www.samajalive.in
Friday, December 12, 2025
19.1 C
Bhubaneswar

ଆରତୀ କାରଖାନାରେ ବିଶ୍ୱକର୍ମା ପୂଜା ପାଳିତ

ଗୁରୁଡିଝାଟିଆ :  ଘଣ୍ଟିଖାଲସ୍ଥିତ ଆରତୀ କାରଖାନା ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଶାସ୍ତ୍ରୀୟ ବିଧିମୁତାବକ ପାଳିତ ହୋଇଛି । କାରଖାନାର ବରିଷ୍ଠ ପ୍ରବନ୍ଧକ ଏ.ବି ଉପାଧ୍ୟାୟ କର୍ତ୍ତା ଭାବରେ ପୂଜାକାର୍ଯ୍ୟ ସଂପାଦନ କରିଥିଲେ। ପୂଜାଉତ୍ସବରେ ଡିଜିଏମ ସରୋଜ କୁମାର ଜେନା, ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶରତ ନିଶାଙ୍କ, ଆରତୀ କାରଖାନା କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ବିଶ୍ୱକର୍ମାଙ୍କ ପୂଜା କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories