www.samajalive.in
Friday, December 12, 2025
23.1 C
Bhubaneswar

ନୁଆଁଖାଇ ପାଇଁ ଦୁଆର ଶନି ମନ୍ଦିରରେ ନୁଆଁ ଧାନ ସହ ପୂଜାର୍ଚ୍ଚନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ଅଧିଷ୍ଠାତ୍ରୀ ଦେବି ମାଁ ଦୂରସେନୀ ଙ୍କ ମନ୍ଦିରରେ ଆସନ୍ତା୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୂଆଁଖାଇ ସକାଶେ ରବିବାର ସନ୍ଧ୍ୟାରେ ମାଁ ମନ୍ଦିରରେ ନୁଆଁ ଧାନ ମାଁଙ୍କ ପାଇଁ ନୁଆଁ ବସ୍ତ୍ର ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ପହଞ୍ଚିଲେ କଣ୍ଟାବାଞ୍ଜିର ବରିଷ୍ଠ ବିଜେଡି ନେତା ଅଜୟ ଦାସ ତାଙ୍କ ସହଧର୍ମିଣୀ ରଶ୍ମି ଦାସ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସୁଖ ଶାନ୍ତି ରେ ରଖିବା ପାଇଁ ମାଁ ଠାରେ ପ୍ରାର୍ଥନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତନୁ ବିଭାର, ମୁନା ମହାନ୍ତି, ବିଶ୍ୱନାଥ ଦଣ୍ଡସେନା, ବିଷ୍ଣୁ ବେହେରା, ବିଶାଳ ବେହେରା, ପ୍ରମୋଦ କୁମାର କର, ଇଲୁ ନାଗ, ଡୋଳା ମଣି ବେହେରା, ପିଙ୍କି ଖରସେଲ, ସସ୍ମିତା ଦଣ୍ଡସେନା, ନିଶା ମହାନନ୍ଦ, ଅଷ୍ଟାମୀ ବଗର୍ତି, ଘଟ ବେସନ, ଗୁହାଲୁ ବେହେରା, ଶ୍ୟାମ ବଗର୍ତି, ପ୍ରହଲ୍ଲାଦ ବଛା, କୃଷ୍ଣ ବାରିକ, ଦେବାର ବାରିକ, ରମେଶ ପୁଟେଲ ଓ ବହୁ ଜନସାଧାରଣ ଉପସ୍ଥିତ ରହି ମାଁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories