସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗୁରୁବାର ୧ଘଣ୍ଟା ୩୦ ସମୟରେ ପ୍ରବଳ ଖରାରେ ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ଖଣ୍ଡିକନପା ପର୍ୟ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି। ଉକ୍ତ ସ୍ଥାନରେ ଥିବା ପର୍ୟ୍ୟଟନ ସ୍ଥଳୀର…
Read More...

ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଦେଖିଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଜିଲାପାଳ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି। ଗୁରୁବାର ସକାଳୁ ଜିଲାପାଳ ସତ୍ୟରଂଜନ ସାହୁ ଅନ୍ୟ ଅଧିକାରୀମାନଙ୍କ ସହିତ ଏନଏସି…
Read More...

ବିନା ପଞ୍ଜୁରୀରେ ବୋଲ ମାନୁଛନ୍ତି ଶୁଆ

ରେଙ୍ଗାଲି: ସାଧାରଣତଃ ଶୁଆ ପୋଷୁଥିବା ଲୋକେ ପଞ୍ଜୁରୀ ଭିତରେ ଶୁଆ ରଖି ପାଳନ ପୋଷଣ କରୁଥିବାର ଦେଖିବାକୁ ମିଳେ। ପଞ୍ଜୁରୀ ଭିତରେ ରହିଲେ ଶୁଆ ଭଲ ବୋଲ ମାନିଥାଏ ବୋଲି ଧାରଣା ରହିଛି। କିନ୍ତୁ ଏହି ଧାରଣାକୁ ଭୂଲ୍…
Read More...

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସୂକ୍ଷ୍ମ କୋମଳ ଖେଳନା ୟୁନିଟ ଉଦଘାଟିତ

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ଦ୍ଵାରା ଆଜି ଏକ ସଫ୍ଟ୍ ଟୟ ୟୁନିଟ ଉଦଘାଟିତ ହୋଇଯାଇଛି। ଏଥିପାଇଁ ପ୍ରକଳ୍ପ ସ୍ଵାବଲମ୍ ଅଧିନସ୍ଥ ଗତ ବର୍ଷ ନିଜର ପାରିପାର୍ଶ୍ବିକ ଅଞ୍ଚଳରୁ ୫ ଜଣ ଯୁବତୀଙ୍କୁ ସମ୍ବଲପର…
Read More...

ଶିକ୍ଷକ ଦମ୍ପତିଙ୍କ ଘରେ କଳା କନା ବୁଲାଇଲେ ଚୋର, ଥାନାରେ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବ୍ଲକ କଲୋନୀ ସାହିରେ ତପନ ପଣ୍ଡାଙ୍କ ଘରେ ଭଡ଼ାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କ ଘର ଝରକା ଭାଙ୍ଗି ଚୋରି ହୋଇଥିବା ନେଇ ଖଜୁରୀପଡ଼ା ଥାନାରେ ପ୍ରଫୁଲ୍ଲ ସାହୁ…
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ

ଫୁଲବାଣୀ: ଗୁରୁବାର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଗ୍ରାମପଞ୍ଚାୟତର ଲହବାଡି ପ୍ରାଥମିକ ସ୍କୁଲ ସମ୍ମୁଖ ୧୫୭ ଜାତୀୟ ରାଜପଥ ଉପରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ…
Read More...

ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀ ବ୍ଲକର କେରେଡି ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ସରପଞ୍ଚ ବିନିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରକଳ୍ପର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମୀକ୍ଷା ବୈଠକରେ…
Read More...

କଳିଙ୍ଗା ଘାଟିରେ ଦୁର୍ଘଟଣା, ଉଦ୍ଧାର କାର୍ଯ୍ୟ ଆରମ୍ଭ

ଜି ଉଦୟଗିରି: ଗୁରୁବାର ରାତି ୧୦ଟାରେ କଳିଙ୍ଗା ଘାଟିରେ ଏକ ଆମ୍ବ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେହି ଟ୍ରକ ଭିତରେ ୩ ଜଣ ଚାପି ହୋଇ ରହିଥିବା ବେଳେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ, ୨ ଗୁରୁତର

ଗୋପାଳପୁର: ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ରୋଡ ସ୍ଥିତ ଆୟକର ବିଭାଗ ନିକଟରେ ଆଜି ଅପରାହ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ମାରପିଟ ହୋଇଥିବ‌ ବେଳେ ଆକ୍ରମଣରେ ଦୁଇ ଜଣ…
Read More...

ଧାନ ଅମଳ ବେଳେ ଜଳିଗଲା ଧାନ କଟା ମେସିନ

କଲମପୁର: କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁରର ଏକ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳି ଯାଇଛି। ଗୁରୁବାର ଅପରାହ୍ନରେ ମୀନଗୁର ଗ୍ରାମର ଜନୈକ ଚାଷୀ ଅରୁଣ କୁମାର ପଣ୍ଡାଙ୍କ ଚାଷ ଜମିରେ ଏକ ଧାନ କଟା ମେସିନ…
Read More...

ଯୁବକ ସଂଘର ଷଷ୍ଠ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପଲିଶ୍ରୀ ଯୁବକ ସଙ୍ଘର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସଙ୍ଘର ସଭାପତି ଅନାମ ନାୟକ ଓ ସମ୍ପାଦକ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ତତ୍ୱାବଧାନରେ…
Read More...

ଉପଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ୫-ଟି କାର୍ଯ୍ୟର ସମୀକ୍ଷା

କଣ୍ଟାବାଞ୍ଜି: ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆଜି କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ, ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତରଖାନା ପରିସରରେ ରହୁଥିବା…
Read More...

ଭିଜିଲାନ୍ସ ହାତରେ ଧରା ପଡିଲେ ଘଟଗାଁ ରାଜସ୍ୱ ସହାୟକ

ପାଟଣା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଘଟଗାଁ ତହସିଲର କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡା। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ପ୍ୟାଣ୍ଟ ପକେଟରୁ…
Read More...

ଗାଁ ନିକଟ ହୁଡାରେ ଦନ୍ତାହାତୀ, ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ

ପାଟଣା: ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଉଦୟପୁର ବିଟ ଅଧିନସ୍ଥ ସିଲିପଦା ଗ୍ରାମର ଜଟିଆ ହୁଡ଼ିରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ଥିବା ସୂଚନା ମିଳିଛି। ତେବେ ଏହି ହାତୀଟି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ…
Read More...

୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ ନିମନ୍ତେ କୁଡୁମି ଜାତିର ପ୍ରସ୍ତୁତି

ପାଟଣା: ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ କୁଡୁମି ଜାତି ତରଫରୁ ଏକ ୪ଦଫା ଦାବିପତ୍ର ଦେବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ଗୁରୁବାର କୁଡୁମି ଜାତି ତରଫରୁ…
Read More...

ବାଇକ ଚୋରି ଗ୍ୟାଙ୍ଗର ପର୍ଦାଫାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କିଛିଦିନ ହେଲା ବାଇକ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା। ଏହାର ତଦନ୍ତ କରି ଶେଷରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରୁ ଆଠଟି ବାଇକକୁ ଜବତ କରିବା ସହ ଏହି ଚୋରି ମାମଲାରେ ସମ୍ପୃକି ଥିବା…
Read More...

ଆଦିବାସୀ ଗାଆଁକୁ ନାହିଁ ରାସ୍ତା, ପଡ଼ିକାର୍ଡ଼ରେ ଜିନିଷ ପାଇଁ ୮୦କିମି ପାର

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁଇଟି ଆଦିବାସୀ ଗ୍ରାମର ଲୋକମାନେ ଟଙ୍କିକିଆ ଚାଉଳ ପାଇଁ ୮୦ କିଲୋମଟର ଦୂର ପାର କରି ଗାଡ଼ିରେ ଚାଉଳ ଆଣିଥିବା ଜଣାଯାଇଛି। ଏହି ଦୁଇଗୋଟି ଗ୍ରାମ ହେଲା ବୁରାତାଲ ପଂଚାୟତ…
Read More...

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଦାନଗଦି: ଟମକା ଥାନା ରଥପଦା ଜଙ୍ଗଲ ନିକଟରୁ ଗୁରୁବାର ସକାଳେ ଏକ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟତ୍ର ହତ୍ୟା କରାଯାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଏଠାରେ ଦାହ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ…
Read More...

ସାମୁହିକ ଛୁଟିରେ ଗଲେ ସମସ୍ତ ଅମଲା, ସରକାରୀ ବିଭାଗ କର୍ମଚାରୀ ଶୂନ୍ୟ

ଭବାନୀପାଟଣା: ଗୋଟିଏ ଦଫା ଦାବି ନେଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଆହ୍ୱାନ କ୍ରମେ ଜୁନ ୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ତହସିଲ…
Read More...

ଦୁଇ ଯାଆଁଳା ଭଉଣୀଙ୍କ କଥା…ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’, ଲୋକାର୍ପିତ ହେଲା ଅଡିଓ

ଡେସ୍କ: ଦୁଇ ଭଉଣୀ ପୁଣି ଯାଆଁଳା, ଆଭା ଓ ଆରତୀ। ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଣେ ଗୃହିଣୀ, ଅନ୍ୟ ଜଣେ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ। ଏମିତି କିଛି କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର…
Read More...

ମେଘା ସେକ୍ଟରରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁରଠାରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର…
Read More...

+୨ ବିଜ୍ଞାନରେ ରିତେଶ ଓ ବାଣିଜ୍ୟରେ ଚନ୍ଦନ ଆଠଗଡ଼ କଲେଜ ଟପ୍ପର

ଆଠଗଡ଼: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ମୋଟ ୧୭୪…
Read More...

ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ମେଧାବୀଙ୍କୁ ସମ୍ବର୍ଦ୍ଧନା

ତିଗିରିଆ: ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ + ୨ ବିଜ୍ଞାନରେ ୫୪୫ ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ନୂଆପାଟଣା ଚୈତନ୍ୟ ସାହୁ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ନିଗମ ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିକାଶ ମଞ୍ଚର…
Read More...

+୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ଜଣ, ନିଗମ ପ୍ରସାଦ ସାହୁ ବ୍ଲକ ଟପ୍ପର

ତିଗିରିଆ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି କ୍ରମରେ ତିଗିରିଆ ବ୍ଲକରେ ଥିବା ୨ଟି କଲେଜର ପରୀକ୍ଷା ଫଳ ପ୍ରକାଶ ପାଇଛି। ନିଜିଗଡ଼ ସ୍ଥିତ ପ୍ରସନ୍ନ…
Read More...

ତିଗିରିଆ ପ୍ରସନ୍ନମଣିଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ

ତିଗିରିଆ: ତିଗିରିଆ ଗଡ଼ଜାତର ଆରାଧ୍ୟ ଦେବତା ପ୍ରଭୁ ପ୍ରସନ୍ନମଣିଙ୍କର ଚଳିତ ୨୦୨୩ ମସିହା ଘୋଷଯାତ୍ରାକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟିର ସଭାପତି ତଥା…
Read More...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – ହକିର ବିଶ୍ୱସ୍ତରୀୟ ହବ୍‌‌ ଭାବେ ଓଡ଼ିଶା ପ୍ରତିଷ୍ଠିତ ହୋଇଛି

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୮ ଓ ୨୦୨୩ରେ ଏଫ୍‌‌ଆଇଏଚ୍‌‌ ହକି…
Read More...

ମହିଳା ଓ ଶିଶୁବିକାଶ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମହିଳା ଓ ଶିଶୁବିକାଶ ବିଭାଗ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ବାସନ୍ତି ହେମ୍ଭ୍ରମ୍‌‌ ବିଭାଗର ସଫଳତା ସମ୍ପର୍କରେ ବିଶଦ ତଥ୍ୟ ଉପସ୍ଥାପନ…
Read More...

ତୁର୍କୀରେ ଲଗାଣ ବର୍ଷା, ଜୀବନଯାତ୍ରା ପ୍ରଭାବିତ

ଡେସ୍କ: ତୁର୍କୀରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି। ଗତ କିଛିଦିନ ଧରି ଭୀଷଣ ବର୍ଷା ଲାଗି ରହିଥିବାରୁ ରାସ୍ତାଘାଟ, କର୍ମସ୍ଥଳୀ ଓ ଆବାସିକ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଛି। ବନ୍ୟା ଯୋଗୁଁ…
Read More...

ଦୃଢ଼ ହେବ ଦ୍ୱିପାକ୍ଷିକ ସମ୍ପର୍କ, ଦକ୍ଷିଣଆଫ୍ରିକା ଯିବେ ଜୟଶଙ୍କର

ଡେସ୍କ: ଆସନ୍ତାକାଲି ବୈଦେଶିକ ମନ୍ତ୍ରୀ ଡଃ ଏସ୍‌‌. ଜୟଶଙ୍କର ଦକ୍ଷିଣ ଆଫ୍ରିକା ଓ ନାମିବିଆ ଗସ୍ତରେ ଯିବେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍‌‌ଟାଉନରେ ବ୍ରିକ୍ସ ବୈଦେଶିକ…
Read More...

ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୱେବ୍ ପୋର୍ଟାଲ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଡେସ୍କ: ୱେବ୍ ପୋର୍ଟାଲ 'ଓଡ଼ିଶା ଭାସ୍କର'ରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ହେବା ଭଳି ଖବର ପ୍ରସାରଣ ହୋଇଥିବାରୁ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ…
Read More...

ରଚିବା ନିତି କାଲିର ଭିତ୍ତି – ଜୀ ସାର୍ଥକର ନୂଆ ଟ୍ୟାଗଲାଇନ୍

ଡେସ୍କ: ଦର୍ଶକଙ୍କୁ ସବୁବେଳେ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରୁଥିବା ଜୀ-ସାର୍ଥକ ଚ୍ୟାନେଲ ତା’ର ନୂତନ ଟ୍ୟାଗଲାଇନ୍ 'ରଚିବା ନିତି କାଲିର ଭିତ୍ତି' ଆରମ୍ଭ କରିଛି। ଏହାର ଅର୍ଥ…
Read More...

ଆଉ ଏକ ସଂସ୍କରଣ ଖେଳିବାକୁ ଚାହେଁ – ଧୋନି

ଅହମ୍ମଦାବାଦ: ଆଇପିଏଲ୍‌ ଫାଇନାଲରେ ଗୁଜରାଟ ଟାଇଟାନ୍‌ସକୁ ୫ ୱିକେଟରେ ହରାଇ ୫ମ ଆଇପିଏଲ୍‌ ଟ୍ରଫି ଜିତିପାରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଦଳର ଏହି ବିଜୟ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି…
Read More...

ଧୋନିଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍‌ ଫାଇନାଲ ପରି ସୋମବାର ଆଇପିଏଲ ଫାଇନାଲରେ ଘଡିସନ୍ଧି ମୁହୂର୍ତ୍ତରେ ବ୍ୟାଟିଂ ପାଇଁ ମହେନ୍ଦ୍ର ସିଂହ ଧୋନି ପଡିଆକୁ ଓହ୍ଲାଇବା ବେଳେ ଷ୍ଟାଡିୟମ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରଥମ ବଲ୍‌ରେ…
Read More...

ବୁଧବାର ରାଶିଫଳ ୩୧.୦୫.୨୦୨୩

ମେଷ: କର୍ତ୍ତବ୍ୟ ଓ ସେବା ଲାଭଜନକ ହେଲେ ବି ସରକାରଙ୍କ ପ୍ରିୟପାତ୍ର ହେବେ। ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରନ୍ତି। ଅଜାତ ଶତ୍ରୁ ହେବା ସହ ଋଣ ମୁକ୍ତ ହୋଇ ଆଶ୍ବସ୍ତ ହୋଇପାରନ୍ତି। ବୃଷ: ସତ୍ୟଧର୍ମ ପରାୟଣ…
Read More...

କେନ୍ଦୁଝରର କାଶ୍ମୀର ‘ହାଣ୍ଡିଭଙ୍ଗା’ ଜଳପ୍ରପାତ

କେନ୍ଦୁଝରଗଡ଼଼: କେନ୍ଦୁଝରର କାଶ୍ମୀର ଭାବେ ପରିଚିତ ‘ହାଣ୍ଡିଭଙ୍ଗା’ ଜଳପ୍ରପାତ ବିକାଶ ଅପେକ୍ଷାରେ ଥିବାବେଳେ ସୌନ୍ଦର୍ଯ୍ୟଘେରା ଏହି ଜଳପ୍ରପାତ ଦେଖିବାକୁ ଏଠାକୁ ବର୍ଷତମାମ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ। ବିପର୍ଯ୍ୟସ୍ତ…
Read More...

ମନ୍ଦିରରେ ହାତୀପଲ, ଭାଙ୍ଗିଲେ ପାଚେରୀ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ଉପକଣ୍ଠ ସିଦ୍ଧମଠସ୍ଥିତ ସିଦ୍ଧଜଗନ୍ନାଥଙ୍କ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀପଲ ପଶି ବ୍ୟାପକ ନଷ୍ଟ କରିଛନ୍ତି। ଗୋବରା ହୁଡି ପଟୁ ଏହି ହାତୀପଲ ଆସି ମନ୍ଦିରର ପଛପଟ ପାଚେରୀ ଭାଙ୍ଗିବା…
Read More...

ଅସରାଏ ବର୍ଷାରେ କଖଡି ହାଟରେ ଜମୁଛି ପାଣି

ଗୁରୁଡ଼ିଝାଟିଆ: କଖଡି ଗାନ୍ଧୀହାଟ ବେଶ ପୁରୁଣା। ଦୀର୍ଘ ୬୦ବର୍ଷ ଧରି ସାପ୍ତାହିକ ହାଟଟି ହୋଇଆସୁଅଛି। ବିଶିଷ୍ଟ ସମାଜସେବୀ ପୂର୍ବତନ ସରପଞ୍ଚ ତଥା ନଦୀକୂଳ ଅଞ୍ଚଳର ଗାନ୍ଧୀଭାବେ ପରିଚିତ ବାମଦେବ ମହାରଣା ସ୍ଥାନୀୟ ଅଞ୍ଚଳର…
Read More...

କଖଡି ସୁପରମାର୍ଟ ଉଦଘାଟିତ, ଉପଲବ୍ଧ ହେଉଛି ମା’ମାନଙ୍କ ଉତ୍ପାଦିତ ସାମଗ୍ରୀ

ଗୁରୁଡ଼ିଝାଟିଆ: ଗାଁରେ ଖୋଲିଛି ସୁପରମାର୍ଟ। ଗୋଟିଏ ଛାତ ତଳେ ସମସ୍ତ ସଉଦାପତ୍ର ଓ ଘର ଉପକରଣ ଉପଲବ୍ଧ ହେଉଛି। ଆଜି ସନ୍ଧ୍ୟାରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବିପିନ ରାଉତ ସୁପରମାର୍ଟ (ସ୍ପାଇସେସ୍‌‌…
Read More...

ବୌଦ୍ଧ ତାଇକୋଣ୍ଡୁ ସଂଘର ପଞ୍ଚମ ବାର୍ଷିକ ଉତ୍ସବ

ବୌଦ୍ଧ: ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ତାଇକୋଣ୍ଡୁ ସଂଘ ପ୍ରତିଷ୍ଠା ୨୦୧୮ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା। ଆଜି ଅଷ୍ଟମ ବେଲ୍ଟ ପରୀକ୍ଷା ସହିତ ବନ୍ୟା ଆଶ୍ରୟ ସ୍ଥଳି ପରିସରରେ ପଞ୍ଚମ ବାର୍ଷିକ ଉତ୍ସବ…
Read More...

ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀଙ୍କ ପରଲୋକ

ବୌଦ୍ଧ: ବୌଦ୍ଧର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ୯୨ବର୍ଷ ବୟସରେ ତାଙ୍କର ବଗିଚାସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଯୋଗୁଁ ସ୍ୱର୍ଗତ ପାଣିଗ୍ରାହୀ…
Read More...

ବ୍ଲକସ୍ତରୀୟ ବଳରାମ ମାସ ଉଦ୍‌‌ଯାପିତ

ଆଠଗଡ଼: ଆଠଗଡ଼ରେ ମେ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବଳରାମ ମାସର ଉଦ୍‌‌ଯାପନୀ କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର…
Read More...

ଝିଅକୁ ଅସଦାଚରଣ ମାମଲାରେ ବାପାକୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଗପୁର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ନିଜ ଜନ୍ମ କଲା ଝିଅକୁ ଅସଦାଚରଣ କରିବା ମାମଲାରେ ଦ୍ବିତୀୟ ଥର ନିମନ୍ତେ ବାପାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ…
Read More...

ସଟ୍ ସର୍କିଟରୁ ନିଆଁ ଲାଗି ଜଳିଗଲା ସ୍କର୍ପିଓ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ କିଲାସମା ରେଳବାଇ ଲେଭଲ କ୍ରସିଂ ପାସ୍ କରିବାକୁ ଛିଡା ହୋଇଥିବା ଏକ ସ୍କର୍ପିଓରେ ହଠାତ୍ ସଟ୍ ସର୍କିଟ ହୋଇ ନିଆଁ ଲାଗିଯିବା ଫଳରେ ଗାଡି ପୋଡି ଯାଇଥିବା ଦେଖିବାକୁ ମିଳିଛି। ସଟ୍ ସର୍କିଟ…
Read More...

ଟ୍ରକ ଧକ୍କାରେ ୨ ସାଇକେଲ ଆରୋହୀ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳୀ - କଙ୍କଡ଼ାହାଡ଼ ରାସ୍ତାର ବାଇପାସ ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ୨ ଜଣ ସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦୁଇ ଜଣ…
Read More...

କାଳବୈଶାଖୀ ଝଡ଼ ତୋଫାନରେ ଉଡିଲା ଚାଳ ଛପର

ମୋହନା: ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଧିନ ତୋରାଣିପାଣି ଗ୍ରାମରେ କାଳ ବୈଶାଖୀ ଝଡ଼ ତୋଫାନ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମଙ୍ଗଳବାର ଅପରାହ୍ନରେ ହଠାତ ବର୍ଷା ସହ ପ୍ରବଳ…
Read More...

ମନରେଗା ଦୁର୍ନୀତିକୁ ନେଇ ଶ୍ରମିକଙ୍କ ପ୍ରତିବାଦ ସଭା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତ ଅଧିନସ୍ତ ବଣ୍ଡେଲ ଗ୍ରାମର ଆମ୍ବ ତୋଟାରେ ମନରେଗା ଶ୍ରମିକଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲାଞ୍ଜି ଗ୍ରାମ ପଞ୍ଚାୟତର…
Read More...

ଜନବସତି ନିକଟରେ ବର୍ଜ୍ୟବସ୍ତୁ ଡମ୍ପିଂ, ଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀଙ୍କ ଫେରାଦ୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ପ୍ରତିଷ୍ଠିତ ଜେଏସଡ୍ଳୁ-ଭୂଷଣ କମ୍ପାନୀ ଧୁବେନଛାପଲ ଓ ଲପଙ୍ଗା ମୌଜା ରେ ୭ଶହ ଏକର ଜମି ଅଧିଗ୍ରହଣ କରିଛି। ଜନବସତି ପାଖରେ ଥିବା ଉକ୍ତ ଜମିରେ ବେଆଇନ ଭାବରେ କାରଖାନା…
Read More...

ବ୍ଳାଷ୍ଟିଙ୍ଗ୍ ସମସ୍ୟାର ସମାଧାନ ନୋହିଲା, ତ୍ରିପାକ୍ଷିକ ବୈଠକ ବିଫଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନଏଲସି କମ୍ପାନୀର ତଲାବିରା (୨) ଓ (୩) କୋଇଲା ଖଣିରେ କୋଇଲା ଖନନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଳାଷ୍ଟିଙ୍ଗ୍ ଯୋଗୁଁ ଅଞ୍ଚଳର ଅନେକ ଘର ଦ୍ବାର…
Read More...

କନ୍ଧମାଳ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଫୁଲବାଣୀ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ମଙ୍ଗଳବାର କନ୍ଧମାଳ ଜିଲ୍ଲା ରାଇକିଆ ଗସ୍ତ କରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ପ୍ରଥମେ ରାଇକିଆ ଠାରେ ପହଞ୍ଚି ଗମାଣ୍ଡି ଠାରେ…
Read More...

ଡାଙ୍ଗୁଆପଶିରେ ୭୩ତମ ଚବିଶପ୍ରହର ନାମ ଯଜ୍ଞ ଉଦଯାପିତ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମ ପଂଚାୟତର ଡାଙ୍ଗୁଆପଶି ଗ୍ରାମରେ ୭୩ତମ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଯଜ୍ଞରେ ମିରିଗିଖୋଜି, ତୁରୁମୁଙ୍ଗା ଢିପାସାହି, ଖୀଲାରୀପାଟ ନୂଆଗାଁ…
Read More...

ବିଧାୟକଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଚାନକ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ତାଙ୍କ ପରିଦର୍ଶନରେ ରୋଗୀ ସେବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା…
Read More...

ମନରେଗା କାମରେ ମଣିଷ ବଦଳରେ କାମ କରୁଛି ମେସିନ

ବୌଦ୍ଧ: ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ମଣିଷ ବଦଳରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତର…
Read More...

ମେଗା ପାନୀୟଜଳ ପ୍ରକଳ୍ପରେ ଗଞ୍ଜାମ ବ୍ଲକର ୩ ପଞ୍ଚାୟତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ

ଗଞ୍ଜାମ: ରାଜ୍ୟ ସରକାରଙ୍କ ୨୦୧୮ରୁ ଆରମ୍ଭ ହୋଇଥିବା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ଯୋଜନାରୁ ବାଦ ପଡିଥିଲା ତିନୋଟି ପଂଚାୟତ। ବର୍ତମାନ ଗଞ୍ଜାମ ବ୍ଲକର ସେହି ତିନୋଟି ପଂଚାୟତ ମେଗା ପାନୀୟ ଜଳ ପ୍ରକଳ୍ପରେ…
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନାଥାଶ୍ରମର ଦୁଇ ଅନ୍ତେବାସୀ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ କେଉଁଟଡିହିରେ ଥିବା ସହାୟତା ବୃଦ୍ଧାଶ୍ରମ ଏକଦା ବାଳାଶ୍ରମ ଥିଲା। ସେ ସମୟରେ ବାଳାଶ୍ରମରେ ଲାଳନପାଳନ ହୋଇ ଏବେ ପ୍ରାପ୍ତ ବୟସ୍କ ଓ ସ୍ବାବଲମ୍ବୀ ହୋଇ ଥିବା ଦୁଇ ଅନ୍ତେବାସୀ ଗଣେଶ ଓ…
Read More...

ଟ୍ରକ ସହିତ କେନ୍ଦୁପତ୍ର ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଧନୁପାଲି ମହାବୀର ପଡ଼ା ନିକଟରେ ବେଆଇନ ଭାବରେ ଚୋରାଚାଲାଣ ହେଉଥିବା ଏକ ଟ୍ରକ ସହ ବିପୁଲ ପରିମାଣର କେନ୍ଦୁପତ୍ର ବନବିଭାଗ ଜବତ କରିଛି। ସୁଚନା ଅନୁସାରେ ଏକ ଟ୍ରକରେ ବେଆଇନ କେନ୍ଦୁପତ୍ର…
Read More...

କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶ

ସମ୍ବଲପୁର: ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡ଼ିଭିଜନ ପକ୍ଷରୁ ସମ୍ବଲପୁର ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ସମାବେଶ…
Read More...

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁର ଜବରଦଖଲକାରୀଙ୍କ ଭୂସ୍ୱର୍ଗ ରୂପେ ପରିଚିତ। ତେବେ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଟାଉନ ଥାନା ସମ୍ମୁଖରେ ଥିବା ସାହୁ କଲୋନୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ମଙ୍ଗଳବାର କରାଯାଇଛି। ବେଆଇନ ଭାବରେ…
Read More...

କାଲି ଅବସର, ଆଜି ନିଲମ୍ବନ – ପେନଶନ ନଥିପତ୍ର ଦାଖଲରେ ଅବହେଳା ଯୋଗୁ ଦେବଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଲମ୍ବିତ

ଦେବଗଡ଼: ଦେବଗଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥିଙ୍କ ପେନଶନ ସମ୍ବନ୍ଧୀୟ ନଥିପତ୍ର ଦାଖଲ କରିବାରେ ଅବହେଳା ଯୋଗୁଁ ମହାବିଦ୍ୟାଳୟର ବର୍ତମାନର ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କୁ ଆଜି କାର୍ଯ୍ୟରୁ…
Read More...

ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ସାମୁହିକ ଛୁଟିରେ ଯିବେ ମିଳିତ ଅମଲା ମଞ୍ଚର ସଦସ୍ୟ

ବୌଦ୍ଧ: ଜ଼ିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ବୌଦ୍ଧ ଶାଖା ତରଫରୁ କର୍ମଚାରୀ ଭଵନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ମାନସ ରଞ୍ଜନ ସେଠିଙ୍କ ଅଧକ୍ଷତାରେ ଅନୁଷ୍ଠିତ…
Read More...

ବଜ୍ରପାତରେ ୭ ଗୁରୁତର, ଡାକ୍ତରଖାନାରେ ମୋବାଇଲ ଆଲୁଅରେ ହେଉଛି ଚିକିତ୍ସା

ବଡ଼ମ୍ବା: ବଡ଼ମ୍ବା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ମହିଳା ଓ ଶିଶୁକୁ ମିଶାଇ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ତୁଳସୀପୁର, ସାତଗୋଛିଆ, ତୁଣପୁର…
Read More...

ଧନୁପାଲିରେ ୨୪ତମ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ସ୍ଥିତ ତୁରୀପଡ଼ା ଠାରେ ୨୪ତମ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ନାମଯଜ୍ଞରେ ସମ୍ବଲପୁର, ବରଗଡ଼, ବୌଦ୍ଧ ଆଦି ବିଭିନ୍ନ ଜିଲାରୁ ନାମ ଦଳ ଗୁଡିକ ସାମିଲ ହୋଇଛନ୍ତି। ଏହି…
Read More...

ଗୁଣ୍ଡରୁଚୁଆଁ ଅମ୍ରିତା ସିଂ ହତ୍ୟା ମାମଲା, ଏସପିଙ୍କ ନିକଟରେ ଗ୍ରାମବାସୀ ଦ୍ୱାରସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅର୍ନ୍ତଗତ ଗୁଣ୍ଡୁରୁଚୂଆଁ ଠାରେ ଗତ ୨୩ ତାରିଖରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ଅମ୍ରିତା ସିଂ ଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ମଙ୍ଗଳବାର ଜିଲା…
Read More...

ମାଛ ଠିକା ପ୍ରଦାନ ନ କରିବାରୁ ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ ଦେଓଝରନ ଡ୍ୟାମରେ ମାଛ ଚାଷ ପାଇଁ ଅନୁମତି ପ୍ରଦାନ ନ କରିବା ପାଇଁ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଜିଲା ପ୍ରଶାସନ ନିକଟରେ ହୋଇଥିବା ଅଭିଯୋଗ…
Read More...

ଜଳ ସଂରକ୍ଷଣ ଦିଗରେ ଅମୃତ ସରୋବର ବହୁତ ବଡ଼ ପଦକ୍ଷେପ – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପାଣି ବିନା ଜୀବନ ପ୍ରତି ସଂକଟ ତ ରହିଥାଏ, ବ୍ୟକ୍ତି ଏବଂ ଦେଶର ବିକାଶ ମଧ୍ୟ ବନ୍ଦ ହୋଇଯାଏ। ଭବିଷ୍ୟତର ଏହି ଆହ୍ୱାନକୁ ଧ୍ୟାନରେ ରଖି ଆଜି ଦେଶର ପ୍ରତ୍ୟେକ…
Read More...

ସଂଗ୍ରହାଳୟ ବୁଲି ଯିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍‌’ର ୧୦୧ତମ ସଂସ୍କରଣରେ ଜାପାନ ଗସ୍ତ ଓ ସେଠାକାର ସଂଗ୍ରହାଳୟ ସମ୍ପର୍କରେ କହିଛନ୍ତି। ସେଠାରେ ଶ୍ରୀ ମୋଦୀ ପିସ ମେମୋରିଆଲ ସଂଗ୍ରହାଳୟ ଦେଖିବାର ସୁଯୋଗ…
Read More...

ଏକ ଭାରତ-ଶ୍ରେଷ୍ଠ ଭାରତର ନିଆରା ପ୍ରଚେଷ୍ଟା ଯୁବ ସଙ୍ଗମ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍‌’ର ୧୦୧ତମ ସଂସ୍କରଣରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭାବଧାରାକୁ ଶକ୍ତିଶାଳୀ କରୁଥିବା ଏଭଳି ଆଉ ଗୋଟିଏ ନିଆରା ପ୍ରଚେଷ୍ଟା ଯୁବ ସଙ୍ଗମ ସମ୍ପର୍କରେ କହିଛନ୍ତି।…
Read More...

୨ କୋଟି ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ଜବତ କରିଛି। ଏକ ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା…
Read More...

ନୂଆ ସଂସଦ ଭବନ ଲୋକାର୍ପିତ, ମନ୍ତ୍ରୋଚ୍ଚାରଣ ମଧ୍ୟରେ ସ୍ଥାପନ ହେଲା ସେଙ୍ଗୋଲ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭାବନାକୁ ଲୋକାର୍ପିତ କରିଛନ୍ତି। ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର…
Read More...

ଅସହ୍ୟ ଗୁଳୁଗୁଳି, କାଳବୈଶାଖୀ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଯୋଗୁଁ ତାତିର ପ୍ରଭାବ ସେତେଟା ନଥିବା…
Read More...

ଆଇପିଏଲ -୧୬: ବିଜେତା ଦଳକୁ ୨୦, ରନର୍ସଅପ୍‌କୁ ୧୩ କୋଟି ଟଙ୍କା

ଅହମ୍ମଦାବାଦ୍‌: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ର ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗୁଜରାଟ ଟାଇଟାନ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏଥି ସହିତ ଏହି ଫଟାଫଟ କ୍ରିକେଟର…
Read More...

ଗଣତନ୍ତ୍ର ବନାମ ବିଚାରତନ୍ତ୍ର

ନାନା ମୁନିଙ୍କ ନାନା ମତ। ଦୁଇଟି ମୁଖ୍ୟ କେମିତି ଏକାଠି ରହିପାରିବେ? ଗୋଟାଏ ଗାଈ ଗୋଠରେ ଦି’ଟି ଷଣ୍ଢ ଏକାଠି ହୋଇଗଲେ, କି ଠେଲାପେଲା, ଭୁସାଭୁସି ଲୋ ମା। କି ଫଁ ଫଁ କି ସଁ ସଁ! ସେମିତି ଇସ୍କୁଲରେ ଦି’ଟି ପ୍ରଧାନ…
Read More...

ଗୁରୁ, ଶିକ୍ଷକ ଓ ଗୁରୁତୁଲ୍ୟ ଶିକ୍ଷକ

ଶିକ୍ଷକମାନେ ଯେତେବେଳେ ରାଜରାସ୍ତାରେ ନିଜର କିଛି ଦାବି ନେଇ ଆନ୍ଦୋଳନ କରନ୍ତି, ସମ୍ବାଦପତ୍ରଗୁଡ଼ିକରେ ମୁଖ୍ୟ ସମ୍ବାଦ ଭାବରେ ସ୍ଥାନ ପାଏ ‘ଗୁରୁ ପାଳିଲେ କଳା ଦିବସ’, ‘ଗୁରୁ ଆଜି ରାଜରାସ୍ତାରେ’ ଇତ୍ୟାଦି। ସେପ୍ଟେମ୍ବର…
Read More...

ଆଧୁନିକତାର ମାୟାଜାଲରେ ଆମ ଗାଁ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଭାରତବର୍ଷର ଆତ୍ମା ଗାଁରେ ହିଁ ବସବାସ କରେ। ଅର୍ଥାତ୍‌ ଦେଶର ବାସ୍ତବ ଆର୍ଥିକ ପ୍ରଗତି ଗ୍ରାମୀଣ ଭାରତର ପ୍ରଗତି ଉପରେ ସମ୍ପୂର୍ଣ୍ଣଭାବେ ନିର୍ଭରଶୀଳ। ପରାଧୀନ ଭାରତରେ…
Read More...

ବର୍ଣ୍ଣ, ଧ୍ବନି ଏବଂ ଅକ୍ଷର

ମା, ମାତୃଭୂମି ଓ ମାତୃଭାଷାର ପବିତ୍ରତାକୁ ଯିଏ ବୁଝି ନାହିଁ, ସିଏ ମୂଢ଼। ମା ଜନନୀ, ମାତୃଭୂମି ଆଶ୍ରୟଦାୟିନୀ ଆଉ ମାତୃଭାଷା ପରିଚୟ ପ୍ରଦାୟିନୀ। ମା’ଠାରୁ ଅଲଗା ହୋଇ ଜନ୍ମିତ ଶିଶୁ ଭୂମିଷ୍ଠ ହୁଏ। ଏହା ହିଁ ପ୍ରଥମ…
Read More...

ଆଜି ଚେନ୍ନଇ-ଗୁଜରାଟ ଆଇପିଏଲ୍‌ ଫାଇନାଲ

ଅହମ୍ମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟ୍ରଫି ଲଢ଼େଇ ବା ଫାଇନାଲ ପାଇଁ ମଞ୍ଚ ପ୍ରସ୍ତୁତ। ରବିବାର ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର…
Read More...